Malika About South Odisha | Malika Place Untold Truth | Satya Bhanja
Вставка
- Опубліковано 7 вер 2024
- #Malika #ମାଳିକା #SatyaBhanja
For Malika Book
Visit: satyabhanja.in/
----------------------------------------------
Subscribe Now:
/ satyabhanja
Follow on us:
Facebook: / satyabhanjaofficial
Twitter: / satyabhanja
Telegram: t.me/satyabhanja
LinkedIn: / satyabhanja
Instagram: / satyabhanja
Website: satyabhanja.in
ମାଳିକା ବିଷୟରେ ଅଧିକ ଜାଣିବା ପାଇଁ ସତ୍ୟ ଭଞ୍ଜ Telegram Channel Join କରନ୍ତୁ
Telegram: t.me/satyabhanja
Satya vai pranam,,,,Etiki bhagaban nku prathana mor malika sastra ku sara biswa loke janantu,,,,, 🙏🙏
@@prasantadas4616 nischinta janiba Sara biswa
Biranchi Narayan buguda re achi se parala khemundi kahidele bhul se
@@prashabro9145 🙏
Baba pranam baba jou 5 tee gacha besare kahuthelle adhha kahichanti seai gachha besare auu thare kuhantu jajpur town
ପାଗେଳା ବାବା, ଆପଣ ଙ୍କ ଚରଣ ରେ ଅନେକ ଅନେକ ପ୍ରଣାମ 🙏🙏🙏🙏🙏
ପାଗଳା ବାବା ଙ୍କୁ ମୋର ଅନନ୍ତ କୋଟୀ ପ୍ରଣାମ ଜୟ ଜଗନ୍ନାଥ ଜୟ ପଞ୍ଚ ସଖା
ବାବାଙ୍କୁ ଆନ୍ତରିକ ପ୍ରଣାମ 🙏🙏
ॐଗୁରୁ ଶ୍ରୀ ଜଗନ୍ନାଥ ସ୍ୱାମୀ, ଶ୍ରୀ ଅଚ୍ୟୁତାନନ୍ଦ ଦେବନମଃ,
ଜୟ ପଞ୍ଚସଖା।। ଜୟ ଜଗନ୍ନାଥ।। ଜୟ ମାଁ ସମଲେଇ 🙏🙏🙏
ପାଗେଳା ବାବାଙ୍କୁ ଆନ୍ତରିକ ପ୍ରଣାମ। ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ସତ୍ୟ ବାବା।🙏🙏🙏
ଶ୍ରୀ ଗୁରୁ ସ୍ଵାମୀ ଅନାମ ବ୍ରହ୍ମ ଶରଣ
ଜୟ ଜଗନ୍ନାଥ 🙏🏼🙏🏼🙏🏼
🙏🙏🙏🙏🙏🙏 Jay Shree Krishna 🙏🙏🙏🙏
Jay Jagannath swami 🙏🙏🙏🙏 jay panchsakha 🙏🙏🙏🙏🙏 jay baba pagela 🙏🙏🙏🙏
ଜୟ ଜଗନ୍ନାଥ 🙏🙏🙏
Great baba 🙏🙏🙏🙏many many many many many thanks Satya vai 🙏🙏🙏koti koti pranam Baba thanks for your advice🙏🙏🙏🙏🙏
pp
ଜୟ କଳକୀ
ଜୟ ଜଗନ୍ନାଥ
ଝଗଡେଇ ଗୁମ୍ଫା ଏବେ ମଧ୍ୟ ଅଛି। ଗଞ୍ଜାମ ଜିଲ୍ଲାର ଆସ୍କା ସହର ନିକଟସ୍ଥ ଆସ୍କାରୁ ଭଞ୍ଜନଗର ଯିବା ରାସ୍ତାରେ ପଡ଼େ
