Special Report: Barbaric Act Of IIC, His Inhuman Gruesome Punishment In Kendrapara

Поділитися
Вставка
  • Опубліковано 19 гру 2024

КОМЕНТАРІ • 1,5 тис.

  • @srikantapanda1969
    @srikantapanda1969 Рік тому +308

    ଦୋଷୀ ପୋଲିସ ଅଫିସରଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ତାଙ୍କର ପଦୋନ୍ନତି କୁ ବନ୍ଦ କରି ନିମ୍ନ ପଦବୀରେ ଅବସ୍ଥାପିତ କରାଯାଉ ।

  • @subhashreemajhi9658
    @subhashreemajhi9658 Рік тому +33

    ଏମିତି କଡା ଅଫିସର ମାନଙ୍କୁ ମାଓବାଦୀ ଅଞ୍ଚଳକୁ ପଠା ଯାଉ ସାଧାରଣ ଜନତା ଶାନ୍ତିରେ ରହିବେ

  • @JaypratapNetam-vx1xb
    @JaypratapNetam-vx1xb Рік тому +158

    ସିଭିଲ, ଡ୍ରେସ ରେ ବାହାରେ ବୁଲ୍ଲା ବେଳେ ହାତ ଗୋଡ଼ ଭାଙ୍ଗି ଦିଅ ସବୁ ଗରମ ବାହାରି ଜୀବ ଜିଏ ଦୋଷୀ ତାକୁ ମାର ନିର୍ଦୋଷ କୁ ମାରିଲେ ହାତ ଗୋଡ଼ ଭାଙ୍ଗି ଦିଅ

    • @kishorchandralenka9919
      @kishorchandralenka9919 Рік тому +3

      Right

    • @kumarsrikanta1433
      @kumarsrikanta1433 Рік тому +5

      Right bro ea sala police ku mari godo hata bhangi daba darakar

    • @JaypratapNetam-vx1xb
      @JaypratapNetam-vx1xb Рік тому +2

      @@kumarsrikanta1433 yes bro

    • @sujitkumarswain8200
      @sujitkumarswain8200 Рік тому +3

      ଯେତେ ବଡ଼ ଅପରାଧୀ ହେଲେ ବି ଆଇନ୍ ଅନୁସାରେ ବାଡେଇ ପାରିବେ ନାହିଁ ଏକଥା ସୁପ୍ରିମ କୋର୍ଟ କହିଛନ୍ତି ,,, ଯଦି ପୋଲିସ ବାଡେଇବ ତା ହେଲେ କୋର୍ଟ କାହିଁକି ଅଛି ଅପରାଧୀ କୁ ଦଣ୍ଡ ଦେବା କେବଳ କୋର୍ଟର ଅଧିକାର ଅଛି ପୋଲିସର ନୁହେଁ

    • @bapi9593
      @bapi9593 Рік тому +3

      Direct encounter like Jogi Government. ...

