Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
Very heart touching song
ବାସ୍ତବିକ୍ ଏତେ ମଧୁର ମୂର୍ଚ୍ଛନାରେ ସଙ୍ଗୀତ ଓ କଣ୍ଠସ୍ଵରର ସମନ୍ଵୟ ହୋଇଛି ଯେ ଚାଲୁଚାଲୁ ପାଦ ନୃତ୍ୟ କରୁଛି ଏବଂ ଶୁଣୁଶୁଣୁ କେତେବେଳେ ଗାଇହେଉଛି .... କଣ୍ଠଶିଳ୍ପୀ ନିଗମ ବାବୁଙ୍କୁ ଅଶେଷ କୃତଜ୍ଞତା ଓ ସଙ୍ଗୀତକାର ମାନନୀୟ ମାନସ ସାରଙ୍କୁ ଭକ୍ତିପୂତ ପ୍ରଣାମ। ଜୟ ଜଗନ୍ନାଥ।🙏🙏🙏🙏🙏
❤ ଜୟ ଶ୍ରୀ ରାମ ❤
Amazingly composed by Manas Sir and sung by Nigam ji. Jai Jagannath.
ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ଅବ୍ୟବହିତ ପୂର୍ବରୁ ମା ଶାରଳା ନିର୍ମଳା ପ୍ରଡକ୍ସନ ଦ୍ଵାରା ପ୍ରସ୍ତୁତ ଏହି ଚମତ୍କାର ଭଜନଟି ଶ୍ରବଣ ମାତ୍ରକେ ହୃଦୟରେ ରାମ ଭକ୍ତିର ପାବନ ଗଙ୍ଗାଧାର ଝରାଇ ଦେଉଛି... ସତେ ଯେପରି ଏ ଭଜନଟି ଶୁଣିବା ପାଇଁ ପ୍ରାଣ ବ୍ୟାକୁଳ ହେଉଥିଲା ! ଗାୟକ ନିଗମ ବାବୁଙ୍କ ସୁଲଳିତ ମଧୁର କଣ୍ଠସ୍ୱର ଭଜନଟିକୁ ସବୁଠୁ ଆକର୍ଷଣୀୟ କରିଛି ଯାହାକୁ ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ଆତ୍ମା ଡାକୁଛି। ସ୍ଵନାମଧନ୍ୟ କଣ୍ଠଶିଳ୍ପୀ-ଗୀତିକାର-ସଙ୍ଗୀତ ନିର୍ଦ୍ଦେଶକ ସମ୍ମାନୀୟ ମାନସ ସାରଙ୍କ ବଳିଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ସଙ୍ଗୀତଟିକୁ ସୁନ୍ଦର ରୂପ ଦେଇଛି। ସର୍ବୋପରି ଜଣେ ଅନୁଭବୀ ମଣିଷ ଗୀତିକାର ବନ୍ଧୁ ଇଂ ସୁରେଶ ଚନ୍ଦ୍ର ବେହେରାଙ୍କ କୁହୁକ ଶବ୍ଦ ସଂଯୋଜନାରେ ସଙ୍ଗୀତଟି ଅତୀବ ଶ୍ରୁତି ମଧୁର ଏବଂ ଭାବପୂର୍ଣ୍ଣ ହୋଇଛି। 'ଶୁଭସ୍ୟ ଶୀଘ୍ରମ୍' ନ୍ୟାୟରେ ମାତ୍ର ତିନିଦିନ ମଧ୍ୟରେ ସଙ୍ଗୀତ ରଚନା, ନିର୍ଦେଶନା , ରେକର୍ଡିଂ ଏବଂ ଏଡିଟିଙ୍ଗ୍ ହୋଇ ଗୀତଟି ଆଜି ରିଲିଜ ହୋଇଛି। ଏଥିପାଇଁ ମା ଶାରଳା ନିର୍ମଳା ପ୍ରଡକ୍ସନର ସମସ୍ତ ମହାନୁଭବ କର୍ମକର୍ତ୍ତାଗଣ ବାସ୍ତବରେ ପ୍ରଶଂସନୀୟ ଏବଂ ସେମାନଙ୍କର ଏତାଦୃଶ ସାଙ୍ଗଠନିକ ତତ୍ପରତା ଅତୁଳନୀୟ।ମା ଶାରଳା ନିର୍ମଳା ପ୍ରଡକ୍ସନ ୟୁଟ୍ୟୁବ ଚ୍ୟାନେଲର ଉତ୍ତରୋତ୍ତର ଉନ୍ନତି କାମନା କରୁଛି। ଜୟ ଶ୍ରୀରାମ।
Very nice song and singing. Jay shree Ram.🙏🙏🙏🙏
Ati sunder..💐💐💐💐
Heart felt singing with Nice composition and Nice lyrics
Jay shree ram
Nice lyrics and composition
Heat touching voice n song
Jay shree ram 🙏🙏🙏
Very nice bhajanaJay Sriram
Very nice song
Superb
Avinandan -- Kartik ch. Barik
Very heart touching song
ବାସ୍ତବିକ୍ ଏତେ ମଧୁର ମୂର୍ଚ୍ଛନାରେ ସଙ୍ଗୀତ ଓ କଣ୍ଠସ୍ଵରର ସମନ୍ଵୟ ହୋଇଛି ଯେ ଚାଲୁଚାଲୁ ପାଦ ନୃତ୍ୟ କରୁଛି ଏବଂ ଶୁଣୁଶୁଣୁ କେତେବେଳେ ଗାଇହେଉଛି .... କଣ୍ଠଶିଳ୍ପୀ ନିଗମ ବାବୁଙ୍କୁ ଅଶେଷ କୃତଜ୍ଞତା ଓ ସଙ୍ଗୀତକାର ମାନନୀୟ ମାନସ ସାରଙ୍କୁ ଭକ୍ତିପୂତ ପ୍ରଣାମ। ଜୟ ଜଗନ୍ନାଥ।🙏🙏🙏🙏🙏
❤ ଜୟ ଶ୍ରୀ ରାମ ❤
Amazingly composed by Manas Sir and sung by Nigam ji. Jai Jagannath.
ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ଅବ୍ୟବହିତ ପୂର୍ବରୁ ମା ଶାରଳା ନିର୍ମଳା ପ୍ରଡକ୍ସନ ଦ୍ଵାରା ପ୍ରସ୍ତୁତ ଏହି ଚମତ୍କାର ଭଜନଟି ଶ୍ରବଣ ମାତ୍ରକେ ହୃଦୟରେ ରାମ ଭକ୍ତିର ପାବନ ଗଙ୍ଗାଧାର ଝରାଇ ଦେଉଛି... ସତେ ଯେପରି ଏ ଭଜନଟି ଶୁଣିବା ପାଇଁ ପ୍ରାଣ ବ୍ୟାକୁଳ ହେଉଥିଲା ! ଗାୟକ ନିଗମ ବାବୁଙ୍କ ସୁଲଳିତ ମଧୁର କଣ୍ଠସ୍ୱର ଭଜନଟିକୁ
ସବୁଠୁ ଆକର୍ଷଣୀୟ କରିଛି ଯାହାକୁ ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ଆତ୍ମା ଡାକୁଛି। ସ୍ଵନାମଧନ୍ୟ କଣ୍ଠଶିଳ୍ପୀ-ଗୀତିକାର-ସଙ୍ଗୀତ ନିର୍ଦ୍ଦେଶକ ସମ୍ମାନୀୟ ମାନସ ସାରଙ୍କ ବଳିଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ସଙ୍ଗୀତଟିକୁ ସୁନ୍ଦର ରୂପ ଦେଇଛି। ସର୍ବୋପରି ଜଣେ ଅନୁଭବୀ ମଣିଷ ଗୀତିକାର ବନ୍ଧୁ ଇଂ ସୁରେଶ ଚନ୍ଦ୍ର ବେହେରାଙ୍କ କୁହୁକ ଶବ୍ଦ ସଂଯୋଜନାରେ ସଙ୍ଗୀତଟି ଅତୀବ ଶ୍ରୁତି ମଧୁର ଏବଂ ଭାବପୂର୍ଣ୍ଣ ହୋଇଛି। 'ଶୁଭସ୍ୟ ଶୀଘ୍ରମ୍' ନ୍ୟାୟରେ ମାତ୍ର ତିନିଦିନ ମଧ୍ୟରେ ସଙ୍ଗୀତ ରଚନା, ନିର୍ଦେଶନା , ରେକର୍ଡିଂ ଏବଂ ଏଡିଟିଙ୍ଗ୍ ହୋଇ ଗୀତଟି ଆଜି ରିଲିଜ ହୋଇଛି। ଏଥିପାଇଁ ମା ଶାରଳା ନିର୍ମଳା ପ୍ରଡକ୍ସନର ସମସ୍ତ ମହାନୁଭବ କର୍ମକର୍ତ୍ତାଗଣ ବାସ୍ତବରେ ପ୍ରଶଂସନୀୟ ଏବଂ ସେମାନଙ୍କର ଏତାଦୃଶ ସାଙ୍ଗଠନିକ ତତ୍ପରତା ଅତୁଳନୀୟ।
ମା ଶାରଳା ନିର୍ମଳା ପ୍ରଡକ୍ସନ ୟୁଟ୍ୟୁବ ଚ୍ୟାନେଲର ଉତ୍ତରୋତ୍ତର ଉନ୍ନତି କାମନା କରୁଛି। ଜୟ ଶ୍ରୀରାମ।
Very nice song and singing. Jay shree Ram.🙏🙏🙏🙏
Ati sunder..💐💐💐💐
Heart felt singing with Nice composition and Nice lyrics
Jay shree ram
Nice lyrics and composition
Heat touching voice n song
Jay shree ram 🙏🙏🙏
Very nice bhajana
Jay Sriram
Very nice song
Superb
Avinandan -- Kartik ch. Barik