ଆରମ୍ଭ ହେଲା ଚାଷୀ ପଞ୍ଜିକରଣ,କେମିତି କରିବେ ଆବେଦନ ଦେଖନ୍ତୁ | Farmer Registration | Argus News

Поділитися
Вставка
  • Опубліковано 19 січ 2025

КОМЕНТАРІ • 162

  • @asisgiri7021
    @asisgiri7021 16 днів тому +19

    ଏହାକୁ ଲାଗୁ କରିବା ଏତେ ସହଜ ହେବନାହିଁ,90%ଲୋକ ଙ୍କ ନିଜ ନାମ ରେ ଜମି ନାହିଁ,ସେମାନେ ତାଙ୍କ ବାପା, ମା, ଜେଜେ ବାପା ଙ୍କ ଜମି ରେ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି,ଏହା କୁ ପ୍ରଥମେ ସଂଶୋଧନ କରିବା ଆବଶ୍ୟକ, ନହେଲେ bjp 2029ରେ ଆଉଟ୍ ହେବା ଥୟ 💯💯💯✌️🙏

    • @ashirbadsahoo9237
      @ashirbadsahoo9237 12 днів тому

      Samasay Anya aade rahichi, emane kintu PM Nissan, CM kissan ru naa katiba plan re achhanti.

  • @Odishapolice19999
    @Odishapolice19999 18 днів тому +24

    Vote ଦିଆ ହେବ ଆଉ, ପାଇବୁ ବିଜେପି ସରକାର,

  • @Kalmikuliyt
    @Kalmikuliyt 16 днів тому +11

    ଚାଷୀଙ୍କୁ ହଇରାଣ ଆଉ ଟଙ୍କା ଖର୍ଚ୍ଚ କରିବାର ଗୋଟେ ଯୋଜନା ✅

  • @SaraswatiGochhayat-s8x
    @SaraswatiGochhayat-s8x 18 днів тому +35

    100% ଲୋକ ମାନଙ୍କ ର ବାପା ବୁଡ଼ା ବାପା ଙ୍କ ନାମରେ ଜମି ଅଛି କିନ୍ତୁ ତାଙ୍କ ପୁଅ ନାତି ମାନେ ଚାଷ କରୁଛନ୍ତି ସେମାନେ କେମତି ପାଇବେ id

  • @arunabasantia5869
    @arunabasantia5869 17 днів тому +10

    ଏମିତି କୈଉ ଚାଷି ପିଏମେ କିଷାନ ଟଙ୍କା ମିଳିବ ନାହିଁ ଟଙ୍କା ଦବାକୁ ପଡିବ ବେଲି ମହନ ଜାଣିସୁଣି ଏମିତି କରୁଛି

  • @pramodkumarvlogs4429
    @pramodkumarvlogs4429 16 днів тому +4

    ଏ ଡବଲ୍ ଇଂଜିନ୍ ସରକାର ଯାହା କରୁଛନ୍ତି ଠିକ୍ କରୁନାହାନ୍ତି.ପ୍ରଥମ କଥା ପଟ୍ଟା ରେ କାହାରି ନାମ ନାହିଁ.ସେହି ପଟ୍ଟାରେ ଜେଜେ/ବାପାଙ୍କ ନାମ ଅଛି.ଏମିତି କେମିତି ହେବ.ଏ ସରକାରଙ୍କର ଗୋଟିଏ "ହଇରାଣିଆ ଯୋଜନା"...