  • @RUDRANARAYANBEHERA-ne6ce
    @RUDRANARAYANBEHERA-ne6ce Рік тому +36

    ଆମର ରାଜ୍ୟ ସରକାରଙ୍କୁ ଏତିକି ଅନୁରୋଧ ତାଙ୍କୁ ବହିଷ୍କାର କରାଯାଉ

  • @sagarpandit7029
    @sagarpandit7029 Рік тому +149

    ଯେମିତିକା ସରକାର ସେମିତିକl ପୋଲିସ ଦୋଷ କାହାକୁ ଦବା ଆମେ ଦାୟୀ

  • @ShivamKumar-v8f6o
    @ShivamKumar-v8f6o Рік тому +80

    ମନଦୁଃଖ କରନି ମା ଭଗବାନ ଅଛନ୍ତି
    ଏଈ ମାଗିହା ଗାଣ୍ଡି ମରେଈହବ ଦିନେ ନା ଦିନେ 😭

    • @BikashDash-j7r
      @BikashDash-j7r Рік тому

      😢😢

    • @subhransumaharana3691
      @subhransumaharana3691 Рік тому +2

      ଭାଇ ସମୟକୁ ଅପେକ୍ଷା କରିବା
      ତାର ରେଜଲ୍ଟ ପ୍ରକାଶ ପାଇବ ଟିକେ ଲେଟ ରେ 🙏

  • @bindas2du1
    @bindas2du1 Рік тому +230

    ପୋଲିସ କୁ ଦଣ୍ତ ଦିଆ ଯାଉ

    • @nsrout4216
      @nsrout4216 Рік тому +1

      Danda na mo banda maghaia ku mada

    • @Viralvideos55238
      @Viralvideos55238 Рік тому +1

      Danda nuhe killa dara kara ea police ku sale

    • @rajuritu578
      @rajuritu578 Рік тому

      Cut hand on police babu,,,

    • @baikunthabehera3971
      @baikunthabehera3971 Рік тому

      Sabu janata janhuchhanti chiken madha tanka neuchhanti

    • @baikunthabehera3971
      @baikunthabehera3971 Рік тому

      ​@@nsrout4216jadhi tume khanda dhariki bulucha he tokamane a police taku hanhidhia ..janhibu aamara ratire sikhita jubak khanda dhhari buluchhanti boli . Khali publicity lagi

  • @automobileeducation4083
    @automobileeducation4083 Рік тому +9

    ଧନ୍ୟବାଦ କନକ ନ୍ୟୁଜ୍

  • @bratatisamal938
    @bratatisamal938 Рік тому +260

    ସବୁ ପୋଲିସ ଚୋର ଏବେ ସରକାର ହାତ କୁ ଦିଅନି 🙏🏾 ଲୋକମାନେ ସମାଧାନ କରନ୍ତୁ ସୋସିଆଲ ମିଡ଼ିଆ ସମାଧାନ କରୁ ସେ IIC କୁ ପବ୍ଲିକ ରାସ୍ତା ମଝିରେ ପ୍ୟାଣ୍ଟ୍ ଖୋଲି ପେଟ୍ରୋଲ ଢାଳି ଦିଆସିଲି ମାରିଦିଆନ୍ତୁ ସରକାର କିଛି କରିପାରିବେନି

  • @brajeswarisingh909
    @brajeswarisingh909 Рік тому +2

    ରାଜା ରାଜୁଜା ଶାସନ ଚାଲୁ , ଅନ୍ୟାୟ କିଏ କଣ ସହି ପାରିବେ l ଏଭଳି ପୋଲିସଙ୍କୁ ଚାକିରୀକୁ ବାହାର କରାଯାଉ , କୋଟ କାହିଁକି ଅଛି l ହେ ଭଗବାନ ରକ୍ଷା କରନ୍ତୁ

  • @bindas2du1
    @bindas2du1 Рік тому +118

    ପଇସା କେତେ ନେଇଥିବ ପୋଲିସ ସବୁ ଚର

  • @poulastayapanda673
    @poulastayapanda673 Рік тому +2

    ଏ ସଳା ପୁଲିସୀ ବାଲା କୁ ପେଟ୍ରୋଲ ଡାଳି ନିଆଁ ଲଗେଇ ଦିଅ

  • @prakashbhuyan8948
    @prakashbhuyan8948 Рік тому +82

    ବେ ସେ ଶଳା ପୋଲିସ କୁ ଚପଲ ରେ ସେକ

  • @SarojMajhi-g6y
    @SarojMajhi-g6y 6 місяців тому +2

    ଏମିତି ଅଧିକାରୀଙ୍କୁ ନକ୍ସଲଦମନ ପାଇଁ ପଠା ଯାଉ

  • @kunujanikunujani8347
    @kunujanikunujani8347 Рік тому +43

    ତୁରନ୍ତ suspend କରାଯାଉ ଆଜ୍ଞା,।

  • @ManoranjanTv222
    @ManoranjanTv222 Рік тому +2

    Thanks kanak news.

