An UPSC/OPSC qualified person like IAS, IPS,IRS can sit on that chair not any Minister/MP/MLA whose work is only 5 years. So Respect Civil servent they are backbone of our country not any MP/Minister.
Is there any party or mla or mp or governer or many more who are following protocol ?? Jaha heichi thik heichi. CTC jhia thik karichanti Dara rahiba darkar . Jadi bhul then abide with the rule . Go for court . I would say
Chair re basi padiki gote photo hei gale gala auuu.. Gote khusi aauuu na kan madam.. Madam tike film style re action dekhei dele... Jibana ra asha kichhi thiba emiti padabi pain.. Aji mouka milichhi chadibe kemiti. Lajyaaaa Lajyaaaaa
This is not official decorum. Nobody takes another's chair even after the permission of the officer is concerned. Violation of All India Service Rules 1968.
ସୋଫିୟା ଙ୍କ 💺 ରେ ୱର୍ଡ୍ମେମ୍ବର ଙ୍କୁ ବସାନ୍ତୁ । ସେତେବେଳେ ଜାଣିପାରିବ କେମିତି ଲାଗୁଚି
ନୂଆ ନୂଆ ବିଧାୟିକା ହେଇଛନ୍ତି ପ୍ରୋଟୋକଲ୍ ଜାଣି ପାରୁ ନାହାନ୍ତି
😂😂😂
@@ranjitkhosla4231 ତୁମକୁ ବେଶୀ ଜଣା ପ୍ରୋଟକଲ।
Right 👉 😂😂
Bapa Mokim Vigilance jala re
Daughter Phurani dekhauchi
ଏଇଟା ପାକିସ୍ତାନ କିମ୍ବା ବାଙ୍ଗଲାଦେଶ ନୁହଁ।
ସୋଫିୟାଙ୍କ ଚେୟରେ ଗୋଟେ ୱାର୍ଡ ମେମ୍ବର ବସିଲେ ହେବ କି। ସଫିୟାଙ୍କ ଅହଙ୍କାର ବଢ଼ି ଚାଲିଛି।
@@budupradhan ନାୟକ ଫିଲ୍ମ ଥରେ ଦେଖେ ତା ପରେ ମନ୍ତବ୍ୟ ଦେଲେ ଭଲ ଲାଗିବ।
@@chandannaik9949 ଫିଲ୍ମ ଆଉ ରିଅଲ ଲାଇଫ ରେ ଫରକ ଅଛି।
Seita movie 😂@@chandannaik9949
Chair re basiba kn papa...pandian cm hoi buluthile...nabin pattanayak
@@susilchandrabarik6016 ଚେୟାର ରେ ବାଇବା ପାପ ନୁହେଁ କିନ୍ତୁ। ସୋଫିୟଙ୍କ ଚେୟାର ୱାର୍ଡ ମେମ୍ବର ବସିଲେ ହବକି। ଆଉ ଥିରୁ ଜଣା ପଡ଼ୁଚି ଯେ ସଫିୟଙ୍କ ସଂସ୍କାର କେମିତି କା ହୋଇଥିବ।
ଏ ମିତି କଂଗ୍ରେସ ର ଆଚରଣ ଯୋଗୁଁ ପତନ ହଉଚି ହବ
MLA 5 ବର୍ଷ ପାଇଁ ଛିଛି Commissoner seat ରେ ବସିବା ତମର ଯୋଗ୍ୟତା ନାହିଁ!😭🙏 ନବୀନ ପଟନାୟକ ଙ୍କ ଟୁ ଶିଖନ୍ତୁ l
ଜନପ୍ରତିନିଧି ନିଜ ସୀମାଭିତରେ ରହି କାର୍ଯ୍ୟ କଲେ ଲୋକେ ସଂମାନଦେବେ.
