Ipsita ତମେ ହେବେ ନମିତା - Mind blowing performance of Ipsita -Grand Finale- Mun Bi Namita Agrawal Hebi
Вставка
- Опубліковано 4 лис 2024
- Click the below link to watch the original song of Namita Agrawal
• Mathiare Pani Dabu Dab...
Song: Mathiaare Pani - Album: Baishi Pahacha - Music Label: Sidharth Music - Lyric: Basantaraj Samal - Music Director: Manmath Mishra
Producer: Sitaram Agrawal
Singer: Namita Agrawal
-----------------------------------------------------------------------------------------------------------------------
Sidharrth TV ର ନିଆରା Singing Reality Show "ମୁଁ ବି ନମିତା ଅଗ୍ରୱାଲ ହେବି" ଖୁବ୍ କମ୍ ଦିନ ଭିତରେ ଓଡ଼ିଶାର ଘରେ ଘରେ ସଙ୍ଗୀତ ପ୍ରତି ଏକ ନୂଆ ଆକର୍ଷଣ ସୃଷ୍ଟି କରିବା ସହିତ ସବୁଠୁ ଲୋକପ୍ରିୟ Reality Show ରୂପେ ପ୍ରତିଷ୍ଠିତ ହୋଇପାରିଛି I Audition Round, Mega ଓ Super Mega Audition Round ପରେ ଏବେ ଆରମ୍ଭ ହୋଇଯାଇଛି Studio Round, ଯେଉଁଥିରେ ଶ୍ରେଷ୍ଠ ୨୪ ଜଣ ଗାୟକଙ୍କ ଭିତରେ Show ର Winner Crown ପିନ୍ଧିବାକୁ ପ୍ରତିଯୋଗିତା ଚାଲିଛି. ଏହି Studio Round ରେ ଗାୟିକା ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ନମିତା ଅଗ୍ରୱାଲଙ୍କ ସହିତ ମହା Judge ରୂପେ ଉପସ୍ଥିତ ରହୁଛନ୍ତି ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ I ଏହି ସୋ'ର ଆରମ୍ଭରୁ ବିଚାରକ ଭାବେ ମନ୍ମଥ ମିଶ୍ର , ଗୀତା ଦାସ, ଶ୍ରୀକାନ୍ତ ଗୌତମ ରହି ଆସିଥିବା ବେଳେ ଅନ୍ୟତମ ବିଚାରକ ଭାବରେ ଦେଖିବାକୁ ମିଳୁଛି ବିଶିଷ୍ଟ ଗାୟକ ସୁବାସ ଦାସଙ୍କୁ , ଏଥି ସହ ନୂଆପିଢ଼ି ର ଲୋକପ୍ରିୟ ଗାୟିକା ଅନ୍ତରା, ପ୍ରଜ୍ଞା, ଦୀପ୍ତି, ଅର୍ପିତା ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ପିଲାଦିନରୁ ସେମାନଙ୍କ ଉପରେ ନମିତା ଅଗ୍ରୱାଲଙ୍କ ଗୀତର ପ୍ରଭାବ ସମ୍ପର୍କ ରେ ସ୍ମୃତି ଚାରଣ କରିବା ସହିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ନମିତା Madamଙ୍କ ଭଜନ ଗାନ କରୁଛନ୍ତି I ନୂଆ ଗାୟିକା ମାନଙ୍କୁ ଆବିଷ୍କାର କରି ସେମାନଙ୍କ ପ୍ରତିଭା ର ବିକାଶ କରାଇ ଓଡିଶାର ସଙ୍ଗୀତ ଜଗତକୁ ନୂଆ ସ୍ଵରରେ ସମୃଦ୍ଧ କରାଇବା ନିମନ୍ତେ ସୀତାରାମ ଅଗ୍ରୱାଲଙ୍କ ଏହି ପରିକଳ୍ପନା ସଙ୍ଗୀତ କ୍ଷେତ୍ରରେ ନୂଆ ଉନ୍ମାଦନା ସୃଷ୍ଟି କରିଛି ...
TV ପରଦାରେ ଦେଖିଲେ ଗୀତ ଏବଂ ଫୁଲ Episode ଆହୁରି ଭଲ ଲାଗିବ I
SIDHARRTH ର ସମସ୍ତ ତିନୋଟି ଚ୍ୟାନେଲ୍ ଏବେ Hathway, SITI, EM Digital, ORTEL, GTPL-KCBPL ଏବଂ ଅଧିକାଂଶ Cable ରେ ମିଳୁଛି, ଅନ୍ୟ Platform ରେ ଦେଖିବା ପାଇଁ Call କରନ୍ତୁ - Tata Sky- 18002086633, Airtel- 18001036065, Sun TV - 18001237575, Dish TV - 9501795017, Videocon D2H- 9115691156, NXT Digital- 18602120400
Sidharth TV Network ର ୩ଟି ଚ୍ୟାନେଲ୍ “Sidharth TV”, “Sidharth Bhakti” ଓ “Sidharth Gold” ମାସିକ ମାତ୍ର ୧୬* ଟଙ୍କାରେ (taxes as applicable) ନିଜ Cable/DTH ଅପରେଟରଙ୍କୁ Call କରି Subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
-----------------------------------------------------------------------------------------
Subscribe us on UA-cam to watch clippings & promos of our All Television Channels :
👉 SidharthTV: / sidharthtv
👉 Sidharth Bhakti : / sidharthbhakti
👉 Sidharth Gold : / sidharthgold
-----------------------------------------------------------------
Enjoy & stay connected with us!
