Odisha CM Mohan Majhi Addresses on Education Reforms During District Collectors’ Meet

Поділитися
Вставка
  • Опубліковано 14 лис 2024

КОМЕНТАРІ • 188

  • @Laxmikanhulifestyle
    @Laxmikanhulifestyle Місяць тому +37

    ସମାନ କାମକୁ ସମାନ ଦରମା ଆପଣଙ୍କ ଦ୍ଵାରା ସଂକଳ୍ପ ପତ୍ର ରେ ଦିଆଯାଇଥିବା ପ୍ରତିଶ୍ରୁତି ,ଆଶା ଆପଣ ବି ପୂର୍ବ ସରକାରଙ୍କ ପ୍ରତି ପ୍ରତାରଣା ବା ନିରାଶ କରିବେନି

  • @simanpradhan2330
    @simanpradhan2330 Місяць тому +2

    ତମେ ପାରିବ କହିଲେ କନିଷ୍ଠ ଶିକ୍ଷକମାନଙ୍କୁ regular ଦରମା ଦେଉନାହାନ୍ତି । ଏଇ ଖାଲି ପମ୍ପା ଭାଷଣ ରେ କିଛି ହୁଅନି । ମୁଖ୍ୟମନ୍ତ୍ରୀ ମହାଶୟ, ଏବେ ଆପଣ ଅର୍ଥ ବିଭାଗ ଆଉ ଅନ୍ୟାନ୍ୟ ବିଭାଗ ରଖିଛନ୍ତି । ଦେଖିବା କେତେ ଉନ୍ନତ ହେଉଛି ।

  • @BijayinPradhan
    @BijayinPradhan Місяць тому +3

    Sir mu bi ଆପଣଙ୍କୁ ବହୁତ respect କରୁଥିଲି କିନ୍ତୁ ଜନ ଶୁଣାଣି ଅଫିସ କୁ ଯାଇ ଆପଣଙ୍କ ବ୍ୟବହାର ମୋତେ ବହୁତ୍ କଷ୍ଟ ଦେଇଥିଲା

  • @megharaybaske8373
    @megharaybaske8373 Місяць тому +10

    ବହୁତ ସୁନ୍ଦର କଥା ଯଥାଶୀଘ୍ର କାମ ଆରମ୍ଭ କରନ୍ତୁ

  • @Xuy788
    @Xuy788 Місяць тому +19

    ସାର ଆମର 1.5 ଲକ୍ଷ ପ୍ରାଥମିକ ଶିକ୍ଷକ ଙ୍କ ପରିବାରର 6 ଲକ୍ଷ ଭୋଟ ନେଇଗଲେ.. ଆମକୁ କେନ୍ଦ୍ରୀୟ ହାରରେ ଦରମା ଦେବା ପ୍ରତିଶୃତି ଦେଇ.. ଆମକୁ କେନ୍ଦ୍ରୀୟ ହାରରେ ଦରମା ଦିଅନ୍ତୁ.. ନହେଲେ 2029 ରେ ବିଜେଡି ଭଳି ଅବସ୍ଥା ହେବ ନିଶ୍ଚିତ ଭାବେ 🙏🏻🙏🏻🙏🏻

    • @Papupolai
      @Papupolai Місяць тому +1

      Regular karantu nahele NXT re bjp asibar nai

    • @Papupolai
      @Papupolai Місяць тому +1

      Kichi ta different kara bhai

    • @MadhavKumardas-g1m
      @MadhavKumardas-g1m Місяць тому

      Tome strike karantu tapare government bayre dabi fullfill karibo

    • @chaitanyachintan
      @chaitanyachintan Місяць тому +5

      Apanak katha juktijukta.... Kintu apana mananka pua jhianku apana government school re padhantu.......

