Namaste 🙏 We lost my Father-In-Law on Feb 6, 2024. He was in hospital for minor infection but could not survive. We reached India on Feb-05 and saw him for the last time 😭😭 Our family is still mourning and unable to recover from the trauma. We have made a video as a tribute to our hero. Please watch and pray for your family 🙏🙏 This is why we were not uploading any videos. Thank you everyone for the support and love 🙏
Bhagaban sabubele thik karanti. Bapa bahut mehnat karichanti, samastanku bhala paiba deichanti, ebe tankara aaram kariba time. Bhagaban Sethipain bodhe tanku nija pakhaku neigale. Jibana hi emiti. Jiye asichi siye jiba, hele tanka ashirbad sabubele tuma mana nka sahita thiba. Tanka icha au asha ku sabubele bajaya rakhiba. He will be happy for sure. Stay strong. He is always with you. Maa nkara dhyana rakhiba. 🙏🏻
I m watching bcoz I connect my self with u. Sad but life must go on.... nobody can replace ur father but u should happy coz he ll be happy to see u happy.
Sushma Di.. be brave and have patience 🙏🙏. God tamar bapa ra atma k shanti daun. E situation re ame samaste tamar au tamar parivar sange physically nehele b mentally chhida heichhu. Be brave Di again
Bhagwan aapankar pariwar ke himmat daun ....vdo dekhi kari mate mor bapa ra sabu katha mane padigala aji ..mor bapa b e duniya re au naina 😢bht miss karsin mui 😢😢😢
Nijar parents ke hareibar arthu bad dukh duniya re neino....mor bapa bi enta Feb re death hei gale 3year hela na baki mui Eve Jain se dukh se sadma ru bahari nei parbar...Didi jiju nkr maa nku tame eka sambhali parba.. kebe ekla feel nei kareiba... bhagwan uncle nkr atma k Santi deun🙏🏻
Mr behera apankar bapa apankar pua rupare re asbe ati jaldi , May my words become true , Remembering my lost mother through this video God bless you all 😭
Namaste 🙏 We lost my Father-In-Law on Feb 6, 2024. He was in hospital for minor infection but could not survive.
We reached India on Feb-05 and saw him for the last time 😭😭 Our family is still mourning and unable to recover from the trauma. We have made a video as a tribute to our hero. Please watch and pray for your family 🙏🙏 This is why we were not uploading any videos. Thank you everyone for the support and love 🙏
Stay blessed alwz u n ur family and I hope n pray that u success any exam in ur life 🙏
Rip uncle
Rip dear uncle...
🙏🙏🙏🙏🙏
ଓମ୍ ଶାନ୍ତି😭😭😭🙏🙏🙏🙏
ସତ୍ କହେବାର୍ କେ ଗଲେ ଆଜି ର ଭିଡିଓ ଟା ଦେଖି କରି ରହି ନି ହେବାର୍, ଆଖିରୁ ପାଣି ଆସିଯାଉଛେ, ଇ ଦୁଃଖ ସମୀୟା ରେ ତୁମର ବେହେରା ପରିବାର କେ ଭଗବାନ୍ ସହାୟ ହେଉନ୍, ଓମ୍ ଶାନ୍ତି
U r right 😢
Thank you 🙏
ଓମ୍ ଶାନ୍ତି 😭🙏 ବଡ଼ ବାପା ଯେନେ ଭି ଅଛନ ଭଗବାନ ତାଙ୍କୁ ଶାନ୍ତି ରେ ରଖିଥାଉନ
ସବୁ ଠିକ୍ ହେଇଯିବ। ସଂସାର ଗୋଟେ ମାୟା। ଏଠି କେହି ଅଧିକ ଦିନ ପର୍ଯ୍ୟନ୍ତ ଦୁଃଖୀ ରହିବେନି କି ସୁଖୀ ରହିବେନି। ତୁମ ଜୀବନରେ ମଧ୍ୟ ଦିନ ସୁଖ ଆସିବ। ଧର୍ଯ୍ୟ ଧର ଏବଂ ମାଆଙ୍କର ଯତ୍ନ ନିଅ।
Really nice video uploaded.
May my condolences & prayers ease your pain & bring showers of blessing & peace to all of your family members.
RIP.
