ଆଗାମୀ ସପ୍ତାହରୁ ଓଡ଼ିଶାରେ ମାଗଣାରେ ମିଳିବ ୩୦୦ ୟୁନିଟ ବିଜୁଳି !Free Electricity In Odisha | BJP | ZEE7 ODIA

Поділитися
Вставка
  • Опубліковано 28 вер 2024
  • ଆଗାମୀ ସପ୍ତାହରୁ ଓଡ଼ିଶାରେ ମାଗଣାରେ ମିଳିବ ୩୦୦ ୟୁନିଟ ବିଜୁଳି ! Free Electricity In Odisha | BJP | ZEE7 ODIA
    #ZEE7ODIA is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.
    Please Subscribe our Channel and press the bell icon to get notification about our new updates.
    Facebook - / zee7odia
    Instagram - / zee7odia
    Twitter - / odiazee7
    UA-cam- / zee7odia
    Website- www.zee7odia.com
    ________________________________________________
    Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair
    🔹CONTACT US🔹
    Email : zee7odia@gmail.com
    Whatsapp No : 8984355505
    #Odianews #OdishaNewsChannel #SpecialReport #odishabhaskar #pratidintv #kanaknews #kalingatv

КОМЕНТАРІ • 205

  • @pramodsahu4459
    @pramodsahu4459 3 місяці тому +105

    କେବେ ମିଳିବ ମାଗଣା ବିଦ୍ୟୁତ ବିଜେପି ସରକାର ଜବାବ ଦିଅ

    • @endxgaming3273
      @endxgaming3273 3 місяці тому +10

      Solar lagiba re not free

    • @zubermirza1576
      @zubermirza1576 3 місяці тому +2

      2029 re

    • @jullysamal6626
      @jullysamal6626 3 місяці тому +4

      ମିଛୁଆ dharamaa

    • @jullysamal6626
      @jullysamal6626 3 місяці тому +1

      ମିଛୁଆ ରାଧୁଆ ଧରମା

    • @balabhadratantytanty8917
      @balabhadratantytanty8917 3 місяці тому

      Mu jane hendicaf +2 pass Bapa Maa 70 +age private job milunhi ammo area mining area mu unfit sarkari chakri dio

  • @GaganbihariBalabantaray
    @GaganbihariBalabantaray 3 місяці тому +23

    ବାହାପିଆ କଥା କୁହା BJP ସରକାର

  • @purty6371
    @purty6371 3 місяці тому +6

    ଏବେ ରାଜ୍ୟରେ
    01-50 unit RS=2.90
    50-100 unit RS=4.70
    100-101+ unit re 5 rupees above
    ଏହି ନିୟମ ଟିକ ଅଛି କି ନାହିଁ। କମେଣ୍ଟ କରନ୍ତୁ

