BJD Puzzled, Seniors Are Angry And Juniors Are Tensed ! Nirbhay Gumara Katha

Поділитися
Вставка
  • Опубліковано 21 жов 2024

КОМЕНТАРІ • 127

  • @bishnucharnrana3282
    @bishnucharnrana3282 Годину тому +5

    ନିର୍ଭୟ ଗୁମର କଥା ବାସ୍ତବ ସତ୍ୟ ପ୍ରକାଶ କରୁଥିବାରୁ କେତେକ ବିଜେଡ଼ି କର୍ମୀ ଏହାକୁ ହଜମ୍ କରି ପାରୁ ନାହାଁନ୍ତି ।

  • @pravatkumarmishra9760
    @pravatkumarmishra9760 2 години тому +8

    ସବୁ ସତ୍ୟ କଥା କହିବାରୁ ଧନ୍ୟବାଦ୍

  • @KUNJABIHARINAIK-r3h
    @KUNJABIHARINAIK-r3h 2 години тому +8

    ମୋଠାରୁ ଆରମ୍ଭ ମୋଠାରୁ ଶେଷ କହିଥିବା କଥାର ସତ ହେବାର ସମୟ ଆସିଗଲା

  • @RanjanBehera-ge1kf
    @RanjanBehera-ge1kf 3 години тому +14

    ☀️ କୋକୁଆ ଭୟରେ କାଦମ୍ବରି ରସ ପାନକରି ଅଭିଶପ୍ତ ଯଦୁବ°ଶ ଅବସ୍ଥା ହେଲା ଯେପରି.....ତଦନ୍ତ ର ଭୟରେ ଓଡ଼ିଶାକୁ ଲୋଟିଥିବା ଲୋଟେରା ମାନଙ୍କର ଅବସ୍ଥା ହେବ ସେପରି... ଦେଖାଗଲାଣି ଲକ୍ଷଣ !😂😂😂😂😂😂😂😂😂😂😂😂😂😂😂😂😂😂😂😂😂

  • @dhaneswardash8114
    @dhaneswardash8114 Годину тому +2

    ଧନ୍ୟବାଦ

  • @basantapattnaik7812
    @basantapattnaik7812 3 години тому +4

    ସାର ପ୍ରଣାମ 🙏🌹

  • @orissaflybricksmachine977
    @orissaflybricksmachine977 Годину тому +1

    ସାର୍ ଆପଣ bjd କୁ ଛାଡ଼ି ଅନ୍ୟ କିଛି ପ୍ରସଂଗ ପାଉନାହାନ୍ତି ବୋଧେ

  • @satishchandrabehera7291
    @satishchandrabehera7291 2 години тому +5

    ଚବିଶ ବର୍ଷରେ କରି ପାରିଲେନି ତିଆରି।
    ନବୀନ ବାଛି ପାରିଲେନି ଉତ୍ତରାଧିକାରୀ।।

  • @ashokprusty1739
    @ashokprusty1739 3 години тому +4

    ଏ ସପ୍ତରଥୀ ମଧ୍ୟରେ ମୋ ଛାତ୍ର ଶ୍ରୀମାନ ଚନ୍ଦସାରଥୀ ବେହେରା।ଛାତ୍ର ଜୀବନରୁ ବେଶ୍ ଶୃଙ୍ଖଳିତ।

  • @UpendraBehera-o1z
    @UpendraBehera-o1z 43 хвилини тому +1

    ଅତି ଅନ୍ୟାୟ ର ଫଳ ବିଜେଡ଼ି ଭୋଗିବା ଦରକାର ।

  • @user-fu5zl6pz6m
    @user-fu5zl6pz6m Годину тому +1

    Thanks for your valuable information.