ଓଁ ଶାନ୍ତି 🔥ବାପା ଙ୍କର ଅମର ଆତ୍ମା ର ସଦଗତି ହେଉ 🔥ଭଗବାନ ଙ୍କ ଆଶୀର୍ବାଦ ତାଙ୍କୁ ସବୁବେଳେ ମିଲୁ 💐💐💐ଜୟ ମା ସମଲେଶ୍ୱରୀ ପାଟ ମେଶ୍ବରୀ 🙏🙏🙏
Bhagabanku pray kara ki jaldi tamar shashura tamar pakh k palei asun, pua hei kari.
ଇ କଥା ଶୁନି ବହୁତ ଦୁଃଖ ଲାଗିଲା ।
ତାଙ୍କର ଆତ୍ମା ଶତଗତି ହେଉ ଭଗବାନ ଵେହେରା କେ ସାହସ ଧଜ୍ୟ ଦେଉନ୍ ଓମ୍ ଶାନ୍ତି
ନାନୀ ଆଉ କେଭେ ଭି ଏନ୍ତା ନାଇ କାନ୍ଦବ ।🙏🙏 ତମର କାନ୍ଦି ଦେଖି କରି ମୁଇଁ କାନ୍ଦି ପକାଲି ।
Sat katha, pua hisabe pahnchi kari pua r kartavya karicha, eta bhagya katha bhai.. God bless you..
ଯାହାର ଘରେ ଏନ୍ତା ଦୁଃଖ ପଡସି ସେ ଏକା ବୁଝି ପାର୍ସୀ ଜୀବନ ରେ ଇ ଦୁଃଖ ନୁ ଦୁଃଖ ନିନ ଓମ୍ ଶାନ୍ତି 😢
ଭଗବାନ ମର ଆତ୍ମା କୁ ଶାନ୍ତି ଦଉନ ଆଉ ଶୋକ ସନ୍ତପ୍ତ ପରିବାର କୁ ଆଗକେ ବଢ଼ ବାର ଲାଗି ଶକ୍ତି ଦଉନ ଓମ୍ ଶାନ୍ତି 🙏🙏
ଓମ୍ ଶାନ୍ତି 🙏 ଭଗବାନ୍ ତମ୍ କେ ଆଉ ତମର ପରିବାର୍ କ ସାହସ ଆଉ ଶକ୍ତି ଦିଅନ୍
Om Shanti
🙏He was great.
ବହୁତ ଦୁଃଖ ଲାଗୁଛି। କିନ୍ତୁ ନିଜକୁ ଦୃଢ ରଖିବାକୁ ହେବ।
Bahut jaldi bapa ra aau gute ashirwad tamku milba nani ....... Bapa jenu v rahebe khus rahun ...OM🙏🏻
Welcome back to in frame.. ତମର ବାପା ଙ୍କର ଅକାଳ ବିୟୋଗ ଲାଗି ଆମେ ବହୁତ୍ ଦୁଃଖିତ ଭଗବାନ ତାଙ୍କର ଆତ୍ମା କେ ଶାନ୍ତି ଦେଉନ୍.. ଆପଣଙ୍କର
ସପରିବାର କେ ମଧ୍ୟ ଏହି ଦୁଃଖଦ ସମୟରେ ଭଗବାନ ସାହା ହେଉନ ,, ଆପଣଙ୍କୁ,ହେମନ୍ତ ଦାଦା ଓ ଆପଣଙ୍କର ବ୍ଲଗ୍ କେ ଆମେ ବହୁତ୍ ମିସ କରୁଥିଲୁ,, ଜୟ ମାଁ ସମଲେଇ 🙏🙏
🙏
ଦଃଖିତ।ଭଗବାନ ତାଙ୍କ ଆତ୍ମା କୁ ସତ୍ଗତି ପ୍ରଦାନ କରନ୍ତୁ।ଏବଂ ଆପଣ ମାନଙ୍କୁ ଏଦଃଖ ସହିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ।
Bahut Dukha Ra Katha Didi and Dada Bapa Chali gale,OM SHANTI
Bahut painful aye. Jiban nu adha takat palei gala bagir lagsi. Jahar sange e dukha ghatiche eka se hi janiche……
ଭଗବାନ ତାଙ୍କର ଆତ୍ମା କେ ସଦଗତି ଦେଉନ୍। ଓମ୍ ଶାନ୍ତି 🙏🏻
Didi najar lagi hain apka family ko
Bahut 😢 kanda lagla video dekhla ke bahut thar luha bahrigala dada bhauja 😔😔😭😭 bahut man dukh ra khabar te aau bapa kete bhal thile🙏🏻🙏🏻🙏🏻🙏🏻
Awesome vlogs & jai jagannath & rest of life &
Bhagaban sabubele thik karanti. Bapa bahut mehnat karichanti, samastanku bhala paiba deichanti, ebe tankara aaram kariba time. Bhagaban Sethipain bodhe tanku nija pakhaku neigale. Jibana hi emiti. Jiye asichi siye jiba, hele tanka ashirbad sabubele tuma mana nka sahita thiba. Tanka icha au asha ku sabubele bajaya rakhiba. He will be happy for sure. Stay strong. He is always with you. Maa nkara dhyana rakhiba. 🙏🏻
So sad news dear sushma really ତୁମ ବାପାନଙ୍କର ଅମର ଆତ୍ମାର ସଦ୍ଗତି ଲାଗି ପ୍ରାର୍ଥନା କରୁଛେ Om Shanti
Miss you hemanta and Sushma father 😭😭se Jen v thaun tanka attama satagati milu.
