Sanatani - Karma Hi Dharma | Upcoming Odia Film Sparks Controversy Over Religious Themes
Вставка
- Опубліковано 9 лют 2025
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
Kanak News Odia News Odia News Channel Odia Breaking News Latest Odia News Odisha News Odisha Breaking News Odia News Live Odia Politics Odia Current Affairs Kanak News Live Kanak TV News Kanak News Odisha Odia News Today
Odisha News Updates Odisha Headlines Breaking News Odisha Odia News 24/7
Odia Political News Kanak TV Odisha Odia Entertainment News Odia Crime News Odisha Government Updates Odia Business News Odia Sports News Odia Health News Odia Education News Kanak News UA-cam Odia Weather Updates Odisha Festivals News
National News India India Breaking News Latest National News Indian Politics News
India Current Affairs National Headlines India News Live Breaking News India
India Updates National News Today India Headlines Indian Economy News
Indian Government Updates India Business News India Sports News
Indian Crime News India International News Indian Education News
Indian Health News India Weather Updates India Social Issues
National Politics India National Events India Indian Technology News
National Safety News India Security Updates India Entertainment News
National Government Policies Indian Parliament News India Breaking Updates
International News Global News World News Breaking World News
International Current Affairs Global Headlines World News Today
International Updates Global Politics News Global Economy News
Breaking News Worldwide International Politics World Events News
International Business News International Crisis News Global Health News
International Trade News World Sports News International Security Updates
Global Weather News World Diplomacy News
International Relations News Global Technology News World Government News
International Terrorism News Global Social Issues
UN and Global Affairs World Financial News
Global Peace and Conflict News
International Entertainment News
#KanakNews #OdishaNews #IndiaNews
Praise the lord, ତାଡନା ପ୍ରାପ୍ତ ଲୋକମାନେ ଧନ୍ୟ,କାରଣ ସ୍ବର୍ଗ ରାଜ୍ୟ ସେମାନଙ୍କର, ଆମେ ଓଡ଼ିଶାବାସି , ଓଡ଼ିଶାରେ ଯେମିତି ଦଙ୍ଗା ସୃଷ୍ଟି ନ ହୁଏ ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ପ୍ରାର୍ଥନା କରନ୍ତୁ , ଟଙ୍କା କମେଇବା ପାଇଁ ଅନେକ ରାସ୍ତା ଅଛି, କିନ୍ତୁ ଦଙ୍ଗା ସୃଷ୍ଟି ହେଲାପରି ଚଳଚ୍ଚିତ୍ର ଗୁଡିକ କରି ମନୁଷ୍ୟ ମନୁଷ୍ୟ ମଧ୍ୟରେ ଭେଦଭାବ ସ୍ତୃଷ୍ଟି ହେଲାପରି କଲେ କି ଲାଭ।ନିଶ୍ଚୟ ଦିନେ ନା ଦିନେ ଆମ ପାଇଁ ସୁରକ୍ଷାର ବାଡ଼ ଦେବେ ।
Amen
Kana badhuchi nirata satya ghatana upare adharita ei film
Jay jagannath 🙏🙏🌺🌺
ଦଙ୍ଗା କଣ ସତ୍ୟ ଘଟଣା ଉପରେ ଆଧାରିତ ବ୍ରେନ ୱାସିଂ ଟା ଦେଖା ଯାଉନି ଦଙ୍ଗା ଟା ଦେଖା ଯାଉଛି ଧନ୍ୟ ହେ ତମ ପ୍ରଭୁ। ଭଗବାନ୍ ଙ୍କ ପୁତ୍ର ହେଇକି କି ବି ତାଙ୍କ ଧର୍ମ ରୁ ଅଲଗା ମଜବ କରିବି ଗରୀବ ନୀଚ ଜାତି ଲୋକ ଙ୍କୁ ଧର୍ମ ପରିବର୍ତ୍ତନ କରିଛି 😢😂
Balo a lord😅😅😅
ଆରେ ଭାଇ ଖ୍ରୀଷ୍ଟିଆନ୍ ମାନେ କାହାକୁ ଏମିତି ମାରପିଟ୍ କରିକି Christian କରନ୍ତି ନାହିଁ କିନ୍ତୁ ଆମ ହିନ୍ଦୁ ଭାଇ ମାନେ ମାରପିଟ୍ କରୀକି Christian ମାନଙ୍କୁ ଓଲଟା ହିନ୍ଦୁ କରୁଛନ୍ତି ଆରେ ଇଏକି ଧର୍ମ ଲାଜ ଲାଗୁଛି ଏହି ଧର୍ମ କୁ
Rit ଭାଇ
Right bhai
ତୂ ପ୍ରମାଣ କରି ପାରି ବୁ ଯୋଉ ମାନେ ଖ୍ରୀଷ୍ଟିଆନ ତାଙ୍କ ବାପ ଅଜା ଅମଳରୁ ଖ୍ରୀଷ୍ଟିଆନ ବୋଲି 😂 ଶଳା ଲୁଲା 😂
ତମେ ପ୍ରମାଣ କରିପାରିବ କି ତମ ପିତୃପୁରୁଷ ମାନଙ୍କର କେତୋଟି girlfriend ଥିଲେ
😂😂😂to katha suni hasa laguchi re bhai kahikina ajijayen kounasi Hindu kahaku dharma paribartan pain kahinahi jahar icha se hindu dharma ku ase
ସବୁ christ ବିଶ୍ୱାସୀ ମାନଙ୍କୁ ମୋର ଅନୁରୋଧ ଆମେ କାହା ବିରୁଦ୍ଧରେ ଯିବନାହିଁ. କାରଣ ସର୍ବଶକ୍ତିମାନ ପ୍ରଭୁ jesu ସେହିଁ ବିଚାର କରିବେ 🙏🙏🙏🙏
Sata Katha bhai
Amen amen 🙏
Sabu jisu putra out of country loka athi gote dhanda chaleichhanti@@rajendramajhi5202
@@ChandrasekharSanta-mt1bj ପେଡ଼ି ପୁଟୁଳି ଧରି ଓଡିଶା ଛାଡି ଭାଟିକାନ ସିଟି ପଳେଇ ଯା ସେଠାରେ ତମର ଜ୍ଞାତି ମାନେ ଅଛନ୍ତି କାରଣ ଭଲରେ ରହିଵ।ଓଡିଶା ହେଉଛି ଜଗନ୍ନାଥ ଙ୍କ ଦେଶ ସମସ୍ତେ ରହିବାର ଅଧିକାର ଅଛି ହିନ୍ଦୁ ମୁସଲମାନ ଇସାଇ ସମସ୍ତେ ରହିଵେ ଶାନ୍ତି ରେ ରହିବେ କିନ୍ତୁ ଯେଉଁ ରାଜ୍ୟ ରେ ୯୪%ହିନ୍ଦୁ ସେମାନଙ୍କ ସହିତ ଖେଳ କଲେ ଵରଦାସ୍ତ କରାଯିଵ ନାହିଁ।
@rabindrakumarmohanty9415 ମାରିଦେଉନ କି ବାଣ୍ଡ ପାଇଁ ବରଦାସ୍ତ କରିବ. ସବୁ ଦେଶରେ ହିନ୍ଦୁ ମଧ୍ୟ୍ୟ ଅଛନ୍ତି
ପାଗଳ ଗୁଡାକ ଫିଲ୍ମ୍ ତିଆରି କରିଛନ୍ତି ନିଜ ଧର୍ମର ପାଗଳାମି ଗୁଡାକ ଦେଖେଇବା ପାଇଁ ।
