BJD Cannot Form Govt In 21 Seats, Then Why To Fight For It?: UP CM Yogi Adityanath

Поділитися
Вставка
  • Опубліковано 20 вер 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #Odisha

КОМЕНТАРІ • 30

  • @Krishnaaaa0007
    @Krishnaaaa0007 4 місяці тому +7

    ଗୋ ହତ୍ୟା ବନ୍ଦ କରିପାରିଲା ନାହିଁ ଉତ୍ତରପ୍ରଦେଶ ରେ

  • @PulakitDhal
    @PulakitDhal 4 місяці тому +3

    ଏସବୁ ପ୍ରଶ୍ନ ପଚାରିଲେ ଲାଙ୍ଗୁଡ ଜାକି ପଳାଇବେ ବିଜେପି ନେତା ।

  • @PoojaYadav-kg8xc
    @PoojaYadav-kg8xc 4 місяці тому +3

    ଦରକାର ନାହିଁ ଅଚ୍ଛେ ଦିନ, ବହୁତ ଭଲ ଥିଲା ପୁରୁଣା ଦିନ । ଗ୍ୟାସ୍ ଦର ୧୦୦୦ ଟପିନଥିଲା, ୧୦୦ ଟଙ୍କାରେ ପେଟ୍ରୋଲ ୨ ଲିଟର ମିଳୁଥିଲା । ବିଜେପିର ଅଚ୍ଛେ ଦିନରେ ସେ ସବୁ ସ୍ୱପ୍ନ ପାଲଟିଗଲାଣି ।

  • @PulakitDhal
    @PulakitDhal 4 місяці тому +3

    ଚାଷୀଙ୍କ ପାଇଁ ଏମାନଙ୍କର ସତରେ କଣ ଏତେ ଦରଦ? ତାହା ହେଲେ ଦିଲ୍ଲୀ ରାଜରାସ୍ତାରେ ବର୍ଷାଧିକ କାଳ କାହିଁକି ଖରା ବର୍ଷାରେ ବସାଇ ହନ୍ତସନ୍ତ କଲ? କାହିଁକି ଲକ୍ଷ୍ମୀପୁର ଖେରିରେ ଚାଷୀଙ୍କ ଉପରେ ଗାଡି ଚଢାଇ ମାରିଲ?

  • @PujaKumari-xe6kc
    @PujaKumari-xe6kc 4 місяці тому +1

    ବର୍ଷକୁ ୨ କୋଟି ଚାକିରି, ଆକାଉଣ୍ଟରେ ୧୫ ଲକ୍ଷ... ଗପ କହିବ ତ ବିଜେପି ନେତାଙ୍କ ଭଳି । ଲାଜ ଟିକେ ନାହିଁ, ନିଜ ପଛରେ ମଳ ଲଗାଇ ଅନ୍ୟକୁ କହୁଛ ଗନ୍ଧାଉଛି ।

  • @DebarajMaharana-zk2ft
    @DebarajMaharana-zk2ft 4 місяці тому +3

    ବୁଲା କୁକୁର ଓଡ଼ିଶା ପଳେଇ ଆସିଛନ୍ତି

  • @PujaKumari-xe6kc
    @PujaKumari-xe6kc 4 місяці тому +1

    ଡହରାମି, ଗାଲୁଆମି, ଯାବତୀୟ ମିଛ, ଗୁଣ୍ଡାଗର୍ଦ୍ଦି, ବାହାସ୍ପୋଟିଆରେ ପିଏଚଡି ଡିଗ୍ରୀ ହାତେଇଛନ୍ତି ବିଜେପି ନେତା । ଏମାନଙ୍କ କର୍ମୀଙ୍କ ମୁହଁକୁ ସରମ ଅଛି ନା ଏମାନଙ୍କ ନେତାଙ୍କ ମୁହଁକୁ ଲାଜ ।

