କାନ୍ଦୁଛି ବାଦାମବାଡ଼ି...ଡାକୁଛି ରିକ୍ସା | Odisha Reporter
Вставка
- Опубліковано 12 жов 2024
- ଏଠି କଥା କୁହେ ଗଳିର ଧୂଳି । ଭିଡ ଭିତରେ ଡାକେ ବାଦମବାଡି । ବାଇମୁଣ୍ଡିର ବୁକୁତଳେ ଶୁଭେ ମଧୁବାବୁଙ୍କ କାଳିଆ ଘୋଡାର ରଡି । ଶୀତଳ ସ୍ପର୍ଶରେ କୋଳେଇ ନେଇ ନିଇତି ଗପେ କାଠଯୋଡି । ମନର କଥା ବୁଝିପାରେ ଏ ଉଛୁଳା ମହାନଦୀ । ସତୀ ଚଉରାର ପାଉଁଶ ଗଦାରୁ କେବେ ନିର୍ଜନରେ ଶୁଭେ କଟକିଆଙ୍କ ଡାକ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
UA-cam: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Odisha #News #Update #Cuttack #Badambati #mahanadi #satichaura #durgapuja #odishareporter
Good show remembering old memories thank you Jaya matadi Jaya jagannath
ଆମେ ବି ଦିନେ ସ୍ମୃତି ହେଇଯିବା,😢😢😢😢😢🙏🙏🙏🙏🙏🙏🙏
Jay Cuttack ❤️
Raita gandi mara katha.puja odia nkara .tama bhalia kete Jana odia samanya surtha pai non odia nku prasaya dauthi baru ama odia manan kara khyati hau chi.laguchi non odia mana kathu bahut paisa neai chu