" ଆଉ କିଛିଦିନ ପରେ ମମତା ବାନାର୍ଜୀ ଆଜ୍ଞା ସାର କାହିଁକି ଆଳୁ ଦେବ ନିଜେ ଆସିକି ଅପେକ୍ଷାକର "ବାପୁ Potatao

Поділитися
Вставка
  • Опубліковано 23 жов 2024

КОМЕНТАРІ • 479

  • @lingarajdas3190
    @lingarajdas3190 2 місяці тому +81

    ବହୁତ୍ ବଢିଆ କଥା ଏ ଭାଇ ଜଣକ କହିଛନ୍ତି ଆମ ଓଡ଼ିଶା ଲୋକ ବୁଝିବାକୁ ନାରାଜ ଖାଇବୁ ଖାଇବୁ କହି total khai ଦେବେ 15ଦିନ ଯଦି ଆଳୁ କେହି ନ ଖାଇବେ କଣ ଟା ଅସୁବିଧା ହେଇଯିବ ଦେଖ ଏତିକି ଯଦି ମାନିବେ ମନକୁ ସବୁ ଚିକ୍କଣ ହେଇଯିବ

    • @amagiha1046
      @amagiha1046 2 місяці тому +1

      To maa bia pocha karideleni ki

    • @Sibaram12370
      @Sibaram12370 2 місяці тому +1

      ଧନ୍ଯବାଦ ଭାଇ💞👍

    • @lingarajdas3190
      @lingarajdas3190 2 місяці тому

      @@amagiha1046 ତୁ ଯୋଉ ଲେଖିଚୁ ସେଇ ଟା ଠିକ୍ ହେଉଛି ମା ଖାଲି ମୋର ତୋର ମା ନାହିଁ ତୁ ଜନ୍ମ କଣ ଆକାଶ ରୁ ଖସିଚୁ ତୋ ଭଳି ପିଲା ମାନଙ୍କୁ କଣ ଭଲ ସମ୍ମାନ ମିଳୁ ଆଉ ଏଥିରୁ ଜଣାପଡୁଛି ତୁ ବାର ବାଣ୍ଡିଆ ଛୁଆ ବାପା ପଇସା ରେ ଉଡୁଚୁ ଶଳା ଜଣା ପଡୁନି ଖଟିଲେ ଝାଳ ବାହାର କରି ଥିଲେ ଏମିତି ପାଟିରୁ ବଚନ ବାହାରି ନଥାନ୍ତା ସେପଟେ ତୁ ଯୋଉ ଭାଷା ଲେଖୀଚୁ ସେ ପଛେ ପଡିଶା ଘରୁ ପେଲା ଖାଇବାକୁ ବିକଳ ହେଉ ତୋ ଭାଷା କୁ ମାନି ବାକୁ ପଡ଼ିବ

  • @ଜଗନ୍ନାଥnayak9960
    @ଜଗନ୍ନାଥnayak9960 2 місяці тому +122

    ଏ ଭାଇ ଜାହା କହିଛନ୍ତି ନିରାଟ ସତ୍ୟ କଥା ସରକାର ଙ୍କ ମରମ କଥା କହି। ମୁଣ୍ଡ ବିନ୍ଧା କରିଥିଲେ ,ଓଡ଼ିଶା ବାସୀଙ୍କ କାନରେ ଟିକେ ପସୁ ଆମେ କୋଢିଆ ବାରି , ବିଲ ପଡିଅଛି କରୁନ ମୋ ଭଳି ପନିପରିବା ଚାଷ ସୋଇଛ କାହିଁକି ଭାଇ ଼, ମମତା ଦବ ଖାଲି ଖାଇଵ ଛିଃ ଛିଃ

    • @BharatChandraJena-yp2vx
      @BharatChandraJena-yp2vx 2 місяці тому +1

      Dhanyabada bhai thik katha

    • @Prasant-v2we
      @Prasant-v2we 2 місяці тому +3

      କିଛି ଲାଭ ନାହିଁ ରେ ଭାଈ ଆମର ବି ଚାଷୀ ପରିବାର କିନ୍ତୁ ପରିବା ବାହାରିବା ସମୟରେ ପରିବା ପୁରା ସସ୍ତା ଏମିତିକି ଯାହା ବିଲରେ ଖର୍ଚ୍ଚ ହୋଇଥିବ ତାହା ବି ବାହାରୁନି ମାନେ ମୂଳ ଟଙ୍କା ବି ବହାରୁନି ଆଉ ପରିବା ଚାଷ କାହିଁକି କରିବୁ ସରକାର ଯଦି ଶୀତଳ ଭଣ୍ଡାର କରିଥାନ୍ତେ ତେବେ ପରିବା କୁ ସାଇତିକି ରଖା ଯାଇପାରନ୍ତା ଆଉ ଚାଷୀ ବି ଭଲ ଦି ପଇସା ପାଇଁ ପାରନ୍ତା

