କୋଷ୍ଠକାଠିନ୍ୟ ପାଇଁ ଘରୋଇ ଉପଚାର | Home Remedies For Constipation

Поділитися
Вставка
  • Опубліковано 9 вер 2024
  • ସଦ୍‌ଗୁରୁ ସାତଟି ସରଳ କିନ୍ତୁ ପ୍ରଭାବଶାଳୀ ଉପାୟ ବିଷୟରେ ଜଣାଇଛନ୍ତି ଯାହା ଜଣେ ବ୍ୟକ୍ତିଙ୍କୁ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇବାରେ ଏବଂ ଏକ ସ୍ୱାସ୍ଥ୍ୟକର ମଳାଶୟ ବଜାୟ ରଖିବାରେ ସାହାଯ୍ୟ କରିପାରେ।
    #Constipation #Health #sadhguruodia
    English Video - • Home Remedies For Cons...
    ସଦ୍‌ଗୁରୁ, ଆମ ସମୟର ଜଣେ ଯୋଗୀ, ଦିବ୍ୟଦର୍ଶୀ, ଯୁଗଦ୍ରଷ୍ଟା ଏବଂ ଜଣେ ପ୍ରମୁଖ ଆଧ୍ୟାତ୍ମିକ ଗୁରୁ ଅଟନ୍ତି । ବିଶ୍ୱ ଶାନ୍ତି ଏବଂ ସୁଖ ସମୃଦ୍ଧି ଦିଗରେ ନିରନ୍ତର କାର୍ଯ୍ୟରତ ସଦ୍‌ଗୁରୁଙ୍କର ରୂପାନ୍ତରଣକାରୀ କାର୍ଯ୍ୟକ୍ରମ ଦ୍ୱାରା ଦୁନିଆର କୋଟି କୋଟି ଲୋକଙ୍କୁ ଜୀବନର ଏକ ନୂଆ ଦିଗ ମିଳିଛି ।
    ସଦ୍‌ଗୁରୁଙ୍କ ଅଫିସିଆଲ ଓଡ଼ିଆ ସୋସିଆଲ ମିଡ଼ିଆ ଚ୍ୟାନେଲ
    🌐ୟୁଟ୍ୟୁବ୍- / sadhguruodia
    🌐ଫେସବୁକ୍- SadhguruOdia
    🌐ଇନ୍ସଟାଗ୍ରାମ୍- SadhguruOdia

КОМЕНТАРІ • 1