ପାଗଳ ବାବାଙ୍କୁ ଭକ୍ତିପୂତ ପ୍ରଣାମ ଏବଂ ସତ୍ୟ ବାବୁଙ୍କୁ ଆନ୍ତରିକ ଶୁଭେଚ୍ଛା। ନାନା ମୁନିଙ୍କର ନାନା ମତ ଶୁଣି ଶେଷରେ ମାଳିକା ବିଷୟରେ ଆମ ମୁଣ୍ଡକୁ ଆଉ କିଛି ପ୍ରଶ୍ନ ଆସୁନି।ମତେ ଯାହା ଲାଗୁଛି ମାଳିକା କୁ ନେଇ ଆମ ଓଡ଼ିଶାରେ ନୂଆକରି ଗଢି ଉଠିଥିବା ଆଧ୍ୟାତ୍ମିକ ସଂଗଠନ ଗୁଡ଼ିକ ମଧ୍ୟରେ ପ୍ରାୟ ମହାଭାରତର ବାକିଥିବା ଓଳିଏ ଯୁଦ୍ଧ ହବ।Winner ସଂଗଠନ ରୁ ବୋଧ ହୁଏ କଳ୍କୀ ଦେବ ବଛା ହୋଇ ପାରନ୍ତି।
*ଶେଷରେ ଗୋଟିଏ କଥା, ଯାହା ହେବାର ଥିବ,ତାହା ହବ, ତାକୁ କାହାର ହାତ ଅଛି।
କେବଳ ଏତିକି ଦୁଃଖ ଲାଗୁଛି କି ଗୋଟିଏ ପ୍ରଶ୍ନର ପଚାଶ ପ୍ରକାର ଉତ୍ତର ଶୁଣି ଆମ ସତ୍ୟ ବାବୁଙ୍କ ମନୋବଳ ଦୁର୍ବଳ ନହେଉ।ସତ ହେଉ କି ମିଛ ହେଉ, ଠାକୁରଙ୍କ ଆଲୋଚନା ତ ଚାଲିଛି। ଜୟ ଜଗନ୍ନାଥ।
ପାଗଳାବାବାଙ୍କୁ ଅନେକ ଅନେକ ଧନ୍ୟବାଦ ସଦାସର୍ବଦା ଆମ୍ଭମାନଙ୍କୁ ଏଭ ଭଳି ବାର୍ତ୍ତା ପ୍ରଦାନ କରନ୍ତୁ ।
Jay Jagannath 🙏
Jay Panchasakha 🙏🙏
Jay jagannath 🙏💐 jay panchasakha 💐🙏 jay bhakta gana 💐🙏
Jay Jagannath
Jay gurudev
Jay panchasakha
Jay achuta ram
Jay kalki ram
Jay matadi
Jay shree ram ram
Mo pranam grahan karantu 🙏🙏
ବୁଗୁଡା ର ବୁଦ୍ଧଖୋଲ ! ବିରଞ୍ଚି ନାରାୟଣ କାଷ୍ଠ ନିର୍ମିତ ସୂର୍ଯ୍ୟମନ୍ଦିର ରହିଛି ।
ସତ୍ୟ ବାବୁ ଓଡ଼ିଶା ବାହାରେ ଭି ଲୋକ ରହୁଛନ୍ତି ଟିକେ ଦୟା କର🙏🙏🙏
Pagala Babanku Sahasra Pranam 🙏
Satya Babu apananku bahut-bahut dhanyabad 🎉
Pranambaba
Jay Jagannath 🙏🏻🙏🏻🙏🏻🙏🏻🙏🏻Jay Panchasakha 🙏🏻🙏🏻🙏🏻🙏🏻🙏🏻🙏🏻
Jay jagarnath🙏🙏🙏
Pranam Bhakta prabara
Jay Jagannath 🙏
Jay Jagannath swami 🙏🏻🙏🏻🙏🏻🙏🏻🙏🏻
Jai jagannaatha jai panchasakha trahimam Srihari narayan rakhya kara prabhu 🙏🏻 pranam satya bhai 🙏🏻 pranam baba
ଜୟ ଜଗନ୍ନାଥ 🙏🙏🙏
ଜୟ ପଞ୍ଚସଖା 🙏🙏🙏
Satya babu Jay jagannatha baba jaha samaja ku kahile thiki katha.samasta malika bhakta manaku pacharantu gibana saili kemiti heba darakar.
Jay poncha saka 🙏🙏🙏
ପାଗଳା ବାବାଙ୍କୁ ମୋର ଭୁମୀଷ୍ଠ ପ୍ରଣାମ,ଜୟ ଜଗନ୍ନାଥ , ଜୟକଳକୀ ,ଜୟ ପଞ୍ଚସଖା,
MY BEST REGARDS FOR THE DEVOTEE AND BEST WORDS FOR YOU ALL VIEWERS...
Jay Jay Jagannath
Jayjagannth 🙏🙏
Jay jagannath swami Nayanapathagami bhabatume 🙏🙏🙏🌹🌹🌹
🚩🙏ଜୟ ପାଗଳା ବାବା 🙏😭😭😭😭
Jay jagannath.
Jay pancha Sakha.
Jay pujya pagala baba.
