Jay sitaram🙏 prabhu nkr ashirwad prapti hau bhai agaku ja kala khetra re sunam arjan kara tumar kalakari ku samman 🙏 maa sita thakurani nkr krupa bani rahu
Bahut bhal lagu6 Gita mane rru anta gute kalakar 2 ta rol karu6n gute sita rol au gute dubi tabla baje kari gai bar ta bahut bhal lagu6 🙏 jay shree ram 🙏
ମଣ୍ଟୁ ଭାଇ ଲ, ଳ ଟିକେ ଧ୍ୟାନ ଦିଅ ଅଭିନୟ ବହୁତ ଭଲ ହଉଛେ ଖରସେଲବାଞ୍ଜି ରେ ତମର ଅଭିନୟ ଦେଖିଛି
Best of luck bro fine voice tumar upare bhagwan sabu bele ashirwad Rakhi thaun jay sita Ram 🙏🙏🙏
ମଣ୍ଟୁ ଭାଇ ଜଣେ ଉଦୀୟମାନ କଳାକାର , ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି । ଦାଶ ଆଜ୍ଞା ଙ୍କ ସାକ୍ଷାତକାର ଶୈଳୀ ମଧ୍ୟ ଉଚ୍ଚକୋଟୀର , ଆଜ୍ଞା ଙ୍କ ପ୍ରୟାସ ପାଇଁ ଆମ କଳାକାର ଭାଇ ମାନେ ନିଶ୍ଚିତ ରୂପେ ଆହୁରି ଦର୍ଶକ ଙ୍କ ନିକଟରେ ପଚଞ୍ଚି ପାରିବେ , ଏଥିରେ କୌଣସି ଦ୍ୱିଧା ନାହିଁ 🙏ପ୍ରଣିପାତ
ମଣ୍ଟୁ ଭାଇ ତୁମ୍ଭର voice ବହୁତ୍ ମଧୁର, ଓ ଦେଖିବାର ଲଗି ବି ବହୁତ୍ ସୁନ୍ଦର୍, ଭାଗବାନ କରୁନ୍ ତୁମେ ବହୁତ୍ ଆଗକୁ ଯାଅ. ତୁମ ର music ବହୁତ୍ ମନଛୁଆଁ ହେଇଛେ... ଗୋଟେ ଗୀତ ଶୁଣିଲେ ଆଉ ଗୋଟେ ଶୁଣିବା କେ ମନ ହେଉଛେ..ଧନ୍ୟବାଦ
Henta sabu din tumar bhal paibar rahi thau
ବହୁତ ସୁନ୍ଦର ସାକ୍ଷ୍ୟାତକାର ତାସଙ୍ଗକୁ ବହୁତ ସୁନ୍ଦର ଉପସ୍ଥାପନା ପ୍ରେମ ବାବୁ vlog ର ମାଲିକ...... Mr premranjan Dash ସାକ୍ଷ୍ୟାତ ଭଲ ହେଇଛି..... ପିଲାଟା ଏବେ ଏବେ ସୀତା ଅଭିନୟ କରୁଛି ସୁନ୍ଦର କଣ୍ଟ ହୋଇ ଥିବାରୁ ଗୀତ ଗୁଡାକ ଭଲଲାଗୁଛି.......ଅତି କମବୟସ ର ହୋଇ ଥିବାରୁ ଚେହେରା ଭଲଦେଖାଯାଉଛି ନିଶ୍ଚିତ ଭାବରେ ସୀତା ଅଭିନୟରେ ଭଲ ଦେଖାଯାଉଥିବେ...... ଭଗବାନ ମଙ୍ଗଳ କରନ୍ତୁ ସେ ପିଲାଟି ଆଗକୁ ଯାଉ....... ତେଣୁ ମୁଁ ତ୍ରିପୁର ବିଜୟୀ ଦଶାନନ କହୁଛି ଅତି ଶୀଘ୍ର ତୁମକୁ ମୁଁ ହରଣ କରିବି ମଣ୍ଟୁ ସୀତା ଆପେକ୍ଷ୍ୟା କର.....ହା.. ହା.. ହା...
