Odia film industry re crowd pulling films aau bana hauni.. jau superstar culture aau nhi.. last jetiki mu janichi odia film hero kahile- anubhav, arindam, sabyasachi aau babushan ame bujhu. Ya pare aau sei level ra hero asi nahanti. Baki ta jau jhagada chalichi industry seta kahaku ajana nuha.
Aau ebe cinema ku celebrate karajau nahi Odisha re.. Mostly loka kuhanti Kharap loka maane hall jaanti. Sahabhramana (Sangare Buliba) bahut abashyaka achi.. Paribaar paeen o Samaj paeen.. Quality Cinema and Hygienic Halls and ebeka jugauoajogi hall hele puni thare cinema chaliba.. Cuttack re single screen only 2 and 1 multiplex
Aau Talkies nahin samaste eyelex re film dekhuchhanti aau hall nahin kahuchha. Ticket 500/- dei jadi eyelex ku film dekhibaku jibe ta kana tumemane jou bala film guda karuchha kana taku dekhibe????
Naa Odia film ra standard uparaku jauchi, naa industry ra artist mane nijaku challenge kariki bhala kama karuchanti. Industry re jiye bi andu pandu asiki hero heroine hauchanti and story, technology sabu outdated heiki padichi.
ସିନେମା ହଲ୍ ବନ୍ଦ ହେବାର ମୁଖ୍ୟ କାରଣ ହେଉଛି... କପି କରାଯାଉଥିବା ସିନେମା..👍👍👍
Ek Dam Thik katha ❤
ତୁ ଶଳା ଟି ନିଜେ କପି କରି ମାଟ୍ରିକ ପାସ୍ କରିଥିବୁ, ଆସିଲା ଜ୍ଞାନ ପେଲିବାକୁ ଛୋଡିପୁଅ 😂
@@manasmohanta7355 ଆପଣ ଆପଣଙ୍କ ମତାମତ Comment box ରେ ଦେଇପାରିବେ... ମୋ comments ର Reply ରେ ନୁହେଁ।ଯାହା ଜାଣିଛନ୍ତି Comment ରେ କୁହନ୍ତୁ..👍👍
@@manasmohanta7355 choro muhan tana ,🤣🤣
Ebe au copy hauni besi
ଯୋଉ ବାଳ ଫିଲ୍ମ କରୁନାହାନ୍ତି କି
ମୟୂରଭଂଜ ର କରଞ୍ଜିଆ ରେ ଥିବା ହଲ ମଧ୍ୟ ବନ୍ଦ ରହିଛି କୋଭିଡ ପରଠୁଁ ଦୟାକରି ଚାଲିବାର ବ୍ୟବସ୍ଥା କରନ୍ତୁ
Hnn Bhai 😂😂
Bahut Dukha Laguchi Karanjia Sri Krishana Cinema Hall Pain
@@premsankarnayak7044Dina thila ....karanjia hall housefull heuthila....odia cinema pain...
Tu karide start 🤣🤣
Rourkela Konark Talkies also same situation.