    • @Rakeshkumar-pp4dp
      @Rakeshkumar-pp4dp Місяць тому

      Bala mana hele service kara nahele farming kara 😂 tamara khali darama badhauthibe au sabu mareibe .tamaku jadi satisfied laguni anya ki6i job dekha

  • @ashishkumarnayak1264
    @ashishkumarnayak1264 Місяць тому +14

    Justice for primary teacher..

  • @News_Odisha.
    @News_Odisha. Місяць тому +1

    I hope you will build new era of primary education...with quality teacher, quality salary and quality students...

  • @bidyadhardas8737
    @bidyadhardas8737 Місяць тому +24

    ମୋହନ sir ଯଦି ଆଦିବାସୀ ପିଲାଙ୍କ ଭବିଷ୍ୟତ ବିଷୟରେ ଭାବୁଛନ୍ତି ତାହେଲେ ପ୍ରଥମେ schematic word primary school ରୁ ହଟାନ୍ତୁ

  • @butsongond3696
    @butsongond3696 Місяць тому +1

    ଆପଣ ଯେମିତି କହୁଛନ୍ତି ଠକି ସେମିତି ବର୍ତ୍ତମାନ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦିଅନ୍ତୁ

  • @mohanmajhi2967
    @mohanmajhi2967 Місяць тому +6

    କହିଦେଲେ ହେବ ନାହିଁ। ସମସ୍ତେ ସଚେତନ ହେଲେ ସମ୍ଭବ ହେବ। ଅଭିଭାବକ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶାସନ ସମସ୍ତେ ଏକ ହେବା କୁ ପଡ଼ିବ ଓ ସମସ୍ତ ନେତା ମନ୍ତ୍ରୀ ଅଫିସ ର ଙ୍କ ପୁଅ ଝିଅ ମାନେ ସରକାରୀ ବିଦ୍ୟାଳୟ ରେ ପାଠ ପଢ଼ିଲେ ସମ୍ଭବ ହେବ।

  • @bapinapattsani9184
    @bapinapattsani9184 Місяць тому +7

    ଓ ଟିଭି ମାଧ୍ୟମରେ ଏତିକି ଅନୁରୋଧ ପ୍ରାଥମିକ ଶିକ୍ଷକ ମାନଙ୍କ ପ୍ରକୃତ ପ୍ରାପ୍ୟ ଦିଅନ୍ତୁ ବକ୍ତବ୍ୟ ରେ ପରିବାର ଚଳିପାରିବ ନାହିଁ

  • @satyabratasahoo7435
    @satyabratasahoo7435 Місяць тому +12

    Release LTR 6025/ Regular High School Teacher post notification

  • @Sunsine5098
    @Sunsine5098 Місяць тому +2

    Excellent, unbelievable he is better than any of the speakers. CS and others IAS intellectual capability are found very negligible in front of him. He is full of experience.
    Now I am satisfied that Odisha has got a talented CM
    ❤❤❤

    • @bhagabanpradhan8760
      @bhagabanpradhan8760 Місяць тому

      Naveen Pattanaik or Mohan Majhi don't u know who is more talented

  • @rahulmajhi6206
    @rahulmajhi6206 Місяць тому +1

    ଏବେ ଦେଖ ଆଉ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ଶିକ୍ଷା ର ବିକାଶ ଲାଗି schematic hatai regular karantu

  • @himansunaik4156
    @himansunaik4156 Місяць тому +1

    Please, regularise JTS

  • @Prem-bz3tr
    @Prem-bz3tr Місяць тому +2

    ଗରିବ ଭୂମିହୀନ ପରିବାରକୁ ଭୂମି କେବେ ଦେବ କୁହନ୍ତୁ ଯେତେ ଯୋଜନା କରୁଛ ସବୁ ତ ଗରିବ ନା ରେ ଧନୀ ଲୋକ ପାଉଛି

