ଯାତ୍ରା ଜଗତର ପପୁଲାର ଯୋଡି ଅଜୁ ଆପୁ ଅନେକ secret କଥା କହିଲେ // anchor Krishna Kumar jatra swarna mahal

Поділитися
Вставка
  • Опубліковано 3 січ 2025

КОМЕНТАРІ • 568

  • @rajatsahu5175
    @rajatsahu5175 Рік тому +36

    ଦୁଇ ଜଣଙ୍କ ଜୋଡି ଅତି ସୁନ୍ଦର ଜୋଡି। ଦୁଇ ଜଣଙ୍କ କଳା ଅତି ଚମତ୍କାର। ଭଗବାନ ଆପଣଙ୍କ ପରିବାର କୁ କୁଶଳ ରେ ରଖିଥାନ୍ତୁ।

  • @keshabchandramohapatra3098
    @keshabchandramohapatra3098 Рік тому +10

    କୈଳାଶ ଭାଇଙ୍କୁ ଏତେ ଭଲ ପାଇବା ତୁମ 2 ଜଣଙ୍କ ବହୁତ ଖୁସି ଲାଗିଲା

  • @meenaksheepanda1631
    @meenaksheepanda1631 Рік тому +12

    ସୁନ୍ଦର ଯୋଡ଼ି । ଏହି ଦୁଇଜଣଙ୍କୁ ଜଗନ୍ନାଥ ଭଲରେ ରଖିଥାନ୍ତୁ।ଏହି ଯୋଡ଼ି ମୋର ବହୁତ୍ ପସନ୍ଦ।କ୍ରିଷ୍ଣା ଭାଇଙ୍କୁ ଅନେକ dhnyabad

  • @skmalliknalco
    @skmalliknalco Рік тому +16

    ଅଜୁ ଭାଇ,ଆଉ ଅପା ମୋର ସବୁଠୁ ପସନ୍ଦ ଯୋଡି.ଜିବନ୍ତ ଅଭିନୟ .ଭଗବାନ ଉଭୟ କୁଂ ଭଲର ରଖନ୍ତୁ❤

  • @Si_pu310
    @Si_pu310 Рік тому +13

    ନନା ,ଆଉ ନାରୀଙ୍କୁ ଅନେକ ଦିନପରେ ଏକାଠି ସାକ୍ଷାତ କାର ଦେଖିବା ପରେ ବହୁତ ଭଲ ଲାଗିଲା ଏହି ଯୋଡି ଦୀର୍ଘ ଦିନ ରହୁ ମୋର ଏହି କାମନା ।
    ଜଶପଡା ରୁ ବିଜୟ କୁମାର ।

  • @dmkbaral6797
    @dmkbaral6797 Рік тому +1

    ଅଜୁ ଭାଇ, ଅପା ଙ୍କ ଯୋଡି ଏକ ସୁନ୍ଦର ଯୋଡି,
    ନାଟକ ମଧ୍ୟରେ ସମସ୍ତଙ୍କ ମନରେ ବସି ଯାଆନ୍ତି।
    ବହୁତ ଦିନରୁ ଏମିତିକା intervew ଦେଖିବାକୁ
    ଚାହୁଁ ଥିଲି ।ଦେଖିବାକୁ ପାଇଲି ଭଲ ଲାଗିଲା।
    ଧନ୍ୟବାଦ
    ଜୟ ଜଗନ୍ନାଥ।

  • @lalitsha8889
    @lalitsha8889 Рік тому +20

    ରାମ ବନବାସ କାହାଣୀ ଶେଷ ନାଟକ ଅଜୁ ବାବୁଙ୍କ ହିଟ ନାଟକ ଜୟ ଜଗ୍ରନ୍ନାଥ 🙏🙏🙏🙏🙏

  • @pratapnayak1715
    @pratapnayak1715 Рік тому +7

    Super Jodi
    ଶିବାନୀ ଗଣନାଟ୍ୟ 🎉🎉🎉🎉
    ରାମ ବନ ବାସ କାହାଣୀ ଶେଷ 🙏🙏🙏
    ରଜନୀ ସଜନୀ ରାତି ପାହିଲା

