Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
Naveen ଏମିତି କରିଦେଇଛି ଲୋକ ଙ୍କୁ ଜେ... ମାଗଣା ମିଳିଲେ ପିଚୁ ଗିଲିଦେବେ 😂😂😂
ଚୋରେଇବାରେ ଆମ ଲୋକମାନେ ଏକ ନମ୍ବର...କେଉଁଠି ଶୁଖୁଆ ଗାଡି ଓଲଟୁ..କି କେଉଁଠି ମଦ ଗାଡି ଓଲଟୁ.. କି ଆଳୁ ଗାଡି ଓଲଟୁ..କି ବ୍ରୟେଲର ଗାଡି ଓଲଟୁ.. ଆମ ଲୋକମାନେ ବୋହି ନେବାରେ ଲେସମାତ୍ର ଅବହେଳା କରନ୍ତି ନାହିଁ😂😂😂😂
😂😂👌👌💯
😂😂😂👌👌👌👍
dukh ra katha
😅😅😅😅😅
ତୋତେ ମିଳିଲେ ଛାଡ଼ି ଦେବୁ
ଵହୁତ ଭଲ ,🎉🎉🎉ଟଙ୍କା ଆସିଥିଲେ ଭଲ ହେଇଥାନ୍ତା😂😂
ମାଗଣା ମିଳିଗଲେ ରାଳ ପିଚୁ କିରୋସିନି ସବୁ ଗିଳି ଦେବେ 😂 ଆମ ଲୋକ ନେବା ରେ ମାହିର
ସେଇଟା ମୋ କଣ୍ଟେନର
କାହାର ଜିନିଷ ପତ୍ର ଏମିତି ବୋହି ନେବା ଠିକ ନୁହ।ଟିକେ ମଣିଷ ପଣିଆ ରଖରେ। ତୁମ ର ଯଦି କେଉଁଠି ଟଙ୍କା ପଡି ଯାଉଚି କିମ୍ବା ହଜି ଯାଉଚି ତୁମକୁ ସେ ସମୟ ରେ କେମିତି ଲାଗୁ ଥିବ କହିଲ। ଯଦି ବା ତୁମେ ମାନେ ଦେଖିଲ କେମିତି କଣ କରି ସେ ଲୋକ କୁ ଅପେକ୍ଷା କରିଥାନ୍ତ। ଯଦି ସେ ଲୋକ ନ ଆସି ଥାନ୍ତା ତୁମେ ମାନେ ମିଳି ମିଶି ବାଣ୍ଟି ନେଇ ଥାନ୍ତ। ଛି ଛି ଛି ଏ ଭଳି କାମ କରି ଥିବାରୁ 😡😡😡
👍👍💯
Samudra panire sabu bhasi jaithanta. Emitire bi company aasi neiparibathanta se jagaru. Aasu assu sabu bhasi jaithanta and nasta heijaithanta. Lokamane neigale bhala kale
@@Positive_Videos_calm ଭାଇ କଣ୍ଟେନର କୁ କୁଳ କୁ ନେ଼ଇ ଅପେକ୍ଷା କରୀ ନାହାନ୍ତି ନା। ମଣିଷ ର ମାନ ବିକତା କଣ ରହିଲା ଏଥି। ତୁମ ସହ ଯଦି ଏମିତି ହେଇଥାନ୍ତା ତୁମେ କଣ କହିଥାନ୍ତ।
Saree achi mane container ti nihaati bharat kimba bangladesh ra..
କୁବେର କୃପା ହେଲାରେ ଓଡିଶାକୁ 😅😅
😂😂
ବାଙ୍ଗଲାଦେଶୀ ଜିନିଷ,। ବିଷାକ୍ତ ଖାଦ୍ୟ ପଦାର୍ଥ ହୋଇପାରେ, ଲୋଭରେ ଖାଇ ଦେଲେ ମରି ଯାଇ ପାର।
😂
😂😂😂😂😂
ଦୁବାଇରେ ବନ୍ୟା ହେଇ ଥିଲା ସେତେବେଳେ ଭାସି ଆସିଚି
Kendrapada ku pandu bhai daiche
Wow ❤❤❤❤
Aree Russian ochhonti ki nhi container re...Au jodi samundra re Container bhasi gole ba budi gole jahaj, containers sabu jononkoro hobo...jiye paiba siye nebo....