  • @RABINDRAMALIK-us3dp
    @RABINDRAMALIK-us3dp Місяць тому +1

    ଆଉ ଏ ଓଟିଭି ବି ଗୋଟେ ଝାଟିଆ କବାଡିଆ ନ୍ୟୁଜ ଚ୍ୟାନେଲ ହୋଇଗଲାଣି ଏବଂ ପୋଷା ଶୁଆ ଭଳି କାର୍ଯ୍ୟ କରୁଛି ତାହା ମଧ୍ୟ ଲୋକମାନେ ଭଲିକି ବୁଝି ସାରିଲେଣି l ଏ ମେଡ଼ିଆ ମଧ୍ୟ ଭୁଲି ଯାଉଛି ଏ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଯିଏ ଖବର ପ୍ରସାରଣ ରେ ନିରପେକ୍ଷତା ଅବଲମ୍ବନ କରିବା ଉଚିତ ତାହା କିନ୍ତୁ କରୁନାହିଁ l

  • @prakashkumarjena.babusan.n3760
    @prakashkumarjena.babusan.n3760 Місяць тому

    ଜୟ ଜଗନ୍ନାଥ ଜୟ ବିଜେପି ମୋହନ ସରକାର ❤️❤️❤️❤️

  • @TUBURAMSWAIN
    @TUBURAMSWAIN Місяць тому +3

    ଗପ ବହୁତ କାମ ନାହିଁ

  • @nabinprasadbehera7801
    @nabinprasadbehera7801 Місяць тому +1

    I request to our honourable CM through otv that He should first abolish schematic from JTS .. and do regular if he really wants quality education.

  • @susantabehera8531
    @susantabehera8531 Місяць тому +3

    ମନ୍ତ୍ରୀ ମହାଶୟ ବଡ଼ିଆ point ବାହାର କରଛନ୍ତି
    ଏବେ ବି ପିଲାଙ୍କୁ ଦରଖାସ୍ତ, ସୁତଲିଖନ, ହରଣ, ଗୁଣନ, ଆସୁନାହିଁ

  • @balarampradhan3573
    @balarampradhan3573 Місяць тому

    Bastabik katha sir ❤🙏

  • @birenapat1199
    @birenapat1199 Місяць тому +4

    Sabu janichhanti sir. Sir jts salary kete janichhanti ki nahin?

  • @rahulk934
    @rahulk934 Місяць тому

    Good analysis sir

  • @Education-yd1mv
    @Education-yd1mv Місяць тому +3

    ଆଦିବାସୀ ମାନଙ୍କ ପ୍ରତି ଥିବା ନ୍ୟୁନ ମାନସିକତା ବଦଳିବା ଜରୁରୀ ମନେହୁଏ

  • @pradeepkumarmalik7084
    @pradeepkumarmalik7084 Місяць тому

    Very good 👍

  • @bapinapattsani9184
    @bapinapattsani9184 Місяць тому +6

    ସାର ପ୍ରାଥମିକ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରନ୍ତୁ ଏବଂ ରେଗୁଲାର କରିକି ନିଯୁକ୍ତି ଦିଅନ୍ତୁ

  • @sukantatripathy1282
    @sukantatripathy1282 Місяць тому +3

    ତୁମେ ବି ସୈୟା , ତୁମେ ରଙ୍ଗ ବଦଳ ଉଛ, ନାଁ ବଦଳାଇ ଚାଲିଛ ।

  • @rabindrakumar6213
    @rabindrakumar6213 Місяць тому

    ❤️❤️❤️jay mohan bhai

  • @gangarammarndi7384
    @gangarammarndi7384 Місяць тому +8

    Sabu michha vasana.....
    Jts ku regular salary dio aaga

  • @01Bharatiya
    @01Bharatiya Місяць тому +6

    Keonjhar DEO office lancha khaibare No.1

    • @atheleticbeats6411
      @atheleticbeats6411 Місяць тому +1

      Keonjhaar ADEO 200 ra ka lekha nia gote signature pain

  • @damrudhargiram4311
    @damrudhargiram4311 Місяць тому

    Well done Sir EDUCATION AND TIME
    is very very important or value for each and every one.

