Natia Comedy Part 192 || Ganesh Puja

Поділитися
Вставка
  • Опубліковано 10 вер 2024
  • Order Natia and Gendu T-shirt here - www.sofikart.com
    Natia New T-shirt -www.sofikart.c...
    www.sofikart.c...
    Gendu Yello T-shirt - www.sofikart.c...
    Gendu White T-shirt - www.sofikart.c...
    Gendu Black T-shirtwww.sofikart.c...
    Kumfu Panda t-shirt - www.sofikart.c...
    Tree Print T-Shirt - www.sofikart.c...
    Men Bear Print T-Shirt - www.sofikart.c...
    Men Silence Print T-Shirt - www.sofikart.c...
    Men Love Laugh Print T-Shirt - www.sofikart.c...
    Order Natia T-shirt at - www.sofikart.c...
    Order more T-shirt - www.sofikart.c...
    Order Natia Comic Book Now from - www.sofikart.com
    Like our Facebook Page - / utkalcartoonworld

КОМЕНТАРІ • 3 тис.

  • @utkalcartoonworld
    @utkalcartoonworld  3 роки тому +697

    Download and Registration link for 1xbet App :- bit.ly/3tiVm3j
    promo code :- utkal100

  • @SMToonAsia
    @SMToonAsia 3 роки тому +265

    ନଟିଆ ଭାଇ ଗଣେଶ ପୂଜା ର ଅଭିନନ୍ଦନ💞💞💞💞💞💞💞💞💞

  • @LARVATUBABrasil
    @LARVATUBABrasil 3 роки тому +205

    ଶୁଭ ସକାଳ ହାପି ‍ଗଣେଶ ପୂଜା ନଟିଆ ଟିମି🙏

    • @prasanta143u
      @prasanta143u 3 роки тому +2

      Advance happy Ganesh Pooja

    • @aymuoss1885
      @aymuoss1885 3 роки тому

      ଟିମି ନା ତିମି ମାଛ😂😂😂😂😂

    • @LARVATUBABrasil
      @LARVATUBABrasil 3 роки тому

      @@aymuoss1885 😊😊😊

    • @himansusekhardas9749
      @himansusekhardas9749 3 роки тому

      @@ollywoodmusic6273 voice artist hau ki actress matrubhumi aau matrubhasha prati maternity rahiba atyabashyaka.

  • @kanhuagrawalla
    @kanhuagrawalla 3 роки тому +8

    Happy Ganesh chaturthi 🙏🏻🙏🏻🙏🏻

  • @anianita4437
    @anianita4437 3 роки тому +67

    ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଉତ୍କଳ କାର୍ଟୁନ୍ ର ସମସ୍ତ ମେମ୍ବରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା🙏

  • @Debasis_Gopal479
    @Debasis_Gopal479 3 роки тому +77

    ସମସ୍ତଙ୍କୁ ମୋ ତରଫରୁ ପବିତ୍ର ଗଣେଶ ଚତୁର୍ଥୀ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏 ପ୍ରଭୁ ଗଜାନନ ଙ୍କ କୃପାରୁ ଆଗାମୀ ଦିନ ସମସ୍ତଙ୍କ ଜୀବନ ସୁଖମୟ ହଉ । 🙏

  • @munahembram9610
    @munahembram9610 3 роки тому +20

    Ganesh Baba ki jay...🌺💐🙌🙏

  • @learnwithprabhat
    @learnwithprabhat 3 роки тому +9

    ନଟିଆ ବାପା ଜଟିଆ ର ଯାତ୍ରା favourite ଆଉ, ଯେତେବେଳେ ହେଲେ ବସିକି ଯାତ୍ରା ଦେଖିଥିବେ 😂

  • @niharkuldeep4297
    @niharkuldeep4297 2 роки тому +2

    Bohut sunder goneshe Puja thanks very much 🙏🙏🙏

  • @Anirvan_SanataniBoy
    @Anirvan_SanataniBoy 3 роки тому +56

    ୱାକ୍ରତୁଣ୍ଡ ମହକାୟ ସୂର୍ୟକୋଟି ସମପ୍ରଭ, ନିରୱିଘ୍ଣମ କୁରୁ ମେ ଦୈଭ ସର୍ବକରିୟସୁ ସର୍ବଦା ||
    Happy Ganesh Chaturthi 🌺🙏🚩

