BABANKA HATARE ICHHADHARI NAGA || Banchha Bata || Sarada Baba ||

Поділитися
Вставка
  • Опубліковано 22 жов 2024

КОМЕНТАРІ • 277

  • @manash5374
    @manash5374 3 місяці тому +36

    ବାବା କହିଥିଲେ ନବୀନ ସରକାର କରିବାପାଇଁ କିନ୍ତୁ ମୋହନ ମାଝି ସରକାର ହୋଇଗଲେ

  • @DiptiMohanty-o8u
    @DiptiMohanty-o8u 3 місяці тому +25

    ବିନାଶ କାଳେ ବିପରୀତ ବୁଦ୍ଧି

  • @amagharabaida9831
    @amagharabaida9831 3 місяці тому +27

    କିଛି ଦେଖାଜନି ଆପଣ କହିଥିଲେ ନବୀନ ବାବୁ ଜିତିବେ କାହିଁକି ହରିଗଲେ ଜୟ ଜଗନ୍ନାଥ

  • @charanthakur4567
    @charanthakur4567 3 місяці тому +20

    ସାରଦା ବାବା କୁ ପୋଲିସ ,,,,,,,,,,,,ଦରକାର

  • @santoshkumarmishra2620
    @santoshkumarmishra2620 3 місяці тому +16

    ଶାରଦା ବାବା ଆପଣ ନବୀନବାବୁଙ୍କୁ ଏ ନାଗ ଦିଅନ୍ତୁ. ଆଗାମୀ ନିର୍ବାଚନରେ ସେ ନିଶ୍ଚିତ ମୁଖ୍ଯ ମନ୍ତ୍ରୀ ହେବେ.

  • @SubratranaSubrat
    @SubratranaSubrat 3 місяці тому +23

    ଏଇଟା ବହୁତ ଠକ

  • @BhimasenKanhar-fn2lg
    @BhimasenKanhar-fn2lg 3 місяці тому +8

    ମିଛକଥା ବାବା

  • @mathmet5701
    @mathmet5701 3 місяці тому +7

    ବାବା ବି ଆରେଷ୍ଟ ହେବ ଆଉ ତୁ ବି ଅର୍ ଆରେଷ୍ଟ୍ ହେବୁ

  • @shakaharipruthivi8696
    @shakaharipruthivi8696 4 місяці тому +13

    ସାରଥୀ ବାବା ବି ଏତେ ଫୁଟାଣି ମାରି ନ ଥିବ। ପୁରୀ ଯାଇ ତୁଳସୀ ମାଳ ଚଢେଇଲା। ଗଲା। ଏ ପ୍ରଭୁ ଚମତ୍କାର ଦେଖାଇ ନବୀନ ମୁଖ୍ୟ ମନ୍ତ୍ରୀ କଲେ। ଆତ୍ମ ଗର୍ବ
    ଆତ୍ମ ପ୍ରଚାର କଲେ ବହୁତ୍ ଲୋକ ଯିବେ। ବହୁତ୍ ଆୟ ହେବ। ଏ ଫର୍ମୁଲା ବହୁ ପୁରୁଣା। ଏ କିଛି ଦିବ୍ୟ ଗଛ ନୁହେଁ ରେ ଦେବ। ଏ ମାଟିରେ କେତେ କେତେ ଚମତ୍କାର ଗଛ ଅଛି।

