ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବା ପରେ ମଧ୍ୟ ନିଜ ବାଲ୍ୟାବନ୍ଧୁଙ୍କୁ ଭୁଲି ନାହାଁନ୍ତି ଦ୍ରୌପଦୀ ମୁର୍ମୁ

Поділитися
Вставка
  • Опубліковано 31 січ 2025

КОМЕНТАРІ • 246

  • @pradeeppattnayak.1894
    @pradeeppattnayak.1894 2 роки тому +156

    ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆମେ ଗର୍ବୀତ।ପ୍ରଭୁ ଜଗନ୍ନାଥ ସେ ମହାଶୟାଙ୍କୁ ସହାୟ ହୁଅନ୍ତୁ।ଆପଣଙ୍କ ସମ୍ପର୍କ ଆହୁରି ନିବିଡ଼ତା ହେଉ।ଆପଣ ମଧ୍ୟ ଭାଗ୍ଯବତୀ।ଜୟ ଜଗନ୍ନାଥ।

    • @sukultudu137
      @sukultudu137 2 роки тому

      Bible ପଢସତ୍ୟ ଜାଣିବା ପାଇଁ ଚେଷ୍ଟା କରନ୍ତୁ ଓଡ଼ିଶା ଭାଇ

    • @rabindramohansahu2459
      @rabindramohansahu2459 2 роки тому

      Real u r so lucky. Please call n leasten me.

    • @tikaparida2365
      @tikaparida2365 Місяць тому

      😊

  • @PkbOdiaTips
    @PkbOdiaTips 2 роки тому +54

    ବନ୍ଧୁତା ର ପରିଚୟ ତ ଏହା ହିଁ ହେଇଥାଏ...ଉଚ୍ଚ ନିଚ ପଦମର୍ଯ୍ୟାଦା ର ପ୍ରଭାବ ନ ଥାଏ ଏମିତିଆ ସମ୍ପର୍କରେ...ସେହିମାନେ ହିଁ ଭାଗ୍ୟବାନ ହେଇଥାନ୍ତି ଯେଉଁ ମାନଙ୍କ ପାଖରେ ଏମିତି ବନ୍ଧୁ ଥାଆନ୍ତି ♥️♥️♥️

  • @Lovely143Dipti
    @Lovely143Dipti 2 роки тому +123

    ଦ୍ରୌପଦୀ ମୁର୍ମୁ ଙ୍କ ପାଇଁ ଆଜି ଆମ ଓଡିଶା କୁ ସାରା ବିଶ୍ଵ ଚିହ୍ନିଲା,, ଆମେ ବହୁତ୍ ଗର୍ବିତ,, ମୋଦୀ ଜି ଆପଣଙ୍କୁ ବି ବହୁତ୍ ବହୁତ୍ ଧନ୍ୟବାଦ୍

    • @rollymurmuofficial272
      @rollymurmuofficial272 2 роки тому +1

      U r right. odisha sahita mayurbhanj ku whole world chinhila jauta ki opohoncha ilaka ....mu Madhy mayurbhanj dei belongs karuchi proud to be odisha

    • @Lovely143Dipti
      @Lovely143Dipti 2 роки тому +1

      @@rollymurmuofficial272 ,,I am belongs from Balasore, Who is going to which district does not matter,,The biggest thing is that we are from Odisha,Nobody knew Odisha.But today the whole world knows Odisha..So All peoples I request Support Our Draupadi murmu mam and Our prime minister Modi ji 🙏🙏🙏🙏

    • @agastibanka1450
      @agastibanka1450 2 роки тому +2

      Apononko coment bahut bholo lagila 🙏🙏🙏

    • @niranjandash7752
      @niranjandash7752 Рік тому

      Hmm thik katha Bhai jasowanta Sinha nka bhali jane educated lokanku hareivhanti . Au rahila odisha ku janiba katha ......
      Madhusudhan das , bijupattanaik ., Yie ta sabu amerikara thile bodhe . Puri temple,au konark temple karithile sir London ra. Ame sabu padha murkha . Are desa pain tankara abadana kan ..