    • @suchitrapradhansuchitrapra6294
      @suchitrapradhansuchitrapra6294 3 роки тому

      ❤️❤️
      ua-cam.com/video/rJ-Vy83mBZk/v-deo.html

    • @runitabholaruni1321
      @runitabholaruni1321 3 роки тому +1

      🙏🙏🙏🙏🙏

    • @pdlite4101
      @pdlite4101 2 роки тому

      "ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭା ନିର୍ଭିଗନମ୍ କୁରୁ ମେ ଦେବ ସର୍ବକାର୍ଯ୍ୟେସୁ ସର୍ବଦା"

  • @kumarsamir3254
    @kumarsamir3254 3 роки тому +46

    ଭଲ କଥା ଟିଏ ଥିଲା। ଦୟାକରି କାହାକୁ ଜୋର୍ କରି ଚାନ୍ଦା ଆଦାୟ କରନ୍ତୁ ନାହିଁ।ଆଉ ମଦ ପି ସମାଜ କୁ ଖରାପ କର ନାହିଁ। ଯାହାର ଯେତିକି ସକ୍ଷମ ଦେବେ। ବିନା ମଦ ପିଆ ରେ ବି ପୂଜା ହେଇ ପାରିବ 🙏

    • @runitabholaruni1321
      @runitabholaruni1321 3 роки тому +1

      🙏🙏🙏🙏🙏🙏🙏

    • @kumarsamir3254
      @kumarsamir3254 3 роки тому +1

      Thanks guys 🙏

    • @kcballinone
      @kcballinone 3 роки тому +1

      ଅତି ସୁନ୍ଦର ଉପସ୍ଥାପନା ନଟିଆ ଟିମ
      ଗଣେଶ ପୂଜାର ହାର୍ଦ୍ଧିକ ଅଭିନନ୍ଦନ ସମସ୍ତଙ୍କୁ💐💐💐💐💐💐💐

    • @dipumallick4798
      @dipumallick4798 3 роки тому

      @@runitabholaruni1321

    • @sagar_ff5860
      @sagar_ff5860 2 місяці тому

      Bala na

  • @susmita8290
    @susmita8290 3 роки тому +36

    ଏମାନେ ସମସ୍ତେ ଙ୍କୁ ଗୋଟେ ଭଲ ଶିକ୍ଷା ଦେଲେ ଧନ୍ୟବାଦ

  • @nanditasarangi2638
    @nanditasarangi2638 3 роки тому +58

    ବହୁତ ସୁନ୍ଦର ଉପସ୍ଥାପନା ...👍comedy ମାଧ୍ୟମରେ ସମାଜକୁ ଏକ ଭଲ message ଦେଇଛନ୍ତି ...ସମସ୍ତଙ୍କୁ ଗଣେଶ ପୂଜା ର ଅଭିନନ୍ଦନ 🙏🙏

  • @dipikasahoo2874
    @dipikasahoo2874 3 роки тому +15

    ସମସ୍ତ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ମୋ ତରଫରୁ ଗଣେଶ ପୂଜା ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଗଜାନନ ସମସ୍ତଙ୍କୁ ଭଲରେ ରଖନ୍ତୁ।

    • @Debasis_Gopal479
      @Debasis_Gopal479 3 роки тому +1

      ହାପି ଗଣେଶ ପୂଜା ଦିଦି 🙏

  • @Madhaba_Dora
    @Madhaba_Dora 3 роки тому +40

    ୯ଟିଆ ର କୁନି ଭଉଣୀ ଏପିସୋଡ ଟି ଦେଖିବାକୁ କିଏ କିଏ ଅପେକ୍ଷା ଅଛ ??😊☺️ମୁଁ ତ ଦେଖିବାକୁ ଅପେକ୍ଷା ରେ ରହିଲି🤔🤔🤔😍Happy ganesh chaturthi🎉🎉🎉🎉

