E Mana Mo Mana || Humane Sagar || Odia Sad Song Video || Japani | Raja D Armaan Music

Поділитися
Вставка
  • Опубліковано 2 жов 2024
  • • Dam Dam Damru Baje- Hi...
    Humane Sagar ଗାଇଥିବା ଧୋକା ଖାଇଥିବା ପ୍ରେମିକ ମାନଙ୍କ ପସନ୍ଦର ଗୀତ "ଏ ମନ ମୋ ମନ" ର ଭିଡିଓ - Male Version Heart Broken Sad Song Video of E Mana Mo Mana.
    Please Subscribe Our Channel : bit.ly/3gkc7Xi
    Follow us on Instagram :
    / japanibhai.official
    / armaanmusic.official
    * STAR CAST - SAMBHAV MANSINGH & COOKIES
    * SINGER - HUMANE SAGAR
    * MUSIC DIRECTOR - JAPANI { official contact number - (9124953799)
    * LYRICS - PRAMOD PARIDA
    * ARRANGER - SITU RATHA
    * SCREENPLAY ,DIALOGUE & DIRECTION - RAJA D
    *ASST DIRECTOR - PUPUN JENA
    * DOP - KAHNA
    * EDIT - BISWAJIT PAITAL
    * PRODUCTION MANAGER - DEEPAK JENA
    * SPECIAL THANKS - DR. SANDEEP SAMAL
    * RECORDING STUDIO - MILAN STUDIO
    Music Label : Aramaan Music
    Copyrights By : Armaan Music
    #HumaneSagar #EManaMoMana #Japani
    Like, Share, Subscribe our Channel & Comments Below.

КОМЕНТАРІ • 7 тис.

  • @ntmallvlog2939
    @ntmallvlog2939 4 місяці тому +84

    2024 ରେ କିଏ କିଏ ଶୁଣୁଚ LIKE ଗଟେ କର ❤

    • @PremrajBhoi-j2h
      @PremrajBhoi-j2h 3 місяці тому

      I😢

    • @GabanandaTandi
      @GabanandaTandi 26 днів тому

      Jeun mane mate prakrutare bhala pauthila semane mora anista chinta karantu nahin

  • @artbybiren
    @artbybiren Рік тому +116

    ପ୍ରକୃତ ପ୍ରେମ ର ଅର୍ଥ ହେଲା, ଖାଲି ଅନୁଭବ ଆଉ ତ୍ୟାଗ😭😭😭😭

  • @sidhantamohapatrassmusicch682
    @sidhantamohapatrassmusicch682 10 місяців тому +82

    ଜୀବନରେ ପ୍ରକୃତ ପ୍ରେମ ହୁଏ ଆଉ ସେ ପ୍ରେମ ଆମଠୁ ଦୂରେଇ ଯାଏ। କିଏ ନିଜ ପରିବାର ପାଇଁ ଆଉ କିଏ ନିଜ ସ୍ବାର୍ଥ ପାଇଁ ବଦଳି ଯାଆନ୍ତି😭😭😭😭

  • @Binayanaikvlogs
    @Binayanaikvlogs 10 місяців тому +126

    ଯାହା କଥା ଭାବିଲେ ଦିନେ ଏ ଓଠରେ ହସ ଆସିଯାଉଥିଲା …ଆଜି ତା କଥା ଭାବିଲେ ଏ ଆଖିରୁ ଲୁହ ଆସି ଯାଉଛି 💔🥲

  • @nabakishoresahu6440
    @nabakishoresahu6440 3 роки тому +409

    ଯିଏ ତମକୁ ଗୋଟିଏ ‌ଦିନ ନ ଦେଖିଲେ ପାଗଳି ହୋଇ ଯାଇଥିବ ଏମିତି ଦିନ‌ ଆସିବ ସେ ତମକୁ ଦେଖିଲେ ନ ଚିହ୍ନିଲା ପରି ଅଭିନୟ କରିବ 😂😂

  • @ramk8313
    @ramk8313 4 роки тому +6

    First time emotiona lagilal mate ajji .odiya video dekhi ki ବହୁତ ଭଲ ଷ୍ଟୋରୀ ଲାଇନ୍ ହେଇଛି.......