  • @bidhuprasadtripathy8216
    @bidhuprasadtripathy8216 Рік тому +84

    Thanks kanak tv again and again for this reporting

  • @gurucharanaroutray5955
    @gurucharanaroutray5955 Рік тому +7

    ଜୟ ଜଗନ୍ନାଥ 🚩🙏🙏🙏

  • @princebijay2730
    @princebijay2730 Рік тому +64

    ଭାଇରେ ସେ police ଦଣ୍ଡ ପାଇବ କି ନାହିଁ ମୁଁ ଜାଣିନି କିନ୍ତୁ ବହୁତ୍ ଲେଟ୍ ହେଇଯିବ ଏ sala ଙ୍କୁ ଠିକ୍ ଜାବାବ ଦରକାର ନହେଲେ ଓଡ଼ିଶା ପୋଲିସ ଙ୍କ କଥା କହିଲା ବେଳକୁ ମତେ ଏମିତି ଲାଗୁଛି ନକ୍ସଲ ରେ ମିଶି ଯାଆନ୍ତି କି ଆଉ ମାନକୁ ଉଚିତ଼୍ ରାସ୍ତା ଦେଖନ୍ତି. ସେ ଯେମିତି ବାଡ଼େଇ ଛି ତାକୁ ସେମିତି ମାଡ ଦରକାର ନହେଲେ ସେ ଜାଣିବ କେମିତି sale ଲାଞ୍ଚୁଆ Police.
    ଏ sala ଙ୍କ ନଜର ରଖିଥିବ ବିନା ଡ୍ୟୁଟି ରେ ଯେତେବେଳ ଥିବେ ଶାଶୁର ପୁଅ କୁ ବହେ ଛେଚି ବ ଯେମିତି ମେଡିକାଲ ରେ ପଡିବ ସେ ଜାଣିବ କଷ୍ଟ କେମିତି ହୁଏ.

  • @avinashpodh4602
    @avinashpodh4602 Рік тому +2

    ପୋଲିସ ଦାଇ ନୁହେଁ। ଆମର ଓଡ଼ିଶା ର ଲୋକ ହିଁ ଖରାପ୍ ସେଥିପାଇଁ ପୋଲିସ ବାବୁର ଏତେ ଚର୍ବି ।
    ଭୋଟ ଦେଇଚାଳ ଆଉ ମାଡ଼ ଖାଇଚାଲ
    ଆପଣ ମାନେ ଖୁସି ତ।

  • @jadudharamohapatra6188
    @jadudharamohapatra6188 Рік тому +19

    ଏଭଳି ଆ ପୋଲିସ ଅଧିକାରୀ କୁ ଚାକୀରିରୁ ନିଲମ୍ବିତ କରିବା ସହ ପବ୍ଲିକ ରେ ଉତ୍ତମ ମଧ୍ୟମ ଆବଶ୍ୟକ

  • @laxmansahoo4681
    @laxmansahoo4681 7 місяців тому

    ନବୀନ ମଦ ର ସଦ ବ୍ୟବହାର ହେଉଛି 🎉

  • @bidhuprasadtripathy8216
    @bidhuprasadtripathy8216 Рік тому +106

    God bless kanak tv
    For true reporting

    • @sridharapradhan2758
      @sridharapradhan2758 Рік тому +1

      Police chhakire karichha lokanka seva kariba paiee policeku madda.maribaku kiea Della power.

    • @bidhuprasadtripathy8216
      @bidhuprasadtripathy8216 Рік тому

      @@sridharapradhan2758 he is corrupt police officer 👮‍♀️
      He do these type of work repeatedly for money

