Hall ରେ ଅପମାନ୍😥ସବୁ ସନାତନୀ ଙ୍କୁ ପ୍ରଶ୍ନ ?ସନାତନୀ || SAMBIT || MUN CUTTACK TOKA || SANATANI REVIEW
Вставка
- Опубліковано 9 лют 2025
- ସନାତନୀ || MOVIE FINAL REVIEW || Sanatani Premiere || SAMBIT || MUN CUTTACK TOKA || SANATANI REVIEW
ଯଦି ଭିଡିଓ ଟି ଆପଣଙ୍କୁ ଭଲ ଲାଗି ଥାଏ ତେବେ ଭିଡିଓ କୁ ଲାଇକ୍ କରନ୍ତୁ।ଏବଂ SUBSCRIBE କରିବାକୁ ଜମା ଭୁଲିବେନି।
for promotion contact_bikram.sutar20@gmail.com
insta_actor bikram
#anubhavmohanty #suryamayee #rangashoor #rangashoormoviereview #babushanmohanty #babushannewmovie #ghamaghotteaser #ghamaghottitelsong #bhaimovie #bhaititelsong #bhaisongreview #ghamaghotsongreview #boubuttubhuta #boubuttubhutareview #bhaitrailerreview #bhaimoviereview #publicreview #sanatani #sanatanisong #snatanisongreview #sanatanimoviereview #sanatanipremiere
ଭାଇ great salute ତମ ଭଳି ଲୋକ ଯଦି ଆଉ ଦଶ ଜଣ ବାହାରିବେ ତେବେ ଆମ ସମାଜରେ,ପଞ୍ଚାୟତରେ,ବ୍ଲକରେ,ଜିଲ୍ଲାରେ,ରାଜ୍ୟରେ କିମ୍ବା ଦେଶରେ କୌଣସି ପ୍ରକାରର ବିଶୃଙ୍ଖଳା ଦେଖ ଯାଇନଥନ୍ତା।❤
Christian hebaku
100%right sir
ଯେତେ ଜଣ ଅଛ ନ୍ତି ମାନଙ୍କୁ ତୁମ ପରି
ଟିକେ ଜ୍ଞାନ ପାଆନ୍ତୁ
Good bless you brother thanks 🙏🙏🙏
Jisu tamanku bahuta budhi diyantu bhai and sabubele sustare ruha. God bless you.
Brother .. ଧନ୍ୟବାଦ ଆପଣଙ୍କ ଠାରୁ ଧର୍ମ ବିରୋଧ କାରୀ ମାନେ ଶିକ୍ଷା ପାଇବା ଉଚିତ
Thanks brother kehi jane ta honest review dele thanks a lot God bless you brother ❤
ଆପଣଙ୍କ ନିରପେକ୍ଷ ମତାମତ ପାଇଁ ଧନ୍ୟବାଦ୍ ଭାଇ
ଭାଇ ହିଁନ୍ଦୁ ହେଉ କି ଖ୍ରୀଷ୍ଟିଆନ୍ ହେଉ ଜଉଟା ନ୍ୟାୟ ଆମେ ସେଇଟା କହିବା ଦରକାର୍, ତାହେଲେ ସମସ୍ତେ ନ୍ୟାୟ ଓ ଶାନ୍ତି ର ସହିତ ରହିବେ, ତମେ ନ୍ୟାୟ ର କଥା କହୁଛ ତାହା ଅତି ଉତ୍ତମ,
📖 ମାଥିଉ 24:4, 7
ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସାବଧାନ,
କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ
କଟକ ଟୋକା GOD BLESS YOU.
ପରମେଶ୍ବର ତୁମକୁ ଏହିପରି ସୁବୁଦ୍ଧି ,ସୁଜ୍ଞାନ ଦିୟନ୍ତୁ, ସତ୍ୟମେବ ଜୟତେ ।
ଏହି ନକଲି ସନାତନ ଲୋକ ମାନେ ହିନ୍ଦୁ ଧର୍ମର ଧ୍ଵଜା ଉଡ଼ାଉଛନ୍ତି । ଓଲଟା ଅଣ ହିନ୍ଦୁଙ୍କୁ ବଦନାମ୍ କରୁଛନ୍ତି ।
ଜୟ ସମ୍ବିଧାନ ,ଜୟ ଭାରତ ,
But your parmeshwar will put him in hell because se tama jesus ku khali god maneni
ଭାଇ ତୁମେ ନିଜେ ଜାଣି ପାରୁଥିବ ଯେ ଏହିପରି ଲୋକ ମାନଙ୍କର ହୃଦୟ କି ପ୍ରକାର ଲୋକ ଅଟନ୍ତି। God bless you and Jesus loves you
Probu apononku au 100 borso rokhithantu thanq bro
ଧନ୍ୟ ବାଦ କଟକ ଟୋକା ଭାଇ ତମ ପରି ଲୋକ ହିଁ ଓଡ଼ିଶା ରେ ଥିଲେ ବହୁତ ଭଲ ହୁଅନ୍ତା । ,👍👍👍👍👍
Bahut bhala katha kahila God bless you
Good job
Hn .... Bhala huanta. Christian dharma prachara prasara Kariba re subidha huanta😂😂😂
You are clear hearted, fearless, unbiased person. Your observation is 100% right. May God bless you.