  • @RankandhiJena-iq2sg
    @RankandhiJena-iq2sg 13 днів тому +3

    ଏ ଅଧିକାରୀ ଭୂଲ କଥା କହୁଛନ୍ତି। କେବଳ ଦୂର୍ନିତୀଗ୍ରସ୍ତ କର୍ମଚାରୀଙ୍କ ପାଇଁ ମିଛ ଚାଷୀ ସୃଷ୍ଟି ହୋଇଛନ୍ତି।

  • @rajprasanjit3144
    @rajprasanjit3144 17 днів тому +6

    ଜେଜେ ଙ୍କ ନାମରେ ପଟା ଅଛି, ଜେଜେ ଙ୍କ ର 4 ପୁଅ। ଗୋଟେ ପୁଅ ର 4 ପୁଅ ସମସ୍ତେ ଚାଷ କରୁଛନ୍ତି ବାପା ବି ଚାଷ କରୁଛନ୍ତି କେମିତି କଣ ହବ

  • @dambarubehera3149
    @dambarubehera3149 11 днів тому +1

    ଏହି ପ୍ରକ୍ରିୟା ହେଲେ ସବୁ ଠିକ ହେବ, କିନ୍ତୁ ଯାହାର ବାପା, ଗୋସାଇଁ ବାପା ଙ୍କ ନାମରେ ଜମି ଥିଲେ ତାଙ୍କ ଉତ୍ତରାଧିକାରୀଙ୍କ ନାମରେ ଜମି ର ଅଧିକାର ସାବ୍ୟସ୍ତ କରାଯାଉ ତା ପରେ ଏହି ପ୍ରକ୍ରିୟା ଚାଲୁ କରନ୍ତୁ, ପ୍ରଥମରେ ସରକାର ନିଜେ ସଂସ୍କାରିତ ହେଉ ତାପରେ ସମସ୍ତେ ଠିକ ହୋଇଯିବେ

  • @sujit5814
    @sujit5814 17 днів тому +7

    ସୁଭଦ୍ରା ଭଳି ପୁଣି ହଇରାଣ କରିବ ଚାଷୀ ଲୋକ ଙ୍କୁ ମୋହନ

  • @bhartibishal7350
    @bhartibishal7350 14 днів тому +2

    Fast settlement karantu tapara jojana kariba

  • @tapaskumarbehera9877
    @tapaskumarbehera9877 18 днів тому +41

    ଜେଜେ ମାନଙ୍କ ନାମ ରେ ପଟା ସବୁ ଅଛି, ତାଙ୍କ ନାତି ଆଉ ପୁଅ ନାମ ରେ କେମିତି ହେବ

    • @tanvisambalpurivlogs
      @tanvisambalpurivlogs 18 днів тому +10

      ସମସ୍ତ କର ଏହି ଗୋଟେ ପ୍ରବ୍ଲମ୍

    • @subhrajitnayak7405
      @subhrajitnayak7405 18 днів тому +3

      ଜେଜ ଙ୍କ ର death certificate Kari legal hair apply Kari ta pare mutation pai apply karantu ଆପଣଙ୍କ area ra ଜନସେବା କେନ୍ଦ୍ର ରେ ଯୋଗାଯୋଗ କରନ୍ତୁ

    • @user-zr5bj5vx4u
      @user-zr5bj5vx4u 18 днів тому +13

      ଅଶୀ ମହଣ ଘିଅ ହେବ ନାଁ ରାଧା ନାଚିବ । ଗରିବ ମରିବ ।

    • @anilkumarkhilar1154
      @anilkumarkhilar1154 18 днів тому

      😂😂​@@user-zr5bj5vx4u

    • @mrJani4559
      @mrJani4559 18 днів тому

      Right

  • @RamaBisoi-or2gi
    @RamaBisoi-or2gi 10 днів тому

    ଯିଏ ଚାଷ କରୁଥିବେ ବା ସିଏ ପ୍ରକୃତ ଚାଷୀ ତାର ହିଁ ରେଜଷ୍ଟି ସନ ରୁ ବଞ୍ଚିତ ହେବେ ଏହାର କାରଣ ତାଙ୍କ ବାପାଙ୍କ ନାମ ରେ ଜମି ପଟା ଥିବ ସେ କୌଣସି ସମାଧାନ କରିପାରିବ ନାହିଁ କାରଣ ତାକୁ ବହୁତ ସମୟ ଲାଗିବ। ଏହା ତ ଗୋଟେ ଚାଷୀ ଙ୍କ ପାଇଁ ଶକ୍ତ ଆଘାତ କହିଲେ ଅତୁଅକତ ହେବନାହିଁ 😊😊😊