    • @krishnamahakud2954
      @krishnamahakud2954 2 місяці тому +2

      ଭାଇ ଙ୍କ କଥା ପୁରାପୁରି ସତ

    • @sambitprakashmohanty4103
      @sambitprakashmohanty4103 2 місяці тому

      Sabu thik je maniso ro purbo rupo mankdo sabu ALU khae dae gocho gudako rokhi dae jauchi. Sae gocho gudako sago hae thile pokhalo dae khae thantu saeta hae paruni. Jay Sri Ram nkor kichi abujha mankodo pae ame caso chadi delu. Bhograi balasore 😢

    • @mrjitendralife
      @mrjitendralife 2 місяці тому +1

      ଭାଇ ଚାଷ କରିବୁ ଯେ ହେଲେ ଓଡ଼ିଶାରେ କେତେଟା ଶୀତଳଭଣ୍ଡାର ଅଛି ଚାଷ ପରେ ସେ ଆଳୁ ସବୁ କଣ ହବ ଆଜ୍ଞା ଟିକେ କୁହନ୍ତୁ ବର୍ଷକରେ ଥରେ ଥରେ ଅମଳ କଲେ ଏକ ବର୍ଷ ରହିବାଦରକାର କେମିତି ଏକବର୍ଷ ରହିବ ଉତ୍ତର ଦିଅ

  • @brajakishorepadhi4022
    @brajakishorepadhi4022 2 місяці тому +28

    ଆପଣ ଠିକ୍ କହୁଛନ୍ତି। ଧନ୍ଯବାଦ...

  • @sanujsahu3242
    @sanujsahu3242 2 місяці тому +35

    ଏ ଭାଇ ଜଣଙ୍କ ସତ୍ୟ କହୁଛନ୍ତି

  • @rabindrakumarmohanty9415
    @rabindrakumarmohanty9415 2 місяці тому +15

    କିଛିଦିନ ଆଳୁ ଖାଇବା ବନ୍ଦ କରି ଦିଅନ୍ତୁ ମମତା ବାନାର୍ଜୀ ଵୁଦ୍ଧି ଶିଖିଵ।

  • @raghunathnaik5438
    @raghunathnaik5438 2 місяці тому +51

    ଆଳୁ ନ ଖାଇଲେ କ'ଣ ଚଳିବନି

  • @ayushkumarroutray3199
    @ayushkumarroutray3199 2 місяці тому +16

    Bhout bhala katha

  • @sabitanaik5405
    @sabitanaik5405 2 місяці тому +34

    ୨ ଟଙ୍କିଆ ଚାଉଳ ଖାଇ ଲୋକେ କୋଢ଼ିଆ କରିଦେଲା ନବୀନ ପଟ୍ଟନାୟକ, ଚାଷ କରିବାକୁ ଲୋକେ ଆଉ ପସନ୍ଦ କଲେଣି

    • @uttamdalei320
      @uttamdalei320 2 місяці тому

      Right Bhai

    • @gyanaranjan8013
      @gyanaranjan8013 2 місяці тому

      ​@@uttamdalei320Se Bhai Nuhan Nani Hela

    • @ChittaranjanDalai-rn6hi
      @ChittaranjanDalai-rn6hi 2 місяці тому +1

      ଭାଇ ସେତେବେଳେ ସିନା ନବୀନ ପଟ୍ଟନାୟକ ୧ଟଙ୍କା ଚାଉଳ ଦେଇ କୋଢିଆ କରିଦେଇଥିଲା ଏବେ ମୋଦି ମାହାଳିଆ ଚାଉଳ ଦେଇ ଲୋକମାନଙ୍କୁ ଆହୁରି କୋଢିଆ କରିଦେଲେ।

