Matru bhumi matru bhasare mamatha Ja hrudya janami nahi Thaku jadi gani ganare ganiba Aagyani rahibe kaei Sambalpurian haei kari jadi sambalpuri babadre ki6i naei Kahele
AN INCREDIBLE GIFT OF GRACE OF ALMIIGHTY..... AN APOSTLE OF SWEET EMOTIONS AND FINER SENSIBILITIES FOR YOU ALL.... NOSTALGIC TENETS OF GREATER HUMANISM.. LOTS OF LOVE AND HONOUR FOR THE PAR-EFFECTIVE AND PAREXCELLENT WITH DISTINCTIONS YOU MY BELOVED ARTIST.
Bahut sunder aalochana Shailabhama Madam aau Sangram Sarangi Babu nkara.Sunder upasthapana sangaku jibana ra Anubhuti bahut sunder aau satakatha je sangeeta ra kaunsi bhasa nathae.Bahut sunder conversation.A great thanks for Argus TV.🙏 Jai ♥️🇮🇳🔥 Hind 🙏 Jai Srikrishna 🙏
Mam apan odia singing industry ra legendary. God bless you.
Sambalpuri song gaunahanti
@@nirojvlogs5095bhui
@@ritanjaligouda7874 sambalpuri gau6anti ki kahila new song goti a
Ma'am ଆପଣ ବିବାହ କରିନାହାନ୍ତି ବହୁତ ସୁନ୍ଦର ନିର୍ଣ୍ଣୟ ନେଇଛନ୍ତି କାରଣ ବନ୍ଧନ ହେଉଛି ସବୁଠାରୁ ବଡ ଦୁଃଖ ଏ ଦୁନିଆରେ thank you so much ma'am 🙏🏻🙏🏻
ବହୁତ ଭଲ କଥା କହିଛନ୍ତି ଆପଣ। ମୁଁ ସବୁ ଗାୟିକା ଙ୍କୁ ନୀରିକ୍ଷଣ କରିଛି। କିନ୍ତୁ ଶୈଳଭାମା ମହାପାତ୍ର ଏବଂ ଇରା ମହାନ୍ତି ମ୍ୟାମ୍ ଏ ଯାଏ ବି ଅବିବାହିତ କିନ୍ତୁ ପ୍ରତିଷ୍ଠିତ ଗାୟିକା। ଦୁଇଜଣ ଗାୟିକା ନିଜ ନିଜ ଯାଗାରେ ପ୍ରତିଷ୍ଠିତ ଗାୟିକା। ଯଦି ଓ ଇରା ମହାନ୍ତି ମ୍ୟାମ୍ ୧୯୯୫ ମସିହାରେ ଫିଲ୍ମ ରେ ପ୍ରବେଶ ଏବଂ ଶୈଳଭାମା ମହାପାତ୍ର ମ୍ୟାମ୍ ୨୦୦୦ ମସିହାରେ ଫିଲ୍ମ ରେ ପ୍ରବେଶ। ସ୍ଵରୂପ ନାୟକ ଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ ଦୁଇ ଜଣ ଫିଲ୍ମ ରେ ପ୍ରବେଶ। ଗୀତ ତାଙ୍କୁ ଅନେକ ପରିଚୟ ଦେଇଛି।
Thik katha
ସଂଗ୍ରାମ ଷଡ଼ଙ୍ଗୀ ଙ୍କ ଉପସ୍ଥାପନା ଶୈଳୀ ଖୁବ୍ ପ୍ରାସଙ୍ଗିକ।ବଢିଆ ପ୍ରୟାସ। ଜୟ ଜଗନ୍ନାଥ।
ଓଡିଶା ମାଟି ମା ର ଅନେକ ସଂଗୀତ ଭିତିକ ସନ୍ତାନ ମାନଙ୍କ ମଧ୍ୟରୁ ଶୈଳ ଭାମା ଅନ୍ୟତମ 🙏
100% correct.