👉 Like us on Facebook : / sidharthtvofficial
👉 Follow us on Twitter : / sidharth_tv
👉 Follow us on Instagram : / sidharthtvofficial
-----------------------------------------------------------------
#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #SidharrthTV
ଅତି ସୁନ୍ଦର ଭାବରେ, କରିଛନ୍ତି ସଂଗିତ, ଏହି ଭଳି ଦରକାର ଅତି ସୁନ୍ଦର ଗାଉଛି,୧ନବର👍
ଭଲ ଗାଇଥିବାରୁ ଧନ୍ୟବାଦ, ନିଜ ବୁଦ୍ଧି ବଳରେ ଏଇଠି ପହଂଚିଥିବାରୁ ମେଞ୍ଚାଏ ଧନ୍ୟବାଦ 🙏🏻
Mind blowing parform ans.. Excellent..
Bahutsunder 🌼
Very nice voice 👌 ipsita nhi hebe odisha ra koili gaika namita agrawal Jay jagannath 🙏🙏🙏
Manmath sir santi debi namita and other are God gift thank god thank god thank god bless them forever to see this program got injoy thank
Jay shree jagannath 🙏🙏
ମତେ ଲାଗୁଛି ଇସ୍ପିତା ଦିଦି ହିଁ Winner ହେବେ ତାଙ୍କ ଗୀତ, କଣ୍ଠସ୍ୱର ବହୁତ ମଧୁର।
Yes bro
ସୁନ୍ଦର ଗୀତ ସୁନ୍ଦର ସ୍ବର
ସୁନ୍ଦର ପରିବେଷଣ
ସୁନ୍ଦର ପରିବେଶ ଧନ୍ଯବାଦ
Congratulations🎉🥳 dear
ବହୁତ ସୁନ୍ଦର 👍5
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ନମଃ ହେ ମହାବାହୁ ଏହିପରି ଓଡ଼ିଶାର ପ୍ରତେକ ଭକ୍ତ ଙ୍କର ମଙ୍ଗଳ ହେଉ ମୋ ଓଡିଶାର ନାମ ବିଖ୍ୟାତ ହେଉ
ଅତି ସୁନ୍ଦର ଭାବେ ଗୀତ ଗାଇଛନ୍ତି! ଇପ୍ସିତା ଭଉଣୀ
Vari sunder
Your emotional excellent evergreen song attracts every one.Thanks God for such type of gift. 🙏🙏🙏
$
Superb dear....
Beautiful song Nd voice Didi...👌👌👌❤❤❤
Haribole Haribole Haribole
Bahut badhiya gaile , God bless you....bahut b improve b hoichi.,.....👍🙌
Pura Namita madam nka Voice pari lagila mote God bless you ipsita
ଗୀତା ମା ଙ୍କ ଭାବନା ସତ୍ୟ ଅଟେ
Adhunikata took ei song bahutu Sundar ,,korana palai jiba
ଅତି ସୁନ୍ଦର ହୋଇଛି ଲୋ ମାଁ ଆଗେଇ ଛାଲ
Voice bahut bahut sundar lagu6e Tamar 🎧👌👌👌❤️❤️ Best of luck
ବହୁତ ଭଲ ଲାଗିଲା
Very nice
Super
Nice performances 👍👍👍👍👍🔥🔥🔥🔥
କାଳିଆ ଆଶୀର୍ବାଦ ଥାଉ।
Mind blowing performance.Keep it up.
ମୁଁ ଗର୍ବିତ ଜଗନାଥ ଦେଶରେ ଜନ୍ମ
ସତରେ ଆମେ ନମିତା ମା ଙ୍କ ପରି ହବା ପାଇଁ ଚେଷ୍ଟା କରିବା
Bhal gaichha bhauni
Bahuta bhala programs kahibaku sabda nahi
You are so beautiful and your voice better of your face .god bless you beta.😘🎤🎶👩🎤
Khaiesarilani
Bhajan sahita amara jagannath sanskruti aau amara sanatana dharmara bijaya gatha jari rahu
Very nice song
ବହୁତ ସୁନ୍ଦର ଗିତ👍👌👍
Srikant sir bahut kaam praise karantii.. Semi finale au Grand finale re se ipsita nku ete praise karile aau two times "mun bhi namita agarwal hebi" Kahibaku bhi kahile.. Srikant sir kahichanthii manee se bahut agaku jibe... All d best ipsita
Good voice. God bless you.
