Inter-caste Marriage | ଅନ୍ୟ ଜାତିରେ ବାହାହେବାରୁ ଘରେ ରଖିଲେନି ବାପା ମା ,ଦୁଆରେ ବସିଛନ୍ତି ନବବିବାହିତ ଦମ୍ପତି..

Поділитися
Вставка
  • Опубліковано 8 тра 2024
  • Inter-caste Marriage | ପ୍ରେମ ପାଇଁ ମହାଭାରତ: ଅନ୍ୟ ଜାତିରେ ବାହାହେବାରୁ ଘରେ ରଖିଲେନି ବାପା ମା, ଦୁଆରେ ବସିଛନ୍ତି ନବବିବାହିତ ଦମ୍ପତି..
    #LoveMarriage #Nilagiri #intercastelovemarriage #newlymarried #Couple #fathermother #Prameya #odisha
    Prameya, is a the largest circulated Odia daily. Prameya provides Fair, Unbiased news from Odisha and beyond.
    For latest Odisha News Follow us:
    Website: www.prameya.com/
    / prameyaodia
    / prameyaodia

КОМЕНТАРІ • 388

  • @lipi404
    @lipi404 Місяць тому +185

    ମେଡିକାଲ ରେ ବ୍ଲଡ୍ ନେଲା ବେଳକୁ ଜାତି ବୁଝୁଛ....

    • @lifeofficialgamerz
      @lifeofficialgamerz Місяць тому +3

      Kabe loka Mane bhujhibe
      Mo ghara pakhare gote case amiti
      Nicha jati sakase Raji haleni Abe pua pura adhatimya ku paleila bahahaba katha sunile deunchi

    • @KrishnamayeeDas-wu5cr
      @KrishnamayeeDas-wu5cr Місяць тому +1

      Right

    • @BRDVLOG-lz6jl
      @BRDVLOG-lz6jl Місяць тому

      Right

    • @BRDVLOG-lz6jl
      @BRDVLOG-lz6jl Місяць тому +2

      କିଛି ନାଇ ତୁ ଘର ଭଡ଼ା ନେଇକି ରହ ମଲା ବେଳେ ଆସିବୁ ମୁଁହ ରେ ମୋଟିବୁ

    • @bijayalaxminaik1254
      @bijayalaxminaik1254 Місяць тому

      Absolutely right ▶️

  • @Gxpgaming-xw6zx
    @Gxpgaming-xw6zx Місяць тому +73

    କେତେ ମୂର୍ଖ ଏ ଲୋକ ଗୋଟିଏ ଠାକୂରକୁ ପୁଜା କରୁ ଛନ୍ତି ହେଲେ ମଣିଷ ଭିତରେ ଜାତି ରଙ୍ଗ ବର୍ଣ୍ଣ ରେ ପରିଣତ କରି ଦେଉଛନ୍ତି ଏ ବ୍ରାହ୍ମଣ ବାଦୀ ମାନେ😢😢😢

    • @pc64667
      @pc64667 Місяць тому

      Do not blame all bramhanas... I'm also a bramhin... But I don't support this caste system... Odias are illiterate including people like u...

    • @pc64667
      @pc64667 Місяць тому +4

      We r Hindus irrespective of castes... Get knowledge properly and do not spread hatred for others in name of opposing to this so called caste system

    • @SuchitraKahal
      @SuchitraKahal Місяць тому +1

      Right bhai

    • @lyricssrm9182
      @lyricssrm9182 Місяць тому +1

      Pua ghare Pradhan,jhia ghare jena . Dosha brahaman badinkara. Baah Tama budhhi ku. Ambedkarbadi poka kauthu bahara. Ajogya

  • @Yashabanta.
    @Yashabanta. Місяць тому +8

    ଚାକିରି ବେଳେ reservation ନେଇକି କହିବା ବୁଦ୍ଧିଜୀବୀ କୁଆଡେ ଗଲେ ସେତେବେଳେ ସମସ୍ତେ ସମାନ କୁହନ୍ତି, ଏବେ ଆସ କୁହ ସମସ୍ତେ ସମାନ ସବୁ ଜାତି ସମାନ 😢

  • @shila5768
    @shila5768 Місяць тому +98

    ତା ବାପା ମା ବୁଦ୍ଧ ବୟସରେ ବେଡ୍ ରେ ପଡିଲେ ଜାତି ଆସିବ କଣ ବଞ୍ଚେଇବାପାଇଁ ନା ଗାଁ ଲୋକେ ଆସିବେ ସେବା କରିବାପାଈଁ ସେ ପୁଅ ବୋହୁ ତୁମର ସେବା କରିବେ ତାଙ୍କୁ ଏମିତି ଘରୁ ବାହାର କରନ୍ତୁଁନି ଭଗବାନ ସବୁ ସହିବେ ହେଲେ କାହାର ଗର୍ବ ସହିବେନି ଦିନେ ନା ଦିନେ ସେ ଗର୍ବ ଭଙ୍ଗିଦେବ

    • @sunarammarndi6324
      @sunarammarndi6324 Місяць тому +4

      Nice reply bro

    • @arunrout857
      @arunrout857 Місяць тому

      Ye garba nuhe.ye abhiman sabu maa bapa swapna dekhanti nija pua bhalare sansar karu.kintu pua bapar swabhiman ku aghat dela.mrj kala kintu bapa maa ku bujhai karipari thanta.jadi bapa n chahunchi ghare rakhibaku nije durei jiba bhala na se ta highlights kariba ku e bhali karuchi.