  • @bsyoutubechannel6760
    @bsyoutubechannel6760 3 роки тому +100

    🌄ଶୁଭ ସକାଳ ହାପି ‍ଗଣେଶ ପୂଜା ନଟିଆ ଟିମି🙏

  • @pubgplayer1899
    @pubgplayer1899 3 роки тому +4

    ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭୁ ।🙏🙏🙏
    ନିର୍ବିଘ୍ନମ୍ କୁରୁମେ ଦେବ, ସର୍ବ କାର୍ୟେସୁ ସର୍ବଦା।।🙏🙏
    ହେ ପ୍ରଭୁ ଗଜାନନ ଗଣପତି ଜଗତବାସୀଙ୍କୁ ରକ୍ଷା କର 🙏🙏🙏🙏🙏😭😭😭😭😭😭😭😭😭😭😭😭😭😭

  • @pabitrakumar3508
    @pabitrakumar3508 3 роки тому +10

    ନଟିଆ ଭାଇ ଗଣେଶ ପୂଜା ର ହାର୍ଦିକ ଅଭିନନ୍ଦନ

  • @bibhumusictv691
    @bibhumusictv691 3 роки тому +18

    ଅତି ସୁନ୍ଦର ଭିଡିଓ ବହୁତ ଭଲ ଲାଗିଲା ମୋ ଭାଇ
    ଗଣେଶ ପୂଜା ପାଇଁ ଆପଣ ମାନଂକୁ ମୋ ତୋରଫ ରୁ ସୁଭେଷା
    ଜୟ ଜଗନ୍ନାଥ

  • @mangalprasaddas5772
    @mangalprasaddas5772 3 роки тому +12

    ଗଣେଶ ପୂଜା ଇପିସୋଡ ଟି ଭଲଲାଗିଲା , ସମାଜ ପାଇଁ ଗୋଟିଏ ମେସଜ ଥିବାରୁ ଧନ୍ଯବାଦ।

  • @namitapanda1894
    @namitapanda1894 3 роки тому +47

    Utkal Sir ଏ ବର୍ଷ ଡିସେମ୍ବର ରେ ଗୋଲି sir school ର ସବୁ ପିଲାଙ୍କୁ ନେଇକି ଯେମିତି ଭୁବନେଶ୍ୱର ନନ୍ଦନକାନନ ବୁଲେଇ ଆଣିବେ ସେମିତି କାର୍ଟୁନ୍ ଭିଡିଓ ବନାନ୍ତୁ please ମୁଁ ଆପଣଙ୍କୁ request କରୁଛି