@@Nishi5555 ଓ ହୋ ତୁମେ ନଈ ନ ଦେଖୁଣୁ ଲଙ୍ଗଳା ହେଇ ଡେଇଁ ପଡୁଚ। କେଉଁଠି ପାଇଁ ହେଲା କଣ ପାଇଁ ହେଲା କାହିଁକି ହେଲା ତାହା ତୁମେ ତଦନ୍ତ କରୁନ ତ। ଯାହା ମନରୁ ଆସିଲା କହି ଚାଲୁଚ।
@@Nishi5555 ପଠାଣର ବୁଦ୍ଧି ଯେତିକି ସେତିକି କରିବ।
Wrong work done by mla
ଯେଉଁ lady ଜଣଙ୍କ chair କୁ ସନମାନ ଦେଇ ଜାଣି ନାହାନ୍ତି ସେ ବିଧାୟିକା ହେବା ପାଇଁ ଅଯୋଗ୍ୟ, ଜଣା ପଡୁଛି ସେ ନିଜକୁ ବିଧାୟିକା ନୁହଁ ରାଷ୍ଟ୍ରପତି ବୋଲି ଭାବୁଛନ୍ତି |ଏ କାମ କୌଣସି ପୁରୁଷ ବିଧାୟକ କରିଥିଲେ ବିରୋଧୀ ଵାଲା ହଂଗାମା କରିସାରନ୍ତେଣି
Nua nua dekhe heuchito
Attitude bahut chair basiki
She shouldn't sit on chair of commissioner
Foolishness proud lady. Not good at all
Bhai Rashtrapati Hele mandhya kaha chair re basi paribeni
ଏଭଳି କରିବା ଠିକ ନୁହେଁ. ଅନ୍ୟ କାହା ଚେୟାର ରେ ବସିବା ଠିକ ନୁହେଁ, MLA ପାଇଁ ଅଯୋଗ୍ୟ.
MLA=Commissioner
COVID ସମୟ ରେ ସରପଞ୍ଚ କେମିତି ଜିଲ୍ଲା ପାଳ କାମ କରୁଥିଲେ।
Ye pathuni election time re Cuttack re suna jinisa bantichi Kam ki jitiba pain ye pathuniki jiteibara nathila
Right bro
@@chandannaik9949 tanku order dia jaithila
Hele ei pathan ku kie order dela
ମ୍ୟାଡମ୍ ଆମେ ଆପଣଙ୍କୁ ସମ୍ମାନ ଦେଉଛୁ କିନ୍ତୁ କାହା ଚେୟାର ରେ ବସି ପାରିବେନି
@@MNDIGITALSARAKANA ସେ ଚେୟାର ଯିଏ ବସୁଥିଲେ ସେ କୁଆଡେ ଯାଇଥିଲେ। Govt କାମ ବୋଲି ମନ ମାନି ରେ ଆସିଲେ କେମିତି ହେବ।
@@chandannaik9949 ଭାଇ ତାଙ୍କ ବିଳମ୍ବ ଉପରେ action ନିଆ ଯାଇପାରେ କିନ୍ତୁ ତାଙ୍କ ଚେୟାର ରେ ବସିବା ପ୍ରୋଟୋକଲ ବାହାରେ
କେତେବେଳେ କଣ ଗୋଟେ ହୋଇଯାଏ ଜଣେ ରାଜନେତା ଜନତା ପାଇଁ ଉତ୍ସର୍ଗୀକୃତ ହୋଇ ସରକାର ବ୍ୟବସ୍ତା କୁ ସୁଧାର ଓ ସଂସ୍କାର ବେଳେ ଅଧିକ ନିୟମ ବେନିୟମ ବୁଝିପାରେନି ତେଣୁ ଏମିତି କିଛି ଭୁଲ ହୋଇଯାଏ ଏହା ବିରଳ କିନ୍ତୁ ଅଛି। ଭୁଲ ତ ହିଁ ଭୁଲ ନା।
An UPSC/OPSC qualified person like IAS, IPS,IRS can sit on that chair not any Minister/MP/MLA whose work is only 5 years. So Respect Civil servent they are backbone of our country not any MP/Minister.
In democracy people's representatives are more powerful than any officer.
