I'm very proud of you Jayanti Didi!!! May God bless and help you each and every aspect of your life. You are a great paragon for the Sundargar District.
You can almost define the essence of Odisha and the emerging bright future of Odisha through the words, emotions and aspirations of this marvelous lady's narration! Proudly Odiya! : -)
ଯାହା ହେଉ ଛତିଶଗଡ଼ ମେଡିକାଲ ରେ ଭଲ ହେଲା ପରେ ଓଡିଶା ପାଇଁ ଏକ ଆଦର୍ଶ ଦିଦି ହାଇଗଲ, very good ଦିଦି,
Madam bahut badhia speech. Suniki bahut khusi lagila🙏🙏🙏
Nice speach jayanti mam .....
wah bahut sunder kya bhashan kya aawaz ar kya andaz hai, ar sabse badi baat kya bhawnayen Judi huyi hai.
Atki upar k jaikari bi nijar language re speech debar lagi bahut bahut thanks🙏
Good to hear the life story of Jayanti Ekka the Tribal woman from Sundargarh. Interesting and Powerful story.
Thanks for listening
God bless you and your family and team
Very nice super duper
‘‘ମୁଖ୍ୟମନ୍ତ୍ରୀ ମୋ କାହାଣୀ ଶୁଣନ୍ତୁ। ସ୍ୱୟଂ ସହାୟକ ଗୋଷ୍ଠୀ କଥା ଶୁଣିବାକୁ ମୁଖ୍ୟମନ୍ତ୍ରୀ ବାଧ୍ୟ’’, ଏ କଥା ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆଦିବାସୀ ମହିଳାଙ୍କର। ୨୦୧୮ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ରେ ମଞ୍ଚ ଉପରେ ଏମିତି କହି ସେ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଏବେ ସେହି ଆଦିବାସୀ ମହିଳା ଓଡ଼ିଶାର ଘରେ ଘରେ ପରିଚିତ। ଜଣେ ସାଧାରଣ ମହିଳା ହୋଇ ମଧ୍ୟ ଅନେକ ଲୋକଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସେ।
Sundar upasthapana
Emity speech to mba student b dei pariboni very atrective voice mam superb
Respect iron lady.🙏🙏
I'm very proud of you Jayanti Didi!!! May God bless and help you each and every aspect of your life. You are a great paragon for the Sundargar District.
0ppppp00ppppp0ppaxll
Great of SHG group
“ଆମ ଆକାଉଣ୍ଟରେ ଜମା ହୋଇଗଲା ୭ ଲକ୍ଷ ଟଙ୍କା। ଆମ ଜୀବନରେ କେବେ ବି ଏତେ ଟଙ୍କା ଦେଖି ନଥିଲୁ। ଚାଷୀମାନଙ୍କର ଟଙ୍କା ଦେବା ଲାଗି ଆମେ ଯେତେବେଳେ ବ୍ୟାଙ୍କ ଗଲୁ, ଆମକୁ ଏକ ବସ୍ତାରେ ଟଙ୍କା ଭର୍ତ୍ତି କରି ଧରାଇ ଦେଲେ। ହେଲେ ସେ ଟଙ୍କା ରାତି ବେଳା କେମିତି ରଖିବୁ। ଆମର ତ ମାଟି ଘର। ଜୀବନକୁ ଡର ଥିଲା। ରାତିରେ ଯଦି କେହି ଚୋରି କରିନେଲେ ଆମେ କେମିତି ଚାଷୀଙ୍କୁ ପଇସା ଦେବୁ। କିନ୍ତୁ ମୋ ମୁଣ୍ଡରେ ଗୋଟେ ବୁଦ୍ଧି ଜୁଟିଲା। ଆମ ଘର ପାଖରେ ଗୋଟେ ଆମ୍ବ ଗଛ ଥିଲା। ସେହି ଗଛରେ ପଇସାକୁ ଟାଙ୍ଗି ଦେଲୁ। ଆଉ ରାତିରେ ଆମେ ଆରାମରେ ଶୋଇଲୁ। ଆମ ଟଙ୍କା ସୁରକ୍ଷିତ ରହିଲା।” - ଜୟନ୍ତୀ ଏକ୍କା
