ଫୁଲ ଗଛ ନା ରେ ବିକୁଛନ୍ତି ଦଳ, ବାହାରୁ ଆଣିଛନ୍ତି କହି ଲୋକଙ୍କୁ ବୋକା ବନାଉଛନ୍ତି I

Поділитися
Вставка
  • Опубліковано 28 лис 2024

КОМЕНТАРІ • 684

  • @Sasmita130
    @Sasmita130 2 роки тому +70

    👍ସିଏ ଯାହାବି ହେଉ ନା କାହିଁକି କିନ୍ତୁ ସବୁବେଳ ପାଇଁ ଭାସ୍କର ନିୟୂଜ ଚ୍ୟାନେଲ ରେ ଭେରାଇଟ୍ଟି ଭଳି କି ଭଳି ଖବର଼ ସକାଳୁ ସକାଳୁ ମୋବାଇଲ ରେ ଆସି ପହଁଚି ଯାଉଛି ଆମ ମାନଙ୍କ ପାଖରେ👌

  • @CANVASODISHA
    @CANVASODISHA 2 роки тому +92

    ରାଜ- ଧନୀଆଙ୍କୁ ଠିକ ହୋଇଛି ପା

    • @ankita.m5582
      @ankita.m5582 2 роки тому +4

      Hmn bbsr re Odia loka hindi chobanti😂😂 tara result.

    • @sonudas2771
      @sonudas2771 2 роки тому +1

      Bbsr loka kou sudharo ki 200 jagare 500 nianti

  • @Ashok-Kumar-Khatua
    @Ashok-Kumar-Khatua 2 роки тому +58

    ପେଟ ପାଟଣା ଦାଉ କାଳ କାଳ କୁ ଥାଉ ।
    ଗରିବ ଲୋକଙ୍କୁ ଛାଡି ଦିଅନ୍ତୁ

  • @dhanukrishnachannel5902
    @dhanukrishnachannel5902 2 роки тому +127

    ଯେତେ ପାଠୁଆ ସେତେ ବୋକା ,ଯେତେ ପ୍ରକାର ଠକାମିର ଶିକାର ସବୁ ସହରୀ ବାବୁ ବାବୁଆଣି ମାନେ ହେବେ , ଗାଁ ଲୋକକୁ ଦେଖିଲେ କହିବେ ତୁ ଗାଉଁଲି ଲୋକଟା କଣଟା ଯାଣିଛୁ

    • @jagannathbehera9349
      @jagannathbehera9349 2 роки тому +5

      Right

    • @budhunisingh9852
      @budhunisingh9852 2 роки тому +4

      Right bro

    • @nilambarbhatra8017
      @nilambarbhatra8017 2 роки тому +2

      Right

    • @odiaacreator723
      @odiaacreator723 2 роки тому +6

      ଆରେ ଭାଇ BBSR କିଏ ସହର ଲୋକ ରହୁଛନ୍ତି କି ସବୁ ତ ଗାଁ ରୁ ଆସିରହୁଛନ୍ତି । ଏବେ କୁହ ବୃଦ୍ଧି କୋଉଠୁ ଆସିବା । ତୁମେ ଟିକେ ଅଧେ ବୃଦ୍ଧିଆ ଲାଗୁଛି । ହେଲେ ଟିକେ ବୃଦ୍ଧି bbsrରେ ଆସି ବାଣ୍ଟ

    • @pramodpradhan4982
      @pramodpradhan4982 2 роки тому +2

      🤣thik katha bhai 🤣🤣

  • @bhabanisankar1397
    @bhabanisankar1397 2 роки тому +101

    କିଛି ଲୋକଙ୍କ ବିଶ୍ବାସ ମନିପ୍ଲାଣ୍ଟ୍ ଗଛ ବି ହେଉଛି ପଇସା ଗଛ.ଘରର ମୁଖ୍ୟଦ୍ବାର ରେ ଲଗେଇଲେ ପଇସା ବଢିବ ଏହି ବିଶ୍ୱାସ. ଷଳା କହିବ କାହାକୁ? ଏଠି ଲୋକ ନିଜେ ନିଜେ ବୋକାଚୋଦା

  • @diptyranjanrout6897
    @diptyranjanrout6897 2 роки тому +2

    ଏଇଥିରୁ ଜଣା ପଡ଼ିଗଲା ନିଜକୁ ଉଚ୍ଚ ଶିକ୍ଷିତ ବୋଲାଉଥିବା ରାଜଧାନୀ ବାସି କେତେ ଶିକ୍ଷିତ ଆଉ ଚାଲାକ ! କାଲି ଜଦି କିଏ ଗାଁ ରୁ ବେଙ୍ଗ ଧରିକି ଆଣି ରଙ୍ଗ ବୋଳି ଡ଼ାଇନସର ଛୁଆ କହିକି ରାଜଧାନୀ ରେ ବିକିବ ଲୋକ ତାକୁ ଭି କିଣି ପକେଇବେ 😂😂😂😂