କାଇଁ ଜଳା ପୋଡ଼ା ହଉଛି କି ତମ ମଜବ ଯେମିତି ତମ ପାଇଁ ବଡ଼ ସେମିତି ଆମ ଧର୍ମ ଆମ ପାଇଁ ବଡ଼ ଜୟ ଜଗନ୍ନାଥ ସ୍ଵାମୀ 🚩🚩🙏🏽🙏🏽 ସତ୍ୟ ର ବାଟ ରେ ଚାଲି ଥିଲେ ଆଜି ଏ ଦିନ ଦେଖିବାକୁ ପଡି ନଥାନ୍ତା
Jai shree ram @@Pinu-0
@@Pinu-0 ଜୟ ଜଗନ୍ନାଥ 🙏
Jay jagannath 🙏
Pagolo tome mane Kristian gudako
ମୁଁ କୋରାପୁଟ ଜିଲ୍ଲାର ଜଣେ ଭାଇ ଅଟେ ଆମର କୋରାପୁଟ ଜିଲ୍ଲା ଏକ ଶାନ୍ତିପୂର୍ଣ୍ଣ ଜିଲ୍ଲା କିନ୍ତୁ ଏମାନଙ୍କ ଦ୍ଵାରା ଆଜି କୋରାପୁଟ ରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତିି।
Ek dum sata katha tie kahile aapana
Right bro 😢
@@JOHANBAGHA-cf1sw tu bade jisu loka heitibu
ଠିକ କଥା ଭାଇ
Right
ବନ୍ଦ୍ କରାଯାଉ ସିନେମା
@@JOHANBAGHA-cf1sw kn pai be
ହଁ ଭାଇ ବନ୍ଦ କରାଯାଉ
Band hebani superhit heba Jay jagannath 🙏🙏
କାଇଁ ଗାଣ୍ଡୀ ଫାଟୁଛି କି ସତ ହେଲେ ବେଳକୁ ବନ୍ଦ କର ଯେତେ ବେଳେ ବ୍ରେନ ୱାସ ହଉଛି କୁଆଡେ଼ ଯାଉଛ। କଣ ଯୀଶୁ କହିଛି ଧର୍ମ ପରିବର୍ତନ କରିବା ପାଇଁ ନୀଚ ଜାତି ଲୋକ ଙ୍କୁ। ଉତ୍ତର ଦିଆ ଜୟ ଜଗନ୍ନାଥ
Kn pai bond hobo teme mane jousobu Kristian gudako jou sobu kam korucho sesobu thik
ଭୟ କର ନାହିଁ, କେହି ଆମ୍ଭମାନଙ୍କୁ ଯୀଶୁଙ୍କ ପ୍ରେମରୁ ଅଲଗା କରି ପାରିବେନି।
Jay Shree Ram ❤❤❤
Ame Chup Tibaru ama adibasira jamiku alap karicha Good Step Good Movie
@@haribandhubhoi1212Jai Jesus
Jisu putri aila😂
Amen❤
Bjp ର ଆଉ କିଛି କ।ମ ନାହିଁ ଖାଲି ଦଙ୍ଗା କରିବା ତାର କାମ
ମିଡ଼ିଆ ବନ୍ଧୁଗଣ, ଫିଲ୍ମ ରିଲିଜ ହେଲେ ଖ୍ରୀଷ୍ଟିଆନମାନଙ୍କ ଦ୍ବାରା ଦଙ୍ଗା ହେବନାହିଁ। ତମେ ଠିକ୍ରେ ଜାଣିନ। ଖ୍ରୀଷ୍ଟିଆନ ଦଙ୍ଗା କରନ୍ତି ନାହିଁ। ହିନ୍ଦୁମାନେ ମଧ୍ୟ ଦଙ୍ଗା କରନ୍ତି ନାହିଁ। କେବଳ ରାଜନୈତିକ ସ୍ଵାର୍ଥବାଦୀ କଠୋରପନ୍ଥୀମାନେ ହିନ୍ଦୁତ୍ବ ନାମରେ ଦଙ୍ଗା କରିବେ! ଫିଲ୍ମଟିକୁ ରୋକାଯାଉ।
Ek dum right 100% sata katha
Right bro 😂😂😂😂😂😂
Sanatani thik achhi kintu karma hin dharma pura bhul eta bjp ra bhul kn🎉🎉🎉🎉
ହଇରେ ମାଘିଆ ଫିଲ୍ମ ବାଲା ଫିଲ୍ମ କଲେ ଏଥିରେ ବିଜେପି କୋଉଠୁ ଆସିଲା l ବିଜେପି ବାଲା ତମ ଘରେ ପଶି ଗାଣ୍ଡୀ ମାରି ଦେଇଛନ୍ତି
ଆରେ ସନାତନୀ ହିନ୍ଦୁ
ତମେ କାହିଁକି ଜାଣି ଜାଣି ଅନ୍ଧ
ଆଦିବାସୀ କୌଣସି ଧର୍ମ ଲୋକ ନୁହଁନ୍ତି
ଖ୍ରୀଷ୍ଟିଆନ ଧର୍ମ ଲୋକମାନେ ଭଲ
Bala Christan
ଭାଈ ଏଇଟା ସାମାନ୍ୟ ଗୋଟିଏ movie ତେଣୁ ତମକୁ ଯଦି ଦେଖିବାର ନାହିଁ ଦେଖନି କିନ୍ତୁ ଆମ ଧର୍ମକୁ ନିନ୍ଦା କରନି। ତମେ ମାତ୍ର 30 ପ୍ରତିଶତ ଥାଇ ଏତେ ଗର୍ବ କରନି। ନହେଲେ ଯାହା ହେବ ତମେ ଆପେ ଜାଣିଯିବ।
@@SudhasmitaDas-im3ziTmor bhasa re jana paduchhi tumor dharma kemiti shikya deichi,temor dharma ra word eha
Kn taa Kariba tme @@Funnymoment08jrs
ଆଛା ଆଦିବାସୀ କୌଣସି ଧର୍ମ ର ଲୋକ ନୁହନ୍ତି ପ୍ରମାଣ କର ମୁ କରିଦେବି ସମସ୍ତେ ହିନ୍ଦୁ ତୋ ମନ ଇଚ୍ଛା ରେ କହି ଦେଲୁ ପ୍ରଥମ ରୁ ସମସ୍ତେ ହିନ୍ଦୁ ଥିଲେ ତମେ କିଛି ଟା ପଇସା ଚାଉଳ ପାଇଁ ଧର୍ମ ପରିବର୍ତନ ହେଲ ତା ପରେ ଆଦିବାସୀ ଙ୍କୁ ବ୍ରେନ ୱାସ୍ କରୁଛ ସତ୍ୟ ଘଟଣା ଉପରେ ଆଧାରିତ ଚଳଚିତ୍ର ଗାଣ୍ଡୀ ଫାଟୁଥିବ 😂😂😂😂
ସିନେମା ରିଲିଜ ହେଲେ ଦଙ୍ଗା ହେବ 👍ଆଉ ଏହାର ଦାୟୀ କେବଳ ପାପି ମିଶ୍ର 😂
@@Adarsh...1126 banda na
@@Ramraihembram-sl9zi Papi mishra name change kala ki? Tume taku bhala naam deichha
ତପି ନୁହେଁ ଭାଇ ପାପି ମିଶ୍ର
@@lordsarmy-247 hm bhai😂shoot karuchi na
Jay Shree Ram ❤❤❤❤
ସତ୍ୟ ଘଟଣା ଦେଖେଇ ନାହାନ୍ତି ଏହି ଫ୍ଲିମରେ
@@RabiJakaka-rd2cr Sata
Sata hi
Yes jeuthire chhuan barana jati veda vaaba seita to besi achhi hindu dharmare seigudak kahin dekheibaku laja laguchi ki?
Right bro
Murko mane film kari chanti
କାହାକୁ ଦୋଷ ନ ଦେଇ ସେଇ ମାନଙ୍କୁ ପଚାର ଯେଉଁ ମାନେ କ୍ରିଷ୍ଟିଆଁ ହେଇଛନ୍ତି କେମିତି ଶାନ୍ତି ଦାୟକ ଜୀବନ କଟାଉ ଛନ୍ତି ।
Prabhu semananku peace life deichhanti
Aame dekhichhu "Human Sagar " nku ji a ki odisha ra number one singer heichhanti.
To christian comunity film dekha santi re ...
@@juangatalentwithbenuandupa4328Human sagar jibanara badbibad kahinki asithila
ଏ ଫିଲ୍ମି ବନ୍ଦ ହେବା ଦରକାର ଏ ଫିଲ୍ମି ଜମା ଭଲ ନୁହେଁ
Tu dekhi deichhu ta hele , to upre hi banichhi a movie😂 bala
@@BiswanathJani-yy9te ନ ଦେଖୁଣୁ ଫାଟୁଛି କାହିଁକି ଦେଖିଲା ପରେ ଫିଲ୍ମ ଭଲ ମନ୍ଦ କହିଵ।
2008ବର୍ଷ କନ୍ଧମାଳ ଡଙ୍ଗା ହେବା ବଳି ଯଦି ହୁଏ ତାହା ହେଲେ ଖ୍ରୀଷ୍ଟିଆନ ମାନେ ସହି ପାରିବେ ନାହିଁ । ଏପରି ହେଲେ ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ସମ୍ପ୍ରଦାୟରେ ବହୁତ କଳଙ୍କିତ ଆତଙ୍କ ସୃଷ୍ଟି ହେବାର ସମ୍ଭାବନା ଯଥେଷ୍ଟ । ଓଡ଼ିଶାରେ ନଦୀର ପାଣି ପରି ରକ୍ତବହିବ ଲୋକଙ୍କ ମଧ୍ୟରେ ଆମେ ଭାଇଚାରା ପ୍ରେମର ସଂପର୍କ ରହିବ ନାହିଁ।
ଏପରି ଆମେ ଚାହୁଁ ନାହୁଁ
ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ ଅଟେ
ଏହି ଜ୍ଞାନ ହିନ ଭୂତ ମାନେ ଆଦିବାସୀ ଉପରେ ଫିଲ୍ମ ତିଆରି କରି ବଡ଼ ଭୁଲ କରିଛନ୍ତି। ଏହି ଫିଲ୍ମ ବ୍ୟାନ୍ ହେବା ଦରକାର
Kandhamal danga re kana hela janichhu ta....😂 To
ମୁଁ ଜାଣିଛି
👍 right
କର୍ମ ହିଁ ଧର୍ମ କେମିତି ହବ . କର୍ମ କେ ଧର୍ମ ହେଇ ପାରେନା ଜଣେ .ଜଣେ ଚୋରି କରୁଚି ତାର କର୍ମ ତାହାଲେ ସେଇଟା କେମିତି ଧର୍ମ ହବ.