Sry bro but politicians are Powerful than ur ias ips 😂😂😂
Change your colonial mind …British raj chalini 😂
ମୋର କଳିଙ୍ଗ ଟିଭି ବାଲାଙ୍କୁ ଗୋଟିଏ ପ୍ରଶ୍ନ ସେ ଏ news cover ପାଇଁ ତାଙ୍କ ଟିଭି ଯାଇଥିଲା କି । ଯଦି ଯାଇଥିଲେ ତାହେଲେ ସେଠାରେ ପ୍ରଶ୍ନ ବିଧାୟିକା ଙ୍କୁ ପ୍ରଶ୍ନ କଲେନି , ଯଦି ଯାଇନାହାନ୍ତି ତାହେଲେ ଏଭଳି ମିଥ୍ୟା ଖବର କଣ ପାଇଁ ପରିବେଷଣ କରୁଛନ୍ତି । ସେ ଭିଡ଼ିଓ କହୁଛି ସେଟା ଗୋଟେ conferece ଟେବୁଲ୍ । କମିଶନରଙ୍କ ଚାମ୍ବର ଅଲଗା । ସେଠାରେ ଉପସ୍ଥିତ ଥିବା ଅଧିକାରୀମାନଙ୍କ କହିବା ଦ୍ଵାରା mla se chair ରେ ବସିଲେ । କିଛି ଜାଣିନାହାନ୍ତି ସେଠାକୁ ଯାଇନାହାନ୍ତି ଏଭଳି ଖବର ପରିବେଷଣ କରିବା ଲାଗୁଛି କିଛି ଖବର ବୋଧେ ପାଉନାହାନ୍ତି ଶସ୍ତା trp ନେବାପାଇଁ ଏଭଳି କରିଛନ୍ତି ।
#Kalingatv
Is there any party or mla or mp or governer or many more who are following protocol ?? Jaha heichi thik heichi. CTC jhia thik karichanti Dara rahiba darkar . Jadi bhul then abide with the rule . Go for court . I would say
Yes
ସୋଫିଆ ର ହିନ ମାନସିକତା , ଆରେ ଭାଇ ମୁସଲମାନ ଧର୍ମ ର ଶଳା ସଂସ୍କାର କୋଉଠୁ ଆସିବ , ଯେବେ ଜିତିଲା Pakistan ଜିନ୍ଦାବାଦ ନାରା ତ ଦେଇଥିଲେ ଯେବେ ବାଂଲାଦେଶ ଭଳି ତମ ହିନ୍ଦୁ ଲୋକ ଙ୍କ ଗାଣ୍ଡିରେ ଗୋଇଠା ମାରି ଦିନେ ଏଠୁ ବାହାର କରିବେ ସେଇଦିନ ଠିକ୍ ହେବ , ଯେତିକି ସବୁ ହିନ୍ଦୁ ଲୋକ ତାକୁ vote ଦେଇଛ
ସୋଫିଆ ନିଜକୁ ବଡ଼ ଅଫିସର ଭାବୁଛି
ଆରେ ଭାଇ ଟା ରକ୍ତ ପରା ମୁସଲିମ ସିଏ ଚେଞ୍ଜ ହବ କୁଆଡୁ ବକଫ ବୋର୍ଡ ହଟିଚି ନହଲେ ଏଟବେଳକୁ ସେ ଜାଗା କବଜାରେ କହୁନ
ଏତେ ଲୋକ ଭିତରୁ ତମେ ହିଁ ଜଣେ ଜିନ୍ସ ଟା ବୁଝି ପାରିଲ ଭାଇ
ଏ ଭଳିଆ ଲକ ଙ୍କୁ କାହିଁକି MLA କରୁ ଚନ୍ତି
ଆଙ୍କର ପ୍ରକୃତି ହିଁ ଏ ଭଳିଆ
MLA Sofia doesn't know the minimum courtesy, we should respect the chair. No CM or PM made such mistake.
Suresh Pujari also started it by sitting at the Chair of Sambalpur Tahsildar😢.
ସୋଫିଆ ନିଚକାର୍ଯ୍ୟକରୁଛନ୍ତି ଛି ଛି
ନୂଆ ନୂଆ ହେଇଛି ତ ବେଶି ଉଛୁଲି ଯାଉଛି😂
ନୂଆ ବିଧାୟୀକା ଜାଣି ପାରିଲେନି...