  • @tikeswarkishan3250
    @tikeswarkishan3250 2 роки тому +40

    ପେଟ ପୋଷ ନାହିଁ ହୋଷ
    ପେଟ ପୋଷି ବା କିଛି ତ କରିବା କୁ ପଡିବ
    ଲୋକଙ୍କୁ ଠକି ବାକୁ ବି ପଡିବ କି ଦାରି କାମ ବି କରିବା କୁ ପଡିବ
    ଯାହା କୁ ଯେମିତି ସୁବିଧା ହେଲା ହାତ ଟେକି କି ନାଚରେ ବା ବା

  • @satyabratasahoo2577
    @satyabratasahoo2577 2 роки тому +51

    ଓଡ଼ିଶାର ଲୋକ ମାନଙ୍କ ପାଖରେ ଯଦି ଏତେ ଟଙ୍କା ଅଛି ସେଥିପାଇଁ ଆମ ରାଜ୍ୟର ୭୦% ଲୋକ କ'ଣ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଖୁସିରେ ଯାଇଛନ୍ତି , ଆମ ସରକାର ର ନେତା ମାନଙ୍କୁ ଲାଜ ଲାଗୁନି ଓ ରାଜ୍ୟର ଲୋକ ମାନଙ୍କୁ ଲାଜ ନାହିଁ କଥା କହିଲା ବେଳେ
    ମୁକେଶ ଅମ୍ବାନୀ ଭାବି କଥା ହେଉଛନ୍ତି

  • @odiainstantlearning2242
    @odiainstantlearning2242 2 роки тому +42

    ହେଲେ 3500 କୋଟି ର ଚିଟ୍ଫଣ୍ଡ କଥା ଓଡ଼ିଆ ମାନେ ଭୁଲି ଯାଇଛନ୍ତି ଯେ...

    • @ajitkumarsamal1733
      @ajitkumarsamal1733 2 роки тому

      Hmm Bhai

    • @rajendra1440
      @rajendra1440 2 роки тому

      Right

    • @ajitkumarsamal1733
      @ajitkumarsamal1733 2 роки тому

      Mora pa 15000rs khaidele. Sie ta mililani puni case re witness daba pain Delhi ru dakiki puni 5000 rs kharcha kareideithile🤦

  • @manojbhoi2461
    @manojbhoi2461 2 роки тому +13

    କୋଇଲା ଖଣି ଦୁର୍ନୀତି, ଚିଟ ଫଣ୍ଡ ଠକେଇ କୁ ଥରେ ନବୀନ ନିବାସ ଆଗରେ ସ୍ୱର ଉଠାଅ ଭାସ୍କର ନ୍ୟୁଜ... ତମେ ଭଲ ଚେନାଲ ବୋଲି ମାନିଜିବି

  • @abhayabhuyan2987
    @abhayabhuyan2987 2 роки тому +48

    ଯଦି କିଣି ଦେଇଥାନ୍ତ କିଛି ଗୋଟେ ବଡ଼ ଭୁଲ ହୋଇ ଯାଇ ନ ଥାନ୍ତା, ସେମାନଙ୍କ standard କଣ, ଯାଯାବର ଭିକାରୀ ଜୀବନ , ଭାବି ଥାନ୍ତ କିଚ୍ଛି ଟଙ୍କା ଗରିବ କୁ ଦାନ କଲ, ଯଦି online ରୁ non refundable item କିଣି କି china ଜିନିଷ କିଣି ଠକରେ ପଡୁଛ ସେତେବେଳେ ବୁଦ୍ଧି ଦେଖେଇବାକୁ କେହି ଆସୁ ନାହାନ୍ତି

    • @SantoshKumar-ef2gz
      @SantoshKumar-ef2gz 2 роки тому +4

      Bhai tame thik kahicha..garibanka upare sabu sala chadhu chanti

    • @chitrasenasamal1116
      @chitrasenasamal1116 2 роки тому +4

      @Bulu Raut 100 daana deidele badhibani kintu bokaa vaneiki 10rs nele baadhe

    • @ScavengerYT9
      @ScavengerYT9 2 роки тому +2

      @Bulu Raut arre baba semane dala ku paisa neiki bikibe jouta ku aane fopaduchu....tanku bikibaku kehi mana karu nahanti, thik jinisa biku nahanti kan pain ?

    • @Smartycreative
      @Smartycreative 2 роки тому

      Tu kia ba

    • @Smartycreative
      @Smartycreative 2 роки тому

      Aku gadi aa re lagai nija gadi aa nasta kari dia

  • @nirajansahoo2095
    @nirajansahoo2095 2 роки тому +14

    ଏଗୁଡାକ ତ ବିଲାତି ଦଳ ।ବଡ଼ କଥା ହେଲା ଆମ ଓଡ଼ିଶା ଲୋକ ଏହାକୁ ଚିହ୍ନଟ କରି ପାରୂ ନାହଁ।ନ୍ତି ।ଏତେ ଆଧୁନିକ ହୋଇଗଲେଣି । ଧନ୍ୟ ଧନ୍ୟ ରେ କୁଳନନ୍ଦନ ।

  • @mr.rockybhai3604
    @mr.rockybhai3604 2 роки тому +30

    ତା ଇଚ୍ଛା ସିଏ ଭିକିଲା ତମ ଇଚ୍ଛା କିଣିବ ନହଲେ ନାହିଁ କା ଘରେ ପଶିକି ଭିକୁନି ନା
    ଦେଖ ଭାଇ ସିଏ ବୁଲି ବୁଲି କଷ୍ଟ କରୁଛି ତମେ ସେ କଷ୍ଟ କର ତା ପରେ ଜାଣିବା କେମିତି ଲାଗୁଛି