ଏବକା ଓଡ଼ିଆ ଫ୍ଲିମ ଠାରୁ କାର୍ଟୁନ ଦେଖିବା ଭଲ
Sethpai bodhe Daman , pratiksha national award paila
Right
@@tarachandpanda9481 100 ଟି ଓଡ଼ିଆ ସିନେମା ଭିତରେ କେବଳ ଗୋଟିଏ କିମ୍ବା ଦୁଇଟା ସିନେମା award ପାଇଛି। ଦମନ୍ କୁ ତାର credit ଆଉ appreciation ମିଳିଛି ଯାହାର ସେ ହକଦାର ଥିଲା। ସିନେମା ହଲ କେବଳ ଗୋଟାଏ ଦୁଇଟି ସିନେମା ବଳ ରେ ଚଳିବନି।
ଓଡ଼ିଆ ଚଳଚ୍ଚିତ୍ର ଖରାପ ବୋଲି କହୁଛ, Hindi film କୁ କଣ କହିବ
@@jagannathdas189 hindi, Bangali, Telugu, Tamil ଯଉ ଭି ଭାଷା ଥାଉ ନା କାହିଁକି, ସିନେମା ଯଦି ଖରାପ ହଉଚି ତାହାଲେ ଖରାପ୍ କୁହାଯିବ।
ଫିଲ୍ମ ଚାଲୁଥିଲେ ହଲ୍ ବନ୍ଦ ହୋଇଥାନ୍ତା କାହିଁକି ମୁଖ୍ୟତଃ ଭାବରେ କଳାକାର ଦାୟୀ ଏବଂ ବୈଜୟନ୍ତ ପଣ୍ଡାଙ୍କ ଅଳଙ୍କାର ଚ୍ୟାନେଲ ଦାୟୀ
Alankar ra reason kn tk kahub bhai
Mbj Udala ର ସିନେମା ହଲ୍ ବି ବନ୍ଦ୍ ଅଛି ପ୍ଲିଜ୍ ହଲ୍ ଚଲାନ୍ତୁ ।
Hmmm mu b udala pila
ଭବାନିପାଟଣା ର ସତ୍ୟମ୍ ଆଉ ଭବାନି ଟକିଜ୍ ବନ୍ଧ ହୋଇଯାଇଛି ଏବେ ଖାଲି ଭାଗୀରଥି ଆଉ ନିୟୁଷ୍ଟାର ଚାଲୁଛି କଳାହାଣ୍ଡି ର ଫେମସ୍ ସିନେମା ଥେଟର ସତ୍ୟମ୍ ଥେଟେର ଥିଲା ମୁଁ ବହୁତ ମିସ୍ କରେ ମୋର ଲାଷ୍ଟ ମୋଭି ଅଗସ୍ଥ୍ୟ ସତ୍ୟମ୍ ରେ❤❤❤
Satyam cinema hall ra abasta mood kharap...😂😂😂
Au start heba ki nahii
Kendrapara,jagatasinghpur re total hall nahi
ପୂର୍ବ କପି ଫିଲ୍ମ ଅପେକ୍ଷା, ଏବେ କରୋନା ପରେ ଭଲ ଓଡ଼ିଆ ସିନେମା ତିଆରି ହେଉଛି , କିନ୍ତୁ ଓଡ଼ିଶା ରେ ସିନେମା ହଲ ର ଅଭାବ ଯୋଗୁ ଫିଲ୍ମ୍ ଭଲ ବିଜନେସ କରିପାରୁନି , ତେଣୁ ସରକାରଙ୍କୁ ଅନୁରୋଧ ସବୁ ବ୍ଲକ ରେ, ୧୦୦ ସିଟ ବିଶିଷ୍ଟ ହଲ ତିଆରି କରନ୍ତୁ, ଆଉ ଯେମିତି ଆଗାମୀ ୫ ବର୍ଷରେ ଓଡିଆ ଫିଲ୍ମ ସାରା ଭାରତର ଲୋକ ଦେଖନ୍ତୁ 👍👍
👍
କେବଳ ଏବେକାର hero heroine ଙ୍କ over acting
Taa sahita chori dobing ,ama Orissa parampara film rea n thibaru
ଓଃ ଭାଇ ଠିକ କଥାପଦେ କହିଲ।ଶଳେ ଗାଡିଭଡା କରିକି ଆସିବେ ଆଉ ଏମିତି କଥା କହିବେ ସତେ ଯେମିତି ଫରେନ୍ ରୁ ବର୍ତ୍ତମାନ ଫେରିଲେ।
Bhala cinema
Kale aame jibu.