ଜଣେ besiyaa କର୍ମ ru ଧର୍ମ କିପରି ହେବ
ତୁ କଣ ଏତେ ମୂର୍ଖ
@@SujitKumar-qh4qk ତୁ ଯଦି ଏତେ ଗ୍ୟାନି ତାହାଲେ ଉତ୍ତର ଦେ. 😀😀😀
@@Kalundia436 ଜଣେ ଚୋରି କରୁଚି, ଚୋରି କରିବା ହିଁ ତା'ର ଧର୍ମ ସେଇ ଅନୁସାରେ ସିଏ ତାର ଫଳ ପାଇବ, ଚୋରର ଧର୍ମ ଚୋରି କରିବା ଦାନୀ ର ଧର୍ମ ଦାନ କରିବା କେଉଟ ମାଛ ଧରେ ମାଛ ଧରିବା କର୍ମହିଁ ତା'ର ଧର୍ମ । ଯଦି ବୁଝି ପାରୁନ ଯିଶୁ ପୁଜା ଛାଡ଼ି ଗଣେଶ ପୂଜା କର ସିଏ ହେଉଛନ୍ତି ବିଦ୍ୟା ବୁଦ୍ଧି ର ଦେବତା ଶ୍ରୀ ଗଣେଶ ନମ୍ଃ ନମଃ 🙏🏻🙏🏻 🙏🏻 🙏🏻
@@Kalundia436 ଜଣେ ଚୋରି କରୁଚି ଚୋରି କରିବା ହେଉଛି ତାର ଧର୍ମ ସେଇ ଅନୁସାରେ ସିଏ ତାର ଫଳ ପାଇବ, ଚୋରର ଧର୍ମ ଚୋରି କରିବା, ଦାନୀ ର ଧର୍ମ ଦାନ କରିବା, କେଉଟ ମାଛ ଧରେ ମାଛ ଧରିବା କର୍ମ ହିଁ ତା'ର ଧର୍ମ ଯଦି ବୁଝି ପାରୁନ ଯିଶୁ ପୁଜା ଛାଡ଼ି ଗଣେଶ ପୂଜା କର ସିଏ ହେଉଛନ୍ତି ବିଦ୍ୟା ବୁଦ୍ଧି ର ଦେବତା ଶ୍ରୀ ଗଣେଶ ନମଃ ନମଃ 🙏🏻🙏🏻🙏🏻
Aee movie Bond heba darkar
Bala 😂
Banda Na
ଏହି ସିନେମା ସମ୍ପୁର୍ଣ୍ଣ ମିଥ୍ୟା ଉପରେ ଆଧାରିତ 😡😡
Mu dekhichi eha sata ghatana
ଏ movie ମିଥ୍ୟା ଅଟେ ଯାହା ଦେଖା ହେଇଛି ସବୁ ମିଛ
ଲୋକେ ଯେବେ ତୁମ୍ଭମାନଙ୍କୁ ମୋʼ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି, ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ। ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ସେହିପରି ତ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆସିଥିବା ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ।
ବାଇବେଲ ରେ ଆଗୁରୁ ଲେଖା ଅଛି କି ଲୋକମାନେ ତାଡ଼ନା କରିବେ
ପ୍ରଭୁ ଯୀଶୁ ସେମାନଙ୍କୁ କ୍ଷମା କରନ୍ତୁ
Alo lo lo lol😂
Tame taa Sabu Janicha
ଫିଲ୍ମ ନିର୍ମାଣ କରିଥିବା ନିର୍ଦ୍ଧେଶକ କିମ୍ବା ଫିଲ୍ମ ଲେଖିଥିବା ଲେଖକ ଗୋଟିଏ ବି ପ୍ରମାଣ ଦେଇ ପାରିବ କି ଜଣେ ଆଦିବାସୀ ଲୋକ କେବେ ଥାନାରେ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି କି ମୋତେ ଟଙ୍କା ପଇସା ଲୋଭ ଦେଖାଇ ଜୋଜବରଦସ୍ତି ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଛନ୍ତି ବୋଲି ଆଉ ଗୋଟେ କଥା ଆଦିବାସୀ ଙ୍କର୍ ଜଳ ଜମି ଜଙ୍ଗଲ କୁ ପ୍ରକୃତରେ କିଏ ଛଡ଼େଇ ନେଇଛି ତାହା ପ୍ରମାଣ ସହିତ ଦେଖାଅ
Correct sir
Adibasi ka jami jaga sabu a bahara loka christian mane hadap karichhanti
@@tanayakumarraut6027tu deki jaitilu ki
@@tanayakumarraut6027 Hindu manako korma deki dharma bishaya sabu Jana paduci 😂😂😂 tome kemitika dharma ro lakomane chi chi re Hindu chi 😂😂😂😂
ଠିକ୍ କହିଛନ୍ତି ଆପଣ
କଟା ଘା ରେ ଚୂନ ଦେଉଛ, କନ୍ଧମାଳ ର ଦଙ୍ଗା ଫାଇଲକୁ ଟିକେ ଖୋଲ ଆଉ ଏମିତି ଫିଲ୍ମ ବାହାର କରୁଛ,ଦେଖ ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଭୟଙ୍କର ହେବ,ଧର୍ମ କୁ ଅପମାନ କରୁଛ,ଯେଉଁ ମାନେ ଏହି ଫିଲ୍ମରେ ଆକ୍ଟିଂ କରିଛନ୍ତି,ସମ୍ବିତ ପାତ୍ର,ତପି ମିଶ୍ର ଭଳି ଲୋକଙ୍କୁ ଗିରଫ କର ଯାଉ ଏବଂ ଫିଲ୍ମ ଟି bain କରାଯାଉ ନଚେତ୍ ଅଶାନ୍ତି ସୃଷ୍ଟି ହେବ ଦାୟୀ କିଏ?
Kandhamal danga ra side effect janichhu na.....to comunity upre kemiti hei thila .....bhala ki bujhi ki coment kar ... Danga strat karibu au saribani😂
@@AmiyaMallick-js7qy ଦଙ୍ଗା କରିଵୁ ଗାଣ୍ଡିରେ ଦମ୍ ଅଛି ବିଜେପି ଶାସନ ଡାକ ତୋ ଯେତେ ଵାପା ଅଛନ୍ତି କଣ କରିଵେ, ଦେଶରେ ଆଇନ୍ କାନୁନ୍ ଅଛି ମାନି ଚଳିଵା ପାଇଁ ପଡିଵ।ଆଉ ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ ସମସ୍ତ ଙ୍କର ଭରଷା ଅଛି।
Dai heba odisha sarkar 🙏
Vote ta dauna bala katha gape na missionary chhua .....danga kale thana re basiba.....aita bjp govt bjd nuha
ଆଜ୍ଞା ଯିଏ ମଧ୍ୟ ଯାହା କୁହନ୍ତୁ କିନ୍ତୁ ପ୍ରକୃତ ପ୍ରମାଣ ସହିତ କହିବା ଦରକାର ଏମିତି ମନକୁ ଯାହା ଆସୁଛି କହିଦେଲେ କାହାର ଧର୍ମ ରହିବ ! ଏଣୁ ଏ ପ୍ରକାର କାହାକୁ ଆଙ୍ଗୁଠି ଦେଖେଇ ଦର୍ଶାଇବା ଆବଶ୍ୟକ ନାହିଁ! ଯଦି ପ୍ରକୃତ ଧର୍ମକୁ ଲକ୍ଷ୍ୟ କରି ନିଜକୁ ଧାର୍ମିକ ଭାବୁଛନ୍ତି ତେବେ ମିଥ୍ୟା କହିବା ଛାଡିବାକୁ ଚେଷ୍ଟା କରନ୍ତୁ ! ଧନ୍ୟବାଦ !!!!
ନିଶ୍ଚିତ ଭାବରେ ଦଙ୍ଗା ହେବ କାରଣ ଓଡ଼ିଶା ଏକ ଶାନ୍ତି ପୂର୍ଣ୍ଣ ଓଡ଼ିଶା ଆଉ ଏଠି ଲୋକଙ୍କୁ ବିଗିଡ। ଇ ବାର ଲୋକଙ୍କୁ ଭିତରେ ବାଧା ସୃଷ୍ଟି କରିବାର ମୁଖ୍ୟ ଭୂମିକା ହଉଚି ଏ ସନାତନି ମୁଭି । ବେନ୍ କରା ଯାଉ ଏ ମୁଭି କୁ
Danga Kari ki dekhao......bjp govt pachha pare purei deba ..😂
ଏ ଫିଲିମ୍ ଜେବନାଛି ସେ ମୂରଖ ମୂରଖ ମାନେହି ଏ ଫିଲମ ଦେଖିବେ
Tu murkha boli convert helu .....
Samvidhan samastaku adhikar dauchhi 🙏
ଆମେ ସମସ୍ତେ ଆଦିବାସୀ ଖ୍ରୀଷ୍ଟିଆନ ଆମେ ଗର୍ବିତ ଯେ ଏହି ବଳି ଧର୍ମରୁ ବଞ୍ଚିତ।
😂😂😂
Bahut hei gala secularism....abe hindu rastra haba au tume mane 😂
ଧର୍ମ କଣ ଜାଣିନାହାନ୍ତି ଧର୍ମ ବିଷୟରେ ଫିଲ୍ମ୍ ତିଆରିକରିଛନ୍ତି, ଆଦିବାସୀ ମାନେ କଣ ହିନ୍ଦୁ?
