ସାତ ଜଣ ପାଇଁ ସଂସାର ତିଷ୍ଠି ରହିଛି |GAYAKA:-ପୀୟୂଷ ଶ୍ରୀଯୁକ୍ତ ବିଶ୍ୱନାଥ ସ୍ୱାଇଁ |ODIA PALA|ଓଡ଼ିଆ ପାଲା 🙏

Поділитися
Вставка
  • Опубліковано 14 жов 2024
  • #pala
    #ବିଶ୍ୱନାଥସ୍ୱାଇଁ
    #badipala
    #badipalamancha
    #badipala
    #amaodishanataka

КОМЕНТАРІ • 50

  • @ok-eh3yh
    @ok-eh3yh 9 місяців тому +1

    No one 😚🙏🙌Jaya Jagannath

  • @ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା

    ବଢିଆ ଗାୟକ ପ୍ରଣାମ 🙏🙏

  • @singwithharipriyapadhi6827
    @singwithharipriyapadhi6827 Рік тому +7

    ଗାୟକ ଭାଇ ବହୁତ ଭଲ ସଂସାରକୁ ଶିକ୍ଷାଦେଲା ଭଳି ବିଷୟଟିଏ 🙏🙏👌

  • @saishreemusic5748
    @saishreemusic5748 8 місяців тому +1

    ସୁନ୍ଦର ଅତ୍ୟନ୍ତ ସୁନ୍ଦର ଜୟ ଜଗନ୍ନାଥ

  • @KeshabDas-vt8xf
    @KeshabDas-vt8xf 2 місяці тому +1

    ଆପଣଙ୍କ ଉପସ୍ଥାପନା ଅତି ସୁନ୍ଦର ଓ ଉଚ୍ଚକୋଟୀର

  • @badrinarayansahoo7744
    @badrinarayansahoo7744 Рік тому +2

    ସୁନ୍ଦର ଆଲୋଚନା

  • @dibakarapradhan6419
    @dibakarapradhan6419 7 місяців тому +1

    🙏🙏🙏🙏🙏🙏Jay jagannath

  • @PrabhakarPradhan-r5k
    @PrabhakarPradhan-r5k 7 місяців тому +2

    Sundar sikhya sir

  • @sadanandapanigrahi4849
    @sadanandapanigrahi4849 Рік тому +1

    ବଢିଆ ବଢିଆ
    ଜୟ ଜଗନ୍ନାଥ

  • @krushnasahoo7401
    @krushnasahoo7401 Рік тому +5

    ପାଲା ଓଡ଼ିଶାର ଏକ ଗଣ ଶିକ୍ଷା
    ଗାୟକ ମହାଶୟଙ୍କ ଆଲୋଚନା ଅତ୍ୟନ୍ତ ହୃଦୟ ସ୍ପର୍ଶି
    ଜୟ ଜଗନ୍ନାଥ
    Krishna Chandra Sahoo
    Jharada Sadangi DKL

  • @NrusinghaCharanRatha
    @NrusinghaCharanRatha Рік тому +7

    ବହୁତ ଶିକ୍ଷଣୀୟ କଥା ପରିବେଷଣ କରି ସମାଜକୁ ବହୁତ ଦିଗ୍ଦର୍ଶନ ଦେଉଛନ୍ତି । ମହାଶୟ ଜଣେ ବଢ଼ିଆ ଗଣଶିକ୍ଷକ। ଜୟ ଜଗନ୍ନାଥ ।