  • @Krishnadasbls180
    @Krishnadasbls180 3 роки тому +26

    5:26 ପଛରେ ଯେ ଲୋକ ଟା ଅଛି ତା ମୁଣ୍ଡ ତା କେତେ ବଡ଼ 😂😂😂😂😂😂😂

  • @gwsubrat6586
    @gwsubrat6586 3 роки тому +27

    Mind-blowing song and video
    Love from Cuttack Odisha

  • @shastriunacademy4588
    @shastriunacademy4588 3 роки тому +28

    ପୂଜା ଯାହା ହେଉ ମଦ ପିଆ ଟା ହେଉ।।👍👍👍

  • @travelwithpurna
    @travelwithpurna 3 роки тому +28

    ଆମ ଗାଁରେ ବି ଏ ବର୍ଷ ଗଣେଶ ପୂଜା ପାଳନ କରିବୁ

  • @BhajanHits
    @BhajanHits 3 роки тому +4

    ହାପି ଗଣେଶ ପୂଜା...🙏

  • @Krishnadasbls180
    @Krishnadasbls180 3 роки тому +20

    3:19 ଟୋକା ମାନେ ଡ଼ିଜେ ବଜା ଆରମ୍ଭ କରିଦେଲେ 😂😂😂😂😂କି ଗୀତ 😂😂😂

  • @jayantakumarsahu3459
    @jayantakumarsahu3459 3 роки тому +41

    ଗଣେଶ ପୂଜା ର ହାର୍ଦିକ ଅଭିନନ୍ଦନ ସମସ୍ତଙ୍କୁ 🙏🙏

  • @MRPINKU717
    @MRPINKU717 3 роки тому +10

    ନଟିଆ ଭାଇ ଏବଂ ପୁରା ଟିମ କୁ ମୋ ତରଫରୁ ଗଣେଶ ପୂଜା ର ଅଶେଷ ଅଭିନନ୍ଦନ ଜଣାଉଛି 🥰🥰🙏

    • @MRPINKU717
      @MRPINKU717 3 роки тому

      @@THEKING-fs3vv yes bro

  • @blackgamer7628
    @blackgamer7628 3 роки тому +77

    ବହୁତ ଭଲଗୋଈଛି।

  • @Sonic-BOM
    @Sonic-BOM 3 роки тому +10

    I have to appreciate your stories utkal and the handiwork is beautiful enough utkal I am waiting for many more stories❤️❤️❤️

  • @satyabratajena2107
    @satyabratajena2107 3 роки тому +2

    Bajiba dj nachibe toka soooo funny 😂🤣

  • @binayakbehera9218
    @binayakbehera9218 3 роки тому +20

    There is a berhampuriya voice... I love it❤❤❤

  • @silentheartbeat9
    @silentheartbeat9 3 роки тому +26

    ଡାଙ୍ଗ carecter is very Cute🤣

  • @Pradeepk0077
    @Pradeepk0077 3 роки тому +1

    Jay Ganesh Chaturthi 🙏🙏🙏

  • @udiptabahali1865
    @udiptabahali1865 3 роки тому +31

    ଉତ୍କଳ କାର୍ଟୁନ ର ସମସ୍ତ ପରିବାର ବୃନ୍ଦଙ୍କୁ ଗଣେଷ ପୂଜା ର ଶୁଭେଚ୍ଛା ଓ ଶୁଭକାମନା🙏

  • @learnwithprabhat
    @learnwithprabhat 3 роки тому +14

    *ପୁରା ବରହ୍ମପୁରିଆ ଷ୍ଟାଇଲ ରେ ଗଣେଶ ପୂଜା ଭସାଣି 😂😂😂*
    *ଆଖିରେ ତୁ ଖେଲିଦେଲୁ 20 20 ମ୍ୟାଚ୍....😜👍*

