ଆଉ ଗୋଟେ ନୂଆ ଦେଶରେ ମାଳଦ୍ବୀପ ରେ ପହଞ୍ଚି ଗଲି || Maldives Odia vlog

Поділитися
Вставка
  • Опубліковано 4 січ 2025

КОМЕНТАРІ • 1 тис.

  • @MuTraveller
    @MuTraveller  4 місяці тому +740

    ଆଜି ମୁଁ MALDIVES ଆସିଛି ଆଗକୁ ମଦିଜୀ ବି ଆସିବେ! କିଛି ବଡ କାରଣ ନେଇ ମୁଁ MALDIVES ଆସିଛି ରାଗନ୍ତୁ ନାଇ ମୁଁ NEXT ଭିଡିଓ ରେ ସବୁ କହିଦେବି

    • @sarbeswarasisa1810
      @sarbeswarasisa1810 4 місяці тому +15

      କିଛି କତା ନାହିଁ ଭାଈ

    • @srikantamishra713
      @srikantamishra713 4 місяці тому +18

      ଭାଈ ଲୋ ଯା କିନ୍ତୁ ମାଲଦୀପ ପାଇଁ ପ୍ରୋମସନ କରିବ ନାହିଁ ଦୟାକରି..

    • @indian_army_ak47
      @indian_army_ak47 4 місяці тому +21

      Bhai Tama sister saha tike setting Kari dauna 😊mor

    • @Saudamima
      @Saudamima 4 місяці тому +8

      Bhai kie raguchi😢 tame emti kn kahucha.....are bhai china bi ama satru heiki jadi loka buli Baku jauchanty ....tahale Maldives ta khali hate speech deithila ta loka kn buli jibeni na kn.......kichi katha nahi bhai tame aaram se bula❤❤❤

    • @somanathnayak7135
      @somanathnayak7135 4 місяці тому +9

      Ok laba bhai long journey ❤❤❤

  • @bibhutimuduli2318
    @bibhutimuduli2318 4 місяці тому +118

    ଆରେ ଲବ ଭାଈ ମୁକେଶ ଅମ୍ବାନୀ ଏତେ ବଡ ଧନୀ କିନ୍ତୁ ସେ ଏତିକି ଦେଶ ବୁଲିନଥିବ ମାଡ଼ିଚାଲ

    • @mbjdebashis9734
      @mbjdebashis9734 4 місяці тому +2

      ଅମ୍ବାନୀ ଭିକାରି ଟା

    • @TilottamaJena-yl4ll
      @TilottamaJena-yl4ll 4 місяці тому +2

      you are right bro ❤❤

    • @HimadriPatra-rp1ko
      @HimadriPatra-rp1ko 4 місяці тому

      Murkha bhalaliya kn Katha barta karucha

    • @HimadriPatra-rp1ko
      @HimadriPatra-rp1ko 4 місяці тому

      ​@@mbjdebashis9734kain se kn to Ghar ku asiki tote kahi thila se bhikhari ta boli

  • @rakeshbarik948
    @rakeshbarik948 4 місяці тому +13

    ଘରେ ବସି ମୋବାଇଲ ମାଧ୍ୟମରେ ବିଭିନ୍ନ ଦେଶର ସଂସ୍କୃତି, ସଂସ୍କାର, ପରମ୍ପରା, ଖାଦ୍ୟ, ଘର, ବିଦେଶୀ ମାନଙ୍କ ଚେହେରା, ଭାଷା ଆମେ ସବୁ କିଛି ଦେଖିପାରୁଛୁ ଏହା କେବଳ ଜଣେ ଓଡ଼ିଆ ଆଦିବାସୀ ପାଇଁ ସମ୍ଭବ, ଦ୍ରୌପଦୀ, ମୋହନ, ଲବ ହାଁସଦା, ଓଡ଼ିଆ ଙ୍କ ହୃଦୟ ଜିତୁଛନ୍ତି ସଦା ସର୍ବଦା 🙏ଜୟ ଜଗନ୍ନାଥ 🙏