  • @amarendraparida5599
    @amarendraparida5599 Рік тому +21

    ରାମବନବାସ କାହାଣୀ ଶେଷ 🙏❤️❤️ ବହୁ ଚର୍ଚ୍ଚିତ ନାଟକ ବହୁତ ଭଲ ଲାଗେ. ଏବେ ବି ସେ ନାଟକ ବିଷୟ ରେ କହିଲେ ଲୋମ ଟାଙ୍କୁରୀ ଉଠେ ❤️🙏

  • @GoutamRout-s8g
    @GoutamRout-s8g 4 місяці тому +2

    ରାମ ବ ନ ବାସ କାହାଣୀ ଶେଷ ବହୁତ ଭଲ ଲାଗୁଛି ଅଜୁ ଭାଇ ଙ୍କ କାହାଣୀ ବହୁତ ଭଲ ଲାଗୁଛି ଭଗବାନ ତାଙ୍କୁ ବହୁତ ଆଗକୁ ନେଇ ଚାଲନ୍ତୁ ଜୟ ଜଗନ୍ନାଥ ସ୍ଵାମୀ ,

  • @Swaggers-Of-Balasore
    @Swaggers-Of-Balasore Рік тому +9

    ଅଜୁ ଭାଇ ଆପୁ ଅପା ବହୁତ ସରଳ ନିଷ୍କପଟ ସ୍ନେହୀ

    • @sanjayabhoi247
      @sanjayabhoi247 Рік тому +1

      ମୋର ପ୍ରିୟ ଯୋଡି ❤❤

  • @binayamuduli
    @binayamuduli Рік тому +2

    ବହୁତ ବହୁତ ଧନ୍ୟବାଦ ଭାଇ ଆପଣଙ୍କୁ ଅଜୁ ଭାଇ ଆପୁ ଦିଦି ଙ୍କର ସାକ୍ଷାତକାର ଆଣିଲେ... ସେମାନେ ଜମା କ୍ୟାମେରା ସାମ୍ନାକୁ ଆସନ୍ତିନି... Rare vlog.... ଶିବାନୀର ପରିଚୟ....

  • @taranisenpradhan865
    @taranisenpradhan865 Рік тому +7

    Best jodi ❤️❤️❤️ବାଃ ବାଃ ରେ କ୍ୟାପିଟାଲ ରେ ଶେଷ seen ଯାଏ କାନ୍ଦିଚି ମୁ 🙏❤️❤️❤️ଜୟ ଜଗନ୍ନାଥ 🙏

  • @laxmanbhai8760
    @laxmanbhai8760 Рік тому +2

    ବହୁତ ସୁନ୍ଦର ଏମିତି ନୁଆ କଳାକାର ମାନଙ୍କୁ ଭେଟି କରିଥିବା ରୁ ଧନ୍ୟବାଦ

  • @rasmiranjanbehera5175
    @rasmiranjanbehera5175 Рік тому +97

    ବହୁତ୍ ଦିନରୁ ଅପେକ୍ଷା କରିଥିଲି,କେହି ବି ଏମିତି ସାକ୍ଷାତ କାର ଆଣିନଥିଲେ, କ୍ରିଷ୍ଣା ଭାଇ ଆପଣ ମୋ ଅପେକ୍ଷା ର ଅନ୍ତ ଘଟେଇଲେ। ଧନ୍ୟବାଦ।ମୋ ପ୍ରିୟ ଯୋଡ଼ି। ସମ୍ବଲପୁରୀ ନନି ର ଡେଭିଲ୍ସ ହିରୋଇନ୍ ଆପ୍ପୁ ଅପା।

  • @happyswain4070
    @happyswain4070 5 місяців тому +2

    ଜାତ୍ରାଜଗତରେ ନାଇକାତ ଅନେକ ଦେଖିଛୁ କିନ୍ତୁ ଆପୁ ଦିଦିଙ୍କ ଅଭିନୟ ଅତି ନିଖୁଣ ଓ ହୃଦୟସ୍ପର୍ଶି....ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣଙ୍କୁ ପ୍ରଭୁ ଭଲରେ ରଖନ୍ତୁ