  • @saniray884
    @saniray884 4 місяці тому

    ଦେଶର ବଡ ବଡ ସଂସ୍ଥାର ଘରୋଇକରଣ କରି ଭିତରୁ ପୂରା ଖୋକଲା କରି ସାରିଲାଣି ଏ ବିଜେପି ଦଳ । ଏମାନଙ୍କୁ ସୁଯୋଗ ମିଳିଲେ ଦେଶକୁ ପୂରା ବିକିଦେବେ

  • @basantimohanty2630
    @basantimohanty2630 4 місяці тому +3

    aguruasunathil। abekou। lovara asucha khali vasan jay। bjd

  • @sbnk-u3x
    @sbnk-u3x 4 місяці тому +3

    Only and only BJD ଜିତିକି ଅଛି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ଜୁନ୍ ମାସ ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ

  • @PratapMangaraj-l8y
    @PratapMangaraj-l8y 4 місяці тому

    ଇଏ ବି ଜଣେ ମୂଖ୍ୟମନ୍ତ୍ରୀ ଦେଖ କିପରି ଭାବେ ଭାଷଣ ଦେଉଛନ୍ତି ଆଉ ଆମ ମୂଖ୍ୟମନ୍ତ୍ରୀଙ୍କୁ ଦେଖ ଖାଲି ବୋଲକି ବୋଲକି ଆଉ କିଛି କଥା ନାହିଁ କି ଭାଷଣ ଦେଇ ଜାଣୁନାହିଁ

  • @saniray884
    @saniray884 4 місяці тому

    ମାଗଣାରେ ସିଲିଣ୍ଡର ଦେଉଛ ବୋଲି ଭାରି ଜୋରରେ ଡିଣ୍ଡିମ ପିଟୁଥିଲ, କିନ୍ତୁ ସେହି ଖାଲି ଗ୍ୟାସ ଟାଙ୍କିରେ କିଏ କେମିତି ରୋଷେଇ କରିବ ଭାବିଛ? ଗ୍ୟାସ ଦର ଏତେ ବଢାଇ ଦେଲେଣି ଯେ, ଟାଙ୍କିରେ ଗ୍ୟାସ୍ ଭର୍ତ୍ତି ନକରି ଲୋକେ ଉପାସରେ ଶୋଉଛନ୍ତି ପରା

  • @RajaPanda-k3k
    @RajaPanda-k3k 4 місяці тому

    ବିଜେପି ହେଉଛି ଭାରତୀୟ ଜାଲିଆ ପାର୍ଟି, ଏମାନଙ୍କୁ ବିଶ୍ୱାସ କଲେ ସବୁ ନେଇଯିବେ ଲୁଟି

  • @RajaPanda-k3k
    @RajaPanda-k3k 4 місяці тому

    ସବକା ସାଥ୍‌, ସବକା ବିନାଶ ଏହା ହିଁ ବିଜେପିର ପ୍ରକୃତ ଲକ୍ଷ୍ୟ

  • @niranjanmohanty5200
    @niranjanmohanty5200 4 місяці тому +1

    BJP bhasana re no1 kintu kamare 0

  • @bikashbhusanmohanty1988
    @bikashbhusanmohanty1988 4 місяці тому +2

    Ati garaba bhala nuha

  • @gopabandhusahoo7636
    @gopabandhusahoo7636 4 місяці тому +1

    Bjd❤❤❤

  • @basantimohanty2630
    @basantimohanty2630 4 місяці тому

    Nabin। jaha। karichisabu। lutibaku asuch vagathu

  • @RAJUSUNANI-n6t
    @RAJUSUNANI-n6t 4 місяці тому

    Hinsaa badhuchhi UP re .BJP murdabad

  • @ambujasahoo4202
    @ambujasahoo4202 4 місяці тому

    Tu haribu 💯💯 re hariba bjp

  • @saisikhya7557
    @saisikhya7557 4 місяці тому +3

    Jogi ji ❤❤❤🙏🙏🙏🙏from odisha

  • @jyotisundarbehera164
    @jyotisundarbehera164 4 місяці тому +1

    Yogi ji ❤🔥

  • @jyotisundarbehera164
    @jyotisundarbehera164 4 місяці тому +1

    BJP 🧡 JINDABAD