    • @satyabhamasahoo1023
      @satyabhamasahoo1023 Місяць тому

      Aaji kali ra chhua in come nathau prema bhada nei ruha

  • @CarryOn-vo3cu
    @CarryOn-vo3cu Місяць тому +10

    Rajesh proved he is a real man❤

  • @shila5768
    @shila5768 Місяць тому +65

    ଜାତିକୁ ନେଇ ଲକ୍ଷ୍ମୀ ଜଗନ୍ନାଥଙ୍କୁ ବି ଅଭିଶାପ ଦେଇଥିଲେ ଏତିକି କଣ ଜାଣିନ 12ବର୍ଷ ପାଇଁ ଜଗନ୍ନାଥ 12 ଦୁଆର ହଉଥିଲେ

    • @anilKumar-mp6xn
      @anilKumar-mp6xn Місяць тому +2

      Ta pare kn heithilaa,,,,Laxmi maa bi chandaluni gharaku jaithilee,,adha gyana deinii

    • @aru6922
      @aru6922 Місяць тому

      Segudaka gapa story.

    • @infinite5795
      @infinite5795 Місяць тому

      ​@@aru6922gapa hele bi bhagaban e jaatibheda sahibeni.

  • @user-en1uk5xs1n
    @user-en1uk5xs1n Місяць тому +68

    ମାନୁଛି ପୁଅ ଭୁଲ କରିଛି ତଥାପି କ୍ଷମା କରିଦିଅ ମୋର ବାପା ମାଙ୍କୁ ଅନୁରୋଧ 🙏🙏🙏

  • @k.cvloggerkishor
    @k.cvloggerkishor Місяць тому +54

    ପୁଅ ବାହାହୋଇ ସାରିଛି ମାନେ ବହୁ ମାନିବାକୁ ବାଧ୍ୟ

    • @sushilkumarsethy2773
      @sushilkumarsethy2773 Місяць тому

      Bhai ghara kahara? Jauni nije rakhiba kouthi.

    • @Subhuuu89
      @Subhuuu89 Місяць тому +2

      Jadi posiba adhikar nahi Baha houthila kahiki alaga ghara kari rahuni ghara ta bapa ra tara nuha

  • @biswamitramishra7186
    @biswamitramishra7186 Місяць тому +23

    ହେ ଭଗବାନ ଏମାନଙ୍କୁ କିମିତି ବୁଝେଇବେ ସତରେ ମେଡିକାଲ ରେ ଯେତେବେଳେ ବ୍ଲଡ଼ ଦରକାର ହୁଏ ସେତେବେଳେ ଆପଣ ମାନେ କଣ ଯାତିଆ ବ୍ଲଡ଼ ନିଅନ୍ତି କି ?

    • @arunrout857
      @arunrout857 Місяць тому +1

      Blod jeumane diyanti semane kan kuhanti ki keu jati ku Blod deba pai.

    • @stockmarket4614
      @stockmarket4614 Місяць тому +1

      blood nela bele blood group ki pain pocharucho. A group balaku B group Blood deiki dekho jani paribo

  • @dillipmohanty1000
    @dillipmohanty1000 Місяць тому +10

    ଜାତିପ୍ରଥା ଉଚ୍ଚନୀଚ ଭେଦଭାବ ସମାଜର କଳଙ୍କମଯ ସ୍ୱାର୍ଥବାଦିତା ଅଙ୍ଗ ତେଣୁ ସେସବୁ ନିଜସ୍ଵ ସ୍ୱାର୍ଥ ପାଇଁ ବ୍ୟବହାର କରୁ କିନ୍ତୁ ସମାଜରେ ଜାତିପ୍ରଥା ପାଇଁ ପ୍ରତ୍ୟେକ ସ୍ତରରେ ବିରୋଧ ହେବା ଦରକାର। ଯେହେତୁ ଆମେ ସମସ୍ତେ ନିଜକୁ ସଚେତନ ନାଗରିକ ଭାବୁଛୁ

  • @Lucky-sk3lo
    @Lucky-sk3lo Місяць тому +17

    କିଛି ବଦଳି ନି ,ଥରେ ବ୍ରାହ୍ମଣ, ଚସା ଖଣ୍ଡାୟତ ଘାରେ ଯାଇ ଦେଖି ଆସ। ପରେ କହିବ ଏସବୁ ଲୋକ ଦେଖାନିଆଁ ଆଇନ ଆଗରେ ପଥି ବାଇଗଣ ବାଡ଼ିବାଇଗଣ ମଧ୍ୟରେ ଫରକ୍ ଅଛି କହି ଦେଲେ ହେବ ।ବର୍ଣ୍ଣ ଶଙ୍କର ହେବ ପରିବାର

  • @rameshchandranayak575
    @rameshchandranayak575 Місяць тому +7

    ଆମେ ସବୁ ସନାତନୀ। ଏ ଜାତି ଭେଦ କାହିଁକି।

  • @Marndikisan152
    @Marndikisan152 Місяць тому +2

    କି ବ୍ରାହ୍ମଣବାଦ, କି ହିନ୍ଦୁ ଧର୍ମ
    ଏଠି ଜାତି ଅଜାତି , ଧର୍ମ ଅଧର୍ମ, ବର୍ଣ୍ଣ, ଉଚ୍ଚ ନୀଚ ଭେଦ ଭାବ, ଛୁଆଁ ଅଛୁଆଁ ଭେଦଭାବ ଆଦି କୁ ଜୀବନ ଠାରୁ ଅଧିକ ମୂଲ୍ୟବାନ ଭାବୁଛନ୍ତି 😮😮😮😮😮

  • @entertainer688
    @entertainer688 Місяць тому +13

    I wish new generation will be changed from ...this types of discrimination....so fathetic...till yet ...not gonna happened