  • @dilipkumarjena6442
    @dilipkumarjena6442 10 місяців тому

    ରାମ ବନ ବାସ ମୋତେ ଭଲ ଲାଗେ ମୁ 4 ଥର ଦେଖିଛି ଖାସ୍ କରି ଅଜୁ ଭାଇ ରୋଲ୍ ବୋହୂତ ଭଲ ଲାଗେ

  • @chaitanyabariki810
    @chaitanyabariki810 Рік тому +16

    ଶୁଭେଚ୍ଛା କୃଷ୍ଣ ବାବୁ 🙏🙏 ସୁନ୍ଦର କଳାକାର ସୁନ୍ଦର ଯୋଡ଼ି ଜଗତର କର୍ତ୍ତା ଙ୍କ ସୁନ୍ଦର ସୃଷ୍ଟି ଜୟଶ୍ରୀ ଜଗନ୍ନାଥ ସ୍ବାମୀ
    ବନ୍ଦେ ଉତ୍କଳଜନନୀ 🙏🙏

  • @baradaprasannabhuyan4723
    @baradaprasannabhuyan4723 Рік тому +1

    ଧନ୍ୟବାଦ୍ କ୍ରିଷ୍ଣା ଭାଈ, ଅପୁ ଅପା ଆଉ ଅଜୁ ଭାଈ ଙ୍କୁ ନେଇ କି ଆସିଥିବାରୁ ♥️

  • @ManojkantSamal
    @ManojkantSamal 2 місяці тому

    ଅତି ସୁନ୍ଦର ll ଯାତ୍ରା ଜଗତର ଅନ୍ୟତମ ପ୍ରସିଦ୍ଧ ନାୟିକା ମନ୍ଦାକିନୀ ଅପାଙ୍କ ସହ ଏକ ସାକ୍ଷାତକାର ଆଣନ୍ତୁ ll

  • @hrusikeshdas9053
    @hrusikeshdas9053 Рік тому +2

    ବହୁତ ସୁନ୍ଦର ଯୋଡି, ଆଉ ମାର୍ଜିତ ମଣିଷ ମଧ୍ୟ।

  • @jayaprakashpatel8994
    @jayaprakashpatel8994 Рік тому +1

    ଜୟ ଜଗନ୍ନାଥ
    ଜୟ ମା ସମଲେଶ୍ବରୀ
    ବହୁତ ସୁନ୍ଦର ଯୋଡ଼ି ‌ ଼଼଼ ମୁଇ ସମ୍ବଲପୁରୀ ନନୀ ଼଼ ରଜନୀ ସଜନୀ ରାତି ପାହିଲା
    ବହୁତ ସୁନ୍ଦର ନାଟକ।

  • @rabindrakumarpalei5964
    @rabindrakumarpalei5964 Рік тому

    ପୁରା ଦମଦାର ଡାଇଲଗ୍। ଏକଦମ୍ ବଢିଆ ଧନ୍ୟବାଦ।

  • @basantipanda7986
    @basantipanda7986 11 місяців тому

    ଅଜୁ ନନା ତୁମ ଦୁଇଜଣ ଙ୍କୁ ହୃଦୟ ରୁ ଶୁଭେଚ୍ଛା!
    ଦୁଇଜଣ ଙ୍କ ଯୋଡି ବିରଳ, ତୁଳନା ନାହିଁ! ଦିଇ ଜଣଙ୍କ ଅଭିନୟ ଚମତ୍କାର
    ଆପୁ ଭାଉଜ ଅପେକ୍ଷ୍ୟା ଅନୁ ନନା ଙ୍କ ବ୍ୟକ୍ତିତ୍ୱ ଅତ୍ୟନ୍ତ ଗମ୍ଭୀର୍ଯ୍ୟ ପୂର୍ଣ୍ଣ!
    ଉଭୟେ ଦୀର୍ଘଯିବି ହୁଅ, ତୁମ ର ଏକ ମାତ୍ର କୁଳ ନନ୍ଦନ ଜଣେ ଭଲ ମଣିଷ ହେଉ !🎉❤🎉 👍

