X-Gang ll Chandan biswal ll Odia comedy ll

Поділитися
Вставка
  • Опубліковано 26 гру 2024
  • story written,screenplay,direction
    ---------------------------------
    CHANDAN BISWAL
    Edit-chandan biswal
    Dop-Debasish Sahoo
    Camera - k Abhinash
    Color- Dev
    music- gyana behera
    cast🎞🎬👇
    Chandan biswal
    gopal das
    khusboo
    raka
    smrutiranjan
    pakun
    sapan
    subhashree
    bikram
    kanha
    .
    .
    .
    .
    .
    #chandanbiswal
    #chandanbiswalnewcomedy
    #xgang
    #girlfriend
    #odiacomedy

КОМЕНТАРІ • 20 тис.

  • @chandanbiswal
    @chandanbiswal  8 місяців тому +1381

    • @RRCreationsIndia
      @RRCreationsIndia 8 місяців тому +91

      Bhai badhia lagila overall...kintu starting re tk slow hei gala...mane entry au drone footage tym nei gala adhika

    • @jaganjena2797
      @jaganjena2797 8 місяців тому +18

      ଭାଇ ସୁପର ଭିଡିଓ ମନକୁ ଛୁଇଁଛି ❤❤

    • @srikantkumarmajhi6883
      @srikantkumarmajhi6883 8 місяців тому +10

      Next video puni 1 barsha pare

    • @Pikunschinisecooking
      @Pikunschinisecooking 8 місяців тому +5

      Vhai eie khara dinare jadi kehi gote bada fan thye mu hela sei pilati

    • @DjSmileBhadrak
      @DjSmileBhadrak 8 місяців тому +5

      Bhaiiiiiiiiii knnnnnnn comment karibi mu nije confused ❤ ate excited mane kn kahibi ahuri video long haba drkrr bhaiii kichhi asubidha nahi pura full video dekha haba tk bi skip hebani bhaiiii 😊😊😊
      I Love you so so so much bhaii tuma team ku salute ❤❤Dil seeee. Mind blowing jabardast super kn comment karibiii tume bujhi paruthiba ❤❤

  • @bikramkesharibarik7768
    @bikramkesharibarik7768 7 місяців тому +304

    ଚନ୍ଦନ ବାବୁ ଆପଣ ଓ ଆପଣଙ୍କ ଟିମ୍ ଅତି ଚମତ୍କାର ଅଭିନୟ କରୁଛନ୍ତି ତେଣୁ ସମସ୍ତ ଙ୍କୁ ଆନ୍ତରିକ ଧନ୍ୟବାଦ ।

    • @bighneshff9173
      @bighneshff9173 6 місяців тому +4

      ❤❤

    • @Rubu2
      @Rubu2 Місяць тому +2

      Exlent
      Top grade creativity

  • @birubhai342
    @birubhai342 8 місяців тому +1383

    ଭାଇ ଏଥର ବହୁତ ଅଧିକ ଖର୍ଚ କରିଛ ଜଣାପଡୁଛି ସମସ୍ତେ ଗୋଟିଏ ଗୋଟିଏ like cmt କଲେ ଭାଇ ର ପଇସା ଉଠିଯିବ ଜୟ ଜଗନ୍ନାଥ 🙏

  • @pappuvlogs2289
    @pappuvlogs2289 8 місяців тому +175

    ମାନ କି ନମାନ.... ଚନ୍ଦନ ଭାଇ ❤ is the best comedian ever...

  • @babulamunda9653
    @babulamunda9653 4 місяці тому +9

    ଓଡ଼ିଆ ଫିଲ୍ମ ରୁ ବହୁତ ଭଲ ଲାଗିଲା ❤❤❤👍👍👍

  • @Smile_Rk_Tapu
    @Smile_Rk_Tapu 7 місяців тому +95

    ବହୁତ୍ ବଢିଆ ହେଇଚି, ଚନ୍ଦନ ଭାଇ ଟିକେ ଜଲଦି Next Part ଟା ଆଣ

  • @Santosh143.
    @Santosh143. 8 місяців тому +672

    କେତେ ଜଣ wait କରିଥିଲ ଚନ୍ଦନ ଭାଇ ଙ୍କ x gang comedy episode କୁ pls like କରନ୍ତୁ

  • @priyabratajena2481
    @priyabratajena2481 8 місяців тому +338

    ମସ୍ତ ଭିଡ଼ିଓ ହୋଇଛି ଚନ୍ଦନ ଭାଇ ଆମ ଜଗତସିଂହପୁର ଟୋକା ଭିଡ଼ିଓ ନମ୍ବର 1

    • @akashsutar2202
      @akashsutar2202 8 місяців тому +7

      Jay maa sarala 🙏🏼

    • @kashinathmohanty6593
      @kashinathmohanty6593 8 місяців тому +5

      Jaha hele bi aama gaan Toka na

    • @soumyaranjandas8946
      @soumyaranjandas8946 8 місяців тому +5

      Jagatsinghpur district Chhota hele Kan hela,sabuthire agare

    • @Beautifulnture-et2bk
      @Beautifulnture-et2bk 8 місяців тому

      ​@@kashinathmohanty6593Sanumanu Comedy Toka Bhi Jagatsinghpur Ra.
      Dubbing Comedy 😊😊😊😊😊