  • @bijaykumarbiswal2951
    @bijaykumarbiswal2951 Місяць тому

    All rights sir

  • @DipanjaliSeth-f3k
    @DipanjaliSeth-f3k Місяць тому

    1Number

  • @subratsahoo5575
    @subratsahoo5575 Місяць тому

  • @chatasali8137
    @chatasali8137 Місяць тому +3

    Primary regular teacher huge vacancy anajau .

  • @jnyanadevbhoi5883
    @jnyanadevbhoi5883 Місяць тому

    Good decision, as a parent

  • @PintuPintu-yp3ki
    @PintuPintu-yp3ki Місяць тому

    Good gab sir

  • @dharmanabalakrishna5824
    @dharmanabalakrishna5824 Місяць тому +1

    , ସାର ଆପଣଙ୍କୁ ମୁଁ ଅନୀରଧି। ପ୍ରଦୀମିକ ଶିକ୍ଷକ ଗ୍ରଡ୍ରେ ପେ ବିଦଣ୍ଟୁ।

  • @adityasathua
    @adityasathua Місяць тому

    Good

  • @purnachandramahanty8798
    @purnachandramahanty8798 Місяць тому

    ସ୍କୁଲ ପରିଦର୍ଶନ କରିବା ପାଇଁ ବ୍ୟବତ୍ସା କରନ୍ତୁ ।

  • @Bgh_Sahu-i9o
    @Bgh_Sahu-i9o Місяць тому

    Very good New CM

  • @santoshkumarmishra2620
    @santoshkumarmishra2620 Місяць тому +2

    ଆପଣ ଠିକ୍ କହିଛନ୍ତି. ତେଣୁ ଧୀରେଧୀରେ ବିଦ୍ଯାଳୟ ଗୁଡିକୁ ସଜଡାଯାଉ.

  • @creativeindia1999
    @creativeindia1999 Місяць тому +9

    Teacher nko salary kete jts re sir. Janonti ki nai.

  • @PurusottamGuru
    @PurusottamGuru Місяць тому

    Right sir

  • @krishnamastivlogs3144
    @krishnamastivlogs3144 Місяць тому +1

    Regular posting kara jau plz😢

  • @RanjitDas-cg4gp
    @RanjitDas-cg4gp Місяць тому

    ନବିନ ସରକାର ଶିକ୍ଷାକୁ ବର୍ବାଦ କଲା

  • @BKumar552
    @BKumar552 Місяць тому +7

    Bakya veera. Kotha prabala kama durbala.

  • @siteshkumarpadhi9838
    @siteshkumarpadhi9838 Місяць тому

    ❤❤❤

  • @mdfitness76
    @mdfitness76 Місяць тому +1

    Save vocational education

  • @sankarsahoo7322
    @sankarsahoo7322 Місяць тому

    Our Hon'ble Chief minister has started his career as a Teacher, So he will realise the problems of Teachers and definitely take stet to resolve them.

  • @ultradn8540
    @ultradn8540 Місяць тому

    ଖାଲି ଭାଷଣ ଏବେବି HIGH ସ୍କଲ ଗୁଡିକରେ Teacher ନାହାନ୍ତି

  • @AnilKumar-cl3hd
    @AnilKumar-cl3hd Місяць тому

    ଓଡିଶା ରେ goverment school ପାଠ 00ହେଲେ sir ମାନଙ୍କୁ କାମ ବୋଝ dieana ଯାଉ ଖାଲି ପାଠ କାମ ରେ ନିଯୁକ୍ତି କରାଯାଉ

  • @gaganbarik6217
    @gaganbarik6217 Місяць тому +1

    Save vocational education and vocational trainers

  • @ramaojha1074
    @ramaojha1074 Місяць тому

    ଜିଲ୍ଲାପାଳ ସମ୍ମିଳନୀ ରେ ଏସବୁ କଥା କୁ କାର୍ଯ୍ୟକାରି କଲେ ସାଧାରଣ ଲୋକଙ୍କ ଦ୍ୱାରା ନୂତନ ସରକାର ଆଦୃତ ହୋଇପାରିବ