CUTTACK TOKA BHAI ... YOU ARE GREAT .... MAY GOD BLESS YOU MY BROTHER .....
Vaai Tome 100% right kohilo thank you God bless you
God bless you bhai
Praise the lord, God bless you brother 🙏
ସାନ ଭାଇ ଆପଣ ଭଲ କହୁଛନ୍ତି!କିନ୍ତୁ ଏ ମୂର୍ଖ ଲୋକମାନେ ଗଣ୍ଡଗୋଳର ଉପାୟ ଖୋଜୁଛନ୍ତି!ନିଜ ଧର୍ମକୁ ନିଜେ ଅପମାନ କରୁଛନ୍ତି!ଆମ ଭଗବାନ ମାନେ ଏମିତି ଝଗଡା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିବା ତାଙ୍କ ଉଦେଶ୍ୟ!ଏମିତି ହେଲେ କଣ ଆଉ ଭଲବିଷୟ ଶିଖିବେ?
ସନାତନୀର ଧର୍ମରେ ଏହି ଶିକ୍ଷା ଦିଆଯାଏ ଏବଂ ଏହିଭଳି ବୁଦ୍ଧିଜ୍ଞାନ ମିଳେ,ମୂର୍ଖମାନଙ୍କୁ ଅନୁଯୋଗ କର ନାହିଁ, କଲେ ଆପେ ଗୌରବ ନଷ୍ଟ କାରଣ ସେମାନଙ୍କର ଅଜ୍ଞାନତା ବନ୍ଦ ଥାଏ କିଛି ଜାଣନ୍ତିନି, ବାରେ ବା ବହୁତ ଭଲ ଅଧିକ ଅଧିକ ଆଶୀର୍ବାଦ ମିଳିବ 👌👌👌❤️🌹✝️
Cuttack Toka is Great .... I am a Christian But I like you my Brother ....
God is always with you bro don't worry at all❤be a good human being ❤good people always appreciate you❤keep growing ❤
ଭାଈ ଆପଣଙ୍କ ଭଳି ଭଲ ମନ୍ଦ ବୁଝିବା ମଣିଷ କେହିଁ ନାହିଁ ଏହି ଜଗତରେ ତେଣୁ ଏଇ ସବୁ ଘଟୁଛି । ନଚେତ୍ ଆମ ଆମ ମଧ୍ୟରେ ବହୁତ ଶାନ୍ତି ଓ ପ୍ରେମ ରହିଥାନ୍ତା ।
ବହୁତ୍ ବଢିଆ କହିଛନ୍ତି ଭାଇ , ଖ୍ରୀଷ୍ଟିଆନ ଭାଇମାନେ ଦଙ୍ଗା କରିବାକୁ ଚାହୁନାନ୍ତି ।
Christian shanti priyo loko kebe b donga karibaku chahibe nhi
ମାରିବା ପିଟିବା ଆଉ ଉଲଗ୍ନ କରିବାର ହିନ୍ଦୁ ଏବଂ ସନାତନୀ ଧର୍ମ ରେ ଶିକ୍ଷା ଦିଆଯାଏ କି ଆଉ ଜୟ ଶ୍ରୀରାମ୍ ଜୟ ଜଗନ୍ନାଥ କହିକି ଲୋକଙ୍କୁ ମାର ପିଟା ଶିକ୍ଷା ଦିଆଯାଏ କି
ଭାଇ ଆଉ ଭଉଣୀ ମାନେ ନିଜର ଧର୍ମ ନିଜେ ବାରବାଦ୍ କରୁଛ।
ଖ୍ରୀଷ୍ଟିଆନ୍ ଧର୍ମରେ ଗୋଟିଏ ଗାଲରେ ଚାପୁଡ଼ା ମାରିଲେ ଆଉ ଅନ୍ୟ ଗାଲ ଦେଖାନ୍ତି
ସେଇଟା ଭଲନା ମାରିବା ପିଟିବା ଧର୍ମ ଭଲ ଆପଣ ମାନେ ନିଜେ କୁହନ୍ତୁ
ଏମାନେ ସବୁ ଓଡ଼ିଶାର ମୂର୍ଖ ଏମାନଙ୍କୁ ଯୋଗୁଁ ସନାତନୀ ବଦନାମ
Toma pari youtubebar au 10 ,12 jana baharile dharma au samaj sabu sudhuri jiba. Love you bhai (gajapati taka like karo)
ଏହି ବ୍ରାହ୍ମଣ ମାନେ କ୍ରିଷ୍ଟି ଆନ୍ନ ମାନଙ୍କ ପଛରେ କଣ ପାଇଁ ପଡି ଛନ୍ତି. ସମସ୍ତ ଙ୍କୁ ଅନୁରୋଧ ସମସ୍ତେ ମନ ପରି ବର୍ତନ କର କାରଣ ସ୍ୱର୍ଗ ରାଜ୍ୟ ସନିକଟ.