    • @nibeditmishra6385
      @nibeditmishra6385 7 місяців тому

      Kou gaon tamara​@@kashinathmohanty6593

  • @sandhyaranigouda6129
    @sandhyaranigouda6129 4 місяці тому +19

    ବହୁତ ଭଲ ହେଇଛି ଚନ୍ଦନ ଭାଇ ❤

  • @Mihir-4
    @Mihir-4 8 місяців тому +105

    X gang is the best comedyan gang in the youtube odisha gang । ଅପେକ୍ଷା ର ଅନ୍ତ ଘଟିଲା x ଗ୍ୟାଙ୍ଗ ଆରମ୍ଭ ହେଲା । ଆଗକୁ ପୁଣି ପ୍ରେମ କାହାଣୀ । ଅପେକ୍ଷା ରହିଲା next video କୁ

  • @ChandraNaik-ds2fm
    @ChandraNaik-ds2fm 8 місяців тому +1054

    ଚନ୍ଦନ ଭାଇ ବହୁତ ଦିନରୁ ଅପେକ୍ଷ୍ୟା ରେ ଥିଲି love ❤ୟୁ ଚନ୍ଦନ bhai

    • @ALOK4KSTATUS
      @ALOK4KSTATUS 8 місяців тому +27

      ଚନ୍ଦନ ଭଇଙ୍କ ପାଇଁ ମୋ ହୃଦୟ ରୁ ଦୁଇ ପଦେ...
      ''ଉଡିଗଲା ଉଡାଜାହାଜ ପଡ଼ିଗଲା ଛାଇ. ଭାଇ ଆମର ଲେଟ ରେ ଭିଡିଓ ଆଣିବେ କିନ୍ତୁ ମଇଦାନ ଛାଡ଼ିବେ ନାହିଁ'' 🥰🥰🥰
      Love From Ganjam, Berhampur, Hinjilicut.

    • @theanimal3153
      @theanimal3153 8 місяців тому +2

      ❤❤❤❤❤

    • @kandiKrishna-x1m
      @kandiKrishna-x1m 8 місяців тому +2

      ​@@ALOK4KSTATUSbhai amara bi hinjilicut

    • @Dipacreation9701
      @Dipacreation9701 8 місяців тому +5

      Kete Jana apekhya karithila like please

    • @ManojKumar-vw1kq
      @ManojKumar-vw1kq 8 місяців тому +1

      super video bhai❤❤❤❤

  • @ODIAMBJSHORT003
    @ODIAMBJSHORT003 8 місяців тому +4493

    କେତେ ଜଣ ଅପେକ୍ଷା କରିଥିଲ like plz

    • @revengers027
      @revengers027 8 місяців тому +3

      ❤❤❤❤uuuuuuuuu

    • @ALOK4KSTATUS
      @ALOK4KSTATUS 8 місяців тому +33

      ଚନ୍ଦନ ଭଇଙ୍କ ପାଇଁ ମୋ ହୃଦୟ ରୁ ଦୁଇ ପଦେ...
      ''ଉଡିଗଲା ଉଡାଜାହାଜ ପଡ଼ିଗଲା ଛାଇ. ଭାଇ ଆମର ଲେଟ ରେ ଭିଡିଓ ଆଣିବେ କିନ୍ତୁ ମଇଦାନ ଛାଡ଼ିବେ ନାହିଁ'' 🥰🥰🥰
      Love From Ganjam, Berhampur, Hinjilicut.

    • @RamakantabeheraBehera
      @RamakantabeheraBehera 8 місяців тому +2

      Mu❤

    • @manaswinibarik9196
      @manaswinibarik9196 8 місяців тому +1

      Meee

    • @kamalakantaojha5755
      @kamalakantaojha5755 8 місяців тому +1

      Mu tama apekhyare thili ta au

  • @siddhartharout9292
    @siddhartharout9292 2 місяці тому +2

    ଓଡ଼ିଆ Muvis ଠାରୁ ବି ବହୁତ୍ ବଢିଆ ଲାଗିଲା ଆପଣ ଆପଣଙ୍କର ଏହି Video

  • @parthapadhy5469
    @parthapadhy5469 8 місяців тому +62

    ଚନ୍ଦନ ଭାଇ ଆପଣଙ୍କ ଭାବନା ବହୁତ୍ ସୁନ୍ଦର । ସତରେ ଯଦି କେବେ ସୁଯୋଗ ମିଳେ ଆପଣଙ୍କୁ ନେଇ ନିଶ୍ଚୟ ଗୋଟେ ଚଳଚ୍ଚିତ୍ର କରିବା ।

    • @ODZEROX-wz3xt
      @ODZEROX-wz3xt 8 місяців тому +2

      Tu ta Banda producer 😅😅😂

  • @satishrout3009
    @satishrout3009 8 місяців тому +195

    କମେଡି ଧାରାବାହିକ ହେଲେ ପଛେ, ଓଡ଼ିଆ ଚଳଚ୍ଚିତ୍ର ରୁ ବହୁତ ଭଲ , own concept, background music all best ❤❤,chandan bhai love ❤ you

  • @dreamgirlchulbul8584
    @dreamgirlchulbul8584 8 місяців тому +62

    ଚନ୍ଦନ ଭାଇ comedy high level ଭିଡ଼ିଓ ଲେଟ୍ ରେ ଆସୁଚି କିନ୍ତୁ ବହୁତ୍ ଭଲ ଆଉ ସୁନ୍ଦର୍ ଲାଗୁଚି ଚନ୍ଦନ ଭାଇ ତମ black costume entry🔥mast ଭାଇ ତମେ multi talented ସବୁ acting ସାଜୁଛି ur great ଭାଇ ❤ ଭିଡ଼ିଓ ଟି ବହୁତ୍ ଭଲ ଲାଗିଲା prt 2କେବେ ଆସିବ ଆମେ waiting ରେ ରହିଲୁ 😍

