Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ସମସ୍ତ ଦର୍ଶକ ବନ୍ଧୁ ଙ୍କୁ ନମସ୍କାର 🙏 ତଳ ଲିଙ୍କ୍ ରେ କ୍ଲିକ୍ କରି details ଦେଖନ୍ତୁ 🙏ua-cam.com/video/MiGUsbpCDo4/v-deo.htmlsi=I_UyPgEQS5G0IJcz
ଇ ପରିବାର.. କେ ଦେଖି କରି ବହୁତ ଖୁସି ଲାଗଲା ବିଶେଷ କରି.. ଭଉଣୀ ର.. ଘୁଡକା ବଜା ଦେଖିକରି.. ପ୍ରକୃତ ରେ ଇ ପରିବାର କଳାକାର ଭତା ପାଇବାର ଯୋଗ୍ୟ..
ଯେଉଁ ମିଡ଼ିଆ ଭାଇ ଏମାନଙ୍କୁ ଦେଖାଉଛନ୍ତି ସେହି ଭାଇ ମାନଙ୍କୁ ଅନୁରୋଧ ଏମାନଙ୍କ ପ୍ରତିଭା କୁ, ଲୋକଙ୍କ ସାମ୍ନା କୁ ଆଣନ୍ତୁ ଆଜ୍ଞା , ଧନ୍ୟବାଦ 🙏
ବହୁତ ସୁନ୍ଦର ।ସରକାର ଏମାନଙ୍କୁ ସାହାଯ୍ୟ କରିବା ଦରକାର ।
ବହୁତ୍ ବଢିଆ ଲାଗୁଛି ଭାଇ
ଜାତି କଳା ସଂସ୍କୃତି ପରମ୍ପରା ର ବାଦ୍ୟ ବାଦନ କୁ ସେ ବଜାଇ ରଖି ଥିବାରୁ ତାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ l
କେତେ ସୁନ୍ଦର। ଭଗବାନ ତୁମର ମଙ୍ଗଳ କରନ୍ତୁ।
ବହୁତ ସୁନ୍ଦର ବଜେଇଛନ ଆପଣମାନଙ୍କୁ ଧନ୍ୟବାଦ ଭଗବାନଙ୍କର ଆଶୀର୍ବାଦ ସବୁବେଳେ ଥାଉ
ବହୁତ ସୁନ୍ଦରଇ କଳା ଟା ଦିନୁଁ ଦିନକେ ଲୁକି ଗଲାନ 👌
ମସ୍ତ ଲାଗୁଛି
ଅତି ସୁନ୍ଦର ଭଗବାନ୍ ଏମାନଙ୍କୁ ଭଲରେ ରଖନ୍ତୁ
ଏ ମାନେ ବଂଶାନୁକ୍ରମିକ ବ୍ୟବସ୍ତିଥ ଆଦିମ କଳାକାର ଓ ଗାନ୍ଧର୍ବବେଡିୟ । ସମାଜରେ ଏମାନଙ୍କ ଅବଦାନ ଅତୁଳନୀୟ
VERYGOOD
ଏନତା କଳାକାର ମାନକୁ ସରକାର କେନତା ପଦମଶ୍ରୀ ନେ ଦିଅନ 💐
ଅତି ସୁନ୍ଦର ଭଗବାନ କରନ୍ତୁ ଭଲରେ ଥାନ୍ତୁ ଜୟ ଜଗନ୍ନାଥ 🙏🙏🙏🙏
ବହୁତ ବହୁତ ଧନ୍ୟବାଦ ରଞ୍ଜିତା ନାଗ ଭଉଣୀ
❤🎉🎉bahut sundar
ଲୋକକଳା ରେ ଭରପୁର ଆମର ପଚିମ ଓଡିଶା 🙏🙏🙏🙏🙏🙏
ଆମର ଲୋକ ବାଦ୍ୟ ବଞଚାଇ ରଖିଥିବା ରୁ ଅଶେଷ ଧନ୍ୟବାଦ
ଏମାନେ ନିହାତି ଜଣେ ଜଣେ ସୁନ୍ଦର ଚମତ୍କାର କଳାକାର,,,,ଏମାନଙ୍କୁ ନେଇ ସଙ୍ଗୀତ ତିଆରି କରାଗଲେ,,, କଳା ସଙ୍ଗୀତର ଉନ୍ନତି ହେବ।
ଭମର ଗିତଟା ବଢୀଆ ଲାଗୁଛି ଦାଦା
ଵହୁତ ସୁନ୍ଦର। ଏମିତି ଲୋକ କଳାକୁ ବଞ୍ଚାଇ ରଖିବା ଉଚିତ। ଧନ୍ୟବାଦ
Bahuth khush laguche 😭😭😭
Best kalakar brunda
ବହୁତ ସୁନ୍ଦର ❤
ବହୁତ ସୁନ୍ଦର ବହୁତ ବହୁତ ଧନ୍ୟବାଦ
बहुत सुन्दर परस्तुति बेस्ट कलाकार सुन्दर विडियो अपलोड धन्यवाद गुरु जी लुप्त कला को देख कर बहुत आनद लगा 👌👌🌸🌸💐💐
🙏🙏🙏🙏
ବହୁତ ସୁନ୍ଦର ।।।କଲା ସଂସ୍କୃତି କେ ଇ ମାନେ ବଇଁଚେଇଛନ
ବହୁତ୍ ସୁନ୍ଦର ଦିଲ୍ ଖୁସ୍ ଲାଗ୍ଲା
ଏ କଳାକାରଙ୍କୁ ଜୟ ଭୀମ !