  • @BijayinPradhan
    @BijayinPradhan Місяць тому +1

    Mu jaga mission re ଯାଇଥିଲି କିନ୍ତୁ ଆପଣ ମୁହଁକୁ ଛିଞ୍ଚାଡି କହିଲେ ହଜାର ହଜାର ଲୋକ ଅନାଇବସିଛନ୍ତି ସେଠି application ଦେଇଦିଅ ଟା ମାନେ kn ଯେଉଁଠି ବେଶୀ ଲୋକ ଆଶା ବାନ୍ଧି ବସିଥିବେ ସେଠି ଆପଣ କାମ ଡେରିରେ ବା କରିବେନି ଧନ୍ୟ ତମ ସରଳ ପଣିଆ

  • @sasmitapatra1976
    @sasmitapatra1976 Місяць тому +2

    Sir tahale kahniki contractual bhali ghunya pratha ku primary education system re rakhuchanti🙏🙏🙏

  • @Sunsine5098
    @Sunsine5098 Місяць тому

    He is full of experience.

  • @victorylovespreparation5914
    @victorylovespreparation5914 Місяць тому +13

    ମିଛ ପ୍ରତିଶ୍ରୁତି ଦେଇ 11k ଟଙ୍କା ରେ ବେଠି ଖଟାଉଛ!! ଯଦି ନଦେବାର ଥିଲା ତାହେଲେ କଣ ପାଇଁ ଏଇ ପ୍ରତିଶ୍ରୁତି?? ପିଲା ତ ପିଲା ବୁଢ଼ା ବୁଢୀ ସମସ୍ତଙ୍କୁ ଠକି ଦେଲ!! ପ୍ରାୟ ପିଲା ଦୂରନ୍ତ ଜିଲ୍ଲାରେ ପାଇଛନ୍ତି, ସେଠି କେମିତି ଚଳିବେ, ଘର କିପରି ସମ୍ଭାଳିବେ ସେକଥା ଆପଣଙ୍କ ମନକୁ ଥରୁଟିଏ ହେଲେ ଆସିଲାନି??? କରିଦେଲେ 11k..

    • @bhaktabandhukisan3338
      @bhaktabandhukisan3338 Місяць тому +1

      Sabu natak lagucha bo

    • @Xuy788
      @Xuy788 Місяць тому

      Court ଅନୁସାରେ ନିଯୁକ୍ତି ମିଉଛି.. ସେଠି ଯଦି କଣ କରିବେ ସବୁ ବାତିଲ ହେବ... Joining ପରେ ରେଗୁଲାର ହେବ 🙏🏻

    • @laxmidharwadaka1955
      @laxmidharwadaka1955 Місяць тому +1

      ଏବେ ତ 11k ରେ ଆରମ୍ଭ।2011,12 ରେ 3k starting ଭତ୍ତା ଥିଲା।ସେତେବେଳେ ବି ହଜାର ହଜାର ପିଲା ଉପକୂଳ ରୁ ଉପାନ୍ତ ଓ ଉପାନ୍ତ ରୁ ଉପକୂଳ କୁ ଆସି ରହି ଛନ୍ତି।

