ଗରୁଡ଼ ପୁରାଣ ଅନୁସାରେ ମାଂସ ଖାଇବା ପାପ ନା ପୁଣ୍ୟ - ହିନ୍ଦୁ ଧର୍ମ ଏ ବିଷୟରେ କ'ଣ କହେ • A Story by Sri Krishna

Поділитися
Вставка
  • Опубліковано 1 лют 2025

КОМЕНТАРІ • 32

  • @santoshkumarmishra2620
    @santoshkumarmishra2620 Рік тому +4

    ମହାଭାରତ ଯୁଗରେ ପାଣ୍ଡବ ମାନେ ଗଣ୍ଡା ମାରି ଶ୍ରାଦ୍ଧ ଦେଉଥିଲେ. ସେତେବେଳେ କଣ ଜୀବେଦୟା ଭାବ ନଥିଲା କି ? ଭୀଷ୍ମ ଦ୍ରୋଣ ଆଦି କଣ କରୁଥଲେ ?

    • @jeetendroid6663
      @jeetendroid6663 Рік тому

      ମଣିଷର ଚିନ୍ତାଧାରା ଓ କର୍ମ ହିଁ ତାର ଭବିଷ୍ୟ ନିର୍ଦ୍ଧାରିତ କରେ, ଯଦି ଆପଣ ଅନ୍ୟ କାହାରି ଦ୍ଵାରା କରାଯାଇଥିବା କର୍ମ ର ଯଥାର୍ଥତା କୁ ପ୍ରମାଣ କରିବାକୁ ଯାଇ ନିଜେ ଖରାପ କର୍ମ କରିବେ, ତେବେ ଫଳ ସ୍ୱରୂପ ଆପଣକୁ ହିଁ କର୍ମର ଫଳ ଭୋଗିବାକୁ ପଡ଼ିବ, ତାଙ୍କୁ ନୁହେଁ।
      ଏହା ମୋର ଚିନ୍ତାଧାରା, ଏଥିରେ ଆପଣ comment କରିପାରିବେ। 😊

  • @ghanashyamnaik7640
    @ghanashyamnaik7640 Рік тому +2

    ଏ ପରିମନ୍ତବ୍ୟ ଦେଇ ଜଗତକୁ ପଥ ପ୍ରବ୍ରାତାଇ ଥିବାରୁ ଆପଣଙ୍କୁ ଅଶେସ ଧନ୍ୟବାଦ

  • @patitakumarchoudhury9855
    @patitakumarchoudhury9855 Рік тому +1

    ଯାହାକୁ ଯେମିତି ସଜ, ରାମ ନାମ ଭଜ,🙏ନିଜ ଅତିରଂଜିତ ଜ୍ଞାନ ପ୍ରଦର୍ଶନ କରି ବ୍ୟାଖ୍ୟାକାର, କବି, ପଣ୍ଡିତ, ବ୍ରାହ୍ମଣ ମନେ ସନାତନ ଧର୍ମ କୁ ତଳି ତଳାନ୍ତକରିଦେଲେ.ଅତି ସୁନ୍ଦର ଉପସ୍ଥାପନା 🙏

  • @MadhuDev-u1v
    @MadhuDev-u1v Місяць тому

    Thankyou sar👍👍👍👍❤❤❤❤❤ 8:29 8:31

  • @MonalisaSwain-uk9dt
    @MonalisaSwain-uk9dt Рік тому

    Thank you so much bhai

  • @BIBHUDUTTADASH
    @BIBHUDUTTADASH Рік тому

    ଅତି ସୁନ୍ଦର୍ ଉପସ୍ଥାପନା

  • @santilatasantilatajena8462
    @santilatasantilatajena8462 Рік тому

    Radhe Krishna,Amanisha mananku tike sadbudhi diantu prabhu

  • @niashasahoo2562
    @niashasahoo2562 Рік тому +1

    ହରି ହରି ବୋଲ 🙏🙏🙏🙏

  • @NarendraSingh-hj8su
    @NarendraSingh-hj8su Рік тому

    ଗାଇଯଦି ମାତା ତାହେଲେ ଶଣ୍ଢ ଆପଣଙ୍କ ପିତା
    ବାଇବଲ ପଢ଼ ସତ୍ୟ ଜାଣିପାରିବ
    ଆଉ ସତ୍ୟ ଇଶ୍ୱର କୁ ଜାଣିପାରିବେ god bless you