  • @hoknowledgeodisha
    @hoknowledgeodisha 4 місяці тому +164

    କୁଆଡେ ଗଲ ରେ ଭାଇ ମୟୂରଭଞ୍ଜ ଟୋକା ଗୋଟେ ଗୋଟେ ଲାଇକ୍ ❤Dill ସେ ହେଇଯାଉ 👍👍 ଲବ ଭାଇ ପାଇଁ

  • @satyabrata254
    @satyabrata254 4 місяці тому +251

    କିଏ କିଏ ଚାହୁଁଛନ୍ତି ଲବ ଭାଇର 1 million subscriber ଅଗଷ୍ଟ ମାସ ଶେଷ ସୁଦ୍ଧା ହେଇଯାଉ ବୋଲି❤❤❤❤

  • @SarojMj1
    @SarojMj1 4 місяці тому +110

    Odisha ra best vloger laba bhai❤

  • @simplelifewithranu
    @simplelifewithranu 4 місяці тому +50

    କୋଉମାନେ ଚାହୁଁଛ ଲବ ଭାଇ ଙ୍କ ର ଅଗଷ୍ଟ 15 ପୂର୍ବରୁ 1m ହେଇଯାଉ❤

    • @Namitahhh
      @Namitahhh 4 місяці тому +1

      Nuakhai purba ru heba❤❤ sambalpuria like thoka😊❤

    • @lalitmeherofficial9692
      @lalitmeherofficial9692 4 місяці тому

      Jay maa samalei​@@Namitahhh

  • @Madhusmita787
    @Madhusmita787 4 місяці тому +38

    ଆଜିର ଭିଡ଼ିଓ ଟି ଦେଖି ବହୁତ୍ ଭଲ ଲାଗିଲା, ସବୁବେଳେ ଏମିତି ଖୁସିରେ ରୁହ, ଭଗବାନ୍ ଙ୍କ ଦୟା ରୁ ଆହୁରି ଆଗକୁ ମାଡି ଚାଲ, ଜୟ ଜଗନ୍ନାଥ ❤❤❤❤❤❤❤❤❤❤❤❤❤❤❤❤