  • @gugujaraka5683
    @gugujaraka5683 5 місяців тому +2

    ମଗଧୀରା ମିଉଜିକ ବହୁତ ସୁନ୍ଦର ହାଟକୁ ଛୁଇଁଲା ବହୁତ ସୁନ୍ଦର ମିଉଜିକ 👌

  • @PujariTanka
    @PujariTanka 8 місяців тому +39

    Chandan biswal comedy show ku 90% loka waiting rahu6anti ❤

  • @pintuvillagetour
    @pintuvillagetour 7 місяців тому +75

    ଚନ୍ଦନ ଭାଇଙ୍କ ପାଇଁ ହୃଦୟରୁ ଗୋଟେ ଲାଇକ୍ 👍❤❤😁💐💐

  • @baldevdas75x
    @baldevdas75x 8 місяців тому +112

    ଯେତେ ଲମ୍ବା ହେବ ସେତେ ଭଲ ଲାଗିବ, ଚନ୍ଦନ ଓ ମଙ୍ଗୁଳି ଭାଇ ମାଡ଼ି ଚାଲ❤

  • @hemantkumarsahoo9654
    @hemantkumarsahoo9654 5 місяців тому +2

    ବାଃ ଅତି ସୁନ୍ଦର ମନମୁଗ୍ଧକର ❤️❤️😂😂

  • @bhagabanbehera1354
    @bhagabanbehera1354 8 місяців тому +31

    ଭାଇ ଡେରି ରେ ହେଲେ ବି ବହୁତ ସୁନ୍ଦର ହେଇଛି,next episode ku apekhya

  • @jayjagannath3851
    @jayjagannath3851 8 місяців тому +68

    କଷ୍ଟ୍ଯୁମ୍ ଚେଞ୍ଜ୍, ବ୍ରେକ୍...👌🏻🤣🤣🤣🤣 ଏ ଖରାଦିନକୁ ଚନ୍ଦନ ଭାଇ କମେଡ଼ି, ହସି ହସି ମୋ... ଫାଟି ଗଲାଣି.....😂😂😂🤣🤣🤣

  • @moschoolodia2209
    @moschoolodia2209 Місяць тому +1

    ବହୁତ ଭଲ ଲାଗିଲା l
    ଭାଇ ତୁମକୁ ହଜାରେ ନାଁ ୫୦୦ ନାଁ ୧୦୦ବର୍ଷ ଆୟୁଷ ମିଳୁ l
    କାହିଁକିନା ଏ ଦୁନିଆରେ ସବୁ ଦାମିକା ଜିନିଷ ହଉଛି ହସ ଯୋଉଟା ତୁମେ ଆମକୁ ଦଉଛ l
    I salute U
    Continue

  • @chandrakantamishra3025
    @chandrakantamishra3025 8 місяців тому +119

    ବାହୁବଳୀ 2 ଦେଖିବା ଲାଗି ଯେତିକି ମନ ରେ ଇଚ୍ଛା ଥିଲା ତାହା ଠାରୁ ବି ଅଧିକା ଏହାର ପାର୍ଟ 2 ଦେଖିବାରେ ଆଗ୍ରହ ଥିଲା । Episode ଟି ବହୁତ୍ ବଢିଆ ଲାଗିଲା କିନ୍ତୁ ହି ହା ହେ ହୋ ହୋ ର ଛୁଙ୍କ ଟା କମି ଗଲା ।

  • @suvashribeherapuja4020
    @suvashribeherapuja4020 8 місяців тому +18

    ବହୁତ ଦିନ ପରେ ଦେଖିବାକୁ ମିଳିଲା chandan bhai team କୁ, ବହୁତ ସୁନ୍ଦର ହେଇଛି ଭିଡ଼ିଓ ଟି

  • @djdipu07
    @djdipu07 7 місяців тому +21

    ବହୁତ୍ ବଢିଆ ହେଇଛି ଭାଇ
    Part 2 ta jaldi release kara

  • @Shibraj_dev
    @Shibraj_dev Місяць тому +1

    Kn kala ma bhai , ki comedg punch ki script wahh mast heichi 😉

  • @sdtipsandtricks
    @sdtipsandtricks 7 місяців тому +142

    କିଏ କିଏ part -2 ଦେଖିବାକୁ ଚାହୁଁଛ ଲାଇକ କର

  • @kumarhitesh7164
    @kumarhitesh7164 8 місяців тому +27

    ଏହି ପରି comedy କଲେ ଆମେ film ପରି ଦେଖି ବହୁତ ଖୁସି ଲାଗୁଚି ❤❤❤❤

  • @Biswa_Manu
    @Biswa_Manu 8 місяців тому +120

    ସତରେ ବହୁତ ନିଆରା ଚମତ୍କାର ବିଷୟବସ୍ତୁ... ଡେରିରେ ହେଉପଛେ ପୁରା ଚମକେଇ ଦେଉଛ....
    ଓଡ଼ିଆ ଚଳଚିତ୍ର କୁ କାଟି ଦେଉଛ.... ମାଡିଚାଲ.... 💐💐💐