  • @nitaspatra8330
    @nitaspatra8330 Рік тому +2

    ଭାଇ ଏମିତି ଯୋଡ଼ି ଆଗକୁ ଦେଖେଇବା ପାଇଁ ଜାରିରହୁ 👌👌🙏🙏♥️

  • @sanjayabhoi247
    @sanjayabhoi247 Рік тому +6

    ଅଜୁ ଭାଈ ଆପୁ ଅପା ଙ୍କ କିଛି ମନର କଥା ଜାଣି ପାରିଲୁ କେବଳ ଏ ସବୁ ସଫଳ ହୋଇଚି ଆପଣ ଙ୍କ ପାଇଁ ଶିବାନୀ ଗଣନାଟ୍ୟ ରେ ଅନେକ ହିଟ୍ ନାଟକ ଦେଇଛନ୍ତି କୋଉ ନାଟକ ନାମ କହିବି 🎉❤🎉

  • @saratmohanty4255
    @saratmohanty4255 8 місяців тому +2

    ଶୀବାନୀ ରେ "ବଜାରୀ ବୁଢା " ନାକରେ ଦମ୍ପତ୍ତିଙ୍କ ଅଭିନୟ ଚମତ୍କାର ଥିଲା .....

  • @kamallaria3323
    @kamallaria3323 Рік тому +2

    ଯେତେଦିନ ପର୍ଯ୍ୟନ୍ତ ଏ ଯାତ୍ରା ଅନୁଷ୍ଠାନ ଥିଵ ଅଜୁ ଭାଇ ଓ ଆପୁ ଅପାଙ୍କ ଯୋଡି ନିହାତି ମନେ ପଡୁଥିବ । ଆପଣଙ୍କ ଯାତ୍ରା ଜୀବନ ସୁଖମୟ ହେଉ । ଆଜିର ସାକ୍ଷାତକାର ବହୁତ୍ ଭଲ ଲାଗିଲା କ୍ରିଷ୍ଣା ଭାଇ ଆପଣଙ୍କ ପ୍ରୟାସ ଏମିତି ଜାରି ରହିଥାଉ ।
    ଜୟ ଜଗନ୍ନାଥ 🙏🙏🙏

  • @basantipanda7986
    @basantipanda7986 Рік тому +8

    ଅଜୁ ନନା ଆପୁ ଭାଉଜ ଦୁଇ ଜଣଙ୍କ ଙ୍କୁ ଶୁଭେଚ୍ଛା!
    ତୁମ ଦୁଇଜଣ କନର ତୁଳନା ନାହିଁ!
    ଭଲରେ ରୁହ 🎉❤🎉 👍

  • @pratyushpradhan3275
    @pratyushpradhan3275 3 місяці тому +2

    I like Ram banabasa kahani shesha jatra

  • @arjundas3417
    @arjundas3417 8 місяців тому

    ଅଜୁ ଆପୁ ଦୁଇଜଣ ଶିବାନୀ ଗଣନାଟ୍ୟ ର ସୁନା। ଅଭିନୟ ଚମତ୍କାର। ଶିବାନୀ ଛାଡି ଚାଲିଯିବା ପରେ ଆଉ ନାଟକ ଦେଖିବାକୁ ଭଳଗୁନି।

  • @Swaggers-Of-Balasore
    @Swaggers-Of-Balasore Рік тому

    ଏହି ଯୋଡି ପ୍ରାୟତଃ ଯାତ୍ରା ଜଗତ ର ସବୁଠୁ down to earth ଯୋଡି 🤗

  • @ganeshmahakud1609
    @ganeshmahakud1609 Рік тому +1

    ଭାଇ ଏମାନଙ୍କ ବିନା ଶିବାନୀ ଯାତ୍ରା ଅଧୁରା ଲାଗୁଛି ଅଜୁ ଭାଇ ଜଣେ ଭଲ ହିର

  • @sabitarani6363
    @sabitarani6363 Рік тому

    ଧନ୍ୟବାଦ କଳାକାର ଯୋଡିକୁ, ଆପଣ ଅଭିନୟ ବେଶ୍ ଭଲ। ଅନୁରୋଧ ଆପଣ ଅଭିନୟ ସହିତ ନିଜ ସଓଆସତୟ ର ଯତ୍ନବାନ ହେଲେ ଆହୁରି ଅନେକ ବାଟ ଚାଲି ପାରିବେ

  • @gangadharkhuntia1824
    @gangadharkhuntia1824 Рік тому

    ବହୁତ ଦିନ wait pare ଅପୁ ମାଡାମ ଙ୍କୁ ଦେଖିଲି, lots of love for apu madam, i m from jspur.. Gote thara meet karibi sure👍.. No words for u apu madam..