ସବ୍ୟସାଚୀ ଭାଇ କହିଲେ ପାଗଳ ପ୍ରେମୀ Copy ଫିଲ୍ମ ବେଳେ ଯେମିତି ଭିଡ଼ ହଉଥିଲା.. ଏବେ ଆଉ ହଉନି.. ଭାଇ ବୋଧେ ଦମନ ଆଉ ପାବାର ଫିଲ୍ମ ଦେଖି ନାଁହାନ୍ତି 😅
ମୟୂରଭଞ୍ଜ ର ଉଦଳା ଫିଲ୍ମ୍ ହଲ୍ ବନ୍ଦ୍ ଅଛି ପ୍ଲିଜ୍ ସାର୍ ହଲ୍ ଟି ଚଲାନ୍ତୁ । ଆମେ ଫିଲ୍ମ୍ ଦେଖିବାରୁ ବଞ୍ଚିତ ହେଉଛୁ କାହିଁକି ନା ଆମ ଉଦଳା ଠୁ ବାରିପଦା 45 ରୁ 50 km ଦୂରତା ଏତେ ଦୂର ଯାଇ ଫିଲ୍ମ୍ ଦେଖିପାରୁନୁ ଆମେ ଚାହୁଁଛୁ ଆମ ଉଦଳା ହଲ୍ ଟିକୁ ଶୀଘ୍ର ଚଲେଇ ବାର ବ୍ୟବସ୍ଥା କରାଯାଉ । ଜୟ ଜଗନ୍ନାଥ ଜୟ କଳା ।
Tutu nayak pain sabu emiti heichi😊
1st . inexperienced producers
2. Director
3. Distributor
4. Audience(who watch only superstar movies)
ବ୍ରହ୍ମପୁର ର ଶିବ ଶକ୍ତି ହଲ ବି ବନ୍ଦ ହେଇସାରିଛି ମୁ ସେଠି ଦମନ ଆଉ kgf ଦେଖିଥିଲି
କିନ୍ତୁ ଆଜି ଶିବ ଶକ୍ତି ହଲ ବନ୍ଦ ହେଇ 2 ବର୍ଷ ହୋଇସାରିଲାଣି
Hn bhai mu bi jaithili Daman dekhibaku 😢😢
Mayurbhanj district ra karanjia hall band hei jaichi. Kemiti hall chalibo, sarkar tike drusti debe.
ଯଦି ପାୱାର ଭଳି ସବୁ ଭଲ ଆଉ ଗାଁ ମାଟିର ବାସ୍ତବ ଚିତ୍ର କୁ ନେଇ ଚଳଚ୍ଚିତ୍ର ହୁଏ ତାହେଲେ ଦର୍ଶକ ବଢିବେ ଆଉ Hall ବି ଚାଲିବ...
ଯାତ୍ରା ଯାଉଛୁ ଆଉ ଖୁସି ଅଛୁ
ବାଳ କପି କରୁଚ ଫିଲ୍ମ
Au kichi barsha pare jatra b jibo
Daman .. falgun chaitra.. pratiksha movie dekhontu tapore kahibe... Atitra bhul ku neiki bartaman ra film ku badnam karanti nahi
@@bsairanjan କିଛି ଫିଲ୍ମ 👍 good
ଆମ ଯାଜପୁର ରେ ଭି ଆଉ ଫିଲ୍ମ ହଲ ନାହିଁ ସବୁ ଭାଙ୍ଗି ଗଲାଣି ଆଉ ଟିକେ ଫିଲ୍ମ ଦେଖି ହୋଉନି 😅😅😅😅
Kia kahila jagannath au Saraswati achhi
Jagannath
Saraswati
K1 talkies
Biraja talkies
Sabu achi
କେନ୍ଦ୍ରାପଡ଼ା ରେ ୨ ଟା,ପଟ୍ଟାମୁଣ୍ଡାଇ ରେ ୧ ଟେ ହଲ ଥିଲା କିନ୍ତୁ ଦୁଃଖ ର ବିଷୟ ସେ ତିନୋଟି ହଲ ରୁ ଗୋଟେ ବଜାର କୋଲକାତା ,ଆଉ ଗୋଟେ ଆଳୁ ଗୋଦାମ,ଆଉ ପଟ୍ଟାମୁଣ୍ଡାଇ ହଲ ଟି ସିମେଣ୍ଟ ଗୋଦାମ।😂
ଏବେ କା କଳାକାର ଯୋଗୁଁ ହଲ ବନ୍ଦ୍ ହେଲା ଯାହା ବି ହେଲା ଭଲ ହେଲା
ଆନନ୍ଦପୁର ସିନେମା ହଲ୍ ବି ବନ୍ଦ୍ ଅଛି
Quick start odisha first cinema hall 😥 Brhampur municipal corporation city
କେନ୍ଦ୍ରାପଡା ରେ ବି ନାହିଁ ହଲ
No one talking about Price. Now average Price is Rs. 200 which is very high. Generally not affordable and watching twice a movie is difficult.