Right
To bopa ku pachare adibasi kia ....sala convert hei ki vasan maruchhu
ଜୋଦି ଖ୍ରୀଷ୍ଟିଆନ ମାନଙ୍କ ପ୍ରତି ଦଙ୍ଗା ହେବ ତେବେ ମନେ ପକେଇ ବେ ଟୀକେ ୧୯୯୯ ମସିହାର କଥା ମୟୁରଭଞ୍ଜ ର ବିଭିନ୍ନ ଅଞ୍ଚଳ ରେ ଦଙ୍ଗା ହୋଇଥିଲା ଗ୍ରାହାମ ଷ୍ଟେନ ଏବଂ ତାଙ୍କ ଦୁଇ ପୁଅ ବଳୀ ପଡ଼ିଥିଲେ , ହେଲେ ପରିଣାମ ଆମେ ଜାଣିଛୁ ଓଡ଼ିଶାର କଣ ହୋଇଥିଲା ଅକ୍ଟୋବର ୨୮/୨୯ ତାରିଖରେ, ଆମ ଜାଣିବା ଖ୍ରୀଷ୍ଟିଆନ ମାନେ ତ ଯୁଦ୍ଧ କରିପାରିବେ ନାହିଁ ଏଥିପାଇଁ ଈଶ୍ଵର ହିଁ ତାଙ୍କ ନିମନ୍ତେ ଯୁଦ୍ଧ କରନ୍ତି, ତାହା ସମଗ୍ର ଓଡ଼ିଶା ଭୋଗିବାକୁ ପଡିଲା , ତୁମ୍ଭେ ମାନେ ଏହା ବିଶ୍ବାସ କର କିଓବା ନ କର ଏହା ଆମ୍ଭେମାନେ ଜାଣୁ,
ମାନେ ଆପଣ କହିବାକୁ ଚାହାଁନ୍ତି କି ବ୍ରଭୁ ଯୀଶୁ କ୍ରୀଷ୍ଟ ଆସି ଓଡିଶା ରେ ଏହି ଘଟଣା ଘଟlଇଲେ ଏହା କହିବା ମୋ ମତରେ ଭୁଲ୍ ବ୍ରଭୁ ଯୀଶୁ କାହାର ଅନିଷ୍ଟ କରନ୍ତି ନାହିଁ ସେ ତ ପାପିଙ୍କୁ କ୍ଷମା କରନ୍ତି ମୁଁ ଆପଣଙ୍କର ମତ ରେ ଏକମତ ନୁହେଁ
Bala katha kahena..😂😂😂 laxmana nanda nku mariba loka hi christian
@@susantahuika2986jisu😂 mo
ପାଗଳ ଡାଇରେକ୍ଟର ପାଗଳ ହେରୋ😂😂😂
ଏଥିପାଇଁ ଓଡ଼ିଆ ସିନେମା ଉପରକୁ ଉଠିପାରୁନାହିଁ
ଆଉ କିଛି script milunahanthi bade
@@Dibiash ଆବେ ପାଗଳ ତୁ ଶଳା ନିଜ ମାଙ୍କୁ ଭଲ ପାଉନୁ ଆଉ ବୁଝିବୁ କଣ, ଗୋରୁ ମାଂସ ଖାଇବା ଯୁଗୁଁ ବୋଧେ ତୋ ବ୍ରେନ ଟା ମଣିଷ କି କୁକୁର ଗୁଅ ରେ ପରିଣତ ହୋଇଯାଇଛି ତେଣୁ କରି ତୁ କିଛି ବୁଝି ପାରୁନୁ, ତୁ ଶଳା କୁକୁର ଠୁ ବି ହୀନ.
@SomanathSabar-z6g ଆଉ ତୁ ବିଲେଇ ଘୁଷୁରୀ ମାଂସ ଖାଇ
ତୁ brain ଖରାପ୍ ହେଇଛି ବୋଧେ ଯାଇ mental hospital ku admit ହୁଅ
Bujhiparunu ଯାହା ଦେଖୁଛ ସବୁ ପୂଜା କରୁଛ commonsense hele nahi ki
ତୁ ତ ଘୁଷୁରୀ ଠୁ ବି ହୀନ 🤣🤣🤣
ଯିଏ ସର୍ବ ବିଶ୍ଵ ଆଉ ସର୍ବ ପ୍ରାଣୀ କୁ ସୃଷ୍ଟି କରିଛନ୍ତି ସେହି ଇଶ୍ଵର ଯୀଶୁଙ୍କୁ ବିଶ୍ୱାସ କର ତୁମ ପାପ ସବୁ କ୍ଷମା ହେବ
ଗାଈ ଯଦି ତୁମ ମା ଗଧ ତୁମ ବାପା ହେଇଥିବ ପରା😂😂@@SomanathSabar-z6g
ଯୀଶୁ କହିଲେ, ଲୋକେ ଯେବେ ତୁମ୍ଭମାନଙ୍କୁ ମୋ ନାମ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି ପୁଣି ମିତ୍ୟାରେ ବିରଦ୍ଧ କରନ୍ତି, ତେବେ ତୁମ୍ଭେମାନେ ଧନ୍ୟ କାରଣ ସ୍ଵର୍ଗରେ ତୁମ୍ଭମାନଙ୍କ ନିମନ୍ତେ ପୁରସ୍କାର ଅଛି।
@@RupeshKradika ଆରେ ସ୍ୱର୍ଗ ତ ସନାତନ ଧର୍ମ ରେ ତମ ମଜବ୍ କୁ କେମିତି ଗଲା 😂😂😂😂🚩jay jagannath
😂😂😂jisu Bharat ra nuhe,
@@Pinu-0। ସ୍ବର୍ଗ କୁ ଯାଇଛ ନା 😂।। ସ୍ବର୍ଗ ଦେଖିଛନା😂😂
@@rajendramuduli6009ଯୀଶୁ କାହିଁକି ଭାରତର ହେବ ସେ ପା ସମଗ୍ର ପୃଥିବୀର ସୃଷ୍ଟି କର୍ତ୍ତା ରାଜା l
Jisu pitri 😂
Cristian manku ate gruna kn pae
Bcz christian Mane micha kahuchanty
@@themathtutorial179😂😂😂😂
Bcz Se Forcefully Conversion Karuchhanti
@@SudhasmitaDas-im3zi joumane forcefully convert heichhanti, tebe semane media age asu nahanti kahinki ?kan etiki tk chinta kariparuna,Gobar khai munda kharap heichhi ki
@@themathtutorial179kao michha
ସନାତନୀ କର୍ମ ହଁ ଦଙ୍ଗାକରିବା ସିନେମା କରିବାର କାରଣ ହେଉଛି ବନ୍ଧୁତା ରେ ଥିବା ହିନ୍ଦୁ ଭାଇ ମାନଙ୍କୁ Provocation କରିବା ପାଇଁ ଏଇ ସିନେମା କରାଯାଇଛି ଆଉ କିଛିନାହିଁ ସିନେମା ହଲରୁ ବାହାରିବେ ଆଉ ଦଙ୍ଗା start କରିବେ
ଆମ madham କାଉଛନ୍ତି କି ସିନେମା ସମସ୍ତେ ଦେଖିଲା ପରେ ଡାଇରେକ୍ଟର ସିନେମା କରିବାର ଉଦେଶ୍ୟ ପ୍ରକାଶ କରିବେ! ସିନେମା ଦେଖିଲାପରେ ତ ସନାତନୀ ମାନେ ଦଙ୍ଗା start କରିବେ
(Praise the Lord ✝️ ତାଡ଼ନାପାପ୍ତ ଲୋକେ ଧନ୍ୟ କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର ✝️
Hate create କରନି।Film Flop ହେଇପାରେ......
Tu flop kare😂 ame hit karibu ....odisa re christian comunity 2/3% tame mane bala dekha ki na dekha
ଖ୍ରୀଷ୍ଟ ଶରୀରରେ ଦୁଃଖଭୋଗ କରିଥିବାରୁ ତୁମ୍ଭେମାନେ ମଧ୍ୟ ସେହିପରି ମନ ଧରି ଆପଣାମାନଙ୍କୁ ସୁସଜ୍ଜିତ କର, କାରଣ ଯେ, ଶରୀରରେ ଦୁଃଖଭୋଗ କରିଅଛି, ସେ ପାପରୁ ନିବୃତ୍ତ ହୋଇଅଛି, ଯେପରି ତୁମ୍ଭେମାନେ ଜାଗତିକ ଜୀବନର ଅବଶିଷ୍ଟ କାଳ ମନୁଷ୍ୟର କୁଅଭିଳାଷ ଅନୁସାରେ କ୍ଷେପଣ ନ କରି ଈଶ୍ବରଙ୍କ ଇଚ୍ଛାନୁସାରେ କ୍ଷେପଣ କର। ଯେଣୁ ଅଣଯିହୁଦୀମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ତୁମ୍ଭେମାନେ ଯେତେକାଳ କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା କରୁଥିଲ, ତାହା ଯଥେଷ୍ଟ; ଏପ୍ରକାର ଉଚ୍ଛୃଙ୍ଖଳ ପନ୍ଥାରେ ତୁମ୍ଭେମାନେ ଯେ ସେମାନଙ୍କ ସହିତ ଧାବମାନ ହେଉ ନାହଁ, ଏହା ସେମାନେ ଆଶ୍ଚର୍ଯ୍ୟ ମଣି ତୁମ୍ଭମାନଙ୍କର ନିନ୍ଦା କରନ୍ତି; କିନ୍ତୁ ଯେ ଜୀବିତ ଓ ମୃତ ଲୋକମାନଙ୍କର ବିଚାର କରିବାକୁ ଉଦ୍ୟତ, ସେହି ଈଶ୍ବରଙ୍କ ଛାମୁରେ ସେମାନଙ୍କୁ ହିସାବ ଦେବାକୁ ହେବ। କାରଣ ଏହି ଉଦ୍ଦେଶ୍ୟରେ ମୃତମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାରିତ ହେଲା, ଯେପରି ସେମାନେ ମନୁଷ୍ୟମାନଙ୍କ ସଦୃଶ ଶରୀରରେ ବିଚାରିତ ହେଲେ ହଁ ଈଶ୍ବରଙ୍କ ସଦୃଶ ଆତ୍ମାରେ ସଜୀବ ହେବେ। ମାତ୍ର ସମସ୍ତ ବିଷୟର ଅନ୍ତିମ ସମୟ ସନ୍ନିକଟ। ଅତଏବ ସୁବୁଦ୍ଧି ହୁଅ, ପୁଣି, ପ୍ରାର୍ଥନା କରିବା ପାଇଁ ଜାଗ୍ରତ ଥାଅ, ବିଶେଷରେ ପ୍ରଗାଢ଼ ପ୍ରେମରେ ପରସ୍ପରକୁ ପ୍ରେମ କରୁଥାଅ, କାରଣ ପ୍ରେମ ବହୁଳ ପାପ ଆଚ୍ଛାଦନ କରେ। କୁଣ୍ଠିତ ନ ହୋଇ ପରସ୍ପରର ଆତିଥ୍ୟ କର; ପ୍ରତ୍ୟେକ ଜଣ ଯେଉଁପରି ଅନୁଗ୍ରହ ଦାନ ପାଇଅଛ, ସେହି ପ୍ରକାରେ ଈଶ୍ବରଙ୍କ ବହୁବିଧ ଅନୁଗ୍ରହର ଉତ୍ତମ ଭଣ୍ଡାରଘରିଆ ସ୍ୱରୂପେ ତଦ୍ୱାରା ପରସ୍ପରର ସେବା କର; କେହି ଯଦି ପ୍ରଚାର କରେ, ତେବେ ସେ ଈଶ୍ବରଙ୍କ ବାକ୍ୟର ପ୍ରଚାରକ ପରି ପ୍ରଚାର କରୁ; କେହି ଯଦି ସେବା କରେ, ତେବେ ସେ ଈଶ୍ବରଙ୍କଠାରୁ ଶକ୍ତିପ୍ରାପ୍ତ ଲୋକ ପରି ସେବା କରୁ, ଯେପରି ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ବର ଗୌରବାନ୍ୱିତ ହେବେ; ଯୁଗେ ଯୁଗେ ଗୌରବ ଓ ପରାକ୍ରମ ତାହାଙ୍କର। ଆମେନ୍।
୧ ପିତର 4:1-11
Download Bible in 50+ Indian languages for free from [Free Bibles India](www.freebiblesindia.in/bible/)
ଏ,ଫିଲ୍ମ, ଗୋଟିଏ, andhvishwas,ଫିଲ୍ମ୍, ଥୁଥୁ,ଫିଲ୍ମ,
Thu thu to muharr jisu putra aga film dekhe😂
Danga hele tapimishra ku aaret kara
Danga Kari ki dekhao bajrang dala wait Kari ki achhanti re jisu putra😂
Kormo.hidhoromo.muvie.bond.heba.darkar.
