Sahid Saroj Das / Adinia jhada / Otv News / Kanak News / Pratidin tv / Odisha Bhaskar / Dalismita

Поділитися
Вставка
  • Опубліковано 27 вер 2024
  • Sahid Saroj Das / Adinia jhada / Otv News / Kanak News / Pratidin tv / Odisha Bhaskar / Dalismita
    Song - Adinia Jhada
    Singer - Dalismita
    Lyrics - Sushree Rajani Naik
    Music - Srihari
    Music Arrangement - Dipu Bhai
    DOP & Edit - Raj Sekhar (RAJA)
    Banner - MTC Odia
    ଅଦିନିଆଁ ଝଡ଼ ତୁ କି ଦାଉ ସାଧିଲୁ
    ଅଦିନରେ ଅକାଳରେ ଏ ଦଶା ଦେଲୁ
    ଝୁରେ ମାଟି ଝୁରେ ଅଗଣା ତା ବିନାରେ
    କାନ୍ଦୁଛି ମାଆ କାଳୁଛି ଗାଆଁ ତା ପାଇଁରେ
    ଓଡ଼ିଆ ବୀର ଯବାନ ଅମର ରହେ...
    ସରୋଜ ଭାଇ ଆମ ରହୁ ହୃଦୟେ... 😥
    ଉଦ୍ଧାର କଲ ସଭିଙ୍କ ପ୍ରାଣ ଦେଇ ନିଜ ଜୀବନ
    ଧନ୍ୟ ହେ ତୁମ୍ଭେ ବୀରପୁରୁଷ ଧନ୍ୟ ତୁମ ବଳୀଦାନ
    ରହିଲା ଏ ଯଶ ପୁଣି ରହିଲା ଏ କିର୍ତ୍ତୀ-2
    ଓଡିଶା ମାଟିର ଗୌରବ ଇଏ...
    ଓଡ଼ିଆ ବୀର ଯବାନ ଅମର ରହେ...
    ସରୋଜ ଭାଇ ଆମ ରହୁ ହୃଦୟେ... 😥
    ରଖିଲ ଟେକ ମାନ ସମ୍ମାନ ରଖିଲ ଏ ମାଟି ନାମ
    ସବୁରି ତୁଣ୍ଡେ ଶୁଭୁଛି ଆଜି ତୁମ୍ଭର ଏ ଜୟ ଗାନ
    ବିଜୟ ର ଟେକ ପିନ୍ଧି ବିଜୟ ତିଳକ
    ବିଜୟ ମୁକୁଟ ତୁମ ମଥାରେ ...
    ଓଡ଼ିଆ ବୀର ଯବାନ ଅମର ରହେ...
    ସରୋଜ ଭାଇ ଆମ ରହୁ ହୃଦୟେ.... 😥
    #saheedsarojdas #updatenews
    #odishabhaskar #pratidintv
    #otvnews #kanaknews
    #mbcnews #sadsong #mtcodia
    #Dalismita #viralnews #sikkim
    #jayhind #sarojdas

КОМЕНТАРІ • 987