Anata koti pranam. 🙏🙏
Jai jagannath swami jai pancha sakha 🌷🙏🏻🙏🏻🙏🏻🙏🏻🙏🏻🙏🏻🙏🏻🌷
Jay sri jagrnnath 🙏🙏🙏🙏🙏
ଜୟ ମାଳିକା ଜୟ ଜଗନ୍ନାଥ ଜୟ ପଞ୍ଚସଖା
ଜୟ ଜଗନ୍ନାଥ ଜୟ ପଞ୍ଚସଖା
ପାଗଳା ବାବାଙ୍କୁ ମୋର ଭୂମିଷ୍ଠ ପ୍ରଣାମ🙏
Jay Jagannath 🙏 jay pancha sakha
>
Jay sadguru dev vagaban
Pranam pagala baba
Jay Jagannath ,Baba jou Gajapati Katha kahile taha mo Mahendragiri Parbata ,Thank u
😊😊😊😊😊
Jay Jagannath swami Nayanapathagami Bhobotume....
Shree kalaswar Jay ramswar Jay ho
Satya ଭାଇ ଦକ୍ଷିଣ ଓଡିଶା ନାମ ଗଞ୍ଜା ବ୍ରହ୍ମପୁର ମଣ୍ଡଳ ଧନ୍ୟବାଦ
🙏🙏🙏🙏🙏
Satya Vai Apanaku b bht dhanyabad pranam apana ete kasta sahi aamamananka Pani amruta ra sudha khoji bantuchanti
Jai panchasakha jay Jagannath.namoste achyuta nadam namoste Jagannathaya namoste Joshabanta Anatam Balaram nom nomh.
🙏🙏JAY JAGNNATH SWAMI 🙏🙏
ସମ୍ପୂର୍ଣ ସତ୍ୟ ବାବା
ଶ୍ରୀ ହରି ଶରଣ 🙏🏽🙏🏽🙏🏽ଆପଣଙ୍କ ପାଦ କମଳରେ କୋଟି କୋଟି ପ୍ରଣାମ 🙏🏽🙏🏽🙏🏽
ଅନୁଗୁଳ ଜିଲ୍ଲାରେ ସେମିତି କିଛି ଭକ୍ତଙ୍କ ପୀଠ ଯଦି ଅଛି ତେବେ ଟିକେ ସାମ୍ନା କୁ ଆଣନ୍ତୁ ।।।
ସତ୍ୟ ଭାଇ ଆପଣଙ୍କୁ ଅନୁରୋଧ ରହିଲା,ଆମ ତରଫରୁ ।।
Amme deogarh district Ru ho bhai
OK thanks for your Beautiful note
Pagala babanko charanare moro koti koti pranam jai jagannath jai ponchasakha
Babanku pranam dhanyabad
Jay panchashakha🙏🙏🙏🙏🙏jay pagala baba and satya vanja vai🙏🙏🙏🙏🙏🙏 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay shree jagannath
Jay prabhu Pagla Baba n jay Panchsakha...
Baba aapananku sata sata pranam
Plz give a description about🙏keonjhar and Mayurbhanja
Bala lagila satya bhanj jay jagnat🙏🙏
Satya bhai very very thankyou
ମାଳିକା ସତ୍ୟ
Sabu katha satya pagela baba nku dhanyavad suni bahut khushi lagila satya bhanja channel ku madhya dhanyavad
Jay jagannath, jay ponchasaka ,god bless you Satya bhai
ମୁଁ ଗଜପତି ର ଦର୍ଶକ ଆଜ୍ଞା । ସର୍ବଦା ଆପଣଙ୍କ ର ମାଳିକା ଦେଖେ ଓ ମହେନ୍ଦ୍ର ଗିରି ପାହାଡ଼ ଆମ ଗକପତି ପାରଳାଖେମୁଣ୍ଡି ଠାରୁ 40 କିଲୋମିଟର ଦୂରରେ ଅବସ୍ଥିତ । 2 ମାସ ପୂର୍ବରୁ ଆମ ପରିବାର ଯାଇଥିଲୁ ଆଜ୍ଞା । ଦାରୁବ୍ରହ୍ମ ଙ୍କ ମନ୍ଦିର ଓ କୁନ୍ତୀ ମନ୍ଦିର, ଭୀମ ମନ୍ଦିର, ଯୁଧିଷ୍ଠିର ଙ୍କ ମନ୍ଦିର ଓ ଅର୍ଜୁନଙ୍କ ମନ୍ଦିର ଭଗ୍ନ ଓ ଅର୍ଧ ଭଗ୍ନ ଅବସ୍ଥାରେ ଅଛନ୍ତି ।ଜୟ ଜଗନ୍ନାଥ ସ୍ୱାମୀ ।
ଜୟ ପଞ୍ଚସଖା ।
କୋଟ କୋଟି ପ୍ରଣାମ ।
Baba pranam
Ram 🌺ram🌺 ram🌺Om. Om
ଉତ୍ତର ଓଡ଼ିଶାର କୋଣ ଅନୁକୋଣରେ କଣ ଅଛି ଦେଖନ୍ତୁ
Jay Jagannth.Jai maa Tarini.Satya bhai please Keonjhar maa Tarini nka bisaya re Malika re Kan lekha achhi janaibe . sohala Mandala ra nama bisayare mdhya detail information debe.
