ନବୀନ କହିଲେ ବିଜୟ ମହାପାତ୍ର ହେବେ ବିଜେଡିର ମୁଖିଆ, ଛାନିଆ ହେଲେ ବିଜେପି ନେତା...

Поділитися
Вставка
  • Опубліковано 9 вер 2024
  • LEV LIVE ODIA | ODISHA NEWS | POLITICS NEWS
    ବିଜୟ ମହାପାତ୍ରଙ୍କ ନାଁ ଶୁଣି କାହିଁକି ଡରୁଛନ୍ତି ବିଜେପି ନେତା...#Naveen #Vkpandian #Levliveodianews #Odisha #Levliveodia #Bjd #Bjp #Bjpnews #Politics #Political #Politicsnews #Politicalnews #Politica #Politicnews #Election #Dharmendra #Aparajita #Narendramodi #Modi #Pmmodi #Amitshah #Amit #Pm #Mp #Ml #Cm #Govt #Surah #Congress #Congressnews #Rahulgandhi #Latest #breakingnews #India #Indian #Indianews #Ias #Iasofficer #Ganjam #yogiadityanath #nda
    Hiii…This Is a Levlive Odia UA-cam Channel…Levlive Odia a Complete ENTERTAINMENT House.
    -------------------------------------
    ଦର୍ଶକ ବନ୍ଧୁ ଆପଣଙ୍କୁ ନମସ୍କାର, Levlive Odia Channel କୁ ସ୍ବାଗତ, ଆପଣ ଭକ୍ତି ଭାବପୂର୍ଣ୍ଣ ଭଜନ, ଏବଂ ଆପଣଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ରୋମାଣ୍ଟିକ Album Song, Golden song, News ଦେଖୀ ପାରିବେ I
    ►►►►► ► Copyright Disclaimer ◄◄◄◄◄◄
    The Copyright of The Above Mentioned Content is Owned By ©LEVLIVE Odia. Any Type of Illegal, Unauthorized, & Re Use of The Audio or Visual of The Content is Strictly Prohibited and May Subject to Copyright Claims & Legal Action Against those Violating The Copyright of This Content.
    --------------------------------------
    Thanks For Watching...
    Don't forget to Like, Comment, Share & Subscribe…
    --------------------------------------
    #LevLiveOdia

КОМЕНТАРІ • 29

  • @kishordhal9417
    @kishordhal9417 Місяць тому +3

    V good decission.

  • @muralidharabehera6891
    @muralidharabehera6891 Місяць тому +12

    Wel come bijaya mahapatra

  • @user-fo9ko2lq6x
    @user-fo9ko2lq6x Місяць тому +3

    ବିଜୟ ମହାପାତ୍ର ଯଦି ଏ ସୁଯୋଗ ପାଆନ୍ତି ତେବେ ବିଜେଡିର ଦୁଇଜଣ ତୁଙ୍ଗ ବ୍ୟକ୍ତିତ୍ଵଙ୍କର ଅକାଳ ବିଲୟ ଘଟିବ ।

  • @abhiramsahoo5642
    @abhiramsahoo5642 Місяць тому +1

    ବର୍ତ୍ତମାନର ରାଜନୀତିରେ ବିଜୟ ବାବୁଙ୍କ କାଟତି ଆଉ ନାହିଁ,ଜମାନା ବଦଳି ଗଲାଣି ! ସେ ଦିବା ସ୍ବପ୍ନ ଦେଖୁଛନ୍ତି !

  • @kishordhal9417
    @kishordhal9417 Місяць тому +2

    Iam sure ,bijaya Mohapatra the veteran leader can lead the party perfectly.

  • @bajrabaninews2271
    @bajrabaninews2271 Місяць тому +2

    ନବୀନଙ୍କ ପାଇଁ ଏହା କଣ ସହ୍ୟ ହେବ କି, ଏଣୁ ବିଜୟ କସ୍ମିନ କାଳେ ବିଜେଡିର ମଙ୍ଗ ଧରି ପାରିବେନି l ବିଜେଡିର ଆୟୁଷ ଶେଷ ହୋଇ ସାରିଛି l ଆଉ ଯାହା କଲେ ବି ଦଳକୁ ସଳଖିବା ଅସମ୍ଭବ