ବିଧାୟୀକା ହବାର ଯୋଗତା ନାହି ତାର
@@anannabehura856 ତୁମର ଯୋଗ୍ୟତା ଅଛି ବୋଲି ତୁମେ ତ ହେଇ ପାରିଥାନ୍ତ ତୁମେ ହେଇ ପାରିଲନି କଣ ପାଇଁ?
@@chandannaik9949Tankara tike Andha bhakta guna achhi nahele se basithante re bhai
@@chandannaik9949 wait
@@sudhanshusekharapadhy9436🤣😂🤣😂
ସୋଫି ଆ ଅତି ଗର୍ବ ହତ ଲଙ୍କା
She must know her limit. She is an ordinary MLA
Chir କୁ ସମ୍ମାନ ଦିୟନ୍ତୁ ଖାଲି ଗପ ମରୁଚ madam ବହୁତ୍ ବଡ଼ ବଡ କଥା କହୁଛ 😊
ବଡ଼ ଭୁଲ୍ ହୋଇଛି ଅଧିକାର ନାହିଁ ଚେୟାର ଉପରେ ବସିବା ଯାହା ହେଲେ ମଧ୍ୟ ବସିବା ନଥିଲା
କଂଗ୍ରେସ ର ସମ୍ବିଧାନ ବିରୋଧୀ କାମ ଭାରତ ସାରା ଚାଲିଛି, ଏ madam MLA ପାଇଁ ଯୋଗ୍ୟ ନୁହେଁ
କଟକ, ବିଧାୟିକା ଏହି ଭୁଲ ପାଇଁ ସର୍ବସାଧାରଣରେ କ୍ଷମା parthana🙏କରିବା ଦରକାର l
ଅତି ଅଲାଜୁକି ବିଧାୟକ।ପୂର୍ବ ସରକାର କୁ ପଚାର।
She should not sit in the commissioner's chair.she should know the protocol.
MLA of Cuttack -Barabati Sofia is thinking herself more powerful than President of India
ରାଜ୍ୟରେ କଂଗ୍ରେସ ସରକାର କୁ ଆସିଲେ ଏମ ଏଲ ଏ ମାନଂକର ଏପରି ରାଜ ଚାଲିବ, ଅଫିସର ର ଚେୟାର ଛଡାଇ ବସିବେ
ଅତି ଉଦ୍ଧତ ଝିଅ, ବିଧାୟିକା ହେବା ପାଇଁ ଅଯୋଗ୍ୟା, କଟକ ଜନସାଧାରଣ କିପରି ଭୋଟ ଦେଲେ। କି ପାଠ କେତେ ପଢିଛନ୍ତି ଏଥିରୁ ଜଣାପଡିଲା। ଆଜି ଏହିସବୁ କାରଣ ପାଇଁ କଂଗ୍ରେସ ଦଳ ଓଡିଶା ଶାସନ ରୁ ଦୂରରେ।
ୟେ ମନ୍ତ୍ରୀ ହୋଇ ଥିଲେ Chief Justice of India ନ୍କ chair ରେ ବସିପଡିଥାନ୍ତେ ।
ଏତେ ଶସ୍ତା ଲୋକ ବିଧାୟକ ହେଲେ କେମିତି
ଭଗବାନ ଯାହାକୁ ଯେଉଁଠି ସ୍ଥାନ ଦେଇଛନ୍ତି
ନିଜ ସ୍ଥାନରେ ହିଁ ରହିବା ଆବଶ୍ୟକ। ସାଧାରଣ ଞାନ ରହିବା ଉଚିତ୍।