@@MonajPradhan-yb3qc କାରଣ ଖ୍ରୀଷ୍ଟିଆନ ମାନେ education ଦିଅନ୍ତି , ବ୍ରାହ୍ମଣ ମାନେ ଜାଣିଛନ୍ତି ଯେ , ଆଦିବାସୀ ମାନଙ୍କୁ ଏମାନେ ଶିକ୍ଷିତ କରିବେ । ଆଉ ଆଦିବାସୀ ଶିକ୍ଷିତ ହେଲେ , ତାଙ୍କର ଜମି ହଡ଼ପ କରି ପାରିବେ ନାହିଁ , ଆଉ ତାଙ୍କର ପାଖଣ୍ଡ ଚାଲିବ ନାହିଁ । ସେ ଡର ଆଉ ।
ପୃଥିବୀ ରେ କେବଳ ଆମ ଖ୍ରୀଷ୍ଟିଆନ ହିଁ ଅଧିକ ଶିକ୍ଷା ଗତ ଲକ ଅଛନ୍ତି. ଧନ୍ୟବାଦ ଆମେନ୍ନ
❤❤❤❤❤🎉🎉🎉🎉🎉🎉🎉 Cuttack Toka Great . Salute
ଭାଇ ତମେ one side ବିଚାର ନ କରି.
ନ୍ୟାୟ ବା ସତ୍ୟକୁ ସପୋର୍ଟ କରିଅଛ. ଭାଇ ତମର ସାହସ କୁ ମାନିବାକୁ ପଡିବ... ସବୁବେଳେ ଧର୍ମର ହିଁ ଜୟ ହେଇଥାଏ...
God bless you...
ଭାଇ ଆପଣଙ୍କୁ salute
ବହୁତ ବଢିଆ କହିଲ ଭାଇ 👌👌👌
Excellent brother 👍 keep going
God bless you all the time ❤️
You are Great Bhai Tapi misra jou bhalia christyan ଧର୍ମ ବିଷୟରେ media ରେ ଅପମାନ କରୁଛି ଯଦି ସେଇ ଅପମାନ ଅନ୍ୟ କୌଣସି ଧର୍ମ ଲୋକେ kahithante ଏବେ ଯାଇ ମହାଭାରତ ହୋଇ saranta
ଭାଇ ମୁଁ ଜଣେ ଆଦିବାସୀ ପିଲା ମୁଁ ଜଣେ ଖ୍ରୀଷ୍ଟିଆନ ପିଲା ଆମେ ଖ୍ରୀଷ୍ଟିଆନ ହେଇ କି ୫୦ ବର୍ଷ ହେଇଛି
କିନ୍ତୁ ଭାଇ ମୁଁ କହୁଛି ଏମିତି କିଛିବି ହଉନି କିନ୍ତୁ ଭାଇ ଆମର ଯୋ ଭାଇ ତପି ମିଶ୍ର ଆଉ ( ଗାମୁଛା ବଏ 😢 କ୍ଷମା କରିବେ ଭାଇଙ୍କ ନାମ ଜାଣିନି ତୋ ମୁଁ ଗାମୁଛା ବଏ ଲେଖିଲି ) ସେମାନେ ବହୁତ ମିଥ୍ୟା କହୁଛନ୍ତି
💯💯💯💯💯💯💯💯💯💯💯💯💯💯💯💯💯💯💯🫢💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯
କିନ୍ତୁ ଏବେ ଆମ ଆଦିବାସୀ ଲୋକ ଶିକ୍ଷା ଲାଭ କରିଛନ୍ତିି ଆମ୍ଭେମାନେ ମୂର୍ଖ ନୁହେଁ ଅବଶ୍ୟ ଆମ ପାଖରେ ଚାକିରି କରିବାର ସକ୍ଷମ ହୋଇପାରେ
କିନ୍ତୁ ଭାଇ ଆହୁରି ମଧ୍ୟ କହୁଛି ଏମିତି କିଛିବି ହଉନି କି ହବନି 💯% ସତ ଭାଇ ❤❤❤❤❤❤❤❤❤
Gamuchha bhai hahaha😂😂😂😂😂
❤❤❤❤❤❤❤❤❤❤❤❤❤❤❤❤ you bro 👍👍👌👍😱
Ale bahi tame odisha re kahu mandira achi Janichonti na nahi bahi odisha mane jagannath bahi
Odisha re kamit jissu Asila bahi please mate. Tika kaho
Mera ghar aja 😂😂@@Chumkisabar-g8i
ବହୁତ୍ ସୁନ୍ଦର୍ ବାର୍ତ୍ତା ଦେଇଛନ୍ତି କଟକ ଟୋକା ଭାଇ
Praise the lord 🙏 brother keep supporting everyone 🙏
ହିନ୍ଦୁ ଆଉ ସନାତନୀ ଧର୍ମ ଏତେ ସସ୍ତା ହେଲାଣି କି ପଇସା ଦେଲେ ହିନ୍ଦୁ ଆଉ ସନତନୀ ଧର୍ମ ର ଲୋକେ ଅନ୍ୟ ଧର୍ମ କୁ ପଳେଇଯାଉଛନ୍ତି