  • @satyabratadas3858
    @satyabratadas3858 Рік тому +1

    Krishna babu ku bahut bahut dhanyabada.because tama blogs gote niara thae.

  • @BabuDas-tw2zm
    @BabuDas-tw2zm 10 місяців тому +1

    ମୋର ପ୍ରିୟ ଆକ୍ଟର ❤❤❤

  • @radhakantabarik5768
    @radhakantabarik5768 5 місяців тому +1

    ସବୁ ନାଟକ ଭଲ ଲାଗେ

  • @NiranjanBehera-q8f
    @NiranjanBehera-q8f 4 місяці тому

    ଅପା ଭାଇ ଆପଣ ଙ୍କ କଥା ଶୁଣି ବହୁତ ଖୁସି ଲାଗିଲା ଓ ବହୁତ ହସିଲି

  • @ParthasarathiOjha-w2s
    @ParthasarathiOjha-w2s Рік тому +1

    ରାମ ବନବାସ କାହାଣୀ ଶେଷ my favorite ନାଟକ

  • @Shubhankarsahoo8
    @Shubhankarsahoo8 Рік тому +4

    ଆମ ଗାଁ କୁ ନଭେମ୍ବର ରେ ସ୍ୱର୍ଣ ମହଲ ଆସୁଚି ଅଜୁ ଭାଇ ଆପୁ ଅପା welcome our village

  • @jayabratakumarbehera
    @jayabratakumarbehera Рік тому

    Bhai ଭାଉଜ 🙏
    ଆଶା ଭଲ ରେ ଥିବେ ଗୋଡ bless you

  • @jibanjyotijena588
    @jibanjyotijena588 Рік тому +1

    ରଙ୍ଗବତୀ ରୁଷିଛି ନାଟକ ଅଜୁ ଭାଇଙ୍କ ସୁପରହିଟ।

  • @padarabindasahoo3454
    @padarabindasahoo3454 Рік тому +1

    Rama bana basa kahani sesa..Bhai nkara super hit

  • @Editsubha1m
    @Editsubha1m Рік тому

    ଅଜୁଭାଇ ଆପୁଅପା ଦୁଇନକର ଅଭିନୟ ଭଲ ଲାଗୁଛି ❤❤❤❤❤❤

  • @niranjanpatra84
    @niranjanpatra84 Рік тому +11

    My favourite artist Aju bhai and Apu Apa❤❤

  • @bairagicharansahu332
    @bairagicharansahu332 3 місяці тому

    ଦୁଇ ଜଣ ମହାନ୍ ଯାତ୍ରା କଳାକାର ,ତାଙ୍କ ର ଅନେକ ଯାତ୍ରା ମୁଁ ଦେଖିଛି , ମୋ ଘର ପାଖର ହୋଇଥିବାରୁ ,ବହୁତ୍ ଖୁସି ଅନୁଭବ କଲି,ଦୁଇଜଣ ଙ୍କୁ ମା ଶାରଳା ମଙ୍ଗଳ ରେ ରଖନ୍ତୁ ❤😮😅🎉

  • @pradipbarik7861
    @pradipbarik7861 Рік тому +2

    Very exciting and emotional vlogs are making by you Mr Krishna Kumar.Thanks

  • @laxmikantamohapatra1117
    @laxmikantamohapatra1117 Рік тому

    ସୁନ୍ଦର ଯୋଡ଼ି ଅଜୁ ଭାଇ ଆଉ ଆପୁ ଅପା

  • @ranjitkumarsingh335
    @ranjitkumarsingh335 11 місяців тому

    ରତି ଭାଇ ଓ ପ୍ରମିଳା ଭାଉଜଙ୍କ ସାକ୍ଷାତକାର ଭଲ ଲାଗନ୍ତା

  • @Jasa374
    @Jasa374 Рік тому

    କୈଳାସ ଭାଇଙ୍କ ବିଷୟରେ କହିଲେ ସବୁଠାରୁ ଭଲ ଲାଗିଲା

  • @niranjanpatra84
    @niranjanpatra84 Рік тому +1

    Aju bhai ❤️ Apu Apa❤ beautiful jodi ❤❤. Rama banabasa kahani sesa full milage deithila Aju bhai nku❤❤