  • @AjayaBehera-np3ze
    @AjayaBehera-np3ze Місяць тому +1

    ସୃଷ୍ଟିରେ ଭଗବାନ ଙ୍କର କିଛି ନିୟମ ଅଛି ସେ ନିୟମ କୁ ମାନିବାକୁ ପଡିବ ଯାହା ଭଗବାନ ଗୀତା ଆଉ ଭାଗବତ ରେ କହି ଛନ୍ତି
    ଜାତି ପ୍ରଥା ଅଛି ହେଲେ
    ପ୍ରଭୁ ଙ୍କ ଦରବାର ରେ ସମସ୍ତେ ସମାନ ଯାହା ତ ହେଇଯାଇଛି ହେଇଯାଇଛି
    ବାପା ମାଆ ଙ୍କୁ ଅନୁରୋଧ ପୁଅ ବୋହୁ ଙ୍କୁ ଆପଣାଇ ନିଅନ୍ତୁ 🙏ଜୟ ଜଗନ୍ନାଥ 🙏

  • @user-qb5cw6bt5r
    @user-qb5cw6bt5r 2 місяці тому +47

    Dunia badali galani Manisha cheng hua

  • @satyabratasahoo2379
    @satyabratasahoo2379 Місяць тому +4

    ପୁଅ ରେ ତୋର ଯଦି ଦମ୍ ଅଛି ତୁ ବାହାରେ ରହୁନୁ
    ଘରକୁ କାହିଁକି ଯାଉଛୁ
    ଯେଉଁ ଭଦ୍ର ବ୍ୟକ୍ତି ମାନେ କହୁଛନ୍ତି ଖାଲି ଭାଷଣରେ, କିନ୍ତୁ ନିଜ ଉପରେ ପଡ଼ିଲେ ସବୁ ଖସିବେ

    • @amarbalangir4515
      @amarbalangir4515 26 днів тому

      Han se pua nije bahare jaiki kama Kari nija wife saha rahu.

  • @durgeshpatra4498
    @durgeshpatra4498 Місяць тому +80

    ଏଠି ବାପା ମାଁ ଙ୍କ ଦୋଷ ନାହିଁ ଗାଁ ର ଲୋକ ନିଆଁ ପାଣି ବନ୍ଧ କରିଦେବେ ସେଥିପାଇଁ କଣ କରାଯିବ

    • @kuntalabehera4984
      @kuntalabehera4984 Місяць тому +1

      Right

    • @odiapua23
      @odiapua23 Місяць тому +11

      ନିଆଁ ପାଣି ବନ୍ଦ କରିବେ... ଏଇଟା 2024 ମୋ ଭାଇ ତୁମେ 1947 ମସିହା କଥା କଉଛ...

    • @Someshkumar013
      @Someshkumar013 Місяць тому +6

      Intercast marriage ରେ government 2.5 ଲକ୍ଷ ଟଙ୍କା ଦଉଛି ମାନେ , ବେଳ ପଡିଲେ ଗାଁ ଲୋକ ସବୁ ବନ୍ଧା ହେଇଯିବେ ଏଠି କଣ ଖେଳ ଘର ଲାଗିଛି

    • @Someshkumar013
      @Someshkumar013 Місяць тому +5

      ତା ଛଡା ଯୋଉ ସମାଜ କଥା କହୁଛ ଏଭଳି ଲୋକ ମାନଙ୍କ ସମାଜରେ କାହିଁକି ରହୁଛ, ନିଜେ ଖୁସିରେ ରହିବାକୁ ମୁଁ ଅନ୍ୟ ମାନଙ୍କର ପରାମର୍ଶ କାହିଁକି ନେବି

    • @durgeshpatra4498
      @durgeshpatra4498 Місяць тому +3

      @@Someshkumar013 ତୁମେ ବୁଝି ପାରିବ ନାହିଁ ଗାଁ ରେ ଏକା ଘରିଆ ନିଆଁ ପାଣି କରେଇ ଦେବେନି କିଏ ମରିଗଲେବି ଛୁଇଁ ବେ ନାହିଁ

  • @shila5768
    @shila5768 Місяць тому +18

    ତୁ ଯା ରକ୍ତ ମାଂସ ଖାଉଥିବା ସ୍ତ୍ରୀ ଲୋକ ତୁ କିଏ ଜାତି କୁ ନେଇ କହିବାକୁ ଭଗବାନ ଯାହା ଭାଗ୍ୟରେ ଯାହାକୁ ଗଢ଼ିଛନ୍ତି ସିଏ ତାକୁ ମିଳିବ ତୁ କହିବାକୁ କିଏବେ ତୁ ତ ଭଗବାନ ନୁହ ନା ଜାତି ବିସୟରେ କହିବାକୁ ତୁ କଣ ମନ୍ଦିର ଯାଉନୁ ନା ଭଗବାନଙ୍କୁ ପୁଜା କରୁନୁ ଭଗବାନ କଣ ତତେ ମନ୍ଦିର ଯିବା ପାଇଁ ମନା କରିଛନ୍ତି ନା ଭଗବାନଙ୍କୁ ପୂଜା କରିବା ପାଇଁ ତତେ ମନା କରିଛନ୍ତି ତୁ ତ ଭଗବାନ ନୁହ ମୋ ମନ୍ଦିର ଆସେନା କେବେ କହିଛନ୍ତିକି ଠିକ୍ ସେମିତି ତୁ କିଏ ଜାତି ବିସୟରେ କହିବାକୁ

    • @arunrout857
      @arunrout857 Місяць тому

      bapa sampatire maalik ta bapa.seita ta bapa upare depend karuchi.se ta ghare rakhiba ki na.pua sampati ghar badi nije Arjan kari dunia ku Adarsh dekhau.