  • @bhagabananaik6915
    @bhagabananaik6915 11 місяців тому

    Good education for society. Jay Baba Satyanarayan Swami sundar paribeshan

  • @sakuntalabhanja3927
    @sakuntalabhanja3927 11 місяців тому +2

    ❤very nice👏

  • @prakashpaikaray9051
    @prakashpaikaray9051 Рік тому +32

    ପାଲା ଓଡ଼ିଶାର ସଂସ୍କୃତିକୁ ବଞ୍ଚାଇବା ସହିତ ସମାଜକୁ ସଠିକ୍ ମାର୍ଗ ଦର୍ଶକ ଭାବେ ଏକ ପ୍ରମୁଖ କଳା l ଯାହାକୁ ଗାୟକ ଓ ଗାୟିକା ମାନେ ବିଭିନ୍ନ ପୁରାଣ ପାଠ କରି ସମାଜକୁ ଉଚିତ୍ ମାର୍ଗ ଦେଖାଇଥାଆନ୍ତି l ଗାୟକ ମାହୋଦୟଙ୍କୁ ଯେତେ ପ୍ରଶଂସା କଲେ କମ୍ ହେବ l ପାଲା ଅନୁଷ୍ଠାନ ମହୁଲ l

    • @RoopchandraSahu
      @RoopchandraSahu Місяць тому

      000000000000000000000000000000⁰0000000000000❤😊😊😊

  • @duduscreation8587
    @duduscreation8587 Рік тому +5

    ଗୟାକମହାଶୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସହିତ ମୁଣ୍ଡ ଲୋଟା ପ୍ରଣାମ 🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿

  • @sadanandapanigrahi4849
    @sadanandapanigrahi4849 Рік тому

    ପାଲା କୁ ବଞ୍ଚାଇବା ପାଇଁ ଧନ୍ୟବାଦ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ

  • @asitrout7659
    @asitrout7659 Рік тому +1

    🙏🙏🌹ପ୍ରଣାମ. ଜୟଜଗନ୍ନାଥ

  • @antaryamirout304
    @antaryamirout304 Рік тому +2

    Dhanyayukta. kathasamrat.

  • @SomanathaMahapatra-p4o
    @SomanathaMahapatra-p4o Рік тому

    ବିନାଶ କାଳେ ବିପରୀତ ବୁଦ୍ଧି। ବହୁତ ନୀତି ଶିକ୍ଷା ଅଛି ପାଲା ରେ। ଜଗନ୍ନାଥ ମଙ୍ଗଳ କରନ୍ତୁ ଅପଙ୍କର

  • @GopinathaJujharsingh
    @GopinathaJujharsingh 5 місяців тому

    ATI Sundar upadesa

  • @biprabarabehera8315
    @biprabarabehera8315 Рік тому

    Ati sundar kata sar

  • @urmilamohapatra6323
    @urmilamohapatra6323 11 місяців тому

    Sir Gyanra vandar

  • @prafulamahalik8348
    @prafulamahalik8348 Рік тому

    Nice Pala I 👌👌

  • @chakradhar369
    @chakradhar369 Рік тому

    ଜୟ ଜଗନ୍ନାଥ

  • @bishnucharanbehera7430
    @bishnucharanbehera7430 Рік тому

    👏👏👏👏👏👏👏👏

  • @umakantabehera1370
    @umakantabehera1370 Рік тому

    Bahut sunder

  • @dibyaprasaddas1351
    @dibyaprasaddas1351 Рік тому

    No1 pala

  • @dhaneswarbehera5669
    @dhaneswarbehera5669 Рік тому

    Nice pala

  • @NebulousDamsel-ny6hf
    @NebulousDamsel-ny6hf Рік тому

    Sundar Sikh ya sir

  • @bpradhan3603
    @bpradhan3603 Рік тому +1

    🙏🙏🙏

  • @laxmanbarik6735
    @laxmanbarik6735 11 місяців тому

    Nice

  • @dolagobindasethy8496
    @dolagobindasethy8496 Рік тому +1

    ଭୁଲ୍ କଥା ବ୍ରାହ୍ମଣ କିଏ କୁହନ୍ତୁ କହାକୁ ସମ୍ମାନ ଜଣାଇ ଡାକିବୁ ବ୍ରାହ୍ମଣ ପାଇଁ ସମାଜ ଓ ସଂସାର ନଷ୍ଟ ହୋଇଛି ସେଗୁଡା ଙ୍କୁ ଡାକି ଅପରାଧ ଅଶାନ୍ତି ଘରକୁ ଆଣିବ କାହିଁକି ଯାହା ପାଇଁ ସମାଜ ଭାଗ ଭାଗ ହୋଇଛି ଘୃଣ୍ୟ ସବୁଠୁ ବ୍ରାହ୍ମଣ