  • @durgaprasadhota
    @durgaprasadhota Рік тому +1

    ଅତି ସୁନ୍ଦର ଯୋଡ଼ି ଭାଇ ଭାଉଜ 🙏🙏
    Jay Jagannath 🙏🙏

  • @mr.nayak625
    @mr.nayak625 Рік тому +1

    rajani sajani rati pahila re.... Acting mast pura Apu didi nka❤

  • @allokkumardas6381
    @allokkumardas6381 3 місяці тому

    Aju nana nka ra sabu acting bahut hrudaya sparsi aapu apa nka ra v bahut sundar

  • @gopalchandra6416
    @gopalchandra6416 Рік тому +1

    Both are very beautiful artist.
    Very much heart touching dilogue delivery.
    God blessed you

  • @sanjayabhoi247
    @sanjayabhoi247 Рік тому +2

    କ୍ରିଷ୍ଣା ଭାଈ ଆଜି ମୁଁ ଆପଣଙ୍କ ପାଖରେ ଚିର ରୁଣୀ ମୋର ପ୍ରିୟ ଯୋଡି ଓ ପିୟ ହିରୋ ଭିତରୁ ଜଣେ ଯେତେ ବି ଯାତ୍ରା yutuber channel ଅଜୁ ଭାଈ ଅପୁ ଅପା ଙ୍କୁ ୟୁଟ୍ୟୁବରେ ଅନି ନଥିଲେ ବିଗତ ଶିବାନୀ ଗଣନାଟ୍ୟ ର ସୁପର ହିଟ୍ ଯୋଡି 🎉❤🎉

  • @binayaray7593
    @binayaray7593 Рік тому +1

    Bhai swarna Mahal ra charitra avineta Akshay Patra nkara sakhyatkar niontu

  • @santanumahapatra5138
    @santanumahapatra5138 Рік тому

    Krishna Bhai se aju Bhi kantilo Bahut thara sivani re asuchnti au tankara roll Bahut bhala lage

  • @amareshsrichandan558
    @amareshsrichandan558 Рік тому

    Love you aju bhai and aapu d, my fev, aju bhai tanka no dei chanti mu bahut khusi, tq aju bhai

  • @keshabchandramohapatra3098
    @keshabchandramohapatra3098 Рік тому +8

    ମୋର ଅନୁରୋଧ ତୁମେ 2 ଜଣ ଶିବାନୀ ଗଣନାଟ୍ୟ ଫେରି ଆସନ୍ତୁ

  • @adikandaupadhay3617
    @adikandaupadhay3617 Рік тому

    ଆପୁ ଅପା ଙ୍କର କାହାଣୀ ଲାଗୁଛି ନୂଆ ଶିବାନୀ ଗଣ ନାଟ୍ୟ ର ଦୁଖଃ ଭରା ରୋଲ 🎉🎉🎉

  • @basantaparida9704
    @basantaparida9704 Рік тому

    ଯାତ୍ରା ଜଗତର ବହୁତ ସୁନ୍ଦର ଯୋଡି

  • @laxmipriyasarangi5594
    @laxmipriyasarangi5594 Рік тому

    ମାମୁଁ ମାଇଁ କି ମୋର ପ୍ରଣାମ 🙏🙏🙏🙏🙏

  • @samalak8335
    @samalak8335 Рік тому

    Aaju Appu nku mu hrudayara sahit Asribad karuchi bhagawan mangala karantu bahut khusi lagila mu para military forces re kintu sibanira bahut natak dekhichi bahuta tuma jodi sunder recently
    Mu leave re Achithili banarpal tuma paty padi thila natak dekhili kete dukha debu dere kalia bahut ucha kotir publick bhaa receive karibe
    Jai jagannath god bless you

