ବରଗଡ଼ ଜମୁର୍ଡାର ରାମବାଇ ଟୁକେଲ ପାୱାରର ଗୁଟେ ବଡ ଉଦାହରଣ

Поділитися
Вставка
  • Опубліковано 14 жов 2024
  • ନିଜର ଲାଗି ନିଜକୁ ଲଢବାର ଲାଗି ପଡିଥିସି । ଜୀବନ୍‌ନେ ଯେତକି ସଂଘର୍ଷ ଆସୁ କି ଯାହା ବି ହେଉ ଲଢିକରି ଆଗକେ ଯିବାକେ ପଡିଥିସି ଆରୁ ଇଟା ହିଁ ଜୀବନ୍ ଆଏ । ଆଉ ଇ କଥାକେ ପ୍ରମାଣିତ୍ କରିକିନା ଦେଖେଇପାରିଛନ୍ ବରଗଡ଼ ଜିଲ୍ଲା ଜମୁର୍ଡାର ରାମବାଇ ଦାସ । ଯେ କି ଏକଲା ଖଟିକରି କମଉଛନ୍ ଆର୍ ନିଜର ମାଁ ଆରୁ ଟୁକେଲକୁଁ ସମ୍ଭଲେଇଛନ୍ । ସେ ଜନେ ସଫଲ ଚାଷୀ ଭିଲ୍ ହେଇପାରିଛନ୍ ଆରୁ ଜୀବନ୍ ଯାତ୍ରାନେ ଆଗକେ ବଢିପାରିଛନ୍ । ରକମ ରକମର ପରିବା ଚାଷ କରିକିନା ତାହାକେ ବଜାରେ ବିକ୍ରିବଟା କରିକିନା କୁଟୁମ୍ ଚଲଉଛନ୍ । ହେଲେ ଇ ସବୁ ତାକଁର ଲାଗି ସହଜ୍ ନାଇଁଥାଇ, ଦିନେ ସେ ଆତ୍ମହତ୍ୟା କରବାର ଲାଗି ଭିଲ୍ ଚିନ୍ତା କରିଥିଲେ । ହେଲେ ଇ ସବୁନୁ ବାହାରିକରି ଆଏଜ୍ ନିଜର ଲାଗି ଲଢବାର ଶିଖିଛନ୍ । ଇହାଦେ ନିଜେ କମେଇକରି ତାକଁର ଟୁକେଲକେ ପାଠ ପଢେଇକରି ନିଜର ସପନ୍ ତାର ପାଶେ ପୂରା କରବାର ଚେଷ୍ଟା କରୁଛନ୍ । ରାମବାଇକଁର ଜୀବନ୍ ସଂଘର୍ଷ ଆରୁ ସଫଲତାର କାହାନୀ ଜାନମା ତାକଁର ମୁହୁଁ ପହରାର ଇ ଭିଡିଓନେ ।
    About Us!
    ପହରା, ଆମର ସମିଆ ଆର ସମାଜର ଦର୍ପନ।
    ଆମର ତିହାର ବାହାରର ଉସନାଖି,
    ଆମରଘର,ପରିବାର ଆର ସମ୍ପର୍କର ଗହକି।
    ପହରା, ଆମର ଉଷତ ଆନନ୍ଦର କଥାନି।
    ଆମର ଭାଷାଥି, ଆମକୁ କହେବେ ଆମର ନନୀ।
    ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
    ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।
    ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
    ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
    ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
    ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
    ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।
    Subscriber If you are watching this video on UA-cam, Like our page if you are on Facebook and Stay Connected with Awesome Sambalpuri Videos!
    Contact Us:- paharaa24x7@gmail.com If you finds your content in our videos!
    Thanks & Regards
    www.Paharaa.com
    #ସମାଜ #ସଂସ୍କୃତି #ସମାଚାର

КОМЕНТАРІ • 104