  • @subalkumarswain1457
    @subalkumarswain1457 18 днів тому +16

    ଭାଗଚାଷୀ କଣ କରିବେ

  • @SanjayNaik-eg2pr
    @SanjayNaik-eg2pr 16 днів тому +2

    ଆମ ରାଜ୍ୟ ରେ ମୋହନ ସରକାର ବେଶି ଦିନ ରହିବ ନାହିଁ

  • @manojkumarswain9178
    @manojkumarswain9178 17 днів тому +3

    Jou ଚାଷୀ ମାନଙ୍କ ର ସାଜି ରେ ଅଛି gote ଜମି କୁ sia kmt ପଞ୍ଜିକରଣ କରିବ

  • @Arun-q6v5i
    @Arun-q6v5i 17 днів тому +2

    ଧନ୍ୟବାଦ ମହନସରକାର 🎉

  • @sbbeheracreationandeducati1489
    @sbbeheracreationandeducati1489 17 днів тому +9

    Pata ପାଇଁ ଫ୍ରୀ କର ଆଗ ପଟl କରନ୍ତୁ ତା ପରେ କୃଷି ପଞ୍ଜିକରଣ କରିବେ

    • @Raja-pu7ny
      @Raja-pu7ny 15 днів тому

      Angya 100% thick katha,

  • @ajit3330
    @ajit3330 17 днів тому +1

    ସବୁ ଚାଷୀଙ୍କ ଭୁସମ୍ପତି ର ତଥ୍ୟ, ସମ୍ପତ୍ତି ତାଲିକା ଓ ବ୍ୟାଙ୍କ ଖାତାକୁ କୁ ଏକତ୍ରି କରଣ କରି। ଉପଯୁକ୍ତ ଚାଷୀ ଙ୍କୁ ଉପଯୁକ୍ତ ସହଯୋଗ ହେଲେ,ଓଡିଶା ର ସବୁ ଚାଷୀ ଉପକୃତ ହେବେ ଏବଂ ଦେଶର ଆର୍ଥିକ ପରିସ୍ଥିତିର ସୁଧାର ଆସିବ।।

  • @buludora6297
    @buludora6297 15 днів тому

    ଭାଇ ସରକାର ଏମିତି ଗୋଟେ ନିୟମ କରିଛନ୍ତି ଯେ ନା କେହି ଜମି ନିଜ ନାରେ କରିପାରୁଛନ୍ତି ନା କିଛି କାମରେ ଲଗାଇ ପାରୁଛନ୍ତି ଆମର ଗୋଟେ ଜମି ଜେଜେ ବାପାଙ୍କ ନାମରେ ଅଛି ନିଜ ନାମରେ କରିବାକୁ ଚେଷ୍ଟା କଲୁ ହେଲେ ଆମ ପିସି ନାନି ଆସିଲା ନାହିଁ ପୁଣି କହିଲା ମୁଁ ମରିଗଲି ବୋଲି କହିଦିଅ ହେଲେ RI ମାନିଲାନି ହେଲେ ନିଜ ନାମରେ ଜମି କେମିତି ହେବ ତେଣୁ ମୋର ଅନୁରୋଧ ସରକାର ୟା ପ୍ରତି ଆଗ କିଛି କରନ୍ତୁ ପ୍ରଥମେ settlement କରନ୍ତୁ ତାପରେ ଯାହା କରିବେ