  • @SabitaKhuntia-ih5yq
    @SabitaKhuntia-ih5yq 45 хвилин тому

    Jay jagannath.right katha kahuchanti apanaku seithi pai dhanyawad sir 🙏🙏

  • @akshyakumarmeher2920
    @akshyakumarmeher2920 2 години тому +9

    ଯେତେବେଳେ କ୍ଷମତା ଥିଲା ଏମାନେ ଅତ୍ର୍ଯନ୍ତ ଗର୍ବ ବଢିବା ଏମାନଙ୍କ ଖ୍ଯାତି ହେଲା

  • @ramachandrapanipani7424
    @ramachandrapanipani7424 2 години тому +2

    ଜୟ ଶ୍ରୀ ଜଗନ୍ନାଥ !

  • @kishorkumarbeherakishor1405
    @kishorkumarbeherakishor1405 Годину тому

    💥🚩🙏🏻ଜୟ ଶ୍ରୀଜଗନ୍ନାଥ🙏🏻🌱🌾

  • @umeshsahoo2005
    @umeshsahoo2005 2 години тому +2

    Nabina.. babu... Joy.. Sri.. Ram........ Thanks

  • @ashwinisahu6584
    @ashwinisahu6584 Годину тому +2

    JAGANNATHA DANA KU ... WSAHA KARI DIANTU 🎉🎉🎉🎉 JAY JAGANNATH

  • @durgaprasadsamantaray7084
    @durgaprasadsamantaray7084 2 години тому +5

    ଏକମାତ୍ର ସୁପର୍ଣ୍ଣଖା ପାଇଁ ସ୍ୱର୍ଣ୍ଣଲଙ୍କା ବି ଧ୍ୱଂସ ହୋଇଥିଲା।

  • @anjananayak3971
    @anjananayak3971 Годину тому

    Sir sunder upastapana

  • @kamarajjena5461
    @kamarajjena5461 Годину тому

    👍

  • @ashokkumarpanda5127
    @ashokkumarpanda5127 3 години тому +1

    Jay Shree Jagannath 🙏🏼🙏🏼

  • @gaurangacharanbehera
    @gaurangacharanbehera Годину тому

    ପାନଡିଆନ ଅମିତ ସାହ ମେଣ୍ଟ ହୋଇଥିଲା ‌ଏ କଥା ଓଡ଼ିଶା ଜାଣିଛନ୍ତି

  • @kabitasahoo8385
    @kabitasahoo8385 4 хвилини тому

    🙏👍❤

  • @chandipadapanda4707
    @chandipadapanda4707 10 хвилин тому

    ଆପେ ବଞ୍ଚିଲେ ବାପର ନାଁ,ଏଭଳି ଭାବନାର ବଶବର୍ତ୍ତୀ ହୋଇ ବାତ୍ଯା ଆଶଂକାରେ ଲୋକେ ଆବଶ୍ଯକୀୟ ଜିନିଷ ଆଣି ଘରେ ଠୁଳ କରିନେବା କାରଣରୁ ବଜାର ଦର ବଢି ଯାଇଛି।
    ବିଜଦ ର ସାମ୍ପ୍ରତିକ ସ୍ଥିତି ବିଷୟରେ ଆପଣଙ୍କର ଆକଳନ ସଂପୂର୍ଣ୍ଣ ଠିକ୍ ।ଧନ୍ଯବାଦ।