  • @pravasranjannayak5025
    @pravasranjannayak5025 3 роки тому +24

    ପବିତ୍ର ଗଣେଶ ଚତୁର୍ଥୀର ଶୁଭେଚ୍ଛା ଓ ଶୁଭକାମନା....🙏🏻💐
    🙏🏻ଜୟ ପ୍ରଭୁ ଶ୍ରୀ ଗଣେଶ🙏🏻

    • @isalakhan2754
      @isalakhan2754 3 роки тому

      Freefire Uuuuyuuuyuuuuullllkklhjjjj

  • @SUBHRANSU99
    @SUBHRANSU99 3 роки тому +28

    THIS VIDEO GOOD MESSAGE FOR SOCIETY 😘🥰🥰🥰😘😘😍😍💙💙💙💙 THANKS YOU 💚 UTKAL CARTON GROUPS MEMBERS 😘😍💙💙🙏🙏👍👍

  • @statuslover-wk4zr
    @statuslover-wk4zr 3 роки тому +18

    Super Natia comedy🤣🤣🤣

  • @ASMITAM621
    @ASMITAM621 3 роки тому +2

    Very nyc 👌 😍

  • @neha-lp3ui
    @neha-lp3ui 3 роки тому +28

    Finally realise this episode wow👁️❤️❤️❤️ happy Ganesh puja to all of you☺️

  • @surajkumarsamal8372
    @surajkumarsamal8372 3 роки тому +48

    ଭାଇ natiya ବହୁତ୍ handsome ଦେଖାଯାଉଛି 😎.. ସବୁଦିନଠାରୁ ଆଜି ପୁରା 👌👌👌

  • @natureview691
    @natureview691 3 роки тому +6

    ଜୟ ଗଣେଶ 🙏🙏🙏🙏❤️

  • @speechtellerwithcomedy7854
    @speechtellerwithcomedy7854 3 роки тому +18

    ସମସ୍ତ ଓଡ଼ିଶାବାସୀ ଙ୍କୁ ଗଣେଶ ପୂଜା ର ଅନେକ ଅନେକ ଶୁଭେଚ୍ଛା 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @Omm9494
    @Omm9494 3 роки тому +8

    ମା ରାଣ ଫୁଲ ବୋବାଲ.... ଯା ବୁଲିଯା.... ଚକମା ଚୁର... 😁😁😁 DJ👌🤟🤟🤘🤘🤘

  • @banamalibehera4445
    @banamalibehera4445 3 роки тому +1

    Ganpati Bappa morya 🌇🚩🚩🚩🚩🙏🙏🙏🙏🙏🙏🙏🌺🌺🌺🌺🌺🌺🌺

  • @9xm50
    @9xm50 3 роки тому +6

    Good morning 🌅🌞🌻
    Jay Jagannath 🔔 Swamy 🙏🔔
    Nice Episode 👌

  • @ajayrout3358
    @ajayrout3358 3 роки тому +21

    ଏବର୍ଷ ଗଣେଶ ପୂଜା ଅବସରରେ ଏହି ଗୀତ ପୂଜା ମଣ୍ଡପରେ ବୋବଲ୍ କରିବ

  • @Tukuna5430
    @Tukuna5430 3 роки тому +1

    Ganpati papa morya🙏🙏🙏🙏🙏🙏🙏🙏🙏

  • @learnwithprabhat
    @learnwithprabhat 3 роки тому +5

    *ଓଁ ବକ୍ରତୁଣ୍ଡ ମହକାୟ, ସୂର୍ଯ୍ୟ କୋଟି ସମପ୍ରଭ ।*
    *ନୀର୍ବିଘ୍ନ କୁରୁମେ ଦେବ, ସର୍ବ କାର୍ଯେଶୁ ସର୍ବଦା ।।*
    *ଜୟ ଗଣେଶ ଦେବା 🙏*
    _ସମସ୍ତଙ୍କୁ ଗଣେଶ ପୂଜା ର ବହୁତ୍ ବହୁତ୍ ଅଭିନନ୍ଦନ , ପ୍ରଥମ ପୂଜ୍ୟ ଗଣେଶ ପ୍ରଭୁ ସମସ୍ତଙ୍କୁ ଭଲ ବୁଦ୍ଧି ଦିଅନ୍ତୁ 🙏_

  • @prasantkumarjena8626
    @prasantkumarjena8626 3 роки тому +35

    The great festival of India we are proud of my culture nice story by natia family all the best bro

  • @Commander243
    @Commander243 2 роки тому +9

    9:27 golden lines❤🎁🙏

  • @PKSMusicPrakashOdia
    @PKSMusicPrakashOdia 3 роки тому +6

    Thanks natia thanks abhijit dada ♥️♥️♥️♥️♥️♥️♥️👍👍👍👍👍👍

  • @debabratapanda5259
    @debabratapanda5259 3 роки тому +33

    ❣️ ଗଣେଷ ପୂଜା ର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା ❣️🙂

  • @sanjucreations5723
    @sanjucreations5723 3 роки тому +2

    Love from ganjam ❤️❤️❤️

  • @advanceenglish967
    @advanceenglish967 3 роки тому +50

    One of the most interesting and entertaining episode

  • @devi6372
    @devi6372 3 роки тому +26

    Aaugote MAST SONG ASILA . AWESOME.