  • @KhiramatiMD
    @KhiramatiMD 4 місяці тому +86

    ଦଶମାସ ଯିଏ ଗର୍ଭେ ଧରିଥିଲା
    ଜାଣିଛକି ତାର ନାଁ
    ନିଜ ସ୍ତନ ଖିର ଯିଏ ଖୋଇଥିଲା
    ଜାଣିଛଜି ତାର ନାଁ,,
    ରାତି ଉଜାଗର ଯିଏ ହୋଇଥିଲା
    ଜାଣିଛକି ତାର ନାଁ
    ତୁମ ଗୁହ ମୁତ ଯିଏ ପୋଛିଥିଲା
    ଜାଣିଛକି ତାର ନାଁ,,,
    ନିଜେ ନଖାଇ ଯିଏ ଖୋଇ ଥିଲା
    ଜାଣିଛକି ତାର ନାଁ
    ମୁହଁ ଦେଖି ଯିଏ ମନଜାଣୁ ଥିଲା
    ଜାଣିଛକି ତାର ନାଁ,,
    ସ୍ନେହ ମମତାର ଯିଏ ବାନ୍ଧିଥିଲା
    ଜାଣିଛକି ତାର ନାଁ
    ସବୁବେଳେ ଭଲ ଯିଏ ଚାହୁଁଥିଲା
    ଜାଣିଛକି ତାର ନାଁ,,
    ନିଜେ ଦୁଃଖ ଭୋଗି ସୁଖ ଦେଉଥିଲା
    ଜାଣିଛକି ତାର ନାଁ
    ତୁମର ପେଟ କୁ ଯିଏ ଦେଖୁଥିଲା
    ଜାଣିଛକି ତାର ନାଁ,,
    ତୁମ ପାଇଁ ଯିଏ ପୂଜାକରୁଥିଲା
    ଜାଣିଛକି ତାର ନାଁ
    ତୁମ ପାଇଁ ଯିଏ ଉପବାସେ କରୁଥିଲା
    ଜାଣିଛକି ତାର ନାଁ,,,
    ତୁମ ସୁଖେ ସୁଖୀ ଯିଏ ହେଉଥିଲା
    ଜାଣିଛକି ତାର ନାଁ
    ତୁମ ଦୁଃଖେ ଦୁଃଖୀ ଯିଏ ହେଉଥିଲା
    ଜାଣିଛକି ତାର ନାଁ,,,
    ତମେ ବି ଜାଣିଛ ମୁଁ ବି ଜାଣିଛି
    ସିଏ ହେଉଅଛି ମାଆ
    ମମତା ଯାହାର ଅମୂଳ ମୂଲ
    ସିଏ ହେଉଅଛି ମାଆ
    ଯାହା ପାଇଁ ତୁମେ ଦୁନିଆଁ ଦେଖିଲ
    ସିଏ ହେଉଅଛି ମାଆ
    ଯାହା ପାଇଁ ଆଜି ମଣିଷ ହେଇଛ
    ସିଏ ହେଉଅଛି ମାଆ
    ମାଆ ନାହିଁ ଜାର ଶାହା ନାହିଁ ତାର
    ଗୀତାରେ ଲେଖାହୋଇଛି
    ମାଆ କୁ ଯିଏ ଅବହେଳା କରେ
    ସର୍ବଦା ଦୁଃଖ ସେ ପାଇଛି,,,
    ମାଆ ତ୍ୟାଗ କୁ ହୃଦୟଙ୍ଗମ କରି
    ମାଆର ସେବା କରିବ
    ମଣିଷ ଜନମ ପାଇବାଟା ତୁମ
    ଜୀବନ ସାର୍ଥକ ହେବ,,,,

    • @srsmedia6672
      @srsmedia6672 4 місяці тому +1

      ବହୁତ୍ ବହୁତ୍ ବଢିଆ କବିତା। ଆଗକୁ ଏମିତି ଆହୁରି ଭଲ ଭଲ କବିତା ରଚନା କରନ୍ତୁ। ଜୟ ମା ସମଲେଇ।❤

    • @chandrasekharmajhi7795
      @chandrasekharmajhi7795 4 місяці тому +1

      Excellent

    • @aratikarua3885
      @aratikarua3885 4 місяці тому +1

      ବହୁତ୍ ସୁନ୍ଦର୍ କବିତା 🎉

    • @Dilsearuntv
      @Dilsearuntv 4 місяці тому +1

      Very nice

    • @youngG_bgmi_
      @youngG_bgmi_ 4 місяці тому +1

      Very,very,very.......good.

  • @Odia.Jhia_Puja
    @Odia.Jhia_Puja 4 місяці тому +74

    You are great person Broo 👍🔥ଆଜି ମାଳଦ୍ଵୀପ ର view ଦେଖି କାହାକୁ ପସନ୍ଦ୍ ଆସିଲା😊ଲାଇକ୍ କର❤👍🏻👍🏻

  • @pabitramohandandia274
    @pabitramohandandia274 4 місяці тому +22

    ଜୟ ଜଗନ୍ନାଥ ଭାଇ,ଆପଣଙ୍କ ଯାତ୍ରା ଶୁଭମୟ ହେଉ ❤❤❤

  • @duniyarangamancha230
    @duniyarangamancha230 4 місяці тому +226

    କେନ୍ଦୁଝର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤

  • @NandakiswarMallick
    @NandakiswarMallick 4 місяці тому +11

    ଜୟ ଶ୍ରୀ ରାମ ନିଳସମୁଦ୍ର ଦେଖି ବହତ ଭଲ ଲାଗିଲା ଏମିତି ସୁନ୍ଦର ସୁନ୍ଦର ଜାଗି ଦେଖାଉ ଥାଅ କନ୍ଧମାଳରୁ ଧନ୍ଯବାଦ