  • @କଳ୍କୀ
    @କଳ୍କୀ 3 місяці тому +3

    ବିଗତ 7 ଦିନରେ
    5 ଟି ପୋଲ ଗଳିପଡିଛି,..
    3 ଟି ରେଳ ଦୁର୍ଘଟଣା ହେଇଛି..
    2 ଟି ଏୟାରପୋର୍ଟ ଭୁଷୁଡ଼ିଛି...
    ରାମମନ୍ଦିର ଛାତରୁ ପାଣି ଗଳୁଛି...
    NEET ସ୍କାମ ହେଇଛି..
    UPSC ରେ ଘୋଟଲା ହୋଇଛି..
    Jio ର ଟାରିଫ ପ୍ଲାନ ବଢିଛି..
    ପନିପରିବା ଦର ଅହେତୁକ ବୃଦ୍ଧି ପାଇଛି..
    ଅଯୋଧ୍ୟା ରେ ନବନିର୍ମିତ ରେଳ ଷ୍ଟେସନ ର ପାଚେରୀ ଭାଙ୍ଗିଛି..
    ବନାରସ ର ରାଜରାସ୍ତା ଅଧା ଧୋଇହୋଇ ଯାଇଛି...
    ଟଙ୍କା ର ମୂଲ୍ୟ ଡଲାର ତୁଳନାରେ ସବୁଠୁ ନିମ୍ନଗାମୀ ହେଇଛି...
    OTET ରେ ଫିସ ବଢିଛି..
    ଷାଠିପିକେଟ ଡାଉନଲୋଡ଼ ପାଇଁ 500 ଦେବାକୁ ହେଉଛି..
    ଭୁବନେଶ୍ୱର ଏୟାରପୋର୍ଟ ନିଲାମ ହେବାକୁ ବସିଛି..
    ଓଡିଶା ର 17 ଟି ଖଣି ବିକ୍ରି ହେବାକୁ ଅପେକ୍ଷା ରହିଛି...
    ଏସବୁ ସେଇ ବିଧର୍ମୀ ସୋନାକ୍ଷୀ ସିନ୍ହା ଅନ୍ୟ ଧର୍ମର ଯୁବକ କୁ ବିବାହ କରିବା ଯୋଗୁଁ ଏମିତି ସବୁ ଅଘଟଣ ଘଟି ଚାଲିଛି..
    ନା କଣ ଏଣ୍ଡ ଭକତେ ମୁଁ ସତ କହୁଛି ନା ମିଛ କହୁଛି..
    ନା ଏଥିରେ ବି ପାକିସ୍ତାନ କିମ୍ବା ତାମିଲି ପାଣ୍ଡୁ ର ହାତ ରହିଛି.

  • @RockyBhai-lm2xw
    @RockyBhai-lm2xw 3 місяці тому +2

    ଜୟ ଜଗନ୍ନାଥ 🙏🙏ମାନନୀୟ ଶ୍ରୀ ଯୁକ୍ତ ମୋହନ ମାଝୀ ଙ୍କୁ ମୋର କମେଣ୍ଟ ଏହା କି ଓଡ଼ିଶା କୁ free ଦେଲେ ବା ମାଗଣା ଦେଲେ ସବୁ ଲୋକ ଅଳସୁଆ ହୋଇ ଯାଇଛନ୍ତି ନିଜର କିଛି ଧନ୍ଦା କରିବା ପାଇଁ ଆଗ୍ରହ କରୁ ନାହାନ୍ତି ଓଡ଼ିଶା ବାସି ସେଇ ମାନ ଙ୍କୁ ସୁବିଧା ଦିଆ ଯାଉ ଯେଉଁ ମାନେ ଗରିବ ଲୋକ କିନ୍ତୁ ଏଠି ସେଇ ମାନେ ପାଉଛନ୍ତି ଯାହା ର ଦରକାର ନାହିଁ ଓଡ଼ିଶା ଗରିବ କେବଳ ଶିକ୍ଷ୍ୟା ର ଅଭାବ ପାଇଁ ଆଜି ସେଇ ଲୋକ ମାନେ ଆଖି ଥାଇ ମଧ୍ୟ ଅନ୍ଧ ମୁଁ କିଛି ଭୁଲ କହୁଥାଏ କ୍ଷମା କରି ଦେବେ sir ଆପଣ ଙ୍କ ସହିତ ଦିନେ ଭେଟି ବାର ସ୍ବପ୍ନ ଅଛି 🙏🙏🙏 ଜୟ ଜଗନ୍ନାଥ

  • @NabaChatriya-we9vq
    @NabaChatriya-we9vq 3 місяці тому +9

    News fack

  • @SoniBehera-jl1ps
    @SoniBehera-jl1ps 3 місяці тому +2

    Right

  • @himansubal3328
    @himansubal3328 3 місяці тому +1

    Bpl lokamane BJP ki vote debe

  • @pranabpranab4938
    @pranabpranab4938 3 місяці тому +1

    ଉତ୍ତମ

  • @khanukhatua6919
    @khanukhatua6919 2 місяці тому

    thankyoumohansarkar

  • @dharunmajhi2277
    @dharunmajhi2277 3 місяці тому +1

    Lok andara ghare Rahuchhanti garib lok mane

  • @Maheswarkandi0
    @Maheswarkandi0 3 місяці тому

    Good news. Let this be implemented .

