Now a days Actor ମାନେ ବହୁତ ଦରମା ନେଉଛନ୍ତି, every year high salary demand .. and party ପରିବର୍ତ୍ତନ.. କିଛି ଦିନ ପରେ.. ଲୋକେ high amount ଟିକେଟ ଦେଇ ପାରିବେ ନାହିଁ ,କିମ୍ବା party ମାଲିକ bhikari ହେଇ ଯିବେ.. ଯାତ୍ରା କଳାକାର ଦରମା IAS ଅଫିସର ଠାରୁ ଅଧିକା... party ବନ୍ଦ ହୋଇଯିବ ଧୀରେ ଧୀରେ film industry ପରି..
ଭଲ ଲାଗିଲା ବଢିଆ
ଆଲୋଚନା ଅଭିଜ୍ଞତା ଆଧାରିତ ,ସୁଚିନ୍ତିତ
ବାସ୍ତବିକ୍ ଗଠନ ମୂଳକ,ଧନ୍ୟବାଦ୍।
ବୁଧାନୀ ବାବୁ ପ୍ରଣାମ 🙏, ଭଲ ମଣିଷଟିଏ ଆପଣ❤ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା ଆପଣ ଦୀର୍ଘାୟୁ ହୁଅନ୍ତୁ
Bhala jatra kahile kebala shibani gananatya
Bhudani bhai Congratulations
ଭାଇ ତମେ ଜଣେ ପରିପକ୍ୱ ଆଉ ଦକ୍ଷ ପରିଚାଳକ
ବହୁତ ଖୁସି ଲାଗିଲା ତମେ ମୋ ଗାଁ ଭାଇ ଧନ୍ୟବାଦ 👍
ଜଣେ ପରିପକ୍ବ ମ୍ୟାନେଜର ଭାବରେ ଭଲ ସୁଖ୍ୟାତି ଅଛି❤❤❤❤
ଭଲ ଲାଗିଲା
Bhai sbu kala last ku tanku thank you te janleilani
Best of luck Sibani
Very nice 👍 super good
Writer Deepak heena us best writer
Dhanyabad Budhani babu
Now a days Actor ମାନେ ବହୁତ ଦରମା ନେଉଛନ୍ତି, every year high salary demand .. and party ପରିବର୍ତ୍ତନ.. କିଛି ଦିନ ପରେ.. ଲୋକେ high amount ଟିକେଟ ଦେଇ ପାରିବେ ନାହିଁ ,କିମ୍ବା party ମାଲିକ bhikari ହେଇ ଯିବେ.. ଯାତ୍ରା କଳାକାର ଦରମା IAS ଅଫିସର ଠାରୁ ଅଧିକା... party ବନ୍ଦ ହୋଇଯିବ ଧୀରେ ଧୀରେ film industry ପରି..
Actor mane kete yearly payment nianti a sabuku loka lochanku ani thile bhala heithanta
Rangamahal satya jena
& tara sound light operator ra bite
ନିଶ୍ଚିତ
Piyush Bhai kete rate re jaichi Surya Mandira
3 yr 1cr
Tunababu nk number tike dele bhala huanta
Westorissa.rutenahikahiki
Binod au babina appa ra bite diontu
Tu ya biya menejar
Emiti thik nuhen
Beautiful ❤️
#shesadevjoshi