Home ଶାନ୍ତି | Vastu Shastra | ଘରେ ଅତୃପ୍ତଆତ୍ମା ବାସ କଲେ କେଉଁ କ୍ଷତି ହୁଏ ? NandighoshaTV

Поділитися
Вставка
  • Опубліковано 31 січ 2025

КОМЕНТАРІ • 305

  • @judhisthiranaik2503
    @judhisthiranaik2503 11 місяців тому +5

    🙏ସାର ନମସ୍କାର, ଆପଣ 100%ସତ କଥା କହୁଛନ୍ତି, ଆପଣ ବହୁତ ସୁନ୍ଦର ଭାବରେ ବୁଝାଇ ଆମ ମାନଙ୍କ ମଧ୍ୟରୁ ଭ୍ରାନ୍ତ ଧାରଣାକୁ ଦୂର କରୁ ଥିବାରୁ ବହୁତ ବହୁତ ଧନ୍ୟବାଦ 🌺ଜୟ ଜଗନ୍ନାଥ 🌺🙏

  • @auroprakashbarik1141
    @auroprakashbarik1141 2 роки тому +25

    ଟିକେ ଅଧିକା ହେଇଗଲା ମାଉସା ଙ୍କ ର ଅଭିନୟ ....କିନ୍ତୁ ବହୁତ ଭଲ ଲାଗିଲା ଗପ ସହିତ ଅଭିନୟ...🥰

    • @ultraabhi5954
      @ultraabhi5954 2 роки тому +1

      50 rupee cut ✂ for over acting

    • @biswajitpanda9232
      @biswajitpanda9232 2 роки тому +1

      Video 1st ra reality ta overacting barbad Kari dela....

    • @creatordeepakkumaroffical921
      @creatordeepakkumaroffical921 2 роки тому +1

      ପାଗଳ ଗପ ଲାଗୁଚି ତମ ସହ ଏମିତି ହେଲେ ଜାଣିବ

  • @giridharimahapatra2119
    @giridharimahapatra2119 2 роки тому +4

    ମଉସାଙ୍କ ଅଭିନୟ ସୁନ୍ଦର

  • @sakuntalasethi447
    @sakuntalasethi447 5 місяців тому

    Sir pranam ama katha sunine❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @suryakanta7282
    @suryakanta7282 2 роки тому +11

    ମୋତେ ବହୁତ ଖୁସି ଲାଗୁଛି ଆପଣ ଭୁତ କଥା କହୁଛନ୍ତି,,ଗୀତ,ଭାଗବତ,ବେଡ଼,ବେଦାନ୍ତ ନାମ ନେଉଛନ୍ତୁ
    ଜୟ ଜଗନ୍ନାଥ ସ୍ୱାମୀ

  • @InvestmentGk
    @InvestmentGk 2 роки тому +8

    ଭାଇ ଯେଉଁ ମାନେ ନିଜ ଝାଳ ବୁହା ଧନରେ ଘର କରନ୍ତି ତାଙ୍କର ଘର ସବୁବେଳେ ଠିକ ହୋଇଥାଏ କାରଣ ତାଙ୍କ କଷ୍ଟ ଅର୍ଜିତ ଧନ ଭଗବାନଙ୍କ ଆଶ୍ରିବାଦ ରୁ ଆସିଥାଏ. ଆଉ ଯେଉଁ ମାନେ ଲାଞ୍ଚ ନେଇକି ଘର ତିଆରି କରନ୍ତି ତାଙ୍କ ଘରେ ସବୁବେଳେ ଆସନ୍ତି

  • @sahajogaparibar7303
    @sahajogaparibar7303 2 роки тому +22

    Sir ବହୁତ ବହୁତ ଧନ୍ୟବାଦ 🙏ଭଗବାନ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ 🙏🙏🙏

  • @kumarkaliakhordha5950
    @kumarkaliakhordha5950 Рік тому

    Sir apan bahut bhala katha kahuchanti

  • @jyotiprakashdas3182
    @jyotiprakashdas3182 2 роки тому +1

    Bahut badhia information sir..