Reality shows in this picture
@@themathtutorial179 with no evidence and fake story
ହେ ପ୍ରିୟମାନେ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଯେଉଁ ଦୁଃଖଭୋଗରୂପ ଅଗ୍ନି ଉପସ୍ଥିତ ହୋଇଅଛି, ତାହା ଅଦ୍ଭୁତ ଘଟଣା ବୋଲି ମନେ କରି ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ; ବରଂ ଯେଉଁ ପରିମାଣରେ ଖ୍ରୀଷ୍ଟଙ୍କ ଦୁଃଖଭୋଗର ସହଭାଗୀ ହେଉଅଛ, ସେହି ପରିମାଣରେ ଆନନ୍ଦ କର, ଯେପରି ତାହାଙ୍କ ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମ୍ଭେମାନେ ମହାନନ୍ଦରେ ଆନନ୍ଦିତ ହେବ। ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ନାମ ସକାଶେ ନିନ୍ଦିତ ହୁଅ, ତାହାହେଲେ ତୁମ୍ଭେମାନେ ଧନ୍ୟ, କାରଣ ଗୌରବମୟ ଆତ୍ମା, ଅର୍ଥାତ୍, ଈଶ୍ବରଙ୍କ ଆତ୍ମା, ତୁମ୍ଭମାନଙ୍କଠାରେ ଅଧିଷ୍ଠାନ କରୁଅଛନ୍ତି। ଏଣୁ ତୁମ୍ଭମାନଙ୍କ ମଧ୍ୟରୁ କେହି ହତ୍ୟାକାରୀ କି ଚୋର, କି ଦୂରାଚାରୀ, କି ଅନଧିକାର ଚର୍ଚ୍ଚାକାରୀ ହୋଇ ଦଣ୍ଡ ଭୋଗ ନ କରୁ; କିନ୍ତୁ କେହି ଯଦି ଖ୍ରୀଷ୍ଟିୟାନ ହେବାରୁ ଦଣ୍ଡ ଭୋଗ କରେ, ତାହାହେଲେ ସେ ଲଜ୍ଜା ବୋଧ ନ କରୁ, ବରଂ ଏହି ନାମ ହେତୁରୁ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ। କାରଣ, ଈଶ୍ବରଙ୍କ ଗୃହଠାରୁ ଆରମ୍ଭ କରି ବିଚାର କରିବା ସମୟ ଉପସ୍ଥିତ; ଆଉ ଯଦି ପ୍ରଥମରେ ଆମ୍ଭମାନଙ୍କଠାରୁ ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ବରଙ୍କ ସୁସମାଚାରର ଅନାଜ୍ଞାବହ, ସେମାନଙ୍କର ଶେଷ ଦଶା ଅବା କଅଣ ନ ହେବ! ପୁଣି,
“ଧାର୍ମିକ ବ୍ୟକ୍ତି ଯଦି କଷ୍ଟରେ ପରିତ୍ରାଣ ପାଏ,
ତେବେ ଅଧାର୍ମିକ ଓ ପାପୀ ଲୋକ କେଉଁଠାରେ ମୁହଁ ଦେଖାଇବ?”
ଅତଏବ, ଯେଉଁମାନେ ଈଶ୍ବରଙ୍କ ଇଚ୍ଛାମତେ ଦୁଃଖଭୋଗ କରନ୍ତି, ସେମାନେ ବିଶ୍ୱସ୍ତ ସୃଷ୍ଟିକର୍ତ୍ତାଙ୍କର ହସ୍ତରେ ଆପଣା ଆପଣା ଆତ୍ମାକୁ ସମର୍ପଣ କରି ସତ୍କର୍ମରେ ନିବିଷ୍ଟ ରହନ୍ତୁ।
୧ ପିତର 4:12-19
Download Bible in 50+ Indian languages for free from [Free Bibles India](www.freebiblesindia.in/bible/)
ମୋ ମତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହିଭଳି ଧର୍ମବିରୋଧୀ ଆଉ ଦଙ୍ଗା କୁ ପ୍ରୋତ୍ସାହିତ କରୁଥିବା ଏହିଭଳି ଚଳଚିତ୍ର ଉପରେ ନିୟମ କାନୁନ କରିବା ନିହାତି ଆବଶ୍ୟକ । ଏହି ପାଗଳମାନଙ୍କୁ ସରକାର ସାବାଡ଼ କରିବା ନିହାତି ଆବଶ୍ୟକ।
Christian comunity odisa 3/4% thiba ate kahi kalua hauchha ...
@@indianbygenes ଆମକୁ ସୁରକ୍ଷା ଦିଅ ଆମେ ହିନ୍ଦୁ ମାନଙ୍କର ଧର୍ମ ପରିବର୍ତନ କରିଵୁ।
@@rabindrakumarmohanty9415ଠିକ୍ କହିଛ 👍👍👍 ଯୀଶୁ ଖ୍ରୀଷ୍ଟ କିଏ ସବୁ ଜାଣନ୍ତୁ
ଏହି ଫାଲତୁ ଫିଲ୍ମକୁ ଵନ୍ଦ କରାଯାଉ... ଏମାନେ ସମାଜକୁ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚାଁହୁଛନ୍ତି
ସଚେତନ ହୋଇ ଜାଗ୍ରତ ରୁହ। ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହପ୍ରାୟ ଗର୍ଜ୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି;
୧ ପିତର 5:8
Be sober, be watchful. Your adversary, the devil, is walking around like a roaring lion, seeking someone to devour.
😂😂😂😂
ଯ ମେଡମ ବକୁଛନ୍ତି ଏଟି ସେ ପୁରା ପାଗଳ
ଆଦିବାସୀ ହରିଜନ ଙ୍କ ଉନ୍ନତି ପୁଣି ମୂଳ ସ୍ରୋତ ରେ ସାମିଲ ହେଉଛନ୍ତି ଏହା ଏହି ଲୋକ ମାନେ ସହି ପାରୁ ନାହାନ୍ତି... ଏମାନେ ଚାହୁଁଛନ୍ତି ଆଦିବାସୀ ଓ ହରିଜନ ସେମାନଙ୍କ ଗୁଲାମ, ଚାକର ଓ ଅଧିନସ୍ଥ ହୋଇ ରୁହନ୍ତୁ.... ହଁ ଏହା ସତ୍ୟ, ଖ୍ରୀଷ୍ଟିଆନ ମାନେ ହିଁ ଏହି ନିରୀହ ଲୋକଙ୍କୁ ମାନବୀୟ ପ୍ରକୃତ ପରିଚୟ ଦେଇ ମର୍ଯ୍ୟାଦା ର ସ ହ ବଞ୍ଚିବା ନିମନ୍ତେ ଉତ୍ସାହ ଦେବା କାମ କରନ୍ତି.. ସେମାନଙ୍କ ଅତୀତ ଓ ବର୍ତମାନ ଜୀବନ ର କେତେ ପାର୍ଥକ୍ୟ ରହିଛି ଯାଇ ଦେଖନ୍ତୁ... ଏହା କିପରି ସମ୍ଭବ ହୋଇଛି... ତାର ଗୋଟେ ହି କାରଣ ଶିକ୍ଷା ଓ ପ୍ରକୃତ ପରିଚୟ ଯେ ସେମାନେ ମଧ୍ୟ ଈଶ୍ବର ଙ୍କ ସ୍ୱତନ୍ତ୍ର ସୃଷ୍ଟି,.