  • @sanjaykumar6357
    @sanjaykumar6357 5 років тому +411

    ଜୀବନରେ ଥରେ ପ୍ରେମ ନିଶ୍ଚିତ ହୋଇଥାଏ, କିନ୍ତୁ ଜାହା ସାଥିରେ ପ୍ରକୃତ ପ୍ରେମ ହେଇଥାଏ ସେ ଆମ ଭାଗ୍ୟରେ ନଥାଏ 😢😢😢😢😢😢😢

  • @_Ajaya_Majhi_S
    @_Ajaya_Majhi_S 3 роки тому +551

    ସହଜ ରେ କହିଦେବ ଯେ ଭୁଲି ଯିବି.....କିନ୍ତୁ ଭୁଲିବା ଟା କେତେ ଯେ କଷ୍ଟ ଲାଗେ....ଯିଏ ପ୍ରେମ କରିଛି ସିଏ ହିଁ ଜାଣିଛି.....ଭୁଲିବା କେତେ କଷ୍ଟ......ତେଣୁ ପ୍ରେମ କରିବା ହିଁ ପାପ.....

    • @sksagar7880
      @sksagar7880 3 роки тому +12

      Ryt fabruh

    • @gaurabbagha1426
      @gaurabbagha1426 Рік тому +12

      ଠିକ୍ କଥା ଟେ କହିଛନ୍ତି ଭାଇ👍👍👍

    • @shivsankarchhachhan1758
      @shivsankarchhachhan1758 Рік тому +4

      Right bro

    • @nalubehera7234
      @nalubehera7234 Рік тому +32

      ଦୁଇ ବର୍ଷ ହେଇ ଗଲାଣି ତଥାପି ସେ ଝିଅ କୁ ଏବେବି ଭୁଲି ପାରୁନି, ଯେବେ ତା କଥା ମନେ ପଡେ ଏଇ ଗୀତ ସୁଣିକି ମନ କୁ ହାଲକା କରି ଦିଏ।😭😭😭

    • @dharmarajsahu3850
      @dharmarajsahu3850 Рік тому +8

      Satare bhai

  • @sekharcreation6158
    @sekharcreation6158 Рік тому +86

    ପ୍ରେମ ଯେତେବେଳ ହୁଏ ଯେତେ ଖୁସି ଦିଏ ତାଠୁ ବେଶୀ ଦୁଃଖ ସେ ଚାଲିଗଲା ପରେ ହୁଏ

  • @MOHANTYPK2857
    @MOHANTYPK2857 8 місяців тому +7

    🙏ଯଦି ଭଲ ପାଇବାର ଅଛି ତ ନିଜକୁ ଭଲ ପାଅ କାହିଁକି ନା ଆଜି ର ପ୍ରେମ ଧନ କୁ ଦେଖେ ମନକୁ ନୁହେଁ ଧନ୍ୟବାଦ 🙏

  • @chandramurmu6290
    @chandramurmu6290 2 роки тому +48

    ଭଲ ପାଇବା ଖରାପ ନୁହଁ. କିନ୍ତୁ ଏହି ସ୍ୱାର୍ଥ ପର ଦୁନିଆରେ ଶୋଷ ମେଣ୍ଟିଗଲେ ଆଉ ଗୋଟିଏ ନଦୀକୁ ପାଣି ପିଇବାକୁ ଯାଉଛନ୍ତି. Happy New year 2022. Who are listen in this music like it

  • @gajuputelofficial2515
    @gajuputelofficial2515 Рік тому +40

    ରାତିସାରା ନିଦ ନାହିଁ ଖାଲି ତା କଥା ମନେ ପଡେ... ମୋର ଦୁଃଖ ସେ ବୁଝିଲା ନି..😭😭ମତେ ଛାଡି ଆଉ କାହାର ହେଇଗଲା... 😭😭