  • @abhiramnayak7576
    @abhiramnayak7576 Рік тому

    ହିଉ ମାନ ରାଇଟ ରେ କେସ କରାଯାଉ। ଏଥିପାଇଁ MLA ବୋଧେ ଆଦେଶ ଦେଇଛନ୍ତି। ସ୍ପାଷ୍ଟ ଜନଯାଉଛି।

  • @sureshmallick5946
    @sureshmallick5946 Рік тому +44

    ବଦମାସ I I C କୁ ସସ୍ପେଣ୍ଡ କରାଯାଊ

  • @Ladumunda-b1w
    @Ladumunda-b1w Рік тому +1

    ମାହାଗିଆ ପୋଲିସ ଗାଡ଼ି ଛକା ତଳେ ଯିବ

  • @kichakeswarifilms
    @kichakeswarifilms Рік тому +65

    ଅଭିଶାପ ପଡିବ ଗରିବ ଲୁହରେ

  • @manumalik-lh9rv
    @manumalik-lh9rv Рік тому +1

    , ତାର ଚାକିରି ନେଇଯାଅ ସରକାର plz ଏମିତି ପୋଲିସ ଦେଶ ପାଇଁ ଖରାପ

  • @rkentertainment3226
    @rkentertainment3226 Рік тому +67

    ଭେଣ୍ଡିଆ ଟୋକା ଜୁଟି ତାକୁ ଥରେ ମାଡ଼ ଦିଅ ଜାଣିପାରିବ ମାଡ଼ କଷ୍ଟ ଲାଗେ କି ନାହିଁ।

  • @IASaspairant
    @IASaspairant Рік тому +1

    Acting କରୁଛି ଇୟେ

    • @JyoshnamayeeMishra
      @JyoshnamayeeMishra 5 місяців тому

      To. Bu. Bia. Maghea. Ara. Maghea. Badhachua. Tata. Dakhia. Samati. Badaiba. Dakhiba. Kamati. Tu. Acting. Karibu. Badha. Chua. To. Bhauni. Bia.

  • @rameshchandrabhoi5385
    @rameshchandrabhoi5385 Рік тому +20

    ଅଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ବିପର୍ଯ୍ୟସ୍ତ ସେ ଥାନା ଆଇ. ଆଇ. ସି, କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ .

  • @RUDRANARAYANBEHERA-ne6ce
    @RUDRANARAYANBEHERA-ne6ce Рік тому

    ଏମିତି ପୋଲିସ କୁ ନିମ୍ନ rank re ରଖାଯାଉ

  • @PaagalKhopdi
    @PaagalKhopdi Рік тому +30

    ଆଜିକାଲି ଗୋଟେ ନେତା ମନ୍ତ୍ରୀ ଙ୍କ ଭଲ ପାଖ ଲୋକ ହେଇଗଲେ ସବୁ ସମ୍ଭବ 😂ତା ପରେ ଓଡ଼ିଶା ମାଇପେ ତ ଅଛନ୍ତି ଖାଲି ସେଇ ଫୁଁ ଫୁଁ କୁ ଭୋଟ ଦେବେ

  • @bhoicoaching
    @bhoicoaching Рік тому +1

    ପଦାକୁ ବାହାରିଲେ ଗୋଡ଼ କାଟିଦିଅ

  • @maheswarmasti8963
    @maheswarmasti8963 Рік тому +43

    Immediately suspend iic

  • @mrjagdish5058
    @mrjagdish5058 Рік тому +1

    ଆରେ yar 🥺🥺🥺

  • @abanisahoo4948
    @abanisahoo4948 Рік тому +28

    Strong action should be taken

  • @collectionofodisha
    @collectionofodisha Рік тому

    ପ୍ରତ୍ୟକ ବର୍ଷ ଶାସନ କଳ ପରିବର୍ତ୍ତନ କର ସବୁ ଠିକ ହେବ

  • @ganeshagochhayataganesh3670
    @ganeshagochhayataganesh3670 Рік тому +10

    ଏ ପୋଲିସ କୁ ମାଡ଼ ଦରକାର

  • @champamalik2033
    @champamalik2033 6 місяців тому

    ସବୁ police Officer ମାନଙ୍କ ଗର୍ବ ଭାଙ୍ଗିବ ଏବେ ନୂଆ Mohan Majhi Sir ଙ୍କ ସରକାର ।

  • @aloknayak6856
    @aloknayak6856 Рік тому +8

    5t ସରକାର ଦିନ ଚାଲିଚି

  • @BS3dukhisyamvlog
    @BS3dukhisyamvlog Рік тому

    ସିଧା ସେ ପୋଲିସ କୁ ପେଟ୍ରୋଲ ପକେଇ ଜାଳି ଦବା କଥା
    ଗୋଟିଏ family ବର୍ବାଦ ହେଲେ ଦୁଃଖ ରେ ରହିଲେ କି ଦୁଃଖ କି ଯନ୍ତ୍ରଣା ତାର family ଠିକ୍ ବୁଝି ପାରିବେ

  • @ajubhaicreation
    @ajubhaicreation Рік тому +18

    ତୁରନ୍ତ ବଦଳି କରାଯାଉ

  • @ranjankumarsahoo9882
    @ranjankumarsahoo9882 Рік тому +7

    good news for kanak news 🙏🙏🙏

  • @dilipojha7791
    @dilipojha7791 Рік тому +2

    Police nuhain dakayat.