Bahut Sundar Dada
ବହୁତ ସୁନ୍ଦର ପରିବାର
Namaskar kalakar bhai buhen,dhanyabad
ବହୁତ୍ ଭଲ କଳକାର
😭😭😭🙏🙏🙏ଏଭଳି କଳା କାର ଭାଗ୍ୟରେ ଥିଲେ ମିଳନ୍ତି 🙏🙏🙏😭😭ଜୟ ଜଗନ୍ନାଥ 🙏🙏🙏😭😭😭
ବହୁତ୍ ବଢିଆ
5
ବହୁତ ଭଲ ଲାଗୁଛି
ଜୟ ଶ୍ରୀରାମ 🙏 ଅତି ସୁନ୍ଦରଜୟ କଳା 🙏🙏🙏🙏🙏
ଅତି ସୁନ୍ଦର ଲାଗୁଛେ l
ଯେତେ ଶୁଣି ଳେ ବି ନୂଆ ଳାଗୁଛି
ବହୁତ ସୁନ୍ଦର ଭାଇ beautiful 👌👌👌
ଅତି ସୁନ୍ଦର
Bahut badhiya laaglaa dhanyawad Jay kala
बहुत सुन्दर हरे कृष्ण
Ama sanskruti parampara ati mahan. Dhanyabad.
ଦାଦା 🙏Talent ର କମି ନାଇଁ ନ ଆମର ପଶ୍ଚିମ ଓଡିଶା ରେ।ସମୀର ଆଜ୍ଞା ଓ କଳାକାର ପରିବାର ଲୋକ ଙ୍କୁ ମୋର ନମସ୍କାର ।ବହୁତ୍ ବଢିଆ ଲାଗୁଛେ।ଭମରରେ...ଗୀତ ମୋର favourite ଆଏ।🙏ଗୀତ
Sate da
ବହୁତ ସୁନ୍ଦର। ଇଶ୍ଵର ମଂଗଳ କରନ୍ତୁ ବୋଲି ମୋର ଆଶା
Bhut sundar
ଏମାନଙ୍କୁ ମୋର ଧନ୍ୟବାଦ 🙏🙏🙏👌👍
ବହୁତ ସୁନ୍ଦର ଭିଡିଓ.👍🏻
ଭାଇ ଯାହାର ଇ ଚେନାଲ ଅଛେ ସେ ଭାଇ କେ ଗୁଟେ ଅନୁରୋଧ ଆଏ ଜେ ଇ ଆଜ୍ଞା ମାନଙ୍କର ଲାଗି ବରଗଡ଼ ଜିଲ୍ଲାପାଳ ମହୋଦୟଙ୍କର ନୁ କଳାକାର ଭତା ଦିଳାବାର ନେ କିଛି ସାହାଯ୍ୟ କରୁନ କି ଜିଲ୍ଲା ଆଞ୍ଚଳିକ କଲା ସଂସ୍କୃତି ରେ ଏନ୍ତା କଳାକାର ମାନଙ୍କୁ ଭେଟ କରାଇ ଦେଉନ ମୋର ଏତେ ଅନୁରୋଧ ଆଏ 🙏🏼🙏🏼
,Good। thinking। Bhai
କେନ୍ଦ୍ରା ସାଙ୍ଗରେ ଘୁଡକା ଆରୁ ଚଡ଼ଚଡି ଓଃ ଚମତ୍କାର 👌🎹🎺ଏ ଛୁଆ ମାନକେ ପାଠ ସାଠ ପଢ ହୋ 🙏
ବାଃ ! କି ସୁନ୍ଦର କଳା ଓ କଳାକାର ।
ଜଗନ୍ନାଥ ଆପଣଙ୍କୁ ବହୁତ ଭଲରେ ରଖନ୍ତୁ ଏତୀକୀ ମୁଁ ଗୁହାରି କରୁଛି ସାଗର ମହାରଣା
ବାଗବାନ କରନ୍ତୁ କଳା ବଞ୍ଚି ରହୁ 🙏
ଭଲ ଶ୍ୱରରେ ବାଜୁଛି ବହୁତ୍ ଭଲ
Wow.... Bahut sundar heichhe.... Maind blowing🌹🌹🌹🌹
बहुत-बहुत Sundar thankyou brother
Ectually original kalakar E maha purush manke kahebar kathhaGod bls u
Bahut sundar sound
😢 ବହୁତ୍ ବଢିଆ ଲାଗିଲା 😢😢😢😢 ଟିକେ ଦୁଃଖ lagsi ଘର୍ ନେଇ ବୁଲି ବୁଲି କରି କେତେ କଷ୍ଟ
ବହୁତ ସୁନ୍ଦର ଗୀତ ♥️ ବାଜା
Very good
ବହୁତ ଭଲ ଲାଗୁଚି
Ek Number Da❤️