  • @BKRaj-gf7eu
    @BKRaj-gf7eu Рік тому +18

    ଭଲ ପାଇବାରେ ଖାଲି ପୁଅ ପିଲାଙ୍କୁ ଦୁଃଖ ହୋଇଥାଏ କାହିଁକି ଖାଲି ପିଲାମାନେ ହିଁ କାନ୍ଦି ଥାନ୍ତି. ଆଉ ଏ ଝିଅ ମାନେ ଅମାନଙ୍କ ବୋଧେ ହୃଦୟ ନ ଥାଏ

  • @jpsamantaray3770
    @jpsamantaray3770 3 роки тому +13

    This is happening in every village .....real stories of love life❤️❤️❤️

  • @kedaranayak2943
    @kedaranayak2943 Рік тому +14

    ତମେ ଯାହାକୁ ଥରେ ଭଲ ପାଇଯାଇଛ ସେ ତମକୁ ଭଲ ପାଉ କି ନ ପାଉ ତମେ ତାକୁ ଭୁଲିବନି କାରଣ ତମ ଭଲ ପାଇବା ସତ ଭଲ ପାଇବା.

  • @MOHANTYPK2857
    @MOHANTYPK2857 2 місяці тому +1

    ✍️ଭୁଲି ଜାରେ ତାକୁ ସ୍ୱାର୍ଥ ପର ସିଏ??🎉🎵🎶🎤 Right line 🎉🎉

  • @suchismitamishra9237
    @suchismitamishra9237 Рік тому +34

    ଯଦି ଭଲ ପାଇବାର ଅଛି ତ ନିଜକୁ ଭଲ ପାଅ କେବେ ଧୋକା ପାଇବନି 🥺ଆଜି କାଲି ଏ ଭଲ ପାଇବା କୁ ସମସ୍ତେ ପାଦ ରେ ଆଡେଇ ଦେଇ ଚାଲି ଯାଉ ଛନ୍ତି 😭

  • @justreject
    @justreject 2 роки тому +31

    ଭୁଲି ଜାରେ ତାକୁ ସ୍ୱାର୍ଥପର ସିଏ wow nice line...... 😔🥀🖤

  • @ranjanbehera1249
    @ranjanbehera1249 3 роки тому +94

    ଯେଉଁଠି ଥା ଭଲରେ ଥାଲୋ
    ଭଗବାନ ତମକୁ ସବୁବେଳେ ଖୁସିରେ ରଖନ୍ତୁ

  • @ranjanbehera1249
    @ranjanbehera1249 3 роки тому +105

    ସତରେ ଜୀବନରେ ଯଦି ଶାନ୍ତିରେ ରହିବାକୁ ଚାହୁଁଚ କେବେ କାହାକୁ ହୃଦୟରୁ ଭଲ ପାଅ ନାହିଁ.

  • @ayushvarma5073
    @ayushvarma5073 5 років тому +102

    Swartha sari gale kiye ba kahara madhusala yethi eka mo nijara...
    Awesome line 😘😘

  • @theknowledgetech7427
    @theknowledgetech7427 5 років тому +94

    ଭାଇମାନେ........
    ମେଦାନ୍ ମେ ହାରା ହୁଆ ଇନ୍ ସାନ୍
    ଜିତ୍ ସକ୍ ତାହେ
    ମନ୍ ସେ ହାରା ହୁଆ ଇନ୍ ସାନ୍ ନହି
    ❤💘
    Jo khudse nahi hara
    Use koi nahi hara sakta
    Good bless you all frns

  • @joydeb.sutradhar
    @joydeb.sutradhar 4 роки тому +28

    Love from Bangladesh
    I think I understand almost 80% odia language. It’s similar with bangla

  • @gannusingh1990
    @gannusingh1990 3 роки тому +92

    I am non odian but i have listen this songa 4-5 times in a day.. Just love the music and voice of singer just loved it.. ❤❤❤ fall in love with odia songs ❤❤