  • @gaurangacharanbehera
    @gaurangacharanbehera Годину тому +2

    ଏ ବାବୁ କୁ ବିଜେଡି ନବୀନ ଡର କାହିକିଁ ଏ ବାବୁ ବିଜେପି ସମର୍ଥକ

    • @santoshkumarsahoo8671
      @santoshkumarsahoo8671 Годину тому +1

      ବିଜେଡି ବିପକ୍ଷରେ କହୁନାହାନ୍ତି,ନିରାଟ ସତକଥା କହୁଛନ୍ତି

  • @prabhasray675
    @prabhasray675 2 години тому

    Jay Jagannath

  • @ayodhyanathnayak2324
    @ayodhyanathnayak2324 2 години тому

    100prcent

  • @Jagannath-oc9ht
    @Jagannath-oc9ht Годину тому +1

    JAI JAI SHREE JAGANNATH. ଅସନ୍ତୋଷ କେବଳ ବରିଷ୍ଠ ଭିତରେ ନାହିଁ, ସମସ୍ତଙ୍କ ଭିତରେ । ବିଜେଡି ଜିତିଥିଲେ ମଧ୍ୟ ଭୟରେ ଅସନ୍ତୋଷ ନିଆଁ ରେ କୁହୁଳି ଥାଆନ୍ତା ଦିନେ ପାଣ୍ଡିଆନ୍ ଙ୍କୁ ତଡି ଥାଆନ୍ତେ କିମ୍ବା ଭାଂଗିଜାଇଥାଆନ୍ତା । ପ୍ରକ୍ରୁତ କଥା ହେଲା ପୁରୁଣା ବଡନେତା ଶ୍ରୀକାନ୍ତ ଜେନା ଥରେ ବିଜୁ ବାବୁଙ୍କ ସ୍ତ୍ରୀ ନବିନଙ୍କ ମା'ଙ୍କୁ କହିଥିଲେ । of course he is the chief Minister but he is not a leader. ବାପାଙ୍କ ନାଁ ବିକ୍ରି କରି ମଦ ମାଂସ ଗୁଣ୍ଡା ରାଜ କରି ବାରମ୍ବାର ଜିତିଥିଲେ। ସବୁ କଥା ସବୁବେଳେ ରହିବ ନାହିଁ । ବିଜୁ ଜନତା ଭଳି ଦୁର୍ନୀତି ଖୋର୍ ଦଳ ଆଉ ଆସିବ ନାହିଁଐ । ମୋ ମନ କହୁଛି ,ସବୁଦିନ ପାଇଁ ଲୁଚି ଜିବ ,ଲୁଚି ଜିବା ଦରକାର ଅନ୍ୟଥା ବିଜୁଙ୍କ ନାଁ ରେ କାଳି ବୋଳି ହୋଇ ଜିବ। ନାହିଁ ଭାଇ ନାହିଁ ନବିନଙ୍କୁ ସମସ୍ତେ ସ୍ରଧା କରନ୍ତି ନାହିଁ ।

  • @ananyaabhilipsasahoo-ny1ms
    @ananyaabhilipsasahoo-ny1ms Годину тому

    କାଳନ୍ଦୀ ବେହେରା ଙ୍କୁ ବାରମ୍ବାର ପ୍ରଫେସର ସହିତ କହିବା ଆପଣଙ୍କୁ ଶୋଭା ପାଉନି

  • @akhsyakumarbehera7298
    @akhsyakumarbehera7298 Годину тому

    କଳା ବଜାରିଙ୍କୁ ଆମ ଲୋକମାନେ ପ୍ରୋସ୍ଥାହିତ କରୁଛନ୍ତି..ଆବଶ୍ୟକତା ଠାରୁ ଅଧିକ କିଣା କିଣି କରି କୃତ୍ରିମ ଅଭାବ ସୃଷ୍ଟି କରୁଛନି

  • @vp_gotohll
    @vp_gotohll 2 години тому

    Good

  • @bhubanmohanty3853
    @bhubanmohanty3853 2 години тому +1

    ଆଳୁ - ୮୦ ପିଆଜ - ୮୫
    ଲୋକମାନେ ଏଥିପାଇଁ ଦାୟୀ

  • @netajidash9367
    @netajidash9367 2 години тому +1

    ବାତ୍ୟା ଆସିବା ପୂର୍ବରୁ ପରିବା ଦରରେ ବାତ୍ୟା - ଠିକ୍ କହିଲେ।
    ଗୋଡ଼ରୁ କଣ୍ଟା ନ କାଢ଼ିବା ପର୍ଯ୍ୟନ୍ତ ପୀଡ଼ା ଦ‌ଉଥୁବ। ଡେରି କଲେ ପାଣ୍ଡୁ କଣ୍ଟା ବିଷାକ୍ତ ହବ।