    • @saratchandrananda6155
      @saratchandrananda6155 6 місяців тому

      ସେଠୀ ମହୋଦୟ,ବଶିଷ୍ଠ ବ୍ରାହ୍ମଣଙ୍କ ଔରସରୁ ଏବଂ ତାଙ୍କ ଶୁଦ୍ର ଧର୍ମପତ୍ନୀ ଅରୁନ୍ଧତୀଙ୍କ ଗର୍ଭରୁ 5 ଜଣ ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଥିଲେ।ସେମାନଙ୍କ ମଧ୍ୟରୁ 2 ଜଣ ବ୍ରାହ୍ମଣ ଏବଂ 3 ଜଣ ଶୁଦ୍ର ବୋଲାଇଲେ ।ଏହାର କାରଣ ଖୋଜି ପାରିଲେ ଆପଣ ଏ ପ୍ରକାର ମନ୍ତବ୍ୟ ଆଉ ଜମାରୁ ଦେବେନି।ଭଗବାନ ଆପଣଙ୍କୁ ସଦ୍ବୁଦ୍ଧି ପ୍ରଦାନ କରନ୍ତୁ ।

    • @dolagobindasethy8496
      @dolagobindasethy8496 6 місяців тому

      @@saratchandrananda6155 ନନ୍ଦ ମହାତ୍ମା ପ୍ରଣାମ ସ୍ବୀକାର କରିବେ ମୁଁ ଆପଣଙ୍କୁ ଅତି ବିନମ୍ର ତା ର ସହ ଅନୁରୋଧ ଆଲୋଚନା କଲେ ଅନେକ ତତ୍ତ୍ଵ ବାହାରିବ ଆପଣଙ୍କୁ ସମାଜ ଉଚ୍ଚ ଆସନ ରେ ଅଳଙ୍କୃତ କରେଇ ସାରିଛି ଆପଣ ଟିକେ ତଳକୁ ଆସି ବିଚାର କରନ୍ତୁ ମାନବ ସମାଜର ଯାହା ସାମାଜିକ ଅଧିକାର ରୁ ବଞ୍ଚିତ ଆମେ କିଭଳି ଦୁର୍ଦ୍ଦଶା ମଧ୍ୟରେ ଅଛୁ କାହିଁକି ଆପଣ ମାନଂକ ମାନସିକ ରୋଗ କୁ ସମସ୍ତେ ଭୋଗିବେ ବହୁ କଥା ଅଛି ଯଦି ଆପଣ ହେ ଦିବ୍ୟତ୍ମା ଫୋନ number ଦିଅନ୍ତି କଥା ହେବା ପାଇଁ ବହୁ ଇଚ୍ଛା ଆପଣଂକ ଇଚ୍ଛା ଆଉ ବିଚାର କୁ ଜୋର୍ ଜବରଦସ୍ତ ଲଦି ଦେଉଛନ୍ତି ଆମକୁ ସବୁଅଧିକର ବଞ୍ଚିତ କରି ରଖି ଛନ୍ତି

    • @saratchandrananda6155
      @saratchandrananda6155 5 місяців тому

      ସେଠୀ ମହୋଦୟ,ଦୟାକରି ଜଣାଇବେ କି ବ୍ରାହ୍ମଣଙ୍କ ପାଇଁ ଆପଣଙ୍କର ଏ ଅସୁୟା ଭାବ କାହିଁକି ? ବ୍ରାହ୍ମଣ ଆପଣଙ୍କ ମତରେ କିପରି ଘୃଣ୍ୟ ?

