2PM Headlines ||| 23rd May 2024 ||| Kanak News |||

Поділитися
Вставка
  • Опубліковано 22 тра 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha

КОМЕНТАРІ • 8

  • @kumarbarun9719
    @kumarbarun9719 27 днів тому

    ଏମାନେ ଉତ୍ତରପ୍ରଦେଶ କୁ ଓଡ଼ିଶା ବନେଇବେ ଭାବିଛନ୍ତି

  • @kumarbarun9719
    @kumarbarun9719 27 днів тому

    ଶେଷ ରେ ଗୋଟେ କଥା କହିବି ଯିଏ ପଢିବ ସେ ନିଜେ ଆଉ ନିଜ ଘର ଲୋକ ମାନଙ୍କୁ ଆଗକୁ ବଢିବାର ସାହାଯ୍ୟ କରିବ କହିବାର ମାନେ ହେଲା ବିଜେପି ନେତା କ ମାନଙ୍କ ପାଠ ପଢା ଲୋକ କିଏ ଯେ ଏହି କଥା ବୁଝିବ ସେଥି ପାଇଁ ନବୀନ ବାବୁ ଓଡ଼ିଶା ର ଆଉ ନବୀନ ବାବୁ କଣ ପାଇଁ ଓଡିଶା ବାସୀ

  • @kumarbarun9719
    @kumarbarun9719 27 днів тому

    ଉତ୍ତରପ୍ରଦେଶ ଯଉ ଭଳି ହିନ୍ଦୁ ମୁସଲିମ ହଉଛି ସେଇଭଳି ଓଡିଶା କୁ କରିବାକୁ ଚାହୁଁଛନ୍ତି ଓଡ଼ିଶା ଲୋକେ ଠିକ ଜବାବ ଦେବେ

  • @kumarbarun9719
    @kumarbarun9719 27 днів тому

    ମୋର ଏତିକି ନିବେଦନ କି ବିଜେପି କୁ ଓଡିଶା ରେ ଜିତେଇକି ଓଡ଼ିଶା କୁ ପଛକୁ ନେଇଯାନ୍ତୁନି ଓଡିଶା ଏବେ ଗତି କରୁଛି ନବୀନ ବାବୁ କଣ ପାଇଁ ଏହା କୁ ଅଟକେଇବାକୁ ଚେଷ୍ଟା କରୁ ଥିବା ବିଜେପି ନେତା ମାନଙ୍କୁ ଉଚ୍ଚିତ ଜବାବ ଦେବେ ଓଡ଼ିଶା ଲୋକେ

  • @kumarbarun9719
    @kumarbarun9719 27 днів тому

    ମାଫିଆ ଓଡ଼ିଶା ନୁହେଁ ଉତ୍ତରପ୍ରଦେଶ ରେ ଥିବେ ଆମ ଓଡ଼ିଶା ଭାଇ ଚାର ର ସହର ଏଠି ଉତ୍ତରପ୍ରଦେଶ ଭଳି ହବାକୁ ଦିଅ ନାହିଁ ଓଡ଼ିଶା ର ଭାଇ ଭଉଣୀ କୁ ମୋର ଏତିକି ନିବେଦନ

  • @kumarbarun9719
    @kumarbarun9719 27 днів тому

    ଯଉ ନେତା କହୁଛନ୍ତି ଓଡ଼ିଶା ରେ ବୁଲଡ଼ଜର ଚଳେଇବେ ସେ ନେତା କ ପଢା କେତେ ଯେ ସେ ପାଟି ରୁ ଭଲ କଥା ଆଉ ଭଲ ସାଶନ କରିବେ ଖାଲି ମଣିଷ ଭିତରେ ବାଡ଼ କେମିତି ଦେବେ ସେୟା ଜାଣିଛନ୍ତି ଜଣେ ଶିକ୍ଷିତ ହେଲେ କେତେ ଲୋକ କୁ ଆଗକୁ ନେଇପାରେ ସେ କଥା ଏ ବିଜେପି ବାଲା କେମିତି ବୁଝିବେ ସବୁ ତ ଅପାଠୁଆ ଭରି ରହିଛନ୍ତି ବିଜେପି ରେ

    • @golakmisra1881
      @golakmisra1881 27 днів тому

      Perhaps you dont known,Yogi is a first class first in Maths( MA), tenu ki patha pahchan je... kuhani-Pandu pain BJD budi jiba,nabin has become a toothless paper tiger