Brand?
ଆମ ଅଡିଶା ସରକାର କଣ ମାଗଣା ପାଇଁ ଯୋଜନା କରନ୍ତୁ ଆଉ ଦୃନୀତି କରନ୍ତୁ
Eita sei 2tonkia rice ro power😂😂😂
ଭାଇ ଦେଖିକି ଏ ନଦୀରେ ବହୁତ କୁମ୍ଭୀର ଅଛି.......
Nahele khadya nau nau khumbhira khadya heijiba
ଲୁଟି ନେଲେ ବୋଲି ଲେଖିଛି, ହେଲେ ସେଠି କହି ପାରୁନି😮ମାଡ଼ କୁ ମହାଦେବ ଡରନ୍ତି (prooved)
❤😮
Enjoy......🧘🚩
ଆମ ଘର ବି ସମୁଦ୍ର କୂଳରେ ହେଇଥିଲେ ଭଲ ହେଇଥାନ୍ତା😅😅
ଭାଇରସ ଚିନି ଭାଇରାସ ପ୍ଲେଅର
Kontenora ru gensh kadidamana correct koreba
Free jinsa choreiba ama loka nka dharma 😅😅😅😅😅
Panire Budila nahi kemiti
🎉
Mast zabardast tapatap tapatap tapatap tapatap tapatap news है 😂😂😂😂😂
ଏ ଲୋକମାନେ ହେଉଛନ୍ତି‐ଯା‐ପା‐ଖୋ ମାନେ......ଯାଆପାଇବେଖୋଳ କରିବେ...😅
Hmm odisha lokanku magana khaiba abhyas
Ama gaon re lagichhi hele ame kichhi aninu
😊😊😊😊
Mane Padijauchhi Madahandikatha
ଓଡ଼ିଶାର ସରକାର ଏବଂ ସରକାରୀ କଳ ଶୋଇ ପଡିଛି ବୋଧହୁଏ. ନ ହେଲେ ଏମିତି ଅନୈତିକତାର କାମ ହୁଅନ୍ତା ନାହିଁ. ବାଃ ବାଃ ରେବଜେପି ସରକାର ଏହା ଦେଶବାସୀଙ୍କୁ ଶିଖାଉଛ. ଧନ୍ୟ ସେ ମୁଖ୍ୟ ମନ୍ତ୍ରୀ ଏବଂ ତାଙ୍କର ମନ୍ତ୍ରୀ ମଣ୍ଡଳର ମନ୍ତ୍ରୀ ମାନଙ୍କୁ. ଲଜ୍ଜାରେ ପୋତି ହୋଇ ଯାଉଛି ମୁଣ୍ଡ.
O Bhai ete rill dekhuchaship ra vlog dekha Jani pariba j .Loka Mane neigale kichi bhul Kari nahanti. Eita NH nuhene..
Lobha papara karana .khaiba kimba pindhiba purbaru tike bhalase parikhya Kari byabahara karantu.
ଆରେ china ରୁ ଆସିଛି ରେ,, ଜମା use କରନି ରେ, virus ଆସିଛି ସେଥିରେ 🙏🙏
Thik Hai samjh gaya😢
Kalinga tv spot pakharu reporting kariparuni ki?