Please ସବୁ ହଲ୍ ଆଉ ଥରେ ଚଳାନ୍ତୁ ସାର୍ ।
Old Film Halls ku repair kari ALU , PIAJA etc etc raa COLD STORAGES karajau.
😂1:08
ଆବେ ଓଡିଆ ଭାଷାଠି କଥା ପଡ଼ିନି
କଥା ହେଉଛି ଓଡ଼ିଶାରେ creativity ନାହିଁ।
Kendrapara re gote bi hall chaluni
Odia film industry re crowd pulling films aau bana hauni.. jau superstar culture aau nhi.. last jetiki mu janichi odia film hero kahile- anubhav, arindam, sabyasachi aau babushan ame bujhu. Ya pare aau sei level ra hero asi nahanti.
Baki ta jau jhagada chalichi industry seta kahaku ajana nuha.
Odisha is no development for odisha govt waste
Bengali & Telugu people responsible this situation odisha
Mu janibaku paili je film's hall nathibaru loka mane cinema dekhi paru nahanti. Eha stya stya cinema hall haba jaruri..
ଏ ସବୁ ଓଡ଼ିଆ କଳାକାର ଆଉ ଓଡ଼ିଆ ଲେଖକ ଆଉ ଓଡ଼ିଆ ନିର୍ଦ୍ଦେଶକ ଙ୍କ ର ସଫଳତା , ଏଇଟା ଲଜ୍ଜ୍ୟା ବିଷୟ ସବୁ ସ୍ଥାନ ରେ ନକଲ କଲେ , ।ଆମେ ଓଡିଆ ଆଜି ସବୁ ସ୍ଥାନ ରେ ଫେଲ୍ ଫେଲ୍ ଖେଳ ହେଉ ବା ଚଳଚ୍ଚିତ୍ର ବା କୃଷି ବା ଶ୍ୱସ୍ୟ , ସବୁଥି ପାଇଁ ଓଡ଼ିଆ ଙ୍କ ବଡ କଥା ଆଉ କାମ ଚୋରି ଦାୟୀ ,ଏଥିରେ ସରକାର କଣ୍ କରିବେ ,ଆମେ ହିଁ ଦାୟୀ
dayi management... parking... upgrading or locations...
🙏
Social media dai
Yes
Sarkar aha upare dhyana diantu cinema hall pai sarkar sahajog ra hata badhantu sabu hall khola jau #
Ravi Talkies re Mu Jaithili Yaadein movie 😢😢2001
ଭଲ ହେଇଛି , ବାଳ ଫିଲ୍ମ୍ , ଫିଲ୍ମ୍ ଆଉ ଫିଲ୍ମ ନାହି , ଖାଲି ନଗ୍ନ ଆଉ ହିନ୍ଦୁ ଭଗବାନ ଙ୍କୁ ମଜା ଥଟା,, ଆଉ କେମିତି ପଠାଣ ମାନେ ଯେତେ ଖରାପ କାମ କରନ୍ତୁ ହିନ୍ଦୁ ପାଖେ ଭାଇ ଚାରା ଜ୍ଞାନ ରହିବ ସେହି ଭଳି ଫିଲ୍ମ୍,
ତେଣୁ ଓଡିଆ ବନ୍ଦ୍ ହେଲେ ସମୟ ପକ୍ଷେଇ ଆସୁଚି ହିନ୍ଦୀ ଫିଲ୍ମ ବି ଲୋକେ ଦେଖିବେ ନାହିଁ😂😂😂😂😂
You are right sir
Loka ta film ku pirated website ru download kariki dekhuchanti au cinema hall ku kiye jiba !!