ବହୁତ ଭଲ ଦିଦି
Good Nani
Bohuta bhala speech from ground level, proud of you mam
What a confidence. Salute
Really Iron lady 🙏🙏🙏
ସୁନ୍ଦରଗଡ଼ ର ଇଜ୍ଜତ ରଖଲ ଧନ୍ୟବାଦ ତମକେ
Very nice speech
GOD BLESS YOU THANKYOU
You can almost define the essence of Odisha and the emerging bright future of Odisha through the words, emotions and aspirations of this marvelous lady's narration! Proudly Odiya! : -)
,
ସୁନ୍ଦରଗଡ଼ରେ ଏସ୍ଏଚ୍ଜି ଆରମ୍ଭ ହେବା ସମୟରେ ଜୟନ୍ତୀଙ୍କର ରହିଥିଲା ପ୍ରମୁଖ ଭୂମିକା। ସେ ନିଜେ ଜଣେ ଦିବ୍ୟାଙ୍ଗ କିନ୍ତୁ ତାଙ୍କ ଶାରୀରିକ ଅକ୍ଷମତା କେବେ ତାଙ୍କ କାମରେ ବାଧା ସୃଷ୍ଟି କରିନାହିଁ। ଏଥିସହ ତାଙ୍କ ମନୋବଳକୁ କେବେ ଭାଙ୍ଗି ପାରିନାହିଁ। ମଫସଲ ଗାଁରୁ ଆସିଥିବା ଜୟନ୍ତୀ ଏକ୍କା ୨୦୧୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ‘ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ’ କାର୍ଯ୍ୟକ୍ରମରେ ପାଖାପାଖି ୨୦ ମିନିଟ୍ ଧରି କହି ଚାଲିଥିଲେ ମିଶନ ଶକ୍ତି ଦ୍ୱାରା ସେ ପାଇଥିବା ସଫଳତାର ପୂରା କାହାଣୀ। ନିଜର ସଂଘର୍ଷପୂର୍ଣ୍ଣ କାହାଣୀ ଭିତରେ ଜୟନ୍ତୀ ଏମିତି କିଛି କଥା କହିଥିଲେ, ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତେ ହସିଥିଲେ। - The Story of Tribal Woman #SHG leader from Sundargarh Jayanti Ekka
Very good
Good bless you
ଜୟନ୍ତୀ ଏକ୍କା ହେଲେ ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ବାଲିଶଙ୍କରା ବ୍ଲକର ଜଣେ ଆଦିବାସୀ ମହିଳା। ଜନ୍ମରୁ ସେ ଦିବ୍ୟାଙ୍ଗ। ଆର୍ଥିକ ଅଭାବ ଅନଟନ ଭିତରେ ତାଙ୍କର ଦିନ କଟିଥିଲା। ବହୁ କଷ୍ଟରେ ଜୟନ୍ତୀ ଯୁକ୍ତ ୨ ଯାଏଁ ପାଠ ପଢ଼ିଥିଲେ। ତା’ପରେ ଛୋଟ ଚାକିରିଟିଏ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୁକ୍ତ ୨ ଯାଏଁ ପାଠ ପଢ଼ିଥିବା ଗୋଟିଏ ଝିଅକୁ କେଉଁଠି ବା ଚାକିରି ମିଳିଥାଆନ୍ତା। ଏଥିପାଇଁ ସେ ସେତେବେଳେ ରୋଜଗାର ପାଇଁ ଏକ ଏସଏସଜି ଗ୍ରୁପ୍ କରିଥିଲେ। ପ୍ରଥମେ ୧୦ ଜଣ ମହିଳା ତାଙ୍କ ଗ୍ରୁପରେ ଥିଲେ। - The Story of Tribal Woman #SHG leader from Sundargarh Jayanti Ekka
I am proud of you ma'am
The strong adivasi lady.
Wow superb
U should make president of our India for next
ଯାଜପୁର ସୁକିନ୍ଦା ସ୍ବର୍ଣ୍ଣ toppo
we are proud of you madam
I proud of u jayanti u are great
No 1
Wowiron lady very nice
Respected Woman .. Great 👏👏
Lilly speech mama
Good speech
jayanti bahut badia ....
