Kristhiya Jibana || ଖ୍ରୀଷ୍ଟିୟ ଜୀବନ ସୁନା ପରି ଜୀବନ Odia Christian Worship Video Song

Поділитися
Вставка
  • Опубліковано 6 жов 2024
  • Kristhiya Jibana || ଖ୍ରୀଷ୍ଟିୟ ଜୀବନ ସୁନା ପରି ଜୀବନ Odia Christian Worship Video Song
    #odiaworshipsong #christiansongs #christianmusic #christiansong #christianworship #god #newjesuschristsong #jitulima #christiansongjesus #godislove
    FULL SONG
    *************
    ଖ୍ରୀଷ୍ଟିୟ ଜୀବନ
    ସୁନା ପରି ଜୀବନ
    ହୀରା ପରି ଜଳୁଥିବ
    ସେ ପ୍ରଭୁ ଯୀଶୁ
    ଜୀବନ ଦେଲେ,
    ଆନନ୍ଦ ଦେଲେ
    କେଡ଼େ ମହାନ
    ସେ ଅଟନ୍ତି
    |1
    ଖ୍ରୀଷ୍ଟଙ୍କ ମଣ୍ଡଳୀ
    ଦୀପ ପରି ଜଳିବ,
    ଧରାକୁ ସେ
    ଆଲୋକ ଦେବ
    ସେହି ଆଲୋକରେ
    ସାରା ଜଗତେ,
    ଚମକି ଯିବ,
    ସେ ଆଲୋକ ଜଳୁଥିବ
    |2|
    ପବିତ୍ର ଆତ୍ମା,
    ଜ୍ଞାନ କଥା କହନ୍ତି
    ସତ୍ୟ ପଥେ
    କଢାଇ ନିଅନ୍ତି
    ସେ ପ୍ରଭୁ ଯୀଶୁ
    ଜୀବନ ଦେଲେ,
    ଆନନ୍ଦ ଦେଲେ
    କେଡ଼େ ମହାନ ସେ ଅଟନ୍ତି
    **†**
    thank you

КОМЕНТАРІ • 7