  • @sushilkarna361
    @sushilkarna361 3 місяці тому +2

    Micha BJP sarkar

  • @g.krishnanaik8204
    @g.krishnanaik8204 3 місяці тому +1

    Miliboni re solar set up kore deo 😅😅😅😅

  • @pabitrabiswal1351
    @pabitrabiswal1351 3 місяці тому

    Bahut badhia

  • @hknoorstatus813
    @hknoorstatus813 3 місяці тому +1

    Odisa me electric Scuty bech ne ka naya tarika h bhai..sab Raajniti ka khel h BJP Sarkaar 🙏 🇮🇳. .kabtak free electric dega ye BJP CM Odisa me..

  • @KrishnaKumar-z3d5t
    @KrishnaKumar-z3d5t 3 місяці тому +1

    Kebe daba.....

  • @ratanjoypurty3661
    @ratanjoypurty3661 2 місяці тому

    କିଛି ମିଳିବ ନାହିଁ। ସେସବୁ କଥା Election ପାଇଁ ଥିଲା

  • @RadhashyamPanigrahi-kq8mx
    @RadhashyamPanigrahi-kq8mx 3 місяці тому +1

    Middlclass femilyku kan milib

  • @balaramsabar4944
    @balaramsabar4944 2 місяці тому

    Jumla Sarkar 😡 କିଛି ମିଳିବ ନାହିଁ l

  • @santilatapanda1386
    @santilatapanda1386 3 місяці тому +2

    Kahiba au kariba BJP ku padi chhi mahanga

  • @shyama4185
    @shyama4185 3 місяці тому

    ଧର୍ମl ଜି କେବେ ମିଳିବ 300 ୟୁନିଟ free

  • @subhasispattnaik5405
    @subhasispattnaik5405 2 місяці тому

    ଆଜି ଦେଇ ଚାଲ ଆରଥରକୁ ଦେଖୀଵା

  • @similipalofficial3454
    @similipalofficial3454 3 місяці тому +1

    Kebe to miliba

  • @prasantapattanaik862
    @prasantapattanaik862 3 місяці тому

    ସୋଲାର କଥା କହନ୍ତି।ଏକଥା ସମସ୍ତେ ଜାଣନ୍ତି।

  • @shivdurgaenterprise
    @shivdurgaenterprise 3 місяці тому +2

    Sabu jumla

  • @arunbaliarsingh1680
    @arunbaliarsingh1680 3 місяці тому +2

    Michuaa BJP solar upare 12% Solar lageiki tame bijuli jaliba hirakud bijuli gujurat jiba aneitha

  • @abhayakumardas1798
    @abhayakumardas1798 3 місяці тому +1

    ବହୁଗରିବ ଏବେବି ଏବେବିଭଙ୍ଗା ଚଳିଆକୁ ଦେବିରି ଆଲୁଆରେଜିବନଜପାଙ୍କରୁଛନ୍ତି

  • @RohitBagarti472
    @RohitBagarti472 13 днів тому

    🙏👍🖐️

  • @RameshPayasingh
    @RameshPayasingh 2 місяці тому

    ok

  • @jiteshgamer7721
    @jiteshgamer7721 3 місяці тому

    ଏଇଟା ଭଟ ଆଗର ଭିଡ଼ିଓ

  • @subhasispattnaik5405
    @subhasispattnaik5405 2 місяці тому

    ୨୦୨୯ ରୁ ମିଳିବ

  • @balabhadratantytanty8917
    @balabhadratantytanty8917 3 місяці тому +1

    Jar bijuli nhi taku kon milibo

  • @abhimanyudash8360
    @abhimanyudash8360 2 місяці тому

    Fee electric for media only

  • @santoshsahoo7474
    @santoshsahoo7474 3 місяці тому

    Kou dina miliba bijuli free

  • @subhasispattnaik5405
    @subhasispattnaik5405 2 місяці тому

    , ଗପ

  • @bijoykumardas4173
    @bijoykumardas4173 2 місяці тому

    300 unit free kari 8 hour power cut kari beni ta ?