    • @PrakashKumarDas-c8y
      @PrakashKumarDas-c8y 2 місяці тому

      Kendra dauchi bjp wala tu janichu na janipela bhali hauchu 😅😅😅

  • @chaitanyapangi221
    @chaitanyapangi221 2 місяці тому +28

    ଆଳୁ ରାଜନୀତି ନ କରି ଦିଦିନ ଅପେକ୍ଷା କର ଆଳୁ ନ ଖାଇବା ପାଇଁ

  • @MinaBarik-b6v
    @MinaBarik-b6v 2 місяці тому +6

    Right ✅️

  • @k-adicomedy8266
    @k-adicomedy8266 2 місяці тому +17

    ଆଳୁ କମ୍ ଖାଅ ପନିପରିବା ଖାଅ, କିଛିଦିନ ନ ଖାଇଲେ ଘଇତା କହିକି ମମତା ଦବ । ଏ ବର୍ଷ ନିଜେ କିଛିଦିନ ଚଳିବା ପାଇଁ ଚାଷବି କର ।

  • @samirpattanaik7789
    @samirpattanaik7789 2 місяці тому +7

    RIGHT STATEMENT WELCOME

  • @dipapandey4442
    @dipapandey4442 2 місяці тому +6

    You are right bhai👌👌

  • @rajeshmallick7570
    @rajeshmallick7570 2 місяці тому +1

    Right

  • @tofanrout380
    @tofanrout380 2 місяці тому +1

    thanks ❤❤❤💕💓💗💗

  • @bijayalaxmimohanty6819
    @bijayalaxmimohanty6819 2 місяці тому +1

    ସୁନ୍ଦର ମତାମତ

  • @Sibaram12370
    @Sibaram12370 2 місяці тому +1

    ରାଇଟ୍ କଥା କହିଛନ୍ତି ଭାଇ💞👍

  • @amitraut752
    @amitraut752 2 місяці тому +1

    ଭଲ କଥା ଟି କହିଛନ୍ତି 🎉🎉

  • @lalitasingha5140
    @lalitasingha5140 2 місяці тому +7

    Right sar

  • @bmrout3683
    @bmrout3683 2 місяці тому +4

    You are right person

  • @rathbaisalini8872
    @rathbaisalini8872 2 місяці тому +26

    2 ଟଙ୍କିଆ ଚାଉଳ ଦେଇ kodhia କଲେ ଏବେ ଚାଲାକି କରି ଆଳୁ ବନ୍ଦ କଲେ। ମଦ ଦେଇ ଲୋକଙ୍କୁ ନିଶା ଗ୍ରସ୍ତ କଲେ....ଏଇ ହେଉଛି ଓଡିଶାର ଉନ୍ନତି

    • @techisha1747
      @techisha1747 2 місяці тому

      Bhai mada dele mane..kn madua nku icha nai jabardasthi tanka pati re pureidele..bhai emana nka icha piebaku..au govt tanka subidha dekhila

    • @rathbaisalini8872
      @rathbaisalini8872 2 місяці тому

      @@techisha1747 ଲୋକମାନେ ଦୂରକୁ ଯାଉଥିଲେ ମଦ ପିଇବାକୁ l ତେଣୁ କମ୍ ପାଉଥିଲେ ପିଇବାକୁ but BJD ପ୍ରତି ଗାଁ ରେ ମଦ available କରିଦେଲା ତେଣୁ ସବୁବେଳେ ପିଇ ପିଇ ନିଶା ରେ ରହିଲେ l ପରିଶ୍ରମ ଭୁଲିଗଲେ

  • @channelofkoteswarsai5145
    @channelofkoteswarsai5145 2 місяці тому +2

    ବହୁତ୍ ବଢଆ ସମୀକ୍ଷା

  • @ashoktripathy6975
    @ashoktripathy6975 2 місяці тому +7

    ଏମାନେ ଆଳୁ ଲାଗି ଆତୁର ହେଉଛନ୍ତି ।ଓଡିଶାରେ ଆଳୁଚାଷ କଲେ ହବ ନାହିଁକି ?
    ସବୁ ହିନ ରାଜନିତୀ ଚାଲିଛି

  • @debendranarayandash9040
    @debendranarayandash9040 2 місяці тому +16

    ଆଳୁ ନ ଖାଇଲେ କଣ ହେବନୀ

  • @KrushnaDishari-ji6go
    @KrushnaDishari-ji6go 2 місяці тому +1

    Right Sir thanks

  • @basudebapradhan3828
    @basudebapradhan3828 2 місяці тому +1

    Bhai Apanaku Mora 💯 Salute Asala katha Kahila

  • @sneha6303
    @sneha6303 2 місяці тому

    Pura thik katha

  • @prakashkumarjena.babusan.n3760
    @prakashkumarjena.babusan.n3760 2 місяці тому +2