ମାରିବା ପିଟିବା ଆଉ ଉଲଗ୍ନ କରିବାର ହିନ୍ଦୁ ଏବଂ ସନାତନୀ ଧର୍ମ ରେ ଶିକ୍ଷା ଦିଆଯାଏ କି ଆଉ ଜୟ ଶ୍ରୀରାମ୍ ଜୟ ଜଗନ୍ନାଥ କହିକି ଲୋକଙ୍କୁ ମାର ପିଟା ଶିକ୍ଷା ଦିଆଯାଏ କି
ଭାଇ ଆଉ ଭଉଣୀ ମାନେ ନିଜର ଧର୍ମ ନିଜେ ବାରବାଦ୍ କରୁଛ।
ଆଉ ଖ୍ରୀଷ୍ଟିଆନ୍ ଲୋକଙ୍କୁ ହିନ୍ଦୁ ଆଉ ସନାତନି ଧର୍ମର ଲୋକ ଖାଇବା ପିଇବା ମେଡ଼ିକାଲ୍ ଖର୍ଚ୍ଚ ଯେତିକି ବି ପରିବାରରେ ଆବଶ୍ୟକତା ହେଇଚି ବହନ କରନ୍ତି ବୋଧେ
ସେଥି ପାଇଁ ମାରି ପିଟି କିରି ହିନ୍ଦୁ ଧର୍ମ କୁ ନେଉଛନ୍ତି ଅସୁବିଧା ଟାଇମ୍ ରେ ଦେନେ ତୋ ପଚାରି ବୁଝି ନାହାଁନ୍ତି ଆପଣ ମାନେ କେମିତି ଅଛନ୍ତି ବୋଲି
କିଏ କାହାର ପରିବାର କୁ ଖାଇବା ପିଇବା ବୁଝେ ନାହିଁ ସେଥି ପାଇଁ କିଏ କଉ ଧର୍ମ କୁ ଭଲ ଲାଗିଲା ସେ ସେ ଧର୍ମକୁ ଗଲା ସେଥିରେ ଆପଣ ମାନଙ୍କର କୌଣସି ଆପତି ନାହିଁ କାହିକିଁ ନା ଭାରତ ହେଇଚି ଧର୍ମ ନିରପେକ୍ଷ ରାଷ୍ଟ୍ର ?????
ଖ୍ରୀଷ୍ଟିଆନ୍ ଲୋକ ଗୋଟିଏ ଗାଲରେ ଚାପୁଡ଼ା ମାରିଲେ ଆଉ ଅନ୍ୟ ଗାଲ ଦେଖାନ୍ତି ବୁଝିବା ଲୋକ ମାନେ ବୁଝିଯାଅ। ??????
Bhai...jahan hridaya re...satya iswara thibe...se sabubele...anyaku...prema kare...satya santi prema...hin. Aama Dharma... God bless you forever.. brother 🙌🙌🙌🙌
Jay yeshu Masih ki 🙏🏻🙏🏻🙏🏻🙏🏻😭😭🙏🏻🙏🏻😭😭🙏🏻🙏🏻
Hindu, Muslim, Christian sabu Same
କୌଣସି ଧର୍ମ କୁ ଖରାପ କହିବା କଥା ନୁହଁ
ନିଜ ଧର୍ମ କୁ ଯିଏ Respect କରେ ସେ ନିଜ ଧର୍ମ କୁ ବଡ଼ କୁହେ କିନ୍ତୁ ଆଉ କାହା ଧର୍ମ କୁ କେବେ ଅପମାନ କରେନି।
Respect❤Brother❤
Good brother ନିଜର ଧର୍ମ ଯେତେ ପାରୁଛ ସେତେ ପ୍ରଚାର ପ୍ରସାର କର
କିନ୍ତୁ ଅନ୍ୟ ଧର୍ମର ଅପମାନ କରନ୍ତୁ ନାହିଁ
ସନତାନି ମାନେ ନିଜକୁ ପ୍ରଥମେ ଭାବିବା କଥା ଯେ ଆମ ଧର୍ମ ରେ ମଣିଷ କୁ ଗୃଣା କରାଯାଏ। ଦଳିତ ମାନଙ୍କୁ ଏବେ ବି ବହୁତ ଖରାପ ଭାବେ ଅତ୍ୟାଚାର କରାଯାଉଛି । ମଣିଷ କୁ ଜଉ ଧର୍ମ ନୀଚ ସହ ଅଛୁଆଁ ଭେଦ ଭାବ କରା ଯାଉଚି। ବାବା ସାହେବ୍ ଙ୍କ କଥା re କହିବାକୁ ଗଲେ ତାହା ଧର୍ମ ନୁହେଁ ତାହା ଅନ୍ୟ ଜାତିର ଲକକୁ ଗୁଲମ୍ ରେ ରଖିବାର ଗଟେ ଧନ୍ଦା । ଜୟ ଭୀମ
Super kailo bro❤❤❤❤❤❤❤
ଯଦି ପ୍ରକୃତ ରେ ତମ ସମସ୍ତଙ୍କ ସାମ୍ନା କୁ ସତ୍ୟତା ଆଣିବା କୁ ଇଚ୍ଛା କରିଛ ତେବେ , ହିନ୍ଦୀ ସିନେମା pk ବିଷୟ ରେ କାହିଁ କେବେ କହିନ ତ,
ଆରେ ଭାଇ ସିନେମା ହଲ ଭିତରେ କଣ ହେଲା ତମେ କହୁଛ ଠିକ୍, ସତ କହୁଚ ଭଲ କଥା, ଭାଇ ସେମିତି ସିନେମା ରେ ବି ସେଇ ବିଷୟ କୁ ଦେଖା ଯାଇଛି ଯାହା ଘଟୁଛି,