ସୋଫିଆଙ୍କ ଭଳି ସବୁ MLA ଯଦି ନିଜ ନିଜ ଅଞ୍ଚଳର ସମସ୍ତ କାର୍ଯ୍ୟାଳୟରେ ଦୃଷ୍ଟି ରଖିବେ , ଦୁର୍ନୀତି ସମ୍ପୂର୍ଣ୍ଣ ଠପ ହେଇଯିବ l କାର୍ଯ୍ୟ ଠିକ ଠିକ ଚାଲିବ l ସୋଫିଆଙ୍କୁ ଧନ୍ୟବାଦ l
Binas Kaley biparita budhi...,😂😂😂
ଆମ ଦେଶ ରେ ମମତା ଦିଦି openly p. M. କୁ ଅସମାନ ଦେଖେଁଉଛି ଏଥିପାଇଁ ମଧ୍ୟ ଆମ ଦେଶ ରେ କିଛି ଦଣ୍ଡ ବିଧାନ ନାହିଁ. ଗୋଡିଏ ନିୟମ reform ହେବାର ଜରୁରୀ
ତୋର କ୍ଷମତା ନାହିଁ ଚେୟାର ରେ ବସିବାର
ତୁ ନୁଆ ଏମ ଏଲ୍ ଏ ହୋଇ ଅବକାରୀ କମିଶନର ହୋଇଗଲୁ ବୋଧହୁଏ!!।ତୋ ବାପା ଭଳି ମର୍ଯ୍ୟାଦା ସମ୍ପର୍ଣ ପୁରୁଷ ହେବାକୁ, ତୋତେ ନାରୀ ଭାବେ ଆହୁରି ସମୟ ଲାଗିବ।ଏବଠୁ ସତର୍କ ହୋଇଯା ଝିଅ।
ମଲା ସିଏ ଏବେ ମାନ୍ୟବର ବିଧାୟିକା ,ତେଣୁ ସିଏ ଯେ କୌଣସି ଅଧିକାରୀ ଙ୍କ ଚୌକି ରେ ବସିପାରିବେ .
Tanku mu SCB Medical college ra principal chair re basibaku awahan deuchhi, kete sahas achhi basi ki dekhantu..
BJD MLA Bhali traffic ki dwara pala heithile ebhali murkha lokanku bhala lagi thanta,seita commission nka chair nuhen, seita conference hall thila boli emane dekhi parunahanti.
ନୂଆ ନୂଆ ବିଧାୟିକା Good 👍👍👍👍
ସବୁ କଂଗ୍ରେସିଆ ଅସଭ୍ୟ
ରାଜନୀତି ଆଉ ରାଜ୍ୟସରକାରୀ କର୍ମଚାରୀ ଙ୍କ କାର୍ଯ୍ୟାଳୟ ଏହା ଭିତରେ ଅନେକ ବ୍ୟବଧାନ ରହିଛି,
ତେଣୁ ଏ ସବୁ ବିଷୟରେ ସମସ୍ତଙ୍କ ର ଧାରଣା ରହିବାଦରକାର,
ରାଜ୍ୟସରକାରଙ୍କ ସର୍ବୋଚ୍ଚ ପଦବୀ commissioner ଅଟନ୍ତି, ମହାମାନ୍ୟ ପାଇଁ ଯେତିକି ସମ୍ମାନ ରହିବା ଦରକାର ତାଙ୍କ ଚୌକିକୁ ମଧ୍ୟ ସେତିକି ସମ୍ମାନ ଦେବା ଦରକାର.
🙏🙏🙏🙏🙏🙏🙏🙏🙏🙏
ସେ ବିଧାୟୀକାଙ୍କ ଚେୟାରରେ ଜଣେ ସରପଞ୍ଚ ବସିଲେ ହବକି ' ସୋଫିଆ ମାଡାମ୍ ଙ୍କୁ ପଚାରନ୍ତୁ ।
ଜୟ କଂଗ୍ରେସ 😍😍😍
Sofia firdous is wrong here. She must not take advantage of her popularity. Now people will start scrutinizing her actions.