  • @pratapkar2330
    @pratapkar2330 2 роки тому +1

    ଓଡ଼ିଶା ଲୋକ ବୋକା ନ ହେଇଥିଲେ ।ବିଜେଡି ନହେଲେ କନ 25ବର୍ଷ

  • @susantasahoo1962
    @susantasahoo1962 2 роки тому +24

    ଏମାନେ ବହୁତ ଠକୁଛନ୍ତି ସବୁ ଟ୍ରାଫିକ ପୋଷ୍ଟ ରେ ବହୁତ ହଇରାଣ କରୁଛନ୍ତି. ପୋଲିସ ଏହାପ୍ରତି ଧାନ୍ୟ ଦେବା ଜରୁରୀ l

  • @priyadarsinimohanty639
    @priyadarsinimohanty639 2 роки тому +1

    ଭାସ୍କର TV ର କିଛି କାମ ଧନ୍ଦା ନାହିଁ ଏଇ ସବୁ କାମ କରେ କିଛି impotant news ଆଣିପାରନ୍ତିନି

  • @sipunmallick2148
    @sipunmallick2148 2 роки тому +1

    ଆରେ ଯୌମାନେ ଚୋରି କରୁଛନ୍ତି ଆକାଉଣ୍ଟ ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ନେଜାଉଚ୍ଚନ୍ତି ସେମାନଙ୍କୁ ଧର ରେ ଏମାନେ ତ ନିଜ ପେଟ ପୋଷିବା ପାଇଁ ଏମିତି କରୁଛନ୍ତି ତାଙ୍କୁ ଏମିତି ଥାନାକୁ ନବା କଣ ଦରକାର ବାହା ବାହା ରେ👏👏

  • @ooi607
    @ooi607 2 роки тому +8

    ଭୁବନେଶ୍ୱର ଲୋକ କୁ ଯିଏ ପାରିବ ସିଏ ଗାଣ୍ଡୀ ମାରିଦେବ
    ଦଳ କି ଫୁଲ ଗଛ କୋଉଟା ଜାଣିପାରୁନ ତମେ କଣ କରିବ ରେ

  • @MYCHANNEL-hx3dm
    @MYCHANNEL-hx3dm 2 роки тому +56

    😢 ଭାଇ ମୋ ବାପା ମଧ୍ୟ ଏହି ଥକର ଶିକାର ହୋଇଥିଲେ , ଭଲ ହେଇଛି ଧର ପଡିଗଲେ ।

  • @dillipbarick8573
    @dillipbarick8573 2 роки тому +1

    ଓଡିଶା ନୁହେଁ ଓଡିଶା ବାହାରେ ମଧ୍ୟ ଏ ଦଳ ବିକ୍ରି ହେଉଛି | ତାଙ୍କର କିଛି ଭୁଲ ନାହିଁ, ସେମାନେ ବୁଦ୍ଧି ଲଗାଉଛନ୍ତି, ଦିପଇସା income karuchanti.

  • @Subashroutvlog203
    @Subashroutvlog203 2 роки тому +1

    ପାଣ୍ଡିଆନ ବି ବାହାରୁ ଅସି ଓଡିଶା କୁ ଲୁଟିଲାଣି, ଟିକେ ତ ସଚେତନ ହୁଅ

  • @bibhudattamoharana5947
    @bibhudattamoharana5947 2 роки тому +6

    ଘାସ ବିକ୍ରି ହଉଛି, ଦଳ ବି ବିକ୍ରି ହଉ

  • @arunkumarswain2419
    @arunkumarswain2419 2 роки тому

    ଏହି ଦଳରେ ବର୍ଷରେ ଥରେମାତ୍ର ଫୁଲ ଫୁଟେ। ଏହା ବହୁତ ସୁନ୍ଦର ଦେଖାଯାଏ। ପୋଖରୀ କୂଳରେ ବସି ଉପଭୋଗ କରିବ। ସେହି ଲୋକଙ୍କୁ ଡାକି ପୋଖରୀ ସଫା କରିବ।

  • @a.k.pradhanmr.pradhan2448
    @a.k.pradhanmr.pradhan2448 2 роки тому

    ସେମାନଙ୍କ ର ବହୁତ୍ ବୁଦ୍ଧି ବୋଲି ସେମାନେ କରୀକୀ ବିକିଲେ, ନେତା ଗୁଡା ୟାଠୁ ବଡ ଚିତା ଗଣ୍ଡିମରା ନୀତି କରୀକି ନିରୀହ ଜନସାାରଣଙ୍କୁ ଭୂଆ ବୁଲାଉଛି ସେଇଟା ଦେଖେଇବ କଣ ବାଳ ଜିନିଷ ଦେଖେଇକି ଲୋକ ଙ୍କୁ ସତର୍କ କରୁଛି