  • @narottamsethi6918
    @narottamsethi6918 Рік тому

    🙏🙏Bahut Bahut Dhanyawad 🙏🙏

  • @Travelandmore-01
    @Travelandmore-01 2 роки тому +1

    Ete asana ghara

  • @manoramabhuyan6275
    @manoramabhuyan6275 2 роки тому +4

    ବାସ୍ତୁବିଜ୍ଞାନୀ ଜୀରା ରୁ ଶିରା ବାହାର କରିବା ଲୋକୋ. ନିଜ ଘରେ ଭି କେତେ ଭୁଲ ଥିବ.

  • @ThoughtsofMindpilupilu
    @ThoughtsofMindpilupilu 2 роки тому +1

    Jay jagannath

  • @sureshchandrajena9134
    @sureshchandrajena9134 2 роки тому +1

    Great mentalist.

  • @subratsubratbehera4714
    @subratsubratbehera4714 10 місяців тому

    🙏ସାରେ ମାଟି ଆପଣେ ଦେଖନ୍ତି 🙏

  • @Goslow3037
    @Goslow3037 2 роки тому

    @11:05, ଆଗନ୍ତୁକ, ଅନ୍ଧ ବିଶ୍ବାସ କଥା କହୁଛନ୍ତି 🙄।
    ଆଜି କାଲି ର ଦୁନିଆ ରେ , ସରକାର, ବୁଦ୍ଧିଜୀବୀ ସମସ୍ତେ କନ୍ୟା ସନ୍ତାନ କୌଣସି ଗୁଣ ରେ ପୁତ୍ର, ଠାରୁ କମ ନୁହେଁ ପ୍ରଚାର କରୁଛନ୍ତି ।
    ସେଇ ସମୟ ରେ, ସେ ଲୋକୋ ଓ ନନ୍ଦିଘୋଷ ପ୍ରଚାର କରୁଚି କି, ଭୁତ ପ୍ରେତ ବାସ ଥିଲେ ଘରେ କନ୍ୟା ସନ୍ତାନ ଜନ୍ମ ହୁଅନ୍ତି ??
    ଏହା କଣ ଦେଖେଇ ବାକୁ ଚାହାଁନ୍ତି, ! ଯାହା ଘରେ କନ୍ୟା ସନ୍ତାନ ଅଛନ୍ତି , ସେଇ ମାନଙ୍କ ଘରେ ଭୂତ ପିଶାଚ ଅଚନ୍ତି ?

  • @rakeshmandal7000
    @rakeshmandal7000 2 роки тому +2

    Jai hanuman

  • @pitabassahoo7318
    @pitabassahoo7318 2 роки тому +1

    ଦୁର୍ଭାଗ୍ୟ ଏ ଦେଶର ନିଜର ସ୍ବାର୍ଥ ପାଇଁ ଯୋତିସ ଶାସ୍ତ୍ର ଅର୍ଥ ର ଅନର୍ଥ କରିଦେଲେଣି କିଛି ପଣ୍ଡି ପୂଜାରୀ ମାନେ। ଯେମିତି ଏମାନେ ଇଶ୍ଵର ଙ୍କ ସୃଷ୍ଟିରେ ଇଶ୍ଵର ଙ୍କ ହିଁ ନିୟମ ବିରୁଦ୍ଧ କାମ କରୁଛନ୍ତି। ସୃଷ୍ଟିର ଆରମ୍ଭରେ ପରମେଶ୍ବର ମଣିଷ କୁ ବେଦ୍ ପ୍ରଦାନ କରିଥିଲେ । ପୁରାଣ ଗ୍ରନ୍ଥ ନାହିଁ।

  • @balaramsahoo2004
    @balaramsahoo2004 2 роки тому +1

    Really excellent hope .....…....