  • @bhabanisankarmohapatra5148
    @bhabanisankarmohapatra5148 Місяць тому

    Pl. Monitor the work

  • @dandumarandi1771
    @dandumarandi1771 Місяць тому

    Real

  • @Ajaykumar-gh9th
    @Ajaykumar-gh9th Місяць тому +1

    ମୋହନ ମାଝୀ ଆପଣ ଗତ ସରକାର କଣ କଲା ନ କଳା ଆପଣ ନୁଆଁ ନୁଆଁ ଯୋଜନା ଆଉ ନୁଆଁ ନୁଆଁ କାମ କରନ୍ତୁ

  • @pradyutlakra5183
    @pradyutlakra5183 Місяць тому

    ଭବିଷ୍ୟତ ରେ ଦେଖିବା ଆପଣ କେତେ କାମ କରୁଛନ୍ତି ଓଡ଼ିଶାର ଶିକ୍ଷା ପାଇଁ

  • @PriyankaSahoo-u9x
    @PriyankaSahoo-u9x Місяць тому

    Save vocational trainer

  • @Venom_Xd_official
    @Venom_Xd_official Місяць тому

    Aga jts ku regular karajau .

  • @judhistirnaik3854
    @judhistirnaik3854 Місяць тому

    Good decision, proceed no,sir

  • @Maminasahoo-f8n
    @Maminasahoo-f8n Місяць тому

    Tame ranga badala sarkar

  • @Rkm12379
    @Rkm12379 Місяць тому +1

    Vocational Education ବିଷୟରେ କିଛି କୁହନ୍ତୁ ସାର... ଓଡ଼ିଶାରେ ନିତାନ୍ତ୍ୟ ଆବଶ୍ୟକ ଅଛି skill ର

  • @premsilashah6017
    @premsilashah6017 Місяць тому

    Primary Teacher nku regular karajau sir

  • @bariyalhembram5044
    @bariyalhembram5044 Місяць тому

    Right sir education ku improve korontu

  • @BabiRaniPanda
    @BabiRaniPanda Місяць тому +2

    Govt.b.ed seat badhantu please
    Outstate ku odisha pila baharaku jauchanti

  • @KEONJHAR-MSWBABU
    @KEONJHAR-MSWBABU Місяць тому +1

    Danda mukuta ku uthantu sir

  • @kishanhembram1300
    @kishanhembram1300 Місяць тому

    Nija school ra play ground nahi 5t kichi nuha next time hariba .this is right

  • @deepakrana9543
    @deepakrana9543 Місяць тому +6

    ଆଜି 27 sep ପଛ ପଟେ kana ଲେଖା ହୋଇଛି 28 sep 😂

  • @BinodNayak-u6i
    @BinodNayak-u6i Місяць тому +2

    He is a people's Chief Minister

  • @rahulk934
    @rahulk934 Місяць тому

    Librarian post are still vacant

  • @arunsahu708
    @arunsahu708 Місяць тому +2

    Sabuthi mula katha hela primary teacher salary hike kalejai au regular appointment otherwise jete teacher dele b pathapadhai baku ichhalagibani

  • @mrmissndroy1998
    @mrmissndroy1998 Місяць тому

    Sab samaz milke gao banta hain🙏💯

  • @bahufitness11
    @bahufitness11 Місяць тому +1

    We will launch the mukhyamantri sahayata jojana to provide Persian of RS 3,000 per month for all elderly divyang widows , and destitute in the state, further, we will provide a persion of RS 3,500 for elderly about 80 and divyang with 80% disability. BJP Sarkar ka promise tha yah baat. Lekin Aaj Tak pura nahin Ho Paya. Bharosa mein sab kam chalta hai Shri Mohan Majhi sir please Aisa mat karo. Next time Odisha mein vote kya hoga pata nahin. OTV news please Mera baat aapka news madhyam se rakhna please sir.