God bless you brother excellent 👍👍👍🙏🙏🙏
ନିଜର ହିନ୍ଦୁ ଧର୍ମ ନିଜେ ଅପମାନର କରୁଛ ସେ କି ଧର୍ମ ଛି ଛି 😃😃
ଭାଇ ହନୁମାନ ବି ସିନେମା ଦେଖିବା ପାଇଁ ପା ଗଳ ହେଲାଣି🤣🤣🤣
ଆରେ ଭାଇ ଗାଳି ଦେବା କାହାକୁ କୁହନ୍ତି, କଣ haleluyaa କହି ଦେଲେ ସେଇଟା ଗାଳି , ମାନେ ତମେ ତ ସିଧା ସିଧା ଯୀଶୁ ଙ୍କୁ ଅପମାନ କରିଲ
ଭାଇ ଆପଣଙ୍କ ଚିନ୍ତାଧାରାକୁ salute କରୁଛି,ଆମଦେଶ ପାଇଁ ଆପଣଙ୍କ ଭଳି ଟୋକା ଦରକାର ।
ଓଡ଼ିଶାର କୌଣସି ହଲରେ ହାଉସ ଫୁଲ ହୋଇ ନାହି sanatani ସିନେମା ପାଇଁ ।ଏପରି ବିଭ୍ରାନ୍ତ କାରି ସିନେମାକୁ ହିନ୍ଦୁସମାଜ ଉଚିତ୍ ଜବାବ ଦେଇଛନ୍ତି ।
ସନାତନୀ ମାନେ ବହୁତ ବଢିଆ ସେମାନେ ଅନ୍ୟ ଧର୍ମ ବିରୁଦ୍ଧରେ ବଢିଆ ଟିପ୍ପଣୀ ଦିଅନ୍ତି, ପିଟିବା, ମାରିବା ପାଇଁ ସନାତନୀ ଧର୍ମ ସାହସ ଦିଏ ତାଙ୍କ ର ବହୁତ ଜ୍ଞାନ ଅଛି ଯେପରି ତପି ଭାଇ,( ଧର୍ମ ଗୁରୁ ତପି ମହାରାଜ )
You are right🙏. Sir thank you so much. Bahuta khusi lagila🙏❤❤❤ God bless you
ଭାଇ ତମ ଜ୍ଞାନ ର ସୁନ୍ଦର ବାର୍ତା ପାଇଁ ହୃଦୟ ର ସହ ଆଜି ମୁଁ ତମ ଚ୍ୟାନେଲ କୁ subscribe କରିଲି ଏବଂ ଲାଇକ୍ ବି କରିଛି Thank you so much, May my Lord Jesus Christ bless you always. This is my prayer to Jesus. 🙏🙏✝️🛐
Ok ଭାଇ ଆପଣ ଯାହା ସବୁ କହୁଛନ୍ତି ତହସବୁ ରାଇଟ
ଯୀଶୁଙ୍କୁ ଘୃଣା କରୁଥିବା ଲୋକକୁ କହିଦେବ 2022.2023 ଓ 2025 ର ଅର୍ଥକ କଣ ମସିହାର ଅର୍ଥ ଯୀଶୁ ମସିହା କୌଣସି ମନ୍ଦିରରେ ଆଧାରରେ ତାରିଖ ବ୍ୟବହାର ନ କରନ୍ତୁ ତେବେ ତାଙ୍କର ଭାବନା ବଡ଼ ଛୋଟ ଜିନିଷ ଠାରୁ ବଡଜିନିଷ ପର୍ଯ୍ୟନ୍ତ ତାରିଖ ଥାଏ ତେବେ ସିଏ ହିଁ ସବୁଠାରୁ ବଡଯୀଶୁ ଆଧାରରେ ମସିହା ନଲେଖି ଶ୍ରୀରାମ ହନୁମାନ ଲେଖିପାରିପାରିବେ କି
Bhai epari comment pathai kahinki semanaka manare durbudhi purauchha,BJP sarkar sabu olta palta kama karuchhi janina ki
ତୁମେ ୨୦୨୩,୨୦୨୪,୨୦୨୫ କୁ ମନୁଥିବ ଆମେ ସେହି ଫାଲତୁ ମସିହା କୁ ମନିନୁ କୁ ମାନିବୁନି ଆଜି ଯାଏ ବି ଆମ ପାଞ୍ଜି ଅନୁସାରେ ପୂଜା ପର୍ବାଣୀ ପାଳନ ହୋଇ ଆସୁଚି ଆଗକୁ ବି ଆସିବ ଆଉ ତୁମେ ଜଉ ମସିହା କଥା କହୁଚ ଥରେ ଅନୁଧ୍ୟାନ କର ଜାଣି ପାରିବ ତୁମେ କେମିତି ଆମ ଭାରତୀୟ ଜ୍ୟୋତିଷଶାସ୍ତ୍ର ରୁ ଉଧାର ନେଇକି କାମ ଚଲଉଛ ଆଜି ଯାଏ ବି ସେପ୍ଟେମ୍ବର ରୁ ଡିସେମ୍ବର କୁ ତୁମେ ବଦଳାଇ ପରିନାହ ତୁମେ କଥା କହିବା ପୂର୍ବ ରୁ ଆଗ ଅନୁଧ୍ୟାନ କର କଥା ଠିକ୍ କହୁଛ କି ଭୁଲ ଆମେ ଜଗନ୍ନାଥ ସଂସ୍କୃତି ର ଲୋକ ଆମ କୁ ଆକ୍ଷେପ କରି କହିଲେ ଆମେ ମାଳା, ଭାଲା ଓ କଥା ରେ ଜବାବ ଦେଇ ଜାଣିଛୁ ।