  • @Kalmikuliyt
    @Kalmikuliyt 16 днів тому +1

    ବାଳ ଧନ୍ଦା ଯୋଜନା ଆରମ୍ଭ କଲ 🚫🚫🚫🚫

  • @ajaykumarbarik3274
    @ajaykumarbarik3274 17 днів тому +6

    ବହୁତ ଲୋକ କ ପଟାରେ ଜେଜେ ନାମରେ ଅଛି

    • @giris2692
      @giris2692 17 днів тому

      Jeje nka nare registration heba

  • @nilamanipanda6046
    @nilamanipanda6046 14 днів тому

    Athhara prakrut chasi benefits paipariba.good deseion

  • @RankandhiJena-iq2sg
    @RankandhiJena-iq2sg 13 днів тому

    ଏଥିପାଇଁ ଯେଉଁ ନିୟମ ଧାର୍ଯ୍ୟ କରାଯାଇଛି ତାହା ସମ୍ପୂର୍ଣ ତୃଟିପୂର୍ଣ୍ଣ।

  • @sbbeheracreationandeducati1489
    @sbbeheracreationandeducati1489 17 днів тому +2

    Totali ଲୋକ ମାନେ ହଇରାଣ ହେବେ ଜଉ ମାନଙ୍କର ପଟl ନାହିଁ କେବଳ ପଇସା ପାଇଁ ଏଇ ପାଲା ଚାଲିଛି

  • @jibanmaharanajibanmaharana5142
    @jibanmaharanajibanmaharana5142 17 днів тому +1

    Bhumihina mane kn karibe ??

  • @statusforyous4u268
    @statusforyous4u268 10 днів тому

    ଚାଷୀ ମାନେ ପଞ୍ଜି କରଣ କେନ୍ଦ୍ର ରେ ଠେଲା ପେଲା ହଇ ମରିଯିବେ ଚାଷୀ କୁ ହୋଇରଣ କରିବା କଥା

  • @KHUSIRAMBAGARTY
    @KHUSIRAMBAGARTY 17 днів тому +1

    ବେକାର ଟାରେ ଲୋକଙ୍କୁ ହ‌ଇରାଣ କରା ଯାଉଛି ।

  • @PratapMahapatra-nz7us
    @PratapMahapatra-nz7us 16 днів тому

    Thanks 🙏

  • @sudamsahu187
    @sudamsahu187 18 днів тому +2

    ସରକାର ପାଗଳ କରିବ ସବୁକୁ

  • @padmalochanofficial4380
    @padmalochanofficial4380 18 днів тому +4

    ଲୋକ କାଡ କରି କରି ଦିନ ଯିଵ

  • @keshabchandrasahoo1428
    @keshabchandrasahoo1428 17 днів тому +1

    ଏହି ଗାଇଡି ଲାଇନ ଚେଞ୍ଜ କରାଯାଉ ନ ହେଲେ ବୋହୁତ ପ୍ରୋବେଲମ ହବ

  • @DeepakBiswal-bk7dc
    @DeepakBiswal-bk7dc 17 днів тому +1

    ଏଥିରେ ମେଜର ଜମି ଆଉ ଚକଜମି ରେ ଅସୁବିଧା ହେବ ସରକାର ଟିକେ ବ୍ୟବସ୍ଥା କରନ୍ତୁ ।

  • @RankandhiJena-iq2sg
    @RankandhiJena-iq2sg 13 днів тому

    ଏହି ରେଜିଷ୍ଟ୍ରେସନ କିଏ କରୁଛି? କେଉଁଠି କରା ହେଉଛି?

  • @RankandhiJena-iq2sg
    @RankandhiJena-iq2sg 13 днів тому

    ଭୂତ ଚାଷୀ ସୃଷ୍ଟି କରୁଛନ୍ତି ଦୂର୍ନୀତି ଗ୍ରସ୍ତ ସରକାରୀ କର୍ମଚାରୀ ମାନେ।‌

  • @labadkua5095
    @labadkua5095 17 днів тому +1

    ଯୌଉ ଚାଷୀ ମାନେ ଭାଗ ଚାଷୀ ହୋଇଥିବେ ସେ ଚାଷୀ ମାନକୁ କେମିତି Id ମିଳିବ ସବୁ କ୍ଷେତ୍ରରୁ ଵାଦ ପଡିବେ