  • @debasmitasahoo8225
    @debasmitasahoo8225 2 роки тому +1

    Hare krisna hare krisna bolo

  • @biswabhusanrath2814
    @biswabhusanrath2814 2 роки тому +2

    Dhanyabad Pandit mahashayanku.
    Jay Jagannath. 🙏🙏🙏

  • @bilasinijena3969
    @bilasinijena3969 2 роки тому +1

    Dhanyavaad 🙏🙏🙏🙏🙏

  • @pitabassahoo7318
    @pitabassahoo7318 2 роки тому

    ଏ ମାନେ ବାସ୍ତୁ ଦୋଷ କହି । ବେଦ ବିରୁଧ କାମ କରୁଛନ୍ତି। ବେଦ ଇଶ୍ଵର ଙ୍କ ବାଣୀ । ସିଧା କଥା କହିବାକୁ ଗଲେ ,ବେଦ ହେଉଛି ଗୋଟେ ବିଜ୍ଞାନ , ବେଦ ହେଉଛି ସନାତନ ଆମେ କଣ କରିବା କଣ ନ କରିବା , କୋଉ ବସ୍ତୁରୁ କିପରି ଲାଭ ନବା ଏସବୁ ବେଦ ରେ ଅଛି, ଯଦି ଏମାନେ ଜୋତିଷ ଶାସ୍ତ୍ର ଦ୍ଵାରା ଲୋଙ୍କ ମାନଙ୍କ ଭବିଷ୍ୟ ଠିକ୍ କରିଦେବେ । ତାହେଲେ ଇଶ୍ଵର ବା ଭଗବାନ ଙ୍କ ସୃଷ୍ଟିରେ ନିୟମ ବିରୁଦ୍ଧ ହବ । ଭାରତ ଗୋଟେ କୃଷି ଦେଶ ହଁ ଜୋତିଷ ଶାସ୍ତ୍ର ଅନୁଯାୟୀ ଭବିଷ୍ୟ କହିହେବ କିନ୍ତୁ ଲୋକମାନଙ୍କର ନୁହେଁ। ଜଳବାୟୁ ର ପାଣିପାଗର

  • @pitabassahoo7318
    @pitabassahoo7318 2 роки тому

    ତମ ମାନଙ୍କ ଯୋଗୁଁ ଆଜି ସନାତନ ଧର୍ମ ର ବେପାର ଚାଲିଛି । ବେଦରେ କୌଣସି ଭୂତ୍ ପ୍ରେତ ର ବର୍ଣ୍ଣନା ନାହିଁ। ହଁ ଇଶାଇ ଧର୍ମ ଇସଲାମ ଧର୍ମ ରେ ଅଛି କାହିଁକି ନା ସେମାନେ ,ପୂର୍ଣ୍ଣ ଜନ୍ମ, ମାନେ ପୁଣି ଥରେ ମଣିଷ ଜନ୍ମ ହୁଏ ବୋଲି ବିଶ୍ବାସ ନାହିଁ । ସେଇଥି ପାଇଁ ସେମାନଙ୍କ ର ମଲା ପାରେ ,ଭୂତ, ପ୍ରେତ ହୁଅନ୍ତି ।

  • @sonaqueen2387
    @sonaqueen2387 Рік тому +1

    Jay sri ram

  • @bishnupriyaodiadailyroutin5090
    @bishnupriyaodiadailyroutin5090 2 роки тому +5

    ସାର୍ ନମସ୍କାର ଆପଣଙ୍କୁ ଆମ ଘରକୁ ଡ଼ାକିବାକୁ ଚାହୁଁଛୁ please help କରନ୍ତୁ ଆମେ ଜାଣି ପାରୁନୁ

  • @sangitadehurysangitadehury1951

    Sir bahutu bhalo bujhanti ama Ghar semiti heitila tanka kata Suni Sabu karila Dena TU Sabu thik

  • @sureshchandrajena9134
    @sureshchandrajena9134 2 роки тому +1

    ଆପଣ ଜଣେ ଥଣ୍ଡା ଠକ। ଆପଣ କଣ ଭଗବାନ? ସବୁ ଠିକ କରି ଦେବେ? କିଛି କରିବାର ନାଁହି। ସଫା ସୁତରା କରି ରହିଲେ ହେଲା। ପୁଳାଇ ବହି ପଢି କହୁଛ। ଏହା ଗୋଟି ବେପାର।

  • @planetearthindiaworldkk7708
    @planetearthindiaworldkk7708 2 роки тому

    Jay bhole... Keep it up.. God bless you..

  • @prasantakhuntia9083
    @prasantakhuntia9083 2 роки тому

    You are great sir🙏🙏🙏

  • @Mr.Harish131
    @Mr.Harish131 2 роки тому +10

    ଘରକୁ ଆସି ବା ଓ ପ୍ରତିକାର କରିବା ପାଇଁ ଆପଣଙ୍କ ଫିଜ୍ କେତେ ଆଜ୍ଞା....?