Wow... Satya babu dhanya heigali dakhina odisha Katha suniki..mu rayagada ru belong Kare.
ସତ୍ୟ ବାବୁ ବାବାଙ୍କ କଥା ଅତି ଚମତ୍କାର ବାବା ଙ୍କୁ କୋଟି କୋଟି ପ୍ରଣାମ ବାବାଙ୍କ କଥା କାଳ୍ପନିକ ନୁହେଁ ଭାରତୀୟ ସଂସ୍କୃତି ଶାସ୍ତ୍ର ବେଦ ବେଦାନ୍ତ ଏଭଳି ଯେ ପବିତ୍ର ଭାରତ ବର୍ଷ ରେ ସବୁ ଅସମ୍ଭବ ସମ୍ଭବ ହେଇ ପାରିବ । ବାବାଙ୍କ ଆଶ୍ରମ କେଉଁଠି ଦୟାକରି କୁହନ୍ତୁ । ଜୟ ଜଗନ୍ନାଥ ଜୟ ପଞ୍ଚସଖା ।
Mu apanka sabu video like kare au dekhe
🌅 Jay Jagannath 💩 Sundar Baba and Sotyo Babu🚩 Sotyo sanatana Aba johora.Amiti Jari rohi 🗽
ବାବା କୋଟି କୋଟି ପ୍ରଣାମ ଆଗକୁ ବଢ଼ାଇବା ପାଇଁ
Thanks
Nice.
Jaya Jagannatha.......... Jaya Panchasakha..............
Jay Jagannath swami Nayan path gami
🙏🏼🙏🏼🙏🏼🙏🏼🙏🏼
ପାଗଲା ବାବାଙ୍କୁ ମୋର କୋଟି କୋଟି ପ୍ରଣାମ
🙏🙏🙏🙏❤️ dhanyavad Satya bhai
Kalahandi re pratekhya debi maa manikeswari🙏
ହିମାଳୟ ରେ କ,ଣ କଳିକି ଙ୍କ ବାସସ୍ଥାନ କି।ହିମାଳୟ ରୁ କାହିଁକି ଆସିବେ।କୋଉଠି କେଉଁ ମାଳିକା ଓ କେତେ ପୃଷ୍ଟା ରେ ମହାପୁରୁଷ ଲେଖିଛନ୍ତି ଟିକେ ଫଟ ଉଠାଇ ପୋଷ୍ଟ କରିବାକୁ ଅନୁରୋଧ।ଯିଏ ଯାହା ପାଉଛି କହିଯାଉଛି।ମାଳିକା କୁ ଏମାନେ କାଳିମା କରିଦେଲେଣି।ମହାପୁରୁଷ ଙ୍କୁ ଏମାନେ ବଦନାମ କରୁଛନ୍ତି।ହିମାଳୟ ର ନାଁ ମାଲିକାରେ ନାହିଁ।ଏଣୁ ପ୍ରମାଣ ଦିଅନ୍ତୁ।
ସତ୍ୟ ଭାଇ ପଗେଲା ବାବା ଙ୍କୁ ପୂର୍ବ ଓଡ଼ିଶା ବିଷୟ ରେ ପଚାରନ୍ତୁ
Saty Bhai apane mo tarafuru Sabu Baba ku kote kote namaskar
🙏🙏🙏 jai Jagannath swami Nayana patha gami bhaba tume 🙏🙏🙏🙏🪔🪔🌹🪔
🙏🏻🙏🏻🙏🏻🙏🏻
MY BEST REGARDS FOR THE DEVOTEE AND BEST WORDS FOR YOU SATYA BABU
Jay Pancha Sakha
Jayjagannath
Utar odisha ragigala
Eita bi khoji bahar karajau...... !!!
ASHESHKOTIPRANAM
Haiii...
Jay jagarnath