  • @manoranjanbehera3872
    @manoranjanbehera3872 3 місяці тому +2

    ଉଭୟ ବାବା ଆଉ ଉପସ୍ଥାପକ ଦେବାନଦ ଦୁଇଜଣ ଯାକ ନମୁନା

  • @swagatdas1412
    @swagatdas1412 3 місяці тому +8

    Bhanda katha 🎉bhandami sarda 🎉

  • @Gobinda375
    @Gobinda375 3 місяці тому +2

    ବାବା ମୁଁ ଚନ୍ଦ୍ର ପ୍ରୁଷ୍ଠକୁ ମନ୍ତ୍ର ବଳରେ ଯିବାକୁ ଚାହୁଁଛି। ବିଜ୍ଞାନ ନଥିଲେ ଆମେ ଅନ୍ଧ।

  • @santoshsethy8992
    @santoshsethy8992 3 місяці тому +3

    Camera agare pela dekhahauchi focus kara

  • @DipankarDas-yy1jl
    @DipankarDas-yy1jl 14 годин тому

    Jay Prabhu Shri Jagannath

  • @subhasishsahu1818
    @subhasishsahu1818 4 місяці тому +19

    କିଛି ଦେଖା ଯାଉନି

  • @priyadarshinisahoo2926
    @priyadarshinisahoo2926 2 місяці тому

    Bancha bata kou jaga

  • @anupamanayak8568
    @anupamanayak8568 4 місяці тому +10

    ପୁରା ମିଛ ।

  • @tresurehunting2529
    @tresurehunting2529 3 місяці тому +3

    ଶାରଦା ବାବା ଙ୍କ ଠକ ଦୋକାନ

  • @samirsethi9061
    @samirsethi9061 3 місяці тому +1

    ମୋତେ ଆଲିଆ ଭଟ କୁ ବସିକରଣ କରିବାର ଅଛି ହବ କି

  • @sarojkumarpatrasoni3108
    @sarojkumarpatrasoni3108 3 місяці тому +3

    ଏଟା ଗୋଟେ ଟାଉଟର.

  • @nayaktrilochan7559
    @nayaktrilochan7559 3 місяці тому

    Location ta kouthi ma

  • @PratikshitaDas
    @PratikshitaDas 3 місяці тому

    Sarada baba pura bhanda

  • @BijaydasDasbijay
    @BijaydasDasbijay 3 місяці тому

    ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ବହୁତ ଚମତ୍କାର ଦେଖାଉଥିଲେ, ଶେଷରେ
    ଜାରାଶାବର ଙ୍କ ଧନୁତୀର ରେ ମରି ଥିଲେ, ଆଉ କଳି ଯୁଗରେ ଜଗନାଥ ରୂପେ ପୂଜା ପାଉଛନ୍ତି, ଆଉ ତୁମେ ତୁମର ବି ବହୁତ ଚମତ୍କାର ଅଛି ତୁମେ କଳକୀ ଅବତାର ରୂପେ ପୂଜା ପାଇବ l
    ଜୟ ଜଗନ୍ନାଥ l

  • @debendrakumar5560
    @debendrakumar5560 3 місяці тому +1

    Jay jagannath 🙏🙏🙏

  • @muralidharanayak8869
    @muralidharanayak8869 4 місяці тому +3

    ଜୟ ଜଗନ୍ନାଥ. ଜୟ ପଞ୍ଚଷକା 🌹🌹🌹🌹🌹🌹🌹🌹🌹🙏🙏🙏🙏🙏🙏🙏🙏🙏🙏🙏🙏

  • @PrabhudattaRath-i9s
    @PrabhudattaRath-i9s 3 місяці тому +3

    ଠକ ବାବା

  • @BikramSwain-z5w
    @BikramSwain-z5w 3 місяці тому

    Malika re lekha achi thaakamane mariba Jay jagarnath

  • @SoumyaRay-y7e
    @SoumyaRay-y7e 3 місяці тому

    ଏ ବହୁତ ଠକ ବାବା

  • @madanmmohandash7081
    @madanmmohandash7081 3 місяці тому

    Camera zoom kale dekha janta

  • @krushnapriyamishra1235
    @krushnapriyamishra1235 10 днів тому

    Eitathaka
    Maramatak baba

  • @KshitiramMajhi-i8i
    @KshitiramMajhi-i8i 4 місяці тому +2

    Apna bahut Meetha kahucha

  • @chandrabhanusamal2807
    @chandrabhanusamal2807 3 місяці тому

    କବଚ ରେଟ କେତେ?

  • @SusantaKumarGouda-x6g
    @SusantaKumarGouda-x6g 3 місяці тому

    Baba help me

  • @CAREWORLDNGONEWS
    @CAREWORLDNGONEWS 3 місяці тому

    " ଏ ଲୋକ ଙ୍କୁ ଥାନା ରେ ପ୍ରଥେମ ନେଇ ହାଜର କରାଗଲେ ସବୁ କଥା ବୁଝା ପଡିବ ।"

  • @pramodchoudharypramodchoud7769
    @pramodchoudharypramodchoud7769 3 місяці тому

    ବାବା ଙ୍କ ନମ୍ବର ମିଳିବକି ଯଦି କେହି ଜାଣିଛନ୍ତି ଦିଅ ନ୍ତୁ

  • @santoshkumarmishra2620
    @santoshkumarmishra2620 3 місяці тому +1

    ଶାରଦା ବାବା ବବିଦାଶ ଓ ପାଣ୍ଡିଆନ୍ ବାବୁଙ୍କୁ ଏ ନାଗ କୁ ଦିଅନ୍ତୁ. ତାଙ୍କ ସମୟ ଏବେ ଠିକ୍ ନାହିଁ.

