Bhubaneswar: Odisha CM Naveen Patnaik stops speech during roadshow after finding a nearby ambulance

Поділитися
Вставка
  • Опубліковано 20 вер 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.co...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 30

  • @abdulfurkankhan7209
    @abdulfurkankhan7209 4 місяці тому +19

    naveen patnayak odisha ka nayak he great leader of india

  • @ajitkumarmuduli33
    @ajitkumarmuduli33 4 місяці тому +9

    Great Naveen babu ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @nanditamohanty6696
    @nanditamohanty6696 4 місяці тому +8

    Good job👏👏♥️

  • @smitasamal40
    @smitasamal40 4 місяці тому +4

    ମୋର ଜଗନ୍ନାଥ ଙ୍କୁ ଗୋଟିଏ ପ୍ରାର୍ଥନା କି Bjd ହିଁ ଜିତୁ । ଯୋଉ ସରକାର କୃଷକ ମାନଙ୍କ ପାଇଁ ଏତେ କିଛି କଲା । ଯୋଉ ସରକାର ପ୍ରଥମେ କାଳିଆ ଯୋଜନା କଲା ।ଯାହାକୁ ଦେଖିକି ମୋଦି ବଳିଆ ଯୋଜନା କଲା । ଆଉ ସବୁଠୁ ବଡ଼ କଥା ମୋଦି ନବୀନ ସରକାରଙ୍କ ବିରୁଦ୍ଧରେ ରେ ଯେତେ ଯାହା କହିଲେ ବି ନବୀନ ସରକାର ଆଜି ପର୍ଯ୍ୟନ୍ତ ମୋଦି ଙ୍କ ବିଷୟରେ କିଛି ବି କହିନାହାନ୍ତି । ଏଇଟା ତାଙ୍କର ବଡପଣ । ତାଙ୍କ ନିଜ ଦଳ ର ଲୋକ ଯାହା କୁହନ୍ତୁ ପଛେ ସିଏ କିଛି କହିନାହାନ୍ତି। ଆଗରୁ ପିଲାମାନେ ସ୍କୁଲ ଯାଉନଥିଲେ , ସ୍କୁଲ ବ୍ୟବସ୍ଥା ଭଲ ନଥିଲା ତାକୁ ସୁଧାରି ଲେ ଆମ ପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିଲାମାନଙ୍କ ପାଇଁ ମାଗଣା ଖାଦ୍ୟ , ପୋଷାକ, ପୁସ୍ତକ, ଯୋଗେଇଲେ ନବୀନ ପଟ୍ଟନାୟକ । ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ , ମହିଳା ଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବଧା କଲେ ।ହେଲେ ମୋଦି ସରକାର କହିଛନ୍ତି କି ମୁଁ ପୁରୁଷ ପାଇଁ ୫ ଲକ୍ଷ ଆଉ ମହିଳା ପାଇଁ ମଧ୍ୟ ୫ଲକ୍ଷ ର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ତେବେ ଆପଣ ମାନେ କୁହନ୍ତୁ କିଏ ଭଲ । ଏଇଟା ଠିକ୍ ସମୟ ଯିଏ ଆମ ରାସ୍ତା ସୁବିଧା କରିଛନ୍ତି , ଯିଏ ଆମର ଏତେ ସହଯୋଗ କରିଛନ୍ତି ତାଙ୍କର ଏବେ ଆମର ଆବଶ୍ୟକତା ରହିଛି ତାଙ୍କୁ ହିଁ ଆମେ ସହାୟତା କରିବା। ଆଉ ଏମିତି ରେ ବି ମୋଦି ସରକାର ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଆଜି ପର୍ଯ୍ୟନ୍ତ ଏମିତି ବହୁତ ହେଇଛି ମୋଦି ସରକାର ବହୁତ କିଛି ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଯିଏ ଆମ ଓଡ଼ିଶା ପାଇଁ ଏତେ କିଛି କରିଛି ଆମେ ତାକୁ ଭୋଟ ଦେବା