Bhagwan tankar Aatma Ku shanti deun.
From . Raipur Chhattisgarh
ଯିଏ ଯେତେ ଦିନର ଲାଗି ଆସିଥିସନ୍ ସିଏ ସେତେ ଦିନ ଏକା ସାଙ୍ଗେ ରହେଶନ । କା କର୍ମା ନିଜର ହାତେ କିଛି ନେନ , ଚାହେଲେ ବି କିଛି କରି ନେ ପାରୁ । ଜୀବନରେ ତାକର କମି ତ କିହେ କେଭେ, କେତେବେେଲେ ବି ପୁରା କରି ନେ ପାରନ୍ ।। ତାକର ଆଶୀର୍ବାଦ ସବୁବେଳେ ତୁମର ଉପରେ ,ପରିବାର ଉପରେ ଅଛେ । ତାପ୍ନେ ସବୁବେଳେ ଚାହୁଥିଲେ ତୁମେ ଖୁସ୍ ରହ ,ଭଲ ସେ ରହ , ତୁମେ ଯଦି ଧର୍ଯ୍ୟହରା ହେବ ସେ ଜେନୁ ବି ଥିବେ ଇ ସବୁ ଦେଖିକରି ତାହାକୁ ଭଲ ତ ନେ ଲାଗେ ନି ।।ମୁସ୍କିଲ ଏ କିନ୍ତୁ ଜୀବନ ତ ଇନୁ ଅଟକି ନେ ଯାଏ, ଆଗ କେ ବଢ଼ ବାର୍ କେ ପଡବା ।। ଖାଲି ଏତକି ଭଗବାନ୍ ଠାନେ ଗୁହାରି ତାକର୍ ଆତ୍ମା କୁ ଶାନ୍ତି ଦଉନ୍ ଆଉ ତୁମକୁ ଦୁହେକୁ ଆଉ ବେହେରା ପରିବାର କୁ ଇ ମୁସ୍କିଲ ସମିଆ ରେ ଲଡବାର୍ କେ ସାହସ ଆଉ ଧୈର୍ଯ୍ୟ ଦଉନ୍ 🙏🙏
ଆଜି ଆପଣଙ୍କର ଭିଡ଼ିଓ ଦେଖି ମତେ ବହୁତ ଦୁଃଖ ଲାଗୁଛି, କାହିଁକି ନା ସେମାନେ କେତେ ଭଲ ମଣିଷ ମୁଁ ଛୋଟ ବେଳ ରୁ ଜାଣିଛି ! ଭଗବାନ ତାଙ୍କର ଆତ୍ମା କୁ ଶାନ୍ତି ମିଳୁ..😢😢
ଭଗବାନ ତାଙ୍କର ଆତ୍ମା କେ ସଦଗତି ଦେଉନ୍ । ଓମ୍ ଶାନ୍ତି
Uncle Ra Khabar Sunla K Bahut Kharap Laguche Dii N Bhagwan Tankar Aatma K Shanti Re Rakhan🙏
ଓମ ଶାନ୍ତି 😢 ଭଗବାନ ତାଙ୍କୁ ଆତ୍ମା ଙ୍କୁ ଶାନ୍ତି ରେ ରଖିଥାଉନ..ହରି omm
ବହୁତ୍ ଦୁଃଖର ଲାଗସି ଦାଦା ନାନି 😢😢😢😢
Aji ra r video ta heart touching bahut kasta hela dekhi ki 😢
ଓମ୍ ଶାନ୍ତି.... ବାପାଙ୍କ ଆତ୍ମା କୁ ଭଗବାନ ଶାନ୍ତି ରେ ରଖନ୍ତୁ...ଜୟ ଜଗନ୍ନାଥ 🙏🙏🙏🙏
Man dukh hela didi. Stay strong
Eta gute part of life Didi. Man dukh nai kara. RIP.