  • @achyutanandanayak8877
    @achyutanandanayak8877 3 місяці тому +1

    ନବୀନ ପଟ୍ଟନାୟକ ସରକାର କୁଆଡେ ଗଲେ

  • @gobindasahoo1913
    @gobindasahoo1913 3 місяці тому

    Camera zoom ta karuna kn ta dekhiba

  • @NarendraDhal
    @NarendraDhal 3 місяці тому

    ମୋ ପାଖରେ ଥୀଲା

    • @NarendraDhal
      @NarendraDhal 3 місяці тому

      ଆଖି ଚୁଳ ଭଳିଆ

    • @MakuruTiu
      @MakuruTiu 3 місяці тому

      କ'ଣ କୁହନ୍ତି

  • @mssucheta7652
    @mssucheta7652 3 місяці тому

    ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୁଅନ୍ତୁ ନାହିଁ। ଢାହା ମିଛ । ସେମିତି ହୋଇଥିଲେ ଛାଡ଼ପତ୍ର ତ କମିଯିବ । କର୍ମ ହିଁ ଭଗବାନ।

  • @KshitiramMajhi-i8i
    @KshitiramMajhi-i8i 4 місяці тому +1

    Apna Meetha Kavita

  • @babulakanhar062
    @babulakanhar062 3 місяці тому

    ମନ୍ତ୍ର tk ଦିଅନ୍ତୁ ସତ୍

  • @BijayDas-t2b
    @BijayDas-t2b 3 місяці тому

    ପୂରା ଠକ କଥା

  • @raghubehera5099
    @raghubehera5099 3 місяці тому

    Hello sir paisa amo ra bahut problem kemiti karibu kuh ntu

  • @SangitaRout-s9p
    @SangitaRout-s9p 3 місяці тому

    Jay Jagannath

  • @bhabanisankar1397
    @bhabanisankar1397 2 місяці тому

    ବାବା ତମେ ବା ତିନୋଟି ଫୁଙ୍କ ଲଗେଇଲ ଆଉ ସାତୋଟି ହେଲା କେମିତି?

  • @shaktimohanty7502
    @shaktimohanty7502 3 місяці тому

    Are bhai kichhi dekha jaunahi ...😂

  • @Prangyakabita
    @Prangyakabita 3 місяці тому

    Kan hela ki baba ra bramha danda au kama karuni

  • @samirsethi9061
    @samirsethi9061 3 місяці тому

    ଗ୍ୟାରେଣ୍ଟି କଣ ଅଛି କୁହ

  • @Ksrs520
    @Ksrs520 3 місяці тому

    ଟାଉଟର

  • @Natkhatbrain
    @Natkhatbrain 3 місяці тому

    କୋଉଠି ଛୋଡ଼ିକି ବୁଲୁଛି କ୍ୟାମେରା ରେ ଦେଖାଉନ ବାଳ ଧନ୍ଦା କାଇକି କରୁଚ

  • @nirmalkumarbehuria6411
    @nirmalkumarbehuria6411 3 місяці тому

    ବାବା ଯଦି ଏହା ସତ୍ୟ ତେବେ ଆପଣଙ୍କୁ ସ୍ୱାଗତ ଯଦି ମିଛ ଦୟା କରି ଲୋକ ମାନଙ୍କୁ ଆଉ ଭୁଆଁ ବୁଲାନ୍ତୁ ନାହିଁ, ଲୋକଙ୍କୁ ଲୁଟିବାରେ ବଢିଆ ବାଟ ଲୋକଙ୍କ ଭିଡ଼ ଜମିବ
    ଏମିତି ହେଲେ ଦିନେ ଆପଣ ଲୋକଙ୍କ ଆକ୍ରୋଶ ରେ ଶିକାର ହେବେ

  • @sswithrc2241
    @sswithrc2241 3 місяці тому

    ମୋ pakhre ଅଛି ଆସ ନାଗକୁ ଲୁଙ୍ଗି ଡାନ୍ସ କରିବାର ଦେଖେଇଦେବି

    • @MakuruTiu
      @MakuruTiu 3 місяці тому

      କ'ଣ ଅଛି

  • @MrGutuna
    @MrGutuna 3 місяці тому +1

    ମିଛ କଥା ଗୁଡାକ କାହିଁକି ଦେଖୋଉଚ, ଏଇ ଚାନେଲ କୁ ଆଉ କେହି ଦେଖନି

  • @trustworthy-guy6408
    @trustworthy-guy6408 3 місяці тому +1

    ଏଇ ଗାଲୁଆକୁ ପଛଆଡୁ ଖାଲି ଠିଆ ଗୋଇଠା ଦରକାର 😂😂

  • @nayaktrilochan7559
    @nayaktrilochan7559 3 місяці тому

    Hello

  • @PabitraBastia-wz4ew
    @PabitraBastia-wz4ew 3 місяці тому

    Jaganath nku Basa kariki dekheipariba ki ???