  • @debaprakashmahanta1589
    @debaprakashmahanta1589 2 роки тому

    ଓଡ଼ିଶା ଲୋକଙ୍କୁ ବୋକା ବୋକା ବନାଉ ନାହାନ୍ତି, ଏମାନେ ପ୍ରକୃତରେ ବୋକା।

  • @prakashtarai896
    @prakashtarai896 2 роки тому

    ଏ ଭୁବନେଶ୍ୱରରେ ପେଳକୁ ମାଟିଆଳୁ କହି ବିକିବ ତଥାପି ନେବାକୁ ପଛାଇବେ ନାହିଁ,, ଧନ୍ଯରେ ଗରିବଙ୍କ ତଣ୍ଟି କଟା ଲୋକ

  • @jksworld1246
    @jksworld1246 2 роки тому +1

    ଭାସ୍କର ଖବର କୁ ଅଶେଷ ଧନ୍ୟବାଦ

  • @saratmohanty4255
    @saratmohanty4255 2 роки тому

    ଦାଦନ ରାଜ୍ୟ ରେ ସବୁ ସମ୍ଭବ।

  • @pratapkar2330
    @pratapkar2330 2 роки тому +2

    ଓଡ଼ିଶା ଲୋକ ବୋକ ନୁହେଁ। Bbsr ଜେତକ ରହୁଛନ୍ତି ସେମାନେ ହେଲେ ବୋକା।ଆସୁନାହାନ୍ତି ଆମ ଗାଁ ଆଡେ ଗୁରାଏ ଖାଇବେ

  • @jibankumardas7570
    @jibankumardas7570 2 роки тому

    ଓଡ଼ିଶା ଲୋକ ବୋକା ନୁହନ୍ତି ଯିଏ କିଣିଛି ସେଇ ଲୋକ ବୋକା।ମୂର୍ଖ ଲୋକ ଦଳ ଚିହ୍ନି ପାରୁ ନାହାନ୍ତି କିଣୁଛନ୍ତି ଆଉ ସମସ୍ତଙ୍କୁ ବୋକା କହୁଛନ୍ତି ଏ ମିଡ଼ିଆ ବାଲା ।

  • @jagyansini199
    @jagyansini199 Рік тому

    ଆପଣମାନେ କେବେବି ବୁଲା ବେପାରୀମାନଙ୍କ ଠାରୁ ଜିନିଷ କିଣନ୍ତୁ ନାହିଁ କାରଣ ଠକାମିରେ ପଡିଲେ ଅଭିଯୋଗ କରିପାରିବେ ନହିଁ।

  • @Munu-8144
    @Munu-8144 2 роки тому +1

    ଆମ ଭଳି ଗାଁ ଗହଳି ଲୋକଙ୍କୁ ଠକି ପାରିବେନି । ତମ ଭଳି ସହରିଆ ବୋକାଚୋଦା ଙ୍କୁ ଠକିବେ 🤫🤫🤫

  • @arjunnandi7778
    @arjunnandi7778 2 роки тому

    ରାଜଧାନୀ ଲୋକ ମାନେ ଗଧ

  • @Xxxlgey
    @Xxxlgey Рік тому

    ଏମାନଙ୍କୁ ଜଲଦି ଆରେଷ୍ଟ କର, ଅନ୍ତତ ଦଶ ଦିନ ପର୍ଯ୍ୟନ୍ତ ନ ରଖିକି ଜମାରୁ ଛାଡ଼ନ୍ତୁନି.. ଏଭଳି ଠକମାନଙ୍କୁ ପାନେ ନିହାତି ଦରକାର। ଗରିବ ହେବାର ଆଡ଼ ଦେଖେଇ ଲୋକଙ୍କୁ ବୋକା ବନଉଛନ୍ତି ବୋଲି ଦୟା ମାୟା ଦେଖାଅନି।