  • @krushnach.beheraofficial3576
    @krushnach.beheraofficial3576 Місяць тому +17

    ଭାଇ ନିଜ ନିଷ୍ପତି ପାଇଁ ଗର୍ବ କରନ୍ତୁ ।ଆପଣ ଯାହା କରିଛନ୍ତି ଭଲ କରିଛନ୍ତି

  • @KrishnamayeeDas-wu5cr
    @KrishnamayeeDas-wu5cr Місяць тому +12

    Are bhai aji sie marriage kale bali jati katha ta uthigala aau jetebele kahara blood darkar hauchi ta setebele jati katha mane paduni ki

  • @mamatatudumamatadudu8502
    @mamatatudumamatadudu8502 Місяць тому +9

    Premo re jati ojati kichi nai.... Mo husband.. OBC cast.. But Mora st...... Ame love marriage karichu.... But mu sasu ghare hi ochhi... Bahut bhala re abe jati kehi manu nahanti

    • @queenashiq_
      @queenashiq_ Місяць тому +1

      🙌🙌🙌🎊🎊🎊god bless u bhauni 🙏

    • @user-gw3gj9fx3n
      @user-gw3gj9fx3n 26 днів тому +1

      Mu bi Gote pila ku volo pauchi se general cast.. Au moro St cast.. Kn koribi mu doro laguchi.. Amoku bi accept Koribeni bodhey... 😢😢😢😢

  • @ashokp1027
    @ashokp1027 Місяць тому +4

    Cast cast haiki hindu dharma barbad . Only upper caste nahi lower caste bhi same drama .Shame .. people should come forward and help such couple

  • @BiswanathKarjee-ir8pq
    @BiswanathKarjee-ir8pq 2 місяці тому +5

    God bless you

  • @user-qp3uy6pl9t
    @user-qp3uy6pl9t 25 днів тому +1

    ବାପା ମା ସିଏ ଯିଏ ପିଲା ମାନଙ୍କ ଭୁଲକୁ ସୁଧାରି ନିଅନ୍ତି ପୁଅ ତ ଅପରାଧ କରିନି ଅନ୍ୟ ଜାତିରେ ବାହା ହୋଇଚି ସେଟା କଣ ତାର ଭୁଲ ବାପା ମା ଦୟାକରି ଆପଣେଇ ନିଅନ୍ତୁ

  • @naturesgift5782
    @naturesgift5782 Місяць тому +6

    Aethara vote daba purbaru, jatibad samapta pain jor dharjau.

  • @Marndikisan152
    @Marndikisan152 Місяць тому +1

    ମୁଁ ଜାଣିଲି ଯେ ଏଥିପାଇଁ ସରକାର ST,SC, OBC quota ଦେଇଛନ୍ତି 😂😂😂😂

  • @sagarsahoo4394
    @sagarsahoo4394 Місяць тому

    ପୁଅ ଭୁଲ୍ ତ କରି ସାରିଛି ଆଉ ବାହା ତ ହେଇ ସାରିଛି...... ତେଣୁ ଗୋଟେ ଉପାୟ କରନ୍ତୁ ଶ୍ରୀମନ୍ଦିର ଯାଇ ମହାପ୍ରସାଦ ସଂସ୍କାର ନିୟମ କରେଇ ତାକୁ ଜାତି କରେଇ ନିଅନ୍ତୁ।
    ନଚେତ୍ ବର୍ଣ୍ଣ ଶଙ୍କର ହେଇକି ଯଦି ବାରବୁଲା ହେଇଗଲା ଆହୁରି ବିପଦ.....!!
    ଆଜିକାଲି ପିଲା ତ ବାପା ମା'ଙ୍କ କଥା ମାନୁ ନାହାଁନ୍ତି ଆଉ ଏ ଫାଲତୁ ପ୍ରେମ ଫ୍ରେମ ଚକ୍କରରେ ପଡ଼ି ବର୍ବାଦିଆ ହଉଛନ୍ତି......🙄☹️

  • @Omvibes4678
    @Omvibes4678 Місяць тому +1

    Very good

  • @mukeshkumarsahoo3511
    @mukeshkumarsahoo3511 Місяць тому +13

    ଯଦି ଜାତି ନାହିଁ ତା ହେଲେ ଏତେ ମନ୍ଦିର ରେ ବ୍ରାହ୍ମଣ କଣ ପାଇଁ ପୂଜା କରୁଛି ଅନ୍ୟ କୌଣସି ଜାତି ଲୋକ ଯାଇଁ ପୂଜା କଲେ ତ ଚଳିବ... ତା ହେଲେ ମନ୍ଦିର ରେ କଣ ପାଇଁ ବାରୁଛ ଭଗଵାନ ଙ୍କ ପାଖରେ ସବୁ ଜାତି ତ ଏକା ଆଗ ସେଠି ଠିକ କର ତା ପରେ ମଣିଷ ସମାଜ ରେ ଯାଇଁ ଠିକ କରିବ 🙏🙏🙏🙏

    • @ashokkumarnayak3300
      @ashokkumarnayak3300 Місяць тому +2

      Esabu Brahmins karichhanti😂..ନିଜ ସ୍ବାର୍ଥ ପାଇଁ। ସାଲବେଗ ବି ବଡ ଭକ୍ତ ଥିଲେ ଭଗବାନ ଙ୍କ ର, ଦାସିଆ ବାଉରୀ ବି ବଡ଼ ଭକ୍ତ ଥିଲେ ଜଗନ୍ନାଥ ଙ୍କ ର ।

    • @surekhamanjarirout9617
      @surekhamanjarirout9617 Місяць тому

      I'm agree with you

    • @sanjuktapatra9666
      @sanjuktapatra9666 Місяць тому

      Right Bhai

    • @odishahotelmanagement6168
      @odishahotelmanagement6168 Місяць тому +2

      ଆଜ୍ଞା ବିଶ୍ୱାବସୁ କଥା ଭୁଲିଗଲେ। ପୁରୀରେ ବ୍ରାମଣ ପୂଜା କରନ୍ତି? ଏମିତି ବହୁତ ଗୁଡିଏ ମନ୍ଦିର ଅଛି ଯୋଉଠି ଅଲଗା ଜାତି ବି ପୂଜା କରନ୍ତି

  • @Dillip-so7gn
    @Dillip-so7gn Місяць тому +8

    Se gan loko bhola nuha khrap village

  • @jashobantaparida2167
    @jashobantaparida2167 Місяць тому +4

    ଘରେ ପୁରାଇନଦେଲେ ଅନଶନ କର

  • @niharranjansahoo4704
    @niharranjansahoo4704 Місяць тому +5

    banglore pala.

