Shasola , Phulanakhara, Cuttack | Suna Sujane Season3 | EP 10 | Part - 1 | Prarthana
Вставка
- Опубліковано 13 жов 2024
- ''ଶୁଣ ସୁଜନେ ସିଜିନ ୩" ''ଶାସୋଳ, ଫୁଲନଖରା ,କଟକ ''ରେ ଶରଣ ନନା ଓ ଚରଣ ନନା ।
" ଶୁଣ ସୁଜନେ ସିଜିନ ୩ " ଏକ ଲୋକ ସମ୍ପର୍କଧର୍ମୀ କାର୍ଯ୍ୟକ୍ରମ, ଗାଁ ଗହଳିରେ ଲୁଚିରହିଥିବା ବିଭିନ୍ନ ପ୍ରତିଭାଙ୍କୁ ଅନୁସନ୍ଧାନ କରି ସେମାନଙ୍କୁ ଲୋକଲୋଚନକୁ ଆଣିବା, ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ସାଧାରଣ ଗ୍ରାମୀଣ ଲୋକଙ୍କ ସହିତ ମିଶିବା ଏବଂ ସେମାନଙ୍କ ସହ ସମୟ କଟାଇବା ଏହି କାର୍ଯ୍ୟକ୍ରମର ଏକ ମହତ ଉଦେଶ୍ୟ , ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା ବିଷୟରେ ଅଧିକ ଜାଣିବା ଓ ଜଣାଇବା କାର୍ଯ୍ୟକ୍ରମର ଆଉ ଏକ ଲକ୍ଷ୍ୟ, ଏକ ଭିନ୍ନ ଶୈଳୀରେ ଚକୁଳିଆ ପଣ୍ଡା ବେଶ ଧାରଣ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଛନ୍ତି ଓଡିଶାର ସୁନାମଧନ୍ୟ ଭାଷ୍ୟକାର ଶରଣାରବିନ୍ଦ ଓଝା ଏବଂ କଣ୍ଠ ଶିଳ୍ପୀ ଶ୍ରୀ ଚରଣ ମହାନ୍ତି ।
Prarthana TV is the number one Devotional TV channel in Odisha.
SUBSCRIBE to Prarthana channel for more Odia Devotional content and Song
/ prarthanatv
Like us on Facebook
/ prarthanatv
Circle on G+
plus.google.co...
Visit our website for further details: www.prarthanatv.in
Sasol is one of the best village in orissa.Thanx to the Parthana Channel.
ଜୟ ଜଗନ୍ନାଥ ହରିବୋଲ
Jay jagannath
Very nice Adarsa Village.Sasol.
🙏🙏🌹ପ୍ରାର୍ଥନା ପରିବାରର ବହୁତ ସୁନ୍ଦର ପ୍ରୟାସ 🙏🙏🙏🌹🙏🙏🙏
Suna sujane very Nice
Jay Sasol
Sri charana ❤❤
I love Sasol
I ❤ SASOL
Mugapaka