  • @saroj1296
    @saroj1296 9 місяців тому

    ଓଡ଼ିଆ ଲୋକ ପୃଥିବୀ ର କେତେ ମୂର୍ଖ

  • @jayaprakashpatra5307
    @jayaprakashpatra5307 2 роки тому

    ତମେ ଶଳା ଭାସ୍କର ନ୍ୟୁଜ୍ ବାଲା ଯାଇଛ କଣ ପାଇଁ,,,ତମ ନ୍ୟୁଜ୍ ପାଇଁ ଆଜି ଓଡିଶା ପୁରା ବଦନାମ

  • @rajibkumar4839
    @rajibkumar4839 2 роки тому

    ଭୁବନେଶ୍ୱର ଲୋକ ବୁକା ଆଉ ମେଢା

  • @bidyadhargadtia5893
    @bidyadhargadtia5893 2 роки тому

    ଏମିତି ଓଡ଼ିଆ ମାନଙ୍କୁ 22ବର୍ଷ ହେଲା ଅଣ ଓଡ଼ିଆ ମାନେ ଠକି ଠକି ଶାସନ କରୁଛନ୍ତି

  • @itzz_suriyaand.03funny5
    @itzz_suriyaand.03funny5 2 роки тому

    ଆରେ ଶଳା ମାନେ କୋଟି କୋଟି ଟଙ୍କା ଯିଏ
    ଠକୁଛି ତାକୁ ଧର ଗରୀବ ମାନକ ଠାରୁ କଣ ପାଇବା

  • @ChhabilaMunda
    @ChhabilaMunda 2 роки тому +5

    ଲୋକମାନେ ଖାଲି ଠକା ଠକି ଚାଲିଛି.... ଖାଲି ଠକି ଚାଳ 😀😀😀🤨🤨

  • @jayantnaik6461
    @jayantnaik6461 2 роки тому +2

    ସାରା ଓଡ଼ିଶାରେ ଏହି ଲୋକ ମାନେବୁଲୁଛନ୍ତି ଖାଲି ସହରରେ ନୁହେଁ ଗାଁ ରେ ମଧ୍ୟ ଏହି ଲୋକ ମାନେ ସାଧାରଣ ଲୋକ ଏମାନଙ୍କର ଶିକାର ହୋଉ ଛନ୍ତି ଫୁଲ ଗଛ ବଦଳରେ ଏମାନେ ଦଳ ଲୋକଙ୍କୁ ବିକୁଛନ୍ତି 🙏

  • @rkrishnarout3082
    @rkrishnarout3082 2 роки тому

    ସବୁଯାକ ରୋହିଜ୍ଞା, ବାଂଲାଦେଶୀ , ଆଜି ଭିକାରୀ ବେଶରେ ବୁଲୁଛନ୍ତି , କାଲି ଓଡ଼ିଶା ଲୋକଙ୍କୁ ମାରିକି ଘରୁ ବାହାର କରିଦେବେ। ଯଦି ଏଭଳି କିଛି ଲୋକ ଆପଣଙ୍କ ସାମ୍ନାକୁ ଆସୁଛନ୍ତି ତା ସେମାନଙ୍କ ପରିଚୟ ପତ୍ର ମାଗନ୍ତୁ। ଦେଖିବେ କିଛି ମିଳିବନି। ଏମାନେ ଅନୈତିକ ଭାବେ ଓଡ଼ିଶାରେ ଆଡ୍ଡା ଜମାଇଲେଣି। ଏମାନଙ୍କ ମଧ୍ୟରୁ କିଛି ଲୋକ ଆଧାର card ମଧ୍ୟ ବନେଇସରିଥିବେ। ଏମାନଙ୍କ ଠାରୁ ନିଜ ସହରକୁ ଏବଂ ନିଜ ଗାଁକୁ ସୁରକ୍ଷିତ ରଖନ୍ତୁ। ସତର୍କ ରୁହନ୍ତୁ। ଏ ସାରଳା ଚେହେରା ଦେଖି ଦୟା କରନ୍ତୁ ନାହିଁ, ଆପଣଙ୍କ ଆଶା ଠାରୁ ଅଧିକ ଭୟଙ୍କର ଏମାନେ।

  • @kshirodsahu84
    @kshirodsahu84 2 роки тому

    ଯେସାକୁ ତେସା l ତମେ କଟକୀଏ ପଶ୍ଚିମ ଓଡିଶାର ଲୋକଙ୍କୁ ଯେମିତି ଠକି ଚାଲିଛ ଠିକ୍ ସେମିତି ତମମାନଙ୍କର ଗାଣ୍ଡି ମାରିବାକୁ ବାହାର ଲୋକ ଆସୁଛନ୍ତି l

  • @Rajababu-gk6kp
    @Rajababu-gk6kp 2 роки тому

    ବହୁତ ଭଲ ହୋଇଛି

  • @pritambgr2571
    @pritambgr2571 2 роки тому +1

    ଗତ ବର୍ଷ ବଲାଙ୍ଗିର ଜିଲ୍ଲା କୁ ମଧ୍ୟ କିଛି ପିଲା ଆସିଥିଲେ । ବହୁତ ବ୍ୟବସାୟ କରିଛନ୍ତି ।
    ତା ଭିତରେ ମୁଁ ମଧ୍ୟ ଠକାମୀ ର ଶିକାର ହୋଇଛି ।
    ଏ ମାନଙ୍କୁ ଭଲ କରି ପାନେ ଦେବା କଥା ।

  • @sanjayrout978
    @sanjayrout978 2 роки тому

    ଅଲଗା କେଉଁ ରାଜ୍ୟ ରେ ହୁଏ ତ କେହି ଜାଣି ନଥିବେ ହେଲେ ଓଡ଼ିଶା ରେ ଏମିତି କରି ପାରିବେ ନାହିଁ,

  • @SubhasiniGarden
    @SubhasiniGarden 2 роки тому

    ଦଳ ତ୍ ସତ କିନ୍ତୁ ଏଥିରେ ଫୁଲ ବି ଫୁଟେ ଓଡ଼ିଶା ବାହାରେ ୟାକୁ ଲଗାଇଛନ୍ତି କେତେ ଜଣ କିଛି ମିଛ ତ୍ କହି ନାହାନ୍ତି ଫୁଲ ଗଛ କିନ୍ତୁ ଦଳ ଫୁଲ ଗଛ

  • @priti224
    @priti224 2 роки тому

    ବର୍ତ୍ତମାନ maximum ଲୋକଙ୍କୁ online ଜୁଆ ଖେଳ ପୁରା ପାଗଳ କରିଦେଇଛି ଏହା ଗୋଟେ ନିଶା adiction ଠୁ ବି କମ ନୁହଁ.. example Rummy, Binomo, ଆଉ କିଛି betting game,, ଥରେ ଯିଏ ଖେଳି କି ପଇସା harichhi ସେ ଆଉ ଫେରି ପାରୁନି .. sesabu fraud game କୁ 1st ban karajau..