Bahut dukha lagila di
ଦାଦା ତୁମର କଥା ସୁନିକରୀ ଆଖି ରୁ ପାଣି ଆସୀ ଜାଉଛେ
Nani sat katha khub dukha lagla suni kina bhagwan tankar atma ke santi dian
ବହୁତ୍ ଦୁଃଖ୍ ଲାଗଲା ଭିଡିଓ ଦେଖିକରି
ମହାପ୍ରଭୁ ପୁରା ପରିବାର କେ ଇ ଦୁଃଖର ସମୟରେ ସାହା ହଉନ୍
ଆଜ୍ଞା କେ ମହାପ୍ରଭୁ ଶ୍ରୀଜଗନ୍ନାଥ ବୈକୁଣ୍ଠ ରେ ରଖୁନ୍
🙏🏽🙏🏽🙏🏽🙏🏽
ଭଗବାନ ତାଙ୍କର ଆତ୍ମା କେ ସାନ୍ତି ଦେଉନ🙏🙏
ତମର ପୋଷ୍ଟ ଦେଖଲା ପରେ ମନ୍ ବହୁତ୍ ଦୁଃଖ ଲାଗଲା ,ତୁମେ ତମର୍ ଶାଶଙ୍କୁ ସମ୍ଭାଲି କରି ରଖ ଆର୍ ଘରର୍ ସମସ୍ତଙ୍କୁ ବି ଏନ୍ତା ସମିଆଁ ,ଇ ଦୁଃଖ, ଇ ଦରଦ୍ ଭଗବାନ୍ କାଏଁ ଯେ ଦେସନ୍ 💔
ଭଗବାନ ତାଙ୍କର ଆତ୍ମା କେ ଶାନ୍ତି ମିଳୁ ।😊
ବହୁତ ବଡ ଦୁଃଖ, ଏ ଦୁଃଖର ସୀମା ନାହିଁ, ଆମେ ଆପଣଙ୍କ ସହିତ ଅଛୁଁ, ଧୈର୍ଯ୍ୟ ଧରନ୍ତୁ, ତେବେ ବଡ ଦୁଃଖ କି ଶୀଘ୍ର ଚାଲିଯିବାଟା, ଏହା ତ ଭଗବାନଙ୍କ ଇଚ୍ଛା, ଅଶ୍ରୁଳ ଶ୍ରଦ୍ଧାଞ୍ଜଳି, ଜଗନ୍ନାଥ ଏବଂ ସମଲେଇ ଆପଣମାନଂକୁ ଧୈର୍ଯ୍ୟ ଦିଅନ୍ତୁ, We are with you. Love u bro, bhabi
ତମର କୋଳେ ତମର ବାପା ଏକା ଜନମ ହେବେ ଦେଖ୍ ବ ଦାଦା ନାନୀ
ବାପାଙ୍କ ଆତ୍ମା କେ ଭଗବାନ୍ ସତ୍ଗତି ରଖୁନ୍ 😢😢
Miss u a lot real hero🙏🙏🙏
I m watching bcoz I connect my self with u. Sad but life must go on.... nobody can replace ur father but u should happy coz he ll be happy to see u happy.