"Madohandi kotha" mone podila😂😂😂😂
Andaman ki cargi ship dub gaya hai
😂😂😂😂😂😂maganaaa
ଶଳା ସବୁ ଛତରଖିଆ
😅😅😅😅
Free ka maal😂😂
Bala Kalinga tv auu bjp bala mala mal
Kurkura😅
😅
ମାହାଳିଆ 😂
Magana.bisa.milile.bi.neta.thu.janta.gilibaku.pachheibeni
ତମେ ଯେତେ ସବୁ ମିଡ଼ିଆ ବାଲା ଏଇ କଥା repeated କରୁଚ ନା ଯୋଉ ଲୋକମାନେ ସେ ତେଲ, ଚପଲ, ଶାଢ଼ୀ, ବ୍ୟାଗ୍, ଖାଦ୍ୟ କୁ ଖାଇଥିବ ତା ପେଟରୁ ବାହାରି ପଡ଼ିବ... ଚପଲ ଛିଣ୍ଡି ଯିବ.. ଶାଢୀ ମୂଷା କାଟି ଦେବ ବ୍ୟାଗ୍ ରେ ଉଇ ଲାଗିଯିବ 🙄🙄🙄
²
Samudra re jeu contener jaha ku mile seita sei lokarara Tara Malika ra auu adhikara nathae. So prasasana kana pain Munda kheliba.
Naveen ଏମିତି କରିଦେଇଛି ଲୋକ ଙ୍କୁ ଜେ... ମାଗଣା ମିଳିଲେ ପିଚୁ ଗିଲିଦେବେ 😂😂😂
ଚୋରେଇବାରେ ଆମ ଲୋକମାନେ ଏକ ନମ୍ବର...କେଉଁଠି ଶୁଖୁଆ ଗାଡି ଓଲଟୁ..କି କେଉଁଠି ମଦ ଗାଡି ଓଲଟୁ.. କି ଆଳୁ ଗାଡି ଓଲଟୁ..କି ବ୍ରୟେଲର ଗାଡି ଓଲଟୁ.. ଆମ ଲୋକମାନେ ବୋହି ନେବାରେ ଲେସମାତ୍ର ଅବହେଳା କରନ୍ତି ନାହିଁ😂😂😂😂
😂😂👌👌💯
😂😂😂👌👌👌👍
dukh ra katha
😅😅😅😅😅
ତୋତେ ମିଳିଲେ ଛାଡ଼ି ଦେବୁ
ଵହୁତ ଭଲ ,🎉🎉🎉ଟଙ୍କା ଆସିଥିଲେ ଭଲ ହେଇଥାନ୍ତା😂😂
ମାଗଣା ମିଳିଗଲେ ରାଳ ପିଚୁ କିରୋସିନି ସବୁ ଗିଳି ଦେବେ 😂 ଆମ ଲୋକ ନେବା ରେ ମାହିର
ସେଇଟା ମୋ କଣ୍ଟେନର
କାହାର ଜିନିଷ ପତ୍ର ଏମିତି ବୋହି ନେବା ଠିକ ନୁହ।
ଟିକେ ମଣିଷ ପଣିଆ ରଖରେ। ତୁମ ର ଯଦି କେଉଁଠି ଟଙ୍କା ପଡି ଯାଉଚି କିମ୍ବା ହଜି ଯାଉଚି ତୁମକୁ ସେ ସମୟ ରେ କେମିତି ଲାଗୁ ଥିବ କହିଲ। ଯଦି ବା ତୁମେ ମାନେ ଦେଖିଲ କେମିତି କଣ କରି ସେ ଲୋକ କୁ ଅପେକ୍ଷା କରିଥାନ୍ତ। ଯଦି ସେ ଲୋକ ନ ଆସି ଥାନ୍ତା ତୁମେ ମାନେ ମିଳି ମିଶି ବାଣ୍ଟି ନେଇ ଥାନ୍ତ। ଛି ଛି ଛି ଏ ଭଳି କାମ କରି ଥିବାରୁ 😡😡😡
👍👍💯
Samudra panire sabu bhasi jaithanta. Emitire bi company aasi neiparibathanta se jagaru. Aasu assu sabu bhasi jaithanta and nasta heijaithanta. Lokamane neigale bhala kale
@@Positive_Videos_calm ଭାଇ କଣ୍ଟେନର କୁ କୁଳ କୁ ନେ଼ଇ ଅପେକ୍ଷା କରୀ ନାହାନ୍ତି ନା। ମଣିଷ ର ମାନ ବିକତା କଣ ରହିଲା ଏଥି। ତୁମ ସହ ଯଦି ଏମିତି ହେଇଥାନ୍ତା ତୁମେ କଣ କହିଥାନ୍ତ।
Saree achi mane container ti nihaati bharat kimba bangladesh ra..