  • @BABUKORA938
    @BABUKORA938 4 місяці тому +4

    କିଏ କିଏ ଚାହୁଁଛନ୍ତି ଲବ ଭାଇର 1 million subscriber ଅଗଷ୍ଟ ମାସ ଶେଷ ସୁଦ୍ଧା ହେଇଯାଉ ବୋଲି

  • @hrudanandasankhua5824
    @hrudanandasankhua5824 4 місяці тому +7

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @Surajyt17vlogger
    @Surajyt17vlogger 2 місяці тому

    Outstanding vlog ❤❤❤❤

  • @anupamadas6512
    @anupamadas6512 4 місяці тому +4

    ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ । ପୁଣି ଥରେ ନୂତନ ଭିଡିଓ ଦେଖି ବାକୁ ମିଳିବ ମାଲଦିପ୍ ।

  • @subham1954
    @subham1954 4 місяці тому +35

    ବହୁତ୍ ଭଲ ଲାଗିଲା ଭିଡିଓ ❤❤❤❤ ଜୟ ଜଗନ୍ନାଥ ❤❤❤ ଲବ ଭାଇ ସବୁ ବେଳେ ଭଲରେ ରୁହ ❤❤❤

  • @dulumho2772
    @dulumho2772 4 місяці тому +5

    ବହୁତ୍ ବଢିଆ ଲାଗିଲା ଭାଇ ❤❤❤❤ଜୟ❤❤ ଜଗନ୍ନାଥ ❤❤❤❤❤ ଲବୋ ❤❤ ଭାଇ ❤❤

  • @SanandaPanda-y1f
    @SanandaPanda-y1f 4 місяці тому +2

    ଲବ ବାବୁ ! ତୁମେ ଭଉଣୀକୁ ଏତେ ଭଲପାଇଛ ଯେ, ଯେତେ ବେଳେ ବାହା ଦେବ ଦୁହେଁ ବହୁତ କାନ୍ଦିବ । ବହୁତ ଭଳ । ପ୍ରକୃତରେ ଭାଇ ଭାଇ, ଭାଇ ଭଉଣିର ରକ୍ତସମ୍ପର୍କ ଭଗବାନଙ୍କ ମହାଦାନଅଟେ। ଯ।' ବି ହେଉ ଆମକୁ ବିଦେଶ ବହୁତ ଦେଖାଉଛ । ମୁଁ ସଂସ୍କୃତ ରାମାୟଣର ଭାଷ୍ୟ କରୁଛି । ତୁମର ଶ୍ରୀଲଙ୍କା ଭ୍ରମଣ ମତେ ବହୁତ ଭଲଲାଗିଲା ।ବହୁତ ପ୍ରତ୍ୟକ୍ଷତା ପରି ଶିକ୍ଷିଲି । ବହୁତ ଧନ୍ୟବାଦ ।🌹 ନରୱେ ଏବଂ ସ୍ଵିଡେନ କୁ ଭୂବୈକୁଣ୍ଠ ବୋଲି ଅଧ୍ୟାତ୍ମ ଏବଂ ଭୌଗୋଳିକ ସ୍ଥିତି ହେତୁ କୁହାଯାଉଥିଲା । ଥରେ ଭ୍ରମଣ କଲେ ଭଲହୁଅନ୍ତ। ।🌹

  • @ManoranjanDhir-gv9yn
    @ManoranjanDhir-gv9yn 4 місяці тому +23

    Laba bhai ro channel re joldi 1million like koridio re loveu laba bhai❤❤❤❤

  • @srsmedia6672
    @srsmedia6672 4 місяці тому +9

    ମାଡି ଚାଲ, ତମ ଦ୍ଵାରା ଆମେ ଏତେ ସୁନ୍ଦର ସୁନ୍ଦର ଜାଗା ଦେଖି ପାରୁଚୁ। ଜୟ ଜଗନ୍ନାଥ।

  • @Odia.Jhia_Puja
    @Odia.Jhia_Puja 4 місяці тому +86

    HAPPY JOURNEY🤞👍BROO❤ପ୍ରଭୁ ଜଗନ୍ନାଥ ତମକୁ ସବୁବେଳେ ଭଲରେ ରଖନ୍ତୁ ଭାଇ🙏🏻😍
    ଦେଖିବା ପ୍ରଭୁ ଜଗନ୍ନାଥଙ୍କ⭕‼️⭕ପାଇଁ କିଏ କେତେ ଲାଇକ୍ କରୁଛନ୍ତି🙏...👍🏻👍🏻👍🏻