ବହୁତ ସୁନ୍ଦର ବାର୍ତ୍ତାଳାପ । ଶୈଳ ମାସ ବହୁତ ସୁନ୍ଦର ତାଙ୍କ କଥା ଯେମିତି, ତାଙ୍କ ଗୀତ ସେମିତି ସିଏ ଜଣେ ଭଲ ମଣିଷ ବି । ଜଗନ୍ନାଥ ତାଙ୍କୁ ଭଲରେ ରଖିଥାନ୍ତୁ । 🙏🙏👌👌
ସାକ୍ଷାତକାର ବାସ୍ତବରେ ବହୁତ୍ ଭଲ ଲାଗିଲା l ବିଶେଷ କରି ଉପସ୍ଥାପକ ମହାଶୟଙ୍କର ଉପସ୍ଥାପନା ଶୈଳୀ ଚମତ୍କାର ଥିଲା l ଶୈଳଭାମା ମାମ୍, ଆପଣଙ୍କ କଥା ଓ ଗୀତ ଉଭୟ ମନକୁ ଛୁଇଁଲା l
ଦିଦି..... ଆପଣଙ୍କ ହୃଦୟରେ ଚାରି ବେଦର ଭକ୍ତି, ସଂଜ୍ଞା, ପ୍ରେମ ସବୁ ଅଛି,,,,ଆପଣଂକୁ କୋଟି କୋଟି ପ୍ରଣାମ
ବହୁତ ସୁନ୍ଦର କଥା କହିଛନ୍ତି ଶୈଳଭାମା ମହାପାତ୍ର ମ୍ୟାମ୍। ପ୍ରତ୍ୟେକ ମଣିଷ ଜୀବନରେ ଏମିତି ତ ଦୁଃଖ ସୁଖ ଆସେ। ଜଣେ ପ୍ରତିଷ୍ଠିତ ଗାୟିକା ଜଣେ କଳାକାର ଭାବରେ ସେ ସବୁଠି ପରିଚିତ।
ସେମିତି ଇରା ମହାନ୍ତି ମ୍ୟାମ୍ ଜଣେ ବିଶିଷ୍ଟ ଗାୟିକା, ସେ ମଧ୍ୟ ଅବିବାହିତ କିନ୍ତୁ ପ୍ରତିଷ୍ଠିତ ଗାୟିକା ଜଣେ ଉତ୍ତମ କଳାକାର।
ଲତା ମଙ୍ଗେସକର ଭାରତୀୟ ଗାୟିକା ସେ ମଧ୍ୟ ଅବିବାହିତ। ଜୀବନର ଭଲ ପାଇବା ତ ଥାଏ , ବିବାହ ଏକ ପବିତ୍ର ସମ୍ପର୍କ, ଏକ ପବିତ୍ର ଅନୁଷ୍ଠାନ, ତେଣୁ ମଣିଷ ସମାଜରେ ଭଲ ପାଇବା ନଥିଲେ କେବେ ସମାଜ ଆଜି ନଥାନ୍ତା।
ଶୈଳଭାମା ମହାପାତ୍ର ଯେଉଁ ଗୀତ ଟି ଗାଇଲେ ' ତୁମେ ଆସିଲ ମତେ ଦେଖିଲ ' ଏହି ଗୀତ ଟି ସ୍ଵରୂପ ନାୟକ ଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ ୨୦୦୦ ମସିହାରେ କଟକର ଏକ ଷ୍ଟୁଡିଓ ରେ ଗାଇଥିଲେ। ଶୈଳଭାମା ମହାପାତ୍ର ମ୍ୟାମ୍ ତ ସଙ୍ଗୀତ କୁ ଭଲ ପାଇଛନ୍ତି।
ସବୁ କଳାକାର ଙ୍କୁ ଡାକିବାକୁ ଅନୁରୋଧ।