  • @bidhuprasadtripathy8216
    @bidhuprasadtripathy8216 Рік тому +5

    Thanks kanak tv for such reporting

  • @NikhilAdhya-k9f
    @NikhilAdhya-k9f 6 місяців тому

    ଏ ଶଳା ପୋଲିସ ଟା ପରମ ମାଆ ଗିହା

  • @sanjaybiswal6933
    @sanjaybiswal6933 Рік тому +31

    Police officer has no right to beat any person unless he is resisting a legitimate arrest.

  • @ସୁରେଶବାରିକ-ଗ2ଯ

    ଜନ ସାଧାରଣ ଏକ୍ ହୋଇ
    ପୋଲିସ୍ ବାଲାକୁ ଲଙ୍ଗଲାକରି
    ରୀସ୍ତାରେ ବୁଲାଇବାଦରକାର

  • @surendrakumarpanda1308
    @surendrakumarpanda1308 Рік тому +24

    Anger should be controlled as u are a disciplinary member of govt of odisha. If it had been real that should not be tolerated. We are the people of Gandhi, Gopabandhu's odisha. No place of violence.

    • @diptiswain8776
      @diptiswain8776 Рік тому

      Are bhai english chbana puni sei bjd ku vote daba

    • @bidhuprasadtripathy8216
      @bidhuprasadtripathy8216 Рік тому

      @@diptiswain8776bhai this is not party issue particularly this police officer is a criminal
      Department also known this

  • @ashokprasaddas6440
    @ashokprasaddas6440 Рік тому +1

    ଛିଛି,,,,

  • @madhusmitapanda4949
    @madhusmitapanda4949 Рік тому +6

    ସବୁ ତ କହିଲ ସ୍ତ୍ରୀ ତାର କଣ ଅଭିଯୋଗ କରିଛି, ପୋଲିସ ଙ୍କୁ ପଚାର, ତା ପରେ ଜଣା ପଡିବ ମାରିବାର କାରଣ

    • @lalsangramjena9542
      @lalsangramjena9542 Рік тому

      ସବୁ ପୋଲିସ ଅଫିସର ଖରାପ ନୁହଁନ୍ତି

  • @latestmovie6192
    @latestmovie6192 Рік тому

    Best repoter

  • @AsfakKhan-dq5ep
    @AsfakKhan-dq5ep Рік тому +7

    I salute kanak news. Dismissed this iic.He violets indian police act and also indian constituency. Criminal case will be launched immidaly against this iic

  • @ArunDas-hc5zz
    @ArunDas-hc5zz 5 місяців тому

    ଯଦି ଏ ଦେଶରେ ଆଇନ ଅଛି, ତେବେ ପୋଲିସ ବିରୁଦ୍ଧରେ ବ୍ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

  • @himansukumar3799
    @himansukumar3799 Рік тому +14

    This is very very sad news. One police officer is doing such type of nonsence activity.strong action should take against this type of activity.

  • @kartikapradhan9540
    @kartikapradhan9540 Рік тому +2

    5T sashana chalichi ki BJD sarakar kana karuchi?

  • @psiba7188
    @psiba7188 Рік тому +5

    Honerable my dear chief minister sir....pls 🙏 look after this case .....

