TUI CHRISTIAN CHRISTIAN BALE KAROKE TRACK

Поділитися
Вставка
  • Опубліковано 18 вер 2022
  • / christiangal​. .
    / christianga​. .
    Contact us For related to Making Christian Songs and Videos
    Christian Gallery Studio Semiliguda-8280014000, 9777017857, 8249233667,
    Our Associated Team
    Prasanth Sungadu ,Biduyt Bhatra , Karniliya Mandal , Damadhar Bhai , Promise Bhaina , Daniel Turuk Prabin Turuk , Pramit , Sumith , Satyaranjan Nayak, Baba Paul, Paul Hantal Niranjan Sungadu, Dilip Kuldeep ,Sundar Chitrabai, Salem Babu , Raju Dhadaka ,Balaram Bai, Parmod Bhalu, John Bhalu
    VIDEO LINK
    • ASHIMA PANDA || TUI CH...
    Lyrics-:
    ତୁଇ କିଷ୍ଟାନ୍ କିଷ୍ଟାନ୍ ବଲି
    ନିଜକେ ଭାବୁଚୁ
    ପାପ କେ କାଇଯେ ହେଲେ
    ନାଇ ଛାଡୁଚୁ
    ତର୍ ଉପ୍ ରେ ଉପ୍ ରେ
    କେତେ ସୁନ୍ଦର ଦିଶୁଛୁ
    ଭିତରେ କାଇଯେ ଧନ
    କାଲା ପଡ଼ିଚୁ
    ତୁଇ କିଷ୍ଟାନ୍ କିଷ୍ଟାନ୍ ବଲି
    ନିଜକେ ଭାବୁଚୁ
    ପାପ କେ କାଇଯେ ହେଲେ
    ନାଇ ଛାଡୁଚୁ
    ତର୍ ଉପ୍ ରେ ଉପ୍ ରେ
    କେତେ ସୁନ୍ଦର ଦିଶୁଛୁ
    ଭିତରେ କାଇଯେ ଧନ
    କାଲା ପଡ଼ିଚୁ
    କେତେ ଦିନ୍ ଆଇରି
    ପାପ୍ କେ ଭଲ ପାଇବୁ
    କେତେ ଦିନ୍ ଆଇରି
    ପାପ୍ କେ ଭଲ ପାଇବୁ
    ଯୀଶୁ କଇଲା କାତା
    ଭୁଲି ଯାଉଛୁ ...... ହାଏ
    ତୁଇ କିଷ୍ଟାନ୍ କିଷ୍ଟାନ୍ ବଲି
    ନିଜକେ ଭାବୁଚୁ
    ପାପ କେ କାଇଯେ ହେଲେ
    ନାଇ ଛାଡୁଚୁ
    ତର୍ ଉପ୍ ରେ ଉପ୍ ରେ
    କେତେ ସୁନ୍ଦର ଦିଶୁଛୁ
    ଭିତରେ କାଇଯେ ଧନ
    କାଲା ପଡ଼ିଚୁ
    ଭିତରେ କାଇଯେ ଧନ
    କାଲା ପଡ଼ିଚୁ
    ____ track____
    ପ୍ରଭୂ ପ୍ରଭୂ ବଲି
    ସବୁବେଲେ ଡାକୁଛୁ ....ହାଏ
    ତାଙ୍କର୍ ଇଚ୍ଛାକେ ସଫଲ୍ ନାଇ କରୁଛୁ
    ସର୍ଗେ ଜିବି ବଲି
    ସପନ୍ ତି ଦେଖୁଛୁ
    ତାଙ୍କର୍ ବାକ୍ୟ ସବୁକେ
    ଭୁଲି ଯାଉଛୁ
    _______
    ପ୍ରଭୂ ପ୍ରଭୂ ବଲି
    ସବୁବେଲେ ଡାକୁଛୁ ....ହାଏ
    ତାଙ୍କର୍ ଇଚ୍ଛାକେ ସଫଲ୍ ନାଇ କରୁଛୁ
    ସର୍ଗେ ଜିବି ବଲି
    ସପନ୍ ତି ଦେଖୁଛୁ
    ତାଙ୍କର୍ ବାକ୍ୟ ସବୁକେ
    ଭୁଲି ଯାଉଛୁ
    ତାଙ୍କର୍ ବାକ୍ୟ ସବୁକେ
    ଭୁଲି ଯାଉଛୁ