ମୋର ଏକ ଛୋଟ ଅନୁରୋଧ ମିଳିତ ଭାବରେ ' ଇରା ମହାନ୍ତି ମ୍ୟାମ୍ ଏବଂ ଶୈଳଭାମା ମହାପାତ୍ର ମ୍ୟାମ୍ ଙ୍କୁ ଡାକନ୍ତୁ। କାରଣ ଦୁଇଜଣ ସମସାମୟିକ ଗାୟିକା ସେହି ସମୟର। ଅନେକ ଭଜନ ଆଲବମ ଫିଲ୍ମ ଏବଂ ଜୀବନ ଦର୍ଶନ ଗୀତ ଗାଇଛନ୍ତି।
ନାନୀ... Interview ଟି ବହୁତ ଭଲ ଲାଗିଲା ❤
ଶୈଳଭାମା ଙ୍କ କଣ୍ଠରେ ଯାଦୁ ଅଛି 😊
ବହୁତ ଭଲ ଲାଗିଲା ମହାନ୍ କଣ୍ଠ ଶିଳ୍ପୀ ଙ୍କ ସହ ସାକ୍ଷାତକାର
ଆପଣଙ୍କ ସୁଲଳିତ କଣ୍ଠରେ ପଚିଶି ହଜାରରୁ ଅଧିକ ଗୀତ କୋଟି କୋଟି ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ଆପଣଙ୍କୁ ସ୍ମରଣୀୟ କରି ରଖିବ।
ମୋତେ ବି ସଂଗ୍ରାମ sir ଙ୍କ ଉପସ୍ଥାପନା ବହୁତ ଭଲ ଲାଗେ.. ମୋତେ ତାଙ୍କ ଉପସ୍ଥାପନା ରେ ଓଡ଼ିଆ ର ବାସ୍ନା ଛୁଟି ଆସେ ଯେମିତି କି ସରଳ ଭାଷା ସୁନ୍ଦର ଶବ୍ଦ ଆଦି..
Didi always my favourite singer.Very smoothly voice and heart touching.
ବହୁତ୍ ଖୁସି ଲାଗିଲା। ମୋ ଅତିପ୍ରିୟ ଗୀତ ,ତୋ ନାଁରେ କେହି କହିଲେ ❤️
Bhaut bhala lagila Appa interview ❤🙏🙏
ସୁନ୍ଦର ପ୍ରୟାସ frm keonjar ପାଟଣା
ମତେ ସିଉଳି ବାଟରେ ଚାଲିବାକୁ ଭଲ ବୋଲି,ତୁମକୁ ମୁଁ ଭଲ ପାଇ ଥିଲି, କୋଡ଼ିଏ ବର୍ଷ ତଳେ ମୋର ଏଇ ଗୀତଟିକୁ ଶୈଳଭାମା ଗାଇ ଥିଲେ, thank u so much 💐 14:39
ଆଲୋଚନା ଶୁଣି ତାଙ୍କ ବିଷୟରେ ବହୁତ୍
ଜାଣି ପାରିଲି।ଖୁସି ଲାଗିଲା।
ମୋ ପୁଅ ବି ସଙ୍ଗୀତ ବିଦ୍ୟାଳୟ ର Bbsr
ପାଠ ପଢ଼ିଛି।ଆର୍ଟ teacher।
Sailabhama❤A lovable Soul..❤❤Stay Blessed Dear.. We need You🙏❤
you dont know her and her family...the worst ever souls are in her family...
ବହୁତ୍ ବଢିଆ ଲାଗିଲା ଧନ୍ୟବାଦ
I like saila bhama so much. She is my favourite singer.