    • @mr.aninanacomedy1999
      @mr.aninanacomedy1999 2 роки тому +3

      Michha sabu paisa lutibara

    • @durgaprasadsethi7565
      @durgaprasadsethi7565 2 роки тому

      ଆଗ ଭାରତକୁ ମହାନ କର । ତା ପରେ ବାଳ ବେପାର କରିବ ।

  • @prafulladas9168
    @prafulladas9168 2 роки тому +3

    ଘରେ ଅତୃପ୍ତ ଆତ୍ମା ନଥାନ୍ତି । ତୁମରି ପରି ଅର୍ଥଲୋଭୀ ଅତୃପ୍ତ ଆତ୍ମାମାନେ ଆଜି ଅତ୍ର, ତତ୍ର, ସର୍ବତ୍ର , Iଆଜିର ଏବିଜ୍ଞାନ ଯୁଗରେ ଏପରି ଅଯୌକ୍ତିକ ଓ ଅବାସ୍ତବ କଥା କହି ସାଧାରଣ ସରଳ ଜନତାଙ୍କୁ ଠକନ୍ତୁ ନାହିଁ। ଭଗବାନ୍‌ ତୁମକୁ କ୍ଷମା ଦେବେନି ।

  • @debasmitasahoo8904
    @debasmitasahoo8904 2 роки тому

    Sir pilanka patha mane rakhiba paei ratire gotie letter kahithile kana aauthare kahidiantu

  • @armangeming4840
    @armangeming4840 2 роки тому

    Sir fees kete lagiba bhutval laguchi apanka programme biswas b laguchi

  • @bijaypradhan3967
    @bijaypradhan3967 2 роки тому

    Hare Krishna 🙏🙏🙏🙏🙏🙏🙏

  • @putulmunda1381
    @putulmunda1381 2 роки тому +2

    Sir pranam 🙏🙏🙏

  • @Suneheripuja
    @Suneheripuja 2 роки тому

    Bahut bhaut dhanya bad

  • @minumishra6511
    @minumishra6511 2 роки тому +1

    Om shanti 🙏

  • @rameshsenapati7247
    @rameshsenapati7247 2 роки тому

    Sir thakora ghare Tali chitra thakora rakhi poja Kari habaki

  • @chandrakantidash1121
    @chandrakantidash1121 2 роки тому

    Sir maind karibe nahi mate khusi lagila dekhiki 🙏🙏🙏🙏

  • @subratsubratbehera4714
    @subratsubratbehera4714 10 місяців тому

    🙏ସାରେ ଜମିଟି କିଣିଛି ମାଟି ଟିକେ ଦେଖି ଥାନ୍ତେ 🙏

  • @143shreeradhe
    @143shreeradhe 2 роки тому +2

    ଗୋଟେ ପାଲା ଲଗେଇ ଛ।

  • @ajayakumarnath3799
    @ajayakumarnath3799 2 роки тому

    Sir🙏🙏🙏

  • @gaganbiharinayak8713
    @gaganbiharinayak8713 2 роки тому +6

    ମନ୍ଦିରରେ ଦେବାଦେବୀ ନ ରଖି ଘରେ କାହିଁକି ରଖନ୍ତି । ଆମେ ମନ୍ଦିରରେ ପୂଜାକରି ଆସୁ । ଘରେ ଫଟୋ କି ମୂର୍ତ୍ତିର ଆବଶ୍ଯକ ନାହିଁ । ଏକଥା ଶିଖାଅ ।

  • @sahoo300
    @sahoo300 2 роки тому

    🙏🙏🙏🙏🙏 Thnx angya ,🙏

  • @runilataroutray5425
    @runilataroutray5425 2 роки тому

    Beautiful

  • @gayatridas9563
    @gayatridas9563 2 роки тому +1

    Sir aamo ghore bi abholia houchi moro bi bar bar operation houchi onta re pabana otakuchi

  • @shaikhshaikh5859
    @shaikhshaikh5859 Рік тому

    Sir ama ghara bi semitiya hauchi

  • @cricketlover.4868
    @cricketlover.4868 2 роки тому

    Jay Jagannath

  • @padmalochansethi6335
    @padmalochansethi6335 2 роки тому

    hm mo ghare achi gote atupta atma
    au mu ta sahita bahut khusi re achi

  • @worldmoviesstar2.0
    @worldmoviesstar2.0 2 роки тому

    Bhuto preto samosya pain reply diontu...