  • @kishorchsrichandan307
    @kishorchsrichandan307 2 години тому +1

    ବିଜେପି ର ବିକଳ୍ପ ବ୍ୟବସ୍ଥା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ବିଭିନ୍ନ ମେଳି ଚାଲିଛି, ଏହା ପୂର୍ବରୁ ମଧ୍ୟ ହୋଇଥିଲା, ପ୍ରଶର୍ନ୍ ଆଚାର୍ଯ୍ୟ ଦଳ ନେତା ହେବେ।

  • @shivaprasadsamal8665
    @shivaprasadsamal8665 2 години тому +1

    କଂଗ୍ରେସ କୁ ଯିବେ ବିଜେପି ଯିବାକୁ ବାଟ ନାହିଁ କି ଜାଗା ନାହିଁ

  • @AjayaMohapatra-io7ke
    @AjayaMohapatra-io7ke Годину тому

    ଏଇଭଳି ଦଳ ସୃଷ୍ଟି ହୋଇ ରାଜ୍ୟର ଉନ୍ନତି କମ ଅବନତି ଦୁର୍ନୀତି ବହୁତ ବେଶି ହୋଇଛି |
    ଯେଉଁ କଥା ଆପଣ କହୁଛନ୍ତି କିଏ କହିଥିଲା ବୋଲି ସେ କଥା ସମ୍ପୂର୍ଣ ମିଛ ବାହାଦୁରିଆ କଥା |
    ଏଇ ଦଳ ହେବା ଫଳରେ ରାଜ୍ୟର ଲାଭ କେତେ ଲୋକସାନ
    କେତେ ତାରି ଉପରେ ଗୋଟେ ଏପିସଡ ନିଶ୍ଚୟ କରନ୍ତୁ |

  • @PurnachandraBehera-if5tu
    @PurnachandraBehera-if5tu Годину тому

    ଆପଣ ଯାହା କହିଲେ ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ବାବୁ ଜାଣନ୍ତି। କିନ୍ତୁ 960କୋଟି ଆଗରେ।

  • @adwaitchandrabeura6847
    @adwaitchandrabeura6847 10 хвилин тому

    ପୁଅ ବଞ୍ଚିଥିଲେ ବାପର ନାଁ ରହିବ ନବୀନ ପଟ୍ଟନାୟକ ଅନ୍ତେ ବିଜୁ ଜନତାଦଳ ନାଁ ରେ କେହି ନେତା ସୃଷ୍ଟି ହୋଇ ନାହାଁନ୍ତି।

  • @arjunpradhan5615
    @arjunpradhan5615 Годину тому

    ବିଜେଡ଼ି ଦଳର ଛାୟା ମନ୍ତ୍ରୀ ମଣ୍ଡଳ ବଦଳରେ ବେହ୍ୟା ମନ୍ତ୍ରୀ ମଣ୍ଡଳ କହିଲେ ଭଲ ହେବ। କାହିଁକି ଏମିତି ମନ୍ତ୍ରୀ ଗଠନ କରାଗଲା ଏହାଦ୍ବାରା କଣ ଲାଭା ହେଲା।

  • @SoubhagyakumarNayak-f2w
    @SoubhagyakumarNayak-f2w 52 хвилини тому

    Nabin Sir pls focus on CM Sir,s Jatra pendal visit....

  • @prakashsahoo3386
    @prakashsahoo3386 Годину тому

    ବିଜେପି ର 1କୁ

  • @sunakarsamal761
    @sunakarsamal761 3 години тому +1

    ଯୋଗଣ ମନ୍ତ୍ରୀ ଯୋଗାଣ ବିଭାଗ କମ ବୁଝୁଛନ୍ତି ବିଜେଡି କଥା ବେଶୀ ଭାବୁଛନ୍ତି

    • @bishnucharantripathy8938
      @bishnucharantripathy8938 27 хвилин тому

      Not only supply minister but also all ministers including CM are only talking about Pandian, Nabin Pattnaik ,and BJD. People of Odissa voted for them to borrow money, change the color and schemes of BJD government and to destroy BJD through horse trading.