କୁବେର କୃପା ହେଲାରେ ଓଡିଶାକୁ 😅😅
😂😂
ବାଙ୍ଗଲାଦେଶୀ ଜିନିଷ,। ବିଷାକ୍ତ ଖାଦ୍ୟ ପଦାର୍ଥ ହୋଇପାରେ, ଲୋଭରେ ଖାଇ ଦେଲେ ମରି ଯାଇ ପାର।
😂
😂😂😂😂😂
ଦୁବାଇରେ ବନ୍ୟା ହେଇ ଥିଲା ସେତେବେଳେ ଭାସି ଆସିଚି
Kendrapada ku pandu bhai daiche
Wow ❤❤❤❤
Aree Russian ochhonti ki nhi container re...
Au jodi samundra re Container bhasi gole ba budi gole jahaj, containers sabu jononkoro hobo...jiye paiba siye nebo....
Brand?
ଆମ ଅଡିଶା ସରକାର କଣ ମାଗଣା ପାଇଁ ଯୋଜନା କରନ୍ତୁ ଆଉ ଦୃନୀତି କରନ୍ତୁ
Eita sei 2tonkia rice ro power😂😂😂
ଭାଇ ଦେଖିକି ଏ ନଦୀରେ ବହୁତ କୁମ୍ଭୀର ଅଛି.......
Nahele khadya nau nau khumbhira khadya heijiba
ଲୁଟି ନେଲେ ବୋଲି ଲେଖିଛି, ହେଲେ ସେଠି କହି ପାରୁନି😮
ମାଡ଼ କୁ ମହାଦେବ ଡରନ୍ତି (prooved)
❤😮
Enjoy......🧘🚩
ଆମ ଘର ବି ସମୁଦ୍ର କୂଳରେ ହେଇଥିଲେ ଭଲ ହେଇଥାନ୍ତା😅😅
ଭାଇରସ ଚିନି ଭାଇରାସ ପ୍ଲେଅର
Kontenora ru gensh kadidamana correct koreba
Free jinsa choreiba ama loka nka dharma 😅😅😅😅😅
Panire Budila nahi kemiti
🎉
Mast zabardast tapatap tapatap tapatap tapatap tapatap news है 😂😂😂😂😂
ଏ ଲୋକମାନେ ହେଉଛନ୍ତି‐ଯା‐ପା‐ଖୋ ମାନେ......
ଯାଆ
ପାଇବେ
ଖୋଳ କରିବେ...😅
Hmm odisha lokanku magana khaiba abhyas
Ama gaon re lagichhi hele ame kichhi aninu
😊😊😊😊
Mane Padijauchhi Madahandikatha
ଓଡ଼ିଶାର ସରକାର ଏବଂ ସରକାରୀ କଳ ଶୋଇ ପଡିଛି ବୋଧହୁଏ. ନ ହେଲେ ଏମିତି ଅନୈତିକତାର କାମ ହୁଅନ୍ତା ନାହିଁ. ବାଃ ବାଃ ରେବଜେପି ସରକାର ଏହା ଦେଶବାସୀଙ୍କୁ ଶିଖାଉଛ. ଧନ୍ୟ ସେ ମୁଖ୍ୟ ମନ୍ତ୍ରୀ ଏବଂ ତାଙ୍କର ମନ୍ତ୍ରୀ ମଣ୍ଡଳର ମନ୍ତ୍ରୀ ମାନଙ୍କୁ. ଲଜ୍ଜାରେ ପୋତି ହୋଇ ଯାଉଛି ମୁଣ୍ଡ.
O Bhai ete rill dekhuchaship ra vlog dekha Jani pariba j .
Loka Mane neigale kichi bhul Kari nahanti. Eita NH nuhene..