  • @strugglelife6345
    @strugglelife6345 5 років тому +77

    Actually eyaa sabu daily lyf ra ....Ghatana.... Ek dum true.... story

  • @balarambiswal5557
    @balarambiswal5557 5 років тому +91

    ସତରେ ଭାଇ ତମ ଗୀତ ହହୃୟ କୁ ସ୍ପର୍ଶ କରୁଛି

  • @bhajansoren9480
    @bhajansoren9480 4 роки тому +67

    I am Bhajan soren
    From_malda District (W B)
    I Love odia songe
    ❤❤Human sir aap ka hart taching songe mujhe bahut acha lgta hai 👌👌love you sir

  • @pradeepkumarsethypk
    @pradeepkumarsethypk Рік тому +4

    ଜୀବନ ରେ ଯଦି ଖୁସି ରେ ରହିବାକୁ ଚାହୁଁଛ ତେବେ ନିଜ ଘର କୁ ଭଲ ପାଇବା ଶିଖ ଆଉ ନ ହେଲେ କାନ୍ଦି କାନ୍ଦି ଦିନ ଯିବ ସତ କଥା ଭାଇ love Na Vhaot bada ପାପ କାମ ............😫😫😫😫💔💔💔💔🥹🥹🥹💞💞💞💞

  • @sambitmallick7597
    @sambitmallick7597 4 роки тому +26

    Really Heart touching..
    💟💝💟💝

  • @PritiranjanParija
    @PritiranjanParija 5 років тому +40

    Superb direction and both are acting fabulous

  • @pradeepbiswal1962
    @pradeepbiswal1962 4 роки тому +19

    Beautiful... composition
    ❤️❤️❤️❤️❤️🍁❤️❤️❤️❤️❤️

  • @raazledrepairing4911
    @raazledrepairing4911 4 місяці тому +1

    ଝିଅ ମାନଙ୍କର ହୃଦୟ ବୋଲି କିଛି ନ ଥାଏ ସାର୍ଥ ପାଇଁ ପ୍ରେମ sartha ସରିଗଲେ ଆଉ ଜଣେ ନିଜର

  • @krishnagogoikg2162
    @krishnagogoikg2162 4 роки тому +118

    No understand but Like this song I'm from Assam ❤

  • @runuchand8214
    @runuchand8214 5 років тому +25

    ବହୁତ୍ ସୁନ୍ଦର୍ ଗୀତ ❤️❤️❤️❤️❤️ ରୁନୁ ଚାନ୍ଦ

  • @shrabanastudy6769
    @shrabanastudy6769 3 роки тому +135

    ଯେତେବେଳେ ବି ଏଇ ଗୀତ ଶୁଣୁଛି ମୋର ଆଖିରେଲୁହ ବାହାରିଯାଉଛି ଆଉ ତାକଥା ମନେପଡି ଯାଉଛି ଜୀବନରେ କାହାକୁ ଭାଇ ଓ ଭଉଣୀ ମାନେଭଲ ପାଇବନି 🙏🙏🙏

  • @KaranBehera-kb9ro
    @KaranBehera-kb9ro 5 місяців тому

    କିଏ କିଏ ଏ ଧୋକା ସ୍କୁଲ ଲାଇଫ ରେ ଖାଇଛ 🙏🙏🙏🙏

    • @computertechnical1397
      @computertechnical1397 3 місяці тому

      School re attraction hei thai bhai love nuhe love taha ku kuha jae jauthire banchi hue nahin

  • @rabindrameher8056
    @rabindrameher8056 5 років тому +5

    It's a fantastic music & superb
    .. really touching my heart ..thank u.

  • @prakashkarsel4123
    @prakashkarsel4123 5 років тому +6

    Sach main yaar full heartouching...I like it's...

  • @Ppramod8191
    @Ppramod8191 5 років тому +16

    Bhai dhamaka heichi, cokies is so sweet, she is like an angel

  • @BhagyashreeSamal-n5w
    @BhagyashreeSamal-n5w Рік тому +1

    Baas jouthi tha khusire thaaa... Bhagwan tate duniya ra sabu khusi diantu.....

