ସନାତନ ଧର୍ମ ମହାସଭା ଅନାହତ ଧୂନୀ ସ୍ଥାପନା ଓ ମହା ସମାବେଶ ଗ୍ରାମ:କପିଳେଶ୍ବର ପୁର ,ପୁରୀ

Поділитися
Вставка
  • Опубліковано 20 вер 2024
  • ଜୟ ଜଗନ୍ନାଥ ଜୟ ପଞ୍ଚସଖା
    ****************************************
    ବ୍ରହ୍ମ - ଜଗନ୍ନାଥ ଧର୍ମ -ସନାତନ
    ଅବତାର - କଳ୍କୀ
    ସନାତନ ଧର୍ମ ମହାସଭା
    ଅନାହତ ଧୂନୀ ସ୍ଥାପନା ଓ ମହା ସମାବେଶ
    ସ୍ଥାନ : ଶ୍ରୀଗୋପିନାଥଙ୍କ ପୀଠ ,
    ସଖା ଜଗନ୍ନାଥ ଦାସଙ୍କ ଜନ୍ମସ୍ଥାନ , କପିଳେଶ୍ୱରପୁର ଗ୍ରାମ,
    ଭାର୍ଗବୀ ନଦୀକୂଳ , ବ୍ରହ୍ମଗିରି , ପୁରୀ
    ସମୟ : ତା୦୩.୧୨.୨୦୧୭ରିଖ ( ରବିବାର )
    ପଣ୍ଡୁ ପୂର୍ଣ୍ଣିମା , ସାରାରାତ୍ର
    ପୂର୍ବଦିନ ତ୦୨.୧୨.୨୦୧୭ ରିଖ ( ଶନିବାର ) , ଶୁଭାଧୁବାସ , ବିରାଟ କଳସ ଶୋଭାଯାତ୍ରା , ଦିବା ୩ ଘଟିକା ସମୟରେ ଭାର୍ଗବୀ ନଦୀରୁ ଶୁଭାରମ୍ଭ ହୋଇଥିଲା ।
    ଆତ୍ମନ୍ ,
    ଶ୍ରୀ ଜଗନ୍ନାଥ ଦାସଙ୍କ ଜନ୍ମସ୍ଥାନ , ପ୍ରସିଦ୍ଧ ଗୋପିନାଥଙ୍କ ପ୍ରାଙ୍ଗଣରେ ଗତ ତା ୦୩.୧୨.୨୦୧୭ ରିଖ ରବିବାର ଦିନ
    ଅନାହତ ଧୂନୀ ସ୍ଥାପନା , ସନାତନ ଧର୍ମ ମହାସଭା ଏବଂ
    ବିରାଟ ଜନସମାବେଶ ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା ।
    ଏହି ମହାନ୍ କାର୍ଯ୍ୟକ୍ରମରେ ସର୍ବେ ଯୋଗ ଦେଇଥିଲେ ।
    ଗହଣ ଦଳର ମୁଖ୍ୟ ରାଜା ଶ୍ରୀ ନରସିଂହ ଦେବ ଓ ସଭାପତି ଡା . ସ୍ନେହଲତା ଦାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
    । ଆୟୋଜକ ।
    ସାତଲହଡ଼ି ମଠ , ପୁରୀ
    ହରି ଚରଣେ ଯାର ଶ୍ରଦ୍ଧା ।
    ତାକୁ ନଲାଗେ ଭବ ବାଧା ।।
    ହରି ଚରଣେ ରହୁ ମନ ।
    ଅାଉ ଅନ୍ୟରେ କାହିଁ ଧ୍ୟାନ ।।
    ଆନନ୍ଦେ ବୋଲ ହରିହରି ।
    ହରି କରିବେ ଭବୁପାରି ।।
    🙏ହରିବୋଲ🙏
    #ପଞ୍ଚସଖା_ଅତିବଡି_ଜଗନ୍ନାଥ_ଦାସଙ୍କ_ଜନ୍ମମାଟି_କପିଳେଶ୍ଵର_ପୁର_ପୁରୀ
    #ହରିବୋଲ_ସଗଂଠନ_ଧର୍ମ_ସନାତନ
    #ହରିବୋଲ_ସଂଗଠନ_ଧର୍ମ_ସନାତନ

КОМЕНТАРІ • 68