  • @shashankaacharya1479
    @shashankaacharya1479 2 години тому

    Consequences of compromising principles!

  • @susantasahoo9544
    @susantasahoo9544 Годину тому +2

    ଆପଣ ଯେଉଁ ୭ ଜଣଙ୍କ ବିଷୟ କହିଲେ ସେମାନଙ୍କ ରାଜନୈତିକ ଅବଧି ଛୋଟ ହୋଇପାରେ, କିନ୍ତୁ ରାଜନୈତିକ ପରିବାର ଓ ପରିବେଶରୁ ଆସିଥିବାରୁ ଅଭିଜ୍ଞତା ଅନେକ.. ସେମାନେ ଯେବେ ପାଣ୍ଡି୍ୟାନ ବିପକ୍ଷରେ ମୁଁହ ଖୋଲେବେ, ନବୀନ ବାବୁ ନିଶ୍ଚିନ୍ତ ପାଣ୍ଡି୍ୟାନ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ.

  • @ashoksamal7683
    @ashoksamal7683 2 години тому +1

    ଅପରାଜିତା, ଶାନ୍ତିରେ ଅଛନ୍ତି କି, ମନମୋହନ ସାମଲ, ଅପରାଜିତା ଙ୍କ ସମ୍ପର୍କ କିପରି ନିୟୁଜ କର ପ୍ରତାପ ଷଡ଼ଙ୍ଗୀ, ବୈଜୟନ୍ତ, ଜୟ ନାରାୟଣ ଙ୍କ ମନର ଭାବନା କୁହନ୍ତୁ

    • @Dakshita2017
      @Dakshita2017 Годину тому

      Na bhai se only bjd katha kahibe....Bjp mana karichi😂

  • @Bharat-007
    @Bharat-007 48 хвилин тому

    Sir live session b karantu

  • @banditabarik2872
    @banditabarik2872 37 хвилин тому

    Very interesting video sir.U r 💯 percent right.Sir bada machha mane kebe dhara padibe?

  • @Bhagabatjena-c6w
    @Bhagabatjena-c6w Годину тому

    Nabin Babu kahithiba Katha sata heba

  • @PrasantKumarSwain-f5t
    @PrasantKumarSwain-f5t 3 години тому +1

    ମୁନାଫାଖୋରୀ ବ୍ଯବସାୟୀ ସରକାରଙ୍କୁ ଖାତିର କରୁନାହାଁନ୍ତି । ଯୋଗାଣ ବିଭାଗର କାର୍ଯ୍ୟକଳାପ ସନ୍ଦେହ ଘେରରେ ।

    • @Dakshita2017
      @Dakshita2017 Годину тому

      Kichi se kahibeni...bohut Dara...😂

  • @jagdishkumarrath4631
    @jagdishkumarrath4631 2 години тому

    ୟେ ସବୁ ହେଉଛନ୍ତି ପରିବାର ବାଦ ର ଜ୍ୱଳନ୍ତ ଉଦାହରଣ ।

  • @SurjyamaniJena-qy1jw
    @SurjyamaniJena-qy1jw Годину тому

    Raghuvaran Odia Asmita

  • @pramodkumarrout7641
    @pramodkumarrout7641 Годину тому

    ଅତୀତ ରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ମାନେ ବିଜଦ ରେ ଏମପି ଓ ଏମଏଲଏ ହୋଇଥିଲେ।କିନ୍ତୁ ସେମାନଙ୍କୁ ଅତୀତ ରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସୁଯୋଗ ମିଳିଲାନି କେବଳ ବିଜୁବାବୁଙ୍କ ପୁଅ ନବୀନ ବାବୁ ଅନେକ ବାର ମୁଖ୍ୟମନ୍ତ୍ରୀ ହେଲେ ।ଏହା ମଧ୍ଯ ଏକ ଅସନ୍ତୋଷ ଦଳ ମଧ୍ଯରେ।