  • @umakantadas1325
    @umakantadas1325 29 днів тому

    ବଜୟ ବାବୁଙ୍କ ପରିସ୍ଥିତି ପୂର୍ବରୁ ଯାହା ଥିଲା ନବୀନ ବାବୁ ଆହୁରି ଖରାପ କରିଦେବେ ତା ଛଡା ବିଜୟ ବାବୁ ନିଜ ହାତରେ ନିଜେ ବିନାଶ ହୋଇ ସାରିଛନ୍ତି ।ସୁନ୍ଦର ଭିଡିଓ ନନା ଧନ୍ୟବାଦ

  • @dillipkumardillipkumar3669
    @dillipkumardillipkumar3669 Місяць тому +1

    ଏକା ନବୀନ ପଟ୍ଟନାୟକ କାଫି

  • @anasuyamohapatra931
    @anasuyamohapatra931 Місяць тому +1

    😮if Bijay MOHAPATRA comes to BJD BJD will smash Bijay MOHAPATRA is power anxious leader he drives to Naveen back and next he will chief minister of odisha

  • @dipakpanda9075
    @dipakpanda9075 Місяць тому

    ବିଜୟ ମହାପାତ୍ର କଣ ଯେ କେହିବି ଆସିଲେ ବିଜେଡିକୁ ବଞ୍ଚେଇ ପାରିବନାହିଁ l ଯଦି ନବୀନ ପାରିଲେନି ତେବେ ଅନ୍ୟ କେହି ପାରିବେନି l

  • @nilamanisethi9211
    @nilamanisethi9211 Місяць тому

    I well come Bijaya and Debi mishra

  • @susantanayak9728
    @susantanayak9728 Місяць тому +1

    ତାହା ହେଲେ ବିଜେଡି ର ଯେଉଁ ଦୀପ ଟିକେ ଟିକେ ଜଳୁଛି,, ସେ ତୁରନ୍ତ ଲିଭିଯିବ

  • @arucharanpradhan5502
    @arucharanpradhan5502 Місяць тому

    ବିଜୟ ସାର୍ ମୁଖ୍ୟ ହେଲେ ଭଲ ହେବ ସତ କହୁଛନ୍ତି। କିନ୍ତୁ ଦଳରେ ସାମିଲ ଥିବା ନେତା ନେତ୍ରୀଙ୍କୁ କ'ଣ କରିବେ? ଯଦି ସୋନିଆ ଗାନ୍ଧି ମନମୋହନଙ୍କୁ କଲାଭଳି, ନବୀନ ସାର୍ ବିଜୟ ସାରଙ୍କୁ କଲେ କ'ଣ ହେବ?

  • @ShaktidharRoul-th1jr
    @ShaktidharRoul-th1jr Місяць тому +1

    ବିଜୟମହାପାତ୍ର ହିଁ ଠିକ

  • @nilamanisethi9211
    @nilamanisethi9211 Місяць тому +1

    Sambadik mahodaya jadi Abayasre Apana Tarzama Kari paruchanti Bijaya mahapatra Debimishra kariparibeni A khatha apana kahibar bahulya matra Nischita paribe