  • @Rajababu-gk6kp
    @Rajababu-gk6kp 2 роки тому +68

    ଯେଉଁ ମାନେ ଆଦିବାସୀ ମାନଙ୍କୁ ପାତର ଅନ୍ତର କରୁଛନ୍ତି ।
    ସେମାନେ ଜାଣି ରଖିବା ଉଚିତ ଆଦିବାସୀ ହୋଇ କେମିତି ଭାରତର ରାଷ୍ଟ୍ରପତି ହେଲେ ।
    ତେଣୁ ଜାତି ଭେଦଭାବ ନ ରଖି ସମସ୍ତେ ସମାନ ଭାବରେ ବଞ୍ଚିବା ଶିଖନ୍ତୁ ।

  • @prasantasahoo9624
    @prasantasahoo9624 2 роки тому +31

    ସତରେ... ଆଜିର ସମୟରେ ମଧ୍ୟ୍ୟ ବନ୍ଧୁତାର ପରିଭାଷା ସ୍ପଷ୍ଠ ବାରି ହୋଇପଡୁଛି.... ଆଉ ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ମହାମହିମ ରାଷ୍ଟ୍ରପତି #ଶ୍ରୀମତୀ_ଦୌପଦୀ_ମୁର୍ମୁ...

  • @nboy9584
    @nboy9584 2 роки тому +129

    ଏମିତି ବନ୍ଧୁତ୍ୱ ଆଜିର ଦୁନିଆରେ ମିଳିବା ବହୁତ୍ କଷ୍ଟ ଏବଂ ଆପଣଙ୍କ କଥାରୁ ଜଣା ପଡ଼ୁଛି ଆପଣ ବି ଜଣେ ସୁନ୍ଦର ମଣିଷ ଟିଏ 🙏

  • @stvodia073
    @stvodia073 2 роки тому +76

    ଆରେ ମୁଁ ଆଗରୁ କହିଛି ମଣିଷ ହବତ ଏଇ ଦଉପଦି ମୃମ ଙ୍କ ଭଳିଆ ହୁଅ ଧନ୍ୟବାଦ

    • @ititrainingvlog
      @ititrainingvlog 2 роки тому +2

      @ହାଲୁଆ🎈 ଠିକ କହିଛ ଭାଇ ଏଇଟା sure ଦେଖିବ ଆଉ କେଇଟା ଦିନପରେ ebe ସିନା ଖୁସିରେ ନିଦ na ଥିବ ଦେଖିବ ସବୁ ହଜିଯିବ

    • @ititrainingvlog
      @ititrainingvlog 2 роки тому +1

      ଗାଣ୍ଡି ମରା ନେତା କେତେ ଶୃଙ୍ଖଳା ସେତେ ଗାଣ୍ଡି ମରା ନେତା ସବୁ କିଏ ଶଳା ଭଲ ନେତା ଇଏ ରାଷ୍ଟ୍ରପତି ହେଲେ କଣ ଘରେ ଘରେ ଆସି କଣ ଦୁଃଖ ସୁଖ ବୁଝି କି ଯିବ na କଣ no କେବେବି ସମ୍ଭଭ ନୁହେଁ ନୂଆ ନୂଆ କାହାକୁ ବା na ଦେଖେ କିଛି ଦିନ ପରେ ଦେଖିବ ଆଦିବାସୀ ମାନଙ୍କୁ ଭିକାରି ବନେଇ ba ସିଏ ଝାରଖଣ୍ଡ ରେ ରାଜ୍ୟପାଳ ରହି କି କଣ ଉପାଡି କରି ଦେଇଥିଲା ଯେ କହିଲ ଗାଁ ରେ ଗଟେ ଲାଇନ କରେଣ୍ଟ ନ ଥିଲା ଏବେ କିନ୍ତୁ ଲାଗୁଚି ଘରେ ଘରେ ଆସି inquary କରିବ ଯାହା ଲାଗୁଚି

    • @saraswataparija4631
      @saraswataparija4631 2 роки тому

      Han bhai bilkul thik kahicha, ଏକା ଶଦ୍ଦ ରେ କହିଲେ ଏଗୁଡିକ ଗୋଟେ ଗୋଟେ ଥଣ୍ଡା ଗାନଡି ମରା*.