  • @adwaitchandrabeura6847
    @adwaitchandrabeura6847 15 хвилин тому

    ବିଜୁ ଜନତାଦଳ ନିର୍ବାଚନ ପୂର୍ବରୁ ଦଶହଜାର ପ୍ରାର୍ଥୀ ହେବାପାଇଁ ନିର୍ବାଚନ ଲଢିବା ପାଇଁ ନେତାଙ୍କ ଦରଖାସ୍ତ ପାଇଥିଲେ ବିଜେଡିଦଳ ଶହେବର୍ଷ ଶାସନରେ ରହିବେବୋଲି ଦୃଢୋକ୍ତି ରଖିଥିଲେ।ବର୍ତ୍ତମାନ ସାଉଁଟିବା କାଣ୍ଡ ଯୁଦ୍ଧ କୁ ଯୋଗ ଦେଇ ପାରିବନାହିଁ।

  • @santoshmallick1955
    @santoshmallick1955 47 хвилин тому

    ପାଣ୍ଡୁ ବାବୁଙ୍କର ଆଶା ଏବଂ ସ୍ବପ୍ନ ଅଧାରେ ରହିଗଲା,

  • @debasispadhi504
    @debasispadhi504 2 години тому

    Jay sri ram🙏🙏🙏

  • @pkpanda1371
    @pkpanda1371 33 хвилини тому

    ନିର୍ଭୟ;:: ମୋଦୀ ମିଡିଆ ନୁହେତ????

  • @bhubanmohanty3853
    @bhubanmohanty3853 2 години тому

    ମୋର ଛୋଟ ବେଳୁ ଦେଖିଛି ସାମାନ୍ୟ ବର୍ଷା ହେଲେ କଟକ ସହର ପାଣିରେ ଉବଟୁବ ହୁଏ । ବିଗତ ଚାଳିଶ ବର୍ଷ ଯେଉଁଥିରେ BJD ୨୪ ବର୍ଷ ଶାସନରେ ଥିଲା ପାଣି ନିଷ୍କାସନ ନହେଇ ପାରି ଘର ଭିତେ ମଇଳା ପାଣି ଘର ଭିତରେ ପଶି ଜିନିଷ ପତ୍ର ନଷ୍ଟ ହୁଏ ଲାଗେ ଯେପରି ଏ ସହରରେ ମ୍ୟୁନିସପାଲଟି ନାହିଁ

  • @gangadharbiswal2606
    @gangadharbiswal2606 Годину тому

    He who are depending on politics are maintaining their activities accordingly. So it is not required to discuss those vage matters.

  • @satyadas6658
    @satyadas6658 Годину тому

    Nirlaj journalist

  • @krushnasahoo155
    @krushnasahoo155 2 години тому

    କେବଳ ଲୋକମାନେ ଦାୟୀ

  • @a.kmohanty106
    @a.kmohanty106 Годину тому

    Alu crisis is for Dana high light broadcasting in electronic and social media.

  • @Bharat-007
    @Bharat-007 48 хвилин тому

    UA-cam live

  • @santoshpurohit8540
    @santoshpurohit8540 Годину тому

    🙏 Namaskar, Aapananka,Manabhitare Bee Dwanda Spasta Bari Hauchi....🤔... Kintu Kahaku Nei Ki !!?🙄

  • @ashoksamal7683
    @ashoksamal7683 2 години тому

    କଥା ତ କହିବୁ ହାତ ହଲେଇ ହେଉଛୁ କାଁହଁକି

  • @srinibasswain1143
    @srinibasswain1143 59 хвилин тому

    Bjd going to be destroyed.. In Odisha.. No doubt at all

  • @SurjyamaniJena-qy1jw
    @SurjyamaniJena-qy1jw Годину тому

    Aparajita sarangi gana Odia Asmita

  • @DillipKumarMohanty-yg5ge
    @DillipKumarMohanty-yg5ge 12 хвилин тому

    Namaskar apan jaha kahu cchanti taha ta thik katha kintu taha kete dur mantree nka upare prabhab paduchhi? Nutan shasana khetra re paribartan darakar.