    • @jeetendroid6663
      @jeetendroid6663 Рік тому

      Jemiti amaku janma jie kare se amara maa... Au jadi jie pali posiki bada kala sie bhi amara maa..... Ta seibhalia... Amaku gai bhi sabu jagare pali posiki bada karei thae..... Gai bina manisha adhura bahut sara scientific reasons bhi achhi ye regarding..... Seithi pain gai ku ame mata sadrushya boli kahichu sanatan dharma re.....
      Au jadi bible bisayare kahibi tebe suna "bible ama sanatan dharma ra chhua au baap baap hota he beta beta hota he....."

  • @bapunpradhan9763
    @bapunpradhan9763 Рік тому +1

    Mansahara papa😊

  • @niashasahoo2562
    @niashasahoo2562 Рік тому +4

    ମାନବ ଧର୍ମ ପାଳନ କରନ୍ତୁ, ଜୀବେ ଦୟା କରନ୍ତୁ । 🙏🙏🙏

    • @jagathmali4548
      @jagathmali4548 Рік тому

      Right

    • @NarendraSingh-hj8su
      @NarendraSingh-hj8su Рік тому

      ଜୀବେ ତ ଆପଣ ମାନେ ଦୟାକରନ୍ତି
      ହେଲେ ମଣିଷକୁ କଣ ପାଇଁ ଦାୟା କରୁନାହାନ୍ତି
      ହିନ୍ଦୁ ଧର୍ମ ରେ କଣ ପାଇଁ ହଣା କୋଟା ହଉଛି ଟିକେ କହିବେ

  • @googleplaystore9428
    @googleplaystore9428 Рік тому

    Hnn mote bhala lagila

  • @somanathkhara8368
    @somanathkhara8368 Рік тому +2

    ମାଗ୍ୟା ଶଳା ମଣିଷ ସମାଜକୁ ମୁଁ ଫସନ୍ଦ କରେ ନାହିଁ ଏଇଥିପାଇଁ କି ପ୍ରାଣି ହତ୍ଯାକାରୀ ମଣିଷ ସମାଜ, ସେଇଥିପାଇଁ।

  • @gayatrisahoo6584
    @gayatrisahoo6584 Рік тому

    Ekdam thik

  • @DhanumarpachiH-qu7tk
    @DhanumarpachiH-qu7tk Рік тому +2

    I like your chanal sir thanks

  • @chunuramhansdah2525
    @chunuramhansdah2525 Рік тому +1

    Rogagrota monisomane mangso khanti nahi gorudo konsakahari thila

  • @exdgamer6263
    @exdgamer6263 Рік тому

    Jay sri sachidananda bhai

  • @budhuramtechnical1671
    @budhuramtechnical1671 Рік тому

    💯%

  • @BivashBhoi-kf6lq
    @BivashBhoi-kf6lq Рік тому

    😅😅

  • @gayatrisahoo6584
    @gayatrisahoo6584 Рік тому

    So nice

  • @saisubhranshpradhan7499
    @saisubhranshpradhan7499 Рік тому

    𝓣𝓱𝓪𝓷𝓴𝓼 𝓰𝓸𝓭

  • @damodarreddy8172
    @damodarreddy8172 Рік тому +1

    Sakahari khadya best kadya

  • @bhabani7941
    @bhabani7941 Рік тому +1

    ẞanatñ dharma útàma dharm

  • @SNG125
    @SNG125 Рік тому

    ThakurLioncreaterwhatyoucando

  • @SNG125
    @SNG125 Рік тому

    masyadesamodissapandamanefishintakeTheyknow