  • @chintamanibag2183
    @chintamanibag2183 Місяць тому +6

    Pura bohu nku apaneiniantu apana ka parivar khusirerahiba

  • @ashokkumardas6003
    @ashokkumardas6003 Місяць тому +1

    ବାପା ମାଆ ସେ ତାଙ୍କ ଜାଗାରେ ଠିକ୍ ଅଛନ୍ତି, କିନ୍ତୁ ଯାହା ହେଲେ ଗୋଟେ ବୁଝା ସୁଝା କରି ଫାଇନାଲ କର

  • @ayushexpress6919
    @ayushexpress6919 Місяць тому

    Jay jagannath

  • @user-nj9mx7um7u
    @user-nj9mx7um7u Місяць тому +3

    Jaha karichha bhai tiki karicha semiti hi satha debe bhala

  • @RajendraBehera-rk1ow
    @RajendraBehera-rk1ow Місяць тому +3

    Jou mane jati jati houchha rakat nela bele kahi pacharu na se kou jati ra rakat sete bele thik achhi au prem kala bele soila bele kichhi problem nahi kintu baha ghar pai jati darkar chhi

  • @SanjayaSabar-v4d
    @SanjayaSabar-v4d 18 днів тому

    ଯେଉଁ ମାଡାମ ଅଜାତି ଝିଅ କହିଲେ, ସେ ମାଡାମର ରକ୍ତ ନୀଳ ନା କଳା, ସମସ୍ତଙ୍କର ରକ୍ତତ ନାଲି ବୋଲି ସମସ୍ତେ ଜାନୁ

  • @jharanabehera3974
    @jharanabehera3974 Місяць тому

    God bless you both...❤

  • @mapakha.reachasahoo3231
    @mapakha.reachasahoo3231 Місяць тому +2

    A bhai a ma pakhaku khusire rahibu

  • @user-hd4bj3zb5f
    @user-hd4bj3zb5f 2 місяці тому +2

    Ok

  • @niteshkumarsahu2078
    @niteshkumarsahu2078 Місяць тому +3

    Tomo dekhi ki bhari khusi lagila eta sobu sori gola kintu bapa maa nku tile bi hand uthai no ❤🎉

  • @babulmohantynankar9009
    @babulmohantynankar9009 18 днів тому

    ସେ ଝିଅ ତ ହିନ୍ଦୁ ନ ହିନ୍ଦୀ ହିନ୍ଦୁ ଭିତରେ ଆଉ ପୁଣି କଣ ଜାତି ଦେଖୁଛ, ମୁସଲମାନ ହେଇଚି କି ଖ୍ରୀଷ୍ଟିଆନ ହେଇଚି ଅଲଗା କଥା, ହିନ୍ଦୁ ହେଇକି ହିନ୍ଦୁ କୁ ଘରେ ପୁରୋଉଁ ନ କଣ ପାଇଁ??

  • @studentfan4025
    @studentfan4025 Місяць тому

    Good rajesh

  • @amulyaoojha6918
    @amulyaoojha6918 Місяць тому +4

    Kichhi asuvidha nahi paribar loak mane grahan kariba darkar jati manisa kichhi nahi

  • @ratanchand561
    @ratanchand561 Місяць тому +1

    ବାହାରେ ରୁହ ାସେ ଘରକୁ ଜବରଦସ୍ତ ଯିବା ଠିକ୍ ନୁହେଁ ା

  • @queenashiq_
    @queenashiq_ Місяць тому

    ଯୋଉ ବାବା ମାଆ ପିଲାମାନଙ୍କ ବାହା ଘର କୁ ରାଜି ନ ହେଇ କଷ୍ଟ ଦିଅନ୍ତି, ତାଙ୍କ ବୃଦ୍ଧ ଅବସ୍ଥା ରେ ସେତିକି କଷ୍ଟ ପାଇ ମରନ୍ତି ଏଇଟା ସତ, ଆଉ ଯୋଉ ମାନଙ୍କ ର ଟଙ୍କା ଅଛି, ସେମାନେ ସଵୁ ଜାତିରେ ବାହା ହେଇ ଖୁସିରେ ରହିବେ ସୋସିଆଲ କହିବ ବାଃ ବାଃ, ଖୁସିରେ ରୁହ, କିନ୍ତୁ ଯୋଉ ମାନେ ଟିକେ ଆମ ପରି ଗରିବ ଲୋକ ସେମାନଙ୍କୁ ସମସ୍ତେ ବିରୋଧ କରନ୍ତି, ଟଙ୍କା ଯୋଉଠି ସେଠି ଜାତି ନାଇଁ, ଯୋଉଠି ଟଙ୍କା ନାଇଁ ସେଠି ଜାତି.... 😭

  • @Banykanhar6896
    @Banykanhar6896 Місяць тому +29

    Blood nela bele ta pacharuna kou jati😮😮

    • @Soumyasonavlogs
      @Soumyasonavlogs Місяць тому +2

      ଏମାନଙ୍କ ଦେହରୁ blood ନାହିଁ ପାଣି ଅଛି

    • @nilanchalsahu3721
      @nilanchalsahu3721 Місяць тому

      143🌹🌹🌹🌹🌹❤️❤️❤️❤️❤️

    • @durgeshpatra4498
      @durgeshpatra4498 Місяць тому +5

      ରକ୍ତ ନେଲା ବେଳେ ହୋଟେଲ ରେ ଖାଇବା ବେଳେ ବିପଦ ବେଳେ ଯୋଉ ମାନେ ସାହାଯ୍ୟ କରୁଛନ୍ତି ଟଙ୍କା ସେତେବେଳେ ଜାତି ନାହିଁ