    • @jagannathdwibedi909
      @jagannathdwibedi909 7 місяців тому

      Se ta stree ku lutila bele ame ta stree ra luti neba 😂😂😂

  • @bikashdas2955
    @bikashdas2955 4 місяці тому +3

    ଅତି ଚମତ୍କାର ଅଭିନୟ ଭାଇ

  • @dibyasinghparida4360
    @dibyasinghparida4360 6 місяців тому +16

    ଅତି ସୁନ୍ଦର ହେଇଛି,ସମସ୍ତେ ଅତ୍ୟନ୍ତ ସୁନ୍ଦର ଭାବରେ ଅଭିନୟ କରିଛନ୍ତି,ବିଶେଷ କରି ଗୃପ ମହିଳା ନିଶା ମା ସହିତ ଭାଉଜ ମାନେ,

  • @PrasantaSahoo-c5w
    @PrasantaSahoo-c5w 7 місяців тому +11

    ବହୁତ ସୁନ୍ଦର ହେଉଛି 😍 part 2 jaldi aanantu 😍♥️

  • @vediosguru
    @vediosguru 8 місяців тому +20

    ପୁରା ଆଲୁ ଅର୍ଜୁନ ଚାଲି, super ବହୁତ ବଢ଼ିଆ comedy,love you chandan bhaai

  • @subhamnayak340
    @subhamnayak340 Місяць тому +2

    Super . Your comedy is very mind blowing ❤

  • @PriyankapriyadarsineeMallick
    @PriyankapriyadarsineeMallick 7 місяців тому +47

    Jaha kuha Bhai gote pate sabu comedian au gote pate chandanbiswal 👍👍👍👍

    • @rupashree193
      @rupashree193 7 місяців тому +2

      ଇଟା ପୁରା ସତ 😂

    • @rakeshpani5600
      @rakeshpani5600 7 місяців тому +1

      Good job 👍🏻👍🏻🎉🎉❤❤

  • @ritunandabal9089
    @ritunandabal9089 7 місяців тому +17

    ଅତ୍ୟନ୍ତ ହୃଦୟସ୍ପର୍ଶୀ...... Best part houchi,,, ଗାଁ ମା ମାନଙ୍କ part..... Satare ଏମିତି ହିଁ ଚାଲିଛି ସେମାନଙ୍କର କାହାଣୀ.... ସବୁବେଳେ ସବୁ ଜାଗାରେ

  • @baikunthanathnaik7294
    @baikunthanathnaik7294 8 місяців тому +41

    ସୁନ୍ଦର କମେଡି। ସତରେ ବହୁଦିନ ଅପେକ୍ଷାର ଅନ୍ତ ହେଲା। Nice very nice

  • @literaturepassion3663
    @literaturepassion3663 Місяць тому

    Excellent script writing chandan Bro.....keep it up!!!! Jay Jagannath 🙏

  • @bikashKumar-vg9fh
    @bikashKumar-vg9fh 8 місяців тому +22

    Finally ଚନ୍ଦନ ଭାଇଙ୍କର ଭିଡିଓ ଟା ଆସିଲା
    ଜୟ ଜଗନ୍ନାଥ

  • @manaskumar9331
    @manaskumar9331 8 місяців тому +30

    ଅପେକ୍ଷା ର ଅନ୍ତ ଘଟିଲା । ଭାଇ ଙ୍କ ଭିଡିଓ ଆସିଲା । ଭିଡିଓ ଟି ବହୁତ ଭଲ ଲାଗିଲା । Thankxxxx🎉🎉🎉🎉

  • @sanjulatarout2677
    @sanjulatarout2677 7 місяців тому +13

    ଓଡିଶା ର ନମ୍ବର 1 କମେଡି ହଉଛି ଚନ୍ଦନ ଭାଇ ର ଭାଇ million ଉପରେ ଖାଲି viwes

  • @ChamaniMarndi
    @ChamaniMarndi 5 місяців тому +1

    Really tumara Sabu comedy vdo bhal lagu6e Chandan bhai❤❤❤❤❤❤❤❤❤❤

  • @abinashsahu9275
    @abinashsahu9275 8 місяців тому +16

    Bhai jabardast.. Tamara vdo sabu comedy youtubr manka thu bahut bhala... Tamara vdo gote dekhiba pai ame waiting re thau

  • @AamaGaonAamaMati
    @AamaGaonAamaMati 8 місяців тому +23

    ସବୁ ଯାଗା ରେ ଏଣ୍ଟ୍ରି ଟା zabardast ହେଇଛି 👌👌👌

  • @MrbaudiaCreation
    @MrbaudiaCreation 8 місяців тому +28

    X-gang Cinema ପାଇଁ ticket ଟିଏ କିଣିଲି 🫀

  • @mr_satyam_and_sona_cration7260
    @mr_satyam_and_sona_cration7260 3 місяці тому +1

    Sabuthu ae comedy taa best heichi chandan bro ❤🎉congratulations🎉🎉🥳 and love you your all staff❤

  • @rakeshkumarsahoo8763
    @rakeshkumarsahoo8763 8 місяців тому +1806

    ❤️‍🔥ଜଗତସିଂହପୁରିଆ ଟୋକାଙ୍କ ପାଇଁ ଗୋଟେ ଲାଇକ୍ ହଉ 👍

  • @bikashbala2208
    @bikashbala2208 8 місяців тому +50

    ଅନେକ ଦିନ ପରେ ପୁଣି ଥରେ ମନ ଖୋଲି ହସି ପାରିଲି,ବହୁତ୍ ବହୁତ୍ ଧନ୍ୟବାଦ୍ ଚନ୍ଦନ ଭାଇ ଏତେ ସୁନ୍ଦର୍ concept ଆଉ ଚମତ୍କାର ଅଭିନୟ ସାଙ୍ଗକୁ ଜବରଦସ୍ତ comedy tadka 👌👌 ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସହ ଗୋଟେ ଛୋଟ ଅନୁରୋଧ ଚନ୍ଦନ ଭାଇଙ୍କୁ X GANG ର next part ଟିକେ ଜଲଦି ଆଣିବାକୁ ଚେଷ୍ଟା କରିବେ।