  • @banasahu7961
    @banasahu7961 3 місяці тому

    Kobe miliba free electrict

  • @badboy-ke1tu
    @badboy-ke1tu 3 місяці тому +1

    Magiha tu kohuchu naaa ke sarkar korila

  • @RamaRama-e1s
    @RamaRama-e1s 2 місяці тому

    Sir am village re bijuli nahi

  • @sureshbehera1945
    @sureshbehera1945 3 місяці тому

    Phone bill Taku kamauna

  • @BabulbaralBabulbaral
    @BabulbaralBabulbaral 3 місяці тому

    Ame ta BJP katha rakhilu. Hele tamka katha kebe rakhibe. Kebe hana dekhiba

  • @MadhuKumarJaal143
    @MadhuKumarJaal143 3 місяці тому

    କାହିଁ ଏଇ ଭିଡିଓ ରେ ଆସନ୍ତା ମାସରେ ବିଜୁଳି ଫ୍ରି bali କେହି କହି ନାହାଁନ୍ତି ତ କାହିଁକି ମିଛ news ଲୋକଙ୍କୁ ଦେଖାଉଛନ୍ତି

  • @bijyakumarshaoo6887
    @bijyakumarshaoo6887 3 місяці тому

    Khali kahile habani

  • @sribatsamurudi3240
    @sribatsamurudi3240 3 місяці тому +1

    Chhodi pua Khali micha kahuchu

  • @bcpinternetpoint9305
    @bcpinternetpoint9305 3 місяці тому +3

    Tu maagiha dobu ki

  • @haragobindasoy2765
    @haragobindasoy2765 3 місяці тому

    Quick serve for free electri sobu fake

  • @BishnuDas-up5so
    @BishnuDas-up5so 2 місяці тому

    ତୋ ମା ଦବ 300 ୟୁନିଟ୍ ଫ୍ରିଇ

  • @user-gi9er4ss7m
    @user-gi9er4ss7m 3 місяці тому

    Full Daba News 😊😊

  • @rajthepalmist
    @rajthepalmist 3 місяці тому

    False

  • @sankarsanpatra703
    @sankarsanpatra703 3 місяці тому +1

    ଦିଲ୍ଲୀ ଭଳିଆ ଓଡିଶା ହେବ।

  • @roshankumar99842
    @roshankumar99842 2 місяці тому

    ତମେ ଆମକୁ ବିଜୁଳିbill 300 ୟୁନିଟ ଫ୍ରି ଦିଅ କି ନ ଦିଅ ସେଥିରେ ଆମର ଆପତ୍ତି ନାହିଁ କିନ୍ତୁ ଆମର ଇଲେକ୍ଟ୍ରି bill correction କେବେ ହବ I ଇଲେକ୍ଟ୍ରି ଡିପାର୍ଟମେଣ୍ଟ ରେ ବହୁତ ଫ୍ରଡ଼ ଲଫଡା ଲୋକ ମାନେ ଅଛନ୍ତି ଏ ମାନଙ୍କୁ କେବେ ହଟେଇବ I ରିଡିଙ୍ଗ ଭୁଲ କରି କି ହଜାର ହଜାର ବଢ଼େଇ ଦେଇଛନ୍ତି correction କରିବାକୁ କହିଲେ ତାଙ୍କର ଗାଣ୍ଡି ଫାଟୁଛି ବାହାନା ବାଜି କରୁଛନ୍ତି ଆଉ ପଇସା ମାଗୁଛନ୍ତି I ତମେ correction କର ତା ପରେ ସବୁ ପଇସା ନେବ କହିଲେ ବି ବୁଝୁନାହାନ୍ତି ଖାଲି ପଇସା ମାଗୁଛନ୍ତି I ଏହା କେଉଁ ଦେଶର ଇଲେକ୍ଟ୍ରି ଡିପାର୍ଟମେଣ୍ଟର rule ଆମ ଦେଶରେ ଚାଲୁଛି ???