ବିନା ଶିକ୍ଷାଗତ ଯୋଗ୍ୟତାରେ ସାଂସଦ, ବିଧାୟକ, ମନ୍ତ୍ରୀ ହୋଇ ଉଚ୍ଚ ପଦବୀରେ ଥିବା ଉଚ୍ଚ ଶିକ୍ଷିତମାନଙ୍କୁ ଅପମାନିତ କରିବା, ଗଣତନ୍ତ୍ର ଶାସନକୁ ଆୟୁଧ କରି ଦେଶକୁ ଲୁଟିବା ଆମ ଦେଶର ନେତା ମାନକଂ ପାଇଁ ସାଧାରଣ କଥା। ଆଉ ଯେଉଁ ନେତାମାନେ ଟିକେ ଶିକ୍ଷିତ ସେମାନଙ୍କ କଥା କହିଲେ ନସରେ😂😂😂😂
Congress MLA kichhi jana nahi besi bhasan maruchi
ମାନନୀୟା ବିଧାୟିକା ଠିକ୍ କରି ନାହାନ୍ତି।ନିଜର ସମ୍ମାନ କୁ ନିଜେ ନଷ୍ଟ କରୁଛନ୍ତି।ଲୋକେ ଏଭଳି ବ୍ୟବହାରକୁ କଦାପି ଗ୍ରହଣ କରିବେନି।
ଅତି ଗର୍ବ ଦେଖାଉଛନ୍ତି ସୋଫିଆ. ଏହା ଉଚିତ କାମ ନୁହେଁ
ସୁର ବାବୁ ପ୍ରତିକିରିଆ ଦିଅନ୍ତୁ ଏହା ଠିକ କି ଭୁଲ
ସୋଫିୟଙ୍କ କମିଶନରଙ୍କ ଚୌକି ରେ ବସିବା ଭୁଲ କିନ୍ତୁ ତାଙ୍କର ଅବକାରୀ ବିଭାଗ ରେ ଯାଇ କାର୍ଯ ଯାଞ୍ଚ କରିବା ସମ୍ପୂର୍ଣ୍ଣ ଠିକ
ଧର୍ମେନ୍ଦ୍ର ପ୍ରଧାନ ଯୋଉ ମୁଖ୍ୟ ମନ୍ତ୍ରୀଙ୍କୁ ଧକ୍କା ମାରି ଆଗ କୁ ପଡ଼ଇ ଜଉ ଛନ୍ତି ତା ଉପରେ ବି ଟିକେ ବିଚାର କରନ୍ତୁ
ବହୁତ୍ ଉତୁରୁଛି ଏଇ ପଠାଣ
କି ବାଳ ବିଧାୟିକା , ଖାଲି ନା କୁ, ନିଜକୁ pm ଭାବୁଛନ୍ତି
ପାଠ ପଢ଼ିକି ସେଇ ଜାଗାରେ ପହଞ୍ଚିବା ଆଉ ସେ ଚେୟାର ର ଆଧିପତ୍ୟ ହାସିଲ୍ କରିବା... ଆଉ ଏମିତି ଗପ କରିବା ପାଇଁ ବସିବାରେ 😂 ବହୁତ୍ ଫରକ୍.... ସେଟା ଆମେ ଜାଣିଚୁ
Right 👍
ଛୋଟ,ଲୋକଙ୍କୁ,ବଡପଣ,କାହିଁ,ଦେଲ,ହେ,ନାରାୟଣ
Se Jane M.L.A tenu se Commissonernka chair re basipaaribe.....👍
Good dicision mam
Unfortunate decision by the MLA
ଅବକାରୀ କମିଶନ ଅଫିସ ରେ ଚେୟାର ନ ଥିବ ବଧହୁଏ
ସୋଫିଆ MLA ମାଡାମ ନିଜକୁ ନିଜେ କଣ ଭାବୁଛନ୍ତି
ଠିକ କରିଛିନ୍ତ
Nua Nua MLA tike adhika dekhei hebeni ki....??
ରାଜ୍ୟପାଳ ପୁଅ ASO କୁ ପିଟିଲା କେହି କିଛି କହି ପାରିଲେ ନି। ଏ ଯାହା କରିଛି ଠିକ୍ କରିଛି
That indicates power showing.
