ମାଛ ମାଂସ ଖାଇବା ପାପ ନା ପୁଣ୍ୟ? ପ୍ରକୂତ ସତ୍ୟ ଜାଣନ୍ତୁ | ଶ୍ରୀମଦ ଭାଗବତ ଗୀତା | Chintana TV
Вставка
- Опубліковано 24 сер 2023
- ମାଛ ମାଂସ ଖାଇବା ପାପ ନା ପୁଣ୍ୟ? ପ୍ରକୂତ ସତ୍ୟ ଜାଣନ୍ତୁ | ଶ୍ରୀମଦ ଭାଗବତ ଗୀତା | Chintana TV
#motivation
#krishnavani
#krishnamotivation
#krishnamotivationalspeech
#geetagyan
#religion
#chintanatv
About this video -
ବନ୍ଧୁଗଣ ସଂସାରରେ ସବୁଠାରୁ ଶ୍ରେଷ୍ଠ ପ୍ରାଣୀ ହେଉଛି ମନୁଷ୍ୟ | ସେଥିପାଇଁ ମନୁଷ୍ୟ ମଧ୍ୟରେ ସ୍ୱୟଂ ଭଗବାନ ବାସ କରନ୍ତି | ଏପରିକି ସଂସାରର ସମସ୍ତ ପ୍ରାଣୀ ଙ୍କ ମଧ୍ୟରେ ବି ଭଗବାନ ବିଦ୍ୟମାନ | ଭଗବାନ ଙ୍କ ସୃଷ୍ଟି ଅନୁସାରେ ପୃଥିବୀ ର ସକଳ ଜୀବଜଗତ
ନିଜ ନିଜର କର୍ମ କରିବା ସହିତ ନିଜର ଉଚିତ ଖାଦ୍ୟ ମଧ୍ୟ ଖାଇଥାନ୍ତି | ଶାକାହାରୀ ପ୍ରାଣୀ ଶାକାହାର ଭୋଜନ କରୁଥିବା ବେଳେ ମାଂସାସୀ ପ୍ରାଣୀ ମାଂସ ଭୋଜନ କରିଥାନ୍ତି | କିନ୍ତୁ ମନୁଷ୍ୟ ଏଥିରେ ବ୍ୟତିକ୍ରମ କରିଥାଏ ଏବଂ ଶାକାହାରୀ ପ୍ରାଣୀ ହୋଇ ମଧ୍ୟ ମାଂସ ଭକ୍ଷଣ କରିଥାଏ | ତେଣୁ ମନୁଷ୍ୟ ପକ୍ଷେ ମାଛ ମାଂସ ଖାଇବା କେତେ ଦୂର ଯଥାର୍ଥ ଏବଂ ମାଛ ମାଂସ ଖାଇବା ପାପ ନା ପୁଣ୍ୟ ତାହା ଏହି ଭିଡ଼ିଓ ଦେଖିଲେ ଆପଣ ସହଜରେ ବୁଝିପାରିବେ |
🌹🌹🌹🌹Thanks for Watching 🌹🌹🌹🌹
Bohut bhala lagila sri krushn bisayre suni jay sri krishna
ବହୁତ ସୁନ୍ଦର ଲାଗିଲା ଧନ୍ୟବାଦ
କଳିଯୁଗର ମଣିଷ କୁ ବୁଝେଇ ହେବ ନାହଁ ବୁଝିପାରିବେ ନାହିଁ
ଜୟ ଜଗନ୍ନାଥ 🙏🙏
ରାଧେ ରାଧେ🙏🙏
ବହୁତ ଭଲଲାଗିଲା ଭିଡିଓ ❤
ଜୀଵ ହତ୍ଯା ମହା ପାପ ଵହୁତ ଅପରାଦ ଧନ୍ଯବାଦ
Jai Sri Radhe krishna 🙏🙏
Jay Sri Krishna Jay Sri Rama Jay Sri Jagannath
ଖିଵ୍ ବଢ଼ି ଆଃ ଶ୍ରୀକୃଷ୍ଣ ଙ୍କ ନୀତିବାଣୀ, ପାଳନ କଲେ ଶରୀରର ମଙ୍ଗଳ ହେଵ
Thank
Jaya srikrishna 🙏🙏🙏
Bahut Sundar lagila🎉🎉🎉
ବହୁତ ସୁଦ୍ଧର ଧନ୍ୟବାଦ୍
Hare Krishna
Beutiful ❤hare Krishna dandavat pranam🙏🙏🙏🙏👍
ବହୁତ ସୁନ୍ଦର ଲାଗିଲା
Jay shree Krishna ❤
Jai shree krishna prabhu
ଶତ୍ୟର ଜୟ ହେଉ
Jay sri krishna🙏🏻🙏🏻🙏🏻🙏🏻
Jaya ShreeKrushna
Radhe Krishna