  • @rabindrakumarmohanty9415
    @rabindrakumarmohanty9415 2 роки тому +2

    ସର୍ଵ ମଙ୍ଗଳ ଜଗନ୍ନାଥ, ଆତ୍ମା କଣ କିଛି ନାହିଁ
    । ଦୁର୍ବଳ ମାନସିକତାର ନିଦର୍ଶନ ହେଉଛି ଭୂତ ପ୍ରେତ ର ଭୟ।ମାନସିକ ସ୍ତରରେ ଦୃଢ ଲୋକଙ୍କ ପାଖରୁ ଭୂତ ପ୍ରେତ ଡିଆଁ ମାରି ପଳାଇ ଯାଆନ୍ତି।ପଞ୍ଚ ମହାଭୁତ ରେ ଗଢା ଏ ଶରୀର ପଞ୍ଚ ମହାଭୂତ ରେ ବିଲିନ ହୋଇ ଯାଏ। ଆମର ମହାନ ଶାସ୍ତ୍ର ଭଗବତ୍ ଗୀତା କହେ ଆତ୍ମା ର ମୃତ୍ୟୁ ନାହିଁ ତାହା ପୁଣି ପରମାତ୍ମା ଙ୍କ ପାଖକୁ ଚାଲିଯାଏ ଓ ନୁତନ ଶରୀର
    ଗ୍ରହଣ କରେ।

  • @rinkypatnaik1990
    @rinkypatnaik1990 2 роки тому +2

    8.57..this is true..things disappear and gets misplaced@paranormal activity.dont know abt vaastu shastra.
    Bt evil spirits exist for sure

  • @jharanaswain7801
    @jharanaswain7801 2 роки тому

    Sir amara bahut asubidha hauchi

  • @chinmayakumarmallick9465
    @chinmayakumarmallick9465 2 роки тому +1

    Sir namaskar

  • @misslenybiswal7185
    @misslenybiswal7185 2 роки тому

    Nice

  • @durgaprasadsethi7565
    @durgaprasadsethi7565 2 роки тому +1

    ସେ ଘରେ ଯୋଉ ଭୂତ ଅଛି ତା ବୋଉ ବିଆ

  • @haraharidas4907
    @haraharidas4907 2 роки тому

    JAY JAGANNATH 🙏 🙏

  • @lalitakantabehera6757
    @lalitakantabehera6757 2 роки тому

    jay jay

  • @mamalirout1798
    @mamalirout1798 2 роки тому

    Nice video sir

  • @rabinarayanpanda1779
    @rabinarayanpanda1779 2 роки тому +5

    dhanyabad.sir

  • @Lipurout_2022
    @Lipurout_2022 2 роки тому

    Ghara Ra ayusha purijaye ki sir

  • @sudhirjena7237
    @sudhirjena7237 2 роки тому +1

    12.35 sec pacharile taku handi rakha hue ta tapare answer sunile aau mu janithili agaru mane kana bahut diplomatic show aita

  • @akambrabehera2308
    @akambrabehera2308 2 роки тому

    Usha patra Kahaku kuha jaye

  • @pratapchandramohapatra2950
    @pratapchandramohapatra2950 11 місяців тому

    West south road East North Block gate & maingate West & South area 29× 28 =812 sq.ft watet tannk in middle point latrine sefty tank in middle north