  • @MrSwarajdas
    @MrSwarajdas Місяць тому +2

    ବିଜୟ ମହାପାତ୍ର ବହୁତ ଅନୁଭବି ତେଣୁ ସେ ଆସିଲେ ଭଲ ହେବ

  • @pratapchandrasamal2396
    @pratapchandrasamal2396 Місяць тому

    ଆମକୁ ବୁଝି ହେଉନି, ନୂଆ ସରକାର ଗଠନର ଦୁଇ ମାସ ପରେ ବି କିଛି ସାମ୍ବାଦିକଙ୍କୁ ପାଣ୍ଡିଆନ୍ ଭୂତ ଆହୁରି ଛାଡୁନାହିଁ। ଯେମିତି ହେଲେ ପ୍ରତିଦିନ ସେଇ ନାଁ ଟିକୁ ନେଉଛନ୍ତି। ଆଲୋଚନା ନାଁ ରେ କିଛି ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି। ସାମ୍ବାଦିକତାର ପ୍ରଥମ କାମ ହେଲା ସରକାରଙ୍କର ଜନ ବିରୋଧୀ କାର୍ଯ୍ୟକୁ ଲୋକଙ୍କ ପାଖେ ପହଞ୍ଚାଇବା ଏବଂ ଜନ ସାଧାରଣଙ୍କୁ ସଚେତନ କରାଇବା। ହେଲେ ଆମ ଓଡ଼ିଶାର ଗଣ ମାଧ୍ୟମ ବିରୋଧୀ ଦଳର ଆଭ୍ୟନ୍ତରୀଣ ମାମଲାରେ ବେଶୀ ତର୍ଜମା କରୁଛନ୍ତି ଏବଂ ପ୍ରତିଦିନ ବିରୋଧୀ ଦଳ ଭାଙ୍ଗିବାର ଅନୁମାନ କରୁଛନ୍ତି। ନହେଲେ ସରକାରଙ୍କ ସପକ୍ଷରେ କହୁଛନ୍ତି। ସରକାରୀ କାର୍ଯ୍ୟକ୍ରମର ପ୍ରଚାର ପାଇଁ ସରକାରଙ୍କ ପାଖରେ ଅନେକ ସାଧନ ଅଛି ଏବଂ ଅର୍ଥ ମଧ୍ୟ ଅଛି। ସୁଦୃଢ ଗଣତନ୍ତ୍ର ପାଇଁ ଏକ ସବଳ, ସଶକ୍ତ ବିରୋଧୀ ଦଳର ଆବଶ୍ୟକତା ଅଛି କାହା ଗତ 24 ବର୍ଷ ହେଲା ନଥିଲା ଏବଂ ସରକାର ମନଇଚ୍ଛା କାର୍ଯ୍ୟ କରୁଥିଲେ। ତେଣୁ ବିରୋଧୀ ଦଳର ଶବ ବ୍ୟବଚ୍ଛେଦ ନକରି ଓଡ଼ିଶାକୁ ସୁହାଇଲା ଭଳି କିଛି ଜାତୀୟ, ପ୍ରାଦେଶିକ ଘଟଣାବଳୀ ସାମ୍ନାକୁ ଆଣନ୍ତୁ।

  • @annadaprasadtripathy6676
    @annadaprasadtripathy6676 Місяць тому

    Ta u ta ra

  • @user-vy8ur8jw2l
    @user-vy8ur8jw2l Місяць тому

    Tame kete sata karucha janapaduchi

  • @ajaymohanty6368
    @ajaymohanty6368 Місяць тому +1

    Bijaya babu nkara Au se purba bhaba murti nahi. Se pua ku stand kariba dinaru nija vaba murti ku bjd re bikri karideichanti kebala khyamata Lova pai tenu Asile kichi farak padibani

  • @santoshmohanty6301
    @santoshmohanty6301 Місяць тому

    ତୂ ବୁଢା କାଳରେ ଏଇ ନାଷ୍ଟି ପଲିଟିକ୍ସ କାହିଁକି କରୁଛୁ। ତୁ କିଏ କହନି ହାରାମି, ବିଜେଡି ପଛରେ ଲାଗିବା ପାଇଁ ବିଜେପି ତୋତେ ଅଇଁଠା ରୋଟି ଦେଇଛି କି।

  • @susantanayak9728
    @susantanayak9728 Місяць тому +1

    ଗରଦପୁର ବ୍ଲକ ରେ ଅନେକ ସରପଞ୍ଚ, ସମିତି ସଭ୍ୟ / ସଭ୍ୟା ସବୁ ବିଜେପି ରେ ମିଶିଗଲେଣି... ସେଇଟା ଟିକେ କୁହ

  • @srimantmohanty770
    @srimantmohanty770 Місяць тому

    Bhaina aapana jaha kahuchhanti Bjd pata pura haji jiba.....

  • @user-kt9nv9fd5j
    @user-kt9nv9fd5j Місяць тому

    Tume kichhi jani nahan. Debi Mishra Yuba Janata Dal ra president thile. He has got much experience in organisation. Bobby is a baby in organisational matter before Debi. So don't give so much emphasis on Bobby.

  • @sushildas596
    @sushildas596 Місяць тому

    Ped mein kathal hoth mein tel

  • @sudarsanbiswal6913
    @sudarsanbiswal6913 Місяць тому

    Ur a astrologer....faltu katha only brain wash

  • @prabhatakumarnayak7713
    @prabhatakumarnayak7713 Місяць тому

    Jotisa kahile