ବଣମଲ୍ଲୀ ଵଣରେଫୁଟି ଝାଉଁଳି ଗଲେ ମଧ୍ୟ ତାର ସୁଗନ୍ଧ ଅତି ମନୋନୀତ କରିଥାଏ
Odia kala sanskruti ku aei bhalla bhai bhauni banchi rakhi thiba ru samasta anku Dil se salut Jai maa small jaa jaganath God blesses you
Super telent......jay koshal ,jay maa samaleswari
Bhallaguchhe ho bhai
ଜୟ କଳା ଜୟ କଳାକାର- ବହୁତ ସୁନ୍ଦର
Emaneta ama odishara ijat he pravu apanmananku mor sat sat pranam
Very excellent.Please spread this that this art may not be diminished from the land of Odisha.
Very good kendera ghuduka and Timkidi baja
Bahut sundar tk bi eaad siaaad nai bajabar Tamar kala ke 🙏🏼🙏🏼🙏🏼🙏🏼🙏🏼🙏🏼 amiti sundar kala o kalakar aajira duniaa Vala paiba chhada film re o jatra party re ejjat bikri karuthiba kalakar nku pasand karuchhi
ଅତି ସୁନ୍ଦର କଳାକାର
ପଶ୍ଚିମ ଓଡ଼ିଶା କଳା ସଂସ୍କୃତି 🙏🙏🙏
Well experienced musician. Top artist & kalakar.
1numbar kalakar
ଏହି ବାଦ୍ୟ କୁ ଯଦି ବିଭାଘର ରେ ବ୍ୟବହାର କରାଯାଏ ତାହେଲେ ବହୁତ୍ ସୁନ୍ଦର୍ ଲାଗିବଦିଯେ ର ଅବକଷ୍ୟତା ନାହିଁ
ଜୟ ଶ୍ରୀ ରାଧେ କୃଷ୍ଣ 🙏🙏🙏
Bahut sundar baja. Sarkar emananku help karantu.
Bahut Sundar Telent ❤❤❤
Wabhaiwa,,majadar,,apka,,pariwar,,dhanybad,,bhai
Bahut bhal lagla bhai
Bahuta. Sundara. Amanaank. Ghuduki. Badya. 🙏.
Bahut badhia baja.Bahgaban tumara mangala karantu.
ଜୟ ଜଗନ୍ନାଥ
Bahut Badhia
ଜୟ ଜଗନ୍ନାଥ ଭଗବାନ ତୁମର ମଙ୍କଳ କରନ୍ତୁ
Bahut subdar
Nice music old is gold beautiful instrument
Very exciting & amazing talent So, God bless your talent & family ଜେ ମାଁ ସମଲେଇ 🙏🙏🙏🙏
Ek number dada
Mind blowing performance
Love from garposh
Eta kalakar
Salute sir, god bless you and your family
Mindblowing....Bahut sundar...