ବାପା ଙ୍କ ଆତ୍ମା କୁ ଭଗଵାନ ସତଗତି ଦଉନ୍.... ଓମ୍ ଶାନ୍ତି 😭🙏
Bahut dina pare video dekhili bahut dukha lagila😭😭😭I miss you papa😭😭😭Om shanti 😭🙏🙏mora papa nahi😭😭
Om Shanti stay blessed
Mor bapa mor chhot belu kharaf hei chan dada didi 🥺🥺🥺🥺
Bhagban tumar paribar k sahas deun ki aag k sabu kichhi thik thak chalu.. Bahut dukh lagla mate b.. aji vdo dekhli
ଅମର ଆତ୍ମା ର ସଦଗତି ପ୍ରାପ୍ତ ହେଉ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣଂକ ପରିବାର କୁ ଅସୀମ ଧର୍ଜ ପ୍ରଦାନ କରନ୍ତୁ
Bhout Dukharakatha didi Dada Chinta nikara 2month para ghare ruha subkar sange subku bhalagba khaskari maa ke
Om santi .. stay blessed 🙌
ବହୁତ୍ ଦୁଃଖ ଲାଗୁ ଛେ ଦାଦା ବବା ଆମର ଗହଣ ରେ ନାଇ ନ ଭଗବାନ ତକର ଆତ୍ମା କେ ଶାନ୍ତି ଦେଉନ୍** ତ ସମସ୍ତଙ୍କର ଘର ର ବଡ ମୁଖ୍ୟା ଚାଲି ଗଲେ ଘର ଟା ପୁରା ଭଙ୍ଗୀ ପଡସି ** ସେ ଘର୍ k ଘର୍ ର ବଡ ପୁଅ ଏକା ସାହାରା ଦେଶୀ ଦାଦା ତମେ ଯଦି ଭଙ୍ଗୀ ପଡବ ଘର୍ ସମ୍ଭାଲବା କିଏ ତ ତମର ସଙ୍ଗେ ଆମେ ଅଛୁ ଦାଦା 🙏🙏 ତ ତମର ନମ୍ବର ନାଇ n ମୋର ପାଖେ ଦାଦା ଇ ସମୀୟା ରେ ତମର ସାଙ୍ଗେ କଥା ହେବା ର ମନ ଚାହେ ସି
Hmm. Thank you 🙏
Om shanti 🙏🙏🙏 tankar atama kun shanti pradan karun
More strength to you and family ❤. Omm Shanti 🙏
ବିଧିର ବିଧାନ
ଭଗବାନ ତମ ସମସ୍ତଙ୍କନକୁ ଧର୍ୟ ଦିୟୋନ୍ତୁ
ଆଉ ବାପା ଙ୍କ ଆତ୍ମା ଙ୍କୁ ଶାନ୍ତି ମିଳୁ 😢
କିଛି ନାଇଁ ମୋର୍ ଭା ବୁହେନ୍ ଭଗବାନ୍ ତମକୁ ସମ୍ କୁ ଇ ଟାଇମ୍ ରେ ଶକ୍ତି ଆଉ ଆଶୀର୍ବାଦ ଦଉନ୍ l
ଭଲ ଲୋକମାନେ ଭଗବାନ୍ ଙ୍କ ର ପ୍ରୀୟ ହେଇଥିସନ ଇଥିର ଲାଗି......
ହେ ଭଗବାନ ବହୁତ୍ ଦୁଃଖ ଲାଗିଲା 😭😭🙏
Dada Nani Apan mane bahut lucky ata Bahut dhoor ru ask kari Sabu kamm Kala🙏Om shanti Sir🙏
ବହୁତ୍ ଦୁଃଖ ଲାଗିଲା ଦିଦି 😭😭😭
Sushma Di.. be brave and have patience 🙏🙏. God tamar bapa ra atma k shanti daun. E situation re ame samaste tamar au tamar parivar sange physically nehele b mentally chhida heichhu. Be brave Di again
God may give you strength.
ଭଗବାନ ଜନ୍ମ ଦେଇଛନ ମାନେ ଦିନେ ନାଇ ଦିନେ ଯିବାର କେ ପଡବା ବାକି ଈଟା ତାଙ୍କର ଖୁସି ର୍ ସମୟ ରେ ଛାଡ଼ିକି ଗଲେ😰😰ଓଁ ଶାନ୍ତି 🙏🙏
ସୁନି କରି ଖରାପ ଲାଗଲା ଭଗବାନ ଭଲ ରଖୁ ତମକେ ସମସ୍ତଙ୍କେ
Om Shanti 😭🙏 Miss u uncle...suniki bahut sad lagla..
Sabu thik heba dada stay strong dada❤
😭😭😭 ଶୁଣିକରି ଆଖିନୁ ପାଣି ଭାହାରି ଗଲା
Didi au dada tamar face dekhle hi tamar dukh pura jana paduche .. Bhagban tankar atma ke Santi daun🙏
Bhagaban tanka atmaku vala re rakhibe ..........