  • @onlinesupport6578
    @onlinesupport6578 2 роки тому

    ହୋଇହୋ ନ୍ୟୁଜ ଵାଲା କଇଁତ ବଡ ବଡଲୋକିଆ ମାନଙ୍କୁ ଧରୁ ନାହଁ ଏଇ ।ଚୁଚୁନ୍ଦ୍ରା ମାନଙ୍କୁ ଧରି ।ହାତ କାଇଁ ଗନ୍ଧଉଛ ।

  • @tofan8406
    @tofan8406 2 роки тому +1

    ଗଣ୍ଡି ପଛ ପଟେ ଛାତ ବାଜିଲେ। ସବୁ ନାସିକ ବାହାରିବ।

  • @localguys5297
    @localguys5297 2 роки тому +2

    ଗଛ କିଣା ବିକା ହେଉଛି କିଛି ଅସୁବିଧା ନାହିଁ।🤣

  • @niranjanbehura5258
    @niranjanbehura5258 2 роки тому +1

    ଏ ଚେନଲ ଆଉ କିଛି ଦିନପରେ ବାରମୁଳୀୟା କେମିତି ହେଇଚି ଦେଖେଇ ବ ଅପେକ୍ଷା କର

  • @kunmunsmruti6039
    @kunmunsmruti6039 2 роки тому

    ବିକୁଥିବା ଲୋକ ଚାଲାକ ନା କିଣୁଥିବା ଲୋକ ବୋକା ....????
    ବୁଦ୍ଧିର ସଠିକ ବ୍ୟବହାର କରିବା ଶିଖିଲେ ଠକାମିରୁ ବର୍ତ୍ତି ହେବ ।

  • @manoranjandehuri5720
    @manoranjandehuri5720 2 роки тому +4

    ଓଡ଼ିଆ ଲୋକ ପରିବା ଓ ଜଳକିଆ ଦୋକାନ ଦେବେ ଯାହା ଆଜି ବିକ୍ରି ହେବତ ଭଲ କଥା ନ ହେଲେ କାଲିକି ବାସି ହେବ ।ବାହାରୁ ଲୋକ ଆସି ଓଡ଼ିଶାରେ
    ଡ୍ରେସ ଦୋକାନ ଟିସେନରି କବାଡି ଦୋକାନ local mada ଦୋକାନ ଦେଇ ଓଡ଼ିଶା ରୁ ଟଙ୍କା ଟାଣି ନେଉଛନ୍ତି ଏଠାକାର ବାସିନ୍ଦା କୁ ଖଟାଉ ଚନ୍ତି । ଓଡ଼ିଶାରେ ପ୍ରାୟ ବିଦେଶୀ ଲୋକ ସବୁ ବଡ଼ ବେପାର । ଆଉ ଚାକିରି ଅଧିକାର କାର କରି ବସିଲେଣି । ଏମିତି କି ଓଡ଼ିଶାର ଭଲ ଭଲ ରାସ୍ତା କଡ ଜମି ବି ବିନା କାଗଜ ପତ୍ରରେ ମାଡ଼ି ବସିଲେଣି । ଆଉ ତୁମ ନଦୀ ନାଳରୁ ଏହି ଗଛ ସଂଗ୍ରହ କରି ତୁମକୁ ବିକିଲେଣି। ଏବେ ଠୁ ସଚେତନ ହୋଇ ଏକାଠି ହୋଇଯାଅ ଓଡ଼ିଆ ଭାଇ ମାନେ। ଜୟ ଓଡ଼ିଶା

    • @sunilsahoo7434
      @sunilsahoo7434 2 роки тому

      Odia hele kodhia... Tanku sachetana kari habani... Genda dala suprimo hauchhanti, sarbe sarba... Tamilnadu hauchhi administration head quarter

  • @yaniprusty8582
    @yaniprusty8582 2 роки тому

    ସେମାନଙ୍କୁ ଆଗ ଲଙ୍ଗଳା କରି ପିଟ୍। ଓଡିଶା ଆସିବାକୁ ଭୟ କରିବେ।

  • @ଜୟଜଗନ୍ନାଥ-ଠ6
    @ଜୟଜଗନ୍ନାଥ-ଠ6 2 роки тому

    ରାଜ ଦଳ ଏଇଟା...