  • @chandramanibehera7497
    @chandramanibehera7497 16 днів тому

    ଆଗ ଜେଜେବାପା ନାରୁ ନାତି ନଙ୍କୁ ଆନାନ୍ତୁ ତାପରେ ଚାଷୀ ଆଡ଼ି କରିବେ ସେମାନେ ଏବେ ମାରିଗଲେନି

  • @akshayakumarboitai8144
    @akshayakumarboitai8144 18 днів тому +3

    Mal id କ'ଣ ସବୁ ଚାଷୀ ଙ୍କର ଅଛି

  • @pratapmarndi4479
    @pratapmarndi4479 16 днів тому

    In our Village of Nangalsila block Kusumi of Mayurbhanj 1000 farmers are there,but only 10 numbers of famer has own land tenant.

  • @badrinathgantayat6972
    @badrinathgantayat6972 7 днів тому

    Sir, ଆମ୍ଭର ଜେଜେବାପା ଙ୍କ ନାମରେ ପଟା ଅଛି ତାଙ୍କ ତର୍ଫେ ନିଯନାମରେ ପାଉତି ବାନ୍ଧୁଛି

  • @Odishatechnical677
    @Odishatechnical677 18 днів тому +2

    ସବୁ ଯାତ୍ରା ରା ଚାଲିଛି

  • @RankandhiJena-iq2sg
    @RankandhiJena-iq2sg 13 днів тому

    ଏହା ଏକ ଜଟିଳ ପ୍ରକ୍ରିୟା।

  • @RanjitSabar-y3i
    @RanjitSabar-y3i 16 днів тому

    ଜମିନ ସେଟଲ ମେଣ୍ଟ କଥା କେହି ବି ଟଫିକ ପକାଉ ନାହାନ୍ତି

  • @Odishapolice19999
    @Odishapolice19999 18 днів тому +6

    ଫାଷ୍ଟ ଜମି ଦେ ରେ ବିଜେପି ସରକାର, ପରେ ଚାଷୀ ବାଛିବୁ

    • @sunilkumarbehera3737
      @sunilkumarbehera3737 17 днів тому +3

      BJD ରୁ ମିଳିନି କି ଭାଇ😅

    • @JAentertain
      @JAentertain 16 днів тому

      Miliba bhai 5 acr lekha

    • @GoDillip
      @GoDillip 14 днів тому

      Go kanya bhumi bhagyare thile mile na bjd na bjp kehi kichhi debeni khali prahasana😂

  • @tusharmalik4638
    @tusharmalik4638 17 днів тому +2

    Aadhar no 12 ta 14 ta nuhe

  • @GoloSai-b4m
    @GoloSai-b4m 17 днів тому +2

    Ethiru Jana padila ki sarkar khali jojona RU nama karibe au mu emiti haba boli bhabi nathili bhabili kichhi odisha re paribartana heba hele kn hela tahele ta naveen p Sir bhala karuthile