  • @nibeditadas9873
    @nibeditadas9873 5 років тому +27

    Song of the year, 2018 ର ସବୁଠାରୁ ସୁନ୍ଦର ଓ ମନଛୁଆଁ ଗୀତ। ଧନ୍ୟବାଦ ପ୍ରିୟର ଜାପାନୀ ଭାଇ ଏବଂ ପ୍ରମୋଦ ଭାଇ । ଇତିହାସ ରଚନ୍ତୁ ଭାଇ.. ଜୟ ଜଗତସିଂହପୁର

  • @anantakumar1344
    @anantakumar1344 5 років тому +26

    ପୁରା ଧାମାଲ୍ ଜାପାନୀ ଭାଇ ଅଶେଷ ଧନ୍ୟବାଦ ଭାଇ ଏ ଭିଡିଓ ଓ ଗୀତ ପାଇଁ

  • @mkarfunnyshortvideo647
    @mkarfunnyshortvideo647 4 роки тому +270

    ଏ ଦୁନିଆରେ କାହାକୁ ବିଶ୍ୱାସ କରିବନି କି ଭଲ ବି ପାଇବନି ଏ ଦୁନିଆରେ ଯିଏ ଯାହାକୁ ବେଶୀ ଭଲପାଏ ସିଏ ହିଁ ଆଗ ଛୁରୀ ମାରେ

  • @mtlofimusic
    @mtlofimusic 3 роки тому +5

    Heart touching ❤️❤️🔥🔥👍👍

  • @Surajsingh-k3z6e
    @Surajsingh-k3z6e 5 років тому +24

    ଗୀତ ଏତେଭଲ ଲାଗିଲା କାରଣ ଏଗୀତ ଶୁଣିଲେ ଭାରି କଷ୍ଟ ହେଉଛି ସବୁଠାରୁ ଅଧିକ ଜାଣିବା ଭଳି ଅଛି 😘😘😘

  • @sujogyan32
    @sujogyan32 5 років тому +23

    Nice choreography nice voice by one and only human Sagar nice music by Japani sir and after all nice acting by all actor and nice pure odia village culter ..love u all

  • @sptutorials9256
    @sptutorials9256 5 років тому +22

    First odia song based on reality

  • @sanjayabhoi247
    @sanjayabhoi247 9 місяців тому +13

    ସତରେ ଜୀବନ ରେ ଥରୁ ଟେ ସତ ପ୍ରେମ ହୁଏ ଇତିହାସ ସାକ୍ଷୀ ଅଛି ପ୍ରକୃତ ପ୍ରେମ କେବେ ମିଳେ ନାହିଁ ❤❤RS❤❤

  • @BloodBrothersSairam
    @BloodBrothersSairam 5 років тому +349

    ପ୍ରେମ ର ଅନ୍ୟନାମ ଛଳନା
    ପ୍ରେମ ର ଅନ୍ୟନାମ ଧୋକା ପ୍ରେମ କରିବ ଯଦି ନିଜ କୁ ନିଜେ କର ନିଜ ଫ୍ଯାମିଲି କୁ କର ବହୁତ୍ ସୁନ୍ଦର ଭିଡିଓ ଭାଇ ହୃଦୟସ୍ପର୍ଶୀ

    • @MunaCreation_10k
      @MunaCreation_10k 5 років тому +3

      Blood brother you ok

    • @rupalipradhan4424
      @rupalipradhan4424 5 років тому +4

      Blood Brothers you are absolutely right

    • @rabatipuhan1884
      @rabatipuhan1884 5 років тому +2

      Blood Brothers
      I am beauty
      You are range
      Bas byabahara kharap karanti. love .ra

    • @BloodBrothersSairam
      @BloodBrothersSairam 5 років тому +7

      @@rupalipradhan4424 ଧନ୍ୟବାଦ୍ ଆଜି କା ଯୁଗ ରେ ପ୍ରେମ ର ସ୍ଥିତି ନାହିଁ ତେଣୁ ନିଜ ଜୀବନ କୁ ହସ ଖୁସି ରେ ଅତିବାହିତ କରନ୍ତୁ