  • @NabaNayak-rv8xk
    @NabaNayak-rv8xk 3 місяці тому

    ଏବଡ ଠକବାବା

  • @manasmallickmanas8135
    @manasmallickmanas8135 3 місяці тому

    Vanda baba

  • @PabitraBastia-wz4ew
    @PabitraBastia-wz4ew 3 місяці тому

    Haio bhai prabhu nku kebe dekhicha ki ???

  • @dibyaranjanjena1196
    @dibyaranjanjena1196 3 місяці тому

    ଭାଇ ମୋର ଗୋଟେ ଅନୁରୋଧ ସେ ବାବା ଙ୍କୁ ଟିକେ ମୋ ତରଫ ରୁ ଜଣେଇ ଦେବେ କି ଭୁଲ୍ ରେ କେବେ ମୋ ସହିତ ଦେଖା ହେଲା ତାହେଲେ ମୁଁ ତାଙ୍କୁ g ମରା ସିଦ୍ଧି କରିଛି କିଛି ଜ୍ଞାନ ଦବା ପାଇଁ ଚାହେଁ 😂

  • @anandaelectrical973
    @anandaelectrical973 3 місяці тому

    ଏନତା ଟା ବହୁତ ଆଗନୁ ଦେଖିଛୁ

  • @munapatra3137
    @munapatra3137 3 місяці тому

    Guruji pranaam mo gomata besi Lata goitha maruchi Mantra upload karantu please

  • @bipinbiharinayak5973
    @bipinbiharinayak5973 3 місяці тому +1

    Jay baba

  • @Prangyakabita
    @Prangyakabita 3 місяці тому

    E baba pura thaka

  • @MotilalMeher-b3h
    @MotilalMeher-b3h 3 місяці тому

    ଠକ ଠାରୁ ଦୁରେଇ ରୁହନ୍ତୁ ଏଇଟା ଏକ ଛୋଟ ଗଛରେ ହୋଇଥାଏ. ଏହାକୁ ପାଣିରେ ଭିଜାଇଲେ ମୋଡି ମୋଡି ଘଡ଼ିପରି ସେକେଣ୍ଡ କଣ୍ଟାପରି. ଯଦି କାହାର ଦରକାର ତେବେ ମୋରସହ ଜଗାଯୋଗ କରିବେ......

  • @sagarmobiles2167
    @sagarmobiles2167 3 місяці тому

    Thaka sarada baba

  • @tresurehunting2529
    @tresurehunting2529 3 місяці тому

    ଏଇଟା ଠକ, ଆ ଠାରୁ ଦୁରେଇ ରୁହନ୍ତୁ

  • @ShibanandSahu-kd5ck
    @ShibanandSahu-kd5ck 3 місяці тому

    Jay Jagannatha Swami ❤❤❤❤❤

  • @nayaktrilochan7559
    @nayaktrilochan7559 3 місяці тому

    Mo guruji nka pakhare bi amiti naga achhi kintu haladi pani nuha khali pani re bi buliki jodi hei jiba

  • @FilusonBK
    @FilusonBK 3 місяці тому

    ନବୀନ ଜିତିବ କହିଥିଲ kn ପାଇଁ ଜିତିଲାଣି

  • @RameshchandrPradhan
    @RameshchandrPradhan 3 місяці тому +3

    Tantrika sarada baba sakhyat anthua gopal Kendra pada baba

  • @dasarthimahala4260
    @dasarthimahala4260 3 місяці тому

    Kendrapada jilare bahut baba Anya desku chalan hebe

  • @santoshpanda6057
    @santoshpanda6057 3 місяці тому +1

    Vanda.baba

  • @DEEPANKAR_SINGH99
    @DEEPANKAR_SINGH99 3 місяці тому

    ଭାଇ କିଛି ତ ଦେଖାଯାଉନି

  • @chandanartteaching
    @chandanartteaching Місяць тому

    Airtel Etawah gana

  • @PrasannaNayak-l1j
    @PrasannaNayak-l1j 3 місяці тому

    Jay jagannath swami jay pancha sakha Jay sarada baba apana nka phone lagunahi

  • @Khirodsahu-f7f
    @Khirodsahu-f7f 3 місяці тому

    ଏ ଚେର କଉ କାଳୀ ନାଗ ଚେର ନୁହେଁ ଏ ଗଛ ର ନା ମୋହିନୀ ବୃକ୍ଷ କେତେ ନେବ ଆସ ମୁ ଦେବୀ ଫ୍ରି ରେ ଖାଲି ପାଣି ରେ ବି ଏଇଟା ଲାଗି ଜୀବ ହଲ୍ଡି ପାଣି ନ ହେଲେ ବି