  • @bhagabanrana4898
    @bhagabanrana4898 Рік тому +1

    ଅପାର ନାଟକ କିଶୋରନଗରରେ ମୁଁ ବିଦେଶୀନି
    ବହିରେ ରୋଲ କରିବାର ଦେଖିଛି🙏🙏🙏

  • @udaymaharana1107
    @udaymaharana1107 Рік тому

    ଅଜୁ ଭାଇ ଙ୍କର ଦୁଃଖ ସିନ୍ ପୁରା ଝାକାସ୍
    ଅନ୍ତର ଥରୀଜିବ,,,,,,

  • @india-294
    @india-294 Рік тому

    ମୋ ପ୍ରିୟ କଳାକାର ଏ ଦୁଇଜଣ.. ♥️♥️♥️

  • @pramodsamal9572
    @pramodsamal9572 Рік тому

    Bahut dina dhari wait karithili Krishna bhai 🙏🙏🙏 thanks bhai

  • @prasantakumarsahoo2127
    @prasantakumarsahoo2127 Рік тому +1

    କ୍ରିଷ୍ଣା ଭାଇ ଜୟ ଜଗନ୍ନାଥ 🙏🙏

  • @videoboysatya4774
    @videoboysatya4774 Рік тому

    Rama banabasa kahani sesa kanha bhai ajay bhai nka acting jabardast

  • @pratappahantasingh3907
    @pratappahantasingh3907 11 місяців тому

    Apa au bhai bahut bhala abhi naya karanti au bhala manisa,,,jay jagannath,,,

  • @KBehera-BSc-MBA-LLB
    @KBehera-BSc-MBA-LLB Рік тому +1

    Best ଯୋଡି.. ସବୁବେଳେ ସାଥୀ ହୋଇ ରୁହନ୍ତୁ.. god bless you both.. god gifted couple.

  • @suryanarayanpanda6866
    @suryanarayanpanda6866 5 місяців тому

    Atisundar jodi.Atisundar kalakar.I love both of you.Natural acting.Best of lock.

  • @niranjanpatra1945
    @niranjanpatra1945 Рік тому +5

    Beautiful jodi Aju bhai and Apu apa❤❤

  • @pranabkishorjani4983
    @pranabkishorjani4983 Рік тому +1

    କ୍ରିଷ୍ଣା ବାବୁ ମୁଁ ହେଉଛି ନୀଳକଣ୍ଠର ଶଳା

  • @santoshnahaka2176
    @santoshnahaka2176 Рік тому +1

    Krishna bhai apananku mor namaskar shivani jodi aju bhai supor her her aju bhai bhala manisha

  • @padmalochanBishi
    @padmalochanBishi 5 місяців тому

    Best Actor Aju Sir, and Jayanty men .very nice,TQ.

  • @stapanrout3393
    @stapanrout3393 Рік тому

    Aju bhai apu apa nkara nataka swarnamahala ra suna bahu super act Semananku mora koti koti namaskar se nataka lockdown ra nataka ebe timere heithile super hit heithanta emitire apa allrounder.

  • @chaitanyaprasadbehera2928
    @chaitanyaprasadbehera2928 Рік тому +4

    ଦୀର୍ଘବର୍ଷ ପରେ ମୁଁ ଅଜୁ ଓ ଆପୁ ଙ୍କର ଆପଣଙ୍କ ପାଇଁ ସିକ୍ଷାତ ହେଲା। ତାଙ୍କ ର ପ୍ରଥମ ପ୍ରବେଶ " ଅଷ୍ଟଶମ୍ଭୁ " ଅନୁଷ୍ଠାନରେ ମୋର ଗୀତ ରଚନା ଓ ଶାରଦା ପ୍ରସନ୍ନ ସାହୁ ଙ୍କ ସଂଗୀତ ନିର୍ଦ୍ଦଶନା ରେ " ଲୁହରେ ଜଳୁଛି ଚଉଠି ଦୀପ" ନାଟକ ରେ ଅଭିନୟ କରିବା ମୋର ଅଲିଭା ସ୍ମତି ହୋଇ ରହିଛି। ଭଗବାନ ତାଙ୍କର ଚଲାପଥ କୁସୁମିତ କରନ୍ତୁ ପ୍ରାର୍ଥନା କରୁଛି।
    କ୍ରୀଷ୍ଣା ବାବୁ ଆପଣଙ୍କୁ ବି ଧନ୍ୟ ବାଦ।
    ଚୈତନ୍ୟ ପ୍ରସାଦ ବେହେରା
    ଖୋର୍ଦ୍ଧ।

  • @bitupani2821
    @bitupani2821 Рік тому

    ବଢ଼ିଆ ଯୋଡି god bless you

  • @basantasahu2990
    @basantasahu2990 11 місяців тому +1

    My best actor, my fevorite nataka, Rajani sajani rati pahila.

