ଅଦାର ଉପକାରିତା / ଡାଇବେଟିସ୍ ରେ ଅଦା କେତେ ଉପକାରି / Dr Chandan Patra / KHUSI DIABETES CARE
Вставка
- Опубліковано 18 вер 2024
- #ginger #gingeroil #gingerol #gingerbread #benefitsofginger #chandanpatra #ibs #diabetesmanagement #diabetologist #odia #drchandan #drchandankumarpatra #drchandanpatra #khusi #dishi #dishidiagnosticcentre #pathkind #bhubaneswar #odiayoutubechannel #odiayoutuber #odiadiabeteschannel #odiahealthchannel #healthtips #diabeteseducation #diabetesreversal #vssnagar #adrak #adrakkefayde #adrakkichai @khusidiabetescare27
ଡ଼ା ଚନ୍ଦନ କୁମାର ପାତ୍ର , ଜଣେ ସୁନାମଧନ୍ୟ ଡାଇବେଟିସ୍ ବିଶେଷଜ୍ଞ। ଉଚ୍ଚ ଶିକ୍ଷା ସମାପ୍ତ କରିସାରିବା ପରେ ସେ ଦିଲ୍ଲୀ ସ୍ଥିତ ଆପୋଲୋ ହସ୍ପିଟାଲରେ ବିଶେଷଜ୍ଞ ଭାବରେ କାର୍ଯ୍ୟରତ ଥିଲେ । କିନ୍ତୁ ବାପା ଓ ମାଆଙ୍କ ଉପଦେଶ ଅନୁଯାୟୀ ସେ ନିଜ ରାଜ୍ୟ ଓଡ଼ିଶାକୁ ଫେରିଆସିଲେ ଏବଂ ବିଭିନ୍ନ ହସ୍ପିଟାଲରେ ବିଶେଷଜ୍ଞ ଭାବରେ କାର୍ଯ୍ୟ ଆରମ୍ଭ କଲେ । ଭୁବନେଶ୍ଵର ସ୍ଥିତ ନିଜସ୍ଵ କ୍ଲିନିକ୍ ରେ ପ୍ରତିଦିନ ଚିକିତ୍ସା କରିବା ସହିତ, ରୋଗୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଡ଼ା ପାତ୍ର , ଓଡ଼ିଶାର ବିଭିନ୍ନ ସ୍ଥାନରେ କ୍ଲିନିକ୍ କରି ମାସକୁ ଥରେ ଲେଖାଏଁ ଯାଇ ଚିକିତ୍ସା କରୁଛନ୍ତି ।
Dr Chandan Kumar Patra
( Consultant Diabetologist )
MBBS , FCC (Medicine) , CCEBDM - IDF & PHFI (Delhi) , FID (Diabetology) , PGDip (Endocrinology & Diabetes)- RCP, London
After completing his higher studies,
Dr Patra was associated with Apollo Hospital, Delhi. With the advice of his parents, he came back to his own state ODISHA. Now he is associated with SPARSH Hospital, Bhubaneswar as visiting Consultant Diabetologist. With the request of public, Dr Patra is doing Outstation Clinic ( Once in a Month ) in the different areas of Odisha, to provide Health Service to the Public.
ଆମ କ୍ଲିନିକ୍ " ଖୁସି ଡାଇବେଟିସ୍ କେଆର୍ " , ଭି ଏସ୍ ଏସ୍ ନଗର , ଭୁବନେଶ୍ୱର ରେ ଅବସ୍ଥିତ। ଏଠାରେ ଡାଇବେଟିସ୍, ବ୍ଲଡ୍ ପ୍ରେସର୍, କଲେଷ୍ଟ୍ରୋଲ୍ , ଥାଇରଏଡ଼୍ ଇତ୍ୟାଦିର ଚିକିତ୍ସା କରାଯାଏ ।
ଆମ ପାଥୋଲୋଜି " ଦିଶି ଡାଇଗ୍ନୋଷ୍ଟିକ୍ ସେଣ୍ଟର୍ " ରେ ସମସ୍ତ ପ୍ରକାର ରକ୍ତ ପରୀକ୍ଷା କରାଯାଏ ।
ପରାମର୍ଶ ପାଇଁ ଯୋଗାଯୋଗ କରନ୍ତୁ :-
ଫୋନ୍ : ୯୯୩୭୪୪୫୪୪୫ ( ଦିବା ୪ଟା ରୁ ୫ଟା ମଧ୍ୟରେ )
ପରାମର୍ଶ ସମୟ :-
ସକାଳ ( ସୋମବାର ରୁ ଶୁକ୍ରବାର )- ୯ : ୩0 ମି ରୁ ୧୧ : ୩0 ମି
ସନ୍ଧ୍ୟା ( ସୋମବାର ରୁ ଶନିବାର )- ୬ : ୩0 ମି ରୁ ୯ : 00 ମି
ଗୁଗଲ୍ ମ୍ୟାପ୍ ରେ କ୍ଲିନିକ୍ ଠିକଣା ପାଇଁ ନିମ୍ନ ଲିଙ୍କ୍ କୁ ଛୁଅଁନ୍ତୁ ...