  • @BinodBehera-maaart-odasinga
    @BinodBehera-maaart-odasinga 20 хвилин тому

    Mora hae lagijaichhi.. Sir
    Mora family ku jemiti barbad karidele.. Bjd thhik semiti barbad heijiba😂😂

  • @tnanda1432
    @tnanda1432 Годину тому

    Puruna Raja Swain ta acchi naa

  • @Sahusipun
    @Sahusipun Хвилина тому

    Sir a news re loka nkara kn benifit heba
    Apana daily a news karuchanti
    Batya upare news karantu

  • @satyadas6658
    @satyadas6658 Годину тому

    Bhat sambadik DAGAR...paid agent... BJP ku question Kariba sikhantu.... BJD pachhare padile kichhi labha nahi

  • @prasantakumarswain1968
    @prasantakumarswain1968 2 години тому

    Sir, Namaskar.B.J.D' current pole is v k.pandian till yet.He is continuing his relation between B J.P.V.K Pandian has well known about Odisha ' s B.J.P.leaders Dom.To whome will say to centre B.J.P.leaders,he is God father of V.K.Pandian.

  • @subasmohapatra4681
    @subasmohapatra4681 2 години тому

    Mu tike jae ta Hari.chhadauchu

  • @pramodmallik306
    @pramodmallik306 Годину тому

    Tame Kain bindhuchi

  • @BibhutibhusanaMohanty-eh9kw
    @BibhutibhusanaMohanty-eh9kw Годину тому

    Jetekahilekana.
    Bjpsarkarnkakamabjdparilaguchi.

  • @trinathpanda2400
    @trinathpanda2400 2 години тому

    Janina.kaana.jane.political.leader.ki?.Taku.je.kounasi.vadare.gali.kale.vuul.habani

  • @shivaprasadsamal8665
    @shivaprasadsamal8665 2 години тому

    ୟେ ମାନେ କୋଉ କୁଳ ର ହେବେନି

  • @subasmohapatra4681
    @subasmohapatra4681 2 години тому

    Murkha ku kie sir.kahuchu

  • @chittaranjanswain1592
    @chittaranjanswain1592 3 години тому +2

    Sir aji first mu

  • @subasmohapatra4681
    @subasmohapatra4681 8 хвилин тому

    Ta Pari mendha ghia kehi nahanti

  • @trinathpanda2400
    @trinathpanda2400 2 години тому

    Nabina.hai..hai

  • @Skstarvlog3735
    @Skstarvlog3735 2 години тому

    Bjd vangigalani

  • @aksahoo346
    @aksahoo346 Годину тому

    Pranam sir nabin babu cm hebara jogyata satare nathila abe madhya nahi kintu Biju babu nku odisara loka bahut vala paanti. Abe bi vala pauchanti Biju babunka lagi nabin babu 24 barsa odisaku sasan karile abang tankara purba janmara kichi dharama Bala thila boli odisaku sasan karile. Rabana ra abastha jaha thila. Nabin babu nka abastha abe seiaa hebaku jauchi. Rabanara. Sabu paribara marilapare rabana marila. Bjd budila pare nabin babu raban abastha vogibe se ahaku nija aakhire dekhibe. Jaha Jana paduchi. Apekhya kariba kan heuchi jay jaganath

  • @subasmohapatra4681
    @subasmohapatra4681 2 години тому

    Lakanku ta bhalia mendha ghia.bhabni

  • @manmohanpadhi9778
    @manmohanpadhi9778 37 хвилин тому

    BJP ra b samaya asuchi.