  • @dev9135
    @dev9135 8 місяців тому +77

    ବହୁତ୍ ବଢିଆ ହେଇଛି ଭାଇ,, ପ୍ରଭୁ ଜଗନ୍ନାଥ ଙ୍କ କୃପା ଦୃଷ୍ଟି ସବୁବେଳେ ଆପଣଙ୍କ ପରିବାର ଏବଂ ଆପଣଙ୍କ ଟିମ୍ ଉପରେ ଥାଉ ।

  • @NewSurya-x3i
    @NewSurya-x3i Місяць тому +2

    ପୁରୀ ପିଲା କିଏ ଦେଖୁଚ like କର ❤❤❤

  • @dillipkumar8700
    @dillipkumar8700 7 місяців тому +40

    X gang ଭଲ ଲାଗିଲା ଏଥର ରାଜନୀତି ଗ୍ୟାଙ୍ଗ ଆଣ ଭଲ ଲାଗିବ

  • @subhendumahunta4479
    @subhendumahunta4479 8 місяців тому +283

    ଆସିଲା ରେ ଏତେ ଦିନ ପରେ 😊

    • @subhransunkchanel2573
      @subhransunkchanel2573 8 місяців тому +2

      Hn pa 😊

    • @harsingh3679
      @harsingh3679 8 місяців тому +2

      Hospital Tila para chondan agya😂😂😂

    • @ALOK4KSTATUS
      @ALOK4KSTATUS 8 місяців тому +8

      ଚନ୍ଦନ ଭଇଙ୍କ ପାଇଁ ମୋ ହୃଦୟ ରୁ ଦୁଇ ପଦେ...
      ''ଉଡିଗଲା ଉଡାଜାହାଜ ପଡ଼ିଗଲା ଛାଇ. ଭାଇ ଆମର ଲେଟ ରେ ଭିଡିଓ ଆଣିବେ କିନ୍ତୁ ମଇଦାନ ଛାଡ଼ିବେ ନାହିଁ'' 🥰🥰🥰
      Love From Ganjam, Berhampur, Hinjilicut.

    • @KumarGudu4321
      @KumarGudu4321 8 місяців тому +1

      😂😂😂

    • @biswajitsahu345
      @biswajitsahu345 8 місяців тому +1

      Ete dina pore auu tk comedy bhala se heithile bhla huonta...bhut dina pore ashuchi comedy dekhiki hasi hasi peta daraja karideba jemiti...Raja ra Raja jemiti bhuli hauni pati daraj heigala hasi hasi😄😄😄

  • @mamatabehera3001
    @mamatabehera3001 8 місяців тому +18

    ବହୁତ ସୁନ୍ଦର ହେଇଛି ଏହି ଭିଡିଓ ବହୁତ ଦିନରୁ ଅପେକ୍ଷା କରିଥିଲି ❤

  • @bikashrout2898
    @bikashrout2898 5 місяців тому +1

    ଚନ୍ଦନ ବାବୁ, ଆପଣଙ୍କ VDO କୁ ଆମର ଅପେକ୍ଷା ଥାଏ ସବୁବେଳେ। Comedy ରେ ଆପଣ ଏକ ନମ୍ବର। ବହୁତ୍ ମଜାଦାର ହେଇଛି। ଉଚ୍ଚକୋଟୀର ଅଭିନୟ ଓ ସଂଳାପ।

  • @jonctionbhabani4758
    @jonctionbhabani4758 7 місяців тому +313

    କେନ୍ଦ୍ରାପଡ଼ା ଜିଲ୍ଲା ର ପିଲାମାନେ ଚନ୍ଦନ ଭାଇଙ୍କ ପାଇଁ ଗୋଟେ ଲିକ୍ ହଉ

  • @SuryakantaRout-ij6ip
    @SuryakantaRout-ij6ip 7 місяців тому +31

    ଭଲ ଅଛି ପାର୍ଟ-୨ ଟା ଆହୁରି ଭଲ ହେବ❤❤

  • @SasmitaMinivlog
    @SasmitaMinivlog 7 місяців тому +68

    ବହୁତ ଦିନ ପରେ ଭିଡ଼ିଓ ଆସୁଥିବାର ବହୁତ କଷ୍ଟ ବି ଲାଗୁଛି ବହୁତ ଭଲ ବି ଲାଗୁଛି ବର୍ତ୍ତମାନ ଯଉମାନେ ଭିଡ଼ିଓ ଦେଖୁଛନ୍ତି like କର please 🙏

  • @Odiaskill
    @Odiaskill 6 місяців тому +2

    Just watched 7 minutes and the scenes are amazing , than most of the new Ollywood movies. 🎉

  • @seemadehury3706
    @seemadehury3706 8 місяців тому +57

    ଅତି ସୁନ୍ଦର ହେଇଛି...👌 Jaldi complete ଟା post କରନ୍ତୁ ଆଜ୍ଞା

  • @pranakrushnapradhan2519
    @pranakrushnapradhan2519 7 місяців тому +15

    ବହୁତ ସୁନ୍ଦର ଲାଗିଲା ଏମିତୀ ଆଗକୁ ବଢିଚାଲ ଭଗବାନ କରନ୍ତୁ ସମସ୍ତେ ଭଲରେ ଥାଅ ଆମେ ତୁମ ଭିଡିଓ ଦେଖି ହସୁଥାଉ