    • @user-lx7qd1ly2n
      @user-lx7qd1ly2n Місяць тому

      ​@@aFailedGuy1tu para magona khauch jati ojati hataru reservation dekha jiboni no payile avisap

    • @sweetsweeter9168
      @sweetsweeter9168 Місяць тому

      Aji kali samaste bivina prakar subidha samaste pauchanti tenu reservation pain semane kahiki chota hebe

  • @user-ro1wc8bq8i
    @user-ro1wc8bq8i Місяць тому

    Bhal heba

  • @ratrajayjaganathamajhi9820
    @ratrajayjaganathamajhi9820 Місяць тому +1

    God bless you my dear sister and brother

    • @arunrout857
      @arunrout857 Місяць тому

      1st sc st obc ews aau general kota samapt pai awaj uthao vote bele.

    • @IndependentThinksSavehum-lz5bv
      @IndependentThinksSavehum-lz5bv Місяць тому

      ​@@arunrout857kn pain SC ST OBC kota rahiba abasyaka jete jaie epori case asuthiba samaj ru.

  • @user-xg1kg9rw7b
    @user-xg1kg9rw7b Місяць тому

    Good disison.ofhisparents

  • @ranjitbhoi4973
    @ranjitbhoi4973 Місяць тому +1

    Bhai chinta karani banglore jao nija job continue kara tuma sukha dukha re sath deba pain tuma jiban sathi achanti dekhiba samya aasiba sabu badali jiba baas dharya dhari karma Kari chala.... bhagwan tumaku Khushi re rakhantu

  • @user-lk6xz8pm1r
    @user-lk6xz8pm1r Місяць тому +2

    Banglore neiki paalaa

  • @pramodkumarpanda9715
    @pramodkumarpanda9715 Місяць тому +3

    Hmmmm jati na rahile sankara jatiya pila nka uttpati hebaru kalijuga bhul bata o bipada adaku jauchi mu kahuni ae katha Srimad Gita re ullekha achi, aneka mahapurusa bii kahi6nti , aemiti hele kalijuga jaldi sesa haba ,
    Mohapurusa Achutananda malika kahila
    " Sarbe hoibe Aeka kara ,
    Nathiba beda ra bichara "
    Tenu bapa maa jaha karichanti ekdam thik karichanti , tanku heartly salute

  • @soumyaranjansethi6037
    @soumyaranjansethi6037 Місяць тому +1

    Thik karichanti

  • @TheGanjamGirl_rb999
    @TheGanjamGirl_rb999 Місяць тому

    ସତ କଥା ଆମ ଭଲପାଇବାକୁ ବି ଘରେ ଗ୍ରହଣ କରୁନାହାନ୍ତି ପାଞ୍ଚ ବର୍ଷ ହେଲା ଅପେକ୍ଷା କରି ଅଛୁ କି ଘରେ ଆମ ଭଲ ପାଇବାକୁ ଗ୍ରହଣ କରିବେ କିନ୍ତୁ ଆମ ଭାବନା ଭୁଲ ସେମାନେ କେବେବି ଆମ ଭଲ ପାଇବାକୁ ଗ୍ରହଣ କରିବେନି। ଆମେ କଣ କରିବେ ଭାଇମାନେ ଦୟାକରି କୁହନ୍ତୁ।

  • @xyz-zy4mo
    @xyz-zy4mo Місяць тому +3

    Chakiri kara aau bahare ruha kete dina emiti rahiba bahare

  • @durbashasahani4154
    @durbashasahani4154 Місяць тому +1

    କୋଉ କୋଉ ଜାତି କହୁନ

  • @JatindraNaik-wd2mp
    @JatindraNaik-wd2mp Місяць тому +2

    dayakaree,vai,emitikaranahi

  • @Uniqueuanu
    @Uniqueuanu Місяць тому +1

    Hee😢 Prabhu kebe a jati ra samadhana haba

  • @manojsardar8374
    @manojsardar8374 Місяць тому

    😮😮😮😢

  • @user-cv1yz8jo1y
    @user-cv1yz8jo1y Місяць тому +1

    Semane sara jiban jaha saha rahibe kumse kum setiki freedom samastanku miliba darkar please

  • @user-nj9mx7um7u
    @user-nj9mx7um7u Місяць тому +2

    Love marriage kn kariba katha nuha ki love karibe janaku aau marriage karibe aau jananku ki? Se katha kn tik cst kn pain dekhuchhanti mu kichhi bujiparuni na ta dhehare rakhta nahi

  • @manojsethi9502
    @manojsethi9502 Місяць тому +1

    Change your every family father's

  • @ghanashyamsarap1800
    @ghanashyamsarap1800 Місяць тому +2

    Jatire kichhi nahin

  • @swagatika_Daily_Vlog_Mix
    @swagatika_Daily_Vlog_Mix Місяць тому

    Emiti chinta dhara rakhurhiba loka nku -chhi dhik tuma manabikata..a bayasa re emti na heiki pila mana ଙ୍କ khusi Pain Raji hua

  • @santoshnanda7811
    @santoshnanda7811 Місяць тому +2

    House belongs to Parents. It is their mercy to allow or not to allow.