  • @Xuy788
    @Xuy788 Рік тому

    ଏ ମାଗିହା ବାୟା ହେଇଯାଇଛି... Court ରେ case ହେଉ.. ମାଗିଆ କି dismiss କରି jail ରେ ପୁରାଯାଉ

  • @CPBpadmaja
    @CPBpadmaja Рік тому +6

    ଆମେ ପୋଲିସ ବିରୋଧ ରେ ତ କହିବୁନି କାରଣ ସେମାନେ ଆଇନର ରକ୍ଷକ,ବହୁତ୍ ଭଲ ସଚ୍ଚୋଟ ପୋଲିସ ଅଛନ୍ତି ଯାହଁଙ୍କ ପ୍ରତି ଇଜ୍ଜତ ଓ ସମ୍ମାନ ରହିଛି ଓ ରହିବ ,ଆମେ ଦୋଷୀ ଦଣ୍ଡ ନ ପାଉ କହିବୁନି କିନ୍ତୁ ଯେଉ ପୋଲିସ ଉଦେଶ୍ୟ ମୂଳକ ଭାବରେ ତାର ପରାକ୍ରମ ଗରିବ ,ନିର୍ଦ୍ଦୋଷ ଉପରେ ଦେଖାଏ ,ସାଧାରଣ ଜନତା କୁ ଦଫା ଲଗାଇ ଫସାଇ ହଇରାଣ କରି ଥାଏ, ସତ ରେ କଣ ତାକୁ ପୋଲିସ କୁହା ଯାଇ ପାରିବ ?ସମସ୍ତେ କଣ ପୋଲିସ ବିରୋଧ ରେ ଆଇନ ଗତ ଆକସନ ନେଇ ପାରିବେ ,ନା ସବୁ ଖବର ମିଡ଼ିଆ ରେ ଆସୁଛି ,କିନ୍ତୁ ଏତିକି ସତ୍ୟ ଜେ ସେ ପୋଲିସ ନୁହେଁ ପୋଲିସ ବର୍ଦୀ ପିନ୍ଧି ଥିବା କୁକୁର ଛୁଆ ଟେ

  • @sarbrswordas7288
    @sarbrswordas7288 Рік тому

    Super news,❤❤❤ ସସ୍ପେଣ୍ଡ ,5year jail

  • @adventureworld-vi9ou
    @adventureworld-vi9ou Рік тому +6

    Salute u sir, necessity of power to maintain law nd order

  • @krutibaspolai7764
    @krutibaspolai7764 Рік тому

    Police ମାନେ ଭାରତ ର ସମ୍ବିଧାନ କୁ ଭଲ ଭାବରେ ପାଳନ କରୁଛନ୍ତି। ତେଣୁ ଓଡିଶା ସରକାର ଏମାନଙ୍କୁ pramotion ଦେଉଛନ୍ତି

  • @binayjena9538
    @binayjena9538 Рік тому +6

    Suspended him

  • @gopalkrushnagouda3982
    @gopalkrushnagouda3982 Рік тому

    Thanks kanak news amiti police officer Ku nilambita kariba pain proses karajau

  • @bidhuprasadtripathy8216
    @bidhuprasadtripathy8216 Рік тому +4

    Plz share more and more for this character less police 👮‍♀️ officer

  • @akashnaik5496
    @akashnaik5496 Рік тому

    Tq kanak news

  • @satyabratasahoo6408
    @satyabratasahoo6408 Рік тому +4

    Direct malkangiri salaku transfor karidia

  • @SangramDas-xd6vy
    @SangramDas-xd6vy Рік тому

    Kanak news ku thanku

  • @rohitdas634
    @rohitdas634 Рік тому +4

    Police boli kn humanity bhuli jibe na kn...😡

  • @subhransumaharana3691
    @subhransumaharana3691 Рік тому

    ଭଗବାନ ଉପରେ ସବୁ ଦେଖୁଛନ୍ତି
    ତାଙ୍କ Judgement ରୁ କେହି ବାଦ୍ ଯିବେ ନାହିଁ ।
    କିନ୍ତୁ
    ମାନବାଧିକାର କମିଶନ କେବଳ ଗୋଟେ 🪑 Chair ନା କିଛି କରିବାର ଅଧିକାର ନାହିଁ ।
    ଭାରତ ବର୍ଷ ରେ ଜଣେ ଦକ୍ଷ ଜଜ
    DY Chandrachud CJI Of INDIA ❤
    କିଛି ତାଙ୍କଠାରୁ ପ୍ରେରଣା ଲାଗି ଶିଖନ୍ତୁ ।