  • @dassaroj9271
    @dassaroj9271 8 місяців тому +16

    ଅପେକ୍ଷା ର ଅନ୍ତ ଘଟିଲା,,, ଧନ୍ୟବାଦ,,,, ବହୁତ ଦିନ ପରେ ଟିକେ ହସେଇ ଥିବାରୁ

  • @babaldash5881
    @babaldash5881 6 місяців тому +1

    ଚନ୍ଦନ ଭାଇ ବହୁତ ଭଲ ହାଇଛେ ତମକଙ୍କୁ ଧନ୍ୟବାଦ ନୂଆ ପାର୍ଟ ବାହାର କର ଆମେ ଅପେକ୍ଷା କରିଛୁ

  • @narayandakua7379
    @narayandakua7379 6 місяців тому +58

    ବଡ଼ିଆ ଲାଗିଲା ମନ ପୁରା ଖୁସି ହେଇଗଲା ଭାଇ

  • @sarojparida123
    @sarojparida123 8 місяців тому +130

    ଖୋର୍ଦ୍ଧା ଭାଇ ମାନେ କିଏ ସବୁ ଦେଖୁଛନ୍ତି ଗୋଟେ like ହେଇଯାଉ।❤

    • @BILLU478
      @BILLU478 8 місяців тому +2

      ❤❤

    • @sunilbubun7299
      @sunilbubun7299 7 місяців тому

      ❤❤❤❤

    • @mrpradeepshorts125
      @mrpradeepshorts125 7 місяців тому

      Mu

    • @ArunBarik-qe7wc
      @ArunBarik-qe7wc 7 місяців тому

      Khanti khordha Toka like karare...mate nuha chandan vai nku ...chandan vai vdo asibare late kahinki je

  • @bhagabannayak.khushi
    @bhagabannayak.khushi 8 місяців тому +17

    ଚନ୍ଦନ ଭାଇ ବହୁତ୍ ଲେଟ ରେ ଗୋଟେ ଭିଡ଼ିଓ ଆସୁଚି ,ହେଲେ ତମ ଷ୍ଟୋରୀ ଏତେ ସୁନ୍ଦର ଓଡିଆ ଫିଲ୍ମ୍ ଠାରୁ ବି ବହୁତ୍ ଭଲ ଲାଗୁଚି , ତମର ଫିଲ୍ମ କେବେ ଆସିବା ଭାଇ ,

  • @rasmirnajanjena7221
    @rasmirnajanjena7221 4 місяці тому

    Bhai fantastic video ❤️❤️ heiichi..tuma video re ki background music deiicha mo .. pura mind blowing.au tuma gang ra chaliba ra ki move waoo pura osm.. love you all brothers ❤️❤️

  • @munapatra5020
    @munapatra5020 6 місяців тому +36

    ଏ ବହୁତ ଭଲ ଲାଗିଲା ବା 😊😊😊
    Beautiful acting chandan bhai

  • @narayanpradhan1254
    @narayanpradhan1254 8 місяців тому +18

    ଚନ୍ଦନ ତୁମର କମେଡି ଦେଖିକି ମତେ ବହୁତ ଖୁସି ଲାଗିଲା ଆତ୍ତ୍ୟାନ୍ତ୍ତ ସୁନ୍ଦର ଅଭିନୟ chamattakara ତୁମର କଳା ଜୟ ଜଗନ୍ନାଥ 🙏

    • @maksudali8837
      @maksudali8837 7 місяців тому +1

      ଜାହାହୋଉ ସାଉଦି ଲୋକ ଓଡ଼ିଆ ଶିଖି ଗଲା 😄😄😄👌👌ବଡ଼ିଆ କମେଡି👌👌👌

  • @sharatrana3448
    @sharatrana3448 8 місяців тому +7

    ବହୁତ ଦିନ ପର୍ଯ୍ୟନ୍ତ ଅପେକ୍ଷା ପରେ ସୁନ୍ଦର ଭିଡିଓ ହେଲା,next part କୁ ଅପେକ୍ଷା

  • @MrshyamSSM
    @MrshyamSSM 4 місяці тому +2

    ❤ଭଲ ହୋଇଥିଲା ଭାଇ ବହୁତ ଖୁସୀ ଲାଗିଲା ❤🎉🎉🎉❤❤❤❤❤❤❤😊

  • @M_Atharv096
    @M_Atharv096 8 місяців тому +16

    କଣ କହିବେ ଦର୍ଶକ ନମ୍ୱର୍ 1 ସୁପର ହିଟ୍ and blockbuster ୟା କୁ କୁହନ୍ତି ଓଲିଉଡ ଚଲୋଚିତ୍ର l ମୋ ତୋରୋଫରୁ 10 ରୁ 10✨✨, ଯେତେ ସବୁ ଓଲିଉଡ directer, producer,and actres ଅଛନ୍ତି , ଏହି ମାନଙ୍କ ଠୁ କିଛି ଶିଖିବା ଦରକାର l next episode ପାଇଁ ସୋମସ୍ତେ ଅପେକ୍ଷା ରେ ରୋହିଲୁ l ଭାଇ ମାଡ଼ି ଚାଲୋ, ଜୟ ଜଗନ୍ନାଥ 🙏#ollywood #chandan biswal 💯❣️