  • @tapanvlogs2740
    @tapanvlogs2740 2 місяці тому

    ଅତି ସୁନ୍ଦର୍ ହେଇଛି ଭାଇ ❤❤❤ ଧନ୍ୟବାଦ

  • @ChandanDehury-kg1bj
    @ChandanDehury-kg1bj 4 місяці тому +47

    ଅନୁଗୋଳ ରୁକିଏ କିଏ ଦେଖୁଛ

  • @BhimaGadabaa
    @BhimaGadabaa 4 місяці тому

    ଭଲରେ ଯାଇକି ଆସ, ଭଗବାନ ଆଶୀର୍ବାଦ।

  • @RabilochanMurmmu-pv8he
    @RabilochanMurmmu-pv8he 4 місяці тому +3

    Nice journey to Maldives

  • @AlibhaRajput
    @AlibhaRajput 4 місяці тому +1

    Love you love bhai have a great time ❤

  • @simple_girl_sushre
    @simple_girl_sushre 4 місяці тому +8

    Odisha no 1 vlogger laba bhai all the best bro

  • @brundabanjambeka7789
    @brundabanjambeka7789 4 місяці тому +1

    Great laba bhai toma jagun ame sabu area dekhi paruchu

  • @judhisthiranaik2503
    @judhisthiranaik2503 4 місяці тому +2

    🙏ଜୟ ଜଗନ୍ନାଥ 🙏ବହୁତ ହଇରାଣ ହୋଇ ଆମ ମାନଙ୍କୁ ସୁନ୍ଦର ସୁନ୍ଦର ସ୍ଥାନ ଦେଖାଉ ଥିବାରୁ ବହୁତ ବହୁତ ଧନ୍ୟବାଦ l