Macha,mansha,khaiba,maha,papa,,,,,Jay,Sri,krusna,❤️❤️🚩🚩🙏🙏🙏
Jay shree Krishna ❤❤❤
Ati sundar lagila❤
ଆପଣ ଯାହା କହିଲେ ସତ୍ୟ ଅଟେ, କିନ୍ତୁ ପିଲାବେଳୁ ଆମିଷ ଭକ୍ଷଣ କରିବା ଆମକୁ ଶିକ୍ଷା ଦିଆହୋଇଛି , ବେଳେ ବେଳେ ଇଚ୍ଛା ହୁଏ ଆମିଷ ଛାଡ଼ି ଦେବା ପାଇଁ କିନ୍ତୁ ବେଳେ ବେଳେ ଇଚ୍ଛା ହୁଏ ଆମିଷ ଖାଇବା ପାଇଁ,
କିଛି ଭୁଲ୍ ହୋଇଥିଲେ କ୍ଷମା କରିଦେବେ.🙏
Jai sri krishna ❤
Setebele pilathila papa lagunathila karana ajanatare sabu khyamaniya kintu bartaman ta sabu janucha na ta papa ta lagiba
Mu b agaru amisa khauthili .. hele ebe kete barsa hela amisa chhadi sarilini .. aau mo pua ku 1 year ebe, mu mo pua ku amisa kebe b deini ki debini 😊😊😊🙏🙏🙏 Radhe Krishna 🙏🙏🙏
ସୁଚିତ୍ରା ମାଡାମ ଯେଉଁ କଥାଟି କହିଲେ ଆଜ୍ଞା ଠିକ୍ କିନ୍ତୁ ଆମ୍ଭର ପରିବାର ୧୦ ଜଣ ,ମନେକର ଆଜି ମୋର ମା ସମସ୍ତଙ୍କ ପାଇଁ ଭାକୁର ମାଛ ଝୋଳ କରିଛନ୍ତି , ମୁ ଯଦି କହିବି ମୁଁ ଆମିଷ ଖାଇବି ନାହିଁ, ମୋ ମା କହିବ ଆମେ ପରା ମିଡିଲ୍ କ୍ଲାସ ପରିବାର , ମୁଁ ଆଉ ରୋସେଇ କରି ପାରିବି ନାହିଁ ଏହି ଗୋଟେ ତରକାରି ହୋଇଛି ତୁ ଖାଇଦେ ...🥴
ଗୀତାରେ ଲେଖାହୋଇଛି ଆମ ପଞ୍ଚ ଇନ୍ଦ୍ରିୟଗୁଡ଼ିକୁ ସଂଯମରେ ରଖିବା
Sundar katha.. bahut bhala lagila.. I'm also a vegetarian.. Jay ShreeKrishna
Bhala lagila
Laxmi narayan Jay Shree radha krishna omm namah mahalaxmi shivay
ଜୟ ଜଗନ୍ନାଥ
Hare Krishna 🙏🙏🙏🙏
Bahut bhala lagila
Jay Sri Radhekrishnaye Namaha 🙏
Bahut bhala lagila thanks
Jay shree Krishna 🙏🙏🙏🙏 radhey radhey 🙏🙏🙏
ଜୀବ ହତ୍ୟା ମହାପାପ
Jay sri Krishna
🙏 Jay Shri Krishna ❤️
ଉତ୍ତମ
Nice video for the advice to mangsho khia lokananka pai 👍
Jay shree Krishna 🙏🙏🙏 Radhe Radhe Radhe Krishna 🙏🙏🙏
ହରେ କୃଷ୍ଣ।
ଜୟ ଶ୍ରୀ କୃଷ୍ଣ 🌹🙏🌹🙏🌹🙏🌹🙏
ଜୀବପ୍ରଚି ଦୟାଭାଵନା ମହାପୂଣ୍ୟ । "ବନ୍ଦେପୁରୁଷୋତ୍ତମଂ "
Jay jagannath🙏🙏🙏🙏🙏
Bahut sunder.