Bahut Badhia Bhai . God bless you.
❤sarangi mandali 2 zendas nku maharsiji bara pradan hogi tks lordzrmji
Bahut badhai.....e mane amar culture ke banche e rakichhan...🙏🙏🙏🙏🙏🙏
Bahut bhal laguchhe
ସମସ୍ତ ଦର୍ଶକ ବନ୍ଧୁ ଙ୍କୁ ନମସ୍କାର 🙏 ତଳ ଲିଙ୍କ୍ ରେ କ୍ଲିକ୍ କରି details ଦେଖନ୍ତୁ 🙏
ua-cam.com/video/MiGUsbpCDo4/v-deo.htmlsi=I_UyPgEQS5G0IJcz
ଇ ପରିବାର.. କେ ଦେଖି କରି ବହୁତ ଖୁସି ଲାଗଲା ବିଶେଷ କରି.. ଭଉଣୀ ର.. ଘୁଡକା ବଜା ଦେଖିକରି.. ପ୍ରକୃତ ରେ ଇ ପରିବାର କଳାକାର ଭତା ପାଇବାର ଯୋଗ୍ୟ..
ଯେଉଁ ମିଡ଼ିଆ ଭାଇ ଏମାନଙ୍କୁ ଦେଖାଉଛନ୍ତି ସେହି ଭାଇ ମାନଙ୍କୁ ଅନୁରୋଧ ଏମାନଙ୍କ ପ୍ରତିଭା କୁ, ଲୋକଙ୍କ ସାମ୍ନା କୁ ଆଣନ୍ତୁ ଆଜ୍ଞା , ଧନ୍ୟବାଦ 🙏
ବହୁତ ସୁନ୍ଦର ।ସରକାର ଏମାନଙ୍କୁ ସାହାଯ୍ୟ କରିବା ଦରକାର ।
ବହୁତ୍ ବଢିଆ ଲାଗୁଛି ଭାଇ
ଜାତି କଳା ସଂସ୍କୃତି ପରମ୍ପରା ର ବାଦ୍ୟ ବାଦନ କୁ ସେ ବଜାଇ ରଖି ଥିବାରୁ ତାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ l
କେତେ ସୁନ୍ଦର। ଭଗବାନ ତୁମର ମଙ୍ଗଳ କରନ୍ତୁ।
ବହୁତ ସୁନ୍ଦର ବଜେଇଛନ ଆପଣମାନଙ୍କୁ ଧନ୍ୟବାଦ ଭଗବାନଙ୍କର ଆଶୀର୍ବାଦ ସବୁବେଳେ ଥାଉ
ବହୁତ ସୁନ୍ଦର
ଇ କଳା ଟା ଦିନୁଁ ଦିନକେ ଲୁକି ଗଲାନ 👌
ମସ୍ତ ଲାଗୁଛି
ଅତି ସୁନ୍ଦର ଭଗବାନ୍ ଏମାନଙ୍କୁ ଭଲରେ ରଖନ୍ତୁ
ଏ ମାନେ ବଂଶାନୁକ୍ରମିକ ବ୍ୟବସ୍ତିଥ ଆଦିମ କଳାକାର ଓ ଗାନ୍ଧର୍ବବେଡିୟ । ସମାଜରେ ଏମାନଙ୍କ ଅବଦାନ ଅତୁଳନୀୟ
VERYGOOD
ଏନତା କଳାକାର ମାନକୁ ସରକାର କେନତା ପଦମଶ୍ରୀ ନେ ଦିଅନ 💐
ଅତି ସୁନ୍ଦର ଭଗବାନ କରନ୍ତୁ ଭଲରେ ଥାନ୍ତୁ ଜୟ ଜଗନ୍ନାଥ 🙏🙏🙏🙏
ବହୁତ ବହୁତ ଧନ୍ୟବାଦ ରଞ୍ଜିତା ନାଗ ଭଉଣୀ
❤🎉🎉bahut sundar
ଲୋକକଳା ରେ ଭରପୁର ଆମର ପଚିମ ଓଡିଶା 🙏🙏🙏🙏🙏🙏
ଆମର ଲୋକ ବାଦ୍ୟ ବଞଚାଇ ରଖିଥିବା ରୁ ଅଶେଷ ଧନ୍ୟବାଦ
ଏମାନେ ନିହାତି ଜଣେ ଜଣେ ସୁନ୍ଦର ଚମତ୍କାର କଳାକାର,,,,
ଏମାନଙ୍କୁ ନେଇ ସଙ୍ଗୀତ ତିଆରି କରାଗଲେ,,, କଳା ସଙ୍ଗୀତର ଉନ୍ନତି ହେବ।
ଭମର ଗିତଟା ବଢୀଆ ଲାଗୁଛି ଦାଦା
ଵହୁତ ସୁନ୍ଦର। ଏମିତି ଲୋକ କଳାକୁ ବଞ୍ଚାଇ ରଖିବା ଉଚିତ। ଧନ୍ୟବାଦ