  • @asitkumarpanda0902
    @asitkumarpanda0902 7 місяців тому +57

    Bro
    Raja asigala ei thara raja ra raja puni gote vdo hau.....
    Jou mane bi chahuncha raja pain vdo hau like kara..👍

  • @Madhusmita787
    @Madhusmita787 8 місяців тому +68

    Pura MST ଲାଗିଲା ।ଭିଡ଼ିଓ ଦେଖୁ ଦେଖୁ ମୋ ତରକାରୀ ପୋଡ଼ି ଗଲା।😂😂😂😂😂

    • @_roastingzone
      @_roastingzone 8 місяців тому +4

      Kn rosai karuthila ki😅

    • @manoj-jb5lk
      @manoj-jb5lk 8 місяців тому

      ​@@_roastingzoneno no seita karothile

    • @Madhusmita787
      @Madhusmita787 8 місяців тому +2

      Chadan bhai ଚିଲିକା ରୁ ଆଣି ଦେଇ ଥିବା କଙ୍କଡା ଆଉ ଶୁଖୁଆ 😂😂😂😂😂

    • @manoj-jb5lk
      @manoj-jb5lk 8 місяців тому

      @@Madhusmita787 Bala na🤣🤣

  • @SANTOSHKUMAR-bt8gh
    @SANTOSHKUMAR-bt8gh 5 місяців тому +2

    han bhai bhala lagila...mast video karuchhanti👍👍❤❤

  • @kamallpradhan8476
    @kamallpradhan8476 8 місяців тому +88

    ସତରେ ହସି ହସି ପେଟ ପୀଡା ହେଇଗଲା
    ଭାଇ ତମେ late ରେ ଆସୁଛ
    ସେଥିପାଇଁ ଅଧିକ hits ରହୁଛ

  • @balramo2
    @balramo2 7 місяців тому +9

    ଚନ୍ଦନ ଏତେ କୁମ ବଜେଟ ରେ ଏତେ ଏତେ ସୁନ୍ଦର କମେଡି ତୁମେ ପ୍ରକୃତରେ ଜନ୍ମଗତ କଳାକାର

  • @bigubigunExpress
    @bigubigunExpress 8 місяців тому +74

    ଆମ ପାରାଦୀପ ରେ ନେହେରୁ ବଙ୍ଗଳା ରେ ସୁଟିଂ ହୋଇଛି ଦେଖିକି ବହୁତ ଖୁସି ଲାଗିଲା
    love you ଚନ୍ଦନ ଭାଇ❤❤

    • @sinu779
      @sinu779 8 місяців тому +1

      Right❤

  • @ashokkumardas2181
    @ashokkumardas2181 11 днів тому

    Your all episodes are a lesson towards the society . Really you are "PRAISE WORTHY" . Thanks a lot .

  • @Bibhu888
    @Bibhu888 8 місяців тому +105

    ଏଇ ଭିଡିଓ ଦେଖିଲା ପରେ ଜଣାପଡୁଛି ସେଥିପାଇଁ ବହୁତ ଦିନ ଲାଗିଯାଇଥଲା shooting ହେବା ପାଇଁ no -1 ହେଇଛି

    • @Bibhu888
      @Bibhu888 8 місяців тому +1

      ଭାଇ ପ୍ଲିଜ଼ ମତେ ଆପଣଙ୍କ ଭିଡିଓ ରେ ଗୋଟେ ଚାନ୍ସ ଦିଅନ୍ତୁ ପ୍ଲିଜ଼ ଭାଇ

  • @Imsubham1947
    @Imsubham1947 8 місяців тому +12

    Power of UA-cam ❤...One Of the best Comedian of Odisha 🇮🇳✨️

  • @rockeyingkings_a_g_a_r4103
    @rockeyingkings_a_g_a_r4103 8 місяців тому +16

    ଭାଇ ରେ ପ୍ରତି ଟି comedy punch କଥାରେ ହୃଦୟ ରୁ ଜଉ ଖୁସି ଆସେ ସେ ଖୁସି ହେଇଛି ❤❤ ଭଗବାନ୍ ଙ୍କ ପାଖରେ ଏତିକି ପାର୍ଥନା ସେ ତମ ସମସ୍ତ ଙ୍କୁ ସବୁବେଳେ ଖୁସି ରେ ରଖନ୍ତୁ 🙏🙏

  • @rkbiswal4052
    @rkbiswal4052 Місяць тому

    So so so beautiful vedeo... superb combination of team coordination.

  • @mispooja123
    @mispooja123 8 місяців тому +19

    Sata katha hochhi bhai ame anei basithau chandan biswal comedy kete bele asiba, bahut vala heichhi ❣️👍👍👍😂😂. Dhanyawad ❤

  • @StylesSkater
    @StylesSkater 8 місяців тому +19

    ପଚାରୁଚ ଆଉ ଜବରଦସ୍ତ ହେଇଚି ,,,
    ଚାଲୁ ,,,♥️♥️

  • @dthodia3980
    @dthodia3980 8 місяців тому +18

    ଅତି ସୁନ୍ଦର ଅଭିନୟ ଜୟ ଜଗନ୍ନାଥ ସ୍ବାମୀ 🙏

  • @digbijaymeher5225
    @digbijaymeher5225 4 місяці тому

    UA-cam re first' time comedy full video dekhi li🎉🎉🎉 mm
    Badhiya achi bhai❤❤

  • @Jaykisan503
    @Jaykisan503 8 місяців тому +71

    ନାମ- ଚନ୍ଦନ ବିଶ୍ଵାଳ
    କାମ-ଲୋକ ଙ୍କୁ ହସେଇବା
    ଘର- ଲୋକ ଙ୍କ ହୃଦୟରେ
    ❤❤❤❤❤❤

  • @anhisapriyadarshininayak4789
    @anhisapriyadarshininayak4789 8 місяців тому +17