  • @geetanjalisethi7619
    @geetanjalisethi7619 2 роки тому +5

    Sir thank you so much 🙏🏻Radhe krishna😊

  • @pinkisahoo4336
    @pinkisahoo4336 2 роки тому

    Hi

  • @ghrxyuvgaming8341
    @ghrxyuvgaming8341 2 роки тому

    Jay Jagannath 🙏🏻

  • @sharatnayak5181
    @sharatnayak5181 2 роки тому +1

    Hariom prabhuji jay.gurudev jay.jagannath

  • @pitabassahoo7318
    @pitabassahoo7318 2 роки тому

    ମହାଋଷି ବଶିଷ୍ଠ ରଚିତ, ବେଦର 6ସଷ୍ଟ ଅଙ୍ଗ ହେଉଛି ଯୋତିଶ ଶାସ୍ତ୍ର । ଠିକ୍ ଅଛି । କିନ୍ତ୍ ଏ ଭଳି ପାଖଣ୍ଡ ଭଣ୍ଡୁଆ ଲୋକେ ଏହାକୁ ବେପାର କରି ଦେଲେଣି। ଭାଈ ମାନେ ଯୋତିଶ ଶାସ୍ତ୍ର ଦ୍ଵାରା ଗ୍ରହ ନକ୍ଷତ୍ର ର ଗତି ବିଧି ଅନୁସାରେ କୋଉଠି ବର୍ଷା ହବକି ନାହିଁ ଜଳବାୟୁ ପରିବର୍ତ୍ତନ ଚନ୍ଦ୍ର ଗ୍ରହଣ ସୂର୍ଯ୍ୟ ପରାଗ ଏହାର ଉପରେ ମୁନି ଋଷି ମାନଙ୍କୁ ଯୋତିସ ଶାସ୍ତ୍ର ର ସାହାଯ୍ୟ କରୁଥିଲା ।

  • @sangramnayak6724
    @sangramnayak6724 2 роки тому

    Pranam sir
    ama Ghare blue stone lagei Paribi ki

  • @pabitrabiswal9744
    @pabitrabiswal9744 2 роки тому

    🙏🙏

  • @anshumanmartha_1613
    @anshumanmartha_1613 2 роки тому

    Jay Sri Ram🙏🙏🙏

  • @janmayjayjena1916
    @janmayjayjena1916 2 роки тому +1

    Sir please ama gharaku asantu

  • @ashishkumarsahu6931
    @ashishkumarsahu6931 2 роки тому +2

    ଉତରପୁର୍ବ ସିତି ଘର ଅଛି ଏଥିରେ ଅସୁବିଧା ଅଛିକି

    • @InvestmentGk
      @InvestmentGk 2 роки тому +4

      ଭାଇ ସୂଯ୍ୟ କିରଣ ଘରେ ପଡିବା ପରି ବ୍ୟବସ୍ଥା କର ସବୁ ଠିକ ହୋଇଯିବ. ଆଉ ଉତ୍ତରପୁର୍ବ ଦକ୍ଷିଣାପଶ୍ଚିମ ହବ ଯଦି ତୁମକୁ ଯେତେ ଭଲ ଘର ଦେଲେବି ତୁମେ ରହିପାରିବନି. ଲୋକଙ୍କୁ ଘର ମିଲୁନି ରହିବାକୁ ତୁମକୁ ଭଗବାନ ଘର ଦେଇଛନ୍ତି ଶାନ୍ତିରେ ରୁହ.
      ଯଦି ଜଳବୁହା ଟଙ୍କାରେ ଘର ତିଆରି କରିଥିବ ତାହାହେଲେ ସବୁବେଳେ ଠିକ haba

  • @SantoshKumar-ev9zj
    @SantoshKumar-ev9zj 2 роки тому

    Sir samaskar apana jaha b pratikar kahile taha kana ame b utilize kari paribu ki aau apana kete fizz neuchanti sir.ame apanaku dakibaku chahun chhu

  • @pankajlochandas3536
    @pankajlochandas3536 2 роки тому

    Badia katha

  • @prakashjenaofficial8761
    @prakashjenaofficial8761 Рік тому

    Great astrologist❤

  • @BapunSoundAgarapada
    @BapunSoundAgarapada 2 роки тому +1

    Ama Gharaku Ashantu Please 😔😨😰

  • @MrChinnmaya
    @MrChinnmaya 2 роки тому +1

    Sir gharaku dekhibaku kete fee laguchi

  • @user-rn6bt8dx5p
    @user-rn6bt8dx5p 2 роки тому

    Bahut vhal more ghare Bahut prabalem hauchi mu bahut karjare samukin hauchi health prabalem batapaunahi kankariba pai

