ବସ୍ ମାଲିକଙ୍କୁ ଡାକିଲେ ମନ୍ତ୍ରୀ | Odisha Reporter

Поділитися
Вставка
  • Опубліковано 5 жов 2024
  • ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଘରୋଇ ବସ୍ ମାଲିକ ସଂଘର ବନ୍ଦ ଡାକରା ପ୍ରସଙ୍ଗ । ଆଲୋଚନାକୁ ଆସିବାକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀ କହିଛନ୍ତି କାଲି ଆଲୋଚନା ହେବ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ତେଣୁ ବନ୍ଦ ନକରି ଆଲୋଚନାକୁ ଆସନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #bandhdakara #BusOwnersAssociation #bibhutijena

КОМЕНТАРІ • 1

  • @muku2484
    @muku2484 4 години тому

    Gote pate kahuchhanti ladka ladki same hei.. kintu Male female ku same paisa kan pain nuhan ???
    Pila lokanku rs 80 kintu jhia chhua nku only 5 or 10.