  • @letsxplore23
    @letsxplore23 Місяць тому

    Sir, please police dept re officer manakara bi shift wise job kara jau.. Jahaki semanka mental health thik rahiba.. Aau service bi thik se karibe semane

  • @gobindachandranayak7213
    @gobindachandranayak7213 Місяць тому

    ଆଜିର ତାରିଖ କେତେ କି ? ଯାହା ପ୍ରଛଦ ପଟ୍ଟରେ ଲେଖା ଅଛି, ମୋତେ କାହିଁକି ଠିକ୍ ଲାଗୁନି। ଏହା ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟ କ୍ରମ ନା ଆଉ କ'ଣ । ସମାଜ ଏଥିରୁ କଣ ଶିଖିବ।

    • @siu1986-yv5kp
      @siu1986-yv5kp Місяць тому

      ଉପର ଲେଖା ବି ଦେଖ 27 ତାରିଖ ଲେଖା ହେଇଚି, 😂😂

    • @eduinfo007
      @eduinfo007 Місяць тому

      Angya thik achi.. meeting 2 days conduct heba 27 & 28.. video re tala only photo asuchi

  • @jayantkumarsahu4517
    @jayantkumarsahu4517 Місяць тому

    ଆଗକୁ ଦେଖାଯିବ କଣ ହଉଛି

  • @chinmayeeswain1602
    @chinmayeeswain1602 Місяць тому

    Sir Aapana primary teacher Kendra har re salary diantu . Khali ghara aau nijukti dele kn heba . Commitments rakhantu

  • @Skstarvlog3735
    @Skstarvlog3735 Місяць тому

    Mohon babu apan best loko.high school post pain dhyana diantu tk

  • @himeshgopal
    @himeshgopal Місяць тому

    Sir odisha re 5000 PTI nijukti diajaichhi 12 Barsha heigala apnku anurodh regular karantu

  • @adityathatoi563
    @adityathatoi563 Місяць тому +2

    Mohan sir osssc post kadhantu😢

  • @ShaManamohan
    @ShaManamohan Місяць тому

    Sabu D E O OFFICE RE Bina paisare kama karunahanti Sir mane hairana heuchanti , Keonjha 1 RE achai mohan Bhai,,,

  • @minakshithoughts
    @minakshithoughts Місяць тому

    Jts ku regular nijukti diajau

  • @Mrutyunjaya-Dash
    @Mrutyunjaya-Dash Місяць тому

    What about the next RHT/LTR requirement and The regularisation of JT posts

  • @adityapradhan5824
    @adityapradhan5824 Місяць тому

    Right sir 86 students duita room achhi pila kemiti padhibe

  • @udayatokoria3553
    @udayatokoria3553 Місяць тому

    ନିଯୁକ୍ତି ଦିଆ ଯାଇଥିଲା ନା transfer kari ଦିଆ ଯାଇଥିଲା ....

  • @anitarauta2658
    @anitarauta2658 Місяць тому

    Sir Ebe v seiya hin heuchi kahaku complain kale kie sununahanty apnku mail v jaichi

  • @bhagabanpradhan8760
    @bhagabanpradhan8760 Місяць тому

    Mr CM sir ,you can't blame Naveen sir in the field of education, can't you see the examples of 314 OAV,did you build that school????

  • @pabitramatari4045
    @pabitramatari4045 Місяць тому

    ପାଞ୍ଚୋଟି ଶ୍ରେଣୀ କୁ ଜଣେ ଶିକ୍ଷକ, ତହିଁରେ ପୁଣି mdm

  • @deepikamarndi5135
    @deepikamarndi5135 Місяць тому +1

    Hou dekhiba apon kn koruchhonti🤨🤨

  • @srikantsahoo3504
    @srikantsahoo3504 Місяць тому

    ସବୁ Deo ଚୋର ଆଉ ଲାଞ୍ଚୁଆ

  • @omsairamomsairam463
    @omsairamomsairam463 Місяць тому

    Delepment heu sabu village re

  • @natabaranaik5026
    @natabaranaik5026 Місяць тому

    Aniki,high,schoolre,ketejana,O.A.S,pauchhanti,,question,karantu,master,manankara,salary,minus,heba,darkar.

  • @bhaktabandhukisan3338
    @bhaktabandhukisan3338 Місяць тому

    Au 2 year bada post bahara karaba

  • @arjunsahu9278
    @arjunsahu9278 Місяць тому

    Baba tume kana kariba kaha