ନିଜକୁ ଇନ୍ଦିରା ଗାନ୍ଧୀ ଭାବୁଛି
ଜଣେ ଅଫିସର କେତେ ପାଠ ପଢ଼ିଛନ୍ତି, କେତେ ଜ୍ଞାନ ତାଙ୍କର, ଏ ନେତା ମାନେ ଭୋଟ ପାଇଗଲେ ବୋଲି ଗର୍ବ ବଢିଗଲା
Thank you Madam you are grate
ଏଇ muslim ବିଧାୟିକା ନିଜକୁ କଣ ବୋଲି ଭାବୁଛି ??? Cuttack ରେ ପାକିସ୍ତାନ ଜିନ୍ଦାବାଦ ନାରା ଆଉ ଏବେ କମିଶନର ଙ୍କ chair re ବସିବା ଘଟଣା ଅଯୋଗ୍ୟ ର ପ୍ରମାଣ.........
Bhout ଗର୍ବ heigalani mam......
ଅହଂକାର ଭାଭରେ ଭାବ ବିହ୍ୱଳ ହୋଇ ବସିପଡିଲେ କାହିଁକି ନା ମୁଁ ଏମ ଏଲ ଏ ବସିଲି କଣ ହେଲା 😂 ଆପଣଙ୍କୁ ଜନ ସାଧାରଣ ଏମ ଏଲ ଏ ଆସନରେ ବସେଇ ଛନ୍ତି କିନ୍ତୁ ଆପଣ ଜଉ ଆସନରେ ଅହଂଙ୍କାର ଦେଖେଇ ବସିଲେ ଜନ ସାଧାରଣଙ୍କ ଦ୍ଵାରା ମିଳି ନାହିଁ 😂
ଆମେ ହାଇସ୍କୁଲ ରେ ପାଠ ପଢିଲା ସମୟରେ ,ଗୋଟିଏ କଥାକୁ ଲକ୍ଷ୍ୟ କରୁଥିଲୁ ଯେ , ଯଦି କୋଉ ପିଲା ଜଣକୁ ଭଲ ପାଉଥିଲା , ଆଉ ଶିକ୍ଷକଙ୍କ ଡ଼ର ରେ କହି ପାରୁନଥିଲା , ନିଜ ମନକୁ ଖୁସି କରିବାପାଇଁ ସେହି ପିଲା ସିଟ ରେ ବସି ରହୁଥିଲେ
ସୋଫିଆଙ୍କୁ ବେସି ସମାଲୋଚନା କଲେ, ସାଧାରଣ ଜନତା Commissioner ଙ୍କ Seat ରେ ବସିବେ l କେହି ବାଧା ଦେଇ ପାରିବେ ନାହିଁ l ଗଣତନ୍ତ୍ର ଲୋକଙ୍କର , ସାଧାରଣ ଜନତା ଯାହା କହିବେ ତାହା ଆଇନ ହେବ l
ସୋଫିଆ madam ଜାଣନ୍ତି ନାହିଁ କେଉଁଠି ବସିବେ ,ତାଙ୍କ ବାପା ତାଙ୍କୁ protocol sikhantu ଏବଂ MLA madam କ୍ଷମା magantu।
Chair re basi padiki gote photo hei gale gala auuu..
Gote khusi aauuu na kan madam..
Madam tike film style re action dekhei dele... Jibana ra asha kichhi thiba emiti padabi pain..
Aji mouka milichhi chadibe kemiti.
Lajyaaaa
Lajyaaaaa
ସାଧାରଣ ଜ୍ଞାନର ଅଭାବ ଅଛି
ଅଭଦ୍ରାମୀର ପରିଚୟ
ଫୋନ ମାଧ୍ୟମ ରେ ଅଭିଯାଗ କହିଲା ବେଳେ ଅଭ୍ୟାର୍ଥୀ ଯେ ନିଜେ ସାର ଙ୍କ ସିଟ ରେ ବସି ଅଭିଯୋଗ ଶୁଣେଇବା ଆମେ କାନ ଉଠିଲା ଦିନ ଠୁ ଦେଖିନଥିଲୁ
ଏମାନେ ରାଜନୀତି ରେ ପାଣ୍ଡୁବାବୁ ପାଦଚିହ୍ନ ପଛେ ପଛେ ଚାଲିଛନ୍ତି..ମାଡି ଚାଲ !!