  • @Dasrajib143
    @Dasrajib143 4 місяці тому

    ATI sundar laba brother

  • @SonuRav-gc3w
    @SonuRav-gc3w 4 місяці тому +5

    😮jay jagntha❤❤❤love you laba bhi❤❤

  • @jitendrapradhan4430
    @jitendrapradhan4430 4 місяці тому

    Maldives my favourite place wao❤❤❤❤❤❤❤❤❤❤❤❤❤❤

  • @ABUSANTALCHANNELJHARKHAND0021
    @ABUSANTALCHANNELJHARKHAND0021 4 місяці тому +15

    Loba Hansda ka vlog video kon kon pasand karte hai like ❤

  • @kirankumarbehera3817
    @kirankumarbehera3817 4 місяці тому

    Brother keep it up.....wish you a happy nd safe journey

  • @JagadishSahoo-m1s
    @JagadishSahoo-m1s 4 місяці тому +4

    ଅନୁଗୋଳ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ 🙏💖

  • @barakudatokarinkudsg154
    @barakudatokarinkudsg154 4 місяці тому +1

    Pura Attractive jaga brother ❤️❤️

  • @Sipunpadhuria
    @Sipunpadhuria 4 місяці тому +7

    Mayurbhanj distic ru kia kia dekhucha like karo laba Bhai nku

  • @HariGouda-ym1cv
    @HariGouda-ym1cv 4 місяці тому +1

    Laba Bhai mu Tamara fan❤❤

  • @LalitNaik-l3u
    @LalitNaik-l3u 4 місяці тому +3

    Kalahandi ❤❤❤❤

  • @MahendraGolari-xf9vj
    @MahendraGolari-xf9vj 4 місяці тому +1

    Laba bhai❤❤ view most ochi👌

  • @UGPMaster
    @UGPMaster 4 місяці тому +48

    କେନ୍ଦୁଝର ଜିଲ୍ଲାର କିଏ କିଏ ଦେଖୁଛ ❤

  • @hatiahatia9298
    @hatiahatia9298 4 місяці тому

    brother maladipa very nice place

  • @RukshanRefrigeration
    @RukshanRefrigeration 4 місяці тому +6

    ଅନୁଗୋଳ ଜିଲ୍ଲାର କିଏ ଅଛନ୍ତି ଲାଇକ କରନ୍ତୁ ଜୟ ମା ହିଂଗୁଳା କମେଟ ବକ୍ସ ରେ ଲେଖନ୍ତୁ ❤❤❤❤

  • @kanhudwibedi8030
    @kanhudwibedi8030 4 місяці тому

    Nice video Maldives very beautiful

  • @Gungun143-creation
    @Gungun143-creation 4 місяці тому +7

    ଜୟ ଜଗନ୍ନାଥ ❤️🙏 ପୁରୀ ରୁ କିଏ କିଏ ଦେଖୁଛ ❤❤

  • @AbhimanyoSenapati
    @AbhimanyoSenapati 4 місяці тому +1

    ଭାଇ ଦଶ ରୁପିୟା ଇଣ୍ଡିଆ ଟଙ୍କା କେତେ ତୁମେ ଟିକିଏ କହିବ ❤❤❤

  • @Biswajitofficialboudh
    @Biswajitofficialboudh 4 місяці тому +3

    Laba Bhai r 1M complete heu kie chahucha ❤❤❤ kara

  • @mamatasoren8469
    @mamatasoren8469 4 місяці тому +1

    Maldive is very beautiful ❤❤

  • @muodia.1
    @muodia.1 4 місяці тому +4

    ଓଡ଼ିଆ ଭାଇ ମାନେ ଗୋଟେ LIKE👍 ❤

  • @suchitrasabat5096
    @suchitrasabat5096 4 місяці тому

    Bhagana sada tumaku sahaya huantu🎉

  • @thirdeye9492
    @thirdeye9492 4 місяці тому +12

    Congratulations to MALDIVES trip... wish u a happy n safe journey.... Thanks Lab da ❤️💚👍

  • @Shreecharankpngok
    @Shreecharankpngok 4 місяці тому

    Kandhamal toka 100 100 ru like kara laba bhainka vdo 👌👍👍👍👍👍❤️❤️❤️❤️

  • @GhasiRamHembram-qq5fo
    @GhasiRamHembram-qq5fo 4 місяці тому +6

    ମଲଦୀପ ଜାଗା ଟି ବହୁତ ସୁନ୍ଦର l ᱟᱹᱰᱤ ᱱᱟᱯᱟᱭ ᱫᱤᱥᱚᱢ ᱞᱚᱵᱚ ᱵᱟᱵᱩ l jaj pur (sukinda) ᱵᱩᱨᱩ ᱨᱟᱯᱩᱫ (ବୁରୁ ରାଃପୁଦ୍ ଟଲା )

    • @hansdahram1271
      @hansdahram1271 4 місяці тому

      ᱥᱟᱨᱦᱟᱣ ᱵᱚᱭᱦᱟ

  • @PriyaSunilVlogs-rb3sv
    @PriyaSunilVlogs-rb3sv 4 місяці тому

    ଭାଈ ଭିଡ଼ିଓ ଟା ଫୁଲ୍ ବିବଲ୍ ଓ ଏଣ୍ଟର୍ମେଣ୍ଟ ହେଇଛି 🕺🕺

  • @MotiramBhatra-et7lk
    @MotiramBhatra-et7lk 4 місяці тому +13

    Khali mo bada bhai arapari re chali gale miss you bhai😭😭😭😭😭

  • @Surinsurin336
    @Surinsurin336 4 місяці тому +1

    Love ❤ ବରଗଡ distric ଭାଇ..... ଆମକୁ ଦୁଃଖ ଲାଗୁଛି ଆଦିବାସୀ ଦିବସ ର ସ୍ପେସିଆଲ ଭିଡ଼ିଓ ଉପଲୋଡ କରିଲେ ନାହିଁ..