👇👇👇
g.co/kgs/xPkXBQ
ଧନ୍ୟବାଦ୍
🙏🙏🙏
Our Clinic "KHUSI DIABETES CARE" is a One Roof Destination for treatment of DIABETES, THYROID, BLOOD Pressure and Cholesterol disorders.
We do all Blood Tests in our Pathology " DISHI DIAGNOSTIC CENTRE ", in collaboration with Pathkind Lab.
You can get the Appointment for treatment by calling our Clinic Mobile no - 9937445445 ( Please call between 4 PM to 5 PM )
Our Clinic Address : KHUSI DIABETES CARE
Vss Nagar ( Near Water Tank ) , Bhubaneswar.
Consultation Time :-
Morning ( Mon to Fri ) 9:30 AM to 11:30 AM
Evening ( Mon to Sat ) 6:30 PM to 9 PM
You can get our Clinic Address from the below Google Map Link ...
👇👇👇
g.co/kgs/xPkXBQ
Thanks
🙏🙏🙏
Follow Us On...
Facebook:
/ khusi_diabetes_care
Instagram:
/ khusidiabetescare27
Website:
www.khusidiabe...
For any business enquiries, please contact :
Call / WhatsApp - 9937445445
Email ID - khusidiabetescare@gmail.com
Bahutsundarkatha
ଅତିସୁନ୍ଦର ମେସେଜ୍ ସାର୍ ଅଦା ଗ୍ଯାସ୍ କମେଇବା ପାଇଁ କେତେ କେମିତି ଖାଇବା ଉଚିତ୍ କୁହନ୍ତୁ
ସାର୍ ଦୟାକରି କୁହନ୍ତୁ
Answer please
Thanks so much for valuable tips about zinger sir.
❤Bahut sundar କଥା
Thanks Sirji for this lecture.
Most awaited topic
Many many thanks, Sir, for your judicious discussion regarding human health 🙏🏻🙏🏻🙏🏻
Nice topic
Thank you so much sir
Thank you sir very much about the benifits of ginger in diabetic
Beautiful topic
Thank you sir 🙏
Very valuable discussion sir
Can it use mixed with garic in empty stomach?
🎉🎉🎉
🎉
Sir diabetes re weight gain kemiti heba plz gote video banantu🙏
Sir 🙏, ମୋର ୟୁରିନ imfection ଦୁଇ ମାସ ଭିତରେ 3ଥର ହେଲାଣି. ମୁଁ 3ଥର culture କଲି. Ssenstive ରେ nitrofurantoni antibiotic ବାହାରିଛି. ମୁଁ uribid 100ଖାଇଛି. Ecoli bactria ବାହାରିଛି. ଆଉ କଣ ମେଡ଼ିସିନ ନେବି Ecoli ଭଲ ହେବାକୁ. ଆଠ ଦିନ ତଳେ urin test କରିଥିଲି. Pus cell3to5ଆସିଲା. ମାତ୍ର cultur ରେ Ecoli ଆସୁଛି.
If possible please come to our clinic for consultation
Whether sonth is as good as ginger?
SIR DIBETIS ROGI TAMATO KHAIPARIBEKI KETE PARIMANA KAHIBE ?
SIR JAJIRA TEA PE PARIBKI DIBETIS PATIENT KAHIBE
Sugar patient kete amount ra /gram ra ginger khaibe please tike kuhantu....
Sir
Let me please know whether ginger can take kidiney patient
It is beneficial
BP thile Ada khai Paris ki
Yes
Sir mo maa nka sugar before after 118/215 achi n sugar BP medicine khauchanti ... But majhire majhire tanka munda Bulauchi.. au deha tharuchi... Emiti kan pain hauchi au remedy Kan. Kindly kahibe ...
In place of the word " USE " please say how to use .
Ok
Thanks
Kancha Adaku Sidha khaile haha?
Yes
ସାର୍ sugar free ଗୋଲି ଖାଦ୍ୟରେ ପକାଇ ଖାଇଲେ କେତେ ଭଲ ବା କେତେ ଖରାପ
Bad
Nice topic