  • @natureindia7606
    @natureindia7606 14 днів тому

    ଆମ ଜମିବାଡ଼ି ସବୁ ଜେଜେ ବାପାଙ୍କ ନାମରେ
    ତାଙ୍କର 4 ପୁଅ ସେମାନଙ୍କର କାହାର 2 କାହାର 3

  • @umakantapanda7906
    @umakantapanda7906 14 днів тому

    ମନ୍ଦିର ଜମିରେ ଆମେ ଚାଷକାର୍ଯ୍ୟ କରୁଛୁହେବକି

  • @SunamBehera-zv4vo
    @SunamBehera-zv4vo 4 дні тому

    ସାର ଆମ ପଟରେ ଦୁଇ ଭାଇଙ୍କର ନାମ ଅଛି ତାହାହେଲେ ଆମେ କିପରି ଫାର୍ମର ଆଇଟ କେମିତ୍ କରିପାରିବୁ

  • @mrJani4559
    @mrJani4559 18 днів тому +2

    Mutetion pain poisa kie debo

  • @Mahendra-yx7yd
    @Mahendra-yx7yd 16 днів тому

    Thnks sat gad bless you

  • @sbhtdi1158
    @sbhtdi1158 16 днів тому

    Sir ଜଙ୍ଗଲ ଜମି ପଟ୍ଟା ରେ farmer id ହେଇ ପାରିବକି

  • @mohantaproduction
    @mohantaproduction 18 днів тому +1

    Death prove nothile kn karibe kuhantu

  • @sudhanshu5326
    @sudhanshu5326 17 днів тому +1

    Sound sir nka ra kamigala

  • @user-zr5bj5vx4u
    @user-zr5bj5vx4u 18 днів тому +2

    ମାମୁଁ ଘର ଜମି ଯେଉଁ ମାନେ ଦାନରେ ପାଇ ଚାଷ କରୁଛନ୍ତି ନିଜର ଜମି ନାହଁ ଏଵଂ ଆଦିବାସୀ ଲୋକ ଜମି କିଣିଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ପଟା ନିଜ ନାମରେ କରିପାରୁ ନାହାନ୍ତି ହେଲେ ଜମି ଚଷୁଛନ୍ତି ଖଜଣା ମଧ୍ୟ ନିଜ ନାମରେ ଦେଉଛନ୍ତି ସେମାନେ କେମିତି farmer ID ପାଇବେ ?

  • @Bichitra123_odia
    @Bichitra123_odia 18 днів тому +3

    Bahuta gariba loka faida paibeni

  • @tadasilu8478
    @tadasilu8478 18 днів тому +1

    Jami nama ku kale paisha ki deba

  • @RankandhiJena-iq2sg
    @RankandhiJena-iq2sg 13 днів тому

    କେବଳ ଲୋକଙ୍କୁ ହଇରାଣ କରିବା କଥା।

  • @ame_odia501.
    @ame_odia501. 17 днів тому

    Thik heici

  • @suvendukar6898
    @suvendukar6898 16 днів тому

    ଆଗ ଫର୍ମ ଓଡ଼ିଆରେ କର।ତାପରେ ଓଡ଼ିଆରେ ପୁରଣକରିବ।

  • @alokkumarpaikaray6738
    @alokkumarpaikaray6738 17 днів тому +1

    Aadhar re 12 ta number thae 14 ta number kebe tu asilani mu ta kanhi jani niii
    tanka deiki chakiri karicha na kn sethi lagi jani paruna 😅😅 12 ta thae sir jani na jadi jani nea

  • @sesadebsahoo9936
    @sesadebsahoo9936 5 днів тому

    eha na kale kan pm cm kisan benifit paibaki nanhi

  • @purnachandrabehera8438
    @purnachandrabehera8438 17 днів тому +1

    Jami pata nathile

  • @RanjitSabar-y3i
    @RanjitSabar-y3i 16 днів тому

    ଜମି ଗୁଡ଼ାକ ନିଜ ନାମରେ ନାହିଁ ଦାଦା . ଜେଜେବାପା. ବୁଢ଼ାବାବା ନାରେ ଅଛି କଣ କରାଯିବ

  • @dalumahakud2723
    @dalumahakud2723 18 днів тому +1

    ଠିକ୍ କରିଛନ୍ତିି 🙏🙏

  • @rudranarayanmishra34
    @rudranarayanmishra34 16 днів тому

    Govt aga settlement karantu, tapare jaha kariba katha karantu

  • @odisha8513
    @odisha8513 17 днів тому +2

    G maruchhi government

  • @Jayanta-yy6md
    @Jayanta-yy6md День тому

    Jiye..bhaga..chasi..Kan..Kariba...