ଧର୍ମ ନାମରେ Business ସିନେମା
ବନ୍ଦ୍ ହେଇ ଯିବ, ଏହି ସିନେମା ନିଜେ ଗାତ କୁଳି ନିଜେ ଗାତରେ ପଡ଼ିବେ ସିନେମା: Director ସିନେମ:
Production ସିନେମା: Actor
Collector
Odisha CM PM ଗାତରେ ପଡ଼ିବାର ସମୟ ଆସି ଯାଇଚି ସେ ପରି ହେବ। ଆବଶ୍ୟକ ଥିଲା
କାରଣ ସେ ସମସ୍ତ ଶତ୍ରୁଙ୍କୁ ନିଜର ପାଦ ତଳେ ନ ରଖିବା ପର୍ଯ୍ୟନ୍ତ ତାହାଙ୍କୁ ଅବଶ୍ୟ ରାଜତ୍ୱ କରିବାକୁ ହେବ।
୧ କରିନ୍ଥୀୟ 15:25
କର୍ମ ହିଁ ଧର୍ମ, ମୁଁ ଜାଣି ନି ହିନ୍ଦୁ ଧର୍ମ ରେ କଣ କର୍ମ ଅଛି, ଦଙ୍ଗା କରିବା, ଝଗଡ଼ା କରିବା, ହିଂସା କରିବା, ଘୃଣା କରିବା ବୋଧେ ହିନ୍ଦୁ ଧର୍ମ ର କର୍ମ ହେଇଥିବ, ସେମିତି ହେଲେ ହିନ୍ଦୁ ଧର୍ମ ରେ କେହି ଆଦୌ ରହିବାର ଚିନ୍ତା ବି କରିବା କଥା ନୁହେଁ ।
ଏ,ଫିଲ୍ମ, ଚାଲି ବ,ନାହିଁ,,ଏ,ଫିଲ୍ମ, ଗୋଟିଏ, ସନାତନି, ଧର୍ମ, ର, andhvishwas,କୁ,ନେଇ, ଫିଲ୍ମ, ସୁଟିଙ୍ଗ୍, କରି, ଛନ,ଏମାନେ, ସବୁ, ପାଗଳ ଡାଇରେକ୍ଟର, ମାନେ, ସବୁ,, ମରିବେ, ସବୁ, ସନାତନିଧର୍ମ, ର,ଲୋକମାନେ, ସବୁ, ସେମି,ଦିନ, ,ଗୋଟେ,ଆସୁଛି,
@@sajangarada4249 kahiki be
Praise the lord ✝️🛐
ଖ୍ରୀଷ୍ଟିଆନ ଧର୍ମ ର ଲୋକ ମାନେ ଶାନ୍ତ ସରଳ ବୋଲି ଯିଏ ଯାହା ଇଚ୍ଛା କରି ଯାଉଚି ,,, କହି ଯାଉଅଛି କିନ୍ତୁ ଏହି ଏତିକି କଥା କି ଏତିକି କାମ ମୁସଲିମ ମାନୋଙ୍କ ବିଷୟ ରେ ହଉ ତାପରେ ପରିସ୍ଥିତି ସମ୍ଭାଳିବା ମୁସ୍କିଲ ହେଇଯିବ
ମୋର ଗୋଟେ ଛୋଟ ପ୍ରୟାସ ସମସ୍ତେ ମିଶିକି ଭଲ ରେ ରହିଲେ ଭଲ କାରଣ ଆମେହଉଚେ ଗୋଟେ ଜାତି ସେ ହଉଚି ମଣିଶ ଜାତି ତେଣୁ ବୁଝିବା ଲୋକ ବୁଝିବେ ନ ବୁଝିବା ଲୋକ ଏମିତି ଭୋକିବେ
ଆରମ୍ଭ ରୁ ହଁ ହିନ୍ଦୁ ଧର୍ମର ଶିକ୍ଷା ଯେ ମାର୍ ପିଟ୍ କରିବା ଯୁଦ୍ଧ କରିବା କର୍କଶ ସୋର ରେ ଚିଲ୍ଲେଇ ବା ଅଧର୍ମ କାମକୁ ଧର୍ମ ବୋଲି ମାନିବା ଏସବୁ ହିନ୍ଦୁ ମାନଙ୍କର ଧର୍ମ କିନ୍ତୁ ଯୀଶୁଙ୍କ ଲୋକ ମାନେ ପରୋପକାର କରିବା ରୋଗୀ ସେବା କରିବା ଭଲ ସ୍କୁଲ କଲେଜ ଖୋଲିବା ମେଡିକାଲ ଖୋଲିବା ଶାନ୍ତି ର ପ୍ରଚାର କରିବା ପ୍ରେମର ପ୍ରଚାର କରିବା କ୍ଷମାର ପ୍ରଚାର କରିବା ଶିକ୍ଷା ପାଇଛନ୍ତି ଆମ ଯୀଶୁ ଖ୍ରୀଷ୍ଟ କ୍ରୃଶ ଉପରେ ଥାଇ ମଧ୍ୟ ଷେସ ନିଃଶ୍ବାସ ପର୍ଯ୍ୟନ୍ତ କ୍ଷମା ଦେବା କଥା ଶିଖାଇଛନ୍ତି କିନ୍ତୁ ଏକ ପରିତାପର ବିଷୟ ହିନ୍ଦୁ ଧର୍ମର ଏସବୁ ଦେଖିବାକୁ ମିଳେ ନାହିଁ ଏଥିପାଇଁ ବୁଝିବା ଲୋକ ଯୀଶୁଙ୍କୁ ଗ୍ରହଣ କରନ୍ତି। ହିନ୍ଦୁ ଓ ଆମ ଭିତରେ ଆକାଶ ପାତାଳ ଫରକ୍
ଯାହା ବି କୁହ ଯଦି ଏ ସମାଜ ରେ ଦଙ୍ଗା ହେଲା ତାହା ହେଲେ ଟପି ଆଉ producer କୁ sure ମାରି କି ହିଁ jl ଯିବି
କେତେ ଜଣ କେସ ଫାଇଲ କରିଛନ୍ତି ଯେ ଆଦିବାସୀ ମାନଙ୍କୁ ପଇସା ଦେଇ ଧର୍ମ ପରିବର୍ତନ କରାଯାଇଛି କିଏ କହିବ
Semane kan gadha ki? Paisa milila pare Case karibe
Jay sri ram koi Lukonku gruna koruchanti saitan luko mane .
Prakurtha ihh du ra mohato jani parunanti.
CHRISTIAN MANE KEBE DHANGA KORIBENI SE DHARMO SEKEINAI.
LOKON KU BHOLO PAIBAKU SE KEI TAHE.❤🎉🎉
Christian jadi ate bhala tahele 200 barsa bhartiya nku kahiki atyachar karithile
@rajendramuduli6009 Kau Christian luko atiyachar koritila dian mote prove satya ta re christian tila ki se
@rajendramuduli6009 tomo number dia bholo se disscostion koribaku chaucha jodi
Kana kahilu jisu putra hindu sthan re rahi hindu nku kahuchu....2/3% achha bhala re raha na hele hindu badeibe janibu
@@oyeamieroivlogs2048 prove kariba kan darkar bhai British mane bhartiya nku 200 barsa sasan kale Bharat ku lutile ahuri tamaku prove darkar,,, na esabu bi micha boli kahidia
ଏହି ଫିଲ୍ମ ରେ ଜାଣି ସୁଣି ଖ୍ରୀଷ୍ଟିଆନ ମାନଙ୍କୁ ଟାରଗେଟ କରିଛନ୍ତି , ତେଣୁ ସରକାର ଏହି ଫିଲ୍ମ କୁ ବନ୍ଦ କରା ଯାଉ
ଯୀଶୁ କହିଲେ, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି, ଯେଉଁମାନେ ତାଡ଼ନା କରନ୍ତି ସେମାନଙ୍କ ନିମନ୍ତେ ପ୍ରାର୍ଥନା କର।
Amen
ସିନେମା ଦେଖିକି ଲୋକଙ୍କର ସେଥିରୁ କିଛି ଲାଭ ନାହିଁ, ଏହି ସିନେମା ଅନ୍ୟ ଜଣକୁ ଆଖ୍ୟାପ ଘୃଣା କରି କୁହାଯାଇଛି, ତେଣୁ ଏହା ବହୁତ ଭୁଲ ଅଟେ, ଯାର ମୁଣ୍ଡରେ ବୁଦ୍ଧି ରହିଛି ସେହିଁ ଭଲରେ ଭୁଯିବ, ମୂର୍ଖ ଲୋକମାନେ ଏହାକୁ ଭୁଜି ପାରିବେ ନାହିଁ. ଏଣୁକରି ଏ ସିନେମା ପୁରାପୁରି ଵନ୍ଦକରାଯାଉ. ନୋ ହେଲେ ଏଥିପାଇ ସରକାର ହିଁ ଦାଇଁ ରହିବ.
ଆଜିକାଲି ସମାଜର ଯୁବଗଷ୍ଠୀ ଖରାପ ଆଡକୁ ଯାଉଛନ୍ତି ସବୁ ର ମୂଳ କାରଣ ଆଜିକାଲିର ଫିଲ୍ମ.. ଫିଲ୍ମ, hero ଏ ସବୁ ସମାଜକୁ କଣ ଶିଖାଉ ଛନ୍ତି... ଜାତି ଜାତି ଧର୍ମ ଧର୍ମ ବିରୁଦ୍ଧରେ ଯୁଦ୍ଧ...ଆମ ପଇସା ନେଇ ଏମାନେ ଆରାମରେ ରହୁଛନ୍ତି ଆଉ ଆମକୁ ଖରାପ ବିଷୟ ସବୁ ଶିଖାଉଛନ୍ତି...
ଯଦି ଦଙ୍ଗା ହେବ ହେମାନେ ହିଁ ଦଙ୍ଗା ସୃଷ୍ଟି କରିବେ cristian ମାନେ ନୁହେଁ
Super flop movie
ହେ ସ୍ୱର୍ଗୀୟ ପିତା ଆମେ ସମସ୍ତେ ତୁମ୍ଭ ସନ୍ତାନ, ଏମାନେ କଣ କରୁଛନ୍ତି ତାହା ଜାଣନ୍ତି ନାହିଁ, ପ୍ରଭୁଯୀଶୁ ଏମାନଙ୍କୁ କ୍ଷମା କର।
ଓଡ଼ିଶା ରେ ସେନସର ମିଳିଛି କି ? ବମ୍ବେରେ ସେନସର ମିଳିଛି ଓଡ଼ିଶାରେ କିଛି ହେଲେ। ବମ୍ବେର ବାଳ ଯିବ କି?