  • @RAJU.TECHNOLOGY-jz9gb
    @RAJU.TECHNOLOGY-jz9gb 2 роки тому +134

    ଭଗବାନ ଶ୍ରୀକୃଷ୍ଣ ଓ ସୁଦାମା ଭଳି ଏ ପବିତ୍ର ବନ୍ଧନ ଦେଖିଲେ ଆଖିରୁ ଲୁହ ଆସିଯାଉଛି

    • @ititrainingvlog
      @ititrainingvlog 2 роки тому +2

      ସତ ନା କଣ ବହୁତ ଖୁସି 🙏🙏🙏🙏🙏👍👍👍👍

    • @RAJU.TECHNOLOGY-jz9gb
      @RAJU.TECHNOLOGY-jz9gb 2 роки тому +1

      @@ititrainingvlog ହଁ

  • @nboy9584
    @nboy9584 2 роки тому +7

    ଆପଣଙ୍କ ସ୍ୱଚ୍ଛ ଓଡ଼ିଆ ଭାଷା ଶୁଣି ବହୁତ୍ ଖୁସି ଲାଗିଲା ମା

  • @santanupani9185
    @santanupani9185 2 роки тому +35

    ଓଡିଶା ବାସୀଙ୍କ ପାଇଁ ଶ୍ରୀ ଜଗନ୍ନାଥ ଙ୍କ ଉପହାର,, ଜୟ ଜଗନ୍ନାଥ,,

  • @Sahoo5009
    @Sahoo5009 2 роки тому +43

    ବାଃ, ବନ୍ଧୁ ହେବ ତ ଏମିତି🙏

  • @brajeswarisingh909
    @brajeswarisingh909 2 роки тому +41

    ମୁଁ ବହୁତ ଗର୍ବିତ . ମାଡାମ ରାଷ୍ଟ୍ରପତି ନ ହେବା ପୂର୍ବରୁ ମୁଁ ଫେସବୂକ ରେ ଲେଖିଥିଲି , ମାମ ହିଁ ହେବେ . ମୋର ଅଭିନନ୍ଦନ ଜଣାଇଦେବେ . ମୁଁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ଜଣେ ସାହିତ୍ୟିକ . ସବୁ ପ୍ରଭୁ ଜଗନ୍ନାଥଙ୍କ ଇଛା .

  • @localmastitime5262
    @localmastitime5262 2 роки тому +29

    ମୟୁରଭଞ୍ଜ ରେ ସବୁଠାରୁ ସରଳ, ବିଶ୍ଵାସୀ, ଦୟାଳୁ ଲୋକ ଅଛନ୍ତି l ଥରେ ଯାହା ସହିତ ସମ୍ପର୍କ ବାନ୍ଧି ଦେବେ ଜୀବନ ଥିବା ଯାଏ ଭୁଲିବେନି l

    • @rollymurmuofficial272
      @rollymurmuofficial272 2 роки тому +1

      U r right... I'm from mayurbhanjia

    • @tysonyt4434
      @tysonyt4434 Рік тому

      ​@@rollymurmuofficial272ମୟୂରଭଞ୍ଜ କୋଉ ଜାଗା

  • @sonersawnta7
    @sonersawnta7 2 роки тому +13

    ପିଆଜ ରସୁଣ ମିଶା ଖାଦ୍ୟ ଖାଆନ୍ତି ନାହିଁ ଏହା ସତ..Droupadi Murmu Madam ଆମ ଘରେ ବି ଶାଗ ପଖାଳ ଖାଇଛନ୍ତି 💚she is so simple 😍