  • @technicalVlogking
    @technicalVlogking Рік тому

    ଜୟ ଜଗନ୍ନାଥ

  • @tudurusikar.c.productions5204

    IIC କୁ ବହିସ୍କାର କରାଯାଉ ତୁରନ୍ତ ନ ହେଲେ IIC କୁ ମାରନ୍ତୁ ପେଣ୍ଟ, ସାର୍ଟ ଖୁଲିକି ରାସ୍ତା ରେ ଘସାରୀ ଘସାରୀ ମାରନ୍ତୁ ତାଙ୍କର suspend order book କରନ୍ତୁ
    ଲୋକଙ୍କୁ ନ୍ୟାୟ ଦେବା ବଦଳରେ ଲୋକ ମାନଙ୍କୁ ମାରୁଛନ୍ତି 😢😢😢😢

  • @PujamanjariMunda
    @PujamanjariMunda Рік тому

    ପୋଲିସ ମାନଙ୍କର ପାପ ତାଙ୍କ ଛୁଆ ମାନଙ୍କ ଉପରେ ପଡ଼ି ଥାଏ

  • @abhiramnayak7576
    @abhiramnayak7576 Рік тому

    ଓଡ଼ିଶା ଭାରତ ର ଆଇନୀ ଉର୍ଦ୍ଧରେ ମାର୍ଶାଘାଇ ପୋଲିସ, ପୋଲିସ ର କେହି ଛିଣ୍ଡେଇ ପାରିବେନି। କାରଣ ଆମ ପୋଲିସ ବିଭାଗ ର ସର୍ବୋଚ୍ଚ ଅଧିକାରୀ ବିଜେଡି।

  • @-jay-maa-mangala
    @-jay-maa-mangala Рік тому

    Thankyou kanak news

  • @purnabhoi6241
    @purnabhoi6241 Рік тому

    Sat Katha bhai

  • @Legendgamer-ry5iy
    @Legendgamer-ry5iy Рік тому

    ନିଜକୁ କଣ ଭାବୁଛ। ଏହାକୁ ମେଣ୍ଟାଲ ହସ୍ପିଟାଲକୁ ପଠାଅ।ଚାକିରିରୁ ବହିଷ୍କାର କରାଯାଉ।

  • @pmdance2755
    @pmdance2755 Рік тому

    Thank u kanak news with his brave

  • @LingarajBarik-jr7ng
    @LingarajBarik-jr7ng Рік тому +1

    Polish uparay bichuati bandanna painkillers mara

  • @shibapradhan7066
    @shibapradhan7066 Рік тому

    ଅତି ଶୀଘ୍ର ଚାକିରି ରୁ ଅବସର ଗ୍ରହଣ କରନ୍ତୁ

  • @kartickgaming1
    @kartickgaming1 Рік тому +2

    Kendrapara police very hard 😅

  • @ritapusti3897
    @ritapusti3897 Рік тому

    Bhala heichhi,

  • @surjayomalik8373
    @surjayomalik8373 Рік тому

    ଆମ ଘର kendrapada ଜିଲ୍ଲା ରେ ଆମ ଘର ରାଜନଗର ରେ ଆମ ରାଜନଗର ଥାନା ରେ ବି ଏମିତି ପୋଲିସ କୋଉଠି ପଇସା ଖାଇବେ ତା ପଟକୁ ଯିବେ ଗରିବ ଲୋକ ମାନଙ୍କୁ ଶୋଷଣ କରୁଛନ୍ତି ଆଉ ଠିକ୍ କୋଉଟା ଭୁଲ କୋଉଟା ବୁଝୁ ନାହାନ୍ତି ବହୁତ୍ bekar police please 🙏 ତାଙ୍କୁ ଆରେଷ୍ଟ କରା ଯାଉ ଏମିତି ପୋଲିସ ମାନଙ୍କୁ କଡ଼ା ଦଣ୍ଡ ଦିଆ ଯାଉ ମୋର ଏତିକି ଅନୁରୋଧ