    ବଡ଼ ଭାଇ ଆପଣ ଏକଦମ ଠିକ କହିଛନ୍ତି

  • @RadharaniBarik-dh3rz
    @RadharaniBarik-dh3rz 2 місяці тому +7

    Bhai 💯💯💯💯thik kahuchanti 💯💯

  • @radhakrishnsankirtanmandal8016
    @radhakrishnsankirtanmandal8016 2 місяці тому +1

    ଏମିତି ହେବା ଦରକାର

  • @sewanayak945
    @sewanayak945 2 місяці тому +5

    Yes 👍

  • @patramidea3300
    @patramidea3300 2 місяці тому +17

    B j D ra chal heuchi alu.

  • @hariharpandapanda4798
    @hariharpandapanda4798 2 місяці тому +1

    ଭାଈ ତମ କଥାକୁ ମୁଁ ସମର୍ଥନ କରୁଛି କିନ୍ତୁ ଗୋଟିଏ ବର୍ଷ ବଜେଟ୍ କରି ଆଳୁ ଚାଷ କରିବାପାଇଁ କିନ୍ତୁ ଆଳୁ ଚାଷ ହେଲା କିନ୍ତୁଆଲୁ ଚାଷ ହେଲା ରଖିବାକୁ ଜାଗା ନାହିଁ କି ନବାକୁ ଲୋକ ନାହିଁ

  • @sanjibkumarnahak2191
    @sanjibkumarnahak2191 2 місяці тому

    Thanks Bhai apriya sata katha

  • @HarapriyaAbility
    @HarapriyaAbility 2 місяці тому

    Lot of thanks

  • @nilakantha123
    @nilakantha123 2 місяці тому +7

    କଣ କାନକହିଲାମ ଭାଇ ପୁରା ଠିକ୍ କଥା

  • @dhirendranathamohanty6367
    @dhirendranathamohanty6367 2 місяці тому

    Very correct and nice byte.Thanks

  • @CharanLohar-hw1kz
    @CharanLohar-hw1kz 2 місяці тому +1

    ଭାଇ ମୋ ତରଫରୁ ଧନ୍ୟବାଦ

  • @sureshmaharana9443
    @sureshmaharana9443 2 місяці тому +1

    Si ଠିକ୍ କହିଛନ୍ତି ଓଡିଶା ର ଲୋକ ମାହାଲିଆ ଖାଇବାରେ 1 ନମ୍ବର ଓଡିଶା

  • @bhagabananaik6915
    @bhagabananaik6915 2 місяці тому

    Bhai pranam Aapananku satakoti pranam yr speach is good lesson for society

  • @OdishaEntertainment-pq6mz
    @OdishaEntertainment-pq6mz 2 місяці тому +8

    ମାଙ୍କଡ଼ ଉପଦ୍ରଵ ଯୋଗୁ ଚାଷୀ ଚାଷ କରୁନାହାନ୍ତି |

  • @kunasahoosahoo
    @kunasahoosahoo 2 місяці тому +2

    Acctuaaly perfwct katha odishare ଆଳୁ ଚାଷ ହେଲେ. ଭଲ ହେବ.. ତେଣୁ ଧାନ ଚାଷ ଯେପରି ହଉଚି ଆଳୁ ବି କରାଯାଉ ଜନସାଧାରଣ ମାନକୁ ଅନୁରୋଧ.. ଯାହାରତ ଜାଗା ନାଇଁ ଚଳିବ ହେଲେ ଯାହାର ଜାଗା ଅଛି ସେମାନେ କିଛିବି ପନିପରିବା chasa🙏କରନ୍ତୁ