ଜୟ ଜଗନ୍ନାଥ 🙏
ସମସ୍ତ ଙ୍କୁ ମାନବ ଜାତିର ମୂଲ୍ୟ ବୁଝାନ୍ତୁ ଭଗବାନ ❤
@@мкятиѕѕттѕkadali janichu tu
ଆପଣଙ୍କ ଭଳି ଆନେକ ହିନ୍ଦୁ ଆପଣଙ୍କ ପରୀ ଚିନ୍ତା ଧାରା ଥିଲେ ଏ ଦୁନିଆ କେତେ ନିଆରା
You are right brother ❤❤
We most not behave like this
Need to show humanity
ସେଇମାନେ ପ୍ରକୃତ ସନାତନୀ ନୁହନ୍ତି, ପ୍ରକୃତ ତରେ ଯଦି ସେଇମାନେ ହିନ୍ଧୁ ହେଇଥାହନ୍ତେ, ତାହା ହେଲେ, ସେଇପ୍ରକାରେ ବ୍ୟବହାର କରି ନ ତାହାନ୍ତେ, ଧନ୍ୟବାଦ ଭାଇ, ଏଇବଳୀ ଲୋକଙ୍କୁ, ଭଲ ଶିକ୍ଷା ଦେଇଥିବାରୁ, ଆଶା କରୁଛୁ, ଏଇ ଭିଡ଼ିଓ ରୁ ସେଇମାନେ କିଛି ବିଷୟ ସିକିବେ ବୋଲି, 👍👍👍
ଆପଣ ଜାଣିଛନ୍ତି ଯେ ହଲ୍ ଭିତରେ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ରହିଥିବା ବିରୋଦ୍ଧାଭାଷ ସେସମୟରେ ଯଦି କିଛି ଖ୍ରୀଷ୍ଟିଆନ ଲୋକ ସିନେମା ହଲ୍ ତୁ ଯାଇ ଥାନ୍ତେ ତେବେ ସମାନେ ନିଶ୍ଚିତ ଭାବେ ହତ୍ଯା କରି ବହୁତ କାଣ୍ଡ କରିଥାନ୍ତେ । କାରଣ ସେହି ଉଦ୍ଦେଶ୍ଯ ରେ ହିଁ ବଜରଙ୍ଗୀ ଦଳ ସଜବାଜ ହୋଇ ହଲ୍। କୁ ଯାଇଥିଲେ । ଗଦା ଗୋଟିଏ ଯଦ୍ଧ ନିମନ୍ତେ ବ୍ଯବହାର କରାଯାଇଥିବା ପୂରାତନ ଅସ୍ତ୍ର ଅଟେ । ଭଲ କଥା କି କୌଣସି ଖ୍ରୀଷ୍ଟିଆନ ସମୁଦାୟର ଲୋକ ସିନେମା ଦେଖିବାକୁ ଯାଉ ନାହାଁନ୍ତି ।
That's true 😊
Ferfect
ସେମାନେ ଯାହାସବୁ କରୁଥିଲେ ଭୂଲ ନିଜ ଉପରେ ଅଭିସାପ ଆଣୁଥିଲେ, ଯୀଶୁ, ସବୁ ଦେଖୁ ଅଛନ୍ତି, ମଣିଷ ମୁଖ ଦେଖେ, ହେଲେ ଯୀଶୁ ଖ୍ରୀଷ୍ଟ ହୃଦୟକୁ ଦେଖନ୍ତି.....
ଭାଇ ଏଥି ପାଇଁ ଆମ ହିନ୍ଦୁ ଧର୍ମର ଲୋକମାନେ ଅନ୍ୟ ଧର୍ମକୁ ଗ୍ରହଣ କରୁଛନ୍ତି ହିନ୍ଦୁ ଧର୍ମର ଲୋକମାନେ ଓଠରେ ଭଗବାନଙ୍କ ନାମ ଜପିବେ ଅନ୍ତରରେ ହିଂସାଭାବ ଭରି ରହିଛି । ଲୋକେ କେମିତି ରହିବେ ସମସ୍ତେ ନୁହନ୍ତି କିନ୍ତୁ କମ୍ ନୁହନ୍ତି । ମନୁଷ୍ୟ ଯେତେ ଚେଷ୍ଟା କଲେ ମଧ୍ୟ ଧର୍ମକୁ ରକ୍ଷା କରି ପାରିବ ନାହିଁ ଯେହେତୁ ସଂସାରରେ ଯେଉଁ ଧର୍ମ ସତ୍ୟ ସେହି ଧର୍ମ ହିଁ ରହିବ ।
CUTTACH TOKA YOU ARE GREAT AND HONEST TO ALL RELIGIONS
ଉତ୍ତମ ଚିନ୍ତାଧାରା ଭାଇ,respect to each other religions
Right 👍💯🙏
ଏଇ ମାନେ ହିଁ ହିନ୍ଦୁ କୁ ବଦନାମ୍ କରୁଛନ୍ତି ଜୟେ ଜଗନ୍ନାଥ
ଭାଇ ମୋ ମତରେ ହିନ୍ଦୁ ଦେବତା ମାନେ, ହିନ୍ଦୁ ମାନଙ୍କ ହାତ ମୁଠାରେ ରହିଛି
Sanatani Film Madhyamare Hindu Dharmara Apaman Karajauchhi ......