  • @dilipd6008
    @dilipd6008 5 місяців тому +1

    Ramabanabasa kahanni sesa

  • @sibanimahapatra4117
    @sibanimahapatra4117 Рік тому

    Bahut Nice roal tuma due jana nkar, god bless you

  • @ManojkantSamal
    @ManojkantSamal 2 місяці тому

    Nice, Aju Bhai and Apu Apa, an image creator pair in the field of Jatra...

  • @susantadas7770
    @susantadas7770 Рік тому

    Bhai mu Jane jatra premi manisa mo hisabare aju bhai super au drinks pieba avinaya aju bhai vala karanti

  • @subhaacharya3664
    @subhaacharya3664 Рік тому +1

    Sundar artist APA bahut badhia actor. Bhai badhia.

  • @tapasmishra743
    @tapasmishra743 2 місяці тому

    Super Jodi 👌 beautiful jatra❤

  • @rajatsahu5175
    @rajatsahu5175 Рік тому

    ଅପା ଆଉ ଭାଇନା ଦୁଇ ଜଣ ଙ୍କୁ ମୋର ପ୍ରେମ ଭରା ❤❤❤❤ ସାଦର ପ୍ରଣାମ।

  • @suryakantabehera2689
    @suryakantabehera2689 8 місяців тому

    Ame Chhota thilu tamaku dekhuchu😊😊😊😊

  • @SubhamPradhan-ki3ks
    @SubhamPradhan-ki3ks 3 місяці тому

    Supar Dupar Jodi ❤❤❤❤❤❤

  • @thirdeye9492
    @thirdeye9492 Рік тому +1

    Appu seems very civilized... Stay blessed beta ❤️💚👍

  • @rajashreemansingh6702
    @rajashreemansingh6702 Рік тому

    Both are very good actor.apu appa nka acting bahut vala.vagaban karantu valare thao.

  • @jatraloversibun
    @jatraloversibun Рік тому

    Jay Jagannath 🙏🙏🙏
    Bahutu sundar video bahutu khushi lagila ajira vlogs 🥰🥰🥰🥰🥰 jatra jodi ajaya bhai &apu didinka vlogs bahutu khushi lagila 👌👌👌👌👍👍👍👍🙏🙏🙏🙏 bhai

  • @kabulimalikkabulimalik6338
    @kabulimalikkabulimalik6338 Рік тому +1

    Krishna.Bhai.Aju.Apu.jodi.no.1

  • @ashutoshmalla6950
    @ashutoshmalla6950 Рік тому

    Mun Aju bhai nka sabu jatra dekhichhi bahuta bhala lage bisesha kari budha sankhari rama banabasa kahani sesha ,Asati tulasi sati chaura .......

  • @pravatkumarparida7092
    @pravatkumarparida7092 Рік тому

    ରାମ ବନବାସ କାହାଣୀ ଶେଷ , ଆଉ ଏବର୍ଷ ହାଟ ବସେଇଛି ହଟ ନାଗରୀ ଏକା story ଅଛି।

  • @rabindranath2244
    @rabindranath2244 7 місяців тому

    In my opinion you both are the best JODI of yatra PARIBAR.

  • @saradaprasadmohanty9169
    @saradaprasadmohanty9169 Рік тому

    ଅଜୟ ମିଶ୍ର ଙ୍କ ଅଭିନୟ ବହୁତ ସୁନ୍ଦର

  • @pranabkishorjani4983
    @pranabkishorjani4983 Рік тому

    କ୍ରିଷ୍ଣା ବାବୁ ଆଉ ଗୋଟେ କଥା କହିବି ଅଜୁ ଗଙ୍ଗତ୍ରୀ ଗଣନାଟ୍ୟ ରେ ଆମ ଗାଁ ପାନା ପରିଡା ସାଙ୍ଗରେ ଥିଲେ ସେ କଥା କହିଲେନି ଅଜୁ ବାବୁ