  • @rahitking6384
    @rahitking6384 4 місяці тому +4

    Koraput dist ru kia kia dekucha ❤❤❤❤

  • @HUMTRAVELLER-u9f
    @HUMTRAVELLER-u9f 4 місяці тому +1

    bhai Maldives super island

  • @angaming8065
    @angaming8065 4 місяці тому +5

    Jay Jagannath ❤❤

  • @Nandita809
    @Nandita809 4 місяці тому +1

    Angul ru mu rinky. sabu bale tama vdo dekhe bhai.,bohut khusi lage tama vdo dekhile❤ thanks

  • @lingarajpatra5242
    @lingarajpatra5242 4 місяці тому +3

    ଲବ ଭାଇ ଥରେ ଛତିଶଗ଼ର ରାଇଗଡ ର ବାବା ଧାମ ଥରେ ଦେଖାଅ

  • @kanhubehera4592
    @kanhubehera4592 4 місяці тому

    Happy journey Bhai Jai jagannath 🙏♥️♥️♥️

  • @antakumarmajhi6363
    @antakumarmajhi6363 4 місяці тому +4

    Mayurbhanj ru kiye kiye dekhucho like kara

  • @kunahembram6321
    @kunahembram6321 4 місяці тому +1

    ଦେଖିକି ସ୍ବପ୍ନର ଦୁନିଆ ଭଳି ଲାଗୁଛି ❤❤❤

  • @lakshmiMajhi-zu3tb
    @lakshmiMajhi-zu3tb 4 місяці тому +4

    ନବରଙ୍ଗପୁରରୁ କିଏ କିଏ ଦେଖୁଛ❤❤❤ ହେ ଜାଗା ଵହୁତ ସୁଦର thank you

  • @rudra.official681
    @rudra.official681 4 місяці тому

    ନୂଆପଡା... 👍

  • @sameertadingi229
    @sameertadingi229 4 місяці тому +12

    କୋରାପୁଟ ଜିଲ୍ଲାରୁ କିଏ କିଏ ଦେଖୁଛ like କର ଭାଇ ମାନେ ❤️❤️❤️

  • @sukrambhatra4372
    @sukrambhatra4372 4 місяці тому +1

    Brother ek bar alaska travel karke dekho

  • @SmbGkPoint-sh3bn
    @SmbGkPoint-sh3bn 4 місяці тому +3

    ସମ୍ବଲପୁର ରୁ କିଏ କିଏ ଦେଖୁଛ Like କର❤

  • @SusantakumarSamal-it8et
    @SusantakumarSamal-it8et 4 місяці тому +1

    Angul😊😊😊😊😊😊😊

  • @ranjanpradhan1124
    @ranjanpradhan1124 4 місяці тому +6

    Very Good bhai

  • @debendrabehera3
    @debendrabehera3 4 місяці тому

    ଲକ୍ଷ୍ୟଦି ପଜାଅନବ ବାବୁ👍👍💐✊

  • @marsaltudu2410
    @marsaltudu2410 4 місяці тому +4

    Johar gi dada

  • @JagannathMurmu-u1d
    @JagannathMurmu-u1d 4 місяці тому

    No 1 vlger in odissa loba hansdah

  • @Lipsa6236
    @Lipsa6236 4 місяці тому +3

    Jay jagannath,, Good morning bhai

  • @gopalgadaba4018
    @gopalgadaba4018 4 місяці тому

    Very nice 💯 laba bhai kpt ru district

  • @jyotiranjannayak102
    @jyotiranjannayak102 4 місяці тому +2

    Bahut sunder

  • @avilashmohanty9071
    @avilashmohanty9071 4 місяці тому

    Beautiful video bhai ❤❤❤