  • @smitaranisethy1845
    @smitaranisethy1845 2 роки тому +26

    Such a Excellent person..
    Salute u Mam🙏🙏🙏

  • @BikramO-d2h
    @BikramO-d2h 2 роки тому +14

    ବନ୍ଧୁତାର କେବେ ଅନ୍ତ ନାହିଁ 🙏🙏🙏

  • @raghumaninayak9593
    @raghumaninayak9593 2 роки тому +7

    ସହୃଦୟ ର ବର୍ତ୍ତାବହ ନବ ନିର୍ବାଚିତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାମ ।

  • @swatipattanaik4705
    @swatipattanaik4705 2 роки тому +66

    We all r proud for Droupadi mam🙏

  • @vivekanandashikshakendra5409
    @vivekanandashikshakendra5409 2 роки тому +2

    ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁତ୍ୱ ବୁଝିପାରିଛି l ବନ୍ଧୁ ହେଵତ ଏମିତି 🙏

  • @ititrainingvlog
    @ititrainingvlog 2 роки тому +8

    ଏମିତି ବହୁତ କଥା ଏମିତି ନସରେ କଥା କେତେ ପ୍ରକାର 🙏🙏🙏🙏🙏

  • @srikantaharichandan1464
    @srikantaharichandan1464 2 роки тому +10

    ସେ ଆମ ସମସ୍ତ ପାଇଁ ଗର୍ବ । ଆମେ ଓଡ଼ିଆ ତାଙ୍କୁ ନେଇ ଗର୍ବିତ

  • @rabindramahali7910
    @rabindramahali7910 2 роки тому +3

    କେବଳ ରାଷ୍ଟ୍ରପତି ମହାଶୟା ନୁହନ୍ତି , ଏ ହେଉଛି ମୟୁରଭଞ୍ଜର ଗୋଟେ ପରିଚୟ । ଏମାନେ ବନ୍ଧୁ ଯେମିତି ବାନ୍ଧନ୍ତି କେବେ ଛାଡ଼ନ୍ତି ନାହିଁ ।।

  • @dinabandhupadhi9079
    @dinabandhupadhi9079 2 роки тому

    ବନ୍ଧନେ ବନ୍ଧୟତି ଇତି ବନ୍ଧୁତା ଅତିସୁନ୍ଦର ଦିବ୍ଯ ସୁଦିବ୍ଯ ବନ୍ଧୁତା🙏🏻🙏🏻🙏🏻🙏🏻🙏🏻🙏🏻🥰🥰🥰🥰🥰🥰🥰🚩🚩🚩🚩🚩🚩🚩🚩🚩🚩🚩

  • @prakash.donk.p7215
    @prakash.donk.p7215 2 роки тому +1

    ଏହା ତାଙ୍କର ସରଳତା ଆଉ ଅମାୟିକ ମାନବିକତାର ସବୁଠାରୁ ଶ୍ରେଷ୍ଠ ପରିଚୟ ।

  • @AS-nk4kr
    @AS-nk4kr 2 роки тому +67

    Friendship ra definition hi nahi .... it's beyond imagination.
    Apanaku bhi congratulations 💐💐💐 Madam , Apanaka friendship kete pure.🙏

  • @dhaneswarmallik8150
    @dhaneswarmallik8150 2 роки тому

    ମିତ୍ର ସବୁ ବେଳେ ମିତ୍ର ହେବାର ମନେ ପକାଇ ବା କଥା ଶ୍ରୀ କୃଷ୍ଣ ଯେମେତୀ ସୁଦାମ କଥା ଶୁଣି ରାଜ ଉଷାରୁ ଖାଲି ପାଦରେ ସଖା କୁ ଦେଖିବାକୁ ଆସି ଥିଲେ ଆଜି ବି ଦ୍ରୌପଦୀ ମା ଭାରତ ର ରାଷ୍ଟ୍ରପତି ହୋଇ ସାଙ୍ଗ କୁ ଭୁଲି ନାହାନ୍ତି ଜୟ ଜଗନ୍ନାଥ 🙏🌹🙏🌹🙏🌹🙏🙏🌹🙏🌹🙏🌹🙏🌹🌹🇮🇳🙏

  • @dillippradhan996
    @dillippradhan996 2 роки тому +18

    Madam is good & humble.