    ସିଏ ହେଲା Bjd । ଲୋକ ମାନଙ୍କୁ ଯେ ପର୍ଯ୍ୟନ୍ତ Bjd ସହାୟତା କରୁଥିଲା ସେ ପର୍ଯ୍ୟନ୍ତ ତାର ଗୁଣ ଗାଉଥିଲେ ହେଲେ ଆଜି ଯେତେବେଳେ ତାକୁ ସହାୟତା ଆବଶ୍ୟକ ଅଛି ଲୋକ ମାନେ ତାକୁ ଗାଳି କରୁଛନ୍ତି। ଯୋଉ ଥାଳିରେ ଖାଉଛନ୍ତି ସେହି ଥାଳିରେ ଛେପ ପାଉଛନ୍ତି ଏମିତିକା ମଣିଷ କୁ ନମକ ହାରାମ୍ କୁହାଯାଏ।ଆରେ ସିଏ ତ ଗରିବ ଲୋକଙ୍କ ବନ୍ଧୁ। ଦୟାକରି କିଛି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ।❤❤❤❤। ଗୁଜୁରାଟ ରେ Bjp ଅଛି ହେଲେ ସିଏ ନମ୍ବର ୧ ହେଇପାରିଲାନି । ଗୋଟିଏ ବାହାର ଲୋକ କୁ ଆମ ଓଡ଼ିଶା କୁ ଟେକି ଦିଅନି । ଆଉ ବୁଢ଼ା ବୁଢ଼ୀ ଙ୍କ ପାଇଁ ଭର୍ତ୍ତା ବ୍ୟବସ୍ଥା bjd karichhi । ତେଣୁ Bjd ଙ୍କୁ ଜିତାନ୍ତୁ । ଜଣଙ୍କ ଠୁ ଏତେ ସହାୟତା ପାଇବା ପରେ ତାକୁ ଭୁଲିବା ଉଚିତ୍ ନୁହେଁ। Bjd ଙ୍କୁ ଜିତାନ୍ତୁ । ବିଜେପି କିଛି ରାସ୍ତା ନ ପାଇ କ୍ଷମତା ଲାଳସା ରେ କେତେ ଶସ୍ତା ରାଜନୀତି କରୁଛି।କେବଳ ଭୋଟ ପାଇଁ ଓଡିଶା କୁ ଏତେ ଥର ଆସୁଛି । ଯଦି ବିଜେପି ରେ ଲୋକପ୍ରିୟତା ରହିଛି ସରକାର ଗଠନ କରିବାର ଦମ୍ ରହିଛି ତାହାଲେ ଜଣଙ୍କ କଥା କୁ କାହିଁକି ବିକୃତ ଆଉ କଦର୍ଥ କରି ପ୍ରଘଟ କରୁଛି ? ଏହା କେଉଁ ରାଜନୀତି ର ପରିଚାୟକ ! ଓଡିଶା ରେ ଜନତା ଙ୍କ ପାଇଁ ହେଉଥିବା ବିକାଶ ମୂଳକ କାର୍ଯ୍ୟ କୁ ବିରୋଧ କରି ଓଡିଶା କୁ ପଛକୁ ଟାଣି ନେଉଛନ୍ତି bjp ର ନେତା ମାନେ । ଏମାନଙ୍କୁ ଟିକେ ହେଲେ ଲାଜ ନାହିଁ ।bjd ଙ୍କୁ ଯିତାନ୍ତୁ।ଏତେ ସୁବିଧା କଲା ପରେ ବି ଯାହାକୁ ସମ୍ମାନ ମିଳୁନି । Bjp ଥରେ କହିଥିଲେ କି ଘର ଜଣକୁ ଚାକିରି ମିଳିବ କାଇ ସେଇଟା ତ ହେଲାନି।Bjp kahuthile ki rourkela re medical college kholib hele Kain kichhi helani ta।ଆଉ ଏମିତିରେ ବି BJP Mane ଆମର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ର ପ୍ରଧାମନ୍ତ୍ରୀ ହିସାବ ରେ ଓଡ଼ିଶା କଣ ଭାରତ ରେ ଦାଦନ ହଟଉ ନାହାନ୍ତି କଣ ପାଇଁ କଣ ସେ ଖାଲି ଓଡ଼ିଶା କୁ ଆସିଲେ ହିଁ ଦାଦନ ରହିବନି ସେ ପ୍ରଧାମନ୍ତ୍ରୀ ହିସାବ ରେ ହଟାନ୍ତୁ।❤❤ ତେଣୁ bjd କୁ ଜିତନ୍ତୁ।bjp ଚାହିଥିଲେ bharat ର ପ୍ରଧାମନ୍ତ୍ରୀ ହିସାବ ରେ ଭାରତ ରେ ମଦ ବନ୍ଦ କରିପାରିଥାନ୍ତେ ।ଏଥିରେ bjd ର କିଛି ଦୋଷ ନାହିଁ । ରାଜନୀତି ନୁହେଁ ଦେବନୀତି ରେ ବିଶ୍ୱାସ ରଖେ Bjd❤❤❤