Encourage speech not political
I am proud off u ma'am 😊☺
Good didi
U R great mam
I respect your speech
Supar 👌
Proud of u aunty❤😘
👌👌😄
good
Great👏 ma'am
Very nice speaking ❤️❤️❤️🙏🙏🙏
Very good madam
ସ୍ଏଚଜି ଗଢ଼ିବା ବେଳେ ପ୍ରଥମେ ପ୍ରଥମେ ଜୟନ୍ତୀ ଓ ତାଙ୍କ ଗ୍ରୁପର ସଦସ୍ୟ ମିଶି ମଜୁରିଭିତ୍ତିକ କାମ କରୁଥିଲେ। ଯାହା ପଇସା ମିଳୁଥିଲା ସେଥିରୁ କିଛି ନିଜ ପାଇଁ ରଖି ବାକି ବ୍ୟାଙ୍କରେ ରଖୁଥିଲେ। ସଞ୍ଚୟ ବଢ଼ିବା ପରେ ବ୍ୟାଙ୍କ ତାଙ୍କୁ ୠଣ ଦେଲା। ବ୍ୟାଙ୍କରୁ ୠଣ ନେଇ ଜୟନ୍ତୀ ପ୍ରଥମେ ଛତୁଆ ପ୍ରସ୍ତୁତ କରିବା ଆରମ୍ଭ କଲେ। ଧୀରେ ଧୀରେ ଜିଲ୍ଲା ପ୍ରଶାସନ ମଧ୍ୟ ତାଙ୍କୁ କାମ ଦେବା ଆରମ୍ଭ କଲା। ଏହା ମଧ୍ୟରେ ସେ ଆଗକୁ ବଢ଼ି ଚାଲିଲେ । ବ୍ଲକର ୩ଟି ଗୋଷ୍ଠୀ କଲ୍ୟାଣୀ, ଜାଗୃତି, ଶୁଭଶ୍ରୀକୁ ନେଇ ଏକ ଉତ୍ପାଦକ ଗୋଷ୍ଠୀ କଲେ। ଏଥିରେ ୪୧ ଜଣ ସଦସ୍ୟ ଥିଲେ। - The Story of Tribal Woman #SHG leader from Sundargarh Jayanti Ekka
Super
I salute u didi u are great then our CM
Best speach
I proud bhuni
Nice speach but the organization team not to complete the speach , women empowering salute mam.
you are great women
super👌👌👌
Real iron lady
Love you maa
Nabina is confused..😂😂
Right .. Bichara Bujhi Paruni Odia .. Kan Karibo
Jai bhim jai johar
Nabina Babu bujhuchi ki?
Jay iron lady jay nabeen sir
🙏🙏🙏🙏
Bahut bhol
Maaaaaaaaaa 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Shatore Nabin bujuchi ki
Love you mam
ଆମେ ଜାଣିଛୁ ଜୟନ୍ତୀ ଏକ୍କା କ'ଣ
ଆମେ ବି ବାଲିଶଙ୍କରା ବ୍ଳକ ର
ବାକି SHG କହିପାରିବେ ସେ କଣ
ita ta amar durbhagya aye je amar cm amar bhal katha ke pura bhabe sunabar k nai chahebar. ......
Nabina Babu odia suna ?
Ha haaaa kela agore mula
nabin sabu bujhi paruthibe ...odia ...
A kono political speech ya personal people atraction ok 👌 bjd so clever
କେଲା ଆଘରେ ମୂଳ କି ଲାଭ
Cm odia bujhi parunahanti
amar ita ta dukh aye amar cm amar bhasi bujhi nai parbar. ...
ନବୀନକେ ଝୁମା ଲାଗୁଛେ
Kan pai kahibaku deleni
ଓଡିଶା ରେ ମେଡିକାଲ ନ ଥିଲା କି? ଛତିଶଗଡ଼ ଗଲ,
Kacha sambalpuri
Tanka speach kahinki stop karagala, jadi sunibara na thila kahinki dakaheithila, its a encourage speach for all ladies
Naveen Jii can't understand 😅😅😁😀
Jayanti madam aponkaro number diontu
Sabu adibasi mananku dei dia
Aau sabu panire muta
The iron adivasi lady
Sola nabin last uthiki Tali marila ta face ku tikia dekho kamiti rokhichi jemiti lokhye tonka hojijaichi
Madam mu apanko number chanhe
Look nabin babu😆😆😆
Tamku manibaku padib tame sabu.mahilank.adars
pura ta kamse kam kahi debar katha. ...
Bjd politics tribal woman
B j d ra chora karbar kahani।
Bjd hatao odisha banchao
Non stop odiya
Koncha odiya
Kaha se aya a ladies........ 😂😂😂
Tor nani I.. 😆😆😆😆
Odisha khae debo re tume amti odiya nai kuho
Kichhi to odiya sekho
Paka koncha odiya ha ha ha ha ha ha 😂😂😂
Chup itna v bol rhi h itna hi to kafi h or tujhe q itna taqlif horhi h jayanti didi mast bol rhi h odiya
Are you even capable of speaking that much??
it's a language ok
Jalan ho rahi hai kya chimkandi 😂
Great of SHG group
very good
good speach