  • @rahulbag2795
    @rahulbag2795 2 роки тому +12

    ଆରେ ଭାଇ କିଛି ଦିନ ଅପେକ୍ଷା କର ଫୁଲ ହେଇ ପାରେ
    ତାହା ଏକ ଅଲଗା ଭେରାଇଟି ର ଗଛ ହେଇ ପାରେ

  • @prasantadas1576
    @prasantadas1576 2 роки тому

    ଆଜିର ଦୁନିଆ ରେ ସମସ୍ତେ ସମସ୍ତଙ୍କୁ ଠକିବାରେ ବ୍ୟସ୍ତ। କିଏ ଡାଇରେକ୍ଟ ଠକୁଛି କିଏ ଇନଡାଇରେକ୍ଟ। ଆମ ରାଜନେତା ହେଉଛନ୍ତି ଦେଶର ପ୍ରଥମ ଠକ।ତେଣୁ ଏଗୁଡା କିଛି ବଡ କଥା ନୁହେଁ

  • @sdunbelievable86
    @sdunbelievable86 2 роки тому +1

    Naa Bhai dala nuha siye satare gote phoola gacha. Hn gote micha j a phoola kebala Whitecolor re phutuchi aau siye b 2 years pare.. Mu b aanithili aau abe pratek barsha a phula phutuchi

  • @OdiaTokaSibu
    @OdiaTokaSibu 2 роки тому

    ଶଳା ଓଡ଼ିଶା ଲୋକ କାଈ ବୋକା ହେବେ ଯୋଉ ଶଳା ଟା କହୁଛି ସେଇ ଶଳା ଟା ବୋକା ଚୋଦି ଶଳା ଭୁବନେଶ୍ୱର ରେ କେଇଟା ପଇସା ବାଲା ବୋକଚୋଦା ଅଛନ୍ତି ଯଦି ପିନ୍ଧା ଚଡି କୁ ଯୋଉ ଫୁଟି ଯାଇଥିବ ଯଦି ତାକୁ ଭଲକି ସଫା କାରିକି ଅଧିକା ଦାମ ରେ ମାର୍କେଟ ରେ ବିକିବ ତାକୁ ଭାବିବେ ସବୁଠାରୁ ବେଷ୍ଟ ଚଡି କହିକି ନେଇଯିବେ 😁😁😁😁

  • @kishoriamat5
    @kishoriamat5 2 роки тому +3

    Thanks reporter Brothar

  • @jayjagannatha6857
    @jayjagannatha6857 2 роки тому +1

    ଲଜ୍ୟା ଲଜ୍ୟା....ବେଲଜ୍ୟା ଦଳ ଆଉ ଫଳ ଭିତରେ ଫରକ ଜାଣିପାରିନୁ 😂😂😂

  • @fauji4340
    @fauji4340 2 роки тому +3

    Good reporting 👍

  • @saratchandramallick6671
    @saratchandramallick6671 2 роки тому

    ଯେପର୍ୟ୍ଯନ୍ତ ଧର୍ମ ନିଷା ହଟିନାହିଁ ସେପଯନ୍ତ ଲୋକଠକାମିର ସିକାର ହୋଇଚାଲି ଥିବେ

  • @avijeetmartha1693
    @avijeetmartha1693 2 роки тому

    Bhaskar news kete dina pare vl news dekhaela

  • @runeeraut756
    @runeeraut756 Рік тому

    Bhala heichhi

  • @sanjaya8001
    @sanjaya8001 2 роки тому

    Sata katha sir kalahandi madanpur re bhi gatabarsa amiti haethila mu bhi kini thili

  • @sumitraparida8206
    @sumitraparida8206 2 роки тому

    Thanks Bhaskar news

  • @kigngofgod97765
    @kigngofgod97765 2 роки тому +1

    Peta pai ta sabu nata

  • @Withpoonam
    @Withpoonam 2 роки тому +4

    Only gacha bikila bada aparadhi nuhe jauu maane daaru bikuchanti taaku dhara😡

  • @villageboyentertainment7700
    @villageboyentertainment7700 2 роки тому

    Odisha ku aau odisha basee nku samaste maranti

  • @Kashinathsahoo29
    @Kashinathsahoo29 2 роки тому

    Bhai akdum thik mu thare ae gatchha kinithili ,chhichhi 😊😊

  • @dasarathimunda8826
    @dasarathimunda8826 2 роки тому

    ଭାସ୍କର ନ୍ୟୁଜ କାମ ଦାମ ନାହିଁ

  • @mpbmusicentertainment8667
    @mpbmusicentertainment8667 2 роки тому

    ସବୁ ବଡ଼ ଠକ ମାନେ ହେଉଛନ୍ତି ନେତା ମାନେ l

  • @debarajpradhan3450
    @debarajpradhan3450 Рік тому +1

    ଯେତେ ବେଧୂଆ ସେତେ ବୁଦ୍ଧିଆ,ଯେତେ ବୁଦ୍ଧିଆ ସେତେ ଗଧୁଆ ,ଯେତେ ଦଳ ସେତେ ବାଳ ବାହରି ଲୋକ ଆସି କରନ୍ତି ଖେଳ, ଓଡିଶା ଲୋକ ଆଁ କରି ଦେଖନ୍ତି ଖେଳ..😅😅😅😅

  • @arjunabehera4401
    @arjunabehera4401 2 роки тому

    ଆମ ପଟେ କୁହନ୍ତି ନାଗା ଦଳ

  • @ajayanahak5780
    @ajayanahak5780 2 роки тому

    ବିକି ଜାଣିଲେ ସବୁ କିଛି ବିକି ପାରିବେ

  • @mrmanuavlogs6852
    @mrmanuavlogs6852 2 роки тому +10

    ଅଲଗା ରାଜ୍ୟ ଲୋକ ଜାଣିବା ଦରକାର ଆମ ଓଡ଼ିଶା ରେ ଭାସ୍କର news ଅଛି ବୋଲି । ସେ କାହାକୁ ଛାଡ଼ିବନି ।😁
    ua-cam.com/video/CqflJLdm2bo/v-deo.html