  • @IrashisBadhei
    @IrashisBadhei 4 місяці тому +6

    Good super really very nice sir Jay Jay bjd only bjd Jay Jay Jay bjd 👌👌👌👌❤️❤️❤️❤️

  • @SoumyaRanjan-pk8qt
    @SoumyaRanjan-pk8qt 4 місяці тому +3

    Only Naveen

  • @gyanbal3683
    @gyanbal3683 4 місяці тому +7

    Pre planned

    • @nirmal2254
      @nirmal2254 4 місяці тому

      Chi chi re tuma manabika ta 😢 odisha pain tk ta bujha re odisha basi

    • @cpuja9674
      @cpuja9674 4 місяці тому

      Jouthi road block heithila sepate kn pain ambulance asuthila aita pandian gote script

  • @ranibarik2245
    @ranibarik2245 4 місяці тому +1

    ❤❤❤❤❤❤❤❤❤❤

  • @bikaskumarsahoo4740
    @bikaskumarsahoo4740 4 місяці тому +2

    Sabu pre setting

  • @birendrabag6775
    @birendrabag6775 4 місяці тому +2

    Tama kahiba katha ambulance dekhi band kariba katha nuha.... Pura rasta ru hatiba katha.... Godi media

  • @dipudas7449
    @dipudas7449 4 місяці тому +1

    Niama ta kkn mukhya mantri kn p alaga

  • @P.C1999
    @P.C1999 4 місяці тому +1

    Tamil panduu......

  • @santoshsenapati1447
    @santoshsenapati1447 4 місяці тому +2

    Ambulance re pesent n thib....jani suni drama

  • @BabuMama-oy5kr
    @BabuMama-oy5kr 4 місяці тому

    😂😂😂 a sabu aagaru planning hoeichi loka boka nuhanti 😂😂😂news bala pandu ra krita das

  • @krishnasethy8533
    @krishnasethy8533 4 місяці тому

    CM acha he pandu odisa bigaduchi

  • @Careerline-
    @Careerline- 4 місяці тому

    Mast plan hai re baba😅😅😅

  • @anmayakumar1551
    @anmayakumar1551 4 місяці тому

    ଓଡିଶା ର ଭାଇ ଭଉଣୀ ଙ୍କୁ ଅନୁରୋଧ ସବୁ ଆଖି ଖୋଲନ୍ତୁ ମୁ ଦକ୍ଷିଣ କାଳି ରାଣ ଖାଇ କହୁଛି ମୁ ସେଠି ଉପସ୍ଥିତ ଥିଲି ସେଇ ଆମ୍ବୁଲାନ୍ସ ରେ କେହି ବି ନଥିଲେ ଏମିତି ଆମ କୁ ଠକୁଛି ଏଇ ତାମିଲ ପାଣ୍ଡୁ

  • @subratkumarsahoo9232
    @subratkumarsahoo9232 4 місяці тому +1

    Vote pai sabu chala

  • @bijaykumarrout4161
    @bijaykumarrout4161 4 місяці тому

    Bhasan and nabina.laughable

  • @mangalramnayak1190
    @mangalramnayak1190 4 місяці тому

    Jaha kolebi BJD haribo 100 percent