  • @snehalataparida1762
    @snehalataparida1762 3 роки тому +2

    Superb episode and great comedy.. Thanks Utkal cartoon

  • @phrmukeshodia
    @phrmukeshodia 3 роки тому +4

    HAPPY 💐{GANESH CHATRUTHI}💐💐⭐️

  • @soumyaranjanjena4264
    @soumyaranjanjena4264 3 роки тому +16

    Happy ganesh puja ❤

  • @ganeshbehera7026
    @ganeshbehera7026 3 роки тому +12

    Berhampur dialogue maza lagila ❤❤❤

  • @myschoolmyprestige7730
    @myschoolmyprestige7730 3 роки тому +27

    ଜୟ ଶ୍ରୀ ରାମ

  • @urfool676
    @urfool676 3 роки тому +14

    Most wanted video ever and love your character . I am watching you since 2019 your films and super hit.
    ବଢିୟା ଲାଗିଲା ଜେ

  • @Tukuna5430
    @Tukuna5430 3 роки тому +8

    Happy ganesh chaturthi 🙏🙏🙏🙏🙏🙏

  • @Rcvvlogsrrrrrrr
    @Rcvvlogsrrrrrrr 3 роки тому +16

    Advanced happy ganesh puja friends 🙏🙏🙏🙏🙏

  • @basudevbehera2209
    @basudevbehera2209 3 роки тому +100

    ଉତ୍କଳ କାର୍ଟୁନ୍ ୱର୍ଲଡ ର ସମସ୍ତ କଳାକାର ମାନଙ୍କୁ ମୋର ଗଣେଶ ପୂଜା ଅବସରରେ ଅଶେଷ ଶୁଭକାମନା 💐❤️

  • @tulasisinghtulasi4612
    @tulasisinghtulasi4612 3 роки тому

    Gannpati bapa moriya...mangal murti moriya...jay ho bapa ki..🙏

  • @tarakantgiri3326
    @tarakantgiri3326 3 роки тому +24

    6:25 I am gonna refer this song to DJ on Idol's procession in my area
    9:23 Pure Odia message

    • @sumipatel76
      @sumipatel76 2 роки тому +2

      U are doing same shame on u you are using this type of songs in bappa visarjan

    • @ayushvlog3632
      @ayushvlog3632 2 роки тому

      @@sumipatel76 bekar katha tame kahucha Jao ghare pakhala khai dua

    • @sumipatel76
      @sumipatel76 2 роки тому

      @@ayushvlog3632 how can I sit quietly for u people's Bollywood and other religion people's always disrespecting our gods have some shame

  • @Debkaprepare
    @Debkaprepare 3 роки тому +24

    ଉତ୍କଳ ବାବୁ ଆପଣ ଭିଡିଓ ଦେଖିବାପରେ ପିଲା ଦିନ କଥା ମନେ ପଡ଼ି ଯାଉଛି ନା କ'ଣ ସାଂଗ ମାନେ ଭସାଣି କଥା ବି ମନେ ପଡୁଛି 😄😄

  • @satyaprakashpadhi6478
    @satyaprakashpadhi6478 3 роки тому +1

    Bahut a bhala heichi... dhanyavad..

  • @odishatrack
    @odishatrack 3 роки тому +10

    Best masup beground music ❤️❤️
    I love that ❤️
    Love from odisah track
    #odishatrack

    • @KDXR2editz
      @KDXR2editz 3 роки тому +2

      Song name

    • @odishatrack
      @odishatrack 3 роки тому +2

      @@KDXR2editz I know this song

    • @odishatrack
      @odishatrack 3 роки тому

      ua-cam.com/video/n0qaGqk_zu4/v-deo.html

  • @anilsahu3923
    @anilsahu3923 3 роки тому +28

    Ganpati Bappa morya 🙏🏼🙏🏼🙏🏼

  • @user_Puja789
    @user_Puja789 3 роки тому +1

    Happy🤭 ganesh Puja 🥰🥰🙏🙏ama bhermpur language 🙏 ta mst achi baa pura ker kar, 🙏🙏🙏🤭🤣🤣🤣🤣mst heichi🤣