  • @dr.prakashkalia292
    @dr.prakashkalia292 2 роки тому

    Mo ghoro ku asontu sir

  • @sampadakumar8342
    @sampadakumar8342 2 роки тому +6

    You are an auspicious man in our society

  • @prasantakar5655
    @prasantakar5655 2 роки тому

    ମହାଶୟ କେତେ ପଇସା tanka≥

  • @pratiharpradhan1305
    @pratiharpradhan1305 Місяць тому

    ଠକ ଙ୍କ ଗୁରୁ

  • @kanhucharanpanda7267
    @kanhucharanpanda7267 2 роки тому

    ଡକାୟତଙ୍କ ଠିକାଦାର

  • @stvodia073
    @stvodia073 2 роки тому +4

    ଆରେ ନବୀନ ପଟ୍ଟନାୟକ କୁ କୁହ ବିଜୁଳି ମାଗଣା କରୁ ଇଣ୍ଡକସନ ଆଉ ହୀଟର ଦଉ ମାଆ ମାନେ ରୋଷେଇ କରି ଖାଇବେ ତା'ହେଲେ ନବୀନ ମାଆ ମାନଙ୍କୁ କେତେ ଭଲ ପାଆନ୍ତି ଜଣା ପଡ଼ିବ

  • @pradeshjena2472
    @pradeshjena2472 2 роки тому +2

    sarathi baba kahuchhanti ki😂😂 sry bt mote lagila soo...
    by the way jay jagannath 🙏🏻🙏🏻🙏🏻

  • @dolamanimajhi3598
    @dolamanimajhi3598 2 роки тому +2

    କିଛି ଭୂତ୍ ନାହିଁ ସବୁ ଅନ୍ଧ ବିଶ୍ବାସ

    • @Prakashkumar-zp2ei
      @Prakashkumar-zp2ei 2 роки тому +1

      ମୁ ବି ଭୂତ କୁ ବିଶ୍ୱାସ କରୁନ ଥିଲି,କିନ୍ତୁ ଯେବେ ସତ ଘଟଣା ଦେଖିଲି ତାପରେ ବିଶ୍ୱାସ କଲି ।ବୈଜ୍ଞାନିକ ମାନେ ବି ଭୂତ ନାହିଁ ବୋଲି,100% ଗ୍ୟାରେଣ୍ଟି ଦେଇ ନାହାନ୍ତି ।ଆପଣ ଙ୍କୁ ମୁ ସେଇ ଭୂତ ର ଲିଙ୍କ୍ ପଠେଇ ଦଉଛି ଆପଣ ଦେଖି ପାରିବେ ସତ ଭୂତ ଘଟଣା ।ଆମ ପାଖରେ କିଛି ପ୍ରମାଣ ନ ଥାଇ ଭୂତ ପ୍ରେତ କୁ ଅନ୍ଧ ବିଶ୍ବାସ କହିବ ଭୁଲ ।ଉଦାହରଣ କହୁଚି,ଆମେ ଭଗବାନଙ୍କୁ କେବେ ଦେଖିନେ,ଛୁଇଁ ନେ,ତା ସହ କଥା ହେଇନେ,ହେଲେ ବି ଭଗବାନଙ୍କୁ ମାନୁଛି,ବିଶ୍ୱାସ କରୁଛେ ।ଭଗବାନଙ୍କୁ ଯଦି କେହି ଅନ୍ଧ ବିଶ୍ୱାସ କହିଲେ ଆପଣ ତାଙ୍କୁ କଣ କହିବେ ।

