ମୁଖ୍ୟମନ୍ତ୍ରୀ ଦେଲେ 5 ଲକ୍ଷ କାନ୍ଦି ପକାଇଲା ମା’ || Rare Disease || CM Grievance Cell || Odisha Reporter
Вставка
- Опубліковано 8 лют 2025
- ଏମିତି ଦୁଃଖ ଭଗବାନ କାହାକୁ ନ ଦିଅନ୍ତୁ, ଝିଅ ଜନ୍ମ ହେଲା ଘରକୁ ଲକ୍ଷ୍ମୀ ଆସିଲା । ବାପା ମା ବହୁତ ଖୁସି ଥିଲେ...ହେଲେ ଦଇବ ଦାଉ ସାଧିବ କେବେ ଭାବିନଥିଲେ । 7 ବର୍ଷର କୁନି ଝିଅ ପ୍ରତ୍ୟୁଷା ଗିରିକୁ ବିରଳ ରୋଗ, ଯାହାକୁ ଡାକ୍ତରଙ୍କ ଭାଷାରେ ଜେରୋଡର୍ମା ବୋଲି କୁହାଯାଏ...ଏହାରି ଭିତରେ ନିଜର ଦୁଃଖ ଜଣେଇବା ପାଇଁ ଝିଅକୁ ସାଙ୍ଗରେ ନେଇ ବାପା ମା ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ... ମୁଖ୍ୟମନ୍ତ୍ରୀ ଦେଲେ 5 ଲକ୍ଷ କାନ୍ଦି ପକାଇଲା ମା’ || Rare Disease || CM Grievance Cell || Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
UA-cam: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Odisha #cmmohanmajhi #CMGrievance #Grievancecell #publicgrievance #Bhubaneswar
ଜୟ ମୋହନ 🎉
Madichala ❤❤❤❤
❤❤❤❤❤❤
Jay shree Ram