    Bahut badhiya heichhi,part2 jaldi bahara kara

    • @ht2su
      @ht2su 8 місяців тому

      Ok

  • @Santosh143.
    @Santosh143. 8 місяців тому +9

    Super କମେଡି ଭାଇ ସମସ୍ତଙ୍କ ଅଭିନୟ ଉଚ୍ଚ କୋଟିର ଥିଲା ବାକି ରହିଲା next episode ଜଲଦି ଆଣନ୍ତୁ

  • @badrinarayansingh3591
    @badrinarayansingh3591 Місяць тому +2

    ଗୋଟିଏ Jagat Singhpur ଟୋକା ସମସ୍ତଙ୍କୁ ଚାଲେଞ୍ଜ କରୁଛି 👍👍👍👍👍👍👍👍👍♥️♥️♥️♥️♥️♥️♥️♥️

  • @commonmanprasanna
    @commonmanprasanna 7 місяців тому +50

    ଚନ୍ଦନ ଭାଇ ଙ୍କ ପାଇଁ ଗୋଟେ ଲାଇକ ହୋଉ 👍❤️ଜୟ ଜଗନ୍ନାଥ

  • @pradyumnpradhan9334
    @pradyumnpradhan9334 7 місяців тому +11

    ପ୍ରେସିଡେଣ୍ଟ Au ସେକ୍ରେଟାରୀ ଙ୍କ acting mast ହୋଇଛି

  • @odiashortstories3102
    @odiashortstories3102 8 місяців тому +119

    ଏତେ ଲମ୍ବା ଭାବି confuse ହେଲି ପରେ 1.25x ରେ ଦେଖିଲି ମନ ବୁଝିଲାନି ତେଣୁ କରି Normal ରେ ଦେଖି ପଛକୁ ଆଗକୁ କରି ସରିଲା ବେଳକୁ ଏକ ଘଣ୍ଟା ରେ ଯାଇଁ ସରିଲା । ସତରେ naturally acting ମତେ ବହୁତ୍ ଭଲ ଲାଗେ । ଏଥିରେ ସମସ୍ତେ ସୁନ୍ଦର୍ ଅଭିନୟ କରିଛନ୍ତି । Specially Group ର Secratary ଙ୍କର diloge delivery ସୁନ୍ଦର ଥିଲା । ସମସ୍ତଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

    • @iamthebestiamfree8836
      @iamthebestiamfree8836 8 місяців тому +3

      Bhai tu gote kabi. Ete lekhuchu na😅

    • @saumyaranjanmangaraj6554
      @saumyaranjanmangaraj6554 8 місяців тому

      vai video asibat bhut late hela tike jaldi jaldi au gote video aniba

    • @Gopalkrushnapatra-15490
      @Gopalkrushnapatra-15490 8 місяців тому +2

      ମୋତେ ଦୁଇ ଦିନ ଲାଗିଲା
      କାରଣ ମୁଁ ବାଙ୍ଗାଲୋର ରେ କାମ କରେ କାମ ମଧ୍ୟରେ ଟିକେ ଟିକେ ସମୟ ମିଳେ ଟିକେ ଟିକେ ଦେଖି ସାରିବାକୁ ଦୁଇ ଦିନ ସମୟ ଲାଗିଲା

    • @odiashortstories3102
      @odiashortstories3102 8 місяців тому

      ପୁରା dedication କାମରେ ବି ଏଣେ video ରେ ବି । ଭାଇ ମାନିବାକୁ ପଡ଼ିବ ।

    • @bapujirout1815
      @bapujirout1815 8 місяців тому +1

      Bhai Badhia lagila lagila

  • @debasishDeva
    @debasishDeva 5 місяців тому +1

    ବିଶ୍ୱାସ କର ଚନ୍ଦନ ଭାଇ ତମ ଭିଡିଓ ଗୁଡାକ ବହୁତ୍ ଭଲ ଲାଗେ ❤❤❤❤

  • @MithunNaik-t2v
    @MithunNaik-t2v 8 місяців тому +13

    X gange chandan sir acting dhekhi mu pura fidda love you bro❤❤❤❤❤

  • @Msjodi77
    @Msjodi77 7 місяців тому +34

    X gang ର next part ଜଲଦି ଆଣନ୍ତୁ ଚନ୍ଦନ ଦା । ବହୁତ ଭଲ ଲାଗୁଛି ।❤

  • @ComedyQueenKarishma
    @ComedyQueenKarishma 8 місяців тому +25

    Last seen ta mast thila 😂😂😂 ବାପା ଲୁଟିନେଲା ଚୋର ସାମାନ 😅😂😂😅

    • @SumanSahu-z2b
      @SumanSahu-z2b 8 місяців тому

      Auri luti thanta jhiara bhagya bhala .🛏️🍑🥒

  • @sukantsahoo5680
    @sukantsahoo5680 3 місяці тому

    Bhai tama video ate khusi dauchi je amaku ade hasa band karideithiba loka dekhiki bi hasi uthuchu Bahut enjoy dauchi bhai tama video