  • @SR_creation-sk
    @SR_creation-sk Рік тому

    ଆଗ ପୋଲିସ ମାଡ଼ ହଉ

  • @nijacomedyandnijalekhagita4956

    ପୋଲିସ କୁ ଦଣ୍ଡ ଦିଆଯାଉ 🙏🙏🙏

  • @birajpradhan9386
    @birajpradhan9386 Рік тому

    ଏସଲା ଅଫିସର ପୋଲିସ ବିଭାଗ ପାଇଁ ଗୋଟିଏ କଳଙ୍କ ଅଟେ ଏସଲାଙ୍କୁ ପୋଲିସ ବିଭାଗରୁ ବହିଷ୍କାର କରିବା ଦରକାର। ଏମାନେ ସମାଜରେ ମଣିଷ ସମାଜ ପାଇଁ କଳଙ୍କ 😅😅😅

  • @duryodhansahu1451
    @duryodhansahu1451 Рік тому

    Kanak news salute

  • @balajipanigrahi906
    @balajipanigrahi906 5 місяців тому +1

    Ahi iic ku only jail patha jaou

  • @Ticonmallick-zk8gi
    @Ticonmallick-zk8gi Рік тому

    ସେଇ ପୁଲିସ ପଛରେ ଗୋଟେ ଅଖାଡୁଆ କୀଳା ଦିଅ jay bharat

  • @Dillipcreation-ee9jf
    @Dillipcreation-ee9jf Рік тому

    Police thik karichi ମାଡ଼ ନାହିଁ ବୋଲି ଲୋକଙ୍କର ମନରେ କିଛି ଭୟ ନାହିଁ 😂😂😂😂

  • @diptirekhakandi3879
    @diptirekhakandi3879 Рік тому

    Best ପୋଲିସ ଅଫିସର

  • @bhaskarnayak139
    @bhaskarnayak139 Рік тому +1

    Au jane iic achanti mancheswer iic sudhir kumar sahoo bahut lancha lancha nauchanti

  • @gangadharsethy7111
    @gangadharsethy7111 4 місяці тому

    ଶଳା ପୋଲିସ କଣ ଜାଣିପାରୁନି,,,,,ସାଧାରଣ ଲୋକ ଙ୍କୁ ଭଲ ବ୍ୟବହାର ଦେବ ପୋଲିସ,,,,,, ବାଳ IIC ଶଳା ର ବର୍ଦି ଖୋଲି କି ଟା ପଛ ପଟ ରେ କାର୍ବାଇଟ୍ ପୁରାଇ ଦିଅ

  • @kanshralientertain3749
    @kanshralientertain3749 Рік тому

    ଦୋଷ ଦେଖି ମାଡ଼ ଦେବା କଥା କିନ୍ତୁ ବିନା ଦୋଷି କୁ ନୁହେଁ

  • @SoubhagyaranjanSethi-x3t
    @SoubhagyaranjanSethi-x3t 6 місяців тому

    Very nice

  • @duryodhanbehera5488
    @duryodhanbehera5488 Рік тому

    ବହିଷ୍କାର କରାଯାଉ ଚାକିରିରୁ।

  • @UmeshNayak-hi9ql
    @UmeshNayak-hi9ql 6 місяців тому

    ଓଡ଼ିଶାର କୁଯୀ ନେତା ମାନେ ଯୋଗୁଁ ପୁଲିସ ମାନ ଗୁଢା଼

  • @jchoudhury274
    @jchoudhury274 Рік тому

    ଏ ମାନେ ହାଇଦର ଭଳି ଲୋକଙ୍କୁ ଛାଡି ଦେବେ ଆଉ ନିର୍ଦ୍ଦୋଷ ଲୋକଙ୍କୁ ମାଡ଼ ମାରି ଦଣ୍ଡ ଦେବେ ଜୟ ଜଗନ୍ନାଥ

  • @abhijitkhuntia4752
    @abhijitkhuntia4752 Рік тому

    Good news channel
    Best of luck 🤞
    Sacha news deuthibaru