    • @BloodBrothersSairam
      @BloodBrothersSairam 5 років тому +5

      @@rabatipuhan1884 କଳିଯୁଗ ର ପ୍ରେମ 2 ଦିନିଆ ତେଣୁ prema ଉପରେ ବିଶ୍ବାସ ନାହିଁ

  • @suyanray8218
    @suyanray8218 4 роки тому +26

    Missing My Bestie lOve Heart broken 😥😥

  • @santanupatra7532
    @santanupatra7532 4 роки тому +225

    You will surprise, At Delhi, in my car stereo , I played this song not less than 100 times that too with the request of non-odia friends who fall in love with this song. This is such a widely accepted song. Everyone ( non-odia) who listen this song in Delhi says Music has no language and appreciate Singer Humane Sagar voice.

  • @ommodisha6795
    @ommodisha6795 3 роки тому +2

    Nice Video just real life incident 👍

  • @souravsahoo4180
    @souravsahoo4180 5 років тому +29

    One of the finest odia song and video i have come across.... Music is a beautifully composed and the videography surely resonates Bollywood quality....
    Nyc story line also... I think it should be awarded.... Follow us guys for making ur own Covers

  • @bijnanakesharisahoo1505
    @bijnanakesharisahoo1505 4 роки тому +15

    The girl is so cute , beautiful, charming,sweet love u ❤️❤️❤️❤️

  • @devilboy7905
    @devilboy7905 3 роки тому +14

    Still a masterclass song 😍

  • @chummanlal4853
    @chummanlal4853 3 роки тому +4

    Human sir please playback for bollywood ...U r capable for that ...Ur voice like a rassagulla..We all love u sir

  • @helpinghand1385
    @helpinghand1385 5 років тому +13

    Heart touching song and magical voice of human Sagar loved it.

  • @prince____pintu4398
    @prince____pintu4398 5 років тому +10

    Really Heart Torching Video
    Love U

  • @sipunayak3515
    @sipunayak3515 2 роки тому +15

    ପ୍ରେମ ଏମିତି ଏକ ଶବ୍ଦ ଯାହା ଚିରଦିନ ସ୍ମରଣୀୟ 💛

  • @kbc_675
    @kbc_675 3 роки тому +3

    Same album hero ki plz oriya movie re chance dia jau....it's my humble request for every one..... superb

  • @MunaCreation_10k
    @MunaCreation_10k 5 років тому +9

    My favourite arman music super japani bahai

  • @piya-mj7gr
    @piya-mj7gr 5 років тому +11

    satare egita mate bohuta bhal lage nice sang

  • @kartikakumarojha803
    @kartikakumarojha803 Рік тому +7

    ଯଦି ଭଲ ପାଇବାର ନ ଥିଲା ତ ମୋ ଜୀବନରେ ଆସୁଥିଲ କାହିଁକି।ଏବେ ମୁ ପ୍ରତି ମୁହୂର୍ତ୍ତରେ ମରୁଚି।ଥରୁଟିଏ ମାରିଦେଇଥନ୍ତ ଭଲ ହେଇଥାନ୍ତା । ଏମିତି ଜଳି ଜଳି ମାରିବାରେ ବହୁତ କଷ୍ଟ ହଉଚି

    • @ajitaKumarmandal-i7u
      @ajitaKumarmandal-i7u 8 місяців тому

      ବାପା ମାଆ ର କଥା ଥରୁଟିଏ ଭାବିବ ଭାଈ କିଛି ଭୁଲ ନିଷ୍ପତି ନେବା ପୂର୍ବରୁ God bless you dear

  • @BiswajitDas-lg7wh
    @BiswajitDas-lg7wh 9 місяців тому +2

    ମୁଁ ତାକୁ ବହୁତ ଭଲପାଉଥିଲି,ସେ ମୋ ଜୀବନର ପ୍ରଥମ ଓ ଶେଷ ଲଭ୍,ସିଏ କିନ୍ତୁ ଆଉ ଗୋଟିଏ ପୁଅ ପାଇଁ ମୋତେ ଛାଡିଦେଲା