  • @AminKhatua
    @AminKhatua 17 днів тому +1

    Jebe baba nka nare achi pata ame kn pain bunu

  • @dibyaranjanmohanta2018
    @dibyaranjanmohanta2018 15 днів тому

    Joumanankkara Land nahi Lease ba bhaga chasha karanti semanankkara kn hobo semane kn karibe, Joumanankkara Jami achhi semane chasha karunahanti aou joumanankkara nahi semane karuchhanti chasha semane moribe tume ahara samadhana kadha nohele namo nebo

  • @SulataGouda-m2y
    @SulataGouda-m2y 17 днів тому +1

    Nukha ra awaj asuni

  • @myhealthmyhappiness2339
    @myhealthmyhappiness2339 17 днів тому

    Sir 12 ta sir adhar no apanaka

  • @pabitrakumar8296
    @pabitrakumar8296 16 днів тому

    Sasera sbu bhaga farmer au jetiki joint family members marijibe well done doubel engine gov ❌doubel drop out gov ✅

  • @amitmulia733
    @amitmulia733 15 днів тому

    loke kou hariran heba katha

  • @GoloSai-b4m
    @GoloSai-b4m 17 днів тому

    Eaita kichhi bhala hela nanhi jau manankara Jami nanhi o se anya Jami re karithiba thele she kn kariba

  • @DeepakParida-ih6is
    @DeepakParida-ih6is 16 днів тому +1

    Asabu bala dhanda chalichi

  • @sudhansusekharbehera5283
    @sudhansusekharbehera5283 15 днів тому

    Chasi nka nama re janmi patta ehathu bada chalana au kichi nahin|
    Au ei chalana sabu dala karuchanti
    Au sabu officer karuchanti
    Au sabu loka madhya samarthaan karucjhanti
    e sabu 1947 ru chalichi
    KIe kaha thu una nuhanti
    ++++++++++++++++++++++++++++
    mo pakha re better idea achi | Padhantu
    (i) Ubhaya chasi o chasa jami malika nka nama registry heu
    (ii) Chasi jetiki jami re chasa karuchi se bhitaru kete jami tahara o kete jami anya kahara
    (iii) Puni aiya bi hoipar jami bapa ma nka thu semane mala pare tanka pua jhia nama ku transfor heini se sabu madhya dhyana debaku padiba
    (iv) Ubhaya Jami malika (Patta semana nka nama re thau ba semana nka pita mata nka nama re thau) O sehi jami ku chasa karuthiba bhaga chasi UBHYA NKU MARJYADA DEBA KU PADIBA
    (V) KHALI CHASI CHASI HOI MICHA CHALANA KARI CHASI NKA NAMA RE JAMI PATTA KHOJILE KHALI DURNITI CHA AU KICHI HEBANI
    ++++++++++++++++++++++++++++
    aSUBIDHA HEUCHI jeumane 1st division re pass hoi IAS ba OAS Officwr hoi chanti ba MP ba MLA hoichanti se sabiu asna re basila pare pura puri budhi sunya hoi jaanti
    Sethi pain chasi nka pain kichi yojana baharile tanka namare jami patta khija jauchi . Are gyani officer rajya ra adhikansa chasi bhaga chasi Au adhikansa jami malika bhaga re jami chasa ku dei anya kichi karanti
    ubhayanku marjyada dei kama karibaku padiba
    JAMI MALIKA NKU CHORA BOLI BHABI LE CHASI RA KEBE UNNATI HEBANI
    KI CHASI PAINA KUMBHIRA KANDANA KANDILE KEBE CHASI RA UNNATI HEBA NI
    TENU UBHAYA NKAU MARJYADA DI
    ARTHAT UBHAYA CHASI O CHASA JAMI MALIKA NKU ID DIA
    DAYA KARI ETIKI KARA
    NISCHAYA BHOTA MILIBA

  • @adityapradhan5375
    @adityapradhan5375 18 днів тому

    Bahuta lokankara jami bhaga banta heini semane kemiti karibe au jami devied na heba karanaru bahuta laka hairan heuchhanti au