Bahuth khush laguche 😭😭😭
Best kalakar brunda
ବହୁତ ସୁନ୍ଦର ❤
ବହୁତ ସୁନ୍ଦର ବହୁତ ବହୁତ ଧନ୍ୟବାଦ
बहुत सुन्दर परस्तुति बेस्ट कलाकार सुन्दर विडियो अपलोड धन्यवाद गुरु जी लुप्त कला को देख कर बहुत आनद लगा 👌👌🌸🌸💐💐
🙏🙏🙏🙏
ବହୁତ ସୁନ୍ଦର ।।।
କଲା ସଂସ୍କୃତି କେ ଇ ମାନେ ବଇଁଚେଇଛନ
ବହୁତ୍ ସୁନ୍ଦର ଦିଲ୍ ଖୁସ୍ ଲାଗ୍ଲା
ଏ କଳାକାରଙ୍କୁ ଜୟ ଭୀମ !
Bahut Sundar Dada
ବହୁତ ସୁନ୍ଦର ପରିବାର
Namaskar kalakar bhai buhen,dhanyabad
ବହୁତ୍ ଭଲ କଳକାର
😭😭😭🙏🙏🙏ଏଭଳି କଳା କାର ଭାଗ୍ୟରେ ଥିଲେ ମିଳନ୍ତି 🙏🙏🙏😭😭ଜୟ ଜଗନ୍ନାଥ 🙏🙏🙏😭😭😭
ବହୁତ୍ ବଢିଆ
5
ବହୁତ ଭଲ ଲାଗୁଛି
ଜୟ ଶ୍ରୀରାମ 🙏 ଅତି ସୁନ୍ଦର
ଜୟ କଳା 🙏🙏🙏🙏🙏
ଅତି ସୁନ୍ଦର ଲାଗୁଛେ l
ଯେତେ ଶୁଣି ଳେ ବି ନୂଆ ଳାଗୁଛି
ବହୁତ ସୁନ୍ଦର ଭାଇ beautiful 👌👌👌
ଅତି ସୁନ୍ଦର
Bahut badhiya laaglaa dhanyawad Jay kala
बहुत सुन्दर हरे कृष्ण
Ama sanskruti parampara ati mahan. Dhanyabad.
ଦାଦା 🙏Talent ର କମି ନାଇଁ ନ ଆମର ପଶ୍ଚିମ ଓଡିଶା ରେ।ସମୀର ଆଜ୍ଞା ଓ କଳାକାର ପରିବାର ଲୋକ ଙ୍କୁ ମୋର ନମସ୍କାର ।ବହୁତ୍ ବଢିଆ ଲାଗୁଛେ।ଭମରରେ...ଗୀତ ମୋର favourite ଆଏ।🙏
ଗୀତ
Sate da
ବହୁତ ସୁନ୍ଦର। ଇଶ୍ଵର ମଂଗଳ କରନ୍ତୁ ବୋଲି ମୋର ଆଶା
Bhut sundar
ଏମାନଙ୍କୁ ମୋର ଧନ୍ୟବାଦ 🙏🙏🙏👌👍
ବହୁତ ସୁନ୍ଦର ଭିଡିଓ.👍🏻
ଭାଇ ଯାହାର ଇ ଚେନାଲ ଅଛେ ସେ ଭାଇ କେ ଗୁଟେ ଅନୁରୋଧ ଆଏ ଜେ ଇ ଆଜ୍ଞା ମାନଙ୍କର ଲାଗି ବରଗଡ଼ ଜିଲ୍ଲାପାଳ ମହୋଦୟଙ୍କର ନୁ କଳାକାର ଭତା ଦିଳାବାର ନେ କିଛି ସାହାଯ୍ୟ କରୁନ କି ଜିଲ୍ଲା ଆଞ୍ଚଳିକ କଲା ସଂସ୍କୃତି ରେ ଏନ୍ତା କଳାକାର ମାନଙ୍କୁ ଭେଟ କରାଇ ଦେଉନ ମୋର ଏତେ ଅନୁରୋଧ ଆଏ 🙏🏼🙏🏼
,Good। thinking। Bhai
କେନ୍ଦ୍ରା ସାଙ୍ଗରେ ଘୁଡକା ଆରୁ ଚଡ଼ଚଡି ଓଃ ଚମତ୍କାର 👌🎹🎺ଏ ଛୁଆ ମାନକେ ପାଠ ସାଠ ପଢ ହୋ 🙏
ବାଃ ! କି ସୁନ୍ଦର କଳା ଓ କଳାକାର ।
ଜଗନ୍ନାଥ ଆପଣଙ୍କୁ ବହୁତ ଭଲରେ ରଖନ୍ତୁ ଏତୀକୀ ମୁଁ ଗୁହାରି କରୁଛି ସାଗର ମହାରଣା
ବାଗବାନ କରନ୍ତୁ କଳା ବଞ୍ଚି ରହୁ 🙏