ସତ ନୁହେଁ,, political propaganda
My prom odisha iLove Jesus 🙏🙏🙏✝️✝️✝️💕💕 God bless you odisha
@@hemantpradhan8794 ନାଇ ପୁଅ ଦରକାର ନାଇ ଯୀଶୁ ଯେଉଁଠି ଜଗନ୍ନାଥଙ୍କ ଆଶୀର୍ବାଦ ଅଛି ସେଠାରେ ଆଉ କିଛି ଦରକାର ନାହି ପୁଅ
ଏହି ଫିଲୀମ ଦେଖି ଦଙ୍ଗାସୃଷ୍ଟିହୁଏ ତା ହେଲେ କିଏ ଦାୟୀରହିବ l ଲୋକ ମାନଙ୍କର ନିରୀହ ଜୀବନ ଚାଲିଯିବ l 😥😥😥😥
Bjp ସରକାର ଦାୟୀ ହେବେ
ଏହା ଆଇନ୍ ବିରୁଦ୍ଧରେ ପ୍ରଚଳିତ ହୋଇଛି। ତେଣୁ ଏହି ଚଳଚ୍ଚିତ୍ର ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
kebe kn kie dekhichi..jona kara jomi badi nebata...
ସହରର ୧୦୦% ହିନ୍ଦୁ ମାନେ ଗ୍ରାମାଞ୍ଚଳରେ ଭାଇ ଭାଇ ହେଇ ରହୁଥିବା ୫୦,୫୦ % ହିନ୍ଦୁ, ଖ୍ରୀଷ୍ଟିଆନ ମାନଙ୍କ ମଧ୍ୟରେ ଘୃଣା ଭାବ ସ୍ରୁଷ୍ଟି କରି ଦଙ୍ଗା କରେଇ ନିରିହ ମାନଙ୍କ ଧନ ଜୀବନ ନଷ୍ଟ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ତେଣୁ ଓଡ଼ିଶା ବାସି ସମସ୍ତେ ସଚେତନ ରୁହନ୍ତୁ ।
I Kindly Request Please Movie Boycott Boycott Boycott Jay Odisha ❤❤❤❤🙏
Mu Jane koraput ro Hindu thili mu Christian heli mote to kehi poisa dei nahanti kintu mo monaru mu probhu ku biswas kali
ମିଛ ଏବଂ ଓଲଟl ପିଲିମ୍ ବନl ଯାଇଛି l
ଏହି ଫିଲୀମ ଦେଖି ଦଙ୍ଗା ସୃଷ୍ଟି ହୁଏ ତା ହେଲେ କିଏ ଦାଇ ରହିବ l
Film band heba darkar
Right
ବହୁତ ରୁ ବହୁତ ଭୁଲ୍ କାହିଁକି ନା ଏପରି ବିବାଦ ନଥିଲା କିନ୍ତୁ ଏ ସିନେମା ଯୋଗୁଁ ଏହି ପ୍ରକାର ହେଉଛି ଛି ଲାଜ ଲାଗୁନି
ସମୟ ସନ୍ନିକଟ
ବୁଦ୍ଧିମାନ ସରକାର ଥିଲେ ଦେଶରେ ଶାନ୍ତି ଥିଲା ଏବେ ପାନିଆ ବାବା ଏମିତି କଳି ଛଡା କ'ଣ ଜାଣିବ
ନବୀନ ସରକାର ସବୁ ଛୋଡ଼ି ପକାଉଥିଲା
ମମିତା,ଦାନ ମାଝି,ସସ୍ମିତା,ପରି,ଇତିଶ୍ରୀ ଏ ନାମ ଯାକ ବୋଧେ ଭୁଲିଯାଉଚୁ ତୋ ନବୀନ ସରକାର କେତେ ଛୋଡ଼ି ପକେଇଥିଲା କେତେ କାହାକୁ ନ୍ୟାୟ ଦେଇଥିଲା କାଇଁ ଦେ ହିସାବ 😂😂😂😂😂😂😂 ମାଗିଆ ଗୁଣ୍ଡା ଗର୍ଦୀ କରି ଗାଣ୍ଡି ମରେଇ ଦିନ ଯାଉଥିଲା ବର୍ତ୍ତମାନ ଗାଣ୍ଡି ମରଉ ୨୫ ବର୍ଷ ଗାଣ୍ଡି ମାରିଲା ଆଉ କେତେ ଗାଣ୍ଡି ମାରିବ
ବାସ୍ତବରେ ସନତାନି ରେ ଯୋଉ sc st କୁ ଛୁଆ ଅଛୁଆଁ ରେ ରଖୁଛନ୍ତି । Education ସେମାନଙ୍କୁ ମନା କରୁଛନ୍ତି । ସେଇଟା ଏହି film ରେ କାଇ christian ଉପୁର film କରିଛ । Christian ମାନେ school hospital ସବୁ କରୁଛନ୍ତି ତମେ କେତୁଟା କରିଛ କି ? କିନ୍ତୁ film କରୁଚ😅😂 ଲଜ୍ୟ jay bhim💙💙
ଯାହା ବି କରାଯାଉଛି ସମ୍ବିଧାନ ର ନିୟମର ହିଁ କରା ଯାଉଚି ନିୟମ ବିରୋଧରେ କେବେ ବି କରାଯାଉ। ନାହିଁ ବିନଷ୍ଟ ହେଉଥିବା ଲୋକମାନଙ୍କୁ ବଞ୍ଚା ଉ ଚନ୍ତି ok
ଏ ପିଲ୍ମ ଧର୍ମ ବିରଧୀ ହେଇଛି ସମ୍ବିତ ଆଚାର୍ଯ୍ୟ ବଧେ ଜାଣିନି ଏଇଟା ଧର୍ମ ବିରଧୀ ଫିଲ୍ମ ସେ ଆଉ ତପି ମିଶ୍ର ଜାଣି ନାହାନ୍ତି ଏଇଟା ଧର୍ମ ବିରଧୀ ଏ ମାନେ ଯାହା କରୁଛନ୍ତି ତାହା ସେମାନେ ଜାଣିନାହାନ୍ତି ଏ ଫିଲ୍ମ ଦ୍ଵାରା ଡଙ୍ଗା ହେଇ ପାରେ କାହା ଧର୍ମ କୁ ବଦନାମ କରିବା ଠିକ ନୁହେଁ ସମ୍ବିତ ତପି ମିଶ୍ର ସୁଧୁରି ଯାଅ ଏହିପରି ଠିକ ନୁହଁ
ପ୍ରକୃତ କାହାଣୀ ଲେଖିବାକୁ ଜାଣି
ନାହାନ୍ତି ଆଦିବସୀମାନଙ୍କର ପୂଜା ବେଦୀ ପ୍ରକୃତି କୁ ପୂଜା କରନ୍ତି ପଥରକୁ , ଗୁଙ୍ଗି , ପୂଜା କରନ୍ତି ହିନ୍ଦୁ ଧର୍ମ ସ୍ୱର୍ଗକୁ ନେଇ ପାରିବ ନାହିଁ କେବଳ ଯୀଶୁ ହିଁ ସ୍ୱର୍ଗକୁ ନେଇ ପାରିବେ
ଏହି film କେବଳ ଅନ୍ଦଭକ୍ତ ମାନଙ୍କ ପାଇଁ ହେଇଛି..
ଅମ୍ରିତି କହିଛନ୍ତି ଯେ ଖ୍ରୀଷ୍ଟିଆନ
ମାନେ ଟଙ୍କା ଦେହି ପରିବର୍ତ୍ତନ କରୁଛନ୍ତି ଭୁଲି କଉଚି, ତ ଅମ୍ରିତି
ପାଖରେ କଣ ଟଙ୍କାନାହି । ଯଦି ଟଙ୍କା ଅଛି ତାହାହେଲେ ଖ୍ରୀଷ୍ଟିଆନ ମାନଙ୍କୁ ଟଙ୍କା ଦେଇ ଆପଣ ମଧ୍ୟ ହିନ୍ଦୁ କରାଅ କେଉଲୁକ ହିନ୍ଦୁ ହେବେ ମତେ କୁଅ..?
ଯିଏ ଯୋଉଟି ଅଛି, ସେଇଟି ରୁଅ, ଗୋଡବଡ କରନ୍ତୁ ନି । ଆମେନ୍ ।।
Amen
ଭାଈ ଚାରା କୁ ନଷ୍ଟ କରୁଥିବା ଭଳି ଫିଲ୍ମ ଅନୁମତି ଦିଆ ନ ଯିବା ଉଚିତ.
ଏହି ଫିଲିମ ରେ ଯେଉଁମାନଙ୍କର ହାତ ଅଛି ସେମାନେ ଜଣେ ଜଣେ ବଡ ବୋକା
Bondh korajauu
Director writter nku warning dia jau je ei prakar bekaria ..au hinsatmaka movie no koriba ku ....amo king of peace, king of the king jesus...santi raja ... Kintu ei prakar mithya aropo jadi hebo au ei prakar kotha jadi hue ..tebe Film industry au rohibo nhii ..sabu destroy hei jibo...anurodh je ei movie bond heu.. jldi..