  • @OdiaSongLyrics
    @OdiaSongLyrics 3 роки тому +10

    *Please Upload All Songs To Online Streaming Platforms like Spotify, Deezer, Gaana, Jiosaavn*

  • @sherbahadurcomputersolutions
    @sherbahadurcomputersolutions 3 роки тому +219

    ସତରେ ଜୀବନରେ ଯଦି ଶାନ୍ତିରେ ରହିବାକୁ ଚାହୁଁଚ କେବେ କାହାକୁ ହୃଦୟରୁ ଭଲ ପାଅ ନାହିଁ.

  • @sandeepkumarsahoo5724
    @sandeepkumarsahoo5724 5 років тому +6

    Bhott cedyy vdo mind blowing yarr

  • @premanandabag1266
    @premanandabag1266 2 роки тому +1

    What a song 👌.What a video .Dil chhua gaya ❤️❤️

  • @bholanathmallick5168
    @bholanathmallick5168 5 років тому +23

    ଯେତେ ଦେଖିଲେ ସେତେ ନୂଆ ଲାଗୁଛି👌💝👌💝👌

  • @babinaparida8538
    @babinaparida8538 5 років тому +12

    very very heart touching song.really .A true love is very hard to find, difficult to leave and impossible to forget.

  • @siluparichha4510
    @siluparichha4510 4 роки тому +5

    Beautiful song...

  • @saikumar3797
    @saikumar3797 3 роки тому

    Bahut badia

  • @kingnirajqqq
    @kingnirajqqq 3 роки тому +60

    Although I don't get the words but the emotions of this song always make me cry. Superb singing......

  • @gopalpanigrahy7328
    @gopalpanigrahy7328 2 роки тому +5

    କାହାକୁ ଏତେ ଭଲପାଅନାହି୍ଁ

  • @dushasanpradhan4326
    @dushasanpradhan4326 5 років тому +8

    This video is very heartly

  • @itishreedas4587
    @itishreedas4587 3 роки тому +1

    Very heart touching song really really love this song I really love this voice my favourite singar love you so much I love this song .... Amging video ❤️❤️❤️❤️❤️❤️❤️❤️❤️❤️

  • @deepuexpress
    @deepuexpress 4 роки тому +157

    Believe me😭oneside love is true love

  • @prakashkarsel4123
    @prakashkarsel4123 5 років тому +17

    Love is blind...only love time
    Passss...

  • @nitishpadhan90
    @nitishpadhan90 3 роки тому +7

    ""Ferigala jie feribaku au nahi taa mona"" satha katha 😔

  • @kshiradribariha4006
    @kshiradribariha4006 3 роки тому +1

    Ohoo 😭😭😭😭😭

  • @rabindratriya8208
    @rabindratriya8208 5 років тому +17

    True love Story never end

  • @saimonsaimon7547
    @saimonsaimon7547 5 років тому +16

    Really heart toching

  • @kartikbhue7279
    @kartikbhue7279 4 роки тому +26

    Mor taraf nu 1000 like...au...jia gita gaichan tahaku 10000 🙏🙏🙏🙏🙏🙏🙏🙏🙏🙏🙏

  • @kartiksethi7538
    @kartiksethi7538 4 роки тому

    ଏବେ ଭଲପାଇବା ବହୁତ୍ ଶସ୍ତା

  • @saicreations4280
    @saicreations4280 5 років тому +40

    ଏ ମନ ମୋ ମନ ଗୀତ ଟି ଏତେ ଭଲ ଲାଗିଲା ଯେ ମୋ ଆଖି ଲୁହ ବାହାରି ପଡ଼ିଲା ସତରେ ଝିଅ ମାନେ ଚାକିରୀଆ ପୁଅ ପାଇଲେ ଭୁଲିଯାଉଛନ୍ତି

  • @TanbirSahu0016
    @TanbirSahu0016 5 років тому +13

    Very nice performance very nice job good production house keep it up all the best