ସଂଗ୍ରାମ ସାରଙ୍କ ଉପସ୍ଥପନା ଅତି ସୁନ୍ଦର👍
ଦିଦି ଆମ ,ହୋ,ଭାଷାର ଗୀତ ଗାଇଥିବାରୁ ଅଶେଷ ଧନ୍ୟ ବାଦ୍,,,,
Matru bhumi matru bhasare mamatha
Ja hrudya janami nahi
Thaku jadi gani ganare ganiba
Aagyani rahibe kaei
Sambalpurian haei kari jadi sambalpuri babadre ki6i naei
Kahele
ଭାଇ ସତରେ ତୁମ ଉପସ୍ଥାପନା ବହୁତ ସୁନ୍ଦର
ମୁଁ ତ ଛୋଟ ବେଳୁ ଶୁଣୁଛି ଶୈଳଭାମା ମାମ୍ ଙ୍କ ଗୀତ, କ୍ୟାସେଟ୍ ରେ କୁମାର ବାପି ଫଟ ଆଉ ଶୈଳଭାମା ଫଟ,୮ ଟି ଗୀତ ଥାଏ❤❤❤
Boy,abhi jitsethi,iloveyoe❤❤❤❤❤❤❤❤❤❤❤❤❤❤❤❤😅😅😮😢🎉😂❤🎉🎉🎉🎉🎉🎉🎉🎉🎉🎉🎉🎉😢😮😮😅😅😮🎉🎉😂😂❤❤❤❤❤❤😂
❤❤
Sailabhama tuma Gita bahuta hrudaya spararsi.prabhu jagannathnka kruparu bhalare rahithhaa.ahuri agaku badha..Sangram. apananannka upastapana saili bahut bhala.
ନିକଟରେ ଶୈଳଭାମା ମାଡାମ ଙ୍କ ସହିତ ଆମ ଗାଁ ର ଏକ ପ୍ରୋଗ୍ରାମ ରେ ଦେଖା ହୋଇ ଥିଲା
AN INCREDIBLE GIFT OF GRACE OF ALMIIGHTY..... AN APOSTLE OF SWEET EMOTIONS AND FINER SENSIBILITIES FOR YOU ALL.... NOSTALGIC TENETS OF GREATER HUMANISM.. LOTS OF LOVE AND HONOUR FOR THE PAR-EFFECTIVE AND PAREXCELLENT WITH DISTINCTIONS YOU MY BELOVED ARTIST.
Versatile talent of Odisha. Hats off to both of you.
ସୁନ୍ଦର ❤
ଶ୍ରେଷ୍ଠ ସାକ୍ଷାତକାର ❤❤❤
ଉପସ୍ଥାପକ ଙ୍କୁ ସମ୍ମାନ ❤❤❤
Bahut sunder aalochana Shailabhama Madam aau Sangram Sarangi Babu nkara.Sunder upasthapana sangaku jibana ra Anubhuti bahut sunder aau satakatha je sangeeta ra kaunsi bhasa nathae.Bahut sunder conversation.A great thanks for Argus TV.🙏 Jai ♥️🇮🇳🔥 Hind 🙏 Jai Srikrishna 🙏
Thank you!
@@Argusdigital.official sambalpuri babadre ki6i naei pacharla je
My favourite singer of odisha
ବହୁତ ଭଲ ଲାଗିଲା ସାକ୍ଷାତକାର ଟି 😮ଶୈଳଭାମା Jane ବହୁତ ଭଲ କଣ୍ଠଶିଳ୍ପୀ ❤ ମୋ ଗାଁ ର ଭାଣିଜୀ 😂
ମ୍ୟାମ ଆପଣ ଗାଇଥିବା ସଖା ହେ କଳା ସଖା ହେ କାଇଂ ଛାଡିଗଲା କରି ଏକା ହେ ଭଜନ ଟି ମୋର ସବୁଠୁ ପ୍ରିୟ।
Excellent , samste asiba darkar.