କିଛି ଅସୁବିଧା ହେଲେ ମୋହନ ମାଝୀ ଦାୟୀ ରହିବ
ଏତେ ମିଛ ଅଭିଯୋଗ ଖ୍ରୀଷ୍ଟୀୟାନଙ୍କୁ କ'ଣ ପାଇଁ କେହି କେବେ କାହାକୁ ଧର୍ମ ପରିବର୍ତନ କରି ତା'ର ନିଜ ଜମି ଅଧିକାର କରିବ ଆଉ ସେ ଜମି ବାଲା ଦେଖୁଥିବ ସଂପୂର୍ଣ୍ଣ ମିଛ କେହି ଧର୍ମ ପରିବର୍ତନ କରନ୍ତି ନାହିଁ।ପ୍ରଭୁ ଯୀଶୁଙ୍କ ବାକ୍ୟ ପ୍ରଚାର କରନ୍ତି ଆଉ କାହାକୁ ବାଧ୍ୟତାମୂଳକ ନାହିଁ ଯିଏ ପ୍ରଭୁଙ୍କର ବାକ୍ୟ ଶୁଣିଲା ତ ସେ ନିଜର ଇଚ୍ଛାରେ ପ୍ରଭୁଙ୍କୁ ଗ୍ରହଣ କରିବ କଉ ଧର୍ମକୁ ନାହିଁ ନତୁବା ସେ ignore କରିବ ଏତିକି ଜାଣି ପାରୁଣ ଆଉ ଧର୍ମ ପରିବର୍ତନ କରନ୍ତି ନାହିଁ ମନ ପରିବର୍ତ୍ତନ କରନ୍ତି example suppose ଜନେ ଲୋକ ଆଗରେ ବେବିଚାର, ଚରି, ମଦ୍ୟପାନ ଅନ୍ୟାୟ ଅତ୍ୟାଚାର, ବିଭିନ୍ନ ପ୍ରକାରର ମନ୍ଦ ଅଭ୍ୟାସ ଓ ଅଧର୍ମ କାମ କରୁଥିଲା ସେ ଯୀଶୁଙ୍କୁ ଜାଣିଲା ପରେ ଏହି ସବୁ ବିଷୟ ଛାଡିଦେବ ଆଉ ସେ ଗୋଟିଏ ନୂତନ ଜୀବନ ଯାପନ କରିବ ଆଉ ସେ କେବେ ମନ୍ଦ ଅଧର୍ମ କାମ କରିବ ନାହିଁ ଏଇଟା ହେଉଛି ମନ ପରିବର୍ତ୍ତନ ହେଲେ ମୋତେ କହନ୍ତୁ ସେ ମନ ପରିବର୍ତ୍ତନ କରି ଠିକ୍ କରିଲା ନା ଭୁଲ୍ କଲା ତ ସବୁ ଛାଡ଼ ମୁ ଓଡ଼ିଶାର ସାନ ବଡ଼ ସମସ୍ତଙ୍କୁ କହୁଛି ଏହି ଜଗତରେ ଆମେ ବଞ୍ଚି ଥାଉ ଥାଉ ଆମକୁ ସୁଯୋଗ ଅଛି।
ଯୀଶୁଙ୍କୁ ଜାଣ ପାପରୁ ଫେର ନିଜ ନିଜ ମନ୍ଦ ଅନ୍ୟାୟ ଅଧର୍ମରୁ ଫେର ଯଦି ଆମେ ପାପରେ ମରିବା ଅନନ୍ତ ନର୍କେ ଯାଇ ହେବ ଆଉ ପାପରୁ ଫେରିବ ତେବେ ରକ୍ଷା ପାଇଯିବ ଆଉ ସରଗକୁ ଯିବ ଅନନ୍ତ ଜୀବନ ପାଇବ । ମୋ କଥାରେ ସମତ ତ ଶାନ୍ତିର ଓଡ଼ିଶା, ପ୍ରେମର ଓଡ଼ିଶା, ମିଳନର ଓଡ଼ିଶା, ଦୟା କ୍ଷମାର ଓଡ଼ିଶା ହେଉ ଧନ୍ୟବାଦ ।ଆଉ ସେ ପ୍ଲିମ୍ ସଂପୂର୍ଣ୍ଣ ମିଛ OK ସତ୍ୟ ସତ୍ୟ ଅଟେ ସତ୍ୟକୁ ମିଥ୍ୟା କହିଲେ କଣ ସତ୍ୟ ମିଥ୍ୟା ହେଇଯିବ କେବେ ନାହିଁ। ଆଉ ଯେତେଜଣ ମିଥ୍ୟା କହୁଛନ୍ତିି ସେମାନେ ଦିନେ ସତ୍ୟ ଜାଣିବେ । ଧନ୍ୟବାଦ
ଏହି ଚଳଚିତ୍ର ବନ୍ଦ କରାଯାଉ ଭଲ ହେବ ଅଘକୁ ମୁଁ ହିନ୍ଦୁ ହେବା ସତ୍ୱେ ବି ବିରଧ କରିବି ଏହି ଫିଲ୍ମି ଧାରା 17 18 ଉଲଙ୍ଗନ କରୁଛି l ଭଲ ହେବ ବନ୍ଦ କରାଯାଉ ଅଘରୁ ସଚେତନ କରାଯାଉଛି l
କିନ୍ତୁ ଯେ କେହି ମୋʼଠାରେ ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ମହାସାଗରରେ ଅଗାଧ ଜଳରେ ବୁଡ଼ାଇ ଦିଆଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।
ମାଥିଉ 18:6
ଏଯାଏଁ ରାଜ୍ୟ ବାହାରେ ଚାଲିଥିଲା ଏବେ ରାଜ୍ୟ ଭିତରେ ବିଷ ବୁଣା ଆରମ୍ଭ କଲେ ବିଜେପି ଲୋକ। ଅଶାନ୍ତି ବାତାବରଣ ଏମାନଙ୍କ ମୂଳ ଲକ୍ଷ୍ୟ। ଜାଗ୍ରତ ହେବା ଆବଶ୍ୟକ। ସମୟ ଆସିଲେ ଏମାନେ ବି ରହିବେନି।
ଭାଇ comment ଦେଖିଲି କାଣ୍ଟି ଇସାଇ ଲୋକ,, ମତେ ଗୋଟେ କଥା କୁହ ଯେତେବେଳେ ଇଂରେଜୀ ଆସିଲେ ସେତେବେଳେ ଖ୍ରୀଷ୍ଟିଆନ୍ ଧର୍ମ ଆସିଲା ଯଦି ବିଶ୍ୱାସ ହେଉନି ତା ହେଲେ କୁହ ଇଂରେଜୀ ବିରୋଧରେ ତୁମ ଖ୍ରୀଷ୍ଟିଆନ୍ ଲୋକ କିଏ ଲଢିଥିଲେ,,, sabu lokanku conversat Kari dharma ra Jana sankya badeile
Odisha re chistian ଧର୍ମ ଜାଣିନ ଥିଲେ, ଏହି ଫିଲ୍ମ ଦ୍ୱାରା ସମସ୍ତେ ଖ୍ରୀଷ୍ଟିଆନ ହେବେ,, ଫିଲ୍ମ କରିଥିବାରୁ ଧନ୍ୟବାଦ ✝️✝️✝️✝️✝️✝️✝️✝️
Amem
❤❤❤❤❤
ସିନେମା କଣସି ସତ୍ୟ ନୁହେଁ କେଵଳ ଅଭିନୟ ଅନୁଭୂତି ନୁହେଁ
ଅନୁଭୂତି କରି ଦେଖନ୍ତୁ ଖାଲି କହିଲେ ହେଵ ନାହିଁ
ହାରେ କିଏ ପଇସା ପାଇଁ କ୍ରିଷ୍ଟିୟାନ୍ ଓଇନାହାନ୍ତି ବିଜେପି ସରକାର ଏଇ ଫିଲ୍ମ ବେନ୍ କରିବା ଦରକାର୍
ବନ୍ଦ କରାଯାଉ
କନ୍ଧମାଳ ରେ ଦଙ୍ଗା ହେଲା ପୁଣି ଅଧିକା ଲୋକ ଖ୍ରୀଷ୍ଟିଆନ ହେଲେ l ଏବେ ଦଙ୍ଗା ହେଲେ ଓଡ଼ିଶା ରୁ ସବୁ ଖ୍ରୀଷ୍ଟିଆନ ହେବେ😂😂😂 l
Ei movie band houu ...
ଏଇ film ଦୟାକରି BAN କରାଯାଉ, ଓଡ଼ିଶାରେ ଯେ କୌଣସି ମହଲରେ ଯଦି ଏଇ film ଚାଲୁକରାଯାଏ ତେବେ ଖ୍ରୀଷ୍ଟିଆନ ଭାଇ ଓ ଭଉଣୀ ମାନେ, ଗୋବର ଆଉ ଅଣ୍ଡା ନେଇକି ଯାହନ୍ତୁ ଯଉଠି ପୋଷ୍ଟର ଦେଖିବେ ସେଠି, ଅଣ୍ଡା ମାଳ ଆଉ ଗୋବର ପଖାନ୍ତୁ
ବିଗ୍ ଫ୍ଲପ 😂😂😂😂😂😂😂
ମିଛ କଥା କହିଲେ ସିଷ୍ଟର କାହାକୁ ଲୋଭ ଦେଇକି dormo କୁ ପରିଵର୍ତ କରନ୍ତି ନାହିଁ ସମ୍ବିଦାନ dormo ପରିବର୍ତ୍ତନ ଦେଇଥାଇ କାହାଣୀ ସତ୍ୟ ନାହିଁ
କେବେ କହୁଛ ଚାଉଳ ଦେଇ କି ଧର୍ମାନ୍ତିକରଣ କରୁଛନ୍ତି ଆଉ କେବେ କହୁଛ ଜାଗାବାଡି ଅକ୍ତିଆର କରୁଛନ୍ତି କଣ ସତ