    କେତେ ଦିନ୍ ଆଇରି
    ପାପ୍ କେ ଭଲ ପାଇବୁ
    କେତେ ଦିନ୍ ଆଇରି
    ପାପ୍ କେ ଭଲ ପାଇବୁ
    ଯୀଶୁ କଇଲା କାତା
    ଭୁଲି ଯାଉଛୁ ...... ହାଏ
    ତୁଇ କିଷ୍ଟାନ୍ କିଷ୍ଟାନ୍ ବଲି
    ନିଜକେ ଭାବୁଚୁ
    ପାପ କେ କାଇଯେ ହେଲେ
    ନାଇ ଛାଡୁଚୁ
    ତର୍ ଉପ୍ ରେ ଉପ୍ ରେ
    କେତେ ସୁନ୍ଦର ଦିଶୁଛୁ
    ଭିତରେ କାଇଯେ ଧନ
    କାଲା ପଡ଼ିଚୁ
    ଭିତରେ କାଇଯେ ଧନ
    କାଲା ପଡ଼ିଚୁ
    _____ track_____
    ସବୁ ବାକ୍ୟ ସଫଲ୍
    ହେଇ ଯାଉଛି
    ଶେଷ ଦିନେ ଅଛି ବଲି
    ନାଇ ଜାନୁଛୁ
    ଯୀଶୁ ଆଇବାର୍ ବେଲା
    ଯଦି ତୁଇ ଜାନିଛୁ ଦୁନିଆର ଅଭିଲାଷା ଲଗେ ବଢ଼ି ଚାଲିଛୁ
    ______
    ସବୁ ବାକ୍ୟ ସଫଲ୍
    ହେଇ ଯାଉଛି
    ଶେଷ ଦିନେ ଅଛି ବଲି
    ନାଇ ଜାନୁଛୁ
    ଯୀଶୁ ଆଇବାର୍ ବେଲା
    ଯଦି ତୁଇ ଜାନି ଛୁ ଦୁନିଆର ଅଭିଲାଷା ଲଗେ ବଢ଼ି ଚାଲିଛୁ
    ନିଜର୍ ଜିବନ୍ ନରକେ ଠେଲିଦେଉଛୁ
    କେତେ ଦିନ୍ ଆଇରି
    ପାପ୍ କେ ଭଲ ପାଇବୁ
    କେତେ ଦିନ୍ ଆଇରି
    ପାପ୍ କେ ଭଲ ପାଇବୁ
    ଯୀଶୁ କଇଲା କାତା
    ଭୁଲି ଯାଉଛୁ ...... ହାଏ
    ତୁଇ କିଷ୍ଟାନ୍ କିଷ୍ଟାନ୍ ବଲି
    ନିଜକେ ଭାବୁଚୁ
    ପାପ କେ କାଇଯେ ହେଲେ
    ନାଇ ଛାଡୁଚୁ
    ତର୍ ଉପ୍ ରେ ଉପ୍ ରେ
    କେତେ ସୁନ୍ଦର ଦିଶୁଛୁ
    ଭିତରେ କାଇଯେ ଧନ
    କାଲା ପଡ଼ିଚୁ
    ତାଙ୍କର୍ ବାକ୍ୟ ସବୁକେ
    ଭୁଲି ଯାଉଛୁ
    ନିଜର୍ ଜିବନ୍ ନରକେ ଠେଲିଦେଉଛୁ
    Join this channel to get access to perks:
    / @christiansgallery
    #hindi christian devotional songs 2021
    #jesussongsinhindi
    #यीशुमसीहकेगाने #jesussong #gospelmusic
    #praise and worship songs #christian music 2021
    #integritymusic #worshippraisegospel #christianchurch #integritymusic #darlenezschechzschechshouttothe lord #hillsong #churchworship localsound leelandwaymaker waymaker sinachworshipleaderchristian musicmatt redmanlive worship24/7 worshipchurch musicMission houseintegrity musicdarlene zschechshout to the lordlocal soundNashville worshipway makerBethel musiccapitol musicworship leaderworship pastor

КОМЕНТАРІ • 10