Odia Christian song।ନ୍ୟାୟ ର ତାରାଯୁ। cover by। miss. keloni and prabin Kumar।jb. musical Group।

Поділитися
Вставка
  • Опубліковано 13 чер 2024
  • Odia Christian song। ନ୍ୟାୟ ର ତରାଯୁ। cover song by. miss. keloni and prabin Kumar। JB musical Group St. puttasing।7608062834.

КОМЕНТАРІ • 47

  • @sumitanand8849
    @sumitanand8849 Місяць тому +1

    Love you dad and God bless you

  • @sumitanand8849
    @sumitanand8849 Місяць тому +1

    Miss you tatai dadhi

  • @Dharmendrapatamajhi-zq9km
    @Dharmendrapatamajhi-zq9km 25 днів тому +1

    So very nice so much

  • @wavejugal7653
    @wavejugal7653 13 днів тому

    The most beautiful dance performance by this gentleman.

  • @sabenjena50
    @sabenjena50 Місяць тому

    Superb ❤❤

  • @RabiGomango
    @RabiGomango Місяць тому +2

    Good musical team ❤❤❤❤

  • @indiansouraboy
    @indiansouraboy Місяць тому

    I'm Enjoying Your Cover Song

  • @jtmusic3118
    @jtmusic3118 Місяць тому

    Superb ❤❤❤❤❤all team

  • @surasinghmusic1206
    @surasinghmusic1206 Місяць тому

    Super dancer mind blowing

  • @user-ld1wg6fz5m
    @user-ld1wg6fz5m Місяць тому

    Very nice 👍👍

  • @suren6634
    @suren6634 Місяць тому

    Super 💯💯💯💯

  • @eliyajarbhuyan3126
    @eliyajarbhuyan3126 Місяць тому

    Sir dance bout bholo heichi

  • @user-mx1kn9hf8t
    @user-mx1kn9hf8t Місяць тому

    Beautiful dance sir

  • @mjtecnic615
    @mjtecnic615 Місяць тому

  • @SubashPradhanOfficial34
    @SubashPradhanOfficial34 Місяць тому +1

    ଆଜ୍ଞା ବହୁତ ଭଲରେ ନାଚୁଛନ୍ତି

  • @SMALLSTAROFFICIAL.
    @SMALLSTAROFFICIAL. Місяць тому

    Kouti guru eita

  • @debendrakumarbiswal3143
    @debendrakumarbiswal3143 Місяць тому +1

    ଆରେ ଭାଇ ଏଇ ଜିସୁ ପିସୁ ଛାଡ଼ ଇଏ ଆମ ଓଡ଼ିଶା ଧର୍ମ ନୁହେଁ ।ଆରେ ଭାଇ ତମ ସୀମା ଭିତରେ ରୁହ କିଛି ଟଙ୍କା ପାଇଁ ଯୋଉ ଧର୍ମ ପରିବର୍ତନ କରିକି ଯୋଉ ପାଲା କରୁଚ ଏସବୁ ନିନ୍ଦନୀୟ । ଦେଖ ଭାଇମାନେ ସୁଧୁରି ଜାଅ ଆଉ ଗୋଟେ କଥା ମନେ ରଖିଥ ।ଆମ ଓଡ଼ିଶା ର ଦେବତା ଓଡ଼ିଆ କୁଳର ଦେବତା ଜଗତର ନାଥ ଶ୍ରୀ ଜଗନ୍ନାଥ ଏଇଟା ଭଲରେ ମାନେ ରଖିଥିବ ।
    ଜୟ ଓଡ଼ିଶା
    ଜୟ ଜଗନ୍ନାଥ 🚩🚩🚩

    • @harashlima
      @harashlima  Місяць тому +1

      ଭାଈ ଯାର ଯୋଉ ଧର୍ମ ତା ପାଇଁ ସେହି ଧର୍ମ ବଡ଼।ଆମେ କିଛି କରିପାରିବେନି ।ତୁମେ ଦେବତା କୁ ମନୁଛ ତ ମନୋ ଆମର କିଛି ଅସୁବିଧା ନାହିଁ।କିନ୍ତୁ ଆମେ Christian ଲୋକ ଯୀଶୁ ଙ୍କୁ ମନୁଛୁ ତ ଆମେ ପାଇଁ ଯୀଶୁ ହି ବଡ଼।

    • @harashlima
      @harashlima  Місяць тому

      Sorry କିଛି ଖରାପ୍ ଭବାନୀ

    • @asishmandal5704
      @asishmandal5704 Місяць тому

      ଆମେ ସୁଧୁରିବୁନି ଯୀଶୁ ହିଁ ଆମ ଏକୋମାତ୍ର ଭରସା,ଆମେ ମରିବୁ ପଛେ ଯୀଶୁଙ୍କ ନାମରେ ମରିବୁ ।
      ଜୟ ଯୀଶୁ , ହାଲେଲୁୟା

    • @asishmandal5704
      @asishmandal5704 Місяць тому

      ଆମେ ଯୀଶୁ,କିମ୍ବା ଜଗନ୍ନାଥ, ହାଲ୍ଲାଙ୍କୁ ଆମେ ଦେଖିନେ,ତେଣୁ ଯିଏ ଯାହାର ବିଶ୍ଵାସ ସେହି ପ୍ରକାରେ ଭଗବାନଙ୍କୁ ବିଶ୍ଵାସ କଲେ ସେ ପ୍ରକାରେ ଆମେ ଆମ ଜୀବନ ସୁଖ ,ଶାନ୍ତିରେ ଦିନ କଟିବ ।
      ଦୁଇ ଦିନ ପାଇଁ ଏହି ସଂସାରରେ ଆମେ ଆସିଛୁ ଭାଈ ଭାଈ ହୋଇ ଆମେ ଭଲରେ ରହିଲେ , ଜଗନ୍ନାଥ, ଯୀଶୁ, ଆଲ୍ଲା ମଧ୍ୟ ଖୁସି ହେବେ ।
      ଆପଣମାନେ ଖୁସିତ ।

    • @asishmandal5704
      @asishmandal5704 Місяць тому

      ଆଜ୍ଞା ଆପଣ କିଛି ଖରାପ ଭାବିବେନି, ଆପଣଙ୍କ ଦଣ୍ଡ ନାଚ ବେଳେ ଆପଣଙ୍କୁ ଆମ ଖ୍ରୀଷ୍ଟିଆନ୍ ଭାଇମାନେ ଆପଣଙ୍କ ଉପରେ କିଛି ହିନ୍ଦୁ ଧର୍ମ ଉପରେ କିଛି ଖରାପ୍ କଥା କହିଲେ କି?