  • @Trueloveyouth
    @Trueloveyouth 2 роки тому

    କୃଷ୍ଣ+ସୁଦାମା ଦ୍ରୌପଦୀ+ସୁଚିତ୍ରା ଜୀ ବନ୍ଧୁତା
    କୃଷ୍ଣ ସୁଦାମାଙ୍କ ଭଳି ଆଜିର ସମାଜ ପାଇଁ ଏ ବନ୍ଧୁତା ଏକ ଉଦାହରଣ ମହାମହୀମ ଦ୍ରୋପୌଦୀ ମୁର୍ମୁ ଜୀ ଆଉ ଆପଣଙ୍କ ବନ୍ଧୁତା ଏତେ ବଡ ପଦୀରେ ସେ ଯେମତି ନିର୍ମଳ ସରଳ ଆପଣବି
    ଆପଣ ଦୁଇଜଣଙ୍କ ବନ୍ଧୁତାକୁ ଦେଖି ମନ ଟିକେ ଇର୍ଷା ପରାୟଣ ହେଉଛି
    ପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରୀରାମ ଆପଣଙ୍କ ବନ୍ଧୁତାକୁ ଏମତି ବାନ୍ଧି ରଖିଥାନ୍ତୁ
    ମହାମହୀମ ଦ୍ରୋପୌଦୀ ମୁର୍ମୁ ଜୀ + ଆଉ ସୁଚିତ୍ରା ସାମଲଜୀଙ୍କ ବନ୍ଧୁତା ଆହୁରି ନୀବିଡ ହେଉ ଯୁଗ ଯୁଗ ଧରି ରହୁ କୃଷ୍ଣ ସୁଦାମାଙ୍କ ଭଳି😍❤
    ବନ୍ଦେ ଉତ୍କଳ ଜନନୀ ବନ୍ଦେ ମାତରମ୍‌ 🚩😍🙏

  • @shivpatnaik3299
    @shivpatnaik3299 2 роки тому +9

    Bahut sundar katha kahile madam, truly appreciate the way you have displayed simplicity & respect for your childhood friend. I am sure the president of india will feel proud of you madam.. Truly value your experience & wisdom while answering queries.

  • @gurucharanojha7024
    @gurucharanojha7024 2 роки тому +9

    Tq so much madam...u r so humble..and your explanation taught alot of things.... namskar 🙏

  • @pravatibehera2767
    @pravatibehera2767 2 роки тому +13

    We are very happy & proud of her 🙏

  • @bimachronicle7347
    @bimachronicle7347 2 роки тому

    Bahut bhala .Sunder .

  • @annapurnabehera9110
    @annapurnabehera9110 2 роки тому

    Bahut khushi lagila video dekhiki.