  • @Poult_ryfram
    @Poult_ryfram 16 днів тому

    Abe settlement asuchi je heba ki nai

  • @Subhasri154-ul9ck
    @Subhasri154-ul9ck 18 днів тому

    ଯାହାର ଜମି ପଟ୍ଟା ନାହିଁ ଆଉ ଚାଷ ଉପରେ ନିର୍ଭର କରୁଥିବା ସେ ସରକାର ଯୋଜନା ବଞ୍ଚିତ କାହିଁ କି

  • @ganeswarsahu2258
    @ganeswarsahu2258 17 днів тому

    Jami nathiba lok jojonapaeba Kalia pm cm sea chasi

  • @beardman3531
    @beardman3531 17 днів тому

    Tame khali bad pakabar chakare achha bo

  • @badudai7112
    @badudai7112 17 днів тому

    Mu ta paili jeje bapa name re achi ta pare id milila bro,kintu BJD balaro mundo batha badhila ki😂😂😂😂

  • @sibaprasaddash4386
    @sibaprasaddash4386 14 днів тому

    Bjp ku kana eithi pain vote dei thile?

  • @mickykumar6654
    @mickykumar6654 16 днів тому

    Loka manaku kahinki hoeiran karaucho subhadra yojana bhali....

  • @aravindapati8126
    @aravindapati8126 18 днів тому

    60% chasinkara Mobile nahin ki mail id nahin semane Kan karibe

  • @sanjuktadash4503
    @sanjuktadash4503 17 днів тому

    Suna jauni

  • @kodandaparida2631
    @kodandaparida2631 17 днів тому

    Aame vaga chasi
    Aame kan karibu

  • @nandarana6494
    @nandarana6494 16 днів тому

    Bjp sarkar lakanku hariana karuchhi

  • @ratnakarpujari4936
    @ratnakarpujari4936 17 днів тому

    Sir, mo father nka name re patta nai, jeje nka name re patta achhi, but jeje death hoichati 25yr purbe, kn mo father kn register kariparibe ki, sir aama ganre 60ghara ru 45 ghara lokanka amiti problem, 1965-1990 death hoithiba lokanka death certificate apply pain 4000ru 5000 tnka neuchati, ate paisa pain death certi kehi kari nahandi, aau kehi kehi karichati, aage 1st govt purba purusa nka name re thiba patta ku paribartan byabasta karithile, bhala hoitata

  • @rakeshpradhan6972
    @rakeshpradhan6972 13 днів тому

    Godi Media😅

  • @digitaltechplanet
    @digitaltechplanet 17 днів тому

    tamara sabu jojana bala bhali planning heithae aau eita bi bala bhali, kou bhanga nisa ganjei khai plan karucha, bhaga chasi ku nadia se alaga katha, sala bapa jeje namara jami thai jane apply kari paribeni seita ascharya laguchi

  • @ANADICHARANROUTA
    @ANADICHARANROUTA 17 днів тому

    GOOD BJP GOVERNMENT ODISHA ❤

  • @JitendraPradhan-e1m
    @JitendraPradhan-e1m 18 днів тому +2

    Bal government

  • @sukantaswain6382
    @sukantaswain6382 17 днів тому

    ଡବଲ ଇଞ୍ଜିନ 😂

  • @sanjayaojha1228
    @sanjayaojha1228 17 днів тому

    BJP sabu kaideba

  • @amitmulia733
    @amitmulia733 15 днів тому

    bjp odhisa mukhat

  • @MithunPadhiali
    @MithunPadhiali 18 днів тому

    Tamaku sarama nain je lokanku asubidha katha bujhins

  • @manaskumardangua
    @manaskumardangua 17 днів тому

    Faltu system

  • @Ajitdon366
    @Ajitdon366 15 днів тому

    Sabu thu ago jeje bapa ro namo re thiba jomi ku nijo name re koro