  • @tiriababu2089
    @tiriababu2089 5 років тому +32

    Prema re hari gola pore..moda , cigarette peiba bodala re..Akhi luha pei banchiba hin ta prema 💔💔💔..Am i right..💕💕

  • @rajugohain494
    @rajugohain494 Рік тому +1

    Love frome assam ❤

  • @djratha5410
    @djratha5410 5 років тому +538

    ଜୀବନରେ ଯଦି ଶାନ୍ତିରେ ରହିବାକୁ ଚାହୁଁଛ,ତେବେ ଗୋଟିଏ କଥା ମନେରଖ,କେବେ କାହାକୁ ନିଜ ଜୀବନଟୁ ଅଧିକ ଭଲ ପାଅନି,,,

  • @dr.nrusinghacharanpradhan2249
    @dr.nrusinghacharanpradhan2249 5 років тому +31

    beautiful acting bhai...I really love ur act ..
    it seems like u have 15yr experience in acting
    U touched my heart bro
    love u ....
    hope for next video from u

  • @MrGaming-rc1ph
    @MrGaming-rc1ph 5 років тому +7

    Like 👍 for human sir & arman music for this type of song.
    Really the song mad cry 😢

  • @BhagyashreeSamal-n5w
    @BhagyashreeSamal-n5w Рік тому +1

    Kahaku bhuliba ete bi sahaj nuhee..... Au love ta sabu majak bhabuchhanty... Jie satare hrudayaru love karichhi se janichhi kasta kn.....

  • @pabitraofficial1435
    @pabitraofficial1435 11 місяців тому +5

    Very sad song 😢😢💔💔jia bi bhabucha gote like kariki jao

  • @dharmendharmen1062
    @dharmendharmen1062 4 роки тому +8

    Miss you Padmini 🌹

  • @pareshchandrasingha5839
    @pareshchandrasingha5839 4 роки тому +12

    Oria thik se samj nehi ati, but this song is so sweet lovely and ❤️ touthing

  • @Nimai365
    @Nimai365 11 місяців тому +6

    କେମିତି ଅଛୁ ଲୋ ତୁ

  • @abinashtarai6291
    @abinashtarai6291 3 роки тому +6

    ଭାଇ କଥାଟା ବୁଝିପାରିଲନି ବୋଧେ, ସରକାରୀ ଚାକିରୀର କମାଲ l ଏଇ ସରକାରୀ ଚାକିରୀ ପାଇଁ କେତେ ତଥାକଥିତ ପ୍ରେମର ପରିସମାପ୍ତି ହେଇଚି 😅😁

  • @anildeep8237
    @anildeep8237 5 років тому +109

    ନମସ୍କାର ଭାଇ ମାନି ଗଲି ତୁମର ଚିନ୍ତା ଧାରା କେ ତୁମେ କେତେ ଚିନ୍ତା କରି ଏ ଗୀତ ଟି ଲେଖିଛ ,, ଆଉ ଏ ଗୀତ ଟି ଶୁଣିଲା ପରେ ଆପେ ଆପେ ଆଖିରୁ ଲୁହ ବାହାରି ପଡୁଛି ....
    ଆଇ ଲଭ ୟୁ ♥️

    • @chitarchitar358
      @chitarchitar358 4 роки тому +5

      ଭାଇସତକହିଲଗିତସୁଳିଵଯିଏକାଦି ଵ,

    • @chitarchitar358
      @chitarchitar358 4 роки тому +4

      😂😂😂😂😂😂😂

    • @dambarujadaba6791
      @dambarujadaba6791 4 роки тому +1

      Nine

    • @ritukumar3355
      @ritukumar3355 3 роки тому +1

      ✔️✔️✔️✔️✔️✔️✔️✔️✔️

    • @amanshidash470
      @amanshidash470 3 роки тому +1

      Actually bhai tame sata khicha jie e gita ku feel kripriba ta ankhi ru sure pani bhariba au jie true love ra meaning bujhithiba

  • @narayanabehera1635
    @narayanabehera1635 3 роки тому

    Jhakas