  • @anupamamisra1798
    @anupamamisra1798 3 місяці тому

    Sarada babanku Amara asesa asesa dhanyabad.
    Baba apanaka upare Pura Biswas.
    Baba mu bahuta durare rahuchi
    Mate apanankara sahajaya chahunchi mo pua pain.
    Ame achu up Ghaziabad re.
    Kichi mantra sahajaya diantu.
    Jaya Jagarnatha Jaya pancha sakha.

  • @chandansahoo2524
    @chandansahoo2524 3 місяці тому +1

    Baba Banda kahiaba

  • @narendradash1816
    @narendradash1816 3 місяці тому

    Deba nanda kichi dekha jauni debananda ye kia huaaa

  • @etishreebasantibehera9787
    @etishreebasantibehera9787 3 місяці тому +1

    Jay shaada baba

  • @prafullakumarsahoo2639
    @prafullakumarsahoo2639 3 місяці тому

    ଆଉ ଅଳ୍ପଦିନ ମଧ୍ୟରେ ଏ ଭଣ୍ଡଟି ଆରେଷ୍ଟ୍ ହେବ।

  • @DilipkumarDas-gw6bl
    @DilipkumarDas-gw6bl 3 місяці тому +1

    Vanda khadakhia baba

  • @chandanartteaching
    @chandanartteaching Місяць тому

    Dwapara juganu hai

  • @ajitpadhial842
    @ajitpadhial842 3 місяці тому

    Ichha dhari BABA👹👹👹👹👹🤪🤪🤪🤪🤪🤪🤪🤪🤪🤪🤪🤪🤪🤪🤪🤪🤪🤪🤪🤪🤪

  • @Odiatoka767
    @Odiatoka767 3 місяці тому

    Bala Katha sabu

  • @pravakarswain729
    @pravakarswain729 3 місяці тому +1

    ଭାଇ ସବୁ ବେକାର ତମେ ଭଲ chanel କାଇଁ ସେଠାରେ ନିଜ down କରୁଛ।ସବୁ ବେକାର।

  • @ChitrasenJena-xg4zk
    @ChitrasenJena-xg4zk 3 місяці тому

    Kadali ta dekha jauchhi camera re

  • @biswaranjanbiswal6077
    @biswaranjanbiswal6077 3 місяці тому

    Jaye kalpataru Gurudev ki Jaye 🙏

  • @malikabichhara8835
    @malikabichhara8835 3 місяці тому

    ଏବେ ଏଭଳି ପାଖଣ୍ଡି ମାନେ ଅନେକ ବାହାରିଲାଣି।

  • @dharanidharasahu1908
    @dharanidharasahu1908 4 місяці тому

    Jay jagannath 🙏🌹🙏🌹🙏🌹

  • @manashmaya3332
    @manashmaya3332 3 місяці тому

    Jay jagannath

  • @rajibkumarmohanty8617
    @rajibkumarmohanty8617 4 місяці тому +4

    Dakayat kahithila bjd sarakar kariba bramha danda re tulasi utheiki !!

  • @mahakallmahakall9273
    @mahakallmahakall9273 3 місяці тому

    ଆପଣ କହିଥିଲେ ବିଜେଡି ସାରକାର କରିବ

  • @rajibdas8808
    @rajibdas8808 3 місяці тому

    Michhua

  • @RM-xh3js
    @RM-xh3js 3 місяці тому

    ବାଳ ଦେଖା ଯାଉଛି ତୋ।ପରି ଠକ ଆଉ କେହି ଅଛନ୍ତି

  • @swaticreation6559
    @swaticreation6559 3 місяці тому

    ଯିଏ ଯେମିତି କର୍ମ କରିବ ସେ ସେମିତି ଫଳ ପାଇ ବ,,, ବାବା ଗାଣ୍ଡୁ କରୁ ଥିବ ଯଦି ପାଣ୍ଡୁ ଭଳିଆ ରାଜ୍ୟ ଛାଡି ପଳେଇବ

  • @akashswain-ze3fj
    @akashswain-ze3fj 3 місяці тому

    Babanka hatare sapa kai

  • @prakashnath6752
    @prakashnath6752 3 місяці тому

    Dwaprara rea Indrajita kouthu asilea baba