    Super bhai ❤❤❤
    🙏🙏Jay Jagannath🙏🙏

  • @sumitradehury2601
    @sumitradehury2601 4 місяці тому +8

    Very nice video bro ❤️❤🎉🎉

  • @dhanmanimajhi8766
    @dhanmanimajhi8766 4 місяці тому

    Very nice lobo bhai🙏🙏🙏 👍👍👍👍

  • @sagarmilikhusi
    @sagarmilikhusi 4 місяці тому +5

    Wow superlabha bhai

  • @suryakantaparamanik5389
    @suryakantaparamanik5389 4 місяці тому +2

    ବାଲେଶ୍ୱର ରୁ କିଏ କିଏ ଦେଖୁଚ like କର

  • @benudharanti5195
    @benudharanti5195 4 місяці тому +3

    ମାଲଦୀପ ରୁ ମାଲ ମାନେ ନେଇ ଆସ ଭାଇ ଓଡିଶାକୁ.😂😂

  • @Sibaram12370
    @Sibaram12370 4 місяці тому +1

    ଓଡ଼ିଶା ରୁ କିଏ କିଏ ଦେଖୁଚ ଭାଇ ଲବ ଭାଇ କୁ ହେଲ୍ପ୍ କର❤❤❤👍

  • @odiareelsofficial2024
    @odiareelsofficial2024 4 місяці тому +3

    ବଡ଼ମ୍ବା ନରସିଂହପୁର ରୁ କିଏ କିଏ ଦେଖୁଚ like କର ❤

  • @Dsrrsren7184
    @Dsrrsren7184 4 місяці тому

    ଭାଇ ମୟୂରଭଞ୍ଜ ରୁ କିଏ କିଏ ଅଛନ୍ତି like କରନ୍ତୁ। ଜୟ ଜଗନ୍ନାଥ ❤️❤️❤️

  • @BhimasinBaske
    @BhimasinBaske 4 місяці тому +12

    Nice video

    • @hara_rata_kola
      @hara_rata_kola 4 місяці тому +2

      ଲବ ଭାଇ କୁ କିଏ କିଏ ପସନ୍ଦ କର ଲାଇକ କର ୧୦୦-୧୦୦ ରେ 👑🌼❤👍

  • @SunillSethi87
    @SunillSethi87 4 місяці тому +1

    Bhai rakhi purnima jae bhouni sangare rahiba boli mu bhabuthili

  • @Shortvideoviral-fn9eg
    @Shortvideoviral-fn9eg 4 місяці тому

    ବଲାଙ୍ଗୀର ରୁ ଦେଖୁଛନ୍ତି ବଏଲେଁ ଲାଇକ୍ କର❤❤❤

  • @purihuika2898
    @purihuika2898 4 місяці тому

    କୋରାପୁଟ ରୁ ଦିଲ ସେ like bro 🎉

  • @mrsusilff4905
    @mrsusilff4905 4 місяці тому +1

    Love from bolangir ❤

  • @Dasarathi-l6n
    @Dasarathi-l6n 4 місяці тому +1

    ଆଳୁ ଖାଇବାନା ନାହିଁ yes 👈🏼🇮🇳👉🏼 no😮

  • @jitendrabehera4903
    @jitendrabehera4903 4 місяці тому

    Amar natha video bhae Har Har mahadev ji jai shree jagannath shawami

  • @DamburuKumar-t6h
    @DamburuKumar-t6h 4 місяці тому +1

    Very nice 👍👍👍

  • @SatyabanSahoo-q7k
    @SatyabanSahoo-q7k 4 місяці тому

    Bahut Sundar heichi

  • @rameshchampiya3042
    @rameshchampiya3042 4 місяці тому

    Beautiful video ❤❤❤

  • @realityboyofficial2141
    @realityboyofficial2141 4 місяці тому

    Wow nice laba dada love you ❤❤❤❤❤❤❤❤

  • @BiswajitRout-s9p
    @BiswajitRout-s9p 4 місяці тому +1

    ଭାଇ ଆପଣ କେଦାର୍ନାଥ ଯାଅ