    • @dolagobindasethy8496
      @dolagobindasethy8496 5 місяців тому

      @@saratchandrananda6155 ହେ ପୁଣ୍ୟାତ୍ମା ପୂଜ୍ୟ ଶୁଭ ପ୍ରଭାତ ର ଆଦ୍ୟ ପ୍ରଣାମ ସ୍ବୀକାର କରିବେ ହିନ୍ଦୁ ଧର୍ମ ରେ ଅ ସମାନତା ଘୃଣ୍ୟ ଜାତି ପ୍ରଥା ଦ୍ଵାରା ସୋଷିତ ନିଷ୍ପେସିତ ନିର୍ଯ୍ୟାତିତ ଅପମାନିତ ଅତି ଘୃଣ୍ୟ ଆମେ ହିନ୍ଦୁ ହେଇକି ମଧ୍ୟ ହିନ୍ଦୁ ରେ ଗଣା ନୁହେଁ ବ୍ରାହ୍ମଣ ସମସ୍ତ ପାଟକ ରେ ରାଜା ରାଜା ଆଖି ସମସ୍ତେ ସମାନ ହେବା କଥା ଏ ଘୃଣ୍ୟ ପ୍ରଥା ଟି ଆପଣ ଙ୍କ ଦ୍ଵାରା ସମାଜ ତିଆରି ହୋଇଛି ଏହାକୁ ଉଠେଇ ମୋ ମତରେ ସମସ୍ତ ଙ୍କୁ ଆପଣ ଗୋଟେ ଦୃଷ୍ଟି ରେ ଦେଖିଲେ ଶାନ୍ତି ଫେରିବ

  • @dibyaprasaddas1351
    @dibyaprasaddas1351 Рік тому

    ❤❤❤

  • @SomanathaMahapatra-p4o
    @SomanathaMahapatra-p4o Рік тому

    llent

  • @GadadharMohapatra-wo3pp
    @GadadharMohapatra-wo3pp Рік тому

    Very nice

  • @duduscreation8587
    @duduscreation8587 Рік тому

    ପାଲା ସଂସ୍କୃତି ନିହାତି ବଂଚିବା ଉଚିତ କାରଣ ଧର୍ମବଂଚିବ ସମାଜ ଶିକ୍ଷା ମଧ୍ୟ ମିଳିବ

  • @somyasahu9223
    @somyasahu9223 11 днів тому

    Sir ,apanka dibya bachana samaja re sakaratma prabhaba padiba ,emiti niti sikhya deithantu,bhagabanka pakhare prathana karuchi

  • @rameshkhatua2925
    @rameshkhatua2925 Рік тому

    Good
    Good

  • @subashnayak3642
    @subashnayak3642 Рік тому

    Bhal

  • @artlover_Rashmi
    @artlover_Rashmi 6 місяців тому

    Jie
    Brahmananku
    Nindakarucha
    Tumatharu
    Chotaloka
    Kehi
    Nahanti

  • @prafulamahalik8348
    @prafulamahalik8348 Рік тому

    Phol video uploaded Kara

  • @amulyaswain6009
    @amulyaswain6009 Рік тому

    ଗାଈ ର.........
    1 ପିଠିକୁ ଛୁଇଁଲେ....... Blood pressure କମେ
    2 ଗାଈ ଘରେ ଚାଲିଲେ...... ଘରେ ଦେବତା ମାନେ ରୁହନ୍ତି
    3 ଗାଈ ଗୋବର ଘରେ ଲିପିଲେ..... Harmful radiation ରୁ ରକ୍ଷ୍ୟା ମିଳେ
    4 ଯାତ୍ରା ସମୟରେ ଗାଈ ଚାହିଁଲେ....... ଯାତ୍ରା ଶୁଭ ହୁଏ
    5 ଗାଈ ରହିଲେ........ ମନ ରେ positive vibration ହୁଏ
    ଛୋଟିଆ ବୁଦ୍ଧି ରେ ଏତିକି ଜାଣିଛି........ ଆଉ କେତେଯେ ସୁଫଳ ମିଳେ ଭାଷା ରେ କହି ହୁଏନି.....

  • @sanatanmohapatra2148
    @sanatanmohapatra2148 6 місяців тому

    Jᴀʏ sʜʀᴇᴇ ʙʀᴜɴᴅᴀʙᴀɴ ᴋʀɪsʜɴᴀ

  • @Exman24
    @Exman24 Рік тому

    Gayak mahasayanka Contact number please mention karibe k