Jadi Bata Thila Alaga Dekha Hela Kahiki Odia Song

Поділитися
Вставка
  • Опубліковано 20 лип 2023

КОМЕНТАРІ • 333

  • @basantakumarswain362

    ଏ ଗିତ ଶୁଣିଲା ପରେ ମନ ଭିତରେ ନିରବ କୋଳାହଳ ସ୍ରୁଷ୍ଟି ହୋଇ ପୁରୁଣା ସ୍ମୁତିକୁ ମନେ ପକାଇ ଦେଲା😢😢😢

  • @rajaniran1501

    ଏଇ କାହିଁକି ର ଉତ୍ତର ଆଜି ପର୍ଯ୍ୟନ୍ତ କେହି ବି ଦେଇ ପାରି ନାହାନ୍ତି ❤😭😭😭💝💝💘

  • @padmavoi4015

    ଏ କାହିଁକି ର ଉତ୍ତର ମୁଁ ଆଜି ଯାଏ ଖୋଜୁଛି କିନ୍ତୁ ପାଉନି 😢😢

  • @MitaSamal-ic7ei

    ମୁ ଜାଣିଚି ସେ ମୋତେ ମିଳିବନି ତା ପରେ ବି ମୁ ତାନ ଙ୍କୁ ଭଲ ପାଉଛି କାହିଁକି ର ଉତ୍ତର ମୁ ପାଉନି 😢😢😢😢😢

  • @sudarshannayak3456

    ସତରେ ଏ କାହିଁକି ର ଉତ୍ତର କେହି ଦେଇ ପାରିବେନି 😢😢😢😢

  • @user-mq8eb3vp6n

    ଏ ଗୀତ ଶୁଣିଲା ପରେ ମନ ଭିତରେ ନିରବ କୋହଳ ସୃଷ୍ଟି ହୋଇ ପୁରୁଣା ସ୍କୁତି କୁ ମନେ ପକାଇ ଦେଲା

  • @dayanidhimahakhuda9938

    ସତରେ ବହୁତ ସୁନ୍ଦର ଗୀତ ହୃଦୟ କୁ ଛୁଇଁଗଲା

  • @bismitajena7707

    ପ୍ରେମ। ଅମର ଚିରନ୍ତନ ସତ୍ୟ ଏ ଗିତ ରେ ତାକୁ ଭଲରେ ମନେହୁଏ

  • @kalusardar1123

    ଦୁଇଟି, ନୀରବ ହଉଦୟର କାହାଣି❤❤❤

  • @SwatiPradhan-t4p
    @SwatiPradhan-t4p 14 днів тому +3

    I lost a special man in my life😭😢❤💔💔

  • @nimaijena2159

    ଯିଏ ଆମ ଭାଗ୍ୟରେ ନଥାଏ ଭଲ ପାଇବା ତାରି ସହ ହେଇଯାଏ, ଆଉ ଏ ମନ କେବଳ ତାକୁ ହିଁ ସବୁଦିନ ପାଇ ଚାହିଁଥାଏ, ମନର ମଣିଷ ଟି ସିନା ମିଳେନାହିଁ ହେଲେ ତାର ପ୍ରତିଛବି ଟି ଆଖିରେ ଆଉ ଛାତିରେ ସବୁଦିନ ପାଇଁ ରହିଯାଏ,,ଭାଗ୍ୟରେ ନଥିବା ମଣିଷ ଟିକୁ କେବେ ଭୁଲି ହୁଏନା 😔😔😔😔😔

  • @laxmidharbarik2160

    ହୃଦୟରୁ ଭଲ ପାଉଥିବା ଲୋକ ଟିକୁ ଯେତେବେଳେ ଦୁରେଇ ଦିଏ, କେତେ କଷ୍ଟ ଆଉ ଦୁଃଖ ଲାଗେ, କିନ୍ତୁ ସେ କେମିତି ବୁଝିବ 😢😢😢😢

  • @rasmiranjanpradhan5588

    Jia Jia a song abe sunucha ta mana sure bhangichi

  • @LaxmipriyaAich

    Jadi bata thila alaga dekha hela kanhiki jadi vaghya thhila alga dekha hela kanhiki ae line realy heart touching line😢😢....

  • @GuddiJena-mn3kq

    Life re sabu kara but e love tharu durei ki rahiba vala kainki na e jugare sata Prema ta nai😢

  • @nalinibarik9727

    Manisha jeebanare samastanka ra kichhi na kichhi bhul thae. Kintu thik jl nisha bi kebe kebe bhul rupa neithae.

  • @user-ie8cw3pg2f

    Mu b bahut miss karibi mo pageli ku

  • @bapusahu7053

    Ehi Gita mo jibanara eka ebhula prustha.bhuli madhya bhuli hue nahin.

  • @abinasdas6572

    Jane thhila kia..a gita manepakaedela..nice song.

  • @Pinu63
    @Pinu63  +5

    Satare kana real love kabe mileni mara ta love uparu biswas uthi galani athire bahut kasta 😢😢