    • @Prakashkumar-zp2ei
      @Prakashkumar-zp2ei 2 роки тому

      ua-cam.com/video/Xme80gAg0Ms/v-deo.html

    • @Prakashkumar-zp2ei
      @Prakashkumar-zp2ei 2 роки тому

      ଏହି ଲିଙ୍କ୍ ରେ ଆପଣ ଭୂତ କୁ ଦେଖି ପାରିବେ

    • @dolamanimajhi3598
      @dolamanimajhi3598 2 роки тому

      @@Prakashkumar-zp2ei ମୁଇ 100sure କି ଭଗବାନ ବି ନାଇ ନ

    • @Prakashkumar-zp2ei
      @Prakashkumar-zp2ei 2 роки тому

      ଆପଣ ଭଗବାନ ନାହିଁ ବୋଲି କହୁଛନ୍ତି,ଆପଣଙ୍କ ପାଖରେ କୌଣସି ପ୍ରମାଣ ଅଛି କି? ଏ କଥା କୁ ମୁ ମାନିନେବି କିନ୍ତୁ ଏ ସମାଜ ମନିବ ନାହିଁ ।ଏହାର କିଛି ପ୍ରମାଣ ଅଛି ତ କୁହ ।ନାହିଁ ତ କିଛି ବି କହିକି ଭଗବାନ ନାହିଁ ବୋଲି ପ୍ରମାଣ ଦିଅ ତାହେଲେ ଯାଇ ଏ ସମାଜ ଆପଣଙ୍କ କଥା କୁ ବିଶ୍ୱାସ କରିବେ।ଏମିତିରେ ବି ମୁ ଭଗବାନଙ୍କୁ ବିଶ୍ୱାସ କରି ତିନି ଥର ଧୋକା ପାଇଲି।ସେଇଠୁ ମୁଁ ଭଗବାନ ଙ୍କୁ ବିଶ୍ୱାସ କରିବା ଛାଡ଼ିଦେଲି ।କିନ୍ତୁ ସତ କହିବାକୁ ଗଲେ ଭଗବାନ ଅଛନ୍ତି,ଯଦି ନ ଥାନ୍ତା ଭଗବାନ ଶବ୍ଦ ବାହାରି ନ ଥାନ୍ତା ।କିନ୍ତୁ ସେ କଉଠି ଅଛି,କଣ କରୁଛି,ଦେଖିବାକୁ କେମିତି,ଏହି ପ୍ରଶ୍ନ ର ଉତ୍ତର କେବଳ ମୁ ହିଁ ଜାଣିଛି,ଏହି ପ୍ରଶ୍ନ ର ଉତ୍ତର 100% ପ୍ରକଟିକାଲି ଦେଖେଇ ପାରିବି,ଆପଣ ଦେଖେଇ ପାରିବେକି,ପରୁଚ ଯଦି ସମାଜ କୁ ଏହାର ପ୍ରମାଣ ଦିଅ।

  • @chinmayakumarmallick9465
    @chinmayakumarmallick9465 2 роки тому

    Hello

  • @babulabehera6018
    @babulabehera6018 2 роки тому

    Guruji amo ghare sabu Ashanti rogi bohut hauchi

  • @myfamily4717
    @myfamily4717 2 роки тому +1

    ଆପଣ ଘର ଭିତରକୁ ଜୋତା ପିନ୍ଧିକି କମିତେ ଯାଉଛନ୍ତି 😂

  • @panchanannahak8580
    @panchanannahak8580 2 роки тому

    Aangyaa aapananka fees kete kahibe?

  • @rssexpress8743
    @rssexpress8743 2 роки тому

    Sir kehi jadi apananku tanka gharaku dakibe tebe kichhi charge padeki?

  • @albertkayastha2666
    @albertkayastha2666 2 роки тому +19

    Tike over acting heijauchhi mausa 😅😅😅

    • @gaganbiharinayak8713
      @gaganbiharinayak8713 2 роки тому

      ଉପରେ ପଡି ଆକ୍ଟିଙ୍ଗ କଲା ଲୋକ । ନଆସୁ ପଛେ ଏକ ନମ୍ବର ଦରକାର।

    • @genesis.920
      @genesis.920 2 роки тому

      Thik 🤣

    • @KumarBhagya
      @KumarBhagya 2 роки тому

      ,😁😁😁😁

    • @55jitendrasingh9
      @55jitendrasingh9 2 роки тому

      😁😁😁😁

    • @durgaprasadsethi7565
      @durgaprasadsethi7565 2 роки тому

      ଟିକିଏ ନୁହେଁ ବହୁତ ବା

  • @VERSION.SHORTreels
    @VERSION.SHORTreels 2 роки тому

    Sir nkar mane rahuni kou katha

  • @cutykhusboo3098
    @cutykhusboo3098 2 роки тому

    Sir mo ghare emiti hauchi pls help me

  • @tikeswarnaiktikeswarnaik6519
    @tikeswarnaiktikeswarnaik6519 2 роки тому

    denare swapan dekhile kan have

  • @bibekanandanayak9413
    @bibekanandanayak9413 2 роки тому

    Sabu hnm beautiful acting

  • @shreetamswain3546
    @shreetamswain3546 2 роки тому

    Bhoota peta kemiti gharu jibe