ଭଲ ଶ୍ୱରରେ ବାଜୁଛି ବହୁତ୍ ଭଲ
Wow.... Bahut sundar heichhe.... Maind blowing🌹🌹🌹🌹
बहुत-बहुत Sundar thankyou brother
Ectually original kalakar
E maha purush manke kahebar kathha
God bls u
Bahut sundar sound
😢 ବହୁତ୍ ବଢିଆ ଲାଗିଲା 😢😢😢😢 ଟିକେ ଦୁଃଖ lagsi ଘର୍ ନେଇ ବୁଲି ବୁଲି କରି କେତେ କଷ୍ଟ
ବହୁତ ସୁନ୍ଦର ଗୀତ ♥️ ବାଜା
Very good
ବହୁତ ଭଲ ଲାଗୁଚି
Ek Number Da❤️
ବଣମଲ୍ଲୀ ଵଣରେଫୁଟି ଝାଉଁଳି ଗଲେ ମଧ୍ୟ ତାର ସୁଗନ୍ଧ ଅତି ମନୋନୀତ କରିଥାଏ
Odia kala sanskruti ku aei bhalla bhai bhauni banchi rakhi thiba ru samasta anku Dil se salut Jai maa small jaa jaganath God blesses you
Super telent......jay koshal ,jay maa samaleswari
Bhallaguchhe ho bhai
ଜୟ କଳା ଜୟ କଳାକାର- ବହୁତ ସୁନ୍ଦର
Emaneta ama odishara ijat he pravu apanmananku mor sat sat pranam
Very excellent.
Please spread this that this art may not be diminished from the land of Odisha.
Very good kendera ghuduka and Timkidi baja
Bahut sundar tk bi eaad siaaad nai bajabar Tamar kala ke 🙏🏼🙏🏼🙏🏼🙏🏼🙏🏼🙏🏼 amiti sundar kala o kalakar aajira duniaa Vala paiba chhada film re o jatra party re ejjat bikri karuthiba kalakar nku pasand karuchhi
ଅତି ସୁନ୍ଦର କଳାକାର
ପଶ୍ଚିମ ଓଡ଼ିଶା କଳା ସଂସ୍କୃତି 🙏🙏🙏
Well experienced musician. Top artist & kalakar.
1numbar kalakar
ଏହି ବାଦ୍ୟ କୁ ଯଦି ବିଭାଘର ରେ ବ୍ୟବହାର କରାଯାଏ ତାହେଲେ ବହୁତ୍ ସୁନ୍ଦର୍ ଲାଗିବ
ଦିଯେ ର ଅବକଷ୍ୟତା ନାହିଁ
ଜୟ ଶ୍ରୀ ରାଧେ କୃଷ୍ଣ 🙏🙏🙏
Bahut sundar baja. Sarkar emananku help karantu.
Bahut Sundar Telent ❤❤❤
Wabhaiwa,,majadar,,apka,,pariwar,,dhanybad,,bhai
Bahut bhal lagla bhai
Bahuta. Sundara. Amanaank. Ghuduki. Badya. 🙏
.