  • @bholanathmallick5168
    @bholanathmallick5168 3 роки тому +26

    ଅତି ସୁନ୍ଦର ଏପିସୋଡ ❤

  • @sadasibbarik5860
    @sadasibbarik5860 3 роки тому +28

    Very funny episode 😂😂😂

  • @subarnnadwibedi5515
    @subarnnadwibedi5515 3 роки тому +2

    ନଡିଆ ଭାଇ। ଗଣେଶ ପୂଜା ଅଭିନନ୍ଦନ ଜଣାଇଥିଲେ ତାଙ୍କର ଅନେକ ସମୟରେ ଏହା ଅଭିନନ୍ଦନ

  • @Srikant-er4kj
    @Srikant-er4kj 3 роки тому +28

    So beautiful editing

  • @praphullabhoi4225
    @praphullabhoi4225 3 роки тому +12

    Waiting for your upload video carry on natia comedy

  • @class8mathsandscience17
    @class8mathsandscience17 3 роки тому +4

    Happy ganesh puja

  • @amiyakumarparida823
    @amiyakumarparida823 3 роки тому +13

    Thank you for the episode 😍😍😍

  • @annanyamohanty6034
    @annanyamohanty6034 3 роки тому +13

    Happy Ganesh Chaturthi In Advance... 🙏🏻🙏🏻

  • @jagannathsahu9877
    @jagannathsahu9877 2 роки тому +3

    nice. video. natia

  • @mamitapadhi3650
    @mamitapadhi3650 3 роки тому +4

    Happy ganas puja🙏🙏

  • @mrsahoo8091
    @mrsahoo8091 3 роки тому +19

    Natia comrdy is one of the finest comedy channale

  • @sunilkj7275
    @sunilkj7275 3 роки тому +10

    Full berhampuriya style ❤️

  • @pragativermafans5726
    @pragativermafans5726 3 роки тому +4

    So beautiful 🥰

  • @indumatimishra9007
    @indumatimishra9007 3 роки тому +10

    Waiting for this episode

  • @padminimahalik9056
    @padminimahalik9056 3 роки тому +2

    Happy Ganesha puja natia bhai and all of you

  • @akashkumarsahoo1728
    @akashkumarsahoo1728 3 роки тому +10

    FANTASTIC.. ❤️❤️
    MIND BLOWING ❤️❤️

  • @sadasibbarik5860
    @sadasibbarik5860 3 роки тому +17

    I am wanting a this episode

  • @s.o.n.u266
    @s.o.n.u266 3 роки тому +1

    Ganesh puja ho ta assa🙏🙏👌👌

  • @sanatan973
    @sanatan973 3 роки тому +20

    8:39 a funny moment 🤣🤣🤣🤣🤣🤣

  • @artgallery206
    @artgallery206 3 роки тому +12

    Odia Sanskrutee ku nei Utkal cartoon wrold jeun prayasa ti karichhi, taha ati sundar hoichhi........
    Thank you Utkal cartoon world🙏🙏
    and Happy Ganesh puja 🙏🙏🙏🙏🙏

  • @saritatadingi3854
    @saritatadingi3854 3 роки тому +2

    Happy Ganesh pooja natia

  • @ozidlusgaming9634
    @ozidlusgaming9634 3 роки тому +8

    So beautiful.advance happy ganesh puja.

  • @pratapbeura6892
    @pratapbeura6892 3 роки тому +8

    Advance happy ganesh pooja 💐💐

  • @bharatimallick7696
    @bharatimallick7696 3 роки тому +5

    Beautiful advance ganesh puja utkal cartoon world ❤❤❤✨💗

  • @rinkinayak7446
    @rinkinayak7446 3 роки тому +32

    Natia voice so cute ❤️❤️

  • @asutoshsahoo1607
    @asutoshsahoo1607 3 роки тому +10

    Beautiful😍😍😍