  • @GyanInfinitude
    @GyanInfinitude Місяць тому +1

    Jadi parents nka birodh re marriage kala
    Thn nije income kara n nije ghara beneiki ruha.
    Khali caste gote problem nuhe
    Se pua gharaku jor jabardasti re pasibaku chahu thila
    Why nije income kariki bahare rahuni jadi ete ghara darkara
    Khali bapa maa nku dosha diani nije bi educated n capable hua..
    N bapa maa ghare rakhibaku badhya nuhanti
    But semane gahraku asiba rights bi achi
    But forcefully pasiba se pua bohu ra bi bhul
    Hope se parents bujhi janntu ki caste boli kichi nahi all human r same

  • @infinite5795
    @infinite5795 Місяць тому +1

    Are yaar, ame Mohanty Karana Cuttacka ru au mo mamu ghara Odia Kumuti, Jajpura ru. Semane 1998 ru baha heleni.
    Semane jadi emti sasu sasura paithante, tahele mu au mo bhauni aji badhe janma neinathantu. Kana e sabu Odia mane North Indian/Panchepa lokanka bhali bebahara karuchanti.
    Aji kali Odia jhia jetebele ajaati jepari Telengia, Kannadia, Tamilianku baha huanti, ta tharu bahut bhala epari nija sama matrubhasinku baha heba.
    Aga kala re jaha hauthila seta alaga, ajikalira bapa maa bhala chakiri au ghara badi besi dekhiba uchita.
    Mu ta Odia nka bhitare hi baha kareiba, je konasi jaatira thau. Mo rosei ghare mu uttara ra Panchepa Bihari ki Dakhina ra African mananku pasei debini.

    • @infinite5795
      @infinite5795 Місяць тому

      Au pradhan au jena ta saman caste na? E kana sabu?

  • @bibhusunderpanda8190
    @bibhusunderpanda8190 Місяць тому +1

    ଜାତି ଇଏ ଜେନା ସିଏ ପ୍ରଧାନ ଖଣ୍ଡାୟତିୟା ଲୋକ ଜାତି ଠକ୍ ଅଛି ।

  • @KrishnamayeeDas-wu5cr
    @KrishnamayeeDas-wu5cr Місяць тому +2

    Bhagaban ta jati bachhi na thile ta tame manisha mane kn pain jati bachhucha

  • @user-jj2qg3iq6q
    @user-jj2qg3iq6q Місяць тому +1

    Jadi ehi puo bohu nku semane grahana karibi debe tahele dine Naa dine ehi jhiya ra murder karidebe sasu sasura , sethipain chesta kara tume nije kichi gote kariki alaga ruha kichi din kicha masa , tapare semane jetebele nije bhul bujhiki dakibe tapare sabu chinta kariki bhabisyata Katha bhabiki aasiba , aaau kebe bi Tama wife nka hata chadibani jahabi bhulbujhamana hele tume dijana misiki sesabu solve kariba kaha Katha sunibani para Katha re ghara naasa , so chesta kara tume tuma wife ku neiki kemti sarajiban khusire rahiba ❤❤

  • @lifebalipadar8266
    @lifebalipadar8266 Місяць тому +1

    Prem kareba purbaru neje paesa kamantu prem kana kartaybya mu puaku support karuni jou ti maabapa ku bhuli baha hele ebe semi ti bahare ruhantu prema jyadi tahanata due jana emiti neja bapa, maa nku apamana kare naatante

    • @itsiti8654
      @itsiti8654 Місяць тому

      Se ta job karuchhi na bangalore re... Caste system jadi na thanta tahele kana bapa ma nku etiki kasta kiye diante ki..

    • @lifebalipadar8266
      @lifebalipadar8266 Місяць тому

      @@itsiti8654 gote katha kya jadi job karuchi tahahele gna dand re basi tamasa knhi ke karuchi bapa maa knu apmana knhi ke prema sabu bale tyaga au nesta mage apmana nua banglore re jae wife saha rahu bapa maanku paeessa au sneha deye bhje e baku cheta karu wife ku seye rakhe ba bapa maa nuhe aeta kebala jedi au kechi nuhe mu bhagawan ku pratana kare bi mote emiti chua na deya ntu pelatu bada 25 barsa bapa kare ba 2barsara jhia pani etee apmana pela ra kam hela bapa mnka kata mani ba ba ke mana echa jati hou le na hou ye jhia neha jatee rabhele madhya mo mote re ye pua au jhia ra bhul gna dand re tamasa karuuchanti

  • @rosytripathy5504
    @rosytripathy5504 Місяць тому +1

    Ahi case jadi ganjam district ra hoiethanta tahatlay kaytay loko nka muha kholi thanta comment ray

  • @Someshkumar013
    @Someshkumar013 2 місяці тому +136

    ପୁଅର ବାପା ବହୁତ ପୁରୁଣା କାଳିଆ ନୀଚ୍ଚ ପ୍ରକୃତିର ଲୋକ ସେଥିପାଇଁ ଏଇଭଳି ଚିନ୍ତାଧାରା

    • @sameermeher7054
      @sameermeher7054 Місяць тому +12

      Are babu bapa haa janibu se nija gharaku neba nischita but emiti hue kichi Dina pain

    • @pentopaper618
      @pentopaper618 Місяць тому +11

      Bapa thik karichhi property ru bi bedakhal karideantu

    • @abyaktakumarrout9084
      @abyaktakumarrout9084 Місяць тому +15

      ଆପଣଙ୍କ ପୁଅ ଜେବେ ଠିକ୍ ଏହି ଭଳି କାମ କରିବେ ଆପଣ ଜାଣିପାରିବେ ବାପା ମାଁ ଜନ୍ମ ଦେଇଛନ୍ତି କଣ ଗୋଟେ ଝିଅ ଦେଖି ବାହା କରିପାରିନଥାନ୍ତେ ଗୋଟିଏ ଝିଅକୁ ନେଇ ଆସିବା କଣ ଠିକ

    • @lifeofficialgamerz
      @lifeofficialgamerz Місяць тому +5

      Pilanka kuchire ama khuchi
      But a katha kahibi nija godare thia hua tapare love Saha Baha hua
      Jati gote samaja duara Diya haithiba gote nicha soch

    • @Soumyasonavlogs
      @Soumyasonavlogs Місяць тому +2

      ଭଲ ପାଇବା ଅନ୍ଧ ହୋଇଥାଏ❤

  • @user-wv8mu1nt3i
    @user-wv8mu1nt3i Місяць тому

    Love marriage jadi bhula. Abaidha samparka jati dekhiki karun , nirlajanka bhali jati bachhucha..jati ana manobhaba badalibani ki manish sabu sudhuribeni.marrige re jati abhijatya dekhajaye kintulove relationship re dekha jayeni.pilamane atmanirbharasila hoi rojgar kari vivaha kara.jati nanhi kahile hebani .