  • @sushantakumarhans
    @sushantakumarhans 3 місяці тому

    Bjp jitila 300 unit free karunahi kahiki

  • @TirthaYadav_
    @TirthaYadav_ 3 місяці тому

    Fack news

  • @thomaskor4406
    @thomaskor4406 3 місяці тому +27

    କାଲି କଥା କାମ ନାହିଁ ଆଗେ କାମକର ଦେଖିବା ତୁମର ଗେରେଣ୍ଟି ସମୟ କହିବ,

  • @ajaysahani933
    @ajaysahani933 3 місяці тому +16

    Sabu Michha thakile

  • @ArunDasArunDas-i1e
    @ArunDasArunDas-i1e 3 місяці тому +9

    ସବୁ କୁ ମିଳିବ କଥା କିନ୍ତୁ ଜିନିଷ ନାହିଁ

  • @ranjanpatel8608
    @ranjanpatel8608 3 місяці тому +4

    News ମିଳୁନି କି ଠକ

  • @sibapadhi3133
    @sibapadhi3133 2 місяці тому +2

    🌹👍ଓଡିଶା ରେ ଗରିବ ନିରୀହ ମଧ୍ୟମ ଲୋକଙ୍କ ଦୁଃଖ ବୁଝିଛନ୍ତି ବିଜେପି ର ମୋଦି ମୋହନ ସରକାର 👍ବିଜେପି ଧନ୍ୟବାଦ 🌹👍❤️

  • @NakulNayak-v6x
    @NakulNayak-v6x 3 місяці тому +8

    ସବୁ ମିଛ କୋଉ କଥା ସତ ନୁହେଁ... ନବୀନ ବାବୁ ଥିଲେ ସବୁ ମିଳି ଥାନ୍ତା..... ସବୁବେଳେ କଥା କାମରେ ନୁହେଁ..... ନବୀନବାବୁଙ୍କ ପରି ସତ୍ୟ ଲୋକ ମୁ କେବେ ଦେଖିନି ଯାହା କୁହନ୍ତି ସବୁ ସତ୍ୟ 🙏🙏1🙏

  • @Mmahesh-95
    @Mmahesh-95 3 місяці тому +2

    Tor bua deba kn bill😂

  • @dineshasahu4561
    @dineshasahu4561 3 місяці тому +8

    Kebe miliba dekhajau

  • @tariniprasadprusty2396
    @tariniprasadprusty2396 3 місяці тому +7

    Sambalpur ku kali tu mili ba😅

  • @Sashikanta-yo3st
    @Sashikanta-yo3st 3 місяці тому +1

    Bjp_katha besi Kam thakami.

  • @SiluNiluExpres
    @SiluNiluExpres 3 місяці тому +1

    Electronics jinisa ra rate badhiba

  • @muralidhardehuri1664
    @muralidhardehuri1664 3 місяці тому +3

    जुमला बाज , ଆଜି ଯାଏ 13 କୋଟି ସାହାରା ନିଭେଶଙ୍କ ପଇସା ନଦେଇ 5000 କୋଟି ଖାଇଗଲା। ମିଛୁଆ

  • @SanyasiPradhan-ii7ur
    @SanyasiPradhan-ii7ur 3 місяці тому +8

    କାଲି କଥା କହିଲେ ହେବନି କାମ କରିକି ଦେକାଓ ଓଡ଼ିଶା ବାସୀଙ୍କୁ

  • @BaliadasBaliadas-h2e
    @BaliadasBaliadas-h2e 3 місяці тому +1

    Sir amara phone recharge comra plan kare hau

  • @rabindrahembram1579
    @rabindrahembram1579 3 місяці тому +1

    Bhai aame tanka deposit Kari 6 maso hela electric miluni

  • @UdayHansdah-g5w
    @UdayHansdah-g5w 3 місяці тому +1

    kebe tharu lagu hebo magona bijuli.jobab dio na khali michho protisoto.

  • @ArunDasArunDas-i1e
    @ArunDasArunDas-i1e 3 місяці тому +1

    ଚର ନେତା bjp

  • @PromodNaik-j3k
    @PromodNaik-j3k 11 годин тому

    Bear Katha kebe miliba magana bijuli sabu Khali Thaku cha

  • @Sidheswar80
    @Sidheswar80 3 місяці тому +1

    Galua nka bhasana bahut kama re zero

  • @SubashSwain-zp8pg
    @SubashSwain-zp8pg 3 місяці тому +1

    Kau din

  • @rupobatisoren940
    @rupobatisoren940 3 місяці тому +1

    Taur mondi

  • @shantilatapatra3070
    @shantilatapatra3070 3 місяці тому +1

    Paisaa deite daite ta bijuli rahunanhi. Magana hele bijuli dekhite paibuta

  • @shrutirekha2750
    @shrutirekha2750 3 місяці тому +2

    Fake news

  • @NaliniPrabhaMaharana
    @NaliniPrabhaMaharana 3 місяці тому +1

    Apekhya karichu magana bijuli ku dharmendra pradhan kahithile .bjp sarakar asile .