  • @Trueloveyouth
    @Trueloveyouth 2 роки тому

    ସତରେ ଏଭଳି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ଜୀ ଆଉ ତାଙ୍କର ସମ୍ପର୍କ ଏକ ଉଦାହରଣ
    ହେଲେ ଆମର ସାଙ୍ଗମାନେ କିଛି ଗୋଟେ ଚାକିରି କଲେବି ସାଙ୍ଗ ମାନଙ୍କୁ ଦେଖିଲେ ଚିହ୍ନି ପାରୁନାହାନ୍ତି ହେଲେ ସେ ରାଷ୍ଟ୍ରପତି ହୋଇବି ୫୦ ବର୍ଷର ବନ୍ଧୁତାକୁ ଭୁଲି ନାହାନ୍ତି
    ହେ ମହାମହୀମ ଆପଣ ଓଡିଶାର ଗର୍ବ ମହାମହୀମ ଦ୍ରୋପୌଦୀ ଜୀ ଆପଣ ଜଣେ ଦେବୀ ମା ଦ୍ରୌପଦୀ ଆପଣ ମାନବ ରୂପରେ ଜଣେ ଦେବୀ ଆପଣଙ୍କୁ ମାରୂପରେ ପାଇ ଏ ଓଡିଶା ଆଉ ଆମେ ପାଇ ବିଶେଷ କରି ମୁଁ ବହୁତ ଖୁସି
    ବନ୍ଦେ ଉତ୍କଳ ଜନନୀ ବନ୍ଦେ ମାତରମ୍‌
    ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ରାମ 🚩 😍🙏

  • @simapatnaik8813
    @simapatnaik8813 2 роки тому +32

    Friend like Shrikrishna and Sudama. I salute your friendship👭

  • @jyotsnamayeesahu2229
    @jyotsnamayeesahu2229 2 роки тому +1

    I am proud of odisha 😘😘😘😘😘😘😘

  • @jagatramsay2557
    @jagatramsay2557 2 роки тому

    Apanaka friendship pai salute,hele apana misi ki emiti kama karantu je ama odisha basi kana pura desha khusi haba

  • @anusayanag5431
    @anusayanag5431 2 роки тому +4

    This is the real friendship

  • @rihanmajhi9908
    @rihanmajhi9908 2 роки тому +1

    Droupadi mam is great. 🙏🙏🙏

  • @lizabiswal2563
    @lizabiswal2563 2 роки тому

    Very nice di Apna

  • @rishikesh4340
    @rishikesh4340 2 роки тому +1

    ୟାକୁ ହିଁ କହନ୍ତି ସଚା ବନ୍ଧୁତା 🙏

  • @jatraindradhanu1936
    @jatraindradhanu1936 2 роки тому +1

    Great mam

  • @ODIATADAKA-s8i
    @ODIATADAKA-s8i 2 роки тому +2

    ମାଉସୀ ଆପଣ ଭବନ୍ତୁନି କି ଏ ମଣିଷ ବଡ଼ ବଡ଼ ଲୋକଙ୍କ ପରି ,
    ସେ ଜଣେ st ଲୋକ ଆମେ st ଲୋକ ଯାହାକୁ ଥରେ ନିଜର ଭାବୁନା , ଜଣେ ଜୀବନ ଦେବାକୁ ପଛେଇ ବୁ ନାହିଁ ।

  • @jyotsnamayeesahu2229
    @jyotsnamayeesahu2229 2 роки тому +2

    Friendship like krisna and sudama l salute to friendship

  • @kumarsantosh193
    @kumarsantosh193 2 роки тому

    Very nice to very big friend 👍👍👍

  • @BibunaBibhuti
    @BibunaBibhuti 9 місяців тому

    Thankyou

  • @am9519
    @am9519 2 роки тому +23

    ଆରେ ସାମ୍ବାଦିକ....କଣ ପଚାରୁଚୁ ନିଜେ ଆଗ analysis କରେ 🙄🙄

  • @sanjaykumardalai5623
    @sanjaykumardalai5623 2 роки тому

    He is a good friend and you are proud of you

  • @sureshoram7473
    @sureshoram7473 2 роки тому

    Good information

  • @ranjitnaik6778
    @ranjitnaik6778 2 роки тому

    Thank you didi

  • @sanjayababaoficeal5756
    @sanjayababaoficeal5756 2 роки тому

    Good bless you di

  • @subashchandrag.1287
    @subashchandrag.1287 2 роки тому +5

    Proud for draupadi murmu

  • @sonersawnta7
    @sonersawnta7 2 роки тому +3

    So kind hearted 💙💜

  • @suklapanda4166
    @suklapanda4166 2 роки тому +3

    Great personality 👌

  • @birakishoresahoo3080
    @birakishoresahoo3080 2 роки тому +4

    Mahamahim Rastrapati Madam nku pranam n dhanyabad for remembering school friend being president of India before 1 day.