Thank you bro very important message for all people
ଭାଇ ଧନ୍ୟବାଦ ସେମାନେ ବଜରଂଗୀ କୁ କଣ ପୂଜା କରିବେ ସେମାନେ ନିଜେ ବଜରଙ୍ଗୀ ନିଜେ ହନୁମାନ ଗଦା ଧରି ହଲ ମୁହଁରେ ଠିଆହୋଇଛନ୍ତି ମୁଭି ଦେଖିବାକୁଗଲେ ପିଟିବେ, ହାଲିଲୁୟା ଆମେନ ♥️♥️♥️♥️
YE KEMITI BHAGAVAN ???? FILM HALL RE NACHUCHHI ......
Mo bhai ghantidela re❤❤❤alws support u bhai❤❤❤
🙏ଭାଇ ଦୟା କରି ସେମାନଙ୍କୁ ବୁଝାଇ ଦିଅନ୍ତୁ ଯାହାର ଧର୍ମ ତାହାର ପାଇଁ ବଡ ଅଟେ କନ୍ତୁ ନିଜର ଧର୍ମ କୁ ରକ୍ଷା କରିବା ନିମନ୍ତେ ଅନ୍ଯ ଧର୍ମ ଉପରେ ଆକ୍ରମଣ କରି ହିରଣ୍ୟକଶିପୁର ମହା କ୍ଷତି ଘଟିଲା।ଆପଣଙ୍କ ଚେନାଲ ଗୁଡ୍ ଚେନାଲ୍❤❤।
Good brother, kou religion ki kaha God ku gali deba worng
ହାଲୁଲ୍ଲୁୟା ନୁହେଁ ଭାଇ ସେଇଟା ହଲେଲ୍ଲୁୟା - ଯାହାର ଅର୍ଥ ପରମେଶ୍ବରଙ୍କୁ ପ୍ରଶଂସା ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ କିନ୍ତୁ ତାହାକୁ ଏମାନେ ମଜାକ ବନେଇଛନ୍ତି..... ନିନ୍ଦା କରିଛନ୍ତି ଏହା ଭୁଲ ଅଟେ।
👍👍
Best video bhai❤❤dill jitinela❤❤❤
Veri Good🎉🎉🎉🎉🎉🎉🎉🎉❤❤❤❤❤❤❤❤❤❤
ଏମାନେ ଦଙ୍ଗା କରିବା ମୁଡ୍ ରେ ରାଗ ତମ୍ ତମ୍ ହେଉଛନ୍ତି ଭାଇ।
ମାଙ୍କଡ଼ ମାନେ ତୋ ଡେଇଁବେ ଜଲଦି ଆଉ ସ୍ଥାନ କାଳ ପାତ୍ର chainge କରି be
Bahuta bhala kahila bhaina ❤ gd bless you,jaya jisu
God bless you bhai❤
ସମାଜରେ କିଏ ବହୁତ ଦଙ୍ଗା କରନ୍ତି ଦୁନିଆ ଜାଣିଛି,ଯେତେ ପରିହାସ କରିବା କଥା କର ସେହି ତ ତୁମ ହୀନ୍ଦୁ ଧର୍ମ ଶିକ୍ଷା ଦିଏ ତୋମକୁ , ଆମକୁ ଯୀଶୁ ପ୍ରତିଶୋଧ ନେବା ପାଇଁ ଶିକ୍ଷା ଦିଏ ନାହିଁ ।
Very good bhai
Very nice brother.. God bless you
Very nice video Bhai bharata re sarba Dharma Saman hindu muslim sik isai bhai bhai thanks 🙏👍 bhai
ହିନ୍ଦୁ ସନାତନୀ ଧର୍ମ ଯଦି ଭଲ.. ପ୍ରଥମେ ସେମାନେ ହିଁ ଫିଲ୍ମ ତିଆରି କରି ଝଗଡା ବା ଦଙ୍ଗା ସୃଷ୍ଟି କରିବାକୁ ଆରମ୍ଭ କରୁଛନ୍ତି...
Brather you are very good
ବହୁତ ଭଲ ପ୍ରଶ୍ନ କଲେ ଆଗିଆ ଭଗବାନ ମାନେ ଏମିତି ହୁଅନ୍ତି ନି ଭଲ କଥା କହିଛନ୍ତି ଧନ୍ୟବାଦ
Super duper ହୋଇଛି sir your welcome brother correct answer sir ବହୁତ ଭଲ ଲାଗିଲା
Good good 🎉 sir
ଭାଈ ଆପଣ ଜଣେ ଶିକ୍ଷିତ ଲୋକ ବୋଲିକି ସ୍ୱର ଉତ୍ତୋଳନ କରିଛନ୍ତି। ବିଶେଷ ବିଶେଷ ଧନ୍ୟବାଦ୍ ଦେବି କାରଣ ଆମ ଭାରତ ଏକ ଧର୍ମ ନିରପେକ୍ଷ ଦେଶ ଆଉ ଏଇଠି ସମସ୍ତଙ୍କୁ ସମାନ ଅଧିକାର ରହିଅଛି। କୌଣସି ଧର୍ମ ବିରୁଦ୍ଧରେ ସ୍ବର ଉଠାଇବା ଭଲ ନାହିଁ। ଆପଣଙ୍କ ଠାରୁ ଓଡ଼ିଶା ବାସୀ ଅନେକ ବିଷୟ ଶିଖିବାକୁ ବା ଜାଣିବାକୁ ପାଉଛନ୍ତି । ଧନ୍ୟବାଦ୍ ଭାଇ ❤❤❤❤
ଏହି ସିନେମା ରେ କେବଳ ହିନ୍ଦୁ ର ଭଲ ଦେଖେଇ ଛନ୍ତି l ଆଉ ଖ୍ରୀଷ୍ଟିଆନ କୁ ନୀଚ କରାଯାଇଛି l ଜଣେ ଖ୍ରୀଷ୍ଟିଆନ ଲୋକ ଶାନ୍ତି ରେ ହୋଲ ଭିତରେ ଦେଖି ପାରୁନି, ତେଣୁ ଯେଉଁ ମାନେ ଏସବୁ କରୁଛନ୍ତି ତାହା କଣ ଠିକ କି?