Odisha govt very slow every thing
Hall jadi loka sure dekhante..kendrapara loka kana jai ki Cuttack re dekhibe..prati bluck re hall nihati darkar
18 percent GST dei kiye film dekhiba. Odisha re ta bekari badhhi chalichhi
Tax na thile tu keta dekhibu? Bala film dekhiba pain kie jibe?
Film hall ku indoor bhitare chair aau ac sahita modifications aau dolby with picture quality better hele bhala heba loka interest heba
One cinema hall of Kendrapada converted into Shopping mall 😅
Copy movie hebo to kie dekhibo
All thanks to Odia Music Channels and Copy Paste Film making 👍
Puruna film puni thare re release karile bhala chaliba
Sad moment ame odia hae odia ku pasand Karu nu 😞😞😞 please odia movie ku support karantu
ଏହାର କାରଣ ମୋବାଇଲ୍
Kalakar au odia Loka daee
Puri town no movie halls
Pattamundai re bi
Copy Flim chaluni
Hall rakhi Kariba kan
Ekatha 20 barsa tale kimba ta agaru uthei thile bhala heithaanta.
Hall thile kana karba ho tamr cinema ta bilkul bhala lagunagi
Smart phone dhari loke smart heigale😮
Entertainment eina pocket re😊
I have seen simba here
Time anusare update dar kar loka service vala chahanti cenema hall never give.
Bala movie kale kiy dekhiba... South movie ku nae copy paste kale kan haba..
ଆଉକୋଉ ଭଲ filmi ବନଉଛନ୍ତିକି ଲୋକ ଦେଖିବେ😮
ତାମିଲ୍ ତେଲୁଗୁ movie ରୁ ଚୋରି କରି କରି ଓଡ଼ିଆ ଫିଲ୍ମ କୁ ବୁଡ଼େଇ ଦେଲେ ସୁଧାକର ବସନ୍ତ ଭଳିଆ ଅଣ ଓଡ଼ିଆ ନାଚ ମାଷ୍ଟର
ବାଲେଶ୍ୱରରେ ଦୁଇଟି ସିନେମା ହଲ ଚାଲିଛି. 😄😄
ଫିଲ୍ମ ରେଟ 500 କରିଲେ ଚାଲିବ
Bhala bnile ta loka jibe
You tube hi dayi
Amo joda re tarini talkies, barbil re Barbil talkies cinema hall ebe bond achhi .
Kendrapara re bi film hall bandh..
Block level re cinema hall!!! 😂😂😂😂
Pagal premi is also remake from Arya.
ସବୁ କପି
@@p643-f1xau copy haunahi
Aau ebe cinema ku celebrate karajau nahi Odisha re..
Mostly loka kuhanti Kharap loka maane hall jaanti. Sahabhramana (Sangare Buliba) bahut abashyaka achi.. Paribaar paeen o Samaj paeen.. Quality Cinema and Hygienic Halls and ebeka jugauoajogi hall hele puni thare cinema chaliba.. Cuttack re single screen only 2 and 1 multiplex
ଫିଲିମିବାଲା ଯାଈ
Netflix, amazon prime, youtube a samaste dayi
ଯେଉଁ ମାନେ କହୁଛନ୍ତି ହଲ୍ ତିଆରି ହଉ ସେମାନେ ହଲ ନିଜେ ତିଆରି କରନ୍ତୁ। Cinnema ନ ଚାଲିଲେ ହଲ୍ ମାଲିକ ଚଳିବ କେମିତି। ସିନେମା ଆଗ ତିଆରି କରା ତା ପରେ ହଲ୍ ତିଆରି କଥା କହିବା।
😢
Aau Talkies nahin samaste eyelex re film dekhuchhanti aau hall nahin kahuchha. Ticket 500/- dei jadi eyelex ku film dekhibaku jibe ta kana tumemane jou bala film guda karuchha kana taku dekhibe????