  • @changeyourlife3995
    @changeyourlife3995 2 роки тому

    Bhubaneswar ଲୋକ ବୋକା ଗାଁକୁ ଆସିଲେ ବହେ ଖାଇବେ ଖୋବା 😂😂😂

  • @parthasarathirout6522
    @parthasarathirout6522 2 роки тому +3

    ମୁଁ ବି ୧ବର୍ଷ ପୂର୍ବରୁ ଯାଜପୁର ରୁ ଆଣି ଲଗେଇ ଥିଲି, ୧୦୦/ରେ ୫ଟା

    • @sudhirworld559
      @sudhirworld559 2 роки тому

      Kana phula hela na dala hela tike janao MO bhai

  • @gnyanranjandas2957
    @gnyanranjandas2957 2 роки тому

    ଏଇଟା କିଛି ନୁଆ କଥା ନୁହେ

  • @MANASSIR24
    @MANASSIR24 2 роки тому

    ଭୁବନେଶ୍ୱର ରେ ରହିକି ଜ୍ଞାନୀ ଦେଖାଇ ‌ହେଉଛ ଦଳ ଚିହ୍ନି ପାରୁନ

  • @narendrasethi2412
    @narendrasethi2412 2 роки тому +1

    Satare odia mendha,ekdum original

  • @debasishsahani8508
    @debasishsahani8508 2 роки тому

    ଏମାନଙ୍କୁ ଙ୍କୁ ଧରନ୍ତୁ ଭାଇ ଲୋକ ଙ୍କୁ ଠକୁଛନ୍ତି

  • @prabinsamal2774
    @prabinsamal2774 2 роки тому

    He Bhagaban

  • @biswaranjanjena914
    @biswaranjanjena914 2 роки тому

    Super Business idea

  • @aditiyatripathy645
    @aditiyatripathy645 2 роки тому

    ଭାଇ ଦେଖେଇ ଲେ ଦଳ ତମର ତ ବେଶୀ ଝୋଳ,ନୁହଁ ତମେ ତ ମଙ୍ଗଳ ଗ୍ରହ ରୁ ଆଇଚ

  • @kumudinidash1481
    @kumudinidash1481 2 роки тому +2

    ଠିକ୍...!

  • @markandamunda7997
    @markandamunda7997 2 роки тому

    Thanks
    Thanku rojagar deontu sir
    Tahele tooki jibenahi.

  • @Diptimayeepandavloge
    @Diptimayeepandavloge 2 роки тому

    ଓଡ଼ିଆ ଲୋକ ମନ୍ଦିର ଗଲେ 10ଟଙ୍କା ପାଇଁ 10ଥର ଭାବିବେ ହେଲେ ବାହାର ଲୋକଙ୍କୁ ପୋଶିବେ police station

  • @pritampriyadarshanjena4934
    @pritampriyadarshanjena4934 2 роки тому

    Bhaskar bhai zindabad😂😂

  • @bibachharaita4217
    @bibachharaita4217 2 роки тому

    Bhai mo Madhya sheekar hoichhi, ahi phola kiniba lagi

  • @lipi...9256
    @lipi...9256 2 роки тому +30

    ଆମର ଏପଟେ କୁହନ୍ତି ବୁର ।।।😂😂😂

  • @sumitramahanta5052
    @sumitramahanta5052 2 роки тому

    Very good

  • @abinashdas9421
    @abinashdas9421 2 роки тому

    Good information

  • @bidyabehera9673
    @bidyabehera9673 2 роки тому

    ନାମ ନଥିବା ଗଛ ନଦୀ ର ଦଳ

  • @DirtyPolitics365
    @DirtyPolitics365 2 роки тому

    ଏହି ସବୁ ଶସ୍ତା ଖିଆ ମାନଙ୍କର କଥା। ଏମାନେ କେଭେବି ଫୁଲ ଗଛ କିଣି ନାହାଁନ୍ତି। ଯେତେବେଳେ ଗୋଟିଏ ଗେଣ୍ଡୁ ଗଛ nursery ରେ ପଚାଷ ଟଙ୍କା ଏମାନେ କିପରି ଶହେ ଟଙ୍କାରେ ଚାରିଟା କିଣୁଥିଲେ? ବାହାର ରାଜ୍ୟର ଗଛ ମାନେ ପ୍ରଥମେ ନା ପଚାରିବା ଥିଲା କାରଣ ନା ନଜାଣିଲେ ଯତ୍ନ କିପରି ନେବେ? ଗଛର ନାମ ଜାଣିଲା ପରେ Internet ରେ search କରିବାରେ ଥିଲା।

  • @sahoolyricsstatus1649
    @sahoolyricsstatus1649 Рік тому

    GOOD NEWS

  • @prakashchandraroy5715
    @prakashchandraroy5715 2 роки тому +1

    Jatra should Stop in odisha for mother's and sisters it's very essential please help brothers and sisters

  • @preetrelaxingmusic109
    @preetrelaxingmusic109 2 роки тому

    କିଛି ଦିନ ଆଗରୁ ବରଗଡ଼ରେ ବିକୁଥିଲେ