  • @AkshayaBehera-s7v
    @AkshayaBehera-s7v 2 місяці тому +1

    Thank u brother

  • @sabitaprusty8035
    @sabitaprusty8035 2 місяці тому +1

    ମାଗଣା ଖାଇ ଲୋକେ ହେଲେ ଅଳସୁଆ। ଚାଷ କରିବ କିଏ। ମୂଲିଆମାନଙ୍କର ଭା ଉ କାହାକୁ କହିବ ଆଉ।

  • @srikanthssss9563
    @srikanthssss9563 2 місяці тому +1

    ଭଲ କଥା କହି ଛନ୍ତି, ଆମ ସରକାର ଏହି ଭଳି କଲେ, ଠିକ କହୁଛନ୍ତି

  • @narottamsenapati3531
    @narottamsenapati3531 2 місяці тому

    ବହୁତ୍ ଭଲ କଥା କଥାତ ନୁହେଁ ଜେମିତିଗୁଳି ଧନ୍ୟ ବାଦ୍ ଭାଇ

  • @ManasDas-rv4mc
    @ManasDas-rv4mc 2 місяці тому +2

    Right 👍❤

  • @meenasahu605
    @meenasahu605 2 місяці тому

    Right point

  • @MrutyunjayBehera-yx5rs
    @MrutyunjayBehera-yx5rs 2 місяці тому

    Thank s bhaiya

  • @bhagirathijena3366
    @bhagirathijena3366 2 місяці тому +1

    ଏଇ ମତାମତ ପାଇଁ ଅଶେଷ ଧନ୍ୟବାଦ., ହେଲେ ସୁପ୍ତ ଓଡ଼ିଆ ଜାଗ୍ରତ ହେଲେ ତଃ. ପାଞ୍ଚ ଛଅ ଦିନ ଆଳୁ ଅଭାବରେ କଣ ଚାଲି ପାରିବା ନାହିଁ???

  • @PanamaniMarndi-hs1cl
    @PanamaniMarndi-hs1cl 2 місяці тому

    Thank bhai

  • @dillipkumarkumar1959
    @dillipkumarkumar1959 2 місяці тому

    Thank you brother

  • @AnadiAich
    @AnadiAich 2 місяці тому

    Best suggestion

  • @song_831
    @song_831 2 місяці тому

    Thanks bhai

  • @jayantamaharana8328
    @jayantamaharana8328 2 місяці тому

    Perfect 'good susetion 'good advice for our state odissa

  • @minateelatasethi7616
    @minateelatasethi7616 2 місяці тому +1

    100% right

  • @srinibaspal6574
    @srinibaspal6574 2 місяці тому

    ଧନ୍ୟ ବାଦ ଆପଣଙ୍କୁ କିନ୍ତୁ ଦୁର୍ଭାଗ୍ୟ ଯେ BJD ସରକାର ଲୋକ ମାନଙ୍କୁ କେବଳ ମାଗଣା ଖିଆ ଯୋଜନା କରି କୋଧିଆ କରି ଦେଇ ଅଛନ୍ତି ,,,

  • @sunprinters-lh4ks
    @sunprinters-lh4ks 2 місяці тому

    bhai namaskar, sundar katha kahicha, manar katha kahicha, thanks

  • @e-bagwani3415
    @e-bagwani3415 2 місяці тому +1

    Mamata banerjee ଜଣେ ଅତି ନିମ୍ନ ମାନସିକତା ଥିବା ଲୋକ

  • @sadanandmohanty3537
    @sadanandmohanty3537 2 місяці тому +1

    Bhai you are right 👍

  • @subratjana8563
    @subratjana8563 2 місяці тому

    Aapnka katha absulatly right 👍👍👍👍👍👍👍

  • @jashobantamajhi9898
    @jashobantamajhi9898 2 місяці тому +1

    Currect

  • @amitraut752
    @amitraut752 2 місяці тому +1

    ଆଳୁ ନ ଖାଇଲେ କିଏ ମରିବନି , କଞ୍ଚା ପରିବା ଖାଆନ୍ତୁ ଆମ ଗାଁ ରେ ପ୍ରଚୁର ପରିମାଣରେ ମିଳେ

  • @purnachandrasahoo4780
    @purnachandrasahoo4780 2 місяці тому

    Right Answer Bhai

  • @BiswajitKar-t4f
    @BiswajitKar-t4f 2 місяці тому +1

    Thick katha bhai

  • @HarapriyaAbility
    @HarapriyaAbility 2 місяці тому

    Absolutely right

  • @anildas8892
    @anildas8892 2 місяці тому +1

    JAY JAGANNATH 🛟🙏🛟🇮🇳

  • @manojjena54
    @manojjena54 2 місяці тому

    Dhanyavaad bada bhai 👈👌👌👌

  • @riteshgamer65
    @riteshgamer65 2 місяці тому +1

    ସତ କହୁଛନ୍ତି ଏ ଵାବୁ । ଆମେ ଅପେକ୍ଷା କରିବା ଉଚିତ ।

  • @anildas6430
    @anildas6430 2 місяці тому

    Good speak

  • @sishirmohanty3702
    @sishirmohanty3702 2 місяці тому

    You are right sir

  • @ganeswarbehera-fj6yu
    @ganeswarbehera-fj6yu 2 місяці тому +1

    ଭାଇ ଆପଣ ଅସଲ ମଞ୍ଜି କଥା କହିଲେ ।
    ଏଠି ଖାଲି ଆଳୁ,ସାରୁ ରାଜନୀତି ଚାଲିଛି ।
    ଏଇ ରାଜନୀତି କରିକି ଓଡ଼ିଶାକୁ ଖାଇ
    ସଫା କରିଦେ