ଶଳେ ସବୁ କପି କଲେ film ବାଳ ଚାଲିବ ପୁଣି ବଜେଟ କମ
କପି କରି ଫିଲ୍ମ କରୁଛ ଲୋକେ ଦେଖିବାକୁ ଯାଉନାହାନ୍ତି ଆଉ ହଲ କଣ ଚାଲିବ ହଲ କଣ ନୂଆ କରିବ
South re Hall 90% ebe Bhi chalichi
ସବୁ ମୋବାଇଲ ଖାଇଗଲା
😢😢😢😢😢😢😢😢😢
Copy paste kara hal bandha habani
Cinema Hall band hebara karana kebala aau kebala berojagari. Lokanka paakhare adhika paisa thile tah cinema dekhibe.
Au odia cinema hi nhi, cinema hall kouthe rahiba
Mobile ra 350 Richard kari 2gb data ra youtub ra dakhi dau chanti film hall Kamiti chaliba
Odia webseries film chaliba
ଜଦି ରିଲିରେ ଫିଲ୍ମ ଚାଲିବ ତାହେଲେ ନିଶ୍ଚୟ ସିନେମା ହଲଚାଲିବ ।
Film bhi dahara hero mananko nei karucha boli loka jaunahanti
Sinema hall band pare ichha bi marigalalani
ସତ କଥା ହେଲା ଆମେ ମାନେ ହିଁ ଦାଈ ଆମ ଓଡ଼ିଆ ଲୋକ ହିଁ ଦାଈ ,,, ନିଜ ପିଲା ମାନଙ୍କୁ ତ ଆମେ ଓଡ଼ିଆ ପଢ଼େଇଲେନି କି ଓଡ଼ିଆ ରେ କଥା କହିବା ଶିଖେଇଲେନି,, ସମସ୍ତେ English medium ରେ ପଢ଼େଇଲେ ଓଡ଼ିଆ ଭାଷା ପ୍ରତି ଆଉ ଭଲ ପାଇବା ଆସିବ କୋଉଠୁ,, ନା ଓଡ଼ିଆ ଫିଲିମ୍ ଚାଲିବ କୋଉଠୁ,,, ଯେତିକ ସବୁ ବଡ଼ ବଡ଼ କଳା କାର, ରାଜନେତା, ବଡ଼ ବଡ଼ିଆ ଲୋକ ମାନେ ହିଁ ଦାଈ ନିଜ ଭାଷା କୁ ସନମାନ ଦେଲେନି 😢😭,, English ହିନ୍ଦୀ ଶିଖ କିନ୍ତୁ ତା ସହିତ ଓଡ଼ିଆ ବି ଶିଖାଅ ନିଜ ପିଲା ମାନଙ୍କୁ ନହେଲେ ବେଳ ଏମିତି ଆସିବ,, ନିଜର କଳା ସଂସ୍କୃତି ସବୁ କିଛି ହରେଇ ବସିବା
Odisha ra sabu film halls tamilnadu re, a sabu lagi nabin babu hi dai, kichi gote bi kaleni, a sabu dekhiki bahut dukha laguchi,
Naa Odia film ra standard uparaku jauchi, naa industry ra artist mane nijaku challenge kariki bhala kama karuchanti. Industry re jiye bi andu pandu asiki hero heroine hauchanti and story, technology sabu outdated heiki padichi.
Sabu otv channel pai😢😢
Cinema is not coming under the basic needs..this is simply entertainment...time pass....bhad mein jae cinema sur bhad mein jae cimema hall..
Hall ଗୁଡିକ ରେ କଣ ଖାଲି ଓଡ଼ିଆ ଚଳଚ୍ଚିତ୍ର ଚାଲୁଥିଲା । Hindi ଚଳଚ୍ଚିତ୍ର ବି ଚାଲେ ।
ଓଡ଼ିଆ ଫିଲ୍ମ ତ ଚ଼ାଲୁନି