ମୋ ମନ ପସନ୍ଦର ଗୀତ super 👍👍👍👌👍🥰❤️🥰❤️❤️🥰❤️🥰🥰🥰🥰🙏🙏🙏👌
ଏ ଗୀତ କୁ ମୁ ଅପେକ୍ଷା କରି ରହିଥିଲେ 🙏🙏🙏 thanks you 👍👍👍👌👌👌🥰🥰🥰
Very nice 👍👍👌👍😊
My favority singer
You are a winner....... Ipsita ❤️
Ipsita namita 2
God bless you sister ur voice is so sweet ipasita
Sweet voice
Great 👍 performance....lpsita
ବହୁତ ସୁନ୍ଦର ଭ ଉଣୀ
Superb singing 👌🎶👏
Bahut bahut sundara gita bahut aapananka kantha👌👌🥰😝🤗Jay Sri krisna 🙏🙏🙏
So cute 🥰 dii god bless you 🙏
Siddhartha TV best
Bahutu badhia lage ipsita voice
Good singer
Jay Jagannath God bless you beta lpsita is winner
ବହୁତ ଭଲ ଭ
ଅତି ସୁନ୍ଦର ବହୁତ ବଢିଆ 🎵🎤🎧
Love
YOU WILL WIN THIS REALITY SHOW.... SURELY.... I AM CONFIDENT....
GOD BLESS U
Excellent ❤️
Ipshita nice voice
Jai.jaga.nath.
Mind blowing 👌👌👌
Grand finale re mu kahini samaste winner 🏆🏆🏆🏆🏆 because kie jitiba kie hariba sethipain
Ipsita definitely will be the winner of this show .
Already show sari galani..
winner:- Soumyashree
1st runners-up:-Upasana
2nd runners-up:-Debasmita
Good performar...........
Bahut sunder ipsita bhauni
Very good singer
You r right, but when Namita jee is a role model for all singers, everyone makes their utmost effort
Agami pidhi pain udyam and programme odisha basinku upajukta utradhikari deiparichhanti mu bises bhabe RUNI. jaya jaganath.
Ati sundar
ଇପ୍ସିତା ତୁ ଯେଉଁ ଭଳି ସଂଗ୍ରାମ କରି ଏଭଳି ମଞ୍ଚରେ ପହଞ୍ଚି ନିଜର ସ୍ଵରର ଜାଦୁଗରି ଦେଖାଇଲ ମୁଁ ବିଭୋର ହେଲି। ପ୍ରାର୍ଥନା କରୁଛି ଓ ଆଶୀର୍ବାଦ କରୁଛି ତୁମ ସାଧନା ପଥ ବିକଶିତ ହେଉ
👌👌👌👌👌👌👌👌❤
Vry nice voice 👍👍👍badhia gauchha beta. God bless you.
Wow very beautiful👌👌👌👌👌👌
Super 👌👌👌👌
Bahut sundar voice ipsita
God bless you sister
ଉପାସନା ପରିଶ୍ରମ ଫଳ ନିଶ୍ଚୟ ପାଇବ ହେଲେ ଏଭଳି ମଞ୍ଚ ଏଇ ଭଳି ଜଜ ଏଇଭଳି ଉପସ୍ଥାପିକା ବାଦ୍ୟ କାର ସର୍ବପରି ନମିତା ମାମ ଗୀତା ମାମ ଶାନ୍ତି ମାମ ମନ୍ମଥ ମିଶ୍ର ତଥା ସିକୁନି ଭାଇନାଙ୍କ ଅନ୍ତରା
ମାଡାମ ଙ୍କ ଉପସ୍ଥିତି ତୁମ ଜୀବନ ଏକ ମାଇଲି ଖୁଣ୍ଟ ହୋଇ ରହିବ
Jay jagannath ipsita
God bless you
Sweet voice ❤️❤️❤️
Only upasana
God Bless you ipsita
Good
Ipsita will be a very good singer in future। May God bless her ।thank you। Ipsita।
Nice voice God bless you puja
Very nice voice and beautiful performance. Beta
ବହୁତ ଭଲ ଗୀତ ଖାଉଛନ୍ତି ଭଉଣୀମାନେ👍
Nice
Nice didi all the best👍💯👍💯
Super duper voice 👍
🙏🙏🙏
So beautiful
Sweet. Voice. Ipseta. Like. You
Good mor... ❤❤❤❤
God bless you ipsita, beautiful voice
ipsita is good singer.but Soumyashree all performance outstanding ..i thinking may be soumyashree winner.
ସତ୍ୟ କଥା କହିଛନ୍ତି।
Good
Soumya hin winner heichhi
Really voice of naturally Namita agrawal ❤️
Winner habar thela.
God bless you Ipsita. Nice voice. Be Winner in this compitition.
Wow super super
Jay jaganath
Ati Sundar Bhakti Song 📀🙏
Jay Jagannath Swamy 🔔📿🚩🙏
🙏📿पुरीधाम की ओर से ढेर सारा प्यार 🚩🙏