ଠିକ୍ କଥା ଭାଈ ମନ କୁ ଛୁଇଁଲା ପରି କଥା କହିଲା Jesus ତୁମକୁ ଆଶ୍ରିବାଦ କରନ୍ତୁ ଆଉ ତମେ ଆଗକୁ ବଢ଼ god bless you
👍
You are really a educated man ❤ keep it up bro 🙏
I praud of u tq
ଭାଇ ସେମାନେ ଆଉ କଣ ମଣିଷ ପଣିଆ ଅଛି କି କୁକୁର କହିଲେ ବୁଝିପାରିବ ହେଲ ଏମାନେ ବୁଝିପାରିବେନି ଏମାନଙ୍କୁ କାହା ସହିତ ତୁଳନା କରାଯିବ କହି ପାରିବ କି କମେଣ୍ଟ ରେ କହିବ....?
ତୋମେ ହେଉଛ ପ୍ରକୃତ ସନାତନୀ ❤ ଚାପି ମେସ୍ତ୍ରୀ ହେଉଛି ବୁଲା କୁକୁର
ଭଲ ଭଲ ସାବାସ ସାବାସ ଭାଇ ❤🎉
I Salute bro for you Honesty ❤
ଏମିତି positivity ସବୁବେଳେ ଆପଣଙ୍କଠାରେ ରହିଥାଉ
May Good God bless you
Sir ଆପଣ ପ୍ରକୃତ ଧର୍ମ ଲୋକ 👌👌
Cuttack toka God bless you satare aaponnonka upore kaharo nojar no podu ❤❤
ଭାଇ ଏଇ ମାନେ ସବୁ ହିନ୍ଦୁ କୁ ବଦନାମ୍ କରୁଛନ୍ତି
ହିରୋ ର ବୋଡିଗାଡ଼ ହେଇଚି ହନୁମାନ
ହନୁମାନ କହୁଚି ଜୟ ସନାଥୋନି
ହନୁମାନଙ୍କୁ ମାଳା ନ ଲାଗି ହିରୋକୁ ମାଳା ଲଗାଉଛନ୍ତି
ନିଜର ଭଗବାନ କୁ ଭଗବାନ ପାରି ଲାଗୁଚି କି ନାହିଁ ଡାଉଟ୍।
ଛି ଫିଲ୍ମ୍ ହୋଲ୍ ରେ କଣ ଚାଲିଛି
ରାମକୁଭି ନେଇକି ଆସିଥାନ୍ତ ଆଉ ତା ସ୍ତ୍ରୀ କୁଭି
କୃଷ୍ଣକୁଭି ନେଇକି ଆସିଥାନ୍ତ ଆଉ ତା ସ୍ତ୍ରୀ କୁ ଭି
ସ୍ତ୍ରୀ ଥିଲା ଭଗବାନ୍ ମାନେ ତୋ ସେଠି ରୋମାନ୍ସ ବି ଟିକେ କରିଦେଇ ଥାନ୍ତେ
ବଡିଆ ଦେଖିଥାନ୍ତ।
ଜଣେ ବସିକି ଭାବିକି ଲେଖିଥିବା କାହାଣୀ ହେଉଛି ତମ ଧର୍ମ।
ଆଉ ତମ ଧର୍ମରେ ସେକ୍ସ କରିବା ଭଗବାନ୍ ମାନେ ଭର୍ତ୍ତି ଅଛନ୍ତି। 😂😂😂
Hahahaha ghar opaman😂😂😂😂😂😂😂😂
@@sneharani9471 ସେମିତି ହେବା ଦରକାର
😂😂
Speechless heigali bhai tama comment podiki 👏
Tomo dharmo re ta akash ru pila khosuchanti......nai ki????...😂😂😂😂😂 tomo dharmo loko lagi ajii blue picture baharichi.... foreign ro culture ku amo india re badnam koruch foolish people 😏😏😏😏😏😏😏
ତମର ଭଲ ଉପଦେଶ କୁ ଶୁଣି ମୋତେ ବହୁତ ଭଲ ଲାଗିଲା କଟକ ଭାଇ I love you ଭାଇ ❤❤❤❤❤
It is starting of last days.its happened.
But Salute you to stand with truth.
You are right bro, କଣ ଶ୍ରୀ ହନୁମାନ ମଧ୍ୟ film ଦେଖିବାକୁ ଆସିଲେକି