  • @RatikantaBehera-cm7kt
    @RatikantaBehera-cm7kt 9 місяців тому

    Jaya Sri ram ram ram ram jayamaa samlei didi sitaram

  • @jatinsankaria1121
    @jatinsankaria1121 2 роки тому

    Big friendship 🙏🙏

  • @indrajitnaik9974
    @indrajitnaik9974 2 роки тому

    Very Nice

  • @nityanandadas4884
    @nityanandadas4884 2 роки тому

    Really it is an excellent incidence.God bless her.

  • @sameersatrusalya5847
    @sameersatrusalya5847 2 роки тому +2

    True Friend 👏

  • @ghanashyamsarap1800
    @ghanashyamsarap1800 2 роки тому +1

    Really good 👍

  • @kapilbarada7515
    @kapilbarada7515 2 роки тому

    Apana. Rastra pati Didi ku kuhantu Kalahandi jila bahuta pachhare achhi school ku rasta nahi bijuli nahi panira joga joga nahi🙏
    Thank you Didi🙏👍🙏🙏👍

  • @mantubehera2263
    @mantubehera2263 2 роки тому +4

    Ama odisha ra Gaurav 🙏🏻🙏🏻🙏🏻

  • @udayabhanuhota7496
    @udayabhanuhota7496 2 роки тому +5

    Excellent friends

  • @aayaaalangolchiki7303
    @aayaaalangolchiki7303 2 роки тому

    Bahut badhia 💝💖💖💝

  • @kishoresahoo1404
    @kishoresahoo1404 2 роки тому +1

    Really dropoti murmu madam is very good person.

  • @asitrout7659
    @asitrout7659 2 роки тому

    🙏🙏🌹ଜୟ ଜଗନ୍ନାଥ ସ୍ୱାମୀ

  • @Reenabehera0
    @Reenabehera0 2 роки тому +15

    Maa nku mora bhumista pranam Jay jagannath maa Jay jagannath Jay jagannath Jay jagannath Jay jagannath Jay jagannath Jay jagannath

  • @manoranjanmullick3487
    @manoranjanmullick3487 2 роки тому

    ଜୟ ଜଗନ୍ନାଥ

  • @satyajitsamal3853
    @satyajitsamal3853 2 роки тому +1

    Nice 🙏🙏🙏🙏

  • @Sasadharparida187
    @Sasadharparida187 2 роки тому

    Jay jagannth

  • @hpcd0909
    @hpcd0909 2 роки тому

    Proud of our state our nation 🙇‍♂️🙇‍♂️🙇‍♂️🙇‍♂️

  • @arupsahoo2453
    @arupsahoo2453 2 роки тому +1

    ବନ୍ଧୁ ହବତ ଏମିତି

  • @youtubeuser1348
    @youtubeuser1348 2 роки тому +2

    Bhagwan emiti lokanka sathire sabubele ruhanti

  • @scpursantalientertainment
    @scpursantalientertainment 2 роки тому +3

    Congratulations mam

  • @klifestyle2685
    @klifestyle2685 2 роки тому

    Jay Jagannath Swami

  • @natrajkumar7934
    @natrajkumar7934 2 роки тому +1

    Super 🙏

  • @subashpatra3518
    @subashpatra3518 2 роки тому

    Jay Jagannath 🙏 prabhu samastinku khusi re rKhantu ..

  • @dehouriasukadev40421
    @dehouriasukadev40421 2 роки тому +1

    Polinsmita group congratulations 2u for your reminder and repentance this is human beings thinks time and tide non for wait all things shall pass away hence doubt clear is the greatest win if you care about some good things while in life its will not retire with you.

  • @deepakpanda3325
    @deepakpanda3325 2 роки тому

    Apana madhya jane mahana byaktitua .....apana nku pranam.