Jay shree Krishna 🙏🏻🙏🏻radhe radhe 🙏🏻🌺🌺🌺🙏🏻🙏🏻🙏🏻🌺
Video ti bahuta🇮🇳 bhal lagil❤❤🥰
Beautiful unexpected excellent mu mo bapa maa nka rana pakeiki kahuchi mu aou Amisha khaibini
Jay shree krishna 🙏🙏🙏🙏🙏
Jay shree krishna 🙏
Jaya Shri krishana
Jay jagannath 🙏🙏🙏🙏🙏🙏🙏🙏
ଖୂବ୍ ବଢିଆ କଥା ଟିଏ😊
Dhany prabhu
Jay shree krushana
ଜୟ ଶ୍ରୀକୃଷ୍ଣ 🙏👍❤️💞💞❤️
Jayjannath
Jay Sri krishna
ଜୟ ଶ୍ରୀ କୃଷ୍ଣ
Jai shree krishna namah 🙏🙏🙏🙏🙏👏👏👏👏👏
Bahut sundar kahani
जय श्री राधे कृष्णा 🙏🙏
JAY JAGANNATH 🙏
जय श्री राधे कृष्णा ❤ ब्यूटीफुल अति सुंदर
ଚମତ୍କାର ଉପସ୍ଥାପନା।
ସୁନ୍ଦର୍ ସଚେତନ ପାଇଁ ଆପଣଙ୍କୁ ମୁଁ ସାଧୁବାଦ୍ ଜଣାଉଛି 🙏🙏
ମହାଦେବ ଶିବ ଚିତା ବାଘ ଚମଡ଼ା ପିନ୍ଧି ଥିବାରୁ ଆମେ କଣ ଶିଖିବା କଣ ହିଂସା କି
କାହିଁ ଭଗବାନ କାହଁ ମଣିଷ ମହାଦେବ ତାଙ୍କ ଶକ୍ତି ବଳରେ ଆଣିଥାଏ ପାରନ୍ତି ବାଘକୁ ନମାରିପାରନ୍ତି
Tame Mahadev hoijao teba bagha chala pindhiba
Mahadev mala jiba ra chala basithaiparanti
Jay sree krishan
ଯାହାବି କୁହ
ଜୟ ଶ୍ରୀକୃଷ୍ଣ ❤❤❤❤
😢😊😢 hu by❤
😢
😊
Bahut sundar
ଧନ୍ୟବାଦ, ଏହି ସଚେତନତା ଧର୍ମ ବାଣୀ ପ୍ରଚାର କରିଥିବାରୁ।
Jay shree krishna 🙏❤🙏
bahut bhala katha
Jai shree krushna
ଏକଦମ୍ ବଢିୟା ଭିଡିଓ ❤❤❤❤❤
Joy Jagannath 🙏🙏🙏
Jai sree krishna 🙏🙏🙏🙏❣️❣️❣️❣️
Jai shree krishna
Jai shree krishna 🙏🙏🙏
Dhanyavaad Sir
Goood ❤
Beautiful example Jai srikrishna👺
Jay sri kursni
Bahut bahu dhnyabat jai sri ram🙏
Vala lagila
Jai jaganath
ବହୁତ ଭଲ
Bhala Lage Bhala Lage la
Jay jagannatha❤🙏❤👌❤🙏❤
Jay Jagannath
Jay srikrishana
Jay shri krishna
Khub sundar katha.....parampitanku anek anek dhanyabad jee ame janmaru no oinoi garlic bala..khadya khauchi❤
Bhauti bhalo lagila
Bhala lagila sir
Jay jagannth 🙏🙏🙏🙏🙏🙏🙏🙏
Sir.dhanyabada.
ରାଧେ କୃଷ୍ଣ
Jey shree kirsna
ଜୀବ ଖାଇବା ମହାପାପ ଧନ୍ୟବାଦ୍ 🙏🏽🙏🏽🙏🏽
ବହୁତ୍ ଧନ୍ୟ ବା ଦ
Bahut sundar kathatie
ଭଲ ଲାଗିଲା