  • @padmapattnaik2988
    @padmapattnaik2988 3 місяці тому +1

    Galua BJP Government

  • @santilatapanda1386
    @santilatapanda1386 3 місяці тому +7

    Next win BJD jindabad odisha re BJD jitiba

  • @anirudhapatra3886
    @anirudhapatra3886 3 місяці тому +1

    Kaba meliba

  • @prasantapattanaik862
    @prasantapattanaik862 3 місяці тому +2

    ପୁରା ମାଗଣା ଦିଅ ସହଜରେ।

  • @Mahimafighter.fakireswor
    @Mahimafighter.fakireswor 3 місяці тому +1

    ❤❤❤ sab hoga bolna fast 100 unit feer 200 unit feer 300 istara .ek sath milne ..pagal hojayenge ..vukha vi rakhna chahiye thoda thoda khayenge pani vi piyenge ok

  • @bhaskargouda7235
    @bhaskargouda7235 3 місяці тому +2

    Dinaku 12 hour's light katajiba 😂😂

  • @sahadevsethi215
    @sahadevsethi215 3 місяці тому +1

    Bill kebetharu debe

  • @aravindapattanayak2966
    @aravindapattanayak2966 3 місяці тому +1

    Faltu news
    Not decided yet

  • @saratsahu5711
    @saratsahu5711 3 місяці тому +1

    Feke news

  • @sudarsanlenka39
    @sudarsanlenka39 3 місяці тому +1

    Don't spread rumour 😅

  • @LenkaNaik-x6r
    @LenkaNaik-x6r 3 місяці тому +1

    Educationa bisayare kuha Dharmendra babu

  • @ashisasianajokaervlogs2353
    @ashisasianajokaervlogs2353 3 місяці тому +1

    Galuaaaa ta Amane debe

  • @sidharthasidhartha377
    @sidharthasidhartha377 3 місяці тому +1

    Sir please chitfound Paisa diyantu

  • @NabaChatriya-we9vq
    @NabaChatriya-we9vq 3 місяці тому +2

    Line not free

  • @prasantomm
    @prasantomm 3 місяці тому +1

    Aita Surya ghara yojana kichi free nai..

  • @satyanarayanmohapatra6604
    @satyanarayanmohapatra6604 3 місяці тому

    ବାଣ୍ଡଵିଦ୍ୟୁତଦବବିଜେପିଚୋର

  • @swapneswarbhajanandmelody
    @swapneswarbhajanandmelody 3 місяці тому

    300 ୟୁନିଟ୍ ବିଜୁଳି ମାଗଣା ଦେଇକି ଆଗ ଦେଖେଇଦୀୟ ଯେ ଆମେ ତମ ଠୁ ଆଗରେ

  • @Santosh-155
    @Santosh-155 2 місяці тому

    ଆରେ ଶଳା ନିୟୁସ ଵାଲା ମୂର୍ଖ ପାଞ୍ଚ ବର୍ଷ ପରେ ଦେବେ

  • @anilbiswal269
    @anilbiswal269 3 місяці тому +1

    Appointment kebe haba, dadan kebe hatiba sei jojana kebe haba kuhantu

  • @prashantakp5675
    @prashantakp5675 3 місяці тому

    Asu asu khani airport bikisarileni aau kan bikri heba dekhi bar achhi

  • @abhimanyudash8360
    @abhimanyudash8360 2 місяці тому

    Michha ku jiye bhala paye..ta pain bjp jummla party abasyaka

  • @jitendranaik9979
    @jitendranaik9979 3 місяці тому +1

    Puruna Katha kebe declare hebo