  • @jeebanplayz
    @jeebanplayz 2 місяці тому

    Tq bhai🙏

  • @ramakantamohanty1847
    @ramakantamohanty1847 2 місяці тому

    Dhanyavaad bhainaa

  • @umeshchandradash2881
    @umeshchandradash2881 2 місяці тому

    ଧନ୍ୟବାଦ ଆଜ୍ଞା। ଠିକ୍ କଥା କହିଛନ୍ତି

  • @purendrasethy4994
    @purendrasethy4994 2 місяці тому

    Very nice brother thanks I like you brother.

  • @Alivamallick-h5n
    @Alivamallick-h5n 2 місяці тому

    Bhai right,salam

  • @SuniGah
    @SuniGah 2 місяці тому

    Sundar katha kahilo bhai❤❤❤❤

  • @santanumahapatra5138
    @santanumahapatra5138 2 місяці тому +1

    👏👏

  • @prafullyakalar
    @prafullyakalar 2 місяці тому

    Right katha bhaina

  • @jugalnagofficial68
    @jugalnagofficial68 2 місяці тому

    Sabas Bhai ak number

  • @lingaraju7324
    @lingaraju7324 2 місяці тому

    Very good
    Bhaii...
    Tik koucho👍

  • @shibakumarsahu2400
    @shibakumarsahu2400 2 місяці тому

    Think katha Bhai

  • @sunilvlogs8662
    @sunilvlogs8662 2 місяці тому

    Perfect bhai 👍

  • @PradeepKumarBarik-ly8zj
    @PradeepKumarBarik-ly8zj 2 місяці тому

    Absolutely right bhai👍

  • @bimalenduswain1557
    @bimalenduswain1557 2 місяці тому +1

    You are currect

  • @ramachandramunda6250
    @ramachandramunda6250 2 місяці тому

    Right katha sir

  • @SAGUNPELA923
    @SAGUNPELA923 2 місяці тому +1

    Correct

  • @baikunthamajhi8815
    @baikunthamajhi8815 2 місяці тому

    Thankyou

  • @rsagarkumar5503
    @rsagarkumar5503 2 місяці тому

    👏👏👏....no problem Sir ...let the time come ...now govt should do motivate farmers for potato 🥔 cultivations...

  • @sanjibkumarnahak2191
    @sanjibkumarnahak2191 2 місяці тому

    Good activity bhai

  • @prasantasahoo8523
    @prasantasahoo8523 2 місяці тому

    Right big brother 😊

  • @SudamChhatoi
    @SudamChhatoi 2 місяці тому

    Excellent

  • @prashantidas4702
    @prashantidas4702 2 місяці тому

    Thik katha kahicha

  • @Bibhutibhusanrout-bc4zy
    @Bibhutibhusanrout-bc4zy 2 місяці тому

    ଓଡିଆବାଵୁମାନେଓଡିଆରେଲେଖ🎉ପରିବାଲଗାଅଭଲଖାଇବ🎉ଚାସଖେଳନାହି🎉ମଦପିଅନାହିଭଲରେରହିଵ🎉 ଜୟଜଗନାଥଜୟ ଜୟ ଜୟହୋଜୟ ଜୟ ଜୟଜୟ 🎉🎉🎉

  • @SibaprasadMallik-hs5jk
    @SibaprasadMallik-hs5jk 2 місяці тому

    Thik katha

  • @b.chandramanireddy2160
    @b.chandramanireddy2160 2 місяці тому

    Yes sir

  • @SmilingBeachHammock-fi1zv
    @SmilingBeachHammock-fi1zv 2 місяці тому

    Thik katha bhai

  • @Annu72830
    @Annu72830 2 місяці тому

    Right 👍 😮 katha kahichhanti

  • @dilubehera1815
    @dilubehera1815 2 місяці тому

    Very good 👍😊