ବହୁତ୍ ବଢିଆ
Argus News jemeti parsna cemeti uttara lovely channel liove you channel
ଅଜସ୍ର ଅଭିନନ୍ଦନ
🙏🏻🙏🏻🙏🏻🙏🏻🙏🏻🎤
ଓଡ଼ିଆ ସଂଗୀତ ଜଗତର ଜଣେ ପ୍ରତିଭାବାନ ତାରକା
Best playback singer ❤️💕🎉
ଓଡ଼ିଆ ସଙ୍ଗୀତ ର ଏକ ମର୍ଯ୍ୟାଦାଜନକ ସ୍ୱର।
ମୋ ମା ।ମୁ ବହୁତ ଭଲ ପାଏ ।ମାଆ ମୋର ପ୍ରଣାମ ଜଣାଉଛି ।ଅତିସ ସୁନ୍ଦର କଣ୍ଠ ।
Jay Sri Jagannath 🙏
My favourite singing star ❤
Very nice discussions, nice to see👍😊
She is jewel of odia industry
My favourite singer love u mam....you are my childhood heroine of my heart.....radio queen
Sangram bhai great mam beauty ful
ବହୁତ ସୁନ୍ଦର କଥା
Podcast Bahut bhala lage dekhibaku
ଶୈଳ ଦିଦି ଙ୍କ ଗୀତ ଭଲ ଲାଗିଲେ
It was nice interview
The question portraye by sangram sir was awesome 💯
Kumar bapi+Sailabhama+ ira mahanty+ best song jodi old day's
ମୋ ମନ କଥା କହିଛନ୍ତି ଆପଣ। ମତେ ବହୁତ ଭଲ ଲାଗେ କୁମାର ବାପି,ଶୈଳଭାମା ମହାପାତ୍ର ଏବଂ ଇରା ମହାନ୍ତି ମ୍ୟାମ୍ ଙ୍କ ଗୀତ ଗୁଡିକ। ସେ ସମୟରେ ଗୀତ ବହୁତ ଭଲ ଲାଗୁଥିଲା।
ବହୁତ ବଢିଆ ଲାଗଲା ଶୈଳ ନାନି ସାଙ୍ଗେ ମୂଇଁ ବି କାମ କରିଛେଁ ସେ ବହୁତ ନମ୍ର, ଭଦ୍ର, କଥା ବାର୍ତା ବହୁତ ବଢିଆ
Sangram sir apnon ku salute
Mate Sangita bhari bhala Lage ...mu Shailabhama madam nk Jane baadaa fan 🙏💐💐
programe bahut bhala lagila
Very wonderful presentation,, congratulations
U have taken a very good decision 👍
Very nice video
UA-cam jagatare mu emitika bhala interview dekhini ❤❤❤love u sailabhama maam❤
Mam's your sambalpuri song still a record 🙏💐
Best playback singer❤
From this presentation of song I can sence that she is deeply inspired by ASHA Bhosle mam
Sailovama mem very nice so super singer ❤🎉❤🎉
Best singer ଶୈଳଭମା ❤❤
Plz IRA mmnku show ky dakantu se odia industry ra sangeetara maa Ira mm public demand plz rakhibe aama binati
ମୋ ମନ କଥା କହିଛନ୍ତି ଆପଣ। ଗାୟିକା ଏବଂ ମଣିଷ ହିସାବରେ ସେ ଜଣେ ପ୍ରତିଷ୍ଠିତ। ଇରା ମହାନ୍ତି ମ୍ୟାମ୍ ସୁପରିଚିତ ତାଙ୍କ ଗୀତ ପାଇଁ। ଓଡ଼ିଶାର ଜଣେ ଜଣାଶୁଣା ସୁନାମଧନ୍ୟ ଗାୟିକା। ଅର୍ଗସ ଟିଭି କୁ ଅନୁରୋଧ ଇରା ଅପା ଙ୍କୁ ଡାକିବେ।
Appa old is gold appa super ❤❤🙏🙏❤️❤️👌👌
Ati sundar interview
ଇରା ମହାନ୍ତି madam nku invite karantu please
One of my favourite singer in odisha ❤❤❤❤❤❤❤❤
Appa pranam 🙏 interview bohut bhala lagila ❤
Plz make a podcast with kumar bapi.