  • @SurjyamaniJena-qy1jw
    @SurjyamaniJena-qy1jw Годину тому

    Pandya Tama Gandhi ki kothi mahila

  • @arabindamohanty835
    @arabindamohanty835 Годину тому

    Dana naba BJD ra kana

  • @Dakshita2017
    @Dakshita2017 Годину тому

    Sir au kichi dekha jauni??Atee issues achi but apanaka channel re only bjd ''Pandian...au Mr Nabin Pattnaik...kichi au news ki views nahi....kindly kichi new and real issues of people raise karantu...Bjd abe focus re nahi till 2029....Power nahi...so government katha kuhantu...Like Mr Kedar babu...who is raising genuine issues alongside Normal issues

  • @trinathpanda2400
    @trinathpanda2400 2 години тому

    Bapa.puaa.nasty.politics.not.required.matra.Modi..Mohana.njara.kishe..achhi.sayad.achhi.kahan tu..odisha.au.budaantu.nanhi

  • @ashoksamal7683
    @ashoksamal7683 2 години тому +1

    ତୋ ସରକାର କଣ କରୁଛନ୍ତି, ହବିଷ୍ୟାଳି ଖବର କୁହନ୍ତୁ

  • @gyanranjanpradhan5312
    @gyanranjanpradhan5312 3 години тому +2

    One side reporting kain karuchhanti

  • @ashoksamal7683
    @ashoksamal7683 2 години тому +1

    କେତେ ଲାଞ୍ଚ ନେଇଛ ନବୀନ ଦାସ ବାବୁ, ବିଜେପି ଠାରୁ, ଅଲଜ୍ୟା କଥା, ବିଜେପି ର କେତେଟା ଗୋଷ୍ଟୀ ଟିକେ କହିବେ କି?

    • @Dakshita2017
      @Dakshita2017 Годину тому

      Bhai Manji katha kahidela au😢

  • @AmiyaKumarSahoo-u3s
    @AmiyaKumarSahoo-u3s 2 години тому

    ଏମିତି ଆଉ କିଛି ଦିନ ବିଜେପି ସରକାର ଚାଲିଲେ ଲୋକେ ନବୀନ ଙ୍କୁ ମହାନ ଭାବିବେ

  • @santoshbiswal6256
    @santoshbiswal6256 3 години тому +1

    Sir pranam.apan thik katha kahichhanti.a photati suchauchi je bjd vangibaku jauchi. Nabin babu and pandian nama niantu.

  • @shusantakumarsahu6448
    @shusantakumarsahu6448 Годину тому

    ନବୀନବାବୁ ଏଭଳି ସାମ୍ବାଦିକତା ଆପଣକଂ ପାଖରୁ ଆଶା କରୁନଥିଲେ ଓଡ଼ିଶା ବସୀ। ପ୍ରଥମେ ଆପଣ ନିଜ ଶୈଳୀ ପରିବର୍ତ୍ତନ କରନ୍ତୁ

  • @surendrasahoo4183
    @surendrasahoo4183 Годину тому

    Kn kahucha jani parun tautor

  • @swadhikarbetaj3768
    @swadhikarbetaj3768 2 години тому

    ନବୀନ ବାବୁଙ୍କ ଠାରୁ ଦଳ କେବେ ଆରମ୍ଭ ହୋଇନଥିଲା ମାତ୍ର ତାଙ୍କ ପାଇଁ ଦଳ ଶେଷ ହୋଇଯିବ କଥାଟିଏସତ୍ଯ ଅଟେ।।ଦଳ ସିନା ସେ ନିଜ ହାତରେ ଗଢିଥିଲେ ଦଳ ଭାଙ୍ଗିବାର କଷ୍ଟ ଅନୁଭବ କରିଥାନ୍ତେ।