  • @dharitrilifestyle3798
    @dharitrilifestyle3798 2 роки тому +2

    Your friendship is like Sudama and Sri Krishna 🙏

  • @premanandpradhani7955
    @premanandpradhani7955 2 роки тому

    We are proud of our newly elected president ma'am. Her success really inspires others with strong motivation.

  • @sewaniguria7332
    @sewaniguria7332 2 роки тому +1

    True frnds forever.... 👯‍♀👯‍♀👯‍♀❣️❣️❣️

  • @mandeep5529
    @mandeep5529 2 роки тому

    Jay jagannath

  • @CutiyRitisavlog
    @CutiyRitisavlog 2 роки тому

    Good

  • @Hemantabhoiofficial
    @Hemantabhoiofficial 2 роки тому +3

    Grt lady Murmu madam

  • @jyotsnamayeesahu2229
    @jyotsnamayeesahu2229 2 роки тому +1

    Friendship is like sri krishna and sudama

  • @biswabhusanswain7528
    @biswabhusanswain7528 2 роки тому

    Good friendship between them.

  • @jayaramswain2795
    @jayaramswain2795 2 роки тому +17

    Thanks for new prime minister because she is proud of odisha

    • @ansumansahu5925
      @ansumansahu5925 2 роки тому

      Not prime minister she is president of India

    • @susantakumardalai0788
      @susantakumardalai0788 2 роки тому

      Sorry friend, she is now President of India not Prime Minister of India. Overall we all proud her great achievement. Thanks friend

    • @rajeshpanda
      @rajeshpanda 2 роки тому +1

      Sri Narendra Modi crying in corner after reading this

    • @jmtpproduction6394
      @jmtpproduction6394 2 роки тому

      No prime minister,,,,president of india

    • @deepakkumarsahoo5544
      @deepakkumarsahoo5544 2 роки тому

      Control your excitement.

  • @prabhatkumarpatro2779
    @prabhatkumarpatro2779 2 роки тому +4

    Good president

  • @minatipattanayak1783
    @minatipattanayak1783 2 роки тому

    Good friend madam

  • @kkgowala2103
    @kkgowala2103 2 роки тому +1

    Good friendship

  • @lalatendukanungo5013
    @lalatendukanungo5013 2 роки тому

    Friendship is great.

  • @niranjanjena9342
    @niranjanjena9342 2 роки тому

    Friendship ra mahatwa sabuthaaru virna ate,, draupadi madam aboun aapananka samasta friends maananku mora koti koti pranam,,,mu kebala nuhen saaraa deshabasi bahuta garbita ki aama odsha maati maa aaji bi garbita,,, 🌺🇮🇳🌺congratulations madam,,🌺🇮🇳🌺🙏🙏🙏🙏

  • @gopalakrushna1877
    @gopalakrushna1877 2 роки тому +1

    salute him....

  • @adarshakumarpradhan7500
    @adarshakumarpradhan7500 2 роки тому +3

    Real friend

  • @asisnayak6559
    @asisnayak6559 2 роки тому

    ଜୟ ଜଗନ୍ନାଥ ସ୍ଵାମୀ

  • @RJMkrishnavlog
    @RJMkrishnavlog 2 роки тому +1

    ଲିପୁ ଭାଇ କଣ news 7ରେ
    ଖେଳ କରୁଛ ଶହେ ଶହେ ରେ ମାଡିଚାଲ 🏃🏽‍♂️
    😊😊😊😊😊😊😊😊

  • @dillipmohanty1000
    @dillipmohanty1000 2 роки тому

    Very good new president of india

  • @hansdahram1271
    @hansdahram1271 2 роки тому

    ଆଦିବାସୀ ଅଧାବାସୀ ଭାବିବା ଠିକ ନୁହେଁ । ନିଜେ
    ନିକଟ ରୁ ନ ଗଲେ ଜାଣି ପାରିବେ ନାହିଁ ସେମାନେ କିପରି ?