ହଁ ମହାରାଜ.....
ଠିକ୍ କହୁଛ ଦାଦା
Jay Sitaram ❤❤❤
ଗିତ ଭଲ ଲାଗଲା
Ek number ❤
Bahuta sundar voice bartaman ra no 1 Sita ,aagaku badhi chala bhai🎉🎉🎉
Bahut sundar 👌❤️❤️❤️👍
Mantu daa 1 number
Jay sitaram🙏 prabhu nkr ashirwad prapti hau bhai agaku ja kala khetra re sunam arjan kara tumar kalakari ku samman 🙏 maa sita thakurani nkr krupa bani rahu
Bahut bhal gita gau6an dada agk au bhal karbe sundar kalakar gute
Very nice voice
Bahut sundar,Jay SitaRam
ଆମର କପସିପାଲି ଗାଁ ରେ ବି ଗୁଟେ ଭଲ ସୀତା ଅଭିନୟ କର ସନ ତାଙ୍କର ଟିକେ intervw କର୍ତେ ହେଲେ ଭଲ ଲଗତା
Bahut bhal lagu6 Gita mane rru anta gute kalakar 2 ta rol karu6n gute sita rol au gute dubi tabla baje kari gai bar ta bahut bhal lagu6 🙏 jay shree ram 🙏
Thank u ,Prem babu vlog super sita mantu
ଜୟ ସୀତାରାମ ବହୁତ୍ ଭଲ ଗୀତ ଗାଓଛନ
ଭାଇ ତୁମେ ଆଗକୁ ଆହୁରି ବଢ଼ିଆ କରିପାରବ
Bhuhut sundar ramlila sita
Bahut sunder bhanja❤
Johar vah
Bahut sundar voice 🙏
Jay Sita Ram
Ramakanta nku save copy karichhat 2017 pare ramnilare bahu paribattan heichhe
Nice
Jay shree sita ram
🙏🏻Prem bhai
Jay shree Ram ❤❤❤❤
Famous ram heuchhan anshuman Sita rule ramakant Mishra
Jay shree Ram 🙏
ଭାଇ sri ganesh creation ଚେନାଲ ର ସଞ୍ଜୟ ମେହେର କେ ଦେଖି ଦେଖି ସାକ୍ଷାତକାର ଶିଖିଛ ହେନ୍ତା ଲାଗୁଛେ ଭାଇ, ସେ ମେହେର sir ଙ୍କୁ ଗୁରୁ କର ଆକ କେ ବହୁତ ବଢ଼ବ
ଇଟା ମୋର ପ୍ରଚେଷ୍ଟା ଭାଇ ମୋର କେହି ଗୁରୁ ନାହିଁ ...... ଉପଦେଶ ପାଇଁ......ଧନ୍ୟବାଦ 🙏
@prembabu.pourkela 🙏🙏🙏🙏ବହୁତ ସୁନ୍ଦର, ଭଗବାନ ବହୁତ ଆକ କେ ବଢ଼ାବେ, ଚେଷ୍ଟା ଚାଲି ଥାଉ
@@prembabu.pourkela ତୁମର କାର୍ଯ୍ୟକ୍ରମ ହୃଦୟ ସ୍ପର୍ଶି ଆଏ, ଏନ୍ତା ପ୍ରଚେଷ୍ଟା ଚାଲୁ ରଖ ଭାଇ 👍👍👍👍🌹
Very good ❤
❤❤❤❤
Anshuman sange ramayan video i channel re asba ta mantu bhai ra
ଆସିବ ଭାଇ
Copi kahi karu cha nua gita gaia
Mantu bhai ra phone number tike dia ta
❤❤❤
❤❤❤