Pranam madam sakalata fresh hela apanka kathare
Sailabhama mam bht sundar Manisha te....mate bht pasand tanka personality 🥰🥰🥰🌹🌹🌹🌹♥️
She is good singer , Namaskar madem,
Namaste didi praying for a happy and healthy life ahead for more devotional songs specially we want.jaya jagannath
My fvt singer ❤god bless you 🙌
🙏🙏🌹ପ୍ରଣାମ. ଜୟଜଗନ୍ନାଥ
Uma kanta Barik and sailabhama sambalpuri old hit jodi
One of my favorite singer 👌👌👌
ତୁମେ ବାହା ହେ ଇ। ଯା ଅ ଶୈଳ ଭାମା🎉
ବିବାହ ଯଦି ଜରୁରୀ ନୁହେଁ ତାହେଲେ ସଂସାର ର ମାନେ କଣ ।
Means generation khatam😂😂😂
ଭାଇ ଆପଣ ଠିକ୍ କଥା କହୁଛ କିନ୍ତୁ ସମସ୍ତେ କଣ ଏ ଦୁନିଆରେ ବିବାହର ବିରୁଦ୍ଧରେ ସେମିତି ତ୍ ନୁହେଁ ନା।
Basudheiva Kutumbakam 😊
ସଂସାର ର ମାନେ ମୋ ମତରେ ସେବା କଲେ ମଧ୍ୟ ହେବ.
ବିବାହ ଜରୁରୀ ନୁହଁ, ଏକଥା ବହୁତ କମ ବ୍ୟକ୍ତି ଭାବୁଛନ୍ତି, ବିବାହ ପାଇଁ ତ ଲୋକ ହଣା ମରା ହଉଛନ୍ତି ୧୦୦ ଜଣରୁ ୫ ଜଣ ଯଦି ବିବାହ ନକରନ୍ତି ଅସୁବିଧା କୋଉଠି ଭାଈ.. ତାଙ୍କ ପରିବାରର ଆହୁରି ସଦସ୍ୟ ଅଛନ୍ତି ନା..
ଲୋଭ, ମୋହ, ମାୟା ସଂସାରରେ ଲୋକେ ଗୋଟିଏ ଯଶସ୍ପିଙ୍କୁ ଦେଖିଲେ ପାଦ ତଳେ ପଡି ମୁଣ୍ଡିଆ ମାରନ୍ତି, କିନ୍ତୁ କୌଣସି ବାପା, ମାଆ ଚାହୁଁ ନାହାଁନ୍ତି ଯେ, ମୋ ପୁଅ କିମ୍ବା ଝିଅ ସନ୍ୟାସୀ ହୁଅନ୍ତୁ, ଯାହାକି ଅନ୍ୟ ଲୋକମାନେ ମୋ ପୁଅର ପାଦ ଛୁଇଁ ମୁଣ୍ଡିଆ ମାରିବେ, ଏଇତ ଲୋଭ, ମୋହ, ମାୟା ସଂସାର..
ଏସବୁ ଗୋଟିଏ ଉଦାହରଣ, କହିବା କଥା ହେଲା, ଜଣେ ବିବାହ ଯଦି ନକରେ, ତାହେଲେ କିଛି ଅସୁବିଧା ନୁହଁ.. କାରଣ ଅବିବାହିତ ଲୋକ ସଂସାରରେ କେବଳ ୫ ପ୍ରତିଶତ ଅଛନ୍ତି..
Great singer with the greatest attitude.🙏
Proud of odisha, superb mam
Fantastic pogram....
Mam pranam bahut Sundar song
Ati sundar interview 👍
Very nice Conversation ❤😊
Namaste Madam. Very nice discussion
Nice Interview.wow ❤❤❤❤❤❤
Very very Nice,Thañkyousomuch
Sailapa is best all time favourite
Very nice interview and conversation
Bahut sundar Lage apanaka gita❤
ମୁଁ ଶୈଳଭାମା ମାଡାମ ଙ୍କ ଫ୍ୟାନ
Kokila kanthi salyabhama apa❤❤
❤love you maam
Thanks sailabhama