କାଣା ଆଉ କରି ପାରମା ଦିଦି ସମସ୍ତ ଙ୍କ ର ଜୀବନ କେ ଇ ଭଲିଆ ସମୟ ମନେ ଜୀବନ କେ ବର୍ବାଦ କରି ଦେସି..ମୋର ମାଁ କେ ମୁଇଁ 2018 ମସିହାରେ ହରେଇ କରି ମୋର ଲାଇଫ ବି ବର୍ବାଦ ହି ଗଲା 😭😭😭
So sad😢
So sad😢
Miss u baba 😢😢😢
Kehte hai achhe logon ko bhagwan jaldi le jate hai..🙏
Bahut dukh lagla bui takar aatma r satgati heu maa samlei tumar paribar ke dharjya pradan karun
ଇ ଭିଡିଓ ଦେଖିଲା ପରେ ଆରୁ ସମ୍ଭାଳି ନାଇ ହେବାର ନା ଦି .... କାଣା କର୍ମୁ ଦି ନିଜର ଭାଗ୍ୟ ରେ ଜାହା ହେବାର ଅଛେ ହେବା 😭😭😭😭😭😭😭
Bahut duk laguchhe dada and bhauja bhagban tamku bhall se rakhi thaun tumar paribar k😭🙏
😢bahut dukha didi 😢bapa bina jiban andhar 😢
Bhagwan aapankar pariwar ke himmat daun ....vdo dekhi kari mate mor bapa ra sabu katha mane padigala aji ..mor bapa b e duniya re au naina 😢bht miss karsin mui 😢😢😢
ଓଁ ଶାନ୍ତି ଆଇଚୁ ମାନେ ଗିମା ମନ କେ ଧୈୟ୍ଯା ଧର
ସତ୍ କହେବାର କେ ଗଲେ ଆଜ ଭିଡିଓଟା ଦେଖୀକରି ରହି ନି ହେବାର ଆଖୀରୁ ପାଣିଆସିଯାଓଛେ ଇ ଦୁଃଖସମୟରେ ତୁମର ବେହେରା ପରପବାର କେ ଭଗବାନ୍ ସହାୟ ହେଉନ୍
ଓଁ ଶାନ୍ତି 🙏
I lost my father I know the feelings 😢very well di
M just class 9 and I lost him
They always in our hearts ❤
ଭଲ ଲୋକ୍ କୁ ଭଗବାନ୍ ଜଲଦି ନିଜର ପାଖ କେ ଡାକି ନେସନ୍
Jay shree Krishna
Bahut dukh lagla video dekhikari mahaprabhu pura family ke dukh samya re saha haun😢😢😢
ଓମ୍ ଶାନ୍ତି
Om Shanti badabapa 🙏😭 bahut kharab laguche di 😔😔 always be strong didi & Bhai your family... missing u both of u...😔😔
ଓମ ଶାନ୍ତି 👏👏👏
Om Shanti 😢😢mue b mor bapa k au mor sasur k pake pakhe hareichhe ,bahut dukha lagla
Om santi 🙏 ମୋର୍ ବାପା କେ 64 ବର୍ଷ ହଉ ଥିଲା ଆଉ ଆଜି କେ ଦେଡ୍ ବରଷ ହେଲା କଣ କରିବା ଆସିଛୁ ଦିନେ ଯିବୁ ବି ଦିନେ ଜୟ ଜଗନ୍ନାଥ 😭🌹🙏🙏🙏🙏🙏
Bahut dukh ra katha😢jaha k padsi se hi jani parsi😭
Bapa ra adhura eta aai j kana gute improve kale bapa k kahebar lagi bhal lagsi khus lag si
Nijar parents ke hareibar arthu bad dukh duniya re neino....mor bapa bi enta Feb re death hei gale 3year hela na baki mui Eve Jain se dukh se sadma ru bahari nei parbar...Didi jiju nkr maa nku tame eka sambhali parba.. kebe ekla feel nei kareiba... bhagwan uncle nkr atma k Santi deun🙏🏻
Mr behera apankar bapa apankar pua rupare re asbe ati jaldi , May my words become true , Remembering my lost mother through this video God bless you all 😭
🙏Thank you, m sorry for your loss🥲.
Didi tumku enta sad re dekhi nai hebar ,sabu bele hasbar/ khusi dekhi6e... very sad 😢😢😢
ବାପାଙ୍କ ସ୍ଥାନ କେହି ନେଇ ପାରିବେନି। ଭଲ ଲୋକ ଦୁନିଆ ରେ ବହୁତ୍ କମ ଦିନ ରହନ୍ତି ।ତାଙ୍କର ଆତ୍ମ। କୁ ଶାନ୍ତି ମିଳୁ।