  • @souvagyalaximinayak7525
    @souvagyalaximinayak7525 Місяць тому +2

    Kn caste vai samaste manisa dine na dine samaste maribe ,kn pain a raga rusa garba anhkara!?

  • @sagarsahoo4394
    @sagarsahoo4394 Місяць тому

    ଆଜିକାଲି ପିଲା ତ ବାପା ମା'ଙ୍କ କଥା ମାନୁ ନାହାଁନ୍ତି ଆଉ କହିବ କ'ଣ.....??!!
    ଫାଲତୁ ପ୍ରେମ ଫେମ ଚକ୍କରରେ ପଡ଼ି ବର୍ବାଦିଆ.....🙄☹️😠😡

  • @yaminijyotsnamohanta7056
    @yaminijyotsnamohanta7056 Місяць тому

    Medical re padila pare Dr. Nurse nka jati pachari treatment karauchhanti badhe.

  • @reetareeta2104
    @reetareeta2104 Місяць тому

    Thiki katha

  • @user-rf4th7bc4x
    @user-rf4th7bc4x Місяць тому

    Mu v manuchi jati ajati boli kichhi nai bas manisha gote jati tahele job selection job form apply re kn pain jati chalichi kn pain general sebc wala 1500 dei form varile seithi other's mane 200 sabu general mane fortuner dhariki ta bulunahanti na ki sabu sc st obc wala vika magunahanti mo room owners sc caste ra 4 ta ghara baneiki rent dauchi side re jane bramhin loka daily vika magiasuchi

  • @shila5768
    @shila5768 Місяць тому +8

    Puruna Kalia murkha loka sabu male sansara khusie chaliba manisa tike santi re banchibe

  • @Uniqueuanu
    @Uniqueuanu Місяць тому

    Jadi samaste misiki😊 ladhei karibaa tahele sabu samadhana heipariba sabu samasya ra samadhana achi😌

  • @krishnankrishna1234
    @krishnankrishna1234 Місяць тому +1

    Tahele government job pain bi uthijau asabu tahele ame maninabu

    • @jasenmarndi4723
      @jasenmarndi4723 Місяць тому

      Government st sc system hotei dele v kichi hoboni bhed bhavo hobo hin hobo....i am ST( Santali) system hotei dele v treat sei choto jati ki Chuan ochuan hobo hin hobo...sobuthu best respect others religion or culture for mutual understanding otherwise emiti hin houthibo

  • @lifeofficialgamerz
    @lifeofficialgamerz Місяць тому

    🙌👍

  • @jaynatibalaMansingh-qj4cs
    @jaynatibalaMansingh-qj4cs Місяць тому +1

    Ai kichhi loka nka ra jati ku nei mentality pai aji sabu pila suffer hauchhnti.... That is Reservation...ai jati pratha pai constitution ra equalty au real.life equality bhitare bahut difference

  • @abhir4518
    @abhir4518 Місяць тому +1

    What stupidity … the guy should just take his wife and go away … he married on his own , so he should now Handel his own matters … why go to a place where your parents are not agreeing to that …

  • @Sradha_234
    @Sradha_234 Місяць тому +1

    Mora b semiti paristhiti mo bapa gharaku jaiparuni mu bahut bajyaloka jie jati baruchanti sarkar aku au band kariparunahanti bekar sabu

  • @amarbalangir4515
    @amarbalangir4515 26 днів тому

    Hau jaha heu semane eka sange achhanti. I wish live re semane sabubele eka sange ruhantu .

  • @rojalinsahoo7300
    @rojalinsahoo7300 Місяць тому

    Emti situation re se puo hau ki jhia hau get out kahiki bata band Kariba katha tu life ra ete bada decision kahaku pachariki nelu

  • @user-id6hv1wv9c
    @user-id6hv1wv9c Місяць тому

    Jeu bhai mane caste based reservation ku ghruna karanti se bhai manane tike pua ghara ku jaantu and. Convince karantu...jhia ra life.ku save karantu...

  • @soumyaranjansethi6037
    @soumyaranjansethi6037 Місяць тому +8

    Bapa maa correct

  • @jhasketanpadhan5911
    @jhasketanpadhan5911 Місяць тому

    Sarakara prathame obc general AC St na dekhi ki samastan ku saman subidha diantu ta pare ape a sabu uthijiba sabu manisa saman bali sabhe bhabi be kahiki na kebala AC ST gariba na thanti obc general v gariba thanti

  • @shyambaburepeat
    @shyambaburepeat Місяць тому +1

    Ete jati ra pala achhi ta bahare kain lhauchha..

  • @Dk-ec8gm
    @Dk-ec8gm Місяць тому +1

    Jati dharma bhagaban deinahanti Manisha Mane jati Kari chhanti

  • @gvramani4995
    @gvramani4995 Місяць тому

    Chaing maind set

  • @Dk-ec8gm
    @Dk-ec8gm Місяць тому +1

    Jati dharma maniba adharma

  • @evanibiswal
    @evanibiswal Місяць тому

    Bapa gharaku jiba kan nihati darkar.... Nije income kara nije chala... Sampati jadi jeje na re aachhi dabi kariki nia...😊

  • @SweetyPatelmarathi
    @SweetyPatelmarathi Місяць тому

    Pua bi ta kichi chakiri kariba katha eamiti khali hei baciki baha hele kan heba 😢😢😢jadi pua kichi karithanta ta hele kichi heinathanta 😢😢😢😢