ନୂଆ ନୂଆ ବିଧାୟକ ହୋଇଛନ୍ତି, ତେଣୁ ତାଙ୍କୁ ବୋଧେ କିଛି ଜଣାନାହିଁ ।
ଏଇଟାର ସାହାସ ହେଲା କେମିତି ।
Adhika dekhei hauchi
Thank you mam. You are great.
Kn great be sola gote MLA heiki sadharano protocol jani paru nai tu jetiki bodo heija pochhe kaharo padabi chair re bosi paribuni
To ghare nei rakhunu....
ସୋଫିଆ ମାଡାମ ଠିକ କରିଛନ୍ତି l ଲୋକ ପ୍ରତିନିଧି ସମସ୍ତଙ୍କ seat ରେ ବସି ପାରିବେ l ପ୍ରୋଟୋକଲ ଠିକ ଅଛି l
ମୁଖ୍ୟମନ୍ତ୍ରୀ ଚେୟାର ରେ ତାମିଲ୍ ପାଣ୍ଡୁ କୁ ବସାଉଥିବା ନେତା ଆଜି ଗୋଟେ ଅଫିସର୍ ଙ୍କ ଚେୟାର ରେ ନେତା ବସିପଡ଼ି ବାରୁ ପଶ୍ନ ଉଠାଉ ଛନ୍ତି।
.Sofia mla is chief secy rank...
ଚେୟାରରେ ବସିବାକୁ କେବେ କେହି ଠିକ କହିବେ ନାହିଁ, ହୁଏତ ଭାବପ୍ରବଣତା ହୋଇପାରେ। ବିଧାୟିକା ନିଜର ବକ୍ତବ୍ୟ ରଖିବା ଆବଶ୍ୟକ। ଜଣେ ନିର୍ବିବାଦୀୟ ବ୍ୟକ୍ତି ଏ ଭଳି ବିବାଦରେ ରହିବା ଉଚିତ ନୁହେଁ।
ଏହା ଅତି ଗୁରୁତର କଥା।
😂😂😂 ପିମ୍ପୁଡ଼ି ରୁଖା ଉପରକୁ ଚଢ଼ି ଗଲେ
Always respect the chair.
Nice work 👍👍👍
ଗୋଟିଏ କଥା ବଡ଼ କରିବା ଆବଶ୍ୟକ ନାହିଁ 🙏🙏🙏
ଆରେ ତାଙ୍କୁ ଯୋଉଠି ବସିବା ପାଇଁ କହିଲେ madam ସେଇଠି ବସିଲେ ଏଥିରେ ଅସୁବିଧା କଣ....? Sofia firdous jindabad
ଏଇଟା conference hall ପରି ଲାଗୁଛି........ Office ନୁହଁ....... ଭଲସେ study କରି କୁହ ///ମୋତେ ଲାଗୁଛି ସୋଫିଆ ଏମିତି କରିନଥିବେ,, ସେ law କୁ ଜାଣିଛନ୍ତି ///
ପ୍ରଧାନମନ୍ତ୍ରୀ ବି ଜିଲ୍ଲାପାଳ ଙ୍କୁ ନମସ୍କାର କରୁଛନ୍ତି, ହେଲେ ଏମାନେ ସନମାନ ଶିଖି ନାହାନ୍ତି
ନିଜ କ୍ଷମତା ପରିସରରେ ନିଜେ ରୁହ ବିଧାୟିକା ହେଇଛ କୋଉ ଇନ୍ଦ୍ର କି ଖୁଦା ହୋଇଯାଇନ। ଏତେ ଗର୍ବ କଣ ପାଇଁ।
Sofia didi good luck with great work is the best katha kahicha thankyu Sofia didi ❤❤❤🙏🙏🙏
Democracy ଆଉ ନାହିଁ , ମୋଦୀ ଆସିବା ପରେ ଗଣତନ୍ତ୍ର ବର୍ତମାନ ବିପଦରେ
This is not official decorum. Nobody takes another's chair even after the permission of the officer is concerned. Violation of All India Service Rules 1968.